Comedy to Controversy || Sahu Bhuja's Daring Dance Moves on Tapi Talk ||

แชร์
ฝัง
  • เผยแพร่เมื่อ 28 ธ.ค. 2024

ความคิดเห็น • 1.7K

  • @babupurtyofficial2705
    @babupurtyofficial2705 วันที่ผ่านมา +363

    ପ୍ଲିଜ୍ ଭାଇ କୃଷକ ର ଗୋଟେ interview ନିଅ ।🙏🙏🙏

    • @DK_62624
      @DK_62624 วันที่ผ่านมา +21

      View jibani....anku dakile sina View jiba...farmar nku pachare kia....

    • @dibya63
      @dibya63 วันที่ผ่านมา +5

      View ଜୀବନି, ଅଯଥା ତାଙ୍କ ସମୟ ଓ ପଇସା ବର୍ବାଦ ହେବ

    • @Prasadloop
      @Prasadloop วันที่ผ่านมา +1

      Change is permanent

    • @kalpatarumallick8990
      @kalpatarumallick8990 วันที่ผ่านมา +2

      ଭଲ କଥା କହିଛନ୍ତି କିନ୍ତୁ ସେମାନେ କରିବେନି

    • @Alokofficial46
      @Alokofficial46 วันที่ผ่านมา

      Hm bhai

  • @Rahulkumarsarangi
    @Rahulkumarsarangi วันที่ผ่านมา +38

    ଜନ୍ମ ଦ୍ଵାରା ନା ବନ୍ଧୁ ଜନ୍ମ ହୁଏ ନା ଶତ୍ରୁ ସେଗୁଡିକ ଆମର ଗର୍ବ,ଶକ୍ତି କିମ୍ବା ଆଚରଣ ଦ୍ବାରା ନିର୍ମିତ। ଜୟ ଜଗନ୍ନାଥ ଭାଇ ମୁଁ ତୁମର ସବୁ ଭିଡିଓ ଦେଖିବାକୁ ପସନ୍ଦ କରେ ମୋତେ ବହୁତ ଭଲ ଲାଗେ love from jagatsinghpur। ❤❤❤❤❤❤

  • @padwanavpatra3247
    @padwanavpatra3247 วันที่ผ่านมา +53

    ଜୟ ଜଗନ୍ନାଥ ଭାଇ ତମର ସବୁ episode mu dekhe ବହୁତ ସୁନ୍ଦର ଉପସ୍ଥାପନା ସବୁ ବେଳେ ଏମିତି କାମ କରି ଚାଲ ଆମେ ସବୁବେଳେ ତମ episode ku wait କରିଛୁ love you bhai❤

  • @VeerSamarth12
    @VeerSamarth12 วันที่ผ่านมา +8

    The way you made her accept her mistake truly reflects your strong personality. You speak with confidence and clarity, without any fear or hesitation in calling out what's wrong. This fearless and straightforward approach is rare and incredibly inspiring. It shows how genuine and impactful your personality is!
    I like your podcast program.

  • @ranendrapratapdas388
    @ranendrapratapdas388 วันที่ผ่านมา +48

    ସାହୁ ଭାଉଜ ଖୋଲିଲେ ବୋଲି ଆଜି highlight 😄

  • @Webseries-g2q
    @Webseries-g2q 22 ชั่วโมงที่ผ่านมา +12

    ଭାଈ ବହୁତ୍ ଖୁସି ଲାଗିଲା ଦୁନିଆ ଯାହାକୁ ଖରାପ କହୁଛି ସେଇ ମଣିଷ ମାନେ ବୁଝିବା ଦରକାର ଏଇ ପରିବେଶ ରେ କାହା ସହ ଏମିତି କିଛି ଘଟେ ସେ ଖରାପ ହେବା ପାଈଁ ବାଧ୍ୟ ହେଇଯାଆନ୍ତି ନଫ୍ରତ କରିବା ଆରମ୍ଭ କରିଦିଅନ୍ତି ଏ ଦୁନିଆ କୁ ସେଇ ସତ କଥା କୁ ବୁଝିବା ଜାଣିବା ସତ କଣ ମିଛ କଣ ଲୁକଙ୍କୁ ଜଣାଉଛ ଧନ୍ୟବାଦ୍ ❤

  • @Malikemupuripila97
    @Malikemupuripila97 12 ชั่วโมงที่ผ่านมา +3

    ଏମିତି ଆଗକୁ ଆଗକୁ ମାଡି ଚାଲ ଭାଇ.. ଧନ୍ୟବାଦ ଆପଣକୁ ଆପଣ ଏମିତି କିଛି ଜଣକୁ ଆପଣ ସେମାନଙ୍କୁ ବୁଝେଇକି ଭଲ ରାସ୍ତା ରେ ଅଣିଥିବାରୁ, ଜଜୟ ଜଗନ୍ନାଥ ଭାଇ 🙏❤️

  • @Gourangamajhi-dp.8FC
    @Gourangamajhi-dp.8FC 4 ชั่วโมงที่ผ่านมา +2

    ଭାଇ ଆପଣଙ୍କ ପ୍ରଡକ୍ୟାଷ୍ଟ ଭଲ , ବହୁତ୍ ସୁନ୍ଦର୍ ,ପ୍ରଭୁ ଶ୍ରୀ ଜଗନ୍ନାଥ ଆପଣଙ୍କ ଚଲାପଥ କୁସମିତ କରନ୍ତୁ,ଆପଣଙ୍କ ର ଜଣେ ପ୍ରିୟ ଦର୍ଶକ ❤

  • @prakashpanda9134
    @prakashpanda9134 22 ชั่วโมงที่ผ่านมา +6

    Tapi bhai you are really a kind hearted person, I love to watch your podcast without skip... Stay positive like this bhai.

