Chota Mora Gaan Ti By Sachi Routray - 1080p HD

แชร์
ฝัง
  • เผยแพร่เมื่อ 26 ก.ย. 2024
  • เพลง

ความคิดเห็น • 3.6K

  • @RoleX_00007
    @RoleX_00007 2 ปีที่แล้ว +395

    ପୁରା ପିଲା ଦିନ ଟି ଆଖି ଆଗରେ ନାଚି ଉଠିଲା. ଧନ୍ଯ କବି ସଚିଦାନଁଦ ରାଉତରାୟ.. ଚିର ନମସ୍ୟ 🙏🏼🙏🏼

  • @dillipbarick5461
    @dillipbarick5461 3 ปีที่แล้ว +2165

    E ଗୀତ ଶୁଣିଲେ ଆଖିରେ ଲୁହ ଆଶି ଯାଏ, ସେଇ ବର୍ଷା ଭିଜା ମାଟି ରାସ୍ତା, ସେଇ ବର୍ଷା ଭିଜା ସବୁଜ ଧାନ କ୍ଷେତ, ବର୍ଷା ରେ ଭିଜି ଭିଜି ସ୍କୁଲ ଯିବା, ସବୁ କିଛି, ଶୀତ ଦିନର କଅଁଳ ଖରା 😭😭😭😭ମନ ହୁଏ ସେ ଦିନ ଆଉ ଥରେ ଫେରି ashanta ki, aau ନିଷ୍କପଟ ପିଲା ଦିନ, ସାଙ୍ଗସାଥି ସବୁ କିଛି, ସରିଗଲା e ଜୀବନ ପାଇଁ ସବୁକିଛି 😭😭😭😭

  • @jhuminaik8636
    @jhuminaik8636 ปีที่แล้ว +82

    ମୁଁ ଏଇ କବିତା କୁ ପ୍ରଥମେ 7 ଶ୍ରେଣୀ ରେ ପଢି ଥିଲି ମୋ ଗାଁ ପରି ଆଉ କିଛି ନୁହଁ ମାନୁଛି ଗାଁ ରେ ଟଙ୍କା କମ୍ କିନ୍ତୁ ଲୋକ ମାନେ ବହୁତ ଖୁସି ରେ ଶାନ୍ତ ରେ ରୁହନ୍ତି ।ଗାଁ ର ସେଇ ଶାନ୍ତ ପରିବେଶ ବହୁତ ମନେ ପଡୁଛି 😢😢😢😢😢😢

    • @7Xoggy63
      @7Xoggy63 5 หลายเดือนก่อน +2

      Satare vhai ki khusi ga re au ki santi re vhai

    • @SN_1564
      @SN_1564 4 หลายเดือนก่อน +1

      Me also

    • @naushadali12866
      @naushadali12866 3 หลายเดือนก่อน +1

      Paisa kam rahta tha par khushi bohot hi jayeda rahta tha

    • @hemantakumarmeher1707
      @hemantakumarmeher1707 หลายเดือนก่อน

      😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅😅

    • @sisirajena-sj
      @sisirajena-sj 9 วันที่ผ่านมา

      ଗାଁ କୁଯାଇ ବୁଲି ଆସିଲେ ହୁଅନ୍ତାନି

  • @debasishnanda9273
    @debasishnanda9273 8 หลายเดือนก่อน +81

    ହେ ଭଗବାନ ଫେରେଇ ଆଣ ସେ ପୁରୁଣା ଦିନ😭ଏ ନୁଆ ଦୁନିଆରେ ବହୁତ୍ କଷ୍ଟ ହଉଛି ବଞ୍ଚିବା ପାଇଁ 😭

    • @subhadradash1438
      @subhadradash1438 5 หลายเดือนก่อน +2

      😓😓

    • @goutamkumarpradhan2868
      @goutamkumarpradhan2868 3 หลายเดือนก่อน +1

      Godblosu ❤

    • @RKgaming-ug3vu
      @RKgaming-ug3vu 3 หลายเดือนก่อน +2

      Satare bhai 😢😢😢

    • @dilippanda2335
      @dilippanda2335 12 วันที่ผ่านมา

      Right sir

    • @madhusmitabehera36
      @madhusmitabehera36 11 ชั่วโมงที่ผ่านมา

      Sataree😢sei pila Dina gaan ra paribesa😢abe toh mu mo gaan ta Sahara adaku khali jibara dekhuchi 😢😢khali ghara hin ghara chariade khali bada bada building 😢😢

  • @MAJAMASTI24hours
    @MAJAMASTI24hours 2 ปีที่แล้ว +80

    କେତେ ଗୀତ ଯିବ.... ଆସିବ.... ହେଲେ ଏଇ ଗୀତ ସେମିତି ସମସ୍ତଙ୍କର ପ୍ରିୟ ହେଇକି ଥିବ.....🙏🙏🙏 ସଚ୍ଚିଦାନନ୍ଦ ରାଉତରାୟ

  • @pradeepsamal1369
    @pradeepsamal1369 ปีที่แล้ว +25

    ଆଜି ଗାଁ ଗାଁ ହୋଇ ରହିନାହିଁ ଗାଁ ରେ ଗଢିଉଠିଛି ବଡ଼ ବଡ଼ କୋଠା, ଗାଁ ରେ କ୍ରକିଟ୍ ରୋଡ଼, ଗାଁ ଗାଁ ରେ ରାଜନିତୀ ପସିଯାଇଛି,। ସତରେ ପୁରୁଣା ଦିନ ବହୁତ ଭଲ ଥିଲା,ସେ ଗାଁ ଆଜି ଖୋଜି ଲେ ମିଳୁନାହିଁ

  • @sisirkumar8047
    @sisirkumar8047 3 ปีที่แล้ว +170

    ସତରେ ଗୋଟେ ଗାଁ ରେ ହିଁ ସ୍ବର୍ଗ ର ଶାନ୍ତି ମିଳିପାରିବ
    ସୁନ୍ଦର ଓ ଶାନ୍ତ ପରିବେଶ ଅତ୍ୟନ୍ତ ମୋନାଲୋଭ
    💖💖💖💖💖💖💖💖💖💖💖💖

