ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
Bahut sundar information.
ସୁସ୍ୱାଗତଂ 💐ଧନ୍ୟବାଦ👍
Bahut Bahut Dhanyawad for Impatient Message
ସୁସ୍ୱାଗତଂ💐ଧନ୍ୟବାଦ
ବହୁତ ସୁନ୍ଦର ବାର୍ତ୍ତା ଦିଦି🎉🎉🎉
ଧନ୍ୟବାଦ
Thanks madam
ସୁସ୍ୱାଗତଂ 💐
🙏
Bahut badhiyaa lagila Jay jagannath 🙏🙏
ସୁସ୍ୱାଗତଂ 💐ଧନ୍ୟବାଦ
Mam ଅଟକାଳି ଭୋଗ କାର୍ତ୍ତିକ ପୁର୍ଣିମା ଦିନ ଲଗେଇଲେ ହବ କି ଉପାସ ରହିକି କୁହନ୍ତୁ plz 🙏🙏
ଅଟକାଳି ଭୋଗ ତ୍ରୟୋଦଶୀ କିମ୍ବା ଚତୁର୍ଦ୍ଦଶୀ ଦିନ ଲଗାନ୍ତୁ ଯେହେତୁ ଏ ବର୍ଷ ଉଭୟ ତିଥି ସଂଯୁକ୍ତ ହୋଇ ରହୁଛି ଦୁଇ ଦିନରେ... ପୁରା ଉପାସରେ ନ ରହି ପାରିଲେ କିଛି ଫଳ କିମ୍ବା ପରଟା ପୁରି ଆଦି ଖାଇପାରିବେ....
@@SwagatikaPani ତେବେ mam କାର୍ତ୍ତିକ ପୂର୍ଣ୍ଣିମା ଦିନ ଲଗେଇଲେ ଚଳିବ ତ mam
Plz kuhantu plz mam 🙏🙏
ହଁ ଚଳିବ କିନ୍ତୁ ଅଟକାଳି ଭୋଗ ତ୍ରୟୋଦଶୀ ଯୁକ୍ତ ଚତୁର୍ଦ୍ଦଶୀରେ ବିଶେଷ ଭାବେ ମହାଦେବଙ୍କୁ ଦିଆଯାଇଥାଏ.. ନଚେତ ଅନ୍ୟ ସମୟରେ ବି ଦେଇହେବ..
@@SwagatikaPani thank u mam 🙏🙏
Ate kathabujhei thibàrudhaniybad
ଧନ୍ୟବାଦ.. 💐ସୁସ୍ୱାଗତଂ
Mam Badaekadashi dina panchak brata heuthibaru tulashimaa nka puja karipariba ki..pls kahiba mam..
ତୁଳସୀଙ୍କୁ ରବିବାର ଆଉ ଏକାଦଶୀ/ ବଡ଼ ଏକାଦଶୀରେ ତୁଳସୀଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ କାରଣ ତୁଳସୀଙ୍କ ନିର୍ଜଳା ବ୍ରତ ଭଙ୍ଗ ହୋଇଥାଏ ଏବଂ ଜଳ କିମ୍ବା ଭୋଗ ମଧ୍ୟ ଦିଆଯାଏ ନାହିଁ... କିନ୍ତୁ ଧୂପ,ଦୀପ ଆଦି ଦେଇପାରିବେ, ପରିକ୍ରମା କରିପାରିବେ ଓ ତୁଳସୀ ପ୍ରାର୍ଥନା କରିପାରିବେ...
Mam, ଏକାଦଶୀ ରେ ବୃନ୍ଦାବତୀ ଙ୍କୁ ଭୋଗ। ଲାଗେ କି ଦୟା କରି କହିବେ
ନାଁ କାରଣ ରବିବାର ଓ ଏକାଦଶୀରେ ମା' ତୁଳସୀଙ୍କ ନିର୍ଜଳା ବ୍ରତ ଥାଏ.. ତେଣୁ ଜଳ କିମ୍ବା ଭୋଗ ଦେଲେ ତାଙ୍କର ବ୍ରତ ଭଙ୍ଗ କରିବାର ଦୋଷ ଲାଗିଥାଏ
Mam please 🙏 kuhantu gote jhia 2 ta panchuka chaura puja karipariba ki kichi problem nahi 🙏
ନାଁ ଗୋଟିଏ ସମୟରେ ବିଶେଷ ଭାବେ ପଞ୍ଚୁକ ପୂଜା ଗୋଟିଏ ଚଉରା ମୂଳେ କରାଯିବା ଉଚିତ ଆଉ କେହି ବି କରିପାରିବେ...