  • @GaneswarSawn
    @GaneswarSawn 5 ชั่วโมงที่ผ่านมา +2

    ଭାଇ ଯାହା କରୁଛ ବହୁତ ଭଲ କରୁଛ କାରଣ ତମ କଥାରେ ତ କିଛି ଲୋକ ବଦଳି ଯାଇ ପାରନ୍ତି
    thanks bro for your video ❤❤❤🙏🙏

  • @Pallavi-5690
    @Pallavi-5690 วันที่ผ่านมา +203

    0:14 Aaj pata chala ki triple tap karne se reply hota hai 😂😂😅

    • @subratpradhan8463
      @subratpradhan8463 วันที่ผ่านมา +2

      Gote thara Tripe kalebi Heba😂

    • @bubunabhoi6883
      @bubunabhoi6883 วันที่ผ่านมา +2

      4 bar tap kar deya 😂😂😂🤣🤣🤣😂🤣😂

    • @asishmohanty5987
      @asishmohanty5987 วันที่ผ่านมา

      Gaandi faadi demi mu tora odia re comment karantu apana

    • @sujitmaharana9931
      @sujitmaharana9931 วันที่ผ่านมา

      Rxxdi

    • @ErsantUnfiltered
      @ErsantUnfiltered วันที่ผ่านมา

      Aapp kahan they gyani baba😂😂😂😂itne dino se......aaji triple tap tapa ki baat ho Rahi hai😅

  • @Sipun580
    @Sipun580 19 ชั่วโมงที่ผ่านมา +5

    ତପି ଭାଇ ତମର ସବୁ ନୂଆ ନୂଆ ଅତିଥି ମାନକଂ ଅଧ୍ୟାୟ କୁ ମୁଁ ଦେଖିଛି। ଆଉ ତପି ଭାଇକଂର ଏହି ନୂଆ ନୂଆ ଅତିଥିକୁଂ ଆଣିବା ପ୍ରୟାସକୁ ମୁଁ Salute🫡🫡🫡karuchi LOVE❤ U BHAI

  • @Shyama_Nanda
    @Shyama_Nanda 21 ชั่วโมงที่ผ่านมา +8

    Tapi talk is best podcast
    It's really awesome
    Nice content,
    Mahaprabhu bless you tapi bhai
    EACH ND EVERY PERSON LIFE RE KICHI BHUL KARANTI AU BHUL RU KICHI SIKHIANTU.
    TAPI BHAI NKA PRYASA BAHUT VLA LAGUCHI.
    GOD BLESS YOU BHAI !

  • @SmrutiRanjanNayakSipunOdisha
    @SmrutiRanjanNayakSipunOdisha 20 ชั่วโมงที่ผ่านมา +5

    ତପି ଭାଇ ମୁଁ ଆପଣଙ୍କ ବ୍ୟକ୍ତିତ୍ୱ କୁ ବହୁତ ଭଲ ପାଏ, ଆଉ ସେହି ବ୍ଯକ୍ତିତ୍ବ ହେଉଛି ଗୋଟିଏ ମଣିଷଟିଏ ହୋଇ ଆଉ ଗୋଟିଏ ମଣିଷ ର ଭାବନାକୁ ବୁଝିପାରନ୍ତି|THAT'S GREAT 👍TAPI 🥰🥰🥰BRO I ❤APPRICIATE YOU

  • @jagannathsarangitravelblog7018
    @jagannathsarangitravelblog7018 วันที่ผ่านมา +27

    ଭାଇ ସତରେ ବହୁତ ସୁନ୍ଦର୍ ଲାଗିଲା ଉପସ୍ଥାପନ

  • @Santoshsahoo8917
    @Santoshsahoo8917 ชั่วโมงที่ผ่านมา

    Bhai mora bahut icha tuma saha gote thara dekha habi ...please and mu apankara sabu video dekhe bahut bhala Lage.....Bhai bhagwan apanku khusi re rakhanthu amiti hasuthao ..Bhai 😊

  • @SunitaChinu-nv9oq9
    @SunitaChinu-nv9oq9 วันที่ผ่านมา +7

    Ja hau khusi laguchi kii ama odisha re kie unique karuchanti bht bhl laguchi dekibaku broh emity agaku nua nua creater asantu odisha kuu❤❤❤❤

  • @OdiaFoodsVlogs
    @OdiaFoodsVlogs 9 ชั่วโมงที่ผ่านมา +2

    Tapi bhai apana nka video bahut bhala laguchi really sabu mana katha kahuchanti bahut khusi laguchi
    ( Sipu angul )

  • @SatyaBlogs547
    @SatyaBlogs547 วันที่ผ่านมา +19

    ଯିଏ ତୁମକୁ ଭୁଲ ବୁଝୁଛି ...ଭୁଲ ବୁଝିବାକୁ ଦିଅ ।
    ଯିଏ ତୁମକୁ ଘୃଣା କରୁଛି...ଘୃଣା କରିବାକୁ ଦିଅ।
    ଯିଏ ତୁମକୁ ନିନ୍ଦା କରୁଛି... ନିନ୍ଦା କରିବାକୁ ଦିଅ ।
    କାରଣ ଏ ଦୁନିଆରେ କେହି କାହାକୁ ଜାଣିପାରନ୍ତି ନାହିଁ।
    କି କେହି କାହାକୁ ବୁଝିପାରନ୍ତି ନାହିଁ ।
    ଭଗବାନ ପରି ଲୋକ ଏ ସଂସାରେ ଘୃଣା, ନିନ୍ଦା,ସନ୍ଦେହ,ଅପମାନ, ସବୁ ସହିଥିଲେ ଆଉ
    ଆମେତ ତୁଛ ମଣିଷ ।
    ତେଣୁ ଉପଯୁକ୍ତ ସମୟ ଆସିଲେ ମଣିଷ ବୁଝିପାରେ ।
    କିନ୍ତୁ ଚାଲିଯାଇଥିବା ସମୟ ବହୁତ କିଛି ଶିଖେଇ ଦିଏ
    କିନ୍ତୁ ସେ ସମୟ ଆଉ ଫେରିନଥାଏ ।।
    ✍️ ସତ୍ୟବାନ ମହାନ୍ତ, କଣ୍ଟାପାଳ କଲୋନୀ -୧, କଙ୍କଡ଼ାହାଡ଼, ଢ଼େଙ୍କାନାଳ ❤❤❤

  • @godking306
    @godking306 20 ชั่วโมงที่ผ่านมา +1

    Bhai apana bahut gote bhala Manisha and apana bahut bhala talente dionti and bahut khusi lage apananka video dekhibaku .. thank you Bhai jaan love u so much apana apana nka family nku jagannath sabu khhusi diontu bhai love you Bhai mo aayusa tamaku lagijau

  • @Biranchi_Narayan_Nayak
    @Biranchi_Narayan_Nayak วันที่ผ่านมา +7

    The maturity is -"Realisation of mistake" Which leads the person towards positivity and all it's past mistakes remained as a residue ❤

