Jai jagannath 🙏❤️🙏 Maha Prabhu n Krupa ru CHATURDA MURTI n k BADASINGARA Besa re Darsana ae nikata re amae Darsana pai thiba ru MAHAPRABHU N ka nikatare asesa asesa Dhanyawad KALIA SHANTA.Praying for ur BADASINGARA Darsana n ur Darsana again n again. Bless us .Dori lagau thi bu re KALIA SHAN'T 🙏tuma Darsana lagi.JAI JAGANNATH 🙏❤️🙏
Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏 Very good message sir 🙏🏻 God bless you to your family sir 🙏🏻 And all sir 🙏🏻
Jay shree jagarnath 🙏 jay shree jagarnath 😢😢jay shree jagarnath 🙏 jay shree jagarnath 🙏 jay shree jagarnath 🙏 jay shree jagarnath 🙏 jay shree jagarnath 🙏
#drashutoshprasadmisha aganya apananka ra ye upastapana ye ama paika gote paraba (festival) apekya thae ki kemti asiba ja janeiki ta purba dina gote nua khusi viatare thae ki kali dr babu nka video asiba pagala pry manisa thae ki ketebele 10 45 heba ❤ dhanya #drasutoshprasadmishra babu au dhanya se jagannath ❤🙏
Jay Sri Sri Jagannatha mahaprabhu nkara jay hau 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଡ଼ାକ୍ତର , କିନ୍ତୁ ଜଗନ୍ନାଥ ଙ୍କ ବିଷୟ ରେ କେତେ ସୁନ୍ଦର କଥା ଆମକୁ କହୁଛନ୍ତି ,କେବଳ କାଳିଆ ସାଆନ୍ତ ର ଆଶ୍ରିବାଦ ।
Jaya jaganatha
ନମସ୍କାର
ଆପଣଙ୍କ ଏହି ବଡ଼ସିଂହାର ବେଶରେ ର ଚମତ୍କାର ବର୍ଣ୍ଣନା ଶୁଣିବା ପର ଠାରୁ ସବୁ ଥର ପୁରୀ ଯାଇ ଏହି ବେଶ ହିଁ ଦର୍ଶନ କରେ ଓ ଗୀତଗୋବିନ୍ଦ ପାଠ କରେ।
ଆପଣଙ୍କୁ ଶତ ଶତ ନମନ।
ଏତେ ସୁନ୍ଦର ଭାବେ ଆମ ଭଳି ଯୁବକ ଙ୍କୁ ଅନୁପ୍ରାଣିତ କରିଥିବା ହେତୁ।