Tulasi Vivah kebe Madam please janantu🙏
13th November (Wednesday) re Tulasi Bibaha Odisha re palana karajiba
Mam bada osha upabas kou date re kara jiba 13 na 14 re..
ବଡ଼ଓଷା ଉପାସ ୧୩ ନଭେମ୍ବର ଆଉ ବ୍ରତର ସମାପ୍ତି ୧୪ ନଭେମ୍ବର ଚତୁର୍ଦ୍ଦଶୀରେ
Maa pranamAmla nabami dino amla re ghee dei deepo jalile subho hoithae ki...???
ହଁ ଏହା ଶୁଭପ୍ରଦ... ତୁଳସୀ ଓ ଅଁଳା ବୃକ୍ଷ ପାଖରେ କେବଳ ଘିଅ ଦୀପ ଜଳାଯିବା ଉଚିତ
Amla koli ku tike kori sethire salita rakhi deepo jaliba katha pacharuchi...??? Semiti kariba thik ki???
❤❤❤❤❤❤❤❤❤❤❤❤❤❤❤❤❤❤❤
Aapna tulasi chaura chata tale ghara bhitare rakhi chanti amiti rakhi haba ki.
ଘରର ସମ୍ମୁଖ ଭାଗ ବା ବାଲକୋନୀରେ ଛାତ ତଳେ ମଧ୍ୟ ରଖାଯାଇ ପାରିବ ଯେଉଁଠି ସମ୍ପୂର୍ଣ୍ଣ ସୂର୍ଯ୍ୟକିରଣ ପଡୁଥିବ...
Madam ekadashi tharu bhagbat patha subharambha kariheba ki....
ହଁ ଦେବୋତ୍ଥାପନ ଏକାଦଶୀ ଠାରୁ ସନ୍ଧ୍ୟାରେ ଭାଗବତ ପଢା ଆରମ୍ଭ କରାଯାଇପାରିବ...
Mam 🙏Parana knKemiti karajae 🙏
କୌଣସି ବ୍ରତ ରଖିଲେ ତାହାର ବିଧି ପୂର୍ବକ ପରିସମାପ୍ତିକୁ "ବ୍ରତ ପାରଣ" କୁହାଯାଏ... କେଉଁ ବ୍ରତର ପାରଣ ଜାଣିବାକୁ ଚାହୁଁଛନ୍ତି ?
@SwagatikaPani ବଡ ଏକାଦଶି ବ୍ରତ ର
ଏହି ଭିଡ଼ିଓଟି ଦେଖିନିଅନ୍ତୁ Link : th-cam.com/video/GRBI8K4pB3w/w-d-xo.html
@SwagatikaPani thank you so much mam🙏
ଚୁତ୍ରିକା samayre କେମିତି କରିବା ପଞ୍ଚକ
Didi muruja kan 12 tarikha ru daba
Panchuka brata ra Puja bidhi kipari hue appa please kahibe Namskar
ପଞ୍ଚୁକର ପୂଜାବିଧି ଉପରେ ଏହି ଭିଡ଼ିଓ upload କରିଛି... ଦେଖିନିଅନ୍ତୁ...th-cam.com/video/f6Z_LEjEcB0/w-d-xo.html
କାର୍ତ୍ତିକ ମାସରେ ତୁଳସୀ ଚଉରା ରେ ତୁଳସୀ ଗଛଲଗାଯିବକିଜଣାଇବେ
କାର୍ତ୍ତିକ ମାସରେ ତୁଳସୀ ଚଉରାରେ ତୁଳସୀ ଗଛ ଲଗାଇଲେ ଅତ୍ୟନ୍ତ ଶୁଭପ୍ରଦ...
