ଗାଁରେ ପିମ୍ପୁଡ଼ି ଆତଙ୍କ, ଘରୁ ବାହାରି ପାରୁ ନାହାଁନ୍ତି ଲୋକେ | NandighoshaTV
ฝัง
- เผยแพร่เมื่อ 31 ม.ค. 2025
- ନାଲି ପିମ୍ପୁଡ଼ି କରୁଛନ୍ତି କଲବଲ । ବାଟରେ ଚଲାଇ ଦେଉ ନାହାଁନ୍ତି । ଘରୁ ବାହର କରି ଦେଉ ନାହାଁନ୍ତି । ରାସ୍ତାରେ ଚାଲିଲେ ରଟ କିନା କାମୁଡ଼ି ଦେଉଛନ୍ତି । ପିମ୍ପୁଡ଼ି ଭୟରେ ଆତଙ୍କୀତ ଗ୍ରାମବାସୀ ।
#NandighoshaTV #RedAnt #Pipili #AntFear
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
TH-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
hathw@y Channel No: 731
Ortel Channel No: 707
Videocon d2h Channel No: 840
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
ବନ୍ୟା କିମ୍ବା ଭୂମିକମ୍ପ ର ପୂର୍ବ ସୂଚନା ଏଇ ପିମ୍ପୁଡି ମାନେ ଦେଉଛନ୍ତି, ଏହାକୁ ହସମଜା ସହଜରେ ନେବା ଅନୁଚିତ 🤔👍👍
But 8 month haigala
Aama gaon re 1yr hei galani
Right
@@Funwithstoryzone. 😂😂🙏
Bala na
ପ୍ରାକୃତିକ ବିପର୍ଯୟ ର ଲକ୍ଷଣ ।ଆଗକୁ କିଛି ଅଘଟଣ ଘଟିବ ।ଜୟ ଜଗନ୍ନାଥ 🙏
ଖାଦ୍ୟ ଅଭାବ ପଡିବ
ଏତେ ପିମ୍ପୁଡି ଆଶ୍ଚର୍ଯ୍ୟ କଥା କିନ୍ତୁ ଲୋକମାନେ ପିମ୍ପୁଡି ଓଷଧ ନପକେଇ ଗାଁ ରୁ ପଳେଇବାକୁ ବାହାରୁଛନ୍ତି ଆହୁରି ଆଶ୍ଚର୍ଯ୍ୟ କଥା
ଘର ସବୁକୁ ଓ ଗାଁ ଚାରିପାଖ ଭଲ ଭାବରେ ପରିଷ୍କାର କର..ଅଳିଆ ଆବର୍ଜନା ସବୁ କୁ ପୋଡି ଦିଅ..ଖଳା ଅଗଣା ରେ ଗୋବର ଲେପନ କର.. କୀଟନାଶକ ସିଞ୍ଚନ କର.. କିଛି ତ କର.. ଖାଲି ଅଭିଯୋଗ କଲେ କଣ ହବ..
Ek daum thik kahile aapana ✅
Right
Right
kemiti janike ki kichii karinahanti boli...bahut kichhi karithibe parileni boli kahuthibe...
ଦୟାକରି ଆବର୍ଜନାକୁ ପୋଡ଼ା ନାହିଁ, ସେଗୁଡିକୁ recycle କରାଯାଉ, ଆଉ ସରକାର ୧ଟଙ୍କିଆ ଚାଉଳ ଛାଡି plastic recycling plant ତିଆରି କରନ୍ତୁ। ପ୍ରତି ଜିଲ୍ଲାରେ ଅତିକମରେ ୩ ଟି plant hau
ପିମ୍ପୁଡ଼ି ଆସିଲେ କେଉଁଠାରୁ ଯଦି ଗାତରୁ ତାହେଲେ ଭୁମିକମ୍ଫ ହେବାର ସମ୍ଭାବନା ରହିଛି କାରଣ ଗାତରେ ଥିବା ଜନ୍ତୁ ପ୍ରଥମେ ଜାଣନ୍ତି ଏବଂ ବାହାର କୁ ଆସି ଥାନ୍ତି।
Ebe sandha, gai goru bi baharibe
କୁର୍କୁଟି ହୋ କୁର୍କୁଟି ଧରକି ଏକାଠ କର ସିଳରେ ବାଟି ଲଂକା ଲୁଣ ମିସାଇ ପଖାଳ ସହିତ ଖାଅ tasty ଲାଗିବେ
ଜୟ ପିମ୍ପୁଡ଼ି
ଘରକୁ ଯାଉନ ପଦାରେ ଠିଆ ହୋଇ ଗୋଡ ବାଡୋଉଛ କାହିଁ...
