Glory to God ପ୍ରଭୂ ଯୀଶୁଙ୍କ କ୍ରୁଶୀୟ ପ୍ରେମ କୁ ସ୍ମରଣ କରି ପ୍ରସ୍ତୁତ ହୋଇଥିବା ଗୀତ ଟି ଭାରୀ ହୃଦୟ ସ୍ପର୍ଶୀ ହୋଇଛି । ବିଶେଷ କରି ପ୍ରସାଦ ନନା ଆପଣଙ୍କ ସ୍ୱର ସଂଯୋଜନା ରେ ଯୁଗଳ ଆଜ୍ଞାଙ୍କ ଗୀତ ରଚନା ଅତ୍ୟନ୍ତ ଅର୍ଥପୂର୍ଣ୍ଣ ହୋଇଛି ଶୁଣି ଭାରି ଭଲ ଲାଗିଲା । ଗୀତଟି ବହୁଳ ଭାବେ ଲୋକ ପ୍ରିୟ ହେବ ବୋଲି ଆଶା କରେ । Sishir ନନା ବହୁତ ସୁନ୍ଦର ହୋଇଛି videography you looking very smart. May the Lord Jesus Christ bless you all the team members who are involved for making this song. With lots of love Bro.Jeebit Pani
This was fulfilled by the prophet Jeremiah, who took the thirty pieces of silver that the children of Israel had set for them, and covered the land with darkness for twelve hours to three hours. And about the space of three hours afterward Jesus cried out, and said, Eli, Eli, lama sabachthani? That is, O my God, O my God, why hast thou forsaken me? He gave his life for us on the cross, Truly in this time of trouble we will surrender ourselves to the Lord // The composition and music are beautifully executed, Thank you couple for not knowing this beautiful song. Thank you very much Bapi Bhai // Thank you Prasad Vaina // Thank you very much for your devotion singing Human Brother /
Amen Prabhu tume kete mohan kete dukha kasta sahila😭😭😭 Prabhu🙏🙏🙏🙏🙏🙏🌹🌹❤️❤️❤️🌹🌹🌹🌹🌹🌹 I Love you Jesus Christ 🌹❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️ praise the lord 🙏amen🙏 halleluya ⛪
Abram ଆଜ୍ଞା ନମସ୍କାର 🙏🙏 ବହୁତ ବହୁତ ଧନ୍ୟବାଦ୍ We are PROUDLY Thanking YOU 👏👏👏👏👏 Plz glorify God through your little and valuable effort ...... May God bless you abundantly
HEARTLY THANKS AND GRATITUDE TO YOU ...... Rajesh ଆଜ୍ଞା...... 👏👏👏👏👏 Really it's a TREMENDOUS FEELING.......🙏🙏 Evening is done by God's grace and All Your Valuable Prayer support .... May God bless you and your family ❤️❤️
I'm so blessed by hearing this kind of special song. The lyric, music, composition and arrangement is high qualities. The casting is also so natural. May God bless each one you.
Praise the lord . Very good composition and very good voice. Caught of......u r sing from all u r heart. Bro also lyric. Come is very good. When i listening in this song I litrely cried. really such a beautiful song. God bless u
Thanks a MILLION dear brother in Christ RANJAN ..... 👏👏👏👏 This is called Loving LORD and Glorifing the Lord....... It's Your love We accept and appreciate ...… LOVE 💕 💕 💕 💕 YOU and Thank You ...... GOD BLESS YOU
This song shows the ultimate sacrifice, unconditional love and greatness of our saviour Lord Jesus Christ who pay the price for our sins with his every drop of holy blood❤️❤️ Thnq Lima sir for presenting such a remarkable song during this holy lent period. May this song be a blessed song for many🙏🙏 Praise the Lord🙏🙏
My brother in Christ TAITAS We are PROUDLY THANKING YOU 👏👏👏👏👏 Really it's a God's grace and Always Your Valuable Prayer support .... 🙏🙏 May God bless YOU TOO through your success ❤️❤️
Sada prabhunka maha namara dhanyabada heu ki tankara bahumulya premaku ati sundar bhabare prasad lima sir geeta ku jibanta rupa deichanti. Jisunkara sehi rakta amara samasta papaku khyama kariba...apana samaste prabhunkara bahumulya prema ra geeta ku sunantu... Thanks to prasad lima sir for this beautiful devotional song 🙏🙏🙏🙏🙏
OUR BELOVED JORDAN SIR We are PROUDLY THANKING YOU 👏👏👏👏👏 Really WE ALL ARE BLESSED it's Always God's grace and All Your Valuable Prayer support .... 🙏🙏 May God bless YOU and Your Family 👍👍👍
My dear Loving Bapi da..... ପ୍ରଭୁଙ୍କର ଗୌରବର ସୁନ୍ଦର ମତାମତ ପାଇ ଆମେ ଅତ୍ୟନ୍ତ ଆନନ୍ଦିତ ଓ ଧନ୍ୟବାଦୀ ଅଟୁ 👏👏 Really it's a God's grace and Always Your Valuable Prayer support babu .... Love you and May God bless YOU
We were waiting for Baku to hear this song. Thank you very much for leaving the whole HUMAN SAGAR SWEET VOICE👍👍👍👍👍👍 lyrics super ✍️✍️✍️✍️✍️✍️PRASAD LIMA MUSIC SUPER 👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌
Thanks a lot dear Loving Sisiter Sunemi 💕💕💕💕💕 We are PROUDLY THANKING YOU 👏👏👏👏👏 Really it's a God's grace and All Your Valuable Prayer support .... 🙏🙏 ପ୍ରଭୂ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
AT FIRST I PRAY TO OUR TRUE GOD PLESE FORGIVE ME LORD I AM A SINER LORD YOU ARE DIE FOR US LORD ,HOW TO WE GIVE U YOUR TRUE LOVES VALUE . PLS FORGIVS US LORD AND PLS BLESS VERY MUCH OUR LIMA SIR FOR UR PRAISING LORD JESUS CHRIST AND PROVIDE HIM AND FULFILL HIS AIM , AMBITION FOR YOUR WORK. AAMEN. PRAISE THE LORD SIR ACHUALLY YOU ARE WORKING HARD FOR OUR TRUE GOD. AND REALLY THIS SONG IS VERY MUCH WORKED IN THIS SESON AND ALL ODISHA WILL REPENT, WHEN THIS SONG WILL HEAR. THANK YOU VERY MUCH SIR FOR THIS BEAUTYFUL SONG. PRAISE THE LORD ..