🙏🏻
Bahut sundar information.
ସୁସ୍ୱାଗତଂ 💐ଧନ୍ୟବାଦ👍
Bahut Bahut Dhanyawad for Impatient Message
ସୁସ୍ୱାଗତଂ💐ଧନ୍ୟବାଦ
ବହୁତ ସୁନ୍ଦର ବାର୍ତ୍ତା ଦିଦି🎉🎉🎉
ଧନ୍ୟବାଦ
Thanks madam
ସୁସ୍ୱାଗତଂ 💐
🙏
Bahut badhiyaa lagila Jay jagannath 🙏🙏
ସୁସ୍ୱାଗତଂ 💐ଧନ୍ୟବାଦ
Mam ଅଟକାଳି ଭୋଗ କାର୍ତ୍ତିକ ପୁର୍ଣିମା ଦିନ ଲଗେଇଲେ ହବ କି ଉପାସ ରହିକି କୁହନ୍ତୁ plz 🙏🙏
ଅଟକାଳି ଭୋଗ ତ୍ରୟୋଦଶୀ କିମ୍ବା ଚତୁର୍ଦ୍ଦଶୀ ଦିନ ଲଗାନ୍ତୁ ଯେହେତୁ ଏ ବର୍ଷ ଉଭୟ ତିଥି ସଂଯୁକ୍ତ ହୋଇ ରହୁଛି ଦୁଇ ଦିନରେ... ପୁରା ଉପାସରେ ନ ରହି ପାରିଲେ କିଛି ଫଳ କିମ୍ବା ପରଟା ପୁରି ଆଦି ଖାଇପାରିବେ....
@@SwagatikaPani ତେବେ mam କାର୍ତ୍ତିକ ପୂର୍ଣ୍ଣିମା ଦିନ ଲଗେଇଲେ ଚଳିବ ତ mam
Plz kuhantu plz mam 🙏🙏
ହଁ ଚଳିବ କିନ୍ତୁ ଅଟକାଳି ଭୋଗ ତ୍ରୟୋଦଶୀ ଯୁକ୍ତ ଚତୁର୍ଦ୍ଦଶୀରେ ବିଶେଷ ଭାବେ ମହାଦେବଙ୍କୁ ଦିଆଯାଇଥାଏ.. ନଚେତ ଅନ୍ୟ ସମୟରେ ବି ଦେଇହେବ..
@@SwagatikaPani thank u mam 🙏🙏
Ate kathabujhei thibàrudhaniybad
ଧନ୍ୟବାଦ.. 💐ସୁସ୍ୱାଗତଂ
Mam Badaekadashi dina panchak brata heuthibaru tulashimaa nka puja karipariba ki..pls kahiba mam..
ତୁଳସୀଙ୍କୁ ରବିବାର ଆଉ ଏକାଦଶୀ/ ବଡ଼ ଏକାଦଶୀରେ ତୁଳସୀଙ୍କୁ ସ୍ପର୍ଶ କରିବା ଉଚିତ ନୁହେଁ କାରଣ ତୁଳସୀଙ୍କ ନିର୍ଜଳା ବ୍ରତ ଭଙ୍ଗ ହୋଇଥାଏ ଏବଂ ଜଳ କିମ୍ବା ଭୋଗ ମଧ୍ୟ ଦିଆଯାଏ ନାହିଁ... କିନ୍ତୁ ଧୂପ,ଦୀପ ଆଦି ଦେଇପାରିବେ, ପରିକ୍ରମା କରିପାରିବେ ଓ ତୁଳସୀ ପ୍ରାର୍ଥନା କରିପାରିବେ...