  • @Jayanta_Mohanta
    @Jayanta_Mohanta วันที่ผ่านมา +6

    ଆପଣଙ୍କ ଉପସ୍ଥାପନା ବହୁତ ସୁନ୍ଦର ଭାଇ ।। ଓଡିଶା ଚର୍ଚ୍ଚିତ ଚେହେରା କୁ ଲୋକାଲୋଚନା କୁ ଆଣିବା ଏକ ସୁନ୍ଦର ପ୍ରୟାସ ।। ମୁଁ ବିନୀତ ଅନୁରୋଧ କରେ କି ଆପଣଙ୍କ ଏମିତି ପ୍ରୟାସ ଜାରି ରହୁ ,ଏବଂ ଓଡିଶା ର ଏମିତି ଦିଗଗଜ ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଆମନ୍ତ୍ରଣ କରନ୍ତୁ ଯାହା ଦ୍ଵାରା ଆପଣ ମାନଙ୍କର ବାର୍ତ୍ତା ମାଧ୍ୟମରେ ଓଡିଶା ର ଯୁବ ପିଢ଼ି କିଛି ସଠିକ ଜ୍ଞାନ ଓ ସୁବାର୍ତ୍ତା ଉପଲବ୍ଧି ପାଇପାରିବେ।
    ଆପଣଙ୍କ ଭାଷା ବର୍ଣ୍ଣନା ମଧ୍ୟ ହୃଦୟ ସ୍ପର୍ଶୀ ।। ଏମିତି କାର୍ଯ୍ୟରେ ନିଶାମଗ୍ନ ହୋଇ କର୍ମ କରିଚାଲ ଗଜ ସଦୃଶ୍ୟ ଓ ସ୍ୱାନ ଙ୍କୁ ତାଙ୍କ ବାଟ ତାଙ୍କ କାର୍ଯ୍ୟ କରିବାକୁ ଦିଅନ୍ତୁ ।।
    କୌଣସି ପୁରସ୍କାର ଲୋଭ ତ ନାହିଁ ।। ଯଦି ମୋର ମତାମତ ଭଲ ଲାଗେ ତାହାଲେ ପୁରସ୍କାର ରୂପକ ନ ହୋଇ ଛୋଟ ଭାଇ ମାନି କିଛି ପ୍ରତିଯୋଗିତା ମୂଳକ (competitive books)
    ପ୍ରଦାନ କଲେ ମୁଁ ଖୁସି ହେବି ।।
    ଆସନ୍ତା ଜାନୁଆରୀ ୪ ମୋ ଜନ୍ମଦିନ 😊

  • @srikantabehera84269
    @srikantabehera84269 21 ชั่วโมงที่ผ่านมา +1

    Proud to say ama odisha re apana pari ate bhala content video banauchanti au bohut khusi lage au bohut motivate bii kare .. mu bhai apana nku kebe ni dekhini but video ru jetiki dekhichii bohut khusi lage ...Jay JAGANNATH 🙏🏻

  • @Only_Untalented_fan
    @Only_Untalented_fan วันที่ผ่านมา +22

    Bhaii tama chinta dhara wow mind blowing ❤ really great person ❤jay Jagannath ❤😊

  • @uniqueviewssourav3560
    @uniqueviewssourav3560 วันที่ผ่านมา +1

    Very unique and a good communication programme on TH-cam in odia. Bahut bhala laguchi ... Samastanka interaction dekhiki..

  • @gamer-kk2qm
    @gamer-kk2qm วันที่ผ่านมา +4

    Bhai apnka videos ru aneka lokamankara bisaya re janibaku miluchi au bhut kichi motivate miluchi sethipain apnku bhut bhut dhanyawad ❤❤❤❤#tapitalk

  • @ThePapun123
    @ThePapun123 19 ชั่วโมงที่ผ่านมา +9

    Bhai..salute to u... without any script...gadi chalei ki apana ete badhia flow re kahuchachanti...manibaku padiba

  • @nrusinghasatapathy3479
    @nrusinghasatapathy3479 วันที่ผ่านมา +39

    ସାହୁ ଭାଉଜ ଆଉ ନିଶା ମହାରଣା, ଏମାନେ ହେଉଛନ୍ତି କୁକୁର ଲଙ୍ଗୁଡ଼ ପରି ବାର ବର୍ଷ ନଳା ରେ ରହିଲେ ବି ସିଧା ହେବନି 😂

    • @Mr-ishann
      @Mr-ishann วันที่ผ่านมา

      😢😮😅😂

    • @DK_62624
      @DK_62624 วันที่ผ่านมา

      Right bhai 👌

    • @umakanta7620
      @umakanta7620 20 ชั่วโมงที่ผ่านมา

      Right bhai

  • @mamatadas-q1u
    @mamatadas-q1u วันที่ผ่านมา +2

    Tamara sabu episode mu dekhe bahut vala lage .jaha heu kharapku vala Bata ku neiasa. God blesh you Bhai. Mamata das.

  • @ChinmayaKumarparida-hy3bx
    @ChinmayaKumarparida-hy3bx วันที่ผ่านมา +6

    Tapi bhai jaha kahicha ta munhare kahicha bahut bhala lagila suniki love you tapi bhai from angul ❤

  • @esupport5313
    @esupport5313 5 ชั่วโมงที่ผ่านมา

    Bhai tamara jo unique style ra interview with drive seita mote bahut bhala laguchi bhai and tamara every episode ra kichi na kichi sikhibaku miluchii .....keep up bhai....

  • @rajibdash625
    @rajibdash625 วันที่ผ่านมา +6

    ତପି ଭାଇ ଆପଣଙ୍କ ଏହି ପ୍ରୟାସ ଦିନେ ନିଶ୍ଚିତ ଫଳବତୀ ହବ ବୋଲି ମୁଁ ଆଶା କରୁଛି,ଜୟ ଜଗନ୍ନାଥ🙏

    • @anibhai07
      @anibhai07 วันที่ผ่านมา

      ଫଳବତୀ ନୁହେଁ ଗର୍ଭବତୀ ହବ

  • @ranjitpradhan8572
    @ranjitpradhan8572 20 ชั่วโมงที่ผ่านมา +2

    ଭାଇ ତୁମର ପ୍ରାୟ vedio ମୁ ଦେଖେ ତୁମର ଉପସ୍ଥାପନା ବହୁତ ସୁନ୍ଦର
    ଆଉ ତୁମର ଏଇ idea ଟି ବହୁତ ସୁନ୍ଦର 👌
    Ranjit Pradhan.. 👍