🙏 ALL ODISHA CHRISTIANS SHOULD LISTEN AND REPENT 🙏 We are PROUDLY THANKING YOU OUR LOVING BROTHER PRAFULLA .... 👏👏👏👏👏 Really it's all by God's grace and All Your Valuable Prayer support .... May God bless YOU and Family
Glory be to God. Congratulations what a blessed song on blessed Sunday. It's really heart touching nd giving peace. music and lyrics, composition just amazing. God bless you all entire team members
We are PROUDLY THANKING YOU DEAR BROTHER AJIT....... 👏👏👏👏👏 REALLY I AM BLESSED it's a God's grace and All Your Valuable Prayer support .... 🙏🙏 May God bless YOU ABOUNDENTLY
My loving brother SHRAMIK 👏👏 It's Your Prayer before the Lord and We are thankful to you 🙏🙏 Thanks for watching and loving US ❤️❤️🙏🙏 God bless you abundantly
Praise the Lord 🙏 Thank you very much Sir for this beautiful heart touching song with video clip about the Love of Christ 🤗🙏✝️🫂💪👐🙌🙌🙌 Lord i giving all glories and honour to You LORD by this song.🙌❤️✝️
DEAR brother JOHN ❤️❤️🙏🙏 We are PROUDLY THANKING YOU Really it's a God's grace and All Your Valuable Prayer support Always .... ପ୍ରଭୁଙ୍କ ଆଶିଷ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ 👍👍
Simply beautiful ! Thank you prasad sir for bringing this masterpiece heart touching song.This song touches me so deep in my soul.. May God bless the entire team for their hard work.. 👌❤👍
My loving brother DONTON ❤️❤️ I Pray to God that..... Wheather this Song May not Reach a MILLIONS VIEWS ......but it would be touched to FEW For their SALVATIONS ........…🙏🙏 Thanks for your valuable Compliments 👏👏👏👏
Amazing song, praise the Lord, really heart toching song, video and voice sam heart toching, very interesting outstanding. Sweet voice human sagar ,lyrics very interesting and intelligent man,.
Though we are incomplete, God loves us completely. Though we are imperfect, He loves us perfectly. Though we may feel lost and without compass, God's love encompasses us completely . Congratulations to the entire team for this beautiful video song !! classic composition, heart touching lyrics, mesmerizing voice!! Best wishes and lots of ❤️ ✝️
My Loving Big brother dear MAHESH Sir 🙏 🙏 🙏 🙏 🙏 It's a great Previllage and a great day for ALL OF US to HAVE YOU as well as get your very SPECIAL COMPLIMENTS 👏 👏 👏 👏 It's mean to a lot for All of US Because you are an important Person We love and respect ....... I wish on behalf of all..... May God bless you always and BLESS YOU and Your MINISTRY 👍👍
🙏🙏 LENT SEASONS 🙏🙏
BE RIGHTEOUS
ଆଜିବି ଶୁଭୁଚି କାଲବରି ଚୁଳେ...
କୃଷ ଯାତନା ର ଏହି ପ୍ରସ୍ତୁତ ଗୀତଟି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଜୀବନୀ ର ସତ୍ୟ ଘଟଣବଳୀର ଦୃଷ୍ଟାନ୍ତ ଉପସ୍ଥାପନ କରିବା ସହିତ ପ୍ରଭୁ ଯୀଶୁଙ୍କ ଜାତନା ର ରହସ୍ୟକୁ ପ୍ରକାଶ କରେ
ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ନିଜେ ମାନବ ଜାତିକୁ ପରିତ୍ରାଣ ଦେବା ନିମନ୍ତେ ମାନବ ରୂପରେ ଆସିଲେ, କିନ୍ତୁ ସେହିଦିନ ଫାରୁସି ସାଧୁକୀ ତଥା ସମସ୍ତ ମାନବ ଜାତି ତାଙ୍କୁ ଈଶ୍ବରଙ୍କ ପୁତ୍ର ତଥା ପ୍ରଭୁ ରୂପରେ ଗ୍ରହଣ କଲେ ନାହିଁ। ଏବଂ ପରିଶେଷରେ କୃଷବିଧ କରାଇ ତାହାଙ୍କୁ ମାରି ଦେଇଥିଲେ ।
ସେତେବେଳେ ଯେପରି ଇଶ୍ବରଙ୍କ ବାକ୍ୟର ପ୍ରକୃତ ଅର୍ଥ ଏହି ପ୍ରାଚୀନ ମାନଙ୍କ ହୃଦୟରେ ମରିଯାଇ ଥିଲା, ସେହିପରି ଏହି ବାକ୍ୟ ଆଜି ମଧ୍ୟ ଆମ ମନୁଷ୍ୟ ଜାତି ଭିତରେ ମରି ଯାଇ ଅଛି | ଏବଂ ଆଜିବି ଖ୍ରୀଷ୍ଟଙ୍କୁ ଆମ୍ଭେମାନେ କ୍ରୁଶବିଦ୍ଧ ହେବା ନିମନ୍ତେ କୃଷରେ ଠେଲି ଦେଇ ଆମ୍ଭମାନଙ୍କ ହୃଦୟକୁ କଠିନ କରୁଅଛୁ ।
ତଥାପି, ଈଶ୍ବରଙ୍କ ବାକ୍ୟ ଏଠାରେ ଶେଷ ହୁଏ ନାହିଁ, କାରଣ ଯେଉଁ ମାନେ ସରଳ, ନମ୍ର ଏବଂ ବିଶ୍ୱସ୍ତ ହୃଦୟରେ ଈଶ୍ବରଙ୍କ ଜୀବନ୍ତ ବାକ୍ୟକୁ ପାଳନ କରି ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ସ୍ଥିର ରହିବେ ସେମାନେ କେବଳ ପରିତ୍ରାଣ ପାଇବେ ।
ସମସ୍ତଙ୍କୁ ଆମର ବିନମ୍ର ପ୍ରାର୍ଥନା ଯେ ...
ପ୍ରଭୁ ଯୀଶୁଙ୍କ ସେହି କୃଶ ଜାତନାର ରହସ୍ୟ କୁ ହୃଦୟଙ୍ଗମ କରି ଅନୂତପ୍ତ ହୋଇ ରୋଦନ କରୁ ଏବଂ ଆତ୍ମାରେ ପ୍ରସ୍ତୁତ ହୋଇ ପ୍ରାର୍ଥନାରେ ଜାଗ୍ରତ ରହୁ ।
ଏହି କୃଷାର୍ପିତ ଗୀତଟି କେବଳ ପ୍ରଭୁଙ୍କ ଗୌରବ ମହିମା ନିମନ୍ତେ ପ୍ରସ୍ତୁତ ଅଟେ ଓ ଆମ Channel ର ମୁଖ୍ୟ ଉଦ୍ଧେଶ୍ୟ ଯେ ଗୀତ ଗୁଡିକ ଅପହଞ୍ଚ ସ୍ଥାନ ମାନଙ୍କୁ ପହଞ୍ଚୁ
ଏଣୁ ଦୟାକରି ଅନ୍ତତ ଜଣକୁ SHARE କରି ପ୍ରଭୁଙ୍କୁ ଗୌରବ ଦିଅନ୍ତୁ ଧନ୍ୟବାଦ
🙏🙏
Really sir
=
Glory to God
ପ୍ରଭୂ ଯୀଶୁଙ୍କ କ୍ରୁଶୀୟ ପ୍ରେମ କୁ ସ୍ମରଣ କରି ପ୍ରସ୍ତୁତ ହୋଇଥିବା ଗୀତ ଟି ଭାରୀ ହୃଦୟ ସ୍ପର୍ଶୀ ହୋଇଛି ।
ବିଶେଷ କରି ପ୍ରସାଦ ନନା ଆପଣଙ୍କ ସ୍ୱର ସଂଯୋଜନା ରେ ଯୁଗଳ ଆଜ୍ଞାଙ୍କ ଗୀତ ରଚନା ଅତ୍ୟନ୍ତ ଅର୍ଥପୂର୍ଣ୍ଣ ହୋଇଛି ଶୁଣି ଭାରି ଭଲ ଲାଗିଲା । ଗୀତଟି ବହୁଳ ଭାବେ ଲୋକ ପ୍ରିୟ ହେବ ବୋଲି ଆଶା କରେ ।
Sishir ନନା ବହୁତ ସୁନ୍ଦର ହୋଇଛି videography you looking very smart.
May the Lord Jesus Christ bless you all the team members who are involved for making this song.
With lots of love
Bro.Jeebit Pani
Hallelujah ❤️🙏
ସଦା ପ୍ରଭୁଙ୍କ ଚରଣ ତଳେ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିବା ସହିତ ମୋ ପ୍ରିୟ ଭାଇ ଜୀବିତ ..........
ଆମେ ହୃଦୟ ପୂର୍ଣ୍ଣ ଧନ୍ୟବାଦ୍ ଜଣାଉଛୁ.......
ପ୍ରକୃତରେ ଆମେ ଆଶିର୍ବାଦ ପ୍ରାପ୍ତ ଅଟୁ ସୁନ୍ଦର ମତାମତ ଏବଂ ପ୍ରାର୍ଥନା ପାଇଁ......👏👏👏👏
ପ୍ରଭୂ ସର୍ବଦା ତୁମ ପରିବାର ର ସହବର୍ତୀ ହୁଅନ୍ତୁ
ଆମେନ୍
ଇଶ୍ୱରଙ୍କ ପ୍ରଶଂସା ହେଉ 🙏 ଖୁବ୍ ସୁନ୍ଦର, ଭାବାତ୍ମକ ଓ ହୃଦୟସ୍ପର୍ଶୀ ଲେଖା ଏବଂ ତା ସହିତ ତାର ସ୍ୱର ସଂଯୋଜନା ସାଙ୍ଗକୁ ଲେଖାକୁ ସାଜିଲା ଭଳୀ ଦରଦୀ ଭରା କଣ୍ଠ🙏 ଇଶ୍ୱର ଆପଣ ସମସ୍ତଙ୍କୁ ବହୁଳ ଭାବରେ ଆଶିର୍ବାଦ କରି ଏ , chennal କୁ ମଧ୍ୟ ଆହୁରି ତାଙ୍କ ଗୌରବ ପାଇଁ ବ୍ୟବହାର କରନ୍ତୁ 🙏
ମୋ ପ୍ରିୟ ଭଊଣି ମମତା ..... 👏👏👏👏
ଆପଣଙ୍କ ନାମ ଯେମିତି....... ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ମମତା ମଧ୍ୟ ତଦୃପ ଅଟେ.......
ପରମେଶ୍ଵର ଆପଣଙ୍କ ବହୁମୂଲ୍ୟ ମତାମତ ରେ ସନ୍ତୁଷ୍ଟ ହୋଇ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ ❤️❤️🙏🙏
ସର୍ବ ପ୍ରଥମେ ଆମ୍ଭ ମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ପ୍ରସାଦ ଲିମ୍ମା ଆଜ୍ଞାଙ୍କୁ ହୃଦୟରୁ ଆନ୍ତରିକ କୃତଜ୍ଞତା ଜ୍ଞାପନ କରେ। ଖ୍ରୀଷ୍ଟୀୟ ଶ୍ରୋତା ମଣ୍ଡଳୀକୁ ଗୋଟିଏ ପରେ ଗୋଟିଏ ନୂଆ ନୂଆ ମନଛୁଆଁ ଓ ହୃଦୟସ୍ପର୍ଶୀ ଗୀତ ଗୁଡିକ ଭେଟି ଦେଉଥିବା ସକାଶେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପ୍ରସାଦ ଲିମ୍ମା ଆଜ୍ଞାଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ। ଗୀତଟି ବାସ୍ତବରେ ହୃଦୟକୁ ଅଧିକ ମାତ୍ରାରେ ସ୍ପର୍ଶ କରୁଛି । ଗୀତର ଲେଖା ଓ ସ୍ୱର ସଂଯୋଜନା ଚମତ୍କାର ଲାଗୁଛି। ହ୍ୟୁମାନ ସାଗରଙ୍କ କଣ୍ଠରେ ଗୀତଟି ଅତ୍ୟନ୍ତ ଶ୍ରୁତି ମଧୁର ଲାଗୁଛି। ବାସ୍ତବରେ ଦେଖିବାକୁ ଗଲେ ଗୀତଟି ଅତ୍ୟନ୍ତ ମନୋମୁଗ୍ଧକର ଓ ଉଚ୍ଚ କୋଟୀର ହୋଇଛି। ଏହି ଗୀତ ମାଧ୍ୟମରେ ପ୍ରଭୁଙ୍କର ଗୌରବ ହେଉ। Entire Team କୁ ପ୍ରଭୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ। ଆସୁ ଏହି ଗୀତ ଶୁଣୁ ଶୁଣୁ ଯୀଶୁଙ୍କର ସେହି କ୍ରୁଶୀୟ ଯନ୍ତ୍ରଣା କୁ ସ୍ମରଣ କରି ନିଜ ନିଜ ଜୀବନକୁ ତାଙ୍କ ଠାରେ ସମର୍ପଣ କରିବା ଓ ତାଙ୍କ ବାକ୍ୟ ଅନୁସାରେ ଜୀବନ ବିତାଇବାକୁ ଯତ୍ନବାନ ହେବା। ଧନ୍ୟବାଦ। God's Name Be Glorified Though This Heart Touching Song.
ପ୍ରଭୁଙ୍କ ଅସୀମ ଦୟା ପ୍ରେମ ଶାନ୍ତି ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ ......... ମୋ ପ୍ରିୟ ଅମିତ୍ ଭାଈ ❤️❤️
ଏହି ସୁନ୍ଦର ଦିନରେ ପରମେଶ୍ବରଙ୍କ ସାନିଧ୍ୟ ରେ ଏହି ସୁନ୍ଦର କାମନା କରେ......