ମୁଁ ଦେଖିଛି ଆଶୁତୋଷ ଭାଇ ମଣିମା ଙ୍କ ବଡ଼ସିଂହାର ବେଶ ! କି ଅଜବ ପରିବେଶ ସେତେବେଳେ ଦେଉଳ ଭିତରେ ଯାହା ଅବର୍ଣ୍ଣନୀୟ ! କଳା ସାଆନ୍ତେ ଆପଣ ଙ୍କୁ ଶଙ୍ଖ ରେ ପୁରେଇ ଘଣ୍ଟ ରେ ଘୋଡେ଼ଇ ଚକ୍ର ଆଢୁଆଳରେ ରଖିଥାନ୍ତୁ 😭😭😭😭🙏🙏🙏
ପଣ୍ଡିତ ଡ଼ ଆଶୁତୋଷ ମିଶ୍ର ମହୋଦୟ ସୁନ୍ଦର ଚମତ୍କାର ଭାବରେ ମହାପ୍ରଭୁ ଜଗନ୍ନାଥଙ୍କ ବଡ ସିଂହାର ବେଶ ନିବେଦନ କରିଛନ୍ତି ଯାହା ଭକ୍ତ ହୃଦୟକୁ ଛୁଇଁ ଆତ୍ମିକ ଉତ୍ତରଣ ରେ ସହାୟକ । କୋଟି ଦଣ୍ଡବତ ପ୍ରଣାମ ମଣିମା ଅହୋ ଭାଗ୍ୟ ମୋର ଆପଣଙ୍କ ବଡ ସିଂହାର ବେଶ ଶ୍ରବଣ କରି କୃତାର୍ଥ ମହାବାହୁ ଶରଣ ତବ ପାଦ ପଦ୍ମ। ଜୟ ଜଗନ୍ନାଥ।
❤
Jay Sri Jagannath💗🙏💗
ହେ ମହା ବାହୁ ତୁମର ଶ୍ରୀ ଚରଣାର ବିନ୍ଦ ରେ ଅନନ୍ତ କୋଟି ପ୍ରଣାମ 🙏🙏🙏🙏🙏🙏 ଜୟ ଜଗନ୍ନାଥ 🙏🙏❤️🙏🙏 ତୁମର ଏହି ସୁନ୍ଦର ଦିବ୍ୟ ବଡ଼ସିଂହାର କଥା ଶୁଣି ବହୁତ ଭଲ ଲାଗିଲା ତୁମେ ଏମିତି ସମସ୍ତଙ୍କୁ ଦର୍ଶନ ଦେଉଥାଅ ମହା ପ୍ରଭୁ ସମସ୍ତଙ୍କୁ ତୁମେ କ୍ରୃପା କରୁଥାଅ ଜୟ ଜଗନ୍ନାଥ 🙏🙏❤️🙏
ଜୟ ଜଗନ୍ନାଥ 🙏🙏🙏🙏ଆଶୁତୋଷ ବାବୁ ଭାଗବାନ ଆପଣଙ୍କୁ ଦୀର୍ଘ ଆୟୁ କରାନ୍ତୁ ଅlଉ ଆମେ ଭାଗବାନ ଙ୍କ ଏମିତି ଅଲୌକିକ ଲୀଳା ଶ୍ରବଣ କରିବାର ସୌଭାଗ୍ୟ ଅର୍ଜନ କରୁଥାଉ l🙏🙏🙏🙏
Right 👍
ଜୟ ଜଗନ୍ନାଥ, ଆପଣ ହିଁ ଶ୍ରେଷ୍ଟ ବେକ୍ତି, ଆପଣ ମୁଁହ ରୁ ମହାପ୍ରଭୁ ଙ୍କ କଥା କହିବା ପାଇଁ ସେ ମହାପ୍ରଭୁ ହିଁ ଚୟନ କରିଛନ୍ତି ଆପଣ ବଡ ଠାକୁରଙ୍କ ଅମୃତ୍ କଥା କହୁଛନ୍ତି ମାନେ ଆପଣ ହିଁ ବଡ। ଆପଣଙ୍କୁ ମୋର ଭୂମିଷ୍ଟ ପ୍ରଣାମ🙏🙏🙏🙏
ମହାପ୍ରଭୁ ଙ୍କ ଅମୃତ ମୟ କଥା ଆପଣଙ୍କ ତୁଣ୍ଡରୁ ସର୍ବଦା ଝରୁଥାଉ 🙏🙏ଜୟ ଜଗନ୍ନାଥ 🙏🙏
Thanks for your presentation
ମୋ'ର ପ୍ରାଣ ପ୍ରିୟ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କୃପା ହେଉ ମୋତେ ଦୃଲଭ ବଡ଼ସିଂହାର ବେଶ ଦେଖିବା ପାଇଁ
Prabhu⭕❗⭕...... Mahaprabhu💓🌸🙇♀️🙌💛
Jay sree Jagannath swami sabu tumari lela. Prabhu Jagannath kripa karantu.
ଧନ୍ୟବାଦ ସାର, ଆପଣଙ୍କ ଜୀବନ୍ତ ବର୍ଣ୍ଣନା ପାଇଁ। ମହାପ୍ରଭୁ ଆପଣଙ୍କ ଭାଷା ଭଣ୍ଡାର କୁ ଆହୁରି ଧନାଢ୍ୟ , ବର୍ଣାଢ଼୍ୟ ଓ ଭକ୍ତି ପୂର୍ଣ୍ଣ କରନ୍ତୁ। ଜୟ ଜଗନ୍ନାଥ।
Mahaprabhunka kebe ei besa???