  • @pupun490
    @pupun490 วันที่ผ่านมา +9

    ସବୁ ବେଳେ ଆଉ ସବୁ ସମୟରେ.. ମୋର ପ୍ରିୟ ତପି ଭାଇ ❤️ ଆଉ ତାଙ୍କର ସବୁ episod ମୁଁ ଦେଖେ

  • @dabasishpattnaik4375
    @dabasishpattnaik4375 19 ชั่วโมงที่ผ่านมา +1

    ବହୁତ ସୁନ୍ଦର ଉପସ୍ଥାପନା ❤

  • @Actorsriharibehera
    @Actorsriharibehera วันที่ผ่านมา +262

    ସାହୁ ଭାଉଜ, ନିଶା ମହାରଣା, ଏଇମାନେ ଓଡିଶା ର ଗୋଟେ ଗୋଟେ କଳଙ୍କ, ଯାତ୍ରା ଷ୍ଟେଜ୍ ଉପରେ ନିଜ ଛାତି ଦେଖଉଛନ୍ତି,

    • @rajeshgo5mt
      @rajeshgo5mt วันที่ผ่านมา +19

      Kalanka ta kou Bala ku dekhuthila

    • @rajeshgo5mt
      @rajeshgo5mt วันที่ผ่านมา +13

      Kalanka kahiba aghru samaj kete je bhala seta dekhantu bhul samstinkara hue se bhul ku sudhariba uchit duniyare emt kehi nahanti je jie bhul karini ya bolli se Mane kalanka nuhanti kahaku kalanka kahiba aghru nije kete bhala seta dekhantu

    • @DeepakKumar-b5c7v
      @DeepakKumar-b5c7v วันที่ผ่านมา +2

      Jaha heu intertetm pai tike khusi

    • @saiabhishekpattanayak977
      @saiabhishekpattanayak977 วันที่ผ่านมา +2

      Tuu too maiikina agare nija jinsha dekhauuchu

    • @Routvlog91
      @Routvlog91 วันที่ผ่านมา +2

      Hmm sea sabu kharab tame mane ta sabu bhala na 😂

  • @omsairam35nayak
    @omsairam35nayak วันที่ผ่านมา +2

    ଭାଇ ତମକୁ ବହୁତ୍ ବହୁତ୍ ଧନୟବାଦ୍ ତମେ ଏମିତି podcasts karucha

  • @biswajitdas8508
    @biswajitdas8508 วันที่ผ่านมา +7

    Bhai tanku apana jou way re Bhujeile sei way ta mate Bhala lagila..
    And Bhaut Bhala lagila...
    Jay Jagannath 💫

  • @durgaprasadsahoo1149
    @durgaprasadsahoo1149 8 ชั่วโมงที่ผ่านมา +1

    Bro your way of talking and way of presentation is really heart touching. So kbe gote gan gahali ra farmer nku dakantu… au ae joun farming time re unfortunately rain heigala ki kichhi b khrp situation asi jauchhi ta saha struggle kari kmt nijaku recover kariparuchhanti….

  • @RamSaran-d4o
    @RamSaran-d4o วันที่ผ่านมา +3

    ଭାଇ ଆଜିରା ତପି ଟକ ଟି ଭଲ ଲାଗିଲା ଆପଣ ଯେମିତି ନିସା ମହାରଣା କୁ ବୁଝେଇ ଥିଲେ ଆଉ ସେ ନିଜକୁ ସୁଧାରି ଦେଉଛନ୍ତି ଆଉ ଭାଵୁଛୁ ସାହୁ ଭାଉଜ ଵି ନିଜ କୁ ସୁଧାରି ନେଵେ ଆଉ ଗୋଟିଏ ଛୋଟିଆ ଅନୁରୋଧ ନବ ହ୍ରାଦା ଭାଇ କୁ ଡାକନ୍ତୁ ଧନ୍ଯବାଦ

  • @SubhasmitaBehera-h1o
    @SubhasmitaBehera-h1o 15 ชั่วโมงที่ผ่านมา +1

    ଭାଇ first time ଦେଖିଲି starting ରୁ ending ଯାଏ ବହୁତ ଭଲ ଲାଗିଲା 🙏

  • @gobinda4204
    @gobinda4204 วันที่ผ่านมา +11

    ଏଇ ଚାନେଲ ବହୁତ ସୁନ୍ଦର କଥା ଦେଖିବାକୁ ମିଳୁଛି

    • @subucreation7364
      @subucreation7364 23 ชั่วโมงที่ผ่านมา

      କୃଷକ ଙ୍କ କଥା କିଏ ବୁଝିବ

  • @romyajitdas
    @romyajitdas 11 ชั่วโมงที่ผ่านมา +2

    Bahut Bhala episode Tapi Bhai

  • @RAKESH_vlog_2.0-k3u
    @RAKESH_vlog_2.0-k3u วันที่ผ่านมา +39

    ଭାଇ ଜୟ ଜଗନ୍ନାଥ ଆପଣ ଗୋଟିଏ ପ୍ରଶ୍ନ କରନ୍ତୁ କିଛି ଏମିତି କା କଥା ତାଙ୍କ ଛଡ଼ା ଆଉ କେହି ଯାଣି ନଥିବେ ଯେଉଁ ଅତିଥି ଆସିବେ ତାଙ୍କୁ ପ୍ରଶ୍ନ କରନ୍ତୁ😊❤❤❤
    Rakesh Kumar sahoo

  • @maheshbehera9129
    @maheshbehera9129 18 ชั่วโมงที่ผ่านมา

    Tapi bhai eie podcast video ti dekhiki bahut bhala lagila ....aji v eie samaj re apnka bhalia as a good person thaiparanti ki nahi jie ki negative karma ku postive way re kichi unique style present karuchanti ......apanaku bahut dhanyawad.......eie video pare raju das kun apana podcast ku invite karantu and sahoo vauja kun pachara jaithiba question re kete dur real or fake seita janiba nihati darkar ............thank you ❤

