Jo yeh bill banaya he use pehle hirasat me lo. Aur puchho.. kese hua yeh. Agar galati hua he to. Usko saza do. Itna amount dekh ke kamzor dil wala suicide kar dega.. attempt murder case he yeh
We are also not getting the proper bill in pokhariput area.... 4000 5000 6000 like bill collect by Tata power. Tata power is not a transparency body and cesu may or may not give the proper information...
Namaskar sir lockdown ro bholo fyda uthochonti mo sohito bi emiti heici sir bill nodele ghar khali dhomok debe house owner choto jhio ku nei mu jibi kuade husband bahare kam koronti 300 rupees deuthili sir after lockdown 1000rupees 1month bill how is it possible mote bi kichi help korontu sir berhampur re rent re rahuchi please help me sir
Are bhai mo ghare v 2 masa re 19000 ra bill asithila. Electric jinisa Kahile gote tv au fan achhi .. Application dela pare v sunileni.. line katibaku asila belaku ama sahi loka badi dhari ready thilu.. tapare se meter badaleile aene masaku 450 ru adhika bill asuni..
ଖାଲି ମାଡ଼ ଦରକାର।
ସବୁ ଚୋର ....
ତଳୁ ଉପର Officer ସବୁ ଚୋର ...
ଗରିବ ମାନଙ୍କୁ ମରିବେ ଏମାନେ ...
Right
କେବଳ ତାଙ୍କ ର ନୁହେଁ । ପ୍ରତେକ୍ ପରିବାର ଏ ପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଆମେ ବି ଏମିତି ସମସ୍ୟାର ସମ୍ମୁଖୀନ ହେଇଛୁ ।
Correct Bhai
Ama govt chora
@@Azharshortss madam... Hmm . Eha Naveen babunka aparagata ra parichaya .
Hnn bhai sabuthi emiti kka problem
Right
ନାହଁ ସତରେ ରାଜ୍ୟ ସରକାର ବହୁତ ଲୁଟୁଛନ୍ତି ବିଲ ଆକାର ରେ ରାଜ୍ୟ ବାସୀ ସତର୍କ ହୁଅ ସିଟ ଦେଇଛ ନାମ ନିଅ
😂😂😂😂😂
Mate laguchi Pura odisa ra sabu bill sei debe 😆😆😆😆😆😆
😀
😜😜🤣🤣🤣🤣🤣🤣
🤣🤣🤣
Right
Hna badhe
ଯେ ଟଙ୍କା ପାଇଁ ଆସିବ ,,,ତାଙ୍କୁ ବାଧିକି ବାଡ଼ା,,,,ସବୁ ଚୋର ଶଳା,,
Bharpur madda haba vai... ama gaon ra loka siye vai..
Right
Bhai Right
ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ର ସର୍ବାଧିକ ବିଦ୍ୟୁତ ବିଲ
ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ୍ ମାନଙ୍କୁ ବାନ୍ଧିକି ମାରି ଦିୟା |
ଭାଇ କଣ ପାଇଁ ସରକାର ଏମିତି ହଇରାଣ କରୁଛନ୍ତି
Chora sarkar
ସବୁ ଚୋର ଶଳା ମାନେ, electric bill ଏମିତି କେବେ ଆସିବନି
Chora sarkar
ଏମିତି ହେଇଥିବ ମିଟର ଫାର୍ଷ୍ଟ୍ ହେଇଥିଵ ନହେଲେ ଯିଏ ମିଟର ରିଡିଙ୍ଗ୍ ନେଇଛି ଭୁଲ୍ ନେଇଛି
Se reading pilaa ta b ama gaon ra... se nua kari rahichi ebe....
@@rahasyamayajibana han semiti kichhi hei thiba mu bi fedco re thili ebe Tata nela pare aamar sabu chhuti heijaichhi
Don't good This reading
ଏ ଶଳାଙ୍କୁ ଯେତେ ଗାଳି, ମାଡ଼ ଦେଲେବି କମ୍ ପଡ଼ିବ।ଏ ଶଳାଙ୍କୁ ମାଡ଼ କମ୍ ଘୁଶୁଢା ବେଶି ହବା ଦରକାର
ପୁରା ଆଖିରେ ଆଗୁଟି ଗୁଞ୍ଜି ଲୁଟୁଛନ୍ତି .....
Hmm hmm
Yes
Electri ବାଲା ଭାବିବା ଦରକା ଜଣେ ଗରିବ ଲୋକର ଏତେ ବିଲ ଆସିଲା କେମିତି
ଯିଏ ପଇସା ପାଇଁ ଆସିବ ବନ୍ଧୀକି ବାଡା
ଯୋଉ ମାଧିଆ ମିଟର୍ ଲଗେଇଛି ସେଇ ଦବ
୧୦୦ରୁ ୯୫ ଭାଗ electric department ର electrician and electric offices ଚୋର ଓ ଲାଞ୍ଚୁଆ
ଖାଲି ଚୁର କି ଲାଞ୍ଚୁଆ ନୁହନ୍ତି।
ଏ ମାନେ ସବୁ ବେଇମାନ୍ ବି।
ଆମରି ପଇସା ରୁ ଦରମା ନେବେ ଆଉ ଆମରି ବେକ ର ଏମାନେ ଛୁରୀ ଚଳେଇବେ।
ମୁଁ ଆଶା କରୁଛି ମୋ କହିବାର ଉଦେଶ୍ୟ ମୋ ଭଳି ସବୁ ସାଧାରଣ ଲୋକ ମାନେ ଠିକ୍ ବୁଝିଲାରୁଥିବେ।
Perfect
ଗରିବ ଲୋକଙ୍କୁ ଠକିବା ଧନୀ ଲୋକଙ୍କ କାମ
ଟାଟା mg କୁ ଧର୍ମ ସାହିବନୀ
😆😆😆
ଭାଇ ଆମର ବି ଏଇ ସମସ୍ଯା ମାସକୁ ୧୦୦ ଟଙ୍କା ବିଲ୍ ଉଠେ ଆମର ଏବେ ଏଇ ୩ମାସ ହବ ୪୦୦ ଟଙ୍କା ଆସୁଛି କହିଲେ କହୁଛନ୍ତି ଆମେ ଜାଣିନୁ ଟିଭି ଫ୍ରିଜ୍ କିଛି ଚାଲୁନି ଆମର
Amara kebebhi asini 1000 tanka e maasa re achi chi😅 no fridge no tv
ବଡ଼ କମ୍ପାନୀ ତ ଟାଟା ପାୱାର ସେଇଥିପାଇଁ ବଡ଼ ବଡ଼ ଵିଲ ପଠାଉଛି ।☺️☺️☺️☺️
ଧର୍ମ ସହିଵନି ତମକୁ. ଗରିବ ଲୋକଙ୍କୁ ମାରିଵ. ମରିଵ ସବୁ 😡😡😡😡😡😡😡😡
Jo yeh bill banaya he use pehle hirasat me lo. Aur puchho.. kese hua yeh. Agar galati hua he to. Usko saza do. Itna amount dekh ke kamzor dil wala suicide kar dega.. attempt murder case he yeh
ଏ ମାଗିହାଶଳାମାନୁକୁ ପ୍ରଥମେ ସସ୍ପେଣ୍ଡ କରାଜାଉ
ଯାହା ବି ହେଲେ ଆମ ଓଡ଼ିଶା ସରକାର ର ପଲ୍ଟିଶ୍ 😏😏😏😏😄😄😄
Thanks kanak TV
ଏଟା ଚାଇନା ମିଟର ନୁହେଁ ତ ? Make in India କୁ Execute କରାଯାଉ l
Hmm ama ra bi semiti karithile. Bar bar complaint dela pare meter ku diffecet re pakei dele. Line use kara na kara 450 dauchu.
ଏବେ ସବୁ ମାଧ୍ୟମରେ ଠକେଇ ହେଉଛି😎😎😎
Govt should take action against them. Otherwise every person will pay a minimum of 10 thousands above during the time sep 2019 to July 2020.
ଏମିତି ମନ ଇଛା ବିଲ କରୁଛନ୍ତି ।।ଆମର ବି ଏମିତି ବାର ବାର କରୁଛନ୍ତି । କହିଲେ କହୁଛନ୍ତି ଯାହା ମିଟର ରିଡିଙ୍ଗ ଉଠିଛି ଆମେ କଣ କରିବୁ ।
Choro odisha govt
ଏ ଡିଜିଟାଲ ମିଟର ବସାଇ ଅନେକ ଲୋକ ଙ୍କୁ ଠକୁଛନ୍ତି ଏବଂ ଏକାଥରେ କେ 3/4 ମାସର ବିଲ୍ଲ ଧରେଇ ଦେଉଛନ୍ତି ଯାହା ଫଳରେ ଲୋକେମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ଦୟାକରି ଏହି ବିଦୂତ ବିଲ୍ଲ ଉପରେ କଟକଣା କରାଯାଉ ନହଲେ ଗରିବ ଶ୍ରେଣୀର ଲୋକେମାନେ ବହୁତ ଅସୁବିଧା ର ସମ୍ମୁଖୀନ ହେବେ
Odisha government ku jete paisa deba se sabu khaidebe Odisha ku khola karidebe
We are also not getting the proper bill in pokhariput area.... 4000 5000 6000 like bill collect by Tata power. Tata power is not a transparency body and cesu may or may not give the proper information...
Sir mora b same problem 1 month re 17000 bill asichi 2 fan 4 led 1 tv electric office re kichi b sununahanti please help me
Meter Reading pilanku kahi correction kariheba, nachhet office re jain complainkara taha nisnchaya heipariba...
Namaskar sir lockdown ro bholo fyda uthochonti mo sohito bi emiti heici sir bill nodele ghar khali dhomok debe house owner choto jhio ku nei mu jibi kuade husband bahare kam koronti 300 rupees deuthili sir after lockdown 1000rupees 1month bill how is it possible mote bi kichi help korontu sir berhampur re rent re rahuchi please help me sir
Batti gull meter chalu 😂😂😂
Great ସରକାର direct ଦାଦାଗିରି
ତାଙ୍କ ଘରେ induatry ଖୋଲିଦେଲେ ବି ଏତେ ଟଙ୍କାର ବିଲ୍ ଉଠିବେନି । ଗରିବ ଲୋକ ଦେଖିକି Loot କରୁଛନ୍ତି। ଦେଖିବା ଏବେ କେଉଁ powerful ଲୋକ ର ଏତିକି ବିଲ୍ ଆସି ଥାନ୍ତା JE ନିଜେ ବିଲ୍ rectifiy କରିକି ଦେଇ ଆସି ଥାନ୍ତା
Meter reading pila kichhi truti karithibaru adhika bill asichhi.... Besta huantu nahi correction kariheba headbranchku jain...
ସେ ଗରିବ ବିଦ୍ୟୁତ୍ ଉପଭକ୍ତା ଙ୍କୁ ନିୟା ମିଳିବା ପର୍ଯ୍ୟନ୍ତ ଏବଂ ବିଦ୍ୟୁତ୍ ବିଭାଗର j e e ନିଜର ଅପାରଗତା କାର୍ଯ୍ୟ ପାଇଁଁ j e e ଆରେଷ୍ଟ୍ ହେବା ପର୍ଯ୍ୟନ୍ତ , କନକ ନ୍ୟୁଜ ପୂର୍ଣ୍ଣ ସହଯୋଗ କରିବା ଉଚିତ୍ ।
After tstapower taken our village home bill come 646/- in place of every month 71/-, 103/-,84/- etc ?
Sir ...
Ama gaon re v 3 lack asichhi... .
Stop the
Electricet bill for misreading
Electri wala ku loka misiki badeile sie kn tanka bopa suniba
ସଳା କୁ ଛାଞ୍ଚୁଣୀ ଧରି ମାର ସମସ୍ତ କର୍ମଚାରୀ ଙ୍କୁ
Last moment Right answer kahichanti Kanaka news.
Why tata company not take monthly reading and collect monthly bill. If not company should give confession.
ଟାଟା ନେଲାପରେ ଏମିତି ହଉଛି
ହା ହା ହା.......
Oh god tv, fre. Kichhi n thai ete bill😣
Is this a mistake due to technology? The company to whom the bill has been given should be rectified immediately?
ଆଜ୍ଞା ମୋତେ କେହି କହିବେକି ଠିକ ଚାଲୁଥିବା black meter change କରିବାକୁ consumer ବାଧ୍ୟ କି?
We have also faced it. ...it's very bad for us.....
ଏମାନଙ୍କୁ ଖାଲି ବାଡେଇବା କଥା ମନ ଇଛା ବିଲ କରିକି ଦେଉଛନ୍ତି ଠିକି ବିଲ ଦେଉନାହାନ୍ତି
Meter kharap thhiba. Reading jumping karuthhiba
ସତ ଆମେ ବି ଠକାମୀର ସିକାର ହୋଇଛଛୁ
ହାରାମି ବିଦ୍ୟୁତ ବିଭାଗ ସମସ୍ତଙ୍କୁ ମନ ଇଛା ବିଲ୍ ଦେଉଛନ୍ତି
Right
୭ ମାସ ରେ ଅତି ବେଶୀରେ ୨୫୦୦ ରୁ ୩୦୦୦
ଅତି ବେଶୀରେ।
ଲୋକଙ୍କର ଫ୍ରୀଜ୍ ୱାସିଂ ମେସିନ୍ ଟିଭି ଫ୍ୟାନ ସବୁ ଚାଲି ମାସକୁ ୭୦୦ ରୁ ୮୦୦ ଭିତରେ।
ଆଉ ଇ ଏ କି ବିଲ୍। ତାକୁ ନେଇ ତମ...................
Plz clarify this company.... Of the bill
Jou date asini seta padichi 30/7/2020 aeta kemiti haba
Thank u Kanak news
How it possible??? Not accepted!
Jajpur re be 3 month re 700 but online payment method re 400 show karuchi
Wow .ki news .
Je ku jail pataidio
Are bhai mo ghare v 2 masa re 19000 ra bill asithila. Electric jinisa Kahile gote tv au fan achhi .. Application dela pare v sunileni.. line katibaku asila belaku ama sahi loka badi dhari ready thilu.. tapare se meter badaleile aene masaku 450 ru adhika bill asuni..
Bhul kariba Electric Deptt. Doudiba consumer. Ehaku nei Highcourt kichhi bada decission neu jemitiki au bhul karibeni
Same problem us.
There is no customer greviance cell for electricity issue. No body helps. Orissa govt zindabaad.
ସେ ମିଟର ନିଶ୍ଚିତ ଖରାପ ଅଛି ।
All are Thif in rich people
Why there is no one time settelment
ଗୋଟେ ଖୁସି ଆଉ
ବିଲ୍ ଚାହିଦା ବୃଦ୍ଧି ପାଇବା ରେ ଲାଗିଛି
ସରକର ଲୁଟି ବାରାଏ ଲାଗିଛି
ଦିଲ୍ ରେ ୨୦୦-୪୦୦ =1.50 ଟଙ୍କା
ଓଡ଼ିଶା ରେ ୨୦୦-୪୦୦=୫.୭୦ଟଙ୍କା
ଗରୀବ ଖଟି ଖଟି ମରୁଛି ଆଉ ଧନୀ ଆରାମ୍ ରେ ବଞ୍ଚୁ ଚି।
Chaina meter ru kan asha kriba
CORRUPTION CASE SHOULD BE FILED AGAINST OFFICIALS
AND STRONG ACTION SHOULD BE TAKEN
Kn ganjei mariki bill calculate karucho ki shame shame😂
@HITU 😂😂😂😂😂🙏🙏
Vai Askafati maridethike bodhe murkha guda
@@Fouji-couplelife thik kahila😂
ସେ ଏଲେଟରୀ ମଦୁଆ ଲୋକ. ସିଧା ହ୍ୱିଗ୍ହକୋର୍ଟ ରେ ଡିପୋଜିଟ କରନ୍ତୁ ବିଲ୍ଲ.
Jor jabardust fine Adaya
ଅଜ୍ଞା ଆମ କରେଣ୍ଟ ବିଲ ମଧ୍ୟ ଏମିତି 3 ମାସରେ 2670 ଟଙ୍କା ଚ
Luti chala,jete lutiba katha
ଇଲେକ୍ଟ୍ରି ବାଲା ଲକଡାଉନ ସମୟରେ ଲୁଟିବା ପାଇଁ ବସିଛନ୍ତି ବିଲ୍ ଦବୁନି କଣ ଛୁଡିବ ଆମେ ଦେଖିବୁ
Are bhai mane start geba purbaru dekha date kete a6i
Good morning
ଭଦ୍ରକ ଜିଲ୍ଲାରେ ମଧ୍ୟ ଏମିତି କରୁଛନ୍ତି
Per unit Rs.25500 କେବେ ଠୁ ହେଲା
Amoro bhi emiti asuchhi, 4 bulbs jolauchhu 6 hokar tonka asuchhi masiko Bill. to light Kati dio kohile bhi light kati deunahanti...
Mitor box change korajau india company morigole ki
Might be madly calculate
Jou mg jaka dislike karicha...sabu se electric company ra employee jaka haithibe....mg jaka ku....gai gai...pitiba katha....
Jahau kanaknews sir bhal kahuchanti hele smsatanka bill adhika katichanti apana chadi gaan buli dekhante bhal huanta
Rourkela, Cuttack, bhubaneswar, daliy business
Mor B 92,000 asi thila mu GRF case kali 3 month re bill revise hela......
58 ଲକ୍ଷ ର କ୍ଷତି ପୂରଣ ଦିଆ ଯାଉ
ଯଦି 7 ମାସ konrak ଗଣନାଟ୍ୟ ଯାତ୍ରା କରିବ ବି ଏତିକି bill ଉଥିବନି
ସେମ୍ ଜିନିସ ଆମରତ ମିଟର ଭଲ ଓଛି ହେଲେ ବି ସେମାନେ କହୁଚନତି ଜେ ତମ ମିଟର ଖରାପ୍ ଓଛି ତ ଆମେ ସିଧା ସିଧୀ ମନା ଦେଲୁ ଆମର ଚେଂଚେ କରିବା ଦରକାରନାହୀ ଠିକି୍ ଓଛି ଆଉ ଜଉମାନେ ନୁଆ ଲଗା ହେଇଚି ବିଲି ଦେଖୀ ବେଳକୁ ମୁଣ୍ଡଖରାପ୍