ପଥର ଗୃହରୁ ସକୁନିର ମୁକ୍ତି / Kolathia Mahabharat / Master Sanjaya Bisoyi / Odia Mahabharata Nataka

แชร์
ฝัง
  • เผยแพร่เมื่อ 16 ธ.ค. 2024

ความคิดเห็น •

  • @s2creation...126
    @s2creation...126 10 หลายเดือนก่อน +6

    ମୁଁ ଏହି କୋଳଥିଆ ଗ୍ରାମ ରେ ଜନ୍ମ ଗ୍ରହଣ କରି ମୁଁ ନିଜକୁ ଧନ୍ୟ ମନେ କରୁଛି😊😊 | କାହିଁକି ନା ଏପରି କଳା ଓ ସଂସ୍କୃତି କୁ ଦେଖୀ |❤❤❤❤❤

  • @rishipradhan419
    @rishipradhan419 10 หลายเดือนก่อน +3

    ମୁଁ ଯେତେ ବେଳେ ଛଟ ଟିଲେ ସେତେବେଳେ ଏହି କୋଳଥିଆ ଗ୍ରାମର ନାଟକ ବହୁତ୍ ଥର ଦେଖିଛି କିନ୍ତୁ ସମୟ କ୍ରମେ କିଛି ବର୍ଷ ନାଟକ ପରିବେଷଣ ବନ୍ଦ ହୋଇରହିଥିଲା କିନ୍ତୁ ଜଉ ଗାଁ ରେ କଳା କାର ମାନେ ଅଛନ୍ତି ସେ ବେକେ କଳା କୁ ଭୁଲିବେ ନାହିଁ ... ପୁଣି ଥରେ ପୁରୁଣା ନାଟକ କୁ ନୂଆ ରୂପରେ ଗଢି ତୋଳିଥିବା , କୋଳଥିଆ ଗ୍ରାମ ବାସୀ ଙ୍କୁ ଅନେକ ଅନେକ ଧନ୍ୟବାଦ 🙏 ସଞ୍ଜୟ ଆଜ୍ଞା... ଗଞ୍ଜାମ ଜିଲ୍ଲାରେ ନମ୍ବର୍ 1 ଶିକ୍ଷକ ❤

  • @Ranjitku9
    @Ranjitku9 6 หลายเดือนก่อน

    Very nice sakuni

  • @sagarpradhan3668
    @sagarpradhan3668 10 หลายเดือนก่อน +3

    Bhai.. au baaki video kebe asiba