🤣😂
Kuha Heithiba ...Khali Sei VideoTa Dekhousanti
Shooting chalichii sarele jibe😂😂😂😂🤦🤦🤦🤦
😂😂😂😂😂😂😂tame na satare😂😂
Newz ଅପେକ୍ଷା କମେଣ୍ଟ ପଢ଼ିବାରେ ବେଶି ମଜା ଲାଗୁଚି
Right
ଜୟ ଶ୍ରୀ ରାମ
ଆମ ଗାଁ ରେ ପ୍ରବଳ ସଁବାଳୁଆ ଆଉ ତେଲୁଣୀ ପୋକ...
Reporter ଭାଇ ଦୟାକରି ଆମ ଗାଁ କୁ ଆସିକି ଆମ problem ଟିକେ ବୁଝନ୍ତୁ..
Ama ଗାଁ ରେ
Malika bachan sata haba ku jauchhi
😆😆😆🐛🐛
Sambaaluaa Salu Balu Prajapati Furrr.... 😂😂😂
Right right sis
Kalijuga ,Sabu bhagabana nka icha,jai Jagannath 🙏🙏
ମାଳିକା ସତର୍କ ସୂଚନା ଦେଉଛି ଆଗକୁ କଣ ସବୁ ହବ ଏ ସବୁ ତାର ପୂର୍ବ ସୂଚନା ଦେଉଛନ୍ତି।
Agaku taa maipa bia re pimpudi pasibe
ମୋ ମତରେ ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ପାଖରେ ଶରଣ ପସନ୍ତୁ ସମାଧାନ ହୋଇଯିବ.
କଳି ଯୁଗ ସମାପ୍ତ ହୋଇ ଆସୁଛି ର ଲକ୍ଷଣ ଅଟେ.
ଜୟ ଜଗନ୍ନାଥ ଶରଣ...
ଅଚୁତ ଶରଣ
ପଞ୍ଚସଖା ଶରଣ
ଘୋର କଳିକାଳ
ଜୟ ଜଗନ୍ନାଥ🙏
ତମ ଗାଁ କିଏ ଜଣେ ପିମ୍ପୁଡି ହତ୍ୟା କରିଛି ତା ବଦଲା ନେବା ପାଇଁ ସବୁ ଏକାଠି ହୋଇଛନ୍ତି 😄😄😄😄
Hmmri8t😂😂😂😂😂
😂😂😂😂
ସେ ଇଂରେଜିଆ ପିଲା କୁ ପ୍ୟାଂଟ ଖୋଲିକି ଗାଁ ରେ ବସେଇ ଦିଅ ତା ପରେ ତା ମୁରୁକି ହସା ଓ ଇଂରାଜୀ ଭାଷା ଦୁଇଟି ଯାକ ଛାଡିଯିବ ।
🤣🤣🤣🤣 hahaha 😆
Right
😂😂😂
ଭଲ ପରାମର୍ଶ,ଆମ ମିଠା ଓଡିଆ ଭାଷା ଛାଡି ଇଂରାଜୀ ଚୋବଉ ଥିବା ଲୋକ ପାଇଁ ଏଇ ଚିକିତ୍ସା ଠିକ୍ ହେବ😉👍😁
ଡାକ୍ତର ବାବୁ ୟୁକ୍ରେନ ଯାଅ ସୁବିଧାରେ ରହିବ
Tuma gaon re 🚩Bhagaban nku prarthana karunaha 🙏🏼jagannath nku dakantu kripa miliba
ବିଜ୍ଞାନୀ କିଛି କରି ପାରିବ ନାହିଁ ।ଆଗକୁ ଦେଖି ଚାଲ ଆଉ କଣ କଣ ସବୁ ଘଟୁଛି। ଜଳ ମଗ୍ନ ହେବ ସାରା ଜଗତ ।ତେଣୁ ଜଗତର ନାଥ ଜଗନ୍ନାଥ ଶ୍ରୀକ୍ଷେତ୍ର ଧାମରେ ଏ ସୂଚନା ଦେଲେଣି ପିମ୍ପୁଡ଼ି । ଆଗକୁ ଆହୁରି ମୂଷା,କୁକୁର,ବିଲୁଆ,ସାପ,ବେଙ୍ଗ,ପକ୍ଷୀ ଆଦି ମାନଙ୍କ କାଣ୍ଡ କାରନାମା ପଦାକୁ ଆସିବ।