  • @abakashjena5392
    @abakashjena5392 3 ปีที่แล้ว +371

    ମୋବାଇଲ ଆମଠୁ ଏଇ ସବୁ ସ୍ମୃତି ଛଡେଇ ନେଇଛି 😭😭

  • @Subhamkumar12658
    @Subhamkumar12658 9 หลายเดือนก่อน +21

    ଏହି ଗୀତ ଯେବେବି ମୁଁ ଶୁଣେ ଆଖିରୁ ଲୁହ ଆପେ ଆପେ ବାହାରି ଯାଏ, ଅତୀତ ଆଖି ଆଗରେ ଝୁଲିଯାଏ ଆଉ ଜୀବନର ଖୁସୀ ଧିରେ ଧିରେ ବହୁତ ଦୁରକୁ ଚାଲିଯାଉଛି ଭଲି ଲାଗେ 😭😭😭

  • @a.k.pradhanmr.pradhan2448
    @a.k.pradhanmr.pradhan2448 4 ปีที่แล้ว +115

    ରାଉତରାୟ ବାବୁ😢😢👍👍👍
    ଗାଁର ପରିଭାଷା କୁ ଅତି ସୁନ୍ଦର ଭାବ ରେ ପରିପ୍ରକାସ କରିଛନ୍ତି ଏହିପରି ଯେ ମନ ହଜି ଯାଏ ଗାଁ ର ସୁନ୍ଦର ତା ଆଡ଼କୁ👌👌👌

  • @prasantnayak4250
    @prasantnayak4250 4 ปีที่แล้ว +60

    ସତରେ ଏହାକୁ କୁହାଯାଏ ଗୀତ,ବହୁତ ଵହୁତ ସାଧୁଵାଦ ଆପଣଙ୍କୁ ମହାଶୟ,,

  • @vishalbehera2835
    @vishalbehera2835 หลายเดือนก่อน +3

    ଏହିଗୀତ ଶୁଣି ସ୍କୁଲକଥାର ମନେ ପକେଇଦେଲ 2005 ରେ ପଞ୍ଚମ କ୍ଲାସରେ ପଢ଼ୁଥିଲି.. ଆପଣଙ୍କୁ ବୋହୁତ ବହୁତ ଧନ୍ୟବାଦ 🙏🙏❤

    • @Jagannathsai
      @Jagannathsai หลายเดือนก่อน

      Mu bi padhuthili puni return karanta ni a jibana bahut kasta laguchi ❤❤❤

  • @sammankumarsahu835
    @sammankumarsahu835 3 ปีที่แล้ว +991

    I am a soldier and i listen this song after every hard workout.Through this song I memorise my childhood. I love this song very much.💞

    • @amiyadas7906
      @amiyadas7906 3 ปีที่แล้ว +16

      We are proud of you see soldier

    • @debasmitapanda1590
      @debasmitapanda1590 3 ปีที่แล้ว +14

      A hearty admiration to you sir 🙏🙏♥️❤️

    • @debasmitapanda1590
      @debasmitapanda1590 3 ปีที่แล้ว +13

      A billion of smiles, respect,love salutes and admiration for every Indian shoulders from Bharat 🙏🙏❤️❤️👍👍👍

    • @BibeksVoice
      @BibeksVoice 3 ปีที่แล้ว +9

      JaI Hind

    • @pradeepjena1414
      @pradeepjena1414 3 ปีที่แล้ว +7

      Jay hind sir

  • @chamarpanigrahi3186
    @chamarpanigrahi3186 4 ปีที่แล้ว +241

    ଏହି ଗୀତ ଶୁଣି ଆମ ଛୁଆ ସମୟ ମନେ ପଡେ କବି ଏଥିରେ ସାଠିଏ ସତୁରି ବର୍ଷ ପୁର୍ବର ଗାଁର ଜୀବନ୍ତ ରୂପ ଦେଇ ଛନ୍ତି କବି ସଚ୍ଚିଦାନନ୍ଦ ଙ୍କୁ ମୋର ନମସ୍କାର

  • @educationpathabc
    @educationpathabc หลายเดือนก่อน +3

    ଆମ ଭଦ୍ରକ ର ଚାନ୍ଦବାଲି ଅଞ୍ଚଳ ର ସୁପୁତ୍ର ସୁବାସ ଦାସ ଏଇ ଗୀତ ଟିକୁ ତାଙ୍କ ହୃଦୟସ୍ପର୍ଶୀ ସ୍ୱର ରେ ଜୀବନ୍ତ କରିଛନ୍ତି।

    • @tapu9105
      @tapu9105 วันที่ผ่านมา

      Me from chandbali👍

  • @srinibashchayani8970
    @srinibashchayani8970 4 ปีที่แล้ว +80

    ଏହି ଗୀତ ଟି ଦେଖିଲେ ଛୋଟ ବେଳର ସବୁ ସ୍ମୃତି ଆଖି ଆଗଗୁ ଚାଲି ଆସେ 😣। ମୋ ଗାଁ ମୋ ପାଇଁ ଦ୍ୱିତୀୟ ମାଆ । ❤️

  • @diwaliofficialvideo2671
    @diwaliofficialvideo2671 3 ปีที่แล้ว +323

    ପିଲା ଦିନଟା ବହୁତ ମନେ ପଡୁଛି 😭😭ସତରେ ଆଉ ଥରେ ଛୋଟ ହୋଇଯାନ୍ତି କି ବହୁତ ଭଲ ହୁଅନ୍ତା ❤️❤️ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ୍ ସାର୍ ଏହି ଭଳି ଏକ କବିତା ଲେଖିଛନ୍ତି 🙏🙏🙏

  • @Discipline_Tradition_Legacy
    @Discipline_Tradition_Legacy 3 หลายเดือนก่อน +8

    ଚିର ନମସ୍ୟ କବି ସଚ୍ଚିଦାନନ୍ଦ ରାଉତରାୟଙ୍କୁ କୋଟି କୋଟି ପ୍ରଣାମ
    ମୋ ମାଟି ମୋ ମା
    ମୋ ଗାଁ ମୋ ଆଦର୍ଶ
    🙏🙏🙏

  • @priyabratdebasis2093
    @priyabratdebasis2093 3 ปีที่แล้ว +290

    This is not just a song. It's raw emotion. I hope the younger generation do realise what the lyrics actually mean

    • @sunilkumarrout1788
      @sunilkumarrout1788 ปีที่แล้ว +6

      Bro todays generations will never understand...
      Only 90 kids can feel the emotion

    • @priyabratdebasis2093
      @priyabratdebasis2093 ปีที่แล้ว

      @@sunilkumarrout1788 maybe if we promote the old classics and let them know about the artistic values of entertainment, maybe some younger generation will appreciate the old

    • @beautyofnature8512
      @beautyofnature8512 ปีที่แล้ว

      Absolutely right ❤❤❤

    • @beautyofnature8512
      @beautyofnature8512 ปีที่แล้ว

      ​@@sunilkumarrout1788I'm 90s kid ❤

    • @beautyofnature8512
      @beautyofnature8512 ปีที่แล้ว

      ​@@priyabratdebasis2093no one can understand. Have you seen now a days people feel shame to speak in odia. I really feel very pain when I see two girls or two odia friends when conversation in hindi with each other in Odisha only. Some people can't even speak hindi properly still they are eager to speak in hindi. Really shame on us. 😢

  • @rajkishordas9704
    @rajkishordas9704 5 ปีที่แล้ว +288

    😭😭😭😭😭ମତେ ଗାଁ ଗହଳିରେ ରହିବା ପାଇଁ ଭଲ ଲାଗେ,, ମୁଁ ଗାଁ କୁ ବହୁତ ଭଲ ପାଏ ଏବଂ ମୁଁ ଏବେ ସହର ରେ ରହିଲେ ମଧ୍ୟ ଥରେ ଥରେ ନିଜ ଘର ଗାଁ କୁ ବୁଲିବା ପାଇଁ ଯାଏ 😭😭😭😭

  • @Bapa4207
    @Bapa4207 ปีที่แล้ว +10

    ଯୁଗ ଜନ୍ମା ବ୍ୟକ୍ତି ମାନେ ହିଁ ଏମିତି ହୃଦୟ ରେ ରାଜ କରନ୍ତି ଯୁଗ ଯୁଗ ପାଇଁ..... ସଚ୍ଚି ରାଉତରାୟ ଙ୍କ ହୃଦୟସ୍ପର୍ଶୀ କବିତା ଜୀବନ୍ତ ଏବଂ ଅମର.... ❤🙏🙏🙏

  • @questioning1122
    @questioning1122 2 ปีที่แล้ว +10

    ମୁଁ ଓଡିଶାରେ ଜନ୍ମ ହେଇଥିବାରୁ ମୁଁ ଗର୍ବିତ. କବି ସଚ୍ଚିତାନନ୍ଦ ରାଉତରାୟ ଙ୍କ ଏହି କବିତା ଯେତେବେଳେ ଶୁଣିବେ ସେତେବେଳେ ଭଲ ଲାଗିବ old is gold

  • @maheshvarpanigrahi2677
    @maheshvarpanigrahi2677 9 หลายเดือนก่อน +5

    Beautiful song

  • @SIKHYAOKAHANI
    @SIKHYAOKAHANI 8 หลายเดือนก่อน +8

    No1 song of odisha music industry, no one can beat this lyrics, ବହୁତ୍ ଭଲ ଭିଡିଓ ଟି କରିଛନ୍ତି ହୃଦୟରୁ ଧନ୍ୟବାଦ

  • @balimandal4434
    @balimandal4434 5 ปีที่แล้ว +20

    ଯେଉ ଭାଈ ଭିଡିଓଟି କରିଛନ୍ଦି ଭଗବାନଙ୍କ ଆଶିବାଦ୍ କରନ୍ତୁ ସତରେ ଭାଇ ବହୁତ ବହୁତ ଧନ୍ୟବାଦ ମୋ ହୃଦୟ ସହିତଆପଣକୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି ଏହି ,ଭିଡିଓଟି ମୋ ହୃଦୟରେ ଛୁଇଁ ଗଲା ଏମିତି ନୂଆ ନୂଆ ଭିଡିଓ କରି ଚାଲନ୍ତୁ ଆଉ ଏମିତି ଖୁସି ଆଣି ସମସ୍ତ ମନରେ ଖୁସି ଭରି ଦିଅ......

  • @sanjeeboram6975
    @sanjeeboram6975 4 ปีที่แล้ว +27

    ଅତି ସୁନ୍ଦର ଗୀତ ।
    ଯେତେ ଶୁଣିଲେ ମନ ଭରେ ନାହିଁ ।
    🙏🙏🙏

  • @ranjitsahu3083
    @ranjitsahu3083 4 หลายเดือนก่อน +5

    ଅତୀତ ମନେ ପଡି ବଡ ଦୁଖ ଲାଗେ । ସତରେ କୁଆଡେ ହଜିଗଲା ଗାଆର ଧୂଳିମାଟି

  • @user-lc3te3mo1p
    @user-lc3te3mo1p 5 ปีที่แล้ว +337

    Staying in USA but still always missing my Odisha... missing my childhood....

  • @devdas6696
    @devdas6696 5 ปีที่แล้ว +73

    ପିଲା ଦିନ ବହୁତ୍ ମୋନେ ପଡୁଚୀ😭😭😭

  • @Creator-g4o
    @Creator-g4o 5 หลายเดือนก่อน +294

    2024 ରେ ଏ ଗୀତ କୁ କିଏ କିଏ ଶୁଣୁଛନ୍ତି

    • @lifecapturedhub
      @lifecapturedhub 5 หลายเดือนก่อน

      th-cam.com/users/shortscMLn0LOcbTI?si=XZeko6CAXXkcZ9pW

    • @spicemoneyodisha
      @spicemoneyodisha 5 หลายเดือนก่อน +2

      Mu

    • @r-spggaming1857
      @r-spggaming1857 5 หลายเดือนก่อน +3

      Mummumumumumumumum

    • @sarojsamal7952
      @sarojsamal7952 5 หลายเดือนก่อน +3

      Sabu odia sunuchanti.❤❤❤

    • @bhagyadharmoharana3218
      @bhagyadharmoharana3218 5 หลายเดือนก่อน

      Love this❤❤❤❤❤❤

  • @papu230
    @papu230 5 ปีที่แล้ว +177

    ସତରେ ଗୀତ ଟି ବହୁତ ସୁନ୍ଦର ଲାଗୁଛି👌 ମୋ ଗାଁ ମୋ ପାଇଁ ସୂର୍ଗ❤️ ଏଇଠି ମୋ ପିଲା ଦିନ🤾 କଟିଛି ଛୋଟ ବେଳେ ସାଙ୍ଗ ମାନଙ୍କ👫 ସହ ଖେଳ, ଦୁଷ୍ଟାମି, କରିଛି ମୋ ଗାଁ ରେ ମହାନଦୀ ରେ ଛୋଟ ବେଳେ କଟି ଥିବା ଏବେ ବି ମନ ଅଛି ଜାଣେନା ସେ ଦିନ ଆଉ ଫେରିବ ନାହିଁ😢

  • @priteeranjanpadhihari1764
    @priteeranjanpadhihari1764 4 ปีที่แล้ว +143

    This is not just a song for me...this is an emotion, having memories of my childhood and the time when I have everything...I used to listen the song with my grandfather...and now I misses him...he passed away in February 10 this year😢... missing him badly😣😣😣

    • @foodtuber1191
      @foodtuber1191 4 ปีที่แล้ว +4

      Bhai sabu kichi thik achi hele comment odia re karithile heinathanta hele nai ame ta educated ame English re comment dabu naa hele tama mananka tharu bada murkha aau kehi nahi

    • @siddharthanayak3460
      @siddharthanayak3460 4 ปีที่แล้ว +5

      ଇଂଲିଶ କହିଲେ କେହି ଇଂରେଜ ଯେଇଯାନ୍ତିନି, ଓଡ଼ିଆ ସବୁବେଳେ odia, ଇଂଲିଶ କହିବାରେ କିଛି ପ୍ରୋବ୍ଲେମ nanhi

    • @satyabhamadeep2575
      @satyabhamadeep2575 3 ปีที่แล้ว +1

      Really mo pain b

    • @suryakantathapa6751
      @suryakantathapa6751 3 ปีที่แล้ว +1

      More than a song

    • @dibyalochanbagh9531
      @dibyalochanbagh9531 3 ปีที่แล้ว +1

      We also rember our schhl time

  • @prasantparida8453
    @prasantparida8453 ปีที่แล้ว +7

    ଅତୁଳନୀୟ ସଂଗୀତ ଯାହା ଯୁଗେ ଯୁଗେ ଵଞ୍ଜି ରହିଛି ସମସ୍ତ ଓଡ଼ିଆ ମାନଙ୍କ ମନରେ ଧନ୍ୟ ତୁମେ କବି ସଚ୍ଚି ରାଉତରାୟ କୋଟି କୋଟି ପ୍ରଣାମ ❤❤

  • @anilrana-ce6vl
    @anilrana-ce6vl 4 ปีที่แล้ว +312

    ଏ ଗୀତ ଶୁଣି ଗାଁ କଥା ବହୁତ ମନେ ପଡୁଛି l ଭାବି କି କାନ୍ଦ ଲାଗୁଛି l 😭😭😭

  • @ghanashyamgoud1290
    @ghanashyamgoud1290 3 ปีที่แล้ว +11

    Love u sachi sir ଆପଣଙ୍କ ଏହି ଗିତ ଟି ଆପଣଙ୍କୁ ଚିର ଦିନ ପାଇଁ ଅମର କରି ଦେଇଛି.. ଧନ୍ୟବାଦ ସାର....

  • @jitendraparida3114
    @jitendraparida3114 5 หลายเดือนก่อน +1

    ହୃୟସ୍ପର୍ଶୀ ଗୀତ ଟି କହୁଛି ମୋ ଗାଁ କେତେ ସୁନ୍ଦର୍
    ହୃଦୟ ରେ ଛବି ହୋଇ ରହିଥିବା ସେହି ଦିନ ର ସ୍ମୃତି ଆଜି ମନେ ପଡ଼ିଲେ ଆଖିରୁ ଲୁହ ଝରି ପଡ଼ୁଚି ଓହୋ

  • @Inventor-ty5wz
    @Inventor-ty5wz 5 ปีที่แล้ว +167

    my heart is my odisha,i salute to sachidanand routray,and singer subhash das,

    • @satyabhamadeep2575
      @satyabhamadeep2575 3 ปีที่แล้ว

      Mor bht pasand song ta

    • @afshin12355
      @afshin12355 3 ปีที่แล้ว

      Mor bhi bahut pasand song

    • @Cse099
      @Cse099 ปีที่แล้ว

      Sir Ashrumochana is the representative

  • @subratgaria1295
    @subratgaria1295 3 ปีที่แล้ว +32

    I'm Always Missing My Child 🚸 Life & Old Culture Village 😭😭😭
    My Comments 3rd Again 🙏🙏🙏
    Love From Odisha Sonepur Govindapur ❤️❤️🌹

  • @sahityasrujanika
    @sahityasrujanika ปีที่แล้ว +12

    2023 ରେ ବି ଏ ଗୀତ ଶୁଣିକିି ଆଖିରେ ଲୁହ ଆସିଯାଉଛି ❤

  • @samikshyapanda2879
    @samikshyapanda2879 3 ปีที่แล้ว +144

    Never been to my village... but this poem has such powerful words that waves of emotions n belongingmess arose from my heart and flow out through my eyes...
    My son has this poem in his syllabus...I made him listen to this video
    Hey Jagannath bless my son with love for his motherland Odisha....May he be proud of the rich cultural heritage n make Odisha proud of him...
    Jay Jagannath 🙏🙏🙏

    • @Senapati_Ankit
      @Senapati_Ankit 2 ปีที่แล้ว +1

      Didi appna ebe kouthi?

    • @alivadas2690
      @alivadas2690 2 ปีที่แล้ว

      Ki am mo oooop lol Ken mo on up look like l lol on y hi Jon

    • @lipsamohapatra9716
      @lipsamohapatra9716 ปีที่แล้ว

      Such beautiful thoughts.... I wish the same for my son too 🙏🏼 Jai Jagannath

    • @vikramkumar...2265
      @vikramkumar...2265 ปีที่แล้ว +1

      Odiya re lekhi thile ati sundar lagi pari thanta....aame odiya amaa basha bahoot mithaaaa

  • @RysaM-ir6tk
    @RysaM-ir6tk 10 หลายเดือนก่อน +2

    This song brings we all ଓଡ଼ିଆ together ..we are the last generation who has experienced village life ସତରେ ଓଡ଼ିଶା ର ଲୋକ ଆଉ ତା ଗାଁ ମାଟି ବହୁତ ନିଆରା ।। ❤❤

  • @lalatenduparida7289
    @lalatenduparida7289 2 ปีที่แล้ว +12

    Guys cheers 👍 Goan Masani , gaon Pokhari, gaon Khela padia, gaon Bhagwat tungi, gaon Amba totta, gaon Raja festival, etc.... Goosebumps

  • @diptipradhan2758
    @diptipradhan2758 3 ปีที่แล้ว +10

    Akhire luha aasigala. Mana ta dukhi heigala. Bhagwan samasta nku bhalare rakhantu😭❤️❤️

  • @TapanDas-ip4gz
    @TapanDas-ip4gz 2 หลายเดือนก่อน +2

    Satare bahut niaara thila se pila Dina . Mu janichi au se pila Dina kebe feribani Haji jaithiba Dina biti jai thiba kichi muhurt kebe feribani. Super video super sachitananda

  • @jayasengouda1463
    @jayasengouda1463 5 ปีที่แล้ว +164

    Akhire luha asigala
    Gita ta Suniki
    Satare full heart touching song

    • @soumyapradhan9374
      @soumyapradhan9374 5 ปีที่แล้ว +3

      Kichi kahiba pain sabda nahi aaji mu mo gaaon ku bahut mane pakouchi sehi chota bela lucha kali kua badi natu aau dhana kata chuti... bele nadi patha... bahut mane paduchi.. aaji mu desa bahare rahuchi kintu mo alhiru luha jharijauchi jetebele eehi gita ti sunuchi... jay maa charchika
      Vande utkala janani

    • @ckpatt9886
      @ckpatt9886 4 ปีที่แล้ว

      @@soumyapradhan9374 😭😭😭

    • @sairajtudu2100
      @sairajtudu2100 4 ปีที่แล้ว

      @@soumyapradhan9374 zz

    • @debasishpatra2993
      @debasishpatra2993 4 ปีที่แล้ว

      Exactly😌😌😭

    • @kailashnayak6332
      @kailashnayak6332 4 ปีที่แล้ว

      @@ckpatt9886 ଓଡ଼ିଆ ଭଜନ

  • @dakshasahu8630
    @dakshasahu8630 5 ปีที่แล้ว +350

    ସତରେ ଗୀତ ଟି କେବଳ ଗାଁ କୁ ମନେ ପକାଇ ଦେଉନି ମୋର ପିଲାଦିନ ଯେଉଁଦିନ ମୁଁ ଗାଁରେ ବିତାଇ ଥିଲି ତାହା ମନେ ପକାଇ ଦେଉଛି l

    • @kumarbasantadas2196
      @kumarbasantadas2196 5 ปีที่แล้ว +3

      Satare sar

    • @nilunilu2481
      @nilunilu2481 5 ปีที่แล้ว +4

      Satare eita gitanuhe haji jaithiba smruti .aku suniba pare mane heuchhi sei piladina pheri asanta ki.

    • @SaralaMusicOdia
      @SaralaMusicOdia 5 ปีที่แล้ว +3

      Very nice song

    • @tapankumarparida1502
      @tapankumarparida1502 5 ปีที่แล้ว +1

      th-cam.com/video/3X2kkEQmipQ/w-d-xo.html

    • @mitunpatra5340
      @mitunpatra5340 5 ปีที่แล้ว +2

      Very beautiful songs

  • @sasmitaacharya621
    @sasmitaacharya621 11 หลายเดือนก่อน +3

    Ei Gita pori au kou bi Gita habani jete puruna hele bi sete vala galuchi . Au puruna dino ra sabu katha manepokai dauchi ei Gita . always evergreen ❤

  • @sritamdharua7923
    @sritamdharua7923 5 ปีที่แล้ว +84

    After watching this video I can't hold to my tears of the eyes

  • @shrutishreedas9700
    @shrutishreedas9700 3 ปีที่แล้ว +41

    Remembering the time when I used to listen it,broadcasted on doordarshan. This song is more lively and a thousand times worth listening than current day nonsense bully*wood and ollywood songs. Such beautifully sung ❤️

  • @suchimamali
    @suchimamali 2 หลายเดือนก่อน +1

    From. the year 2013...till the year 2024.... this song is my Favourite one......also writer..Sachhitananda Rautaray...........I love my gannnnn....❤❤❤

  • @lbsnaa2533
    @lbsnaa2533 5 ปีที่แล้ว +41

    I love my odisha.... proud of their culture, traditions.. Nd proud to be odia..💖🌟❤️❤️💞😊😊

  • @pritiswain3718
    @pritiswain3718 5 ปีที่แล้ว +382

    Esabu khali gote Gita nuha jibanara gote gote anga. Esabu Gita bina piladinara memory sabu adha hei rahiba

  • @sisirajena-sj
    @sisirajena-sj 9 วันที่ผ่านมา

    ହୃଦୟସ୍ପର୍ଶୀ ଗୀତ ଟି ସତରେ, କିଛି କ୍ଷଣ ପାଇଁ ଆଖି ଜକେଇ ଆସିଲା।

  • @MrRaj-eg1xd
    @MrRaj-eg1xd 4 ปีที่แล้ว +31

    Never forget that village where you are born 🙏🙏🙏🙏🙏🙏

  • @pitambersethi8012
    @pitambersethi8012 5 ปีที่แล้ว +35

    1997,1998 mashire DD-6 ODIYA re pratidina sandhya 6.00 re prasarita hauthila,aaji dekhi aakhiru luha bahuchi.

  • @subratjena9884
    @subratjena9884 8 หลายเดือนก่อน +1

    ଏ ଗୀତ ଶୁଣିଲା ପରେ ଆଖିରେ ଲୁହ ଆସିଯାଇଛି ବହୁତ୍ ସୁନ୍ଦର ଆମ ଗାଁ ର ପରିବେଶ ସେଇ ପିଲା ଦିନ ର ସବୁ ସ୍ମୃତି ଯେପରି ଆଉ ଥରେ ଫେରି ଆସନ୍ତା କି 😢ଯେତେ ତୁମେ ସହର ରେ ରୁହ ନ କାହିଁକି କିନ୍ତୁ ସେ ଗାଁ ର କୌଣସି ବି ମଜା ସେ ସହର ରେ ମିଳିବ ନାଇ 😊love you village lifestyle ❤

  • @Sjuarmy1990officials
    @Sjuarmy1990officials 2 ปีที่แล้ว +51

    As a soldier,, far from my village always, when ever I missed my village, I listen this song,, thanks for the song...

  • @lipupradhan4314
    @lipupradhan4314 2 หลายเดือนก่อน +1

    ଏ ଗୀତ ଶୁଣିଲେ, ପିଲା ଦିନର ସେ ପ୍ରତ୍ୟେକ ମୁହୂର୍ତ୍ତ ଆଖି ଆଗେ ଯେମିତି ନାଚି ଉଠେ

  • @jashminjhunu9344
    @jashminjhunu9344 ปีที่แล้ว +4

    When I hear this song automatically I crying..I can't control my tears.. actually childhood Life is our actual life..
    No angry,no tention only true love..
    Really I Miss my childhood

  • @sarbeswarmalla469
    @sarbeswarmalla469 2 ปีที่แล้ว +17

    I am a sales person . After every hard work , I listen this song & feel the sanctity of my village . This is not a song only , rather it is a spontaneous over flow of powerful feelings .

    • @sibanandasahoo2638
      @sibanandasahoo2638 ปีที่แล้ว

      A great clear voice of subas dad,great music,great liric, I love to

    • @mr.a9116
      @mr.a9116 ปีที่แล้ว

      Bhai I was also a sales person bhai the hard work a sales person do as mentally and physically noone will understand that pain

  • @mkjitendra4784
    @mkjitendra4784 2 ปีที่แล้ว

    ଆରମ୍ଭର music tone ଟି, ବହୁତ ବଢିଆ ଲାଗେ ଶୁଣିବାକୁ
    କେତେ ସୁନ୍ଦର୍ ବଂଶୀ ସ୍ୱର h

  • @subratgaria1295
    @subratgaria1295 4 ปีที่แล้ว +11

    Always Super Song❤️❤️🌹
    Ebe gaan aau gaan bhali nahin 😭😭
    Miss You Child🚸 Life & Old Culture Village
    Love 💕 From Odisha Sonepur Govindapur ❤️❤️🌹

  • @pradeepnayak5387
    @pradeepnayak5387 9 หลายเดือนก่อน +3

    ୨୦୨୪ ର ପ୍ରଥମ ସଙ୍ଗୀତ ରୁ ବର୍ଷ ଆରମ୍ଭ ମୋର 😊❤

  • @biwanathamhapatrae6425
    @biwanathamhapatrae6425 ปีที่แล้ว +1

    ସତରେ ଭାଇ ପୁରପଲ୍ଲୀରେ ଅତି ନିଖୁଣଭାବରେ ପ୍ରତି ସଂଳାପ ଗୁଡ଼ିକ ଅଭିନୟ ମାଧ୍ୟମରେ ପ୍ରତୀ ଫଳିତ କରି ଏହି ଗୀତ ମାଧ୍ୟମରେ ମୁଁ ମୋର ପିଲାଦିନ ସାଙ୍ଗ ମେଳରେ ବିତିଯାଇଥିବା ମୃହୃତ ଗୁଡ଼ିକ ମନେ ପକାଇ ଆଖିର ଲୁହ ଆସିଗଲା

  • @srikantapattnaik8585
    @srikantapattnaik8585 5 ปีที่แล้ว +128

    130 dislikes
    Why 😕❓
    They might have never been to their villages. Actually "it makes a whole village to build up a child"
    I am happy, that I belong to a village.

    • @funaticstudylotion9304
      @funaticstudylotion9304 5 ปีที่แล้ว

      u r ryt dr

    • @manoranjanputhal5025
      @manoranjanputhal5025 5 ปีที่แล้ว

      We should not take it negative may be they don't know which is what.

    • @vikyofficial3327
      @vikyofficial3327 4 ปีที่แล้ว

      Don't worry sabka pasand brandad nhi hota hai ..

    • @biswajitrout4022
      @biswajitrout4022 4 ปีที่แล้ว +1

      This is not the real video of the song. Thats why dislikes

    • @RahulRay16
      @RahulRay16 4 ปีที่แล้ว +2

      Jadi thik se kehi Jane bujhiba....Sahara kn alaga duniya ru loko asile bhi akhire Luha asijiba...ei geeta gote mansiha RA hrudyara ra anga...Jana nahi kainki loko mane dislike karithibe...hele Mo pain ta e geeta gote jibana...