@@rajkishoremahanta5053 ❤️🙏❤️ae besha prati dina hue rati re pahada padiba purbaru, rati 9ta pare hoithae
@@sunilnath3572
@@rajkishoremahanta5053 Jay jagannath 🙏🙏🙏🍁🍁🍁🌻🌻🌻🌼🌼🌼🌿🌿🌿🍁🍁🍁
Jay JAGANNATH 🙏🙏❤️
Sir, ଆପଣଙ୍କ ବର୍ଣ୍ଣନା ଅତି ଚମତ୍କାର , କେବେ ପ୍ରଭୁଙ୍କର କୃପା ହେବ ବଡ଼ସିଂହାର ବେଶ ଦର୍ଶନ କରିବା ପାଇଁ, ଜୟ ଜଗନ୍ନାଥ ସ୍ଵାମୀ 🙏🙏🙏🙏🙏
Jai jagannath 🙏❤️🙏 Maha Prabhu n Krupa ru CHATURDA MURTI n k BADASINGARA Besa re Darsana ae nikata re amae Darsana pai thiba ru MAHAPRABHU N ka nikatare asesa asesa Dhanyawad KALIA SHANTA.Praying for ur BADASINGARA Darsana n ur Darsana again n again. Bless us .Dori lagau thi bu re KALIA SHAN'T 🙏tuma Darsana lagi.JAI JAGANNATH 🙏❤️🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ।ପ୍ରଭୁ ଆପଣଙ୍କର ଜୟ ହେଉ।ଜଗତର ମଙ୍ଗଳ ହେଉ।
ଆଶୁତୋଷ ବାବୁ ବଢିଆ ଲାଗିଲା
ଭାବରେ ମୁଁ ବାଷ୍ପ ରୁଦ୍ଧ ହୋଇ ଯାଉଛି।
ଅଶେଷ ଅଶେଷ ଧନ୍ୟବାଦ୍।
ଆପଣ ଜଗନ୍ନାଥ ଙ୍କର ସ୍ବରପ
ଜୟ ଜଗନ୍ନାଥ ମହାପ୍ରଭୁ 🙏🏻🙏🏻🙏🏻ମତେ ବି ଟିକେ ତୁମ ବଡ ସିହାର ବେଶ ଦେଖିବାକୁ କୃପା କରନ୍ତୁ ମହାବାହୁ 😭😭😭🙏🏻🙏🏻🙏🏻🙏🏻
ମୋତେ ବି🙏🏻🙏🏻🙏🏻 😭😭😭 ଜୟ ଶ୍ରୀଜଗନ୍ନାଥ 🙏🏻🙏🏻🙏🏻
Bhagavan tumar ichha Purna karantu
@@kartikbhuyantapu9031 Thank you Bhai🙏🏻🙏🏻🙏🏻ଜଗନ୍ନାଥ ଙ୍କ ଆଶୀର୍ବାଦ ସମସ୍ତ ଙ୍କ ଉପରେ ଥାଉ 🙏🏻🙏🏻🙏🏻
L
Jay jagannath 🙏🙏🙏🙏🙏🙏🙏
🙏🙏🙏ଜୟ 🙏🙏ଜଗନ୍ନାଥ. କି ଆନ୍ଦନ. ଶ୍ରୀ ପ୍ରାଣ ପ୍ରିୟ ପ୍ରାଣେଶ୍ୱର ପ୍ରଣାବଲବ ପ୍ରାଣନାଥ ଙ୍କ ଅପୂର୍ବ କଥା ପ୍ରାଣ କୁ ଆନ୍ଦୋଳନ କରିଦେଲା ❤❤❤ଜୟ ମହାପ୍ରଭୁ
ମୋ ପ୍ରଭୁ ଜଗନ୍ନାଥ କରୁଣା ହେଲେ ମୁଁ ବଡ଼ ସିଂହାର ବେଶ ଦେଖିବି ପ୍ରଭୁ 🙏 ମୋ ଚର୍ମ ଚକ୍ଷୁ ଓ ଭାବ ଚକ୍ଷୁ ଧନ୍ୟ ହେବ ମହାପ୍ରଭୁ ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥଃ ବହୁତ ଧନ୍ୟବାଦ ଜଗନ୍ନ।ଥ ସଂସ୍କୃତିର ଗବେଷକ ପଣ୍ଡିତ ଆଶୁତୋଷ ମିଶ୍ର ମହୋଦୟ ବଡ଼ ସିଂହାର ବେଶର ଯେତେ ବର୍ଣ୍ଣ ନା ଶୁଣିଲେ ମଧ୍ୟ ସେତେଆଗ୍ରହ ବଢିଯାଏ ଶୋଭା ବଡ଼ ସିଂହାର ବେଶ ହେ ରାଧା ଇସ