Tk besi negative hai gala ma😃😃
@@gouravkumbhar1951 ତୁମ କଥା ରେ ଯଦି ସବୁ ମିଛ ଲାଗୁଛି ତାହେଲେ କ'ଣ ମାଳିକା ମିଛ, ଗୁପ୍ତ ରେ ରହିଥିବା ସାଧୁସନ୍ଥମାନେ କ'ଣ ମିଛ, ଆଉ କେଇଟା ଦିନ ରେ କହିବ ଭଗବାନ ବି ମିଛ! ତମ ଭାବିଲେ ସତ ଟା ମିଛ ହେଇ ପାରିବନି ନା। ମଣିଷ ଜନ୍ମ ନେଇଛି ମାନେ ତାକୁ ଏ ଦୁନିଆ ରୁ ଦିନେ ନା ଦିନେ ଯିବାପାଇଁ ପଡିବ ନା ! ଏସବୁ ତମମାନଙ୍କ ଅତିରିକ୍ତ ଭାବନା ଛଡ଼ା ଆଉ କିଛି ନାହିଁ।
@@Supriya002ଦେଖନ୍ତୁ ସେ ଗାଁ ଟା ଜଉ ଯାଗରେ ରହିଛି ପିମ୍ପୁଡ଼ି ଆସିବା ସ୍ୱୋଭାବିକ। ଯେପର୍ଯ୍ୟନ୍ତ ପୃଥିବୀର 70% ଜାଗାରେ ଏ ଘଟଣା ନ ଘଟିଛି, ଆମେ କହିପାରିବା ନାହିଁ ଯେ ଏହା ଗୋଟିଏ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ବଳି। ବୈଜ୍ଞାନିକ ମାନେ ନିରନ୍ତର ପ୍ରୟାସ କରିଚାଲିଛନ୍ତି ଏମିତି ପରିସ୍ଥିତିକୁ ସାମ୍ନା କରିବା ପାଇଁ। Negative ହୁଅ ନାହିଁ।
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବତୁ ମେ 🙏🏻
କଳିଯୁଗ ଖତମ ହେବା ହୋ.... ଆଉ ବେଶୀ ସମୟ ନାହିଁ । ମଣିଷ ମାନେ ଜୀବ ଜନ୍ତୁ ,ପଶୁ ପକ୍ଷୀଙ୍କୁ, ହୋଇରାଣ କରୁଥିଲେ ଏବେ ତାଙ୍କ ପାଲି ଆସି ଜାଇଛି.... ଜୟ ଜଗନ୍ନାଥ 🙏🙏🙏
Sabu sei kaliara khela 😀🙏 Jay jagannath 🙏 💐 🪔
News ରେ ଆସିବା ପାଁଇ ବାହାରେ ଗୋଡ ଵାଡ଼ଉଚ
🤣ଜଣକ ଘର ଦେଖେଇ ଗାଁ ସାରା କଥା କହୁଛି ମିଡ଼ିଆ 🤣🤣🤣🤣
😁😂😂😂
ସରକାର କେ 1 କୋଟି ମାଗ ଆରୁ ପିପୁଡି କୁ ଗାଁ ରୁ ବାହାର କର ଆରୁ ଅଧା ଟଙ୍କା ନିଜେ ରଖ
🤭
🤣🤣🤣🤣🤣
Bhai Govt. Tanka fever b kahaku debeni au 1crore ta Swapan re bhabiba b bhul haba bothe 😒😂😂😂
Ea bhai jane chalak loka ete chalak kuadu hela chota belu bodhe paisa khaiba chinta 😆🤭