  • @Rahul-oo8xe
    @Rahul-oo8xe วันที่ผ่านมา +103

    Sahu bhauja , bedha button -------------- ❤

    • @srabandehuri
      @srabandehuri วันที่ผ่านมา

      Chaluni kahila chhunchiki😂😂

    • @srabandehuri
      @srabandehuri วันที่ผ่านมา

      Tu gote jhia hoi emiti bhasa use karuchu
      Kain Tate kn kuhajiba darkaar

    • @basantmohapatra3793
      @basantmohapatra3793 วันที่ผ่านมา +1

      ​@@srabandehuri JHIA ????😂😂😂😂

    • @saiabhishekpattanayak977
      @saiabhishekpattanayak977 22 ชั่วโมงที่ผ่านมา

      Fake id

  • @Meher1430
    @Meher1430 9 ชั่วโมงที่ผ่านมา +1

    Nagetive people 10%
    Positive people 90%
    You r the best and your creativity continue
    Mu sabu episide dekhi6i
    Sabu episode re kichi nua sikhiba ku mile
    Thank you ❤
    And continue your instesting episode
    My name = Kishor Meher

  • @oyepradeep86347
    @oyepradeep86347 วันที่ผ่านมา +30

    ଏବେ ଭାଇ ଚନ୍ଦନ ବିଶ୍ୱାଳ ଙ୍କୁ ଡାକ ପ୍ଲଜ଼ ଭାଇ" ଆପଣ ଭଉତ ବଡ଼ିଆ ଭିଡ଼ିଓ ବନାଉଛନ୍ତି ଆପଣ ଭାଇ love u " Tapi bhai"❤️‍🩹🧸❤️‍🩹

  • @narayannayak1921
    @narayannayak1921 4 ชั่วโมงที่ผ่านมา

    I love tapi talk odisha ra sabu thu best podcast ever love you tapi bhai❤

  • @Saipratush
    @Saipratush วันที่ผ่านมา +15

    ଭାଇ ବାବୁଶାନ୍ ଭାଈ କୁ ଆଣନ୍ତୁ ଜୟ ଜଗନ୍ନାଥ ❤❤

  • @kalandibiswal4400k.b
    @kalandibiswal4400k.b 12 ชั่วโมงที่ผ่านมา +2

    ଅତି ସୁନ୍ଦର ଭାଇ 😮

  • @abhiramrout4
    @abhiramrout4 วันที่ผ่านมา +8

    Ok next time Tapi bhai Chandan Bishal ku invite କର ଭାଇ ପାଇଁ ଗୋଟିଏ❤ 👍

  • @tridevpatra4733
    @tridevpatra4733 วันที่ผ่านมา

    In today world only people come to know about one sided story which through social media, but good work tapi vai in ur podcast u are giving them a chance to share their pov also..
    Keep up the good work..

  • @chinmayagadanayak5239
    @chinmayagadanayak5239 วันที่ผ่านมา +12

    ଓଡ଼ିଶା ର ଲୋକ ମାନଙ୍କ ର କିଛି ଘୃଣ୍ୟ ମାନସିକ ଚିନ୍ତା ଧାରା କୁ ପରି ବର୍ତନ୍ କରିବା ପାଇଁ ତପି ଭାଇ ଙ୍କ ର ଏକ ନୂଆ ପ୍ରୟାସ
    ଜୟ ଜଗନ୍ନାଥ ❤ ତପି ଭାଇ

  • @AriyanMohanty-v4k
    @AriyanMohanty-v4k 4 ชั่วโมงที่ผ่านมา

    Bahut ..badhia job ..bhai ..madichala

  • @Sonu_6624
    @Sonu_6624 วันที่ผ่านมา +30

    ଭାଇ ସେଇ sit ଟା ବହୁତ୍ ବଡ଼ ମୂଲ୍ୟବାନ ଜାଗା ସେଇଠି ଗୋଟେ ଚରିତ୍ର ହିନ ଲୋକ କୁ ବସେଇ ସେଇ ଜାଗା ର ମହାନତା ହରାଓନି ❤

    • @sandhyjena8407
      @sandhyjena8407 วันที่ผ่านมา

      Satare bhai

    • @vkcreation2429
      @vkcreation2429 วันที่ผ่านมา +1

      Bhai re tama bhali keteta loka nka pain semane aaji charitra hina .....tame mane sabu semananku badhya karuchha ....semiti karibaku 👍👍👍👍

    • @tarunabag5372
      @tarunabag5372 วันที่ผ่านมา +1

      Tarun Bag Bgr Tapi bhai apana jau subject upare pachari interviwe nauchanti bahut val katha ta clear karuchan setir lagi mate val lagsi aru apnar kar vedio dekhsi thanks

    • @pravatstoryword9787
      @pravatstoryword9787 21 ชั่วโมงที่ผ่านมา +1

      Jagannath bhaie ae bhalia gote nua prayash karuthibaru dhanyawad

  • @Papu.Bhai9
    @Papu.Bhai9 วันที่ผ่านมา +8

    Love u tapi bhai ପିପିଲି

  • @Sumant78935
    @Sumant78935 3 ชั่วโมงที่ผ่านมา

    Hii Bhai , Today I saw you while you were busy recording your podcast in the car. I wanted to take a selfie with you , but I didn't disturb while you was recording your podcast. I really appreciate how dedicated you are. Keep up the great work, looking forward to more episodes.❤😊👍

  • @ashok-q4z1d
    @ashok-q4z1d วันที่ผ่านมา +7

    ଯାତ୍ରା ମଞ୍ଚ କଳା ସଂସ୍କୃତିର ମଞ୍ଚ ଯାହାକି ଏକ ପାଲ ତଳୁ ଆରମ୍ଭ ହୋଇ ଏବେ ଏତେ ଆଗରେ ପହଞ୍ଚିଛି । ଓଡିଶାର ଅନେକ ଲୋକ ଏଥିରେ ନିଜ ପରିବାର ପୋଷଣ କରୁଛନ୍ତି । ଆପଣ ମାନଙ୍କ ଭଳି କିଛି ଲୋକ ଏହାକୁ ବଦନାମ୍ କରିବାର ପ୍ରୟାସ କରିଥିଲେ। ସବୁ ପରେ ସାହୁ ଭାଉଜ ଜଣେ ବହୁତ୍ ଭଲ ଅଭିନେତ୍ରୀ ତାଙ୍କ ପାଖରୁ ଏଭଳି ଆଶା ମୋର ନଥିଲା । ଏବେ ଆଉ ଏକ ଆଶା କରୁଛି ଆପଣ ଭଲ ବାଟକୁ ଆସିବେ ବୋଲି । କେବଳ ଆପଣ ନୁହେଁ ଆପଣଙ୍କ ଭଳି ଯେତେ ଅଛନ୍ତି ସମସ୍ତଙ୍କୁ ଆସିବାକୁ ଅନୁରୋଧ😢😊❤ । ଜୟ ଜଗନ୍ନାଥ 🙏 ଜୟ ମା ଶାରଳା 🙏