Mam, ଏକାଦଶୀ ରେ ବୃନ୍ଦାବତୀ ଙ୍କୁ ଭୋଗ। ଲାଗେ କି ଦୟା କରି କହିବେ
ନାଁ କାରଣ ରବିବାର ଓ ଏକାଦଶୀରେ ମା' ତୁଳସୀଙ୍କ ନିର୍ଜଳା ବ୍ରତ ଥାଏ.. ତେଣୁ ଜଳ କିମ୍ବା ଭୋଗ ଦେଲେ ତାଙ୍କର ବ୍ରତ ଭଙ୍ଗ କରିବାର ଦୋଷ ଲାଗିଥାଏ
Mam please 🙏 kuhantu gote jhia 2 ta panchuka chaura puja karipariba ki kichi problem nahi 🙏
ନାଁ ଗୋଟିଏ ସମୟରେ ବିଶେଷ ଭାବେ ପଞ୍ଚୁକ ପୂଜା ଗୋଟିଏ ଚଉରା ମୂଳେ କରାଯିବା ଉଚିତ ଆଉ କେହି ବି କରିପାରିବେ...
Tulasi Vivah kebe Madam please janantu🙏
13th November (Wednesday) re Tulasi Bibaha Odisha re palana karajiba
Mam bada osha upabas kou date re kara jiba 13 na 14 re..
ବଡ଼ଓଷା ଉପାସ ୧୩ ନଭେମ୍ବର ଆଉ ବ୍ରତର ସମାପ୍ତି ୧୪ ନଭେମ୍ବର ଚତୁର୍ଦ୍ଦଶୀରେ
Maa pranam
Amla nabami dino amla re ghee dei deepo jalile subho hoithae ki...???
ହଁ ଏହା ଶୁଭପ୍ରଦ... ତୁଳସୀ ଓ ଅଁଳା ବୃକ୍ଷ ପାଖରେ କେବଳ ଘିଅ ଦୀପ ଜଳାଯିବା ଉଚିତ
Amla koli ku tike kori sethire salita rakhi deepo jaliba katha pacharuchi...??? Semiti kariba thik ki???
❤❤❤❤❤❤❤❤❤❤❤❤❤❤❤❤❤❤❤
Aapna tulasi chaura chata tale ghara bhitare rakhi chanti amiti rakhi haba ki.
ଘରର ସମ୍ମୁଖ ଭାଗ ବା ବାଲକୋନୀରେ ଛାତ ତଳେ ମଧ୍ୟ ରଖାଯାଇ ପାରିବ ଯେଉଁଠି ସମ୍ପୂର୍ଣ୍ଣ ସୂର୍ଯ୍ୟକିରଣ ପଡୁଥିବ...
Madam ekadashi tharu bhagbat patha subharambha kariheba ki....
ହଁ ଦେବୋତ୍ଥାପନ ଏକାଦଶୀ ଠାରୁ ସନ୍ଧ୍ୟାରେ ଭାଗବତ ପଢା ଆରମ୍ଭ କରାଯାଇପାରିବ...
Mam 🙏
Parana kn
Kemiti karajae 🙏
କୌଣସି ବ୍ରତ ରଖିଲେ ତାହାର ବିଧି ପୂର୍ବକ ପରିସମାପ୍ତିକୁ "ବ୍ରତ ପାରଣ" କୁହାଯାଏ... କେଉଁ ବ୍ରତର ପାରଣ ଜାଣିବାକୁ ଚାହୁଁଛନ୍ତି ?
@SwagatikaPani ବଡ ଏକାଦଶି ବ୍ରତ ର
ଏହି ଭିଡ଼ିଓଟି ଦେଖିନିଅନ୍ତୁ
Link : th-cam.com/video/GRBI8K4pB3w/w-d-xo.html
@SwagatikaPani thank you so much mam🙏
ଚୁତ୍ରିକା samayre କେମିତି କରିବା ପଞ୍ଚକ
Didi muruja kan 12 tarikha ru daba
Panchuka brata ra Puja bidhi kipari hue appa please kahibe Namskar
ପଞ୍ଚୁକର ପୂଜାବିଧି ଉପରେ ଏହି ଭିଡ଼ିଓ upload କରିଛି... ଦେଖିନିଅନ୍ତୁ...
th-cam.com/video/f6Z_LEjEcB0/w-d-xo.html