Mr Gulua Comedy | Gulua Dele Makar Rani Sanman | Mr Gulua Vlogs | Makar Utsav 2023 | Star Music 11 |
ฝัง
- เผยแพร่เมื่อ 8 ก.พ. 2025
- "ମକର ରାଣୀ" ସମ୍ମାନ
"ମକର ଉତ୍ସବ" 2023
ସଂସ୍କୃତି ଆଉ ପରମ୍ପରାର ପର୍ବ ପବିତ୍ର ମକର ସଂକ୍ରାନ୍ତିର "ମକର ଉତ୍ସବ" 2023 ରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବିଶିଷ୍ଟ ହାସ୍ୟ ଅଭିନେତା ମିଷ୍ଟର ଗୁଲୁଆ ମକର ପର୍ବର ମୁଖ୍ୟ ଆକର୍ଷଣ "ମକର ଚାଉଳ" ପ୍ରତିଯୋଗିତାରେ ପ୍ରତିଯୋଗୀ ମାନଙ୍କୁ ସମ୍ବର୍ଦ୍ଧନା ଦେବା ସହିତ ଉତୀର୍ଣ୍ଣ ପ୍ରତିଯୋଗୀଙ୍କୁ "ମକର ରାଣୀ" ସମ୍ମାନରେ ସମ୍ମାନୀତ କରୁଛନ୍ତି....
ଆଶା କରୁଛୁ ଏହି ପରମ୍ପରା ଜଡିତ ମନୋରଞ୍ଜନ କାର୍ଯ୍ୟକର୍ମ ନିଶ୍ଚିନ୍ତ ରୂପେ ଆପଣ ମାନଙ୍କୁ ଭଲ ଲାଗିବ...ଜୟ ଜଗନ୍ନାଥ 🙏
#mrguluacomedy
#guluadelemakarranisanman
#mrguluanewcomedy
#mrgulua
#mrguluavlogs
#mrguluaviralcomedy
#mrguluaodiacomedy
#mrguluacomedyvideo
#mrguluacomedynew
#mrguluacomedyodia
#mrguluanaliamba
#mrguluastageshow
#mrguluanewsong
#mrguluaallcomedy
#makarutsavhasinipur
#makarutsav2023
Ati sundar pgm
Very nice arrangement
Beautiful moment
👍 nice
Mast
Very nice
Ama gan hasine pur
Nice
Mast