  • @Deepak_kumar_sahoo1086
    @Deepak_kumar_sahoo1086 19 ชั่วโมงที่ผ่านมา

    ଭାଇ, ବହୁତ ଭଲ ଲାଗିଲା ଆପଣଙ୍କ ଚିନ୍ତାଧାରା।
    ଖରାପକୁ ୯୯% ଖରାପ କହିବେ, କିନ୍ତୁ ୧% ଭିତରେ ଆପଣ ଅଛନ୍ତି, ଯିଏ କି ଖରାପରୁ ଭଲ ଖୋଜିବାକୁ ଚେଷ୍ଟା କରୁଛନ୍ତି।
    ମୋ ଚିନ୍ତାଧାରା ହେଉଛି, ଗୋଟେ ମଣିଷ ପରିସ୍ଥିତିରେ ପଡ଼ି ଖରାପ ପଥ ଚୟନ କରିଥାଏ, ସେମାନେ ଭଲ ହେବାକୁ ସୁଯୋଗ ମିଳିଲେ, ଭଲ ହେଇଯିବେ।
    କିନ୍ତୁ କିଛି ଜାଣିଶୁଣି ଖରାପ ଆଚରଣରେ ଆଗକୁ ବଢ଼ୁଥିବା ଲୋକମାନଙ୍କୁ ସୁଧାରିବା କଷ୍ଟକର।
    ସେ ଯାହାବି ହେଉ,
    ଆପଣ ଆପଣଙ୍କ ଚେଷ୍ଟା ଜାରି ରଖନ୍ତୁ।
    ଜୟ ଜଗନ୍ନାଥ 🙏🙏🙏🙏
    ଭଗବାନ ସମସ୍ତଙ୍କ ମଙ୍ଗଳ କରୁନ୍ତୁ।
    *ନାମ - ଦୀପକ କୁମାର ସାହୁ*

  • @bibekanandabarik6555
    @bibekanandabarik6555 วันที่ผ่านมา +8

    ଯେଉଁମାନେ interview ପାଇଁ ଯୋଗ୍ୟ ସେଇ ବ୍ୟକ୍ତି ବିଶେଷ ମାନଙ୍କର interview କରନ୍ତୁ ।ଖାଲି ନିଜର you tube ବେପାର ପାଇଁ xyz ଙ୍କୁ ଆଣି video ବନେଇବାର କିଛି ଯଥାର୍ଥତା ନାହିଁ।interview କାହାର ନିଆ ଯାଏ? ଯିଏ ନିଜ ସମାଜ ପାଇଁ ଉତ୍ତମ ବାର୍ତା ନେଇ ଆସେ, ଆପଣଙ୍କୁ ଲାଗୁଚି କି ଏମାନେ ଓଡ଼ିଆ ଜାତି ର ଟେକ ଉପରକୁ ବଢ଼ୁଛନ୍ତି ବୋଲି ନା ଏମାନଙ୍କ ଜୀବନ ଶୈଳୀ ରୁ କିଏ କିଛି inspire ହେଇ ପାରିବ। So ନିଜ ବେପାର ପାଇଁ ଯାହାକୁ ନାହିଁ ତାକୁ camera ସାମ୍ନା କୁ ଆଣନ୍ତୁ ନାହିଁ।

  • @sarojkumarmohanty4940
    @sarojkumarmohanty4940 12 ชั่วโมงที่ผ่านมา +2

    Jay Jagannath, Jagannath Mahaprabhu Apananku Bhalo re Rakhantu

  • @uniqueasish
    @uniqueasish 21 ชั่วโมงที่ผ่านมา +3

    ତପି ଭାଇ ଆପଣ ଙ୍କ ଭିଡିଓ ଦେଖି ଲାଗେ ଯେ ସୃଜନଶୀଳତାର କୌଣସି ସୀମା ନାହିଁ। ପ୍ରତିଥର ନୂଆ ଏବଂ ରୋଚକ କିଛି ଦେଖିବାକୁ ମିଳେ। ତୁମର କଠୋର ପ୍ରୟାସ ଏବଂ ଦୃଢ଼ସଙ୍କଳ୍ପ ସ୍ପଷ୍ଟ ଭାବରେ ଦେଖା ଯାଏ। ବହୁତ ବହୁତ ଧନ୍ୟବାଦ 🥰

  • @sudhansuranjanpradhan9401
    @sudhansuranjanpradhan9401 20 ชั่วโมงที่ผ่านมา

    Dear, Tapu brother you are doing some extraordinary task which is very bravery task , everything in this world is good if we will take it positively. I hope you will continue it forward. you are genius keep it up. Best of luck , thanking you.

  • @Bijaylaxmi-l7j
    @Bijaylaxmi-l7j วันที่ผ่านมา +12

    ପ୍ରକୃତ ରେ ଏ ମାନେ ଖରାପ ନୁହନ୍ତି ଏ ସମାଜ ର ପ୍ରସ୍ତ୍ତୋହନ ପାଇଁ ଏ ମାନେ ଖରାପ ହଉଛନ୍ତିl କେତେକ ଭଦ୍ର ମୁଖା ପିନ୍ଧା ବ୍ୟକ୍ତି ମାନେ ସମାଜ ସାମ୍ନା ରେ ଏ ସବୁ କୁ ବିରୋଧ କରି ନିଜେ ଏ ମାନଙ୍କୁ ଦେଖିବାକୁ ଯାଇ ସେମାନଙ୍କ ଉପରକୁ ଟଙ୍କା ଫିଙ୍ଗୁଛନ୍ତିl ଏ ମାନେ ପରିବର୍ତ୍ତନ ହେବା ଆଗରୁ ପ୍ରଥମେ ଏ ସମାଜ କୁ ପରିବର୍ତ୍ତନ ହେବାକୁ ପଡିବ....😊

    • @pritichhandasahoo5823
      @pritichhandasahoo5823 วันที่ผ่านมา

      samaj kn pain kahiba both samaj au nija ichha bi samil bas emane accept karunhati j jou rasta ame choose karichhe seta bhul