ଗିମାସିନି ଗାଁ ସାରା ପକାନ୍ତୁ ଆପେ ଆପେ ଦୂର ସୋଇଯିବ
ମଣ୍ଡା ପିଠା କରି ସେଥିରେ ପିମ୍ପୁଡି ପୁର ଦେଇ ପଣା ପାଣି ଦେଇ ବଳେଇ ଦିଅନ୍ତୁ 🙏
ଏଇ ସବୁ ପିମ୍ପୁଡି ପାକିସ୍ତାନ ରୁ ଆସିଛନ୍ତି ବଧେ
ଛୋଟ ଜୀବ ବି ବହୁତ କିଛି କରିପାରେ 😄😄
ପିମ୍ପୁଡ଼ି ସହିତ ଭଲ ସାଙ୍ଗହଇ ରୁହ କାମୁଡି ବେ ନାହିଁ
🤣🤣🤣🤣😆
Kn majka karucha bhai
He prabhu 🙏🏽🙏🏽.
😢😢
🙏🏽🙏🏽
Jay jagannatha 🙏🙏🙏🙏
Aahuri aghatana ghatiba apakhya kara duniya sesa purbaru kichi nathiba aau manisha ra naam chhai 🙌🙏 jai jaganath 😊
କଳି ଯୁଗ ସେଷ ହୋଇଯାଉଛି ସାବଧାନ ହୁଅନ୍ତ
ଆମ ମୟୂରଭଞ୍ଜ ଜିଲ୍ଲାରେ ଏଗୁଡା କୁ କାଈ ପିମ୍ପୁଡ଼ି କହନ୍ତି।
ୟାଙ୍କୁ ଚକଟି ଚଟଣି କରି ଖାଇଲେ ବହୁତ୍ ଭଲ ଲାଗେ।
ଦେହ ପାଇଁ ଏହା ଉପଯୋଗୀ ବୋଲି ସ୍ଥାନୀୟ ଲୋକମାନେ କହନ୍ତି।
😠😡😖
Hn,,🤣🤣🤣
🤔🤔🤔ମନେ ପକ ସେ ପୁରୁଣା ଦିନକୁ..
Lakdown ସମୟରେ କରୋନା କୁ ଘଉଡ଼ାଇ ବା ପାଇଁ କେତେ ଏମିତି ପିମ୍ପୁଡି ମାରି ତାଙ୍କ ଘର ଭାଙ୍ଗି ଦେଇଥିଲେ
ଏବେ ତାର ପ୍ରତିଶୋଧ ଭୋଗିବାକୁ ପ୍ରସ୍ତୁତ ହୁଅ
☝️☝️☝️☝️
Right brother
No please sand
ଭାଇ ଏଇଟା ପିମ୍ପୁଡି ଭାଇରସ ଆଗକୁ ସାବଧାନ
Bhala heichi puri loko manaka saha emiti haba darkar
ପିମ୍ପୁଡ଼ି ମରା ଔଷଧ ପକାଅ ସବୁ ସଫା ହୋଇଯିବ ।। ବାସ୍ କାମ ସରିଲା ।।
Right
Bala aeithi pain ete bada news 🤣🤣🤣
Same issue in my village
ଏହା ଶୁଣିବା ବାକି ଥିଲା
ମିଡିଆ ବାଲା kn କିଛି କାମ ନାହିଁ।।।
Jay Jagannath
Parmeshwar ka Vachan pura hone wala hai
Aeta deba rahasya manis kalikalare sabu bhuligale. He jagannarth. 😔🙏
🙏Jay shree Jagannath 🙏
ଘୋର କଳୀ କାଳ ସବୁ ଯିବେ କେହି ରହିବନି
ଏଇଟା ଆରମ୍ଭ ଆଗକୁ ଦେଖ ଆଉ କନ୍ କନ୍ ସବୁ ଘଟୁଛି।
ସବୁ କଳିଯୁଗର ପାପ
ନାଲି ପିମ୍ପୁଡି କୁ ଚଟଣି କରି ଖାଓ...