  • @ansumanbadajena3471
    @ansumanbadajena3471 3 ปีที่แล้ว +55

    How someone dislike the video!!such a beautiful and ❤️ touching song

    • @afshin12355
      @afshin12355 3 ปีที่แล้ว

      Right

    • @samirpradhan5698
      @samirpradhan5698 3 ปีที่แล้ว +2

      Actually those who were dislike this video, they are not real odiya and they were unknown to beauty of village life

  • @pintuvillagetour
    @pintuvillagetour ปีที่แล้ว +1

    କାଳଜୟୀ ଗୀତ ❤❤❤❤❤
    ଏ ଗୀତ ଶୁଣିଲେ ହୃଦୟ ଅପୂର୍ବ ଆନନ୍ଦରେ ଭରିଯିବା ସହିତ ଆଖି ଆଗରେ ଗାଁ ର ଛବି ନାଚି ଯାଏ 😢😢 ଲେଖକଙ୍କୁ ମୋର ଶତ ଶତ ପ୍ରଣାମ 🙏🙏🙏🙏🙏

  • @awesome5634
    @awesome5634 5 ปีที่แล้ว +4

    Jou mane like karuna aei song ku.... Tame kana janiba gaon ra maja kana...... Love this song😍😍😍😍😍

    • @ckpatt9886
      @ckpatt9886 4 ปีที่แล้ว

      Bhai dukha ra katha au se maja nai gan tara saundarya au mahatwa hareibasichi😭😭

  • @Mitalijena8328
    @Mitalijena8328 ปีที่แล้ว +1

    Ae byasta bahula jibana re tike samaya paile. Ae song suniba pare mu puni pheri jae mo pila dina ku😢 au mo gaon re bitae thiba prati muhurta ku😊satare se samaya bahut mulyaban ama pain au ama gaon b😢satare sachi sir apana nka ae gita ra pratyak line hrudya sparsi❤❤❤❤❤❤❤❤❤❤❤❤

  • @prasantahansa3320
    @prasantahansa3320 5 ปีที่แล้ว +30

    I speechless for this song.i can not express my feelings with word but try to express in my work.

  • @Positive_Videos_calm
    @Positive_Videos_calm 3 ปีที่แล้ว +10

    All time famous song. A song that always reminds me my childhood 😭😭😭😭😭😭😭😭😭😭😭😭😭😭lots of thanks to great writer Sachidanand Rautraya🙏🙏🙏🙏

  • @ashokpanda2527
    @ashokpanda2527 หลายเดือนก่อน +1

    Ati sunder. Very nice recitation. Remembering school days. Studied in school long long back.
    Beautifully nature , picturisation .Very nice.
    Thanks for its you tube sharing.

  • @debrajlamga
    @debrajlamga 5 ปีที่แล้ว +51

    ମୁଁ ମୋ ଗାଁ କୁ ବହୁତ ଭଲ ପାଏ I LOVE VILLAGE

  • @amitpanda4303
    @amitpanda4303 4 ปีที่แล้ว +9

    I love the old days i had spent in my village.... But today there are many building cars etc and no love between people... All are in the race of money. I miss my old village.

  • @manojpatra1888
    @manojpatra1888 ปีที่แล้ว

    ଅମର ସୃଷ୍ଟି,କବିବର ଙ୍କ ଏହି ଗୀତ ଯେବେ ବି ଶୁଣେ ସେ ପିଲା ଦିନକୁ ଆପେ ଆପେ ଚାଲିଯାଏ, କେତେ ସୁନ୍ଦର ଥିଲା ସତରେ ସେ ପିଲା ଦିନ,ନା ଦାୟିତ୍ଵ ଥିଲା ନା ଟେନସନ କେବଳ ଥିଲା ମଜା ମଜଲିସ, ଓଃ କି ମସ୍ତି, ଶତକୋଟି ପ୍ରଣାମ ହେ କବିବର

  • @sknanda1444
    @sknanda1444 4 ปีที่แล้ว +19

    I have been living outside of Odisha for months...
    I miss my Odisha a lot ❤️

    • @learn7234
      @learn7234 4 ปีที่แล้ว

      Welcome back to Odisha . ..

    • @satyajitrout5832
      @satyajitrout5832 4 ปีที่แล้ว

      th-cam.com/video/LuuhFhTATh0/w-d-xo.html

  • @pagalpremi1955
    @pagalpremi1955 2 ปีที่แล้ว +10

    Every time I see this song left me teary-eyed......felling rejuvenated....from childhood
    Video footage are alive 🙏🙏🙏🙏🙏

  • @Ajaykumarpradhan827
    @Ajaykumarpradhan827 11 หลายเดือนก่อน

    ମଣିଷ ସହର ରେ ଜେତେ ଧନଦଉଲତ କମଉନା କାହିଁକି ହେଲେ ଅସଲି ସୁଖ ତ ଗାଁ ମାଟିରେ ଥାଏ ❤❤❤🥰🥰/ଛୋଟ ମୋର ଗାଁଟି❤

  • @user-wk4zz6oc1z
    @user-wk4zz6oc1z 4 ปีที่แล้ว +4

    Sachidanand Rautray,sir ko mera naman. Unki aatma hamesa amar rahega humlogon ki dilon main.

  • @chandrasekharsahoo8760
    @chandrasekharsahoo8760 5 ปีที่แล้ว +17

    କିନ୍ତୁ ଏବେ ଗାଁ ର ଦୃଶ୍ୟ ଭିନ୍ନ.... ଖାଲି ମଦ ଆଉ ମାରପିଟ...

  • @chesrajsitaram2226
    @chesrajsitaram2226 2 ปีที่แล้ว

    ଏଇ ଗୀତ ଶୁଣିବା ମାତ୍ରେ ମୋର ସବୁ ଛୋଟ ଦିନ ର ସବୁ ସ୍ମୃତି ମନେ ପଡି ଯାଏ.
    ମୋର ଯେତେବେଳେ ବି ଯେତେ ଟେନସନ ଥିଲେ
    ଏଇ ଗୀତ ଶୁଣିବା ମାତ୍ରେ
    ସବୁ ଟେନସନ ଉଭୟେ ଯାଏ.