  • @rowdyysmrutigaming
    @rowdyysmrutigaming 5 ชั่วโมงที่ผ่านมา

    1. Tapi Bhai Bobby dada nka relationship ❤ jouta once up on a time thila aji se Bhai Bhai ra relationship banela jouta dekhi bahut khusi laagila.
    2. Tapi Bhai ra jou Unique Concept outstanding 🎉
    3. Try some More Unique Concepts like... Jie v apanka video sabu bele dekhuchi encourages karauchi tanku long drive with some questions about his/her life story ❤
    4. Concept amazing jouta apana prize rakhile video re jie postive comment ya kichi unique concept dei pariba
    5. First time in Odisha Amiti v interview nia jai pare jouthi mana kholi janaka bisyre jana jai pare... And one more suggestion brother jaha saha interview nauchanty tanku kuhantu society pain ya Animals manaka pain kichi karantu ❤
    Name ( Smruti Ranjan Panda)
    Bhubaneswar

  • @kumarbiswajit8520
    @kumarbiswajit8520 วันที่ผ่านมา +5

    You. Are the best

  • @nirodabiswajitmishra959
    @nirodabiswajitmishra959 20 ชั่วโมงที่ผ่านมา

    Bhai bhagaban aapananku sabubele susta aau khusi re rakhantu. Aapana bahut bhala hrudayara loka. Khusi re ruhantu bhai

  • @ManashNaik-ms7ze
    @ManashNaik-ms7ze วันที่ผ่านมา +6

    ରିଲ ଆଉ ରିଅଲ ଲାଇଫ ଭିତରେ ବହୁତ୍ ଫରକ୍ ଭାଇ କିଛି ସମୟ ପରିସ୍ଥିତି ଆର୍ଥିକ ଅବସ୍ଥା ମଣିଷକୁ କେଉଁ ଜାଗାରୁ କେଉଁ ଜାଗାରେ ପହଞ୍ଚାଇ ଦେଇଥାଏ ଯଦି ବି life ରେ ଅ ଜାନତ ରେ ଭୁଲ ହେଇ ଥାଏ ସେ ଭୁଲ କୁ ସୁଧରାନ୍ତୁ ନିଜ ଗୋଡ଼ରେ ଛିଡ଼ା ହୁଅନ୍ତୁ ସମାଜ ରେ ଭଲ କାମ କରନ୍ତୁ ଗରିବ ଅନାଥ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ ଇସ୍ୱର ବିଶ୍ବାସୀ ହୁଅନ୍ତୁ ଜୟ ଜଗନ୍ନାଥ ଜୟ ଶ୍ରୀ ରାମ୍ 🎉🎉🎉

  • @jiturojivlogs6074
    @jiturojivlogs6074 วันที่ผ่านมา +1

    Satare vai apana knara e prayas bht vala.bht vala chintadhara.😊😊😊

  • @sagargopal1083
    @sagargopal1083 วันที่ผ่านมา +6

    ରାଣୀ ପ୍ରିୟଦର୍ସନି/ ନିଶା ମହାରଣା/ ସାହୁ ଭାଉଜ ଏଇ 3 ଜଣ ଆମ ଓଡ଼ିଶା କୁ ବଦନାମ୍ କରୁଛନ୍ତି ତାଙ୍କୁ ଏତେ ଭାଉ ଦବା କଥା ନୁହ ତପି ଭାଇ ❤

    • @Mr-ishann
      @Mr-ishann วันที่ผ่านมา

      Kan Kariba bhai semane asile view ବଢିବ 😊😮channel grow haba
      Semane vala huantu ki kharap huantu

    • @kumarchandan3045
      @kumarchandan3045 วันที่ผ่านมา +1

      Athi Dharma Kounthu asila ...... Dharma Ku Kan pain tanucha bhai

  • @SmrutilekhaJena-jy6tc
    @SmrutilekhaJena-jy6tc วันที่ผ่านมา +2

    Vai apana nka through ru helebi sahu vauja nije realise karile aei sabu behaviour pain tapi vai is best ...... Vai apana nkara sabu tharu vala Guna heuchi koila ru dimond khajiba ......... Tapi vai great 👍👍👍👍👍

  • @itsmebiswajit91roul37
    @itsmebiswajit91roul37 วันที่ผ่านมา +3

    Tapi Bhai ସଂସ୍ଥା ଚାଲୁ 😊

  • @nirmaladas6412
    @nirmaladas6412 10 ชั่วโมงที่ผ่านมา +1

    Ethire bahut sundar katha dekhibaku miluchhi

  • @pranatiroutray5726
    @pranatiroutray5726 วันที่ผ่านมา +4

    ସବୁ ର କିଛି ସୀମା ଅଛି।ସୀମା ଉଲାଙ୍ଘନ୍ କଲେ ସବୁ posetiv କାମ negetiv ହୋଇଯାଏ। ସତର୍କ ରହିବ ଉଚିତ।❤

  • @asitkumarpradhan2480
    @asitkumarpradhan2480 วันที่ผ่านมา +1

    Fantastic bhai ❤❤❤

  • @Pallavi-5690
    @Pallavi-5690 วันที่ผ่านมา +11

    Tapi talk fans here❤🎉❤ 0:18

  • @RAJKISHOREPANDA-py9bh
    @RAJKISHOREPANDA-py9bh วันที่ผ่านมา

    Bro i like to see ur all vedios bcoz of no script & like to know more information about our popular people of odisha love u BRO...❤ It's my personal to call a Farmer who can tell his lifestyle.......

  • @Tusharjena9
    @Tusharjena9 วันที่ผ่านมา +5

    Tapi bhai katha bahut mature

  • @sukumarsethi9640
    @sukumarsethi9640 3 ชั่วโมงที่ผ่านมา

    God job bhi 👍👍

  • @KhiliKhiliHasa
    @KhiliKhiliHasa วันที่ผ่านมา +8

    ମୋ କରାପୁଟ ଜିଲ୍ଲା ସମସ୍ତ ଲୋକମାନଙ୍କ ତରଫରୁ ଆପଣକୁଂ ବହୁତ ସାରା ପ୍ୟାର୍ TAPI ଭାଇ। ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ରୁ ଆପଣ ବହୁତ ପ୍ରଗତି କରନ୍ତୁ❤ ଜୟ ଜଗନ୍ନାଥ🛕