ପିମ୍ପୁଡି ବଂଶ ନିପାତ ହେବା ସହିତ କରନା କେବେ ତମ ପାଖ ମାଡ଼ିବ ନାହିଁ....
🌹ପିମ୍ପୁଡ଼ି ମାତି ଛି ଆମ ଓଡିଶାରେ ,ଆମ ଗାଁରେ ବି ଏମିତିକା ପିମ୍ପୁଡ଼ି ମାତିଛନ୍ତି, ଯଥା ଶୀଘ୍ର ପିମ୍ପୁଡ଼ି ର ରାସ୍ତା ବନ୍ଦ କରାଯାଉ 🌹🙏🙏🙏🙏🙏
ଅାମୋ ଭାଷାରେ ସେଗୁଡ଼ିକୁ କାଈ କହୁ ।
Ama gaon name pimpudi 🥳
Kendrapada.....
Bahare mosquito bi kamudu chanti bahut kana karibu sir please help sir
Jai shree Ram
Jay Jagannath 🙏🙏🙏
Hlo
Nandighos tv ra upadraba ru Odisha basi problem re paduchhanti.
Bhai sei spot type ra jau chaduchanti seta ku kuha jae pheromone tame janina ki
Kali juga sesa heijiba jay jagannaatha
ଅଭିଯୋଗ କରିବା ଅପେକ୍ଷା ପ୍ରତିକାର କର.... ପିମ୍ପୁଡି କୁ ସମ୍ଭାଳି ପାରୁନ ଆଉ କରିପାରିବେ
ଆମ ଗାଁ ନାଁ ତ ପିମ୍ପୁଡ଼ି 😁
ଭାବୁଚି ଯେ ଚିନ୍ ର ରଗ ଓଡ଼ିଶା କୁ ଆସିଛି ।
ପିମ୍ପୁଡ଼ି କାମୁଡ଼ିଲେ କୁଣ୍ଡେଇ ହବନି ଆଉ କନ ପୋଡ଼ିବ
ପଶ୍ଚିମ ଓଡ଼ିଶାର ଲୋକମାନଙ୍କୁ କିଛିଦିନ ଆଣିକି ନିଜ ଗାଁ ରେ ରଖନ୍ତୁ।
ସମସ୍ୟା ଶେଷ ହେଇଯିବ।
to ghara kouthi ki lo maa
@@santoshkumarnaik1259 ପୂର୍ବ ଉପକୂଳ ଓଡ଼ିଶା, ପୁରୀ।
🤣🤣🤣🤣
ଏଥିରେ ପଶ୍ଚିମ ଓଡ଼ିଶାର ଲୋକ ମାନେ କଣ କରି ପାରିବେ......
@@abhinnameher4847 ସେମାନେ କାଈ କୁ ଖାଦ୍ୟ ଭାବରେ ଗ୍ରହଣ କରନ୍ତି।
Malikabachana jaha kahuchhi seya hi hauchhi jai maa tarini 🥰🙏
Hey prabhu
ନନ୍ଦିଘୋଷ ଟିଭି ର ଯେଉଁ ସହୃଦୟ ବ୍ୟକ୍ତି ଏହି ଭିଡିଓ ତିଆରି କରିଅଛନ୍ତି ତାଙ୍କୁ ସରକାରୀ ପ୍ରୋତ୍ସାହନ ନିଶ୍ଚିତ ମିଳିବା ଦରକାର।
Miliba miliba ate important news jehetu kemiti milibani
ଜୟ ହୋ
Kana bahara ku asi goda badaucha ta apekhya ghare ruha goda badeile kana haba
Hai prabhu kana sabu dekhibaku miluchhi Odisha re 🙏🙏🙏Hai prabhu jagannath tume hi sahaa🙏🙏🙏
ବିଷ ସ୍ପ୍ରେ କରିଦିଅ
କଳିଯୁଗ ଘୋର କଳିକାଳ ସମୟ.....