Om Jay shree jagannath swami nayan path gami vhaba tume prabhu namoh namoh prabhu Govinda govinda prabhu 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌷🌷🌷🌷🌷🌷🌷🌷🌷🌷🌷🌷🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
Very good message sir 🙏🏻
God bless you to your family sir 🙏🏻
And all sir 🙏🏻
Jayjagannath. Bahut sundar kahuchanti
🙏🙏🙏🙏🙏🙏🙏
Mahaprabhu tk krupa kara mu jai apananka darsan karanti tk🙏
ମହାପ୍ରଭୁଙ୍କର ସେ ଦିବ୍ୟ,ଦୁର୍ଲଭ,ଅପରୂପ ବଡ଼ସିଂହାର ବେଶ କଥା ଶ୍ରବଣ କରି କିଛିକ୍ଷଣ ପାଇଁ ମନ ପୂରିଗଲା ଭାବରେ,ଏକ ମଧୁସ୍ରାବୀ ଅନୁଭବରେ।ପ୍ରାଣପ୍ରିୟ ପ୍ରଭୁ ମୋର ତାଙ୍କ ଅନନ୍ତ ଆଶୀର୍ବାଦ ସର୍ବଦା ଅଜାଡି ଦିଅନ୍ତୁ ଡ଼. ଆଶୁତୋଷଙ୍କୁ...🙏❤️🙏
ଆଜ୍ଞା ପ୍ରଣାମ ବହୁତ ସୁନ୍ଦର
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ ଭବ ତୁମେ 🙏🙏🙏
Jay Jagannath Prabhu tuma krupaku apekhya
Jagannath nka ra anokhi niti Kanti suni mana anandita hoijauchi , pravu kete Rasika ଠାକୁର, Jay Jagannath 🙏🙏🌸🙏🌸🙏
ବଡ଼ ଠାକୁର ମୋ କାଳିଆ ସୁନା
Jay Jagannath 🙏🏻🌹🙏 Jay guru dev ki chara na re koti koti pranam 🙏🙏🙏🏻🙏🙏🙏🙏❤❤❤❤❤❤ Radhey Radhey Krishna Jay siyaram jai ❤❤❤❤❤
ଧନ୍ୟ ହୋଇଗଲି, ଧନ୍ୟ ହୋଇଗଲି।ଏ ପାପିନୀ ର ମନ ଭରିଗଲା ❤
ସତରେ ମଣିମା ତୁମ ଲୀଳା ଅପାର।।। ❤❤❤🙏⚫‼️⚫🙏🙏🙏🙌🙌
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 🙏🙏
ଜୟ ଜଗନ୍ନାଥ ମହାବାହୁ ମୋ କାଳିଆ ସାଆନ୍ତ 🥰🙏 ଆପଣଙ୍କର ଆଶ୍ରିବାଦ ଏହି ପରି ରହିଥାଉ ଆମ ଉପରେ 😭
Jay jagannth baba dhana ra bala nahi tume hi ama bala rakya kariba baba❤
Jay Jagannath saranm Mahaprabhu Dinabandhu kaliasanta krupasindhu dayamayahari tumehi sahaya huaa. 🙏🙏🌹🌹🙏🙏🌹🌹🙏🙏🌹🌹🙏🙏
ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭାବତୁମେ 🙏🙏🙏
ଜୟ ଜଗନ୍ନାଥ ପ୍ରଭୁ ସତରେ ଥରେ ତୁମ ବଡ଼ ସିଂହାର ବେଶ ରେ ଦର୍ଶନ ଦିଅନ୍ତି ନି ତୁମର ଦର୍ଶନ ଅପେକ୍ଷା ରେ ରହିଛି
Mora gotie bada asa Purana heijau mahabahu🙏🙏🙏🙏🙏🙏 bas au kichi magunahi thare hau pache apananka ahi sundara besa dekhibaku krupa heu mahabahu 🙏🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ ମୋ କାଲିଆ ସୁନା 💖💞🌼🙏🌼💞💖
Bhai vary nice au kiche video diantu
Bhai your great
Jay jagannath swami nayan patha gami vabatu me🙏🌹🌹🙏🙏🌹🌹🌹🌹
Jay shree Jaganath 🙏🙏🙏🙏 sir Apannku mor koti koti pranam
Jay Jagannath 🙏😥prabhu mote tikedakatni Apnkar darsan pain🙏😭😭😭😭
Jay sri Jagannath swami nayana Patha gami bhaba tume Prabhu 🙏🙏🙏🙏🙏
I am anxiously waiting for darshan of Mahaprabhu on Badasringhara.. 😭🙏
🙏🙏ଜୟ ଶ୍ରୀ ଜଗନ୍ନାଥ 🙏🙏
Radhe Radhe 🙏 Jay Jagannath 🙏 Jay Gopal 🙏 Jay RadhaRani 🙏 Jay shree Ram 🙏🙏🙏🙏👍👍
ସୁନ୍ଦର ଅତି ସୁନ୍ଦର ଏମିତି ସାଆନ୍ତ ଙ୍କ କଥା ଶୁଣାନ୍ତୁ ଆଜ୍ଞା 🙏🏻🌹🧎
🙏🙏Krupa Karantu Prabhu tike Darshana 🙏🙏🙏
ଜୟ ଜଗନ୍ନାଥ ସ୍ବାମୀ🙏🙏
Jay Jagannath Swami Nayana Pathagami Bhaba Tume. 🙏🙏
ପ୍ରଭୁ ! ମୋତେ ଏ ବଡ଼ ସିଂହାର ବେଶ ଦର୍ଶନ ର ସୌଭାଗ୍ୟ ମିଳୁ
କି ସୁନ୍ଦର ବର୍ଣ୍ଣନା 🙏
Sir Pranam 🙏🙏 Apna bahut sundar katha kahile. Sabu Jagannath nka ichha . Jay Jagannath nka Charanare Ananta koti pranam 🙏🙏🙏🙏🙏🙏🙏🌺🌺🌺🌺🚩🚩🚩🚩
ଡାକ୍ତର ବାବୁ ଆପଣ ଜଗନ୍ନାଥଙ୍କ ବିଷୟରେ ଏତେ ସୁନ୍ଦର ବର୍ଣ୍ଣନା କରୁଛନ୍ତି ଆପଣଙ୍କୁ ଜଗନ୍ନାଥ ସଦା ସର୍ବଦା ଆଶିର୍ବାଦ କରୁଥାନ୍ତୃ ଆପଣ ଆମକୁ ଏମିତି ଜଗନ୍ନାଥଙ୍କ ବିଷୟରେ ଏମିତି କଥା ଶୁଣାଉ ଥାନ୍ତୁ । ଜୟ ଜଗନ୍ନାଥ 🙏
Jayjagannatha 🙏🙏🙏🏼🙏 tumacharanare katikati pranam Prabhu🙏🙏🙏
Jayatri mohanta🙏🙏🙏
Jay Jagannath Swami Nayana Patha Gami Vaba Tume 🙏🏻🌹🙏🏻
Jai jagannath 🙏🙏🙏❤️😍😍
Jay jaganath swami bless you sir thank you so much 🙏🙏🙏❤❤❤
ଜୟ ଜଗନ୍ନାଥ 🙏🙏🙏ସ୍ୱାମୀ 🙏🙏🙏
ହେ ମହାବାହୁ ତୁମ୍ବରି କୃପା ସବୁବେଳେ ଥାଉ
🙏🙏 Jay Jagannath 🙏🙏. Prabhu Daya Karantu Prabhu 🙏🙏🙏
Eta suni suni puri buli asili ebe🙏💙
ଓଁ ଜୟ ଜଗନ୍ନାଥ ସ୍ୱାମୀ 🙏🏻
Jay jagannath.bahuta vala lagila.Atma trupta hoigala.
Dhanyabad laguchi jemiti jagannatha nije kahuchanti Jay jagannath ❤❤❤❤
ଜୟ ଜଗନ୍ନାଥ 🙏🙏🙏🙏😭,, ଆଃ କି ସୁନ୍ଦର ବର୍ଣନା 🙏😭,, ପ୍ରଭୁ ମୋତେ ଟିକେ ତୁମର ବଡ ସିଂହାର ବେଶ ଦେଖା ନ୍ତନି? 🙏🙏😭😭
Jay jagannathswami 🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽🙏🏽
Jay Jagannath Swami Mayan pathagami bhabatume 🙏🙏 sir.Apannku 🙏🙏
ଜୟ ଜଗନ୍ନାଥ। ବହୁତ ଭାବପୂର୍ଣ୍ଣ ବକ୍ତବ୍ଯ।
Ashu dhana ati sundar barnnana ❤❤❤🙏🙏🙏🙏
Jay shree jagarnath 🙏 jay shree jagarnath 😢😢jay shree jagarnath 🙏 jay shree jagarnath 🙏 jay shree jagarnath 🙏 jay shree jagarnath 🙏 jay shree jagarnath 🙏
ନିଶ୍ଚୟ ଆଜ୍ଞା.... ଆପଣ ଙ୍କ ବର୍ଣନା ରେ ଏତେ ମାଧୁର୍ଯ୍ୟ ଆଉ ଆନ୍ତରିକତା ଅଛି ଯେ ଶୁଣୁ ଶୁଣୁ ମନ ହଜିଯାଉଛି ମଣିମା ଙ୍କ ପାଖକୁ ...... ଯଦି ଭାଗ୍ୟରେ ଥିବ ଦିନେ କାଳିଆ ସାଆନ୍ତ ଙ୍କ ମନୋରମ ବେଶ ଏ ଅଧମ ଚର୍ମ ଚକ୍ଷୁ ରେ ଦେଖିପାରିବି......
Maya hridyani puspani pujartha prati gritam Jai jagannath 🪷🪷🪷🪷🪷🪷🌹🌹🌹🌹🌹🌹🌹🌹🎉🎉🎉🎉🎉😢
ମୋ ମହାପ୍ରଭୁ ମୋ ପ୍ରାଣ ପୁରୁଷୋତ୍ତମ ଜୟ ଜୟ ଜୟ ଜଗନ୍ନାଥ ମହାପ୍ରଭୁ ଆପଣଙ୍କ ପାଦ ପଦ୍ମ ରେ ଅନନ୍ତ କୋଟି ପ୍ରଣାମ ମହାରାଜା
Jai Jagannath Jai Maa Laxmi Sitaram Sitaram Sitaram Radhakrishna.......
Satare apana kete sundara bhabare prabhunkara badasinghara besa barnana kale jahaku suni ae muhurta re ichha hauchi srikhetra jaiki prabhu nku mana prana bhari dekhibaku.
ବହୁତ ବହୁତ ଅଭିନନ୍ଦନ, ପ୍ରଣାମ!
ପ୍ରଣାମ ଆଜ୍ଞା 🙏 ଜୟ ଜଗନ୍ନାଥ ସ୍ବାମୀ ନୟନ ପଥଗାମୀ ଭବ ତୁମେ 🪔🌹🌷🌹🌹🙌🏻🙌🏻🙌🙌🙌
Jay Jagannath swami🙏🙏. Sir apananku koti koti pranam🙏🙏🙏🙏
Aha se bada singhara besha jaharo bhagya re thibo, jahaku manima saanto nirnay karithibe sea hi se samaya re sethi upasthita rahiparibo, abhula smriti abhula anubhuti manima saanto nko ro, sesho jibana jaye mahaprabhu ashirwaad karantu sabubele mo charma nayana apno ko ae bhavya swarupo ku darshana karuthau, aponko charana dasho dashi heiki ame rahithau mahaprabhu
ଜୟ ଜଗନ୍ନାଥ 🙏🙏 ଡାକ୍ତର ବାବୁ ମଣିମା ଆପଣ କହୁ ଭଲରେ ରଖନ୍ତୁ 🙏
ମନକୁ ଅମୋଦିତ କରିଦଉଛନ୍ତି । ଅଶେଷ ଅଶେଷ ଧନ୍ୟବାଦ୍ । କାଳିଆ ସାଅନ୍ତ କୋଟି ପରମାୟୁ ଦିଅନ୍ତୁ । ଆମେ ଏମିତେ ବଡ ଠାକୁରର କଥା ଶୃତି ଗୋଚର କରୁଥାଉ ।
ଜୟ ଜଗନ୍ନାଥ ।
Jay sri jagannath sir🙏🙏🙏🙏🙏🙏🙏🙏🙏🙏🙏🙏🙏.....
ଜୟ ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀଚରଣ ଶରଣ କୃପା କରିଦିଅ ।
Jaya jagganath swami nayana pathagami bhaba tume 🙏
🙏🙏🌺🌺🌸🌸ଜୟ ମହାପ୍ରଭୁ ଜୟ କାଳିଆ ସାଆନ୍ତ 🌺🌺🌸🌸🙏🙏 sir ବହୁତ ସୁନ୍ଦର ଲାଗିଲା ଏହି ଅମୃତ ବାଣୀ sir ଆପଣଙ୍କୁ 🙏🙏ଆଉ ଅଶେଷ ଅଶେଷ ଧନ୍ୟବାଦ ଜୟ ଜଗନ୍ନାଥ
ହେ ପରମ ଭକ୍ତ ପ୍ରଭୁଙ୍କର ପରମ ଭକ୍ତି ବିତରଣ କରି ଆମ ମନକୁ ପ୍ରଭୁଙ୍କ ନିକଟରେ ପହଞ୍ଚାଉ ଥିବାରୁ ଆପଣଙ୍କୁ। ଏ ଅକିଞ୍ଚନ ଭକ୍ତର କୋଟି କୋଟି ଧନ୍ୟବାଦ
Akhi agare mahaprabhu nka besa jhalasi gala🙏apana nka bani madhuama re❤️🥺
ଜୟ ଜଗନ୍ନାଥ 🙏🏻
ଜୟ ଜଗନ୍ନାଥ 🙏🏻🙏🏻🙏🏻 ଆପଣ ଜଣେ ଡାକ୍ତର ହୋଇ କେତେ ସୁନ୍ଦର ଭାବରେ ।ହସ ହସ ମୁହଁରେ ମହାପ୍ରଭୁଙ୍କ କଥା ଶ୍ରଵଣ କରାଇ ପାରୁଛନ୍ତି, ଧନ୍ୟବାଦ
ଜୟ ଜୟ ଜଗନ୍ନାଥ ମହାପ୍ରଭୁ 🙏🙏 ମୋର ବହୁତ ଇଚ୍ଛା ହେଉଛି ବଡ଼ସିଂହାର ବେଶ ଦେଖିବାକୁ। ପ୍ରଭୁ କୃପା କରନ୍ତୁ।🙏🙏
🙏🙏🌹ପ୍ରଣାମ. ଜୟ ଜଗନ୍ନାଥ
Ashutosh sir nku asesa asesa dhanyabad🙏🙏
#drashutoshprasadmisha aganya apananka ra ye upastapana ye ama paika gote paraba (festival) apekya thae ki kemti asiba ja janeiki ta purba dina gote nua khusi viatare thae ki kali dr babu nka video asiba pagala pry manisa thae ki ketebele 10 45 heba ❤ dhanya #drasutoshprasadmishra babu au dhanya se jagannath ❤🙏
Apana nka mukha ru pabhu nka bisayare jete sunile b ahuri suni Baku icha heuchi . Jay Mahaprabhu 🙏🏼
Jay jagannath jay jagannath. Prabhunkar jete sabu alaukika lila kahani achhi jete sunile au sunibaku echha heuchhi
Jay Jagannath Swami 🙏🙏🙏🙏🙏🙏🙏🙏🙏🙏🙏🙏
Jay Jagannath 🙏 ଜଗନ୍ନାଥଙ୍କ ସ୍ବାମୀ ନୟନ ପଥ ଗାମୀ ଭାବତୁମେ,🙏 ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ମିନତୀ କରୁଛି ପ୍ରଭୁ samasta ଙ୍କୁ ଅଶ୍ରିବାଦ କରନ୍ତୁ
Sir you r blessed...apanka kathha kete mithha...thhare sunile ahuri sinibaku ichha heuchhi.Jay jagannath ❤
Jay jagannatha swami badasinharabesa krupaheu
Jay jagannth dhanya he madhaba sarana pasuchi khyama heu taba padatale samastank mana laya rahu🌹 bahut sundar bhabare bujhau thanti dhanya wad🌼🙏🙏🙏🙏
🙏🙏🙏💟💟🙏🙏
ରାଧେ ରାଧେ 🙏🏻