କାରଣ ଆପଣ ମଧ୍ୟ ଆପଣଙ୍କ ଅମ୍ଳାନ ଚେଷ୍ଟା ଦ୍ଵାରା ପରମେଶ୍ବରଙ୍କ ଗୌରବ ର କାରଣ ହୋଇ ଆସୁଛନ୍ତି ଏହାର ପୁରସ୍କାର ଯଥେଷ୍ଟ ରହିଅଛି
👏👏👏
Really I am SOOOOOO BLESSED to have Your Blessingfull Compliments......
THANK YOU
GOD BLESS YOU
Amen 🙏🙏
Amen and amen 🙏
Praise the Lord.
ବହୁତ ସୁନ୍ଦର ଗୀତ ହେଇଛି ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ 👍👍👍
Hallelujah hallelujah and hallelujah
🌹🌹🌹🌹🌹
ବହୁତ ବହୁତ ଧନ୍ୟବାଦ୍.......
ଆପଣଙ୍କ ବହୁମୂଲ୍ୟ ପ୍ରେମ ଓ ମତାମତ ପାଇଁ ...... ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛୁ
👏👏👏👏👏👏👏👏
କେତେ ଦିନ ରୁ ଗୀତ ଟିକୁ ଶୁଣିବି ବୋଲି ଅପେକ୍ଷା କରିଥିଲି.... ଆଜି ଶୁଣିଲି... Lyrics ବହୁତ ସୁନ୍ଦର ହେଇଛି..... Praise the Lord.....
ବହୁତ ବହୁତ ଧନ୍ୟବାଦ୍ ଜଣାଉଛୁ 🙏🙏
ଆପଣଙ୍କ ବହୁମୂଲ୍ୟ ପ୍ରେମ ଓ ମତାମତ ପାଇଁ ଅଶେଷ କୃତଜ୍ଞତା ଜ୍ଞାପନ କରୁଛୁ 👏👏👏
Praise the lord Sir waiting this video
This was fulfilled by the prophet Jeremiah, who took the thirty pieces of silver that the children of Israel had set for them, and covered the land with darkness for twelve hours to three hours.
And about the space of three hours afterward Jesus cried out, and said, Eli, Eli, lama sabachthani?
That is, O my God, O my God, why hast thou forsaken me?
He gave his life for us on the cross,
Truly in this time of trouble we will surrender ourselves to the Lord //
The composition and music are beautifully executed,
Thank you couple for not knowing this beautiful song.
Thank you very much Bapi Bhai // Thank you Prasad Vaina // Thank you very much for your devotion singing Human Brother /
Praise the lord amiti prabhu nka sebare sabubele agaku badhantu dhanybad
ପ୍ରକୃତରେ ଆଶିର୍ବାଦ ଯୁକ୍ତ ମତାମତ ଅଟେ ମୋ ପ୍ରିୟ ଭଉଣୀ DULANA 👏👏👏👏
ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
ବହୁତ ସୁନ୍ଦର ଗୀତ ପ୍ରସାଦ ସାର
... Praise Lord
Selia ଭାଈ 👏👏👏
We Thank You with our Hearts
💕💕💕
Waiting⏳
Amen Prabhu tume kete mohan kete dukha kasta sahila😭😭😭 Prabhu🙏🙏🙏🙏🙏🙏🌹🌹❤️❤️❤️🌹🌹🌹🌹🌹🌹 I Love you Jesus Christ 🌹❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️ praise the lord 🙏amen🙏 halleluya ⛪
Thank You So So much for your valuable feedback
👏👏
God bless you too
Praise d lord ...beautiful heart touching song ..god blss ..
Praise the lord 🙏 Amen 😭😭 mo prabhu kete kasta paile 😭😭😭😭 he prabhu Jesus Christ mangala kara samastankara aji tuma pabitra bisrama bara Amen 🌹🌹❤️⛪
Thanks a Million dear loving SUNITA
👏👏👏👏
ସଦା ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ ଏବଂ ଆପଣଙ୍କୁ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ
🙏🙏🙏
ଅତି ହ୍ରୁଦୟ ସ୍ପର୍ଶୀ ମତାମତ ଏବଂ ପ୍ରେମ ପାଇଁ ଆମେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ
Hallelujah ❤️ praise the Lord ❤️ we Love u Jesus abba Jaan ❤️
Apana nka Geeta ra lekhaa jisu nka prema ku Anubhaba kareibare sakhyama hei thaye.. Sabubele.. Praise the Lord
Abram ଆଜ୍ଞା ନମସ୍କାର 🙏🙏
ବହୁତ ବହୁତ ଧନ୍ୟବାଦ୍
We are PROUDLY Thanking YOU
👏👏👏👏👏
Plz glorify God through your little and valuable effort ......
May God bless you abundantly
Sisir Dada many many congratulations ! My dad is so good
PRAISE God hallelujah ❤️❤️
ମୁଁ ପୁରା waiting ରେ ଅଛି 🙏🙏🙏🌹🌹🌹🌹💗💗💗💗ଆଜି ବି ଶୁଭୁଛି କାଲବରୀ chule
Wa Wa super sad song
ପ୍ରଭୁଙ୍କ ଗୌରବ ହେଉ। ଗୀତ ହୃଦୟ ସ୍ପର୍ଶୀ ହୋଇଛି। ଆପଣଙ୍କର ଏମିତି କୌଣସି ଗୀତ ନାହିଁ,ଯାହାକୁ ନ ଶୁଣି ଛାଡ଼ି ହେବ। ସତେ ଯେମିତି ସବୁ ଗୀତର ଲେଖାରେ ନିଜେ ପବିତ୍ର ଆତ୍ମା ପରିଚାଳନା କରନ୍ତି। ବହୁତ ସୁନ୍ଦର। ସର୍ବଦା ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ୍
ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ କରିବା ସହିତ ଆପଣଙ୍କୁ ପ୍ରଭୁଙ୍କ ଚରଣ ତଳେ ସମର୍ପଣ କରି ପ୍ରଭୁଙ୍କୁ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ 🙏🙏🙏
ଅତି ହ୍ରୁଦୟ ସ୍ପର୍ଶୀ ପ୍ରେମ ଏବଂ ମତାମତ ପାଇଁ ଆମେ ଆପଣଙ୍କ ଠାରେ ଧନ୍ୟବାଦୀ ଅଟୁ
ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍👍
Praise the lord 🙏🙏Really Very Heart Touching Song 😍Human Sagar Sir Bahut Sundar Bhabare Gaaichhanti 👏👏Bahut Sundar Geeta Hei Achhi 👍👍Jai Masih Ki
HEARTLY THANKS AND GRATITUDE TO YOU ......
Rajesh ଆଜ୍ଞା...... 👏👏👏👏👏
Really it's a TREMENDOUS FEELING.......🙏🙏
Evening is done by God's grace and All Your Valuable Prayer support ....
May God bless you and your family ❤️❤️
Praise the lord ...
I'm so blessed by hearing this kind of special song. The lyric, music, composition and arrangement is high qualities. The casting is also so natural. May God bless each one you.
We are PROUDLY THANKING YOU
👏👏👏👏👏
Really it's a God's grace and All Your Valuable Prayer support ....
🙏🙏
May God bless YOU TOO
Bahut sundar lekha sundar music sundar video jisunkar premara jantrana ku smarana kari ambhe papa pai anutatpa heba paribartanar a gita
Am realy happy, praise the Lord halleluya
We are also happy to Get your valuable feedback ❤️❤️🙏🙏
Thank You
Praise the lord. God bless you sir. Heart touching lyrics, nice composition. 👌
Rajika brother ❤️❤️🙏🙏
ସୁନ୍ଦର ମତାମତ ଦ୍ୱାରା ପରମେଶ୍ବର ଗୌରବ ପାଆନ୍ତୁ
ଲିମା ସାର ବହୁତ ବହୁତ ସୁନ୍ଦର ହୋଇଛି ଗୀତ praise the lord
Thanks for your valuable love and blessings 👏👏👏👏
praise the Lord super song very heart touching song
Thanks for your valuable Prayers and Responsibilities dear Loving Pastor 🙏🙏
ପ୍ରଭୁଯୀଶୁଙ୍କ ଗୌରବ ହେଉ ଏହି ସଙ୍ଗୀତ କରିବା ପ୍ରତ୍ୟେକଙ୍କୁ ପ୍ରଭୁ ପ୍ରଚୁର ଆଶୀର୍ବାଦ କରନ୍ତୁ
ରାଜକୁମାର ଆଜ୍ଞା ନମସ୍କାର 🙏🙏❤️❤️
ଆପଣଙ୍କ ବହୁମୂଲ୍ୟ ମତାମତ ନିଶ୍ଚୟ ପ୍ରଭୁଙ୍କୁ ଗୌରବ ଦେଇଛି ଏବଂ ଆମ୍ଭମାନଙ୍କୁ ଆଶିର୍ବାଦ ଆଣି ଦେଇଛି ........
ବହୁତ ବହୁତ ଧନ୍ୟବାଦ୍ ଆଜ୍ଞା
👏👏👏
Praise the lord . Very good composition and very good voice. Caught of......u r sing from all u r heart. Bro also lyric. Come is very good. When i listening in this song I litrely cried. really such a beautiful song. God bless u
Thanks a MILLION dear brother in Christ RANJAN .....
👏👏👏👏
This is called Loving LORD and Glorifing the Lord.......
It's Your love We accept and appreciate ...…
LOVE 💕 💕 💕 💕 YOU and Thank You ...... GOD BLESS YOU
Praise the Lord sir bahut arthapurna song amen
ବିଡ଼ିକା ଆଜ୍ଞା ନମସ୍କାର 🙏🙏❤️❤️
ସୁନ୍ଦର ଉତ୍ସାହିତ ପ୍ରେମ ଏବଂ ମତାମତ ରେ ପରମେଶ୍ବର ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏👏👏
Waiting this video 🙏✝️❤
ଯେଉଁ ଶାସ୍ତି ଓ କଷଣ ମୁ ପାପୀ ଅପରାଧୀ ନିମନ୍ତେ ରକ୍ଷିତ ଥିଲା
ହେ ଯୀଶୁ ତୁମେ ମୋହର ସେହି ଶାସ୍ତି ଓ କଷଣ କୃଶପରେ ଗଲଗଥାର ସେ ହୃଦୟ ବିଦାରକ ସ୍ଥାନକୁ ବୋହିନେଇଥିଲ ଯାହା ସେହି କୃଶର ଦୁଃଖଦ ଯାତ୍ରା ର ପ୍ରତିଟି କ୍ଷଣ ମୋ ନିମନ୍ତେ ଅଭୁଲା .ଆଜିବି ମୋର ଏହି ପାପେ ପୂର୍ଣ୍ଣ ନେତ୍ରରେ ସେହି ଦୃଶ୍ୟ ଖେଳିଉଠୁଛି । ବହୁତ୍ ବହୁତ୍ ଧନ୍ୟବାଦ୍ ପ୍ରସାଦ ଲିମା ସାର୍ ଆପଣଙ୍କ ଏହି ସୁନ୍ଦର୍ composition ପାଇଁ
ଏବଂ ଯୁଗଳ ସାରଙ୍କୁ ମଧ୍ୟ ଧନ୍ୟବାଦ୍ ଜଣାଏ ଏକ ଭିନ୍ନ ଧରଣର ଲେଖା ନିମନ୍ତେ ।ଶିଶିର ଲିମା sir ଆପଣଙ୍କ ସୁନ୍ଦର୍ ଅଭିନୟ ପାଇଁ ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। God bless you all ❤️
ପ୍ରକୃତରେ ଆପଣଙ୍କ ବହୁମୂଲ୍ୟ ମତାମତ ଏବଂ ଅନୁଚିନ୍ତା ଅନୁଯାୟୀ SALIM ଭାଇ........
ଈଶ୍ୱର ପ୍ରତ୍ୟେକ ବ୍ୟକ୍ତି...... ଆପଣ ଓ ମୋ ଏହିପରି ସମସ୍ତଙ୍କ ନିମନ୍ତେ ଶାସ୍ତି ଏବଂ କଷଣ ସହି ମୃତ୍ୟୁ ବରଣ କଲେ ....…
ସେହି ଈଶ୍ଵରଙ୍କ ଠାରେ ପ୍ରାର୍ଥନା କରୁକୁ ପ୍ରଭୁ ସମସ୍ତଙ୍କର ଜୀବନରେ ଆଶୀର୍ବାଦ ପ୍ରଦାନ କରନ୍ତୁ ଏବଂ ପରିତ୍ରାଣ ର ଜୀବନ ଦିଅନ୍ତୁ
🙏🙏🙏🙏🙏
Thank You SOOOOOO much
❤️ GOD BLESS YOU ❤️
Praise the Lord sir lyrics beautiful hrudaya bhara Gita
ସୁବୋଧ ଆଜ୍ଞା ନମସ୍କାର ❤️❤️🙏🙏
ବହୁତ ଆନନ୍ଦ ଲାଗିଲା.....👏👏
ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ
Praise the Lord. Really very heart touching song. Glory to be God👍❤️🙏God bless you all ✝️
କୃପାସିନ୍ଧୁ ଆଜ୍ଞା 🙏🙏🙏
ହୃଦୟ ଭରା ଧନ୍ୟବାଦ ଦେବା ସହିତ ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ ଯେ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ 👏👏👏👏
Praise the Lord Sir
Very Beautiful song for Good Friday really very heart touching song
Thanks for your So beautiful and blessingfull compliments Dear brother IPSIT........
👏👏👏👏👏👏👏👏
GOD BLESS YOU RICHLY
Praise the Lord 😇
Praise the Lord🙌🙌👏🏻👏🏻
Dear Loving Sisiter Suchitra
👏👏👏👏👏👏
Thanks a MILLION
NICE SONG SIR
Thanks for glorifying God through your beautiful Compliments Dear Sorojini 👏👏👏👏
God bless you mightyly 👍
Glory to God .It is really heart touching ❤️ Christian song..and giving peace.. 🙏🙏
Mihir ଆଜ୍ଞା ନମସ୍କାର ❤️❤️🙏🙏
Proudly Thanking YOU and Our Regards to you 👏👏👏👏
ଏହା ହିଁ ଆମ ପାଇଁ ବିରାଟ ACHEIVEMENT ଏବଂ ଆଶିର୍ବାଦ ।
ଅଶେଷ ଅଶେଷ ଧନ୍ୟବାଦ୍
This song shows the ultimate sacrifice, unconditional love and greatness of our saviour Lord Jesus Christ who pay the price for our sins with his every drop of holy blood❤️❤️
Thnq Lima sir for presenting such a remarkable song during this holy lent period. May this song be a blessed song for many🙏🙏
Praise the Lord🙏🙏
My brother in Christ TAITAS
We are PROUDLY THANKING YOU
👏👏👏👏👏
Really it's a God's grace and Always Your Valuable Prayer support ....
🙏🙏
May God bless YOU TOO through your success ❤️❤️
ଗୀତ ଲେଖି ୟୋଟବ୍ ସେଣ୍ଡ କରନ୍ତୁ
X- Lent, Outstanding, mind blowing compose,Limma sir. And Bapi bhaina
My loving brother ❤️❤️🙏🙏
It's an TREMENDOUS FEELING AND ALSO IT'S AN OUTSTANDING COMPLIMENTS 👏👏👏👏
Thanks a million
Very nice 👍
Thank you! Cheers!
Praise the Lord alleluya Amen
Very nice song Praise the lord,god bless you team
Sangeet ଭାଈ 👏👏👏👏
Thanks for watching and loving US
Sada prabhunka maha namara dhanyabada heu ki tankara bahumulya premaku ati sundar bhabare prasad lima sir geeta ku jibanta rupa deichanti. Jisunkara sehi rakta amara samasta papaku khyama kariba...apana samaste prabhunkara bahumulya prema ra geeta ku sunantu...
Thanks to prasad lima sir for this beautiful devotional song 🙏🙏🙏🙏🙏
OUR BELOVED JORDAN SIR
We are PROUDLY THANKING YOU
👏👏👏👏👏
Really WE ALL ARE BLESSED
it's Always God's grace and All Your Valuable Prayer support ....
🙏🙏
May God bless YOU and Your Family 👍👍👍
Praise the LORD. GOD bless you abundantly 🎊🎊🎊 brother sisir
May the almighty God JESUS CHRIST bless you and your family ❤️❤️🙏🙏
Praise the lord 🙏 hallelujah hallelujah 🙏❤❤❤
Praise the lord amen.. thank you (heart touching song)
Debilal brother ❤️❤️
May God be glorified through your lovely Compliments 👏👏👏
Praise the lord, Very beautiful song n voice
Susant brother ❤️❤️🙏🙏
Praise God and May God bless you abundantly
What a beautiful heart touching devotional song Prasad dada. Nice casting by Sisira dada, Love you all. May The Almighty God bless us abundantly.
My dear Loving Bapi da.....
ପ୍ରଭୁଙ୍କର ଗୌରବର ସୁନ୍ଦର ମତାମତ ପାଇ ଆମେ ଅତ୍ୟନ୍ତ ଆନନ୍ଦିତ ଓ ଧନ୍ୟବାଦୀ ଅଟୁ 👏👏
Really it's a God's grace and Always Your Valuable Prayer support babu ....
Love you and May God bless YOU
Praise the lord brother very beautiful song
Hallelujah ❤️❤️🙏🙏
Praise the lord sir 🙏 very nice &Beautiful composition song
Thanks for your valuable feedback and God bless you always ❤️❤️
My Lord.. I'm so great and lucky that such a loveable king like you in my life.
Hallelujah ❤️❤️🙏🙏 ALL GLORY HONOUR AND PRAISE TO THE LORD JESUS CHRIST
Praise the Lord
God bless you brother
very heart touching song
Thanks for your valuable love that We received from you ❤️❤️🙏🙏
It is the grace of God and all your blessings 👏👏👏👏
Praise the lord Amen thank you sir Jai mashi, very nice 👍 song
Jai Mashi ki 👏👏👏👏
Prabhuka dhanyabad Ho......
Thanks for watching and loving US
God bless you
Lima sir thank you Good song😍😍
press the lord..Amen... 🙏🙏🙏❤️
God bless you human Sagar sir.🤗😍
Biraj brother ❤️❤️🙏🙏
Thanks for your beautiful and So gorgeous compliments.....
God bless you richly 👍👍
@@PRASADLIMAMUSIC mot wlc sir🤗❤️❤️
Superb song Prasad bhai and congratulations to the entire team
THANKING You with our Hearts Bhaina 🙏🙏❤️❤️
Always love you for being with us and blessing US 👏👏👏
All the best Praise the lord Hallelujah
Jayanta ଭାଈ ଆମ ପାଖରେ କୌଣସି ଶବ୍ଦ ନାହିଁ ଆପଣଙ୍କୁ ଧନ୍ୟବାଦ୍ ଦେବା ପାଇଁ ❤️❤️🙏🙏
Thanks a lot
We were waiting for Baku to hear this song. Thank you very much for leaving the whole HUMAN SAGAR SWEET VOICE👍👍👍👍👍👍 lyrics super ✍️✍️✍️✍️✍️✍️PRASAD LIMA MUSIC SUPER 👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌👌
Pratyush ଭାଈ ନମସ୍କାର 🙏🙏❤️❤️
ଆପଣଙ୍କ ବହୁମୂଲ୍ୟ ମତାମତ ନିଶ୍ଚୟ ଆମ୍ଭମାନଙ୍କୁ ଉତ୍ସାହିତ କରିବା ସହିତ ଆଶିର୍ବାଦ ଆଣି ଦେଇଛି 👏👏👏
ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
Praise the Lord. Very nice
ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ କରିବା ସହିତ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ ଆଜ୍ଞା 🙏🙏❤️❤️
Very emotional Devotional song
Praise the Lord Amen
THANK You My dear Loving brother
Proud to be hear All This ❤️❤️🙏🙏
Praise God really beautiful song 🙏♥️
Wowww what a meaningful lyrics sir beautiful composition music.... Praise the lord by this wonderful song TQ sir TQ your team members..... 💕💕💕💕💕💕💕💕
Thanks a lot dear Loving Sisiter Sunemi 💕💕💕💕💕
We are PROUDLY THANKING YOU
👏👏👏👏👏
Really it's a God's grace and All Your Valuable Prayer support ....
🙏🙏
ପ୍ରଭୂ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
What a blessed song ! Really heart touching lyrics, composition and singing.... God bless you more n more sir.. 🙏
Salman ଭାଈ 👏👏👏👏
ଆପଣଙ୍କ ବହୁମୂଲ୍ୟ ପ୍ରେମ ଏବଂ ମତାମତ ପାଇଁ ଆପଣଙ୍କ ଠାରେ ଆମେ ରୁଣି ଅଟୁ 🙏🙏🙏
ଆମ ସମସ୍ତଙ୍କ ପ୍ରାର୍ଥନା ଯେ ପ୍ରଭୁ ଆପଣଙ୍କୁ ସର୍ବଦା ତାଙ୍କ ସାନିଧ୍ୟ ରେ ରଖି ସର୍ବଦା ଆଶିର୍ବାଦ କରନ୍ତୁ 👍👍
Praise the Lord very nice beautiful heart touching song
ସଞ୍ଜୟ ଆଜ୍ଞା ....❤️🙏
ଆପଣଙ୍କ ବହୁମୂଲ୍ୟ ମତାମତ ପ୍ରଭୁଙ୍କ ପବିତ୍ର ଚରଣ ତଳେ ଅର୍ପଣ କରେ .......
May the almighty Lord Jesus bless you abundantly 👏👏
AT FIRST I PRAY TO OUR TRUE GOD PLESE FORGIVE ME LORD I AM A SINER LORD YOU ARE DIE FOR US LORD ,HOW TO WE GIVE U YOUR TRUE LOVES VALUE . PLS FORGIVS US LORD AND PLS BLESS VERY MUCH OUR LIMA SIR FOR UR PRAISING LORD JESUS CHRIST AND PROVIDE HIM AND FULFILL HIS AIM , AMBITION FOR YOUR WORK. AAMEN. PRAISE THE LORD SIR ACHUALLY YOU ARE WORKING HARD FOR OUR TRUE GOD. AND REALLY THIS SONG IS VERY MUCH WORKED IN THIS SESON AND ALL ODISHA WILL REPENT, WHEN THIS SONG WILL HEAR. THANK YOU VERY MUCH SIR FOR THIS BEAUTYFUL SONG. PRAISE THE LORD ..
🙏 ALL ODISHA CHRISTIANS SHOULD LISTEN AND REPENT 🙏
We are PROUDLY THANKING YOU
OUR LOVING BROTHER PRAFULLA ....
👏👏👏👏👏
Really it's all by God's grace and All Your Valuable Prayer support ....
May God bless YOU and Family
Praise the lord super song 🙏🙏🙏 god bless you 🙏🙏🙏
Thanks a million times 👏👏👏
GOD bless you abundantly
Really he is great lord 🙏🙏.... Glory to God...nd lyrics is really heart touching... God bless you abundantly....
DEAR LOVING BHAKTILATA
👏👏👏👏👏👏👏👏
WE ARE BLESSED
And Proudly Thanking YOU
ଆପଣଙ୍କ ବହୁମୂଲ୍ୟ ପ୍ରେମ ଓ ମତାମତ ପାଇଁ ଆମ Team ତତଫରୁ ଧନ୍ୟବାଦ ସହ କୃତଜ୍ଞତା ଜ୍ଞାପନ କରୁଛୁ
ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ
Praise the Lord very nice song & very nice music and so nice voice God bless you.
Our dear brother Ranjeet 🙏🙏❤️❤️
Proudly Thanking YOU
With Our HEART
ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିବା ସହିତ ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
👏 👏👏👏
I thank entire team of Prasad Lima for this song. Really very nice 👍 song. May God bless you.
ACSM.....
It's a tremendous Feeling and We
Proudly Thanking YOU
ଆପଣଙ୍କ ବହୁମୂଲ୍ୟ ପ୍ରେମ ଓ ମତାମତ ଆମ ପାଇଁ ଆଶିର୍ବାଦ ଓ ଅଶେଷ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରୁଛୁ 👏👏👏
Glory be to God. Congratulations what a blessed song on blessed Sunday. It's really heart touching nd giving peace. music and lyrics, composition just amazing. God bless you all entire team members
We are PROUDLY THANKING YOU DEAR BROTHER AJIT.......
👏👏👏👏👏
REALLY I AM BLESSED
it's a God's grace and All Your Valuable Prayer support ....
🙏🙏
May God bless YOU ABOUNDENTLY
Beautiful song...👌🙂best gift for society...everything was excellent...
Our almighty God is with u sir...🙏🙂
Suraj brother ❤️❤️🙏🙏
Your good wishes are Our grate ACHEIVEMENT 👏👏👏
God bless you
@@PRASADLIMAMUSIC 🙏😊
praise the lord lima bhai great composition and special thank brother human sagar
ପ୍ରଭୁଙ୍କ ପବିତ୍ର ନାମର ଧନ୍ୟବାଦ୍ କରିବା ସହିତ ଆପଣଙ୍କୁ ଅଶେଷ ଧନ୍ୟବାଦ ଜ୍ଞାପନ କରୁ .....
👏👏👏👏👏
ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ଵାରା
ପରମେଶ୍ବରଙ୍କ ଗୌରବ ହେଉ
🙏🙏
Praise the lord
ସୁନ୍ଦର ଅତି ସୁନ୍ଦର ପ୍ରଭୁ ତୁମ ସମସ୍ତଙ୍କୁ ଆଶ୍ରିବାଦ କରନ୍ତୁ l
ପ୍ରଭୁ ଆପଣଙ୍କୁ ମଧ୍ୟ ବହୁଳ ଭାବରେ ଆଶିର୍ବାଦ କରନ୍ତୁ Pramod Bhai ❤️❤️🙏🙏
Praise the LORD brother 🙏🙏🙏
Very beautiful song brother 🙏❤👌
God bless you brother 🙏🙌✝️
Thanks for your SOOOOOO CUTE COMPLIMENTS ❤️❤️🙏🙏
Praise the lord beautiful and meaningful song
Thanks for your valuable love through this beautiful compliments ❤️❤️🙏🙏
Soooooo beautiful song...heartouching 👍👍👍🥳🥳
Thank you Human sir praise the lord
Praise the Lord 🙏🏻 God bless you
Santosh ଭାଈ ❤️❤️🙏🙏
ପ୍ରଭୁ ଆପଣଙ୍କୁ ବହୁଳ ଭାବରେ ଆଶିର୍ବାଦ କରନ୍ତୁ
Thank you so much 🙏🏻
🙏🏻🙏🏻🙏🏻
Good Friday Gita tie bahut sundar heichhi 👍👍❤
God bless you everyone prasad lima sir 🙏🙏🙏
SALMAN ଭାଈ.......
