କେମିତି କରିବା Tool / How To Make Bar Binding Tool

แชร์
ฝัง
  • เผยแพร่เมื่อ 5 ก.ย. 2024
  • କେମିତି କରିବା Tool / How To Make Bar Binding Tool
    About this video
    ଏହି ଭିଡିଓରେ ମୁଁ ଦେଖାଇବାକୁ ଯାଉଛି କି ରଡ଼ ବନ୍ଧା ଟୁଲ କିମିତି ତିଆରି କରାଯାଏ
    Your queries
    କେମିତି କରିବା Tool / How To Make Bar Binding Tool
    କେମିତି କରିବା Tool
    How To Make Bar Binding Tool
    sleeper ଚପଲ କେମିତି ତିଆରି କରାଯାଏ
    ମତି ହାଣ୍ଡି କିପରି ତିଆରି କରନ୍ତି
    banner କେମିତି ବନେଇବା
    metal bending tools
    bending
    bar bending
    bending metal
    flat bar bending tool
    homemade sideways bending tools
    PP Mistry
    bending a metal bar
    bending tricks for flat bar
    iron bending machine
    metal bender
    steel bar bender
    ମାଟି ହାଣ୍ଡି କିପରି ତିଆରି କରନ୍ତି
    କେମିତିକରିବାtool
    #PPMistry
    App link
    Follow me
    www.facebook.c...
    www.instagram....
    Thanks for watching this video
    Hallo Friends
    ନମସ୍କାର ବନ୍ଧୁଗଣ
    ମୋ ନାମ prasanta
    ମୁଁ ରାଜମିସ୍ତ୍ରୀ କାମକରେ । ମୁଁ TH-cam channel କରିଛି। ଏହି channel ମାଧ୍ୟମ ରେ ଆପଣମାନଙ୍କୁ ରାଜମିସ୍ତ୍ରୀ କାମ ଭିଡିଓ ଦେଖାଇବାକୁ ଚେଷ୍ଟା କରିବି। ରାଜମିସ୍ତ୍ରୀ ଅନେକ ଅଛନ୍ତି କିନ୍ତୁ ସବୁ ରାଜମିସ୍ତ୍ରୀ ଗୋଟିଏ ଘରର ସବୁ ରାଜ କାମ ଜାଣି ନ ଥାନ୍ତି। ଯେଁଉ ମାନେ ନୂଆ ରାଜମିସ୍ତ୍ରୀ କାମ କରୁଛନ୍ତି ସେମାନେ ହୁଏତ ମୋ channel ମାଧ୍ୟମ ରେ କିଛି ଜାଣି ପାରିବେ ଓ ଭିଡିଓ କୁ ଦେଖି ମଧ୍ୟ ଶିଖି ପାରିବେ । ଯେଁଉ ମାନେ ନୂଆ ଘର ଟିଏ କରୁଛନ୍ତି , ସେମାନେ ମୋ କାମ ଭିଡିଓ ଟିକୁ ନିହାତି ଦେଖିବା ଜରୁରି
    ମୋ channel ରେ ମୁଁ କରିଥିବା କାମଗୁଡିକ ହେଲା
    ଇଟା ଜଡାଇ କାମ
    ଛାତ କାମ
    Plaster କାମ
    ରଡ଼ କାମ
    Dhalai କାମ
    ସିଡି କାମ
    centring କାମ
    Foundation କାମ
    ପାଇଲିଂ କାମ
    Lay out କାମ
    Plaster design କାମ
    ମୁଁ ଯୋଉ କାମ ସବୁ କରିବି । ଆପଣ ମାନଙ୍କୁ ମୋ channel ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିବି
    କିନ୍ତୁ ଆପଣ ମାନଙ୍କର ସହଯୋଗ ଦରକାର
    ଆପଣମାନେ channel କୁ subscribe, Like ଓ comment କରିବାକୁ ଅନୁରୋଧ
    ଆପଣଙ୍କର ପ୍ରଶାନ୍ତ ମିସ୍ତ୍ରୀ ............ ନମସ୍କାର
    By.....by.....by PP
    କେମିତି ତିଆରି ରଡ଼ ବନ୍ଧା Hook / How To Make Bar Binding
    କେମିତି ତିଆରି କରିବା Tool / How To Make Bar Binding
    cambodian blacksmith
    manual pipe bender philippines

ความคิดเห็น • 33