LIVE | Independence Day | Quiz Competition | ସ୍ଵାଧୀନତା ଦିବସ କୁଇଜ | Kuna Tripathy | Odia News
ฝัง
- เผยแพร่เมื่อ 7 ก.พ. 2025
- Independence Day | Quiz Competition | ସ୍ଵାଧୀନତା ଦିବସ କୁଇଜ | Kuna Tripathy | ସ୍ଵାଧୀନତା ଦିବସ କୁ ନେଇ ଆମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ | Odia News
#independenceday #quizcontest #kunatripathy #News18Odialive #OdiaNews #ଆଜିରନ୍ୟୁଜ #LiveNews #OdiaSamachar #odishanews #oriyanews
Live Odia News | ଲାଇଭ୍ ଓଡିଆ ନ୍ୟୁଜ୍ | Latest Odia Breaking News Today | Live Odia TV | Odisha TV Updates
News18 Odia is one of India’s leading news channels. Please follow up page to watch live and breaking news with the latest videos added every hour.
News18 ଓଡ଼ିଆ ହେଉଛି ଓଡିଶା ର ନାମୀ ଦାମୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ . ଆପଣ ଏହି ଚ୍ୟାନେଲରେ ଓଡ଼ିଶାର ଟିକି ନିଖି ଖବର ପାଇ ପାରିବେ
Please visit our website bit.ly/2YaikeJ for latest opinions and detailed news coverage.
Follow us on
Facebook: / news18odia
Twitter: ne...
Website: bit.ly/2YaikeJ
Subscribe our channel to get latest news and updates tinyurl.com/y4...
ଏତିକି ଖରାପ୍ ଲାଗିଲା କୋଉ ବି ସରକାରୀ ବିଦ୍ୟାଳୟର ଛାତ୍ର ଛାତ୍ରଙ୍କୁ ବାଛି ନାହାନ୍ତି ❤
Write amiti hua Ama gareba loka nka sahita 😂
ସରକାରୀ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଙ୍କୁ କାହିଁକି ସୁଯୋଗ ଦିଆଗଲାନି, ନା ଏ ବିଦ୍ୟାଳୟ ଗୁଡିକର ଵିଜ୍ଞାପନ କରିବାକୁ ମୋଟା ଅଙ୍କ ପାଇଛନ୍ତି, ଧିକ ତମ କାର୍ଯ୍ୟକ୍ରମ କୁ
Obviously promotion
Right
Right
Right 👍
16:30
ଏହା ଅତି ଲଜ୍ଜ୍ୟା ଜନକ କଥା ଯେ ଆମେ ଯେଉଁ ବିଦ୍ୟାଳୟ ର ପିଲା ମାନଙ୍କୁ ଅତି ଚତୁର, ଜ୍ଞାନୀ, ବୁଦ୍ଧିମାନ୍ ଭାବୁଛନ୍ତି...ପ୍ରକୃତରେ ଏହା ନୁହଁ.... ଗ୍ରାମାଞ୍ଚଳ ର ସରକାରୀ ମାଗଣା ଅଣ୍ଡା ଛତୁଆ ବିଦ୍ୟାଳୟର ପିଲା ମନେ ଏମାନଙ୍କ ଠାରୁ ବହୁତ ଅଧିକ ଜ୍ଞାନୀ ଓ ବୁଦ୍ଧିମାନ....ଏହା ଦୃଢତାର ସହ ମୁଁ କହିପାରିବି...
ଏଗୁଡା ବାଳ ପାଠ ପଢ଼ୁଛନ୍ତି
Right 👍👍👍
Right
Right
ଏତେ ଶିକ୍ଷିତ ହେଇ ଗଲେଣି ଯେ, ଓଡ଼ିଆ କହିବା ପାଇଁ ଲାଜ ଲାଗୁଚି।
ଅଥଚ ସାଧାରଣ ଜ୍ଞାନ ନାହିଁ କି ଏଠାରେ କେହିବି ଇଂରେଜ ନାହାନ୍ତି। ତଥାପି ଶିକ୍ଷା ନାଁ ରେ ନାଟକ ଚାଲିଛି 😂😂
ଭଳ କାର୍ଯ୍ୟକ୍ରମଟି ଥିଲା । କେବଳ ପ୍ରଥମେ ଓଡ଼ିଆରେ ପରେ ଇଂରାଜୀରେ ପ୍ରଶ୍ନ କରିଥିଲେ ଭଳ ହୋଇଥାନ୍ତା । ବନ୍ଦେ ଉତ୍କଳ ଜନନୀ।
Right
Right 👍
Right
ଇଏ କାଳେ କୁଆଡେ....... ଆମ ଓଡ଼ିଶା, ଯେଉଁଠି ଓଡ଼ିଆ ଭାଷା ଅପେକ୍ଷା English ଭାଷା ଅଧିକ ପ୍ରୟୋଗ ହେଉଛି...........।
ଏହା ପରେ ବି ସମସ୍ତେ କହନ୍ତି..... ଆମ ଭାଷା ଓଡ଼ିଆ କେତେ ବଢିଆ
Are eta sabu English medium students 🤣🤣🤣🤣🤣🤣🤣🤣sethi pai English to English in our independence day😰😰😰😰😰😰😰😰
ଖାଲି ବଡ ସ୍କୁଲରେ ପଢିଲେ ପାଠ ହବନି,ଏଥିପାଇଁ ବହୁତ ପରିଶ୍ରମ ଦରକାର, ଦଶମ ଏକାଦଶରେ ପଢୁଛ କଣ ପଢୁଛ କେଜାଣୀ,ଅତି କମରେ 6 ଟା ପ୍ରଶ୍ନର ଉତ୍ତର ଦେଇହୋଇ ଥାନ୍ତା ।👍👍
Thik katha ....