ଆଶିର୍ବାଦ ପ୍ରାପ୍ତ ମନ୍ତବ୍ୟ ପାଇଁ ଅଶେଷ ଅଶେଷ ଧନ୍ୟବାଦ୍ ଜଣାଉଛୁ 👏👏👏👏
God bless you abundantly
One of the so beautiful lyrics and music about Crucified of the Jesus Christ for us on the Cross for his greatest Love.🙏🙏🙏🙏Amen🙏🙏🙏
My loving brother SHRAMIK 👏👏
It's Your Prayer before the Lord and We are thankful to you 🙏🙏
Thanks for watching and loving US ❤️❤️🙏🙏
God bless you abundantly
Prai tha lord 🙏🙏🙏🙏😭😭 super sang 😭😭😭
Praise the LORD.very heart touching song
Hallelujah ସୁମନ୍ତ ଭାଈ 👏👏👏👏
ପ୍ରଭୁଙ୍କ ଅସୀମ ଦୟା ଆପଣଙ୍କ ଉପରେ ବର୍ତ୍ତୁ
👍👍
Praise the lord amen god bless you sir
Very nice song heart touching song 🙏🙏.
Dear Jospina ❤️❤️🙏🙏
Always blessed with your valuable love and prayers support
👏👏👏👏👏👏👏👏👏👏👏👏
Praise the Lord 🙏
Thank you very much Sir for this beautiful heart touching song with video clip about the Love of Christ 🤗🙏✝️🫂💪👐🙌🙌🙌 Lord i giving all glories and honour to You LORD by this song.🙌❤️✝️
DEAR brother JOHN ❤️❤️🙏🙏
We are PROUDLY THANKING YOU
Really it's a God's grace and All Your Valuable Prayer support Always ....
ପ୍ରଭୁଙ୍କ ଆଶିଷ ଆପଣଙ୍କ ଉପରେ ସର୍ବଦା ବର୍ତ୍ତୁ
👍👍
ସତରେ ବହୁତ ଦର୍ଦଭରି ଗୀତ ସମସ୍ତଙ୍କ ମନକୁ ସ୍ପର୍ଶ କରୁ
ଆପଣଙ୍କ ବହୁମୂଲ୍ୟ ମତାମତ ଦ୍ଵାରା ପରମେଶ୍ବରଙ୍କ ଗୌରବ ହେଉ ଏବଂ ଅନେକ ଖାଲି ଗୀତ ନ ଶୁଣି ପ୍ରଭୁଙ୍କ ସାନିଧ୍ୟ ମଧ୍ୟ ଲାଭ କରନ୍ତୁ 👏👏👏👏
Thanks a lot Mantu ଆଜ୍ଞା
Really it is a heart touching song. I thank the entire team of prasad kumar Lima. May God bless you all. And may the people blessed by this song 🙌
ମୋ ପ୍ରିୟ ଭାଇ Samuel .....❤️❤️
ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ କରିବା ସହିତ ଆପଣଙ୍କୁ ପ୍ରଭୁଙ୍କ ଚରଣ ତଳେ ସମର୍ପଣ କରି ଆପଣଙ୍କୁ ଅଶେଷ ଧନ୍ୟବାଦ୍ ଜ୍ଞାପନ କରୁ 🙏🙏
ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶିର୍ବାଦ କରନ୍ତୁ 👍👍
Simply beautiful ! Thank you prasad sir for bringing this masterpiece heart touching song.This song touches me so deep in my soul.. May God bless the entire team for their hard work.. 👌❤👍
My loving brother DONTON ❤️❤️
I Pray to God that.....
Wheather this Song May not Reach a MILLIONS VIEWS ......but it would be touched to FEW For their SALVATIONS ........…🙏🙏
Thanks for your valuable Compliments 👏👏👏👏
Amazing song, praise the Lord, really heart toching song, video and voice sam heart toching, very interesting outstanding. Sweet voice human sagar ,lyrics very interesting and intelligent man,.
Dear Gamiel brother ❤️❤️🙏🙏
In the name of lord Jesus Christ....
I thank you and bless you 👏👏
Super, may lord bless u all. Praise the lord
Sunit ଭାଈ 👍👍🙏🙏
ପ୍ରଭୁଙ୍କର ମହାନ ନାମର ଧନ୍ୟବାଦ୍ ହେଉ
Very beautiful song and meaning full 👌👌👌
Praise the lord
Sir aponankara songs gudaka aways hits
ପ୍ରଭୁଙ୍କ ମହାନ ନାମର ଗୌରବ ହେଉ ମୋ ପ୍ରିୟ ଭାଈ Sunil.......🙏
Thanks a lot......👏👏
Though we are incomplete, God loves us completely. Though we are imperfect, He loves us perfectly. Though we may feel lost and without compass, God's love encompasses us completely . Congratulations to the entire team for this beautiful video song !! classic composition, heart touching lyrics, mesmerizing voice!! Best wishes and lots of ❤️ ✝️
My Loving Big brother
dear MAHESH Sir 🙏 🙏 🙏 🙏 🙏
It's a great Previllage and a great day for ALL OF US to HAVE YOU as well as get your very SPECIAL COMPLIMENTS 👏 👏 👏 👏
It's mean to a lot for All of US
Because you are an important Person We love and respect .......
I wish on behalf of all.....
May God bless you always and BLESS YOU and Your MINISTRY
👍👍
I am humbled by your kind words 🙏🙏 you are an inspiration for all emerging Christian Musicians ❤️❤️
Thank you sir new Christian song for
We are PROUDLY Thanking YOU
👏👏👏👏👏
Plz glorify God through your little and valuable effort ......
May God bless you abundantly
Praise the lord 🙏🙏🙏
Hallelujah ❤️❤️🙏🙏
ALL GLORY HONOUR AND PRAISE TO THE LORD JESUS CHRIST
Very nice song
God bless you
Praise the Lord Sir
Rocky brother 👏👏👏
Thanks for watching and loving US ❤️❤️🙏🙏
God bless you abundantly
Bahut sundar lekha composition bahut bhalo lagila gita sir god bless you and your family
Sraban ଭାଈ ❤️❤️🙏🙏
ଆପଣଙ୍କ ବହୁମୂଲ୍ୟ ପ୍ରେମ ଓ ମତାମତ ଆମ ପାଇଁ ଆଶିର୍ବାଦଅଟେ .......
ପ୍ରଭୁ ଆପଣଙ୍କୁ ଆଶିର୍ବାଦ କରନ୍ତୁ 👏👏👏