  • @flirt.143
    @flirt.143 18 ชั่วโมงที่ผ่านมา

    Every girl deserves to be treated with respect, not just because she is a girl, but because she is a human being with her own dreams, aspirations, and worth. Let's build a society where girls are empowered, valued, and safe from harm.". Always respect another understand the inner felling of others and situations i request whole society to give all opportunities to live in a extravegent life style... Hlo bhai i am rudra swain a cbse students, i continuing my 10 in Xavier's school 😊😊😊😊😊 ... Good luck to u for next 100k

  • @laxmidharabarik2952
    @laxmidharabarik2952 วันที่ผ่านมา +7

    ତପି ଭାଈ ଦୋଷ ଏମାନଙ୍କର ନୁହେଁ। ଦୋଷ କମିଟି ବାଲାଙ୍କର। ସାକ୍ଷାତକାରଟି ବହୁତ୍ ଭଲ ଲାଗିଲା। ଜୟ ଜଗନ୍ନାଥ 🙏🙏🙏

  • @pareshranjan8435
    @pareshranjan8435 วันที่ผ่านมา

    Jaha kuha tapi bhai.. Bhaut podcast dekhichi..apankara podcast pura tabla tod podcast.. Even mu apanku screenshot debi.. I haven't missed a single content of yout channel..Superb podcast ever... Bhai mu comment re sei emotion ta dekheiparuni.. Kebe dekhahele i will give u the best compliment..

  • @Papu.Bhai9
    @Papu.Bhai9 วันที่ผ่านมา +7

    ଏଥର ସାହୁ ଭାଉଜ 🤪

  • @ajayaofficialvlogs2958
    @ajayaofficialvlogs2958 5 ชั่วโมงที่ผ่านมา

    ତପୀ ଭାଇ ପ୍ରତେକ ଭିଡ଼ିଓ ଗୁଡାକ ଆପଣଙ୍କ ବହୁତ ଭଲ ଲାଗେ ❤️ କୋଉଟା ଭଲ କୋଉଟା ଖରାପ ଲୋକ ତ ଅନେକ କହିବେ ❤

  • @bikashsamal950
    @bikashsamal950 วันที่ผ่านมา +4

    ତପି ଭାଇ ଆପଣ ଏଇ ଯୋଉ କେତେଟା ଓଡ଼ିଶା ର ସମାଜ କୁ ନଷ୍ଟ କରୁଥିବା ଆଉ ଯୁବ ପିଢ଼ି ଙ୍କୁ ଖରାପ କରୁଥିବା ପ୍ରତିଭା ମାନଙ୍କୁ ତ ସବୁବେଳେ ଡାକୁଛନ୍ତି l ବାକି ରହିଲା ଓଡିଶା ର ପକୃତ ପ୍ରତିଭା ର ଭରପୁର ହୋଇ ଥିବ ବ୍ୟକ୍ତି ମାନଙ୍କୁ କେବେ ଡାକିବେ
    ଉଦାହରଣ- Sports ରେ ଯୋଉମାନେ ମେଡାଲ ଆଣୁଛନ୍ତି, Education ରେ ଯୋଉମାନେ ଭଲ Rank ରଖୁଛନ୍ତି ଆଉ Social worker ତାଙ୍କୁ ବି ଡାକନ୍ତୁ ତାଙ୍କ କଥା ଆମକୁ ବେଶି ଭଲ ଲାଗିବ🙏

    • @SPINFOTAINMENT
      @SPINFOTAINMENT วันที่ผ่านมา

      କିଏ କିଏ ଅଛନ୍ତି ଟିକେ ନା mention କର ଭାଇଙ୍କୁ ସାହାଯ୍ୟ ହବ ଡ଼ାକିବାରେ

  • @always_sad____boy143
    @always_sad____boy143 9 ชั่วโมงที่ผ่านมา +2

    Love you bro...❤

  • @Knewsodia46
    @Knewsodia46 วันที่ผ่านมา +10

    ସାହୁ ଭାଉଜ ର ଦୁଧ ଭାରି ମଧୁର 😅

  • @opfreegyana2822
    @opfreegyana2822 6 ชั่วโมงที่ผ่านมา

    Bhai babusan Bhai nku dakantu , million views million love ❤

  • @statusworld4288
    @statusworld4288 วันที่ผ่านมา +5

    Bhai, Papu Pom Pom, kebe asibe ???

  • @KalpanaRout-ww3yt
    @KalpanaRout-ww3yt 19 ชั่วโมงที่ผ่านมา

    Thank you so much Tapi ji .It is a very good effort to change our society.Really you are a social reformer.God bless you.Go ahead . Never mind the negative.🎉🎉

  • @Mo-bn3iq
    @Mo-bn3iq วันที่ผ่านมา +4

    Tapi ଭାଇ ତୁମର ସବୁ ଭିଡ଼ିଓ ମୁଁ ଦେଖେ
    ତୁମେ କାକା କୁ ଡାକନ୍ତୁ କେବେ

  • @ram_creation45-i6h
    @ram_creation45-i6h 20 ชั่วโมงที่ผ่านมา +1

    Tapi bhai I really love you ❤❤

  • @cooking5303
    @cooking5303 วันที่ผ่านมา

    bhai khusi laguchhi tame samastankar kichhi changes anuchhanti. thank you bhai

  • @masterblasterpapu9350
    @masterblasterpapu9350 20 ชั่วโมงที่ผ่านมา

    Super bro ,bahut bhala laguchi au tame bi bahut handsome ❤u bro.gote important Katha kahibara achhi . dekha Bhai apana samasta celebrety ku anuchanti thik achhi but kichhi parada pachara nayaka achhanti semananku anantu tankara bi life bahut kichhi kahani thiba dekhile bahut bhala lagiba .au apanka through re gote chance milijae pare .....

  • @GoutamBehera-l5r
    @GoutamBehera-l5r วันที่ผ่านมา

    Bhai apponoko video ru bohut help full hue .life re agoku jibapai❤

  • @debaprakashbehera4295
    @debaprakashbehera4295 4 ชั่วโมงที่ผ่านมา

    Bro tumara voice and your taking style too good.

  • @Deepaksasmitavlog
    @Deepaksasmitavlog วันที่ผ่านมา

    Bhai apana sabu guest invite kariki bi open question karuhanti seita hii vala laguhi love you brother ❤❤

  • @creationboy5989
    @creationboy5989 21 ชั่วโมงที่ผ่านมา +1

    Bhai tuma katha sunei mu neje e positive feel kare bhai apana semeti agee chalo ame tuma tumo saheta achuu deal se love you bhai I agree with you full support .