Do Vegetarians Have A Higher Chance Of Brain Stroke? NandighoshaTV
ฝัง
- เผยแพร่เมื่อ 15 ต.ค. 2024
- Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
TH-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
hathw@y Channel No: 731
Ortel Channel No: 707
Videocon d2h Channel No: 840
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
ମୁଁ ନିରାମିଷ ଭୋଜନ କରେ 😳😳 radhe radhe 🙏🙏
ନିରାମିଷ ହିଁ ଖାଦ୍ୟ ଅଟେ ,ଆମିଷ ତ ପଶୁଙ୍କ ଖାଦ୍ୟ,ଆମର ମୁନି ଋଷି ମାନେ ନିରାମିଷ ଖାଦ୍ୟ ଖାଇ 100 ବର୍ଷ ଉପରେ ବଞ୍ଚୁଥିଲେ
Right kahile
ପଶୁ ନିରାମିଷ ବି ଖାଆନ୍ତି ।
Right
Mo bhai 15 years non veg khailey nahi 54 years Rey corona time Rey chali galey.
Bapa mora full non-vegetarian 95 years helani Kichhi roga nahi.
Seafood mo matarey bhala karana kitanasak pani pariba Rey use hue, sea food Rey nuhey.
Right 💪💪💪💪
ପୂର୍ବରୁ ତ ନିରାମିଷ ଆହାରୀ ମାନଙ୍କୁ ଏପରି ହେଉନଥିଲା ?
ଆମ ସନାତନ ବେଦରେ ତ ଉଲ୍ଲେଖ ନାହିଁ । କେଉଁ ପ୍ରମାଣ ଅଛି ତୁମ ପାଖରେ 👍
ନିରାମିଷ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହିତକର... ଅଟେ।
High blood pressure gote brain stroke ra pramukha karana o blood pressure ame khauthiba amisa re kana cholesterol nahi ki je amisa bhojana brain stroke rokipariba
ଆମିଷ ମଣିଷ ର ଖାଦ୍ୟ ନୁହେଁ
ନିରାମିଷାଶୀ ଙ୍କୁ ସର୍ଭେ କରି ରିପୋର୍ଟ ଦିଅ
ନିରାମିଷ ଭୋଜନ ଦେବତା ସମାନ ଆମିଷ ଭୋଜନ ଅସୁର ସମ୍ମାନ❤
👍
❤❤❤
Angya pande artha bramhana senije age niramisa khaiba Katha
Seta chandala
ମୂର୍ଖ କଣ ଜଙ୍ଗଲରେ ରହିଥାଏ ? ଆମିଷ ହେଉଛି ପଶୁ ଖାଦ୍ୟ ,ଅସୁର ଖାଦ୍ୟ ,ଯେଉଁ ଡାକ୍ତର ଏହା କହିଛି ଦେଖିବାକୁ ବାକି ରହିଲା ସେ କେତେ ଶହ ବର୍ଷ ବଞ୍ଚିବ ଆମିଷ ଖାଇ ,କଣ ଭୁଲ କହିଲି କି ?
Right 💪 💪💪
ତମେ ଲୋକଙ୍କୁ ମିଛ କହି ପାଗଳ କରିଦେବ 😊
Satara
Satate emane gote pagala 😮😮😮😮😮😮😮😮😂😂😂😂😂😂😂😂😂
ଏ କଥା ସମ୍ପୂର୍ଣ ଅଲଗା।
କାରଣ ଆଗେ ଓ ଏବେ ଅନେକ IPS , OAS, IAS, officer ମାନେ ଆମିଷ ଭୋଜନ କରନ୍ତି ନାହିଁ,, କାଇ ସେମା ନେ ବହୁତ ସୁନ୍ଦର ଭାବେ ଜୀବନ ଅତିବାହିତ କରନ୍ତି।
ଓଁ ପରଂବ୍ରହ୍ମ ଶ୍ରୀଗୁରୁ ଅଚ୍ୟୁତ ଶରଣ ହରି ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
Manusyanka ahar hin vej ame kn pasu ki nonvej khaibu
Jaha heu kete dina pare bhala katha tie suni baku milila samaste amisa khantu susta ruhantu
ମୁର୍ଖ ଡାକ୍ତର
Mu ta dekhuchhi adika non veg lokankara sabu problem baharuchhi। So semane nonveg ru veg ku asuchhanti
😂😂😂😂 news bale pagala 🤯 hei galeni , nija goda hata katiki khaibe amisa na paile.🤣🤣🤣🤣🤣🤣🤣🤣🤣
Vegitarian lokanka bahut kam health disease hue
Amisa khaiba apekshya Muni rusi nka Guha khai paka
Non veg khaiba jibanaku sustha rakhiba
ମୁନି, ଋଷି, ସନ୍ୟାସୀ ମାନଂକର ତ brain stoke heuni, semane kebe non veg kha_anti nahi,semane puni nirog jibon japon karu 6nti.kahin ru ei news guda pauଛ , bekariya news.
Puran Shastra ke aage science piche
Aji kali jemiti deha problem hauchi na amisa chadiba ku badhya hai gala ni
ମାରୁଆଡ଼ି ମାନେ କେବେବି ଆମିଷ ଖାଆନ୍ତି ନାହିଁ । ସେମାନେ ସମସ୍ତେ brain strokre ମରୁଛନ୍ତି । ଫାଲତୁ କଥା ।
ଫାଲତୁ କଥା
ଇଏ ବେପାର, ବେପାର । ପ୍ରଥମେ ଯେତେବେଳେ ସିଗାରେଟ୍ ବାହାରିଲା ସେତେବେଳେ ଡାକ୍ତର ହିଁ ପ୍ରଚାର କରିଥିଲେ ଯେ ୟାର ଧୂଆଁ ଫୁସ୍ଫୁସକୁ ସୁସ୍ଥ ରଖେ । ଆଉ ମଧ୍ୟ ସେତେବେଳେ ଡାକ୍ତର ହିଁ କହିଥିଲେ ଲକ୍ଟୋଜେନ୍ ଡବା କ୍ଷୀର ଶିଶୁ ପାଇଁ ସର୍ବୋତ୍ତମ । ଆଉ ବି ଡାକ୍ତର ହିଁ କିଛି ବର୍ଷ ତଳେ କହୁଥିଲେ ପ୍ରାଣାୟାମ କରିବା ବେକାର କାମ । ଆଉ ସେଇ ଡାକ୍ତର ହିଁ କହୁଥିଲେ ଚା', କଫି ପିଇବା ଭାରି ସ୍ୱାସ୍ଥ୍ୟପ୍ରଦ; ଯଦିଓ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ( WHO) ଆଜି ପର୍ଯ୍ୟନ୍ତ ବି ସ୍ଵାସ୍ଥ୍ୟର ସଂପୂର୍ଣ୍ଣ ସଂଜ୍ଞା ପ୍ରଦାନ କରିପାରି ନାହିଁ । ଯୁବା ବର୍ଗ ବୁଝି ଗଲେଣି ଓ ସଠିକ୍ ରାସ୍ତାକୁ ଯିବା ଦ୍ୱାରା ଏମାନଙ୍କ ମୁନାଫାଖୋରୀ ଉପରେ ପ୍ରହାର ପଡୁଛି । ତେଣୁ ଏମାନେ ଭ୍ରମିତ କରୁଛନ୍ତି ଯୁବାବର୍ଗଙ୍କୁ । ଆରେ କ୍ୟାନ୍ସର୍ ରେ ମରିବ ଜାଣି ବି ଗୁଟଖା ଖାଇବା ବାଲା ଗୁଟ୍ ଖା ଛାଡୁନି । ଆମେ କ'ଣ ବୋଧହୀନ ମାନବ ଯେ ଖାଇବା ପାଇଁ ପ୍ରାଣୀ ହତ୍ୟାକୁ ପ୍ରଶ୍ରୟ ଦେଇ ଅଖାଦ୍ୟକୁ ଆପଣେଇବୁ ? ସେ ପୁଣି ବ୍ରେନ୍ ଷ୍ଟ୍ରୋକ୍ ରେ ମରିଯିବା ଭୟରେ । ଆରେ ମରିବେ ତ ସମସ୍ତେ । ଟିକେ ପରମାନନ୍ଦ ଓ ପ୍ରେମ ର ଅନୁଭୂତି କାହିଁକି ନକରିବା ଠିକ୍ ବାଟରେ ଜୀବନ ଜିଇକରି ।
Bhai right katha kahila mana ku paila
Michha katha kana pai kahuchhu be
😂😂😂😂
B12 , folic acid ବଟିକା ମିଳୁଛି । ଖାଇପାରିବେ । କମ୍ ଦାମରେ ମଧ୍ୟ "ଭାରତୀୟ ଜନ ଔଷଧୀ ପରିୟୋଜନା " ଔଷଧ ଦୋକାନରେ ଅନେକ ଔଷଧ ମିଳେ ।
TRP ପାଇଁ ଏଗୁଡା ତମ କାମ 😂😂ହାତୀ ଆଉ ହରିଣ, ଠେକୁଆ କଣ ପାଗଳ କୀ
😂😂😂😂😂😂😂😂😂😂😂😂😂kau mg doctor ta name aau address kahila 😅😅😅😅
Tamaku news re chakiri kie dela
Thik bhai
ହେ ପ୍ରଭୁ। 😭
Tote brain stok heba
Vegetable food is best
He said to the doctor, "Please bring your camera forward. I have some questions."
Vitamin b12 can also in vegetarian food like pulses and soyachunks
Swarthi doctor hoithiba puraa michhuaa swarthiloka maane nije nisaa ganjipi sivanku nindaakalekilaava
Totally wrong he is a mad doctor and tv anchor
Weast news
Nonsense
Non veg loka nku sabu tharu adhika disease hue,
Wrong report
WHATSAPP ୟୁନିଭେର୍ସିଟି ରେ ପାଠ ପଢ଼ାଯାଉଛି.
Baje news dekhaoni..kaam dhanda nahin jadi,kicchi news miluni jadi chup ruho...emiti misguide karani😡😡😡
😂
Thank You Nandighos Tv👍👌
🇮🇳 ODISHA Mayurbhanj Khunta Bholagadia 🙏🙂
What about Jain people? How they survive till today?
Hai ekadam jhooth baat
To bhali bedhi reporte ku India ru bida kariba katha
No. Piorit
Tame sabu murkha manisa.
Wrong
Michha kahi daanaba nabanaau
🧐
2:57
ମତେ ନିରାମିଷ ଆଦୋ ଭଲ ଲାଗେନା ଆଉ ମୁଁ ସବୁ ବେଳେ ଆମିଷ ଭୋଜନ କରେ ଆଉ ଶରୀର ପାଇଁ ଆମିଷ ଭୋଜନ ବହୁତ ଭଲ
ଆମିଷ ଭୋଜନ କରି ନିଜର ଆୟୁବ ୫୦,୬୦ବର୍ଷରେ ଶେଷ କରନ୍ତୁ ନାହିଁ। ନିରାମିଷ ଭୋଜନ କରି ୧୦୦ବର୍ଷ ନିଜକୁ ଜିବିତ ରଖନ୍ତୁ।