Corona , cyclone puni red 🐜 akraman ,jai Jagannath Kan heba 🙏🙏
Papa badi galani kalijuga sesa haba , Jay Jagannath 🙏
ନିଶ୍ଚୟ ଖରାପ ସଂକେତ ଖାଲି କର
Bhai ama Angul ku asa jaga debu ghara kari rahiba
Ete pimpudi kouti sir
ଏହାର ଏକମାତ୍ର ଉପାୟ skebidal ମଲମ
Ama ghare b bahuta pimpudi
2yrr hela jama chhadu nahanti
Jay sree Jagannath varasa
ନନ୍ଦିଘୋଷ ଚେନାଲ ବଂଧୁ ମାନଙ୍କ ମନ ଭିତରେ ଆଶଙ୍କା ଯେ... ବିଜେପି ତଥା ପ୍ରଧାନମନ୍ତ୍ରୀ ମୋଦି ଙ୍କ ଦୋଷ 😃😃😃
ଯାହା ହେଉ
Exercise karouchanti
ଲୋକଙ୍କୁ.....😜 ଅତି ସୁନ୍ଦର୍
Hollywood movieରେ ଏମିତି ଦୃଶ୍ୟ ଦେଖିବାକୁ ମିଳେ,କିନ୍ତୁ reel life ର ଦୃଶ୍ୟ real life ରେ ମଧ୍ୟ ଦେଖିବାକୁ ମିଳିବ ବୋଲି କେତେଜଣ ଭାବି ଥିଲେ???
ପାପୀ ଗାଁ ଆଉ 😂😂😂😂
କୁରକୁଟି କୁହନ୍ତି ଗାଁ ରେ। ଶିଳ ରେ ବାଟି ଚଟଣୀ କରି ଖାଆନ୍ତି
ପିମ୍ପୁଡି ନୁହଁ ,GI tag କାଇ
(formic acid 🐜) କାମୁଡି ଥିବା ସ୍ଥାନରେ କିଛି ଖାଇବା ଶୋଢା ଲଗାଅ । କିଛି ସମୟ ରେ ଯତ୍ରଣା କମି ଯିବ ।
A guda pimpudi nuhon
Formula of khaiba soda.????
@@tkp2432 NaHCo3
News ବୋଧେ ମିଳୁନାହିଁ ।
ପଶ୍ଚିମ Odisha ଲୋକ କୁ ଆଳିଲେ problem ଗୋଟେ ଦିନ ରେ ସମାଧାନ ହୋଇଯିବ😂😂😂
ନାଲି ପିମ୍ପୁଡ଼ି କିଛି ନୁହେଁ .. ସହିଦ ହୋଇଯିବେ🤣🤣
Esabu kan heuchhi dinaku dina... prakruti paribartana agaku aau kan kan hauchhi...?🙄
ଗାଁ ଲୋକ ବହୁତ୍ ଦିନ ହେଲାଣି ପ୍ୟାରେଟ୍ କରୁନଥିଲେ ତ ସେଥିପାଇଁ ପ୍ୟାରେଟ କରୁଛନ୍ତି😝😝😝😝😝😝😝😝
it's true
Jay Jagannath look manku rakhya kara
🥭 mango tree ra Kae pimpudi bhai
Agudaka very danger ⚡
Rudra bhai kichhi solutions karantu🙏
Ki juga helare bhai,
Astonishing
Kichi possible news dekhao
ଘୋର୍ କଳି କାଳ।
Hmm bola anad kanda bhagban kii
@@amitrout6843 Jay......
Laxmanarekha hi saha bharasa
He mahaprabhu , rakhya kara, kali juga asigala,
ନୂଆ news ଗୋଟେ ପିଁପୁଢ଼ି
Kalijug sarijiba re bhai sethipain sabu jantu ghare pasiba