Dear Sayan Babu i m searching for a poem I had listened 30 years ago. title is 'ଦକ୍ଷ ଯଜ୍ଞ'. Don't remembet the name of the poet. the lyrics r like this ଦକ୍ଷ ରାଜା ଯଜ୍ଞ କରେ ଆଡ଼ମ୍ବରେ ଯଜ୍ଞ କରେ ଯନ୍ତ୍ର ଗଢା ମନ୍ତ୍ର ପଢା ଅନେକ ହାତି ଅନେକ ଘୋଡା ଟମକ ବାଜେ ପାଇକ ନାଚେ ପଲ୍ଲି ପୁରେ ଦକ୍ଷ ରାଜା ଯଜ୍ଞ କରେ ଆଡ଼ମ୍ବରେ ଯଜ୍ଞ କରେ can you please collect this poem and share. with lots of thanks in ଆଡ଼ଭାନ୍ସ
ସାର ପ୍ରଣାମ 🙏🏻🙏🏻
ବହୁତ ଭଲ ଲାଗିଲା ସାର, ମନକୁ ଛୁଇଁଲା, ଏହାର ଅନ୍ୟ ପଦସବୁ ଆଲୋଚନା କରନ୍ତୁ ସାର... Plz
ହଁ,,,,,,, ସମୟ ଆଉ ଛାତ୍ରଛାତ୍ରୀ ଙ୍କ ଆବଶ୍ୟକ କୁ ନେଇ କରିବା,,,,,, ଆପଣ ଙ୍କୁ ଶୁଭେଚ୍ଛା,,,,,, 🙏🏽
ମନଭଙ୍ଗ ଚଉତିଶା ବ୍ରଜରାଜ ସିଂ ଦେଓ ଟା ବି ଆଲୋଚନା କରିବାକୁ ଅନୁରୋଧ 🙏🙏
@@GayatriPadhi-cu2ec pdf ନାହିଁ,,, ପୁଣି ଏହା କେଉଁ syllabus କହିବେ
Sir ପ୍ରଣାମ 🙇♀️🙏🙏🙏😊
@@GayatriPadhi-cu2ec ଧନ୍ୟବାଦ 🙏🏽
ଧନ୍ୟବାଦ ସାର..... 2018ରୁ ଏଇ କବିତା ଖୋଜୁଥିଲି...
@@SapnaMishra-b9r ଶୁଭେଚ୍ଛା,,,,, 🌹
ପ୍ରଣାମ ସାର୍ ଆପଣ କବିତା ଟିକୁ ଅତି ଚମତ୍କାର ଭାବରେ ଉପସ୍ଥାପନା କରିଛନ୍ତି 🙏 ମୋର ଏହି କବିତାଟି କୁ ଜାଣିବା ଅତି ଜରୁରୀ ଥିଲା ସେଥିପାଇଁ ଆପଣ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🙇♀️
@@gitanjaleemishra2710 ଆପଣ ପ୍ରଥମ ଥର ବୋଧେ ଏ channel ଦେଖୁଛନ୍ତି????? ଧନ୍ୟବାଦ
Sir ତିନୋଟି ସନେଟ ବିଭୁଦତ୍ତ ମିଶ୍ର ଙ୍କର ଆଲୋଚନା କରିବେ ବହୁତ ଦରକାର 🙏🙏
@@GayatriPadhi-cu2ec ଏହି pdf ମୋ ନିକଟରେ ନାହିଁ,,, ତୁମେ କେଉଁ ଜିଲ୍ଲା ରୁ,,
ଯେଉଁ କବିତା ଆବୃତ୍ତି କରୁଛନ୍ତି ତାହାକୁ screen ରେ ଦେଖନ୍ତୁ sir 🙏
@@anishamallick8555 ମୁଁ ଦେଖିବି ନା screen ରେ ଦେଖେଇବି କବିତା???
Dear Sayan Babu
i m searching for a poem I had listened 30 years ago.
title is 'ଦକ୍ଷ ଯଜ୍ଞ'.
Don't remembet the name of the poet.
the lyrics r like this
ଦକ୍ଷ ରାଜା ଯଜ୍ଞ କରେ
ଆଡ଼ମ୍ବରେ ଯଜ୍ଞ କରେ
ଯନ୍ତ୍ର ଗଢା ମନ୍ତ୍ର ପଢା
ଅନେକ ହାତି ଅନେକ ଘୋଡା
ଟମକ ବାଜେ ପାଇକ ନାଚେ ପଲ୍ଲି ପୁରେ
ଦକ୍ଷ ରାଜା ଯଜ୍ଞ କରେ ଆଡ଼ମ୍ବରେ ଯଜ୍ଞ କରେ
can you please collect this poem and share.
with lots of thanks in ଆଡ଼ଭାନ୍ସ
@@debendrakumarnanda8548 ପ୍ରଣାମ ଆଜ୍ଞା 🙏🏽ସନ୍ଧାନ କରି ଆପଣ ଙ୍କୁ ଜଣାଇବି,,,
Sir ଦ୍ଵିତୀୟ ଭାଗ ଅଛି କି
@@AnkitaSa-e8i ନା କରି ନାହିଁ, ଯଦି ଆବଶ୍ୟକ ହୁଏ କରିବା,,,, କିନ୍ତୁ ଏହା ଏକ ଦୀର୍ଘ କବିତା
ହଁ ସାର୍
ଦରକାର ଅଛି
@@AnkitaSa-e8i Ok,, କେଉଁ syllabus ର ଏ କବିତା,, ତୁମେ କେଉଁ ଜିଲ୍ଲାରୁ??
@@sayankumarjena ବରଗଡ଼