  • @lilimamohanty208
    @lilimamohanty208 5 ปีที่แล้ว +15

    Yup...after watching this its difficult to control tears....😥...missing my village here...

  • @mrakumar6070
    @mrakumar6070 3 ปีที่แล้ว +27

    Only legend can feel such a great song and emotions of childhood with village.. Thanks a million S Rout🙏🙏🙏

  • @royalRoyalKing
    @royalRoyalKing ปีที่แล้ว +1

    E Gita suniki mote mora old memories....sabu Mane paduchi.... school time re ame Mane sabu e Gita re...patha padhu thilu hele aine sabu smruti heiki Rahi jaichi....😭😭😔🥺😔
    ..I love my old memories.
    😫😖😔🥺🥺😔😊😭😭

  • @hrushikeshbehera3389
    @hrushikeshbehera3389 4 ปีที่แล้ว +10

    After watch this clip i cant hold my 😭 tears... Miss my childhood.. Miss my village love u

  • @Curlymama5
    @Curlymama5 3 ปีที่แล้ว +4

    This video made me cry😭😭 ...... staying in city but missing my childhood and village ...

  • @bijaykumarmalik4580
    @bijaykumarmalik4580 2 หลายเดือนก่อน +1

    କାଦୁଆ ରାସ୍ତାରେ ଯିବାବେଳେ କେତେ ମଜାଲାଗେ

  • @sudhansudas1335
    @sudhansudas1335 4 ปีที่แล้ว +27

    Evergreen song...when I listen this song, tears come in my eyes...

  • @theindianfactsbrothers7643
    @theindianfactsbrothers7643 3 ปีที่แล้ว +14

    One of the most heart touching poet of my life...❤️❤️❤️

  • @papunchakrabarty9087
    @papunchakrabarty9087 ปีที่แล้ว

    ଗାଁ ର ପାଣି ପବନ, ସେଇ ନଇ ନାଳ, ଗଛଲତା, ସବୁ କୁ ଆଉ ପାଇବା ନାହିଁ, କାରଣ ଆମେ ସହର ର ପାଶ୍ଚାତ୍ୟ ସଭ୍ୟତା ରେ ପଶି ଗଲୁଣି. ଏବେ ବି କାନ୍ଦ ଲାଗେ ଗାଁ କୁ ଗଲେ.. ଫେରି ଆସନ୍ତା କି ସେଇ ପିଲା ଦିନ,ଆଉ ମୋ ବାପା ଆଉ ମୋ ମା ବି... ଜୀବନଟା e ସବୁ ବିନା ଅନ୍ଧାରି ଘର.... ପ୍ରଭୁ ଜଗନ୍ନାଥ ସାହା 🙏

  • @suprabhasamantaray7551
    @suprabhasamantaray7551 4 ปีที่แล้ว +8

    Wherever u living in the world village is such a place where real peace of life comes.. Bcz from that place we start our life and achieve our goals but after achieving success we forget our village... But listening this song a inner peace in mind comes and remembering everything what we do at childhood.... Tq so much sir.. So heart touching song 👌👌👌👌👌👌👌👌👌❤️❤️❤️

  • @trikhadnayak35
    @trikhadnayak35 9 หลายเดือนก่อน +1

    କୁଆଡେ଼ ଗଲା ସେଦିନର ସେହି ଛୋଟ ମୋ'ର ଗାଁ ଟି
    ଆଜି ଆଉ ନାହିଁ ସେଦିନର ସେହି ଛୋଟ ମୋ'ର ଗାଁ ଟି ର ଵାସ
    ହଜିଗଲାଣି ସେହି ଛୋଟ ମୋ'ର ଗାଁ ଟି
    ଆଜି ମୋ ର କାଇଁ ମୋ ଗାଁ କଥା ମନେପଡୂଛି।

  • @kanhaapugroups7091
    @kanhaapugroups7091 4 ปีที่แล้ว +17

    Mu odia..... Mo vasa odia.... MO gaon odia... MO rajya Odisha.... 💖💖💖💖Odisha 💕💕💕💕

  • @abinashsahu2632
    @abinashsahu2632 6 ปีที่แล้ว +78

    I very proud my state odisha

    • @smiradas
      @smiradas 4 ปีที่แล้ว

      😭

  • @brajamohansha3641
    @brajamohansha3641 11 หลายเดือนก่อน

    ଅଭୁଲା ସ୍ମୃତି । ଅତୁଳନୀୟ ସେଇ ପିଲା ବେଳ ର ଭାବ 👌👌👌

  • @sagarikanayak8084
    @sagarikanayak8084 3 ปีที่แล้ว +4

    Even though I am living in Bhubaneswar but my village is kakatpur. I am connected with my village. Every year I visit minimum 3-4 times. This music reminds me of the time I spend in village.😇😇😇

  • @m.padmanav3914
    @m.padmanav3914 ปีที่แล้ว

    ଏହା ଏକ ଗୀତ ନୁହେଁ।ଏକ ସ୍ପନ୍ଦନ।ଏକ ଭାବାବେଗ।❤❤❤

  • @SambalpuriMahanii
    @SambalpuriMahanii 5 ปีที่แล้ว +19

    My eyes got moist and it took me to my childhood when I heard this song . Very well done 👏👏👏

  • @kailashdas4586
    @kailashdas4586 5 ปีที่แล้ว +39

    Odia old song everything green

  • @sunilkumarnayak3314
    @sunilkumarnayak3314 ปีที่แล้ว

    ସଚ୍ଚିଦାନନ୍ଦ ରଚନା ଆଉ ସୁଭାଷ ଙ୍କ କଣ୍ଠ ସତରେ ଭଗବାନ ଙ୍କ ଆଖିରେ ବି ଲୁହ ଆଣିଦେବ ଏ ଗୀତ