ପୁରା ଓଡ଼ିଆ ରେ ହେଇଥିଲେ ଭଲ ହେଇଥାନ୍ତା
ଇଂଲିଶ medium ବାଳ କୁ ଯଦି govt ସ୍କୁଲ ରେ exam କଲେ 40% cross କରି ପାରିବେ ନାହିଁ
ପରବତୀ କୁଇଜି ଓଡ଼ିଆ ରେ କରାଇ ବାକୁ ଅନୁରୋଧ ଜୟ ଜଗନ୍ନାଥ 🙏🇮🇳
Right and odia minimum students
Think katha
No
FF BOY
@@moviecretor00 p
ଏଇ comment ଯିଏବି ପଢୁଛନ୍ତି ହେ ଭଗବାନ୍ ଆପଣ ତାଙ୍କୁ ଆଉ ତାଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ..ତାଙ୍କ ଜୀବନରେ ସବୁବେଳେ ଖୁସିରେ ଆଉ ଭଲରେ ରୁହନ୍ତୁ..ଏତିକି ମୁଁ ଭଗବାନ ଙ୍କୁ ପ୍ରାର୍ଥନା କରୁଛି..ଜୟ ଜଗନ୍ନାଥ 🙏🙏🙏
Óg
@@manupower4751😊 1:20:37
Thanks sir
ଆପଣ ବି ଭଲ ରେ ଥାଆନ୍ତୁ...
Jay jagannath 🙏❤
ପୋଗ୍ରାମ ଟି ଭଲ ହେଇଛି...
ଦୟାକରି ଓଡ଼ିଆ ଭାଷା ଉପରେ ବେଶି ଧ୍ୟାନ ଦେଲେ ଆମେ ଖୁସି ହେବୁ....
... ଜୟ ଜଗନ୍ନାଥ... 🙏🙏🙏
ବହୁତଭଲ କାର୍ଯ୍ୟକ୍ରମ କିନ୍ତୁଓଡିଆଭାଷାରେପ୍ରସ୍ନଉତ୍ତର କରିଥିଲେଭଲହେଇଥାନ୍ତା ଜଏଜଗନ୍ନାଥ
କୁନା ଭାଇ ଓଡ଼ିଆ କଥା କହୁ ଥିବାରୁ ତୁମକୁ 🙏🙏🙏🙏 ଜୟ ଜଗନ୍ନାଥ 🇮🇳
Au Kaan urdhu re kuhanta na kan
😁😁
ପ୍ରଶ୍ନ ଗୁଡ଼ିକ ଆମ ମାତୃଭାଷା ଓଡ଼ିଆ ରେ ପଚରାଯାଉଥିଲେ ଅତି ସୁନ୍ଦର ଓ ସର ଓଡ଼ିଶାର ଗୌରବ ହେଇଥାନ୍ତା...ଆଉ ଅଧିକ ରୁ ଅଧିକ ସରକାରୀ ବିଦ୍ୟାଳଗୁଡିକୁ ଅନ୍ତର୍ଭୁକ୍ତ କରାଯାଇଥିଲେ ଏହା ଆମ ଓଡ଼ିଆ ଭାଷା ତଥା ଗରିବ ଦାରିଦ୍ର୍ୟ ପିଲା ମାନଙ୍କ ଦକ୍ଷତା ଲୋକ ଲୋଚନକୁ ଆସିପାରିଥାନ୍ତା
ବହୁତ୍ ସୁନ୍ଦର କଥା। ସର୍ବୋପରି ଗ୍ରହଣୀୟ
ଓଡିଆରେ ଏହି ପ୍ରତିଯୋଗିତା ଟି ହୋଇଥିଲେ ଭଲ ହୋଇଥାନ୍ତା ଆମେ ଓଡିଆ ଆମ ରଙ୍ଗ ଓଡିଆ
ଓଡ଼ିଆ ରେ ପ୍ରଶ୍ନ ଏବଂ ଉତ୍ତର ହୋଇଥିଲେ ଭଲ ହୋଇ ଥାନ୍ତା
ଏହି କୁଇଜ୍ କୁ ଓଡିଆ ରେ କରିବାକୁ ଅନୁରୋଧ।କାହିଁକି ନା ଏମାନେ ସବୁ ଓଡ଼ିଆ ଆମ ରାଜ୍ୟ ଓଡ଼ିଶା।
Odia bi kahuchhanti
Self devlope pai odia laguase jothesto nuhe . sethipai missrone laguase heichhi sobu laguase .
ଓଡ଼ିଆରେ ପ୍ରଶ୍ନ ପଚାରିଥିଲେ ଭଲ ହୋଇଥାନ୍ତା , କାହିଁକି ନା ଅଧିକାଂଶ ଲୋକ ଇଂରାଜୀ ଭାଷା ବୁଝି ପାରୁନାହାନ୍ତି।
Right bro 👍👍👍👍👍👍
Right
ଅଧିକାଂଶ ପ୍ରଶ୍ନ ଓଡିଆ ମିଡିୟମ୍ ନବମ ଓ ଦଶମ ଶ୍ରେଣୀ ବହି ରୁ ପଚାରୁଛନ୍ତି ।।।।
ଆମ ଓଡ଼ିଆ ଭାଷାକୁ ନେଇକି ଗର୍ଭ କରୁଥିବା ଲୋକ ମାନେ
ଏହା ଆମକୁ ବହୁତ୍ ବାଧିଲା
ଓଡ଼ିଆ ଚ୍ୟାନେଲ ରେ ଆୟଜନ କରୁଚ
କିନ୍ତୁ ଇଂରାଜୀ ରେ ପ୍ରଶ୍ନ ପଚାରୁଚ
କାହିଁ ଓଡ଼ିଆ ରେ ପଚାରି ହେଉନି
ସେଥିପାଇଁ ଆମେ ଓଡ଼ିଆ ଭାରି ବଢ଼ିଆ ନାରା
ଲଗାଉଚ।
ମୁଁ ଦେଖୁଛି ବେଳେବେଳେ ଇଂରାଜୀ ପ୍ରଶ୍ନକୁ ଓଡ଼ିଆରେ ଅନୁବାଦ କରିବାକୁ ପଡୁଛି l ତେବେ ପ୍ରଥମରୁ ହିଁ ଓଡ଼ିଆରେ ପ୍ରଶ୍ନ ରଖିଥିଲେ କ'ଣ ହୋଇଥାନ୍ତା ? ଆଉ ଆମେ ବାହାରି ପଡିବୁ ଓଡ଼ିଆ ଭାଷାକୁ ବୋଞ୍ଚାଇବା ପାଇଁ l ଏହା ଠୁ ବଳି ଲଜ୍ଜା ଆଉ କିଛି ନାହିଁ ।ଆଉ ଗୋଟେ କଥା ହେଲା ଏଠି ଭାଗ ନେଇଥିବା ବିଦ୍ୟାଳୟଗୁଡ଼ିକ ଅଧିକାଂଶ ଇଂରାଜୀ ମାଧ୍ୟମ l ଏଇଠି ମଧ୍ୟ ଓଡ଼ିଆ ମାଧ୍ୟମ ବିଦ୍ୟାଳୟ ଗୁଡ଼ିକୁ ନୀଚ୍ଚ କରାଯାଇଛି ।
Right 👍👍
ଏହି ମାନଙ୍କ ଠାରୁ ଆମ ସରକାରୀ ସ୍କୁଲ ପିଲା ଭଲ ଉତ୍ତର ଦିଅନ୍ତି ।
Right
Absulutly right
ନା ମ govt ସ୍କୁଲ ପିଲା କାହିଁ ଦେଖିବେ ।କେବଳ english medium ସ୍କୁଲ ପିଲା ଦେଖିଛନ୍ତି। କୁନା ବୁଢା ତତେ ଟିକେ ଲାଜ ଲାଗିବାକଥା।
ଆଜି ସମସ୍ତଙ୍କୁ ଓଡ଼ିଆ କହିବାକୁ ଲାଜ ଲାଗୁଛି!
💯
ଉପସ୍ଥାପନା ଭଲ ନାହିଁ।,,ପିଲାମାନେ ଡରି ଯାଉଛନ୍ତି। 🇮🇳 🇮🇳 🇮🇳 🇮🇳
କୁଇଜ୍ ଓଡ଼ିଶା ରେ ନୁହେଁ ଯେମିତି ଇଂଲଣ୍ଡ ରେ ହେବାଭଳି ଲାଗୁଛି।
ଆପଣଙ୍କଠାରୁ ଏହିପରି ଆଶା ନଥିଲା
Kuna Tripathi is very very excellent anchoring I likely so much sir
ଖାଲି ପୂର୍ବ ଓଡ଼ିଶା ପିଲା ମିଳି ଲେ ଆଉ ମିଳି ଲେ ନାଇଁ
Correct
Faltu katha kuhani...khali bbsr pila achhanti ...purba odisha re kia achhanti?
ଓଡ଼ିଆ ରେ question ପଚାରି ଥିଲେ ଭଲ ହେଇଥାନ୍ତା। କାହିଁକି ନା ଅଧିକାଂଶ ଲୋକ English language ବୁଝିପାରୁନାହାନ୍ତି
Yes bro
Sir ଓଡ଼ିଆ ରେ ପଚାରିଲେ ଭଲ ହୁଅନ୍ତା 🙏
ଓଡ଼ିଆ ଚେନାଲ୍ ରେ ଇଂଲିଶ ଦେଖିକି ଓଡ଼ିଆ ଭାଷାର ଭବିଷ୍ୟତ....ଓଡ଼ିଆ ବିଦ୍ୟାଳୟ ର ଦୟନୀୟ ସ୍ଥିତି ଜଣାପଡୁଛି ।
ଵହୁତ ବହୁତ ଭଲ ଲାଗିଲା ଏବଂ
ଆଗକୁ ଅନେକ ଅନେକ ଏହି ପରି program ନେଇ ଆସନ୍ତୁ
ବିଶ୍ୱାସ କରିବେନି...ଆମ ଗାଁ ସ୍କୁଲ୍ ପିଲା ଏହାଠାରୁ ବହୁତ୍ ଭଲ ଉତ୍ତର ଦେବେ... ଆଉ ଏମାନେ ତ ସ୍ମାର୍ଟ୍ ସିଟି ର ସ୍ମାର୍ଟ୍ ଇଂରାଜୀ ବିଦ୍ୟାଳୟ ର ପଇସା ଦିଆ ପାଠ ପଢା ଛୁଆ...ଏତେ ସହଜ ଏବଂ ଗୁରୁତ୍ୱପୂର୍ଣ୍ଣ ସାଧାରଣ ଜ୍ଞାନ ପୁଣି ଆମ ଦେଶ ବିଷୟରେ ଏମାନେ କହିପାରୁନାହାନ୍ତି....ତାହେଲେ ଏତେ ଉଚ୍ଚ ତାରକା ପ୍ରାପ୍ତ ବିଦ୍ୟାଳୟ ରେ ଲକ୍ଷ ଲକ୍ଷ ଟଙ୍କା ଦେଇ ପାଠ ପଢ଼ିବାର ମୂଲ୍ୟ କଣ 🤭🤭
ଏଗୁଡ଼ା ବାଳ ପାଠ ପଢ଼ୁଛନ୍ତି
ଜୟ ସରକାରୀ ବିଦ୍ୟାଳୟ... ଜୟ ଭାରତ ମାତା 🇮🇳✊🏻
53:30 ରେ ପିଲା ଭୁଲ answer ଦେଲା, କିନ୍ତୁ କୁନା ତ୍ରିପାଠୀ ଜାଣିପାରିଲେନି,
Statue of unity କହିଲା କିନ୍ତୁ answer statue of Liberty show କରିଦେଲେ।
ଦେଖନ୍ତୁ ଠିକ୍ ସେ ସମସ୍ତେ
Also 56:30
Yess brohh
Wrong ans re 10 mark
Pila thik answer deichanti.. Chhanel bhul answer re green signal deichi
Bhai comment dea agaru google kari niantu..apana ta mane jantinini statue of unity Indiara sardar ballabhai patelnkara 182 mtr ra narmada nadi upare gujurat re achhi..largest statue in the world
ଏହି ସବୁ ଉତ୍ତର +୩ କଳା ଇତିହାସ ସମାନରେ ବହିରେ ଅଛି।
12 ସରକାରୀ ବିଦ୍ୟାଳୟକୁ ନେଇ ଏମିତି ଗୋଟେ ପ୍ରୋଗ୍ରାମ ହେଲେ ଭଲ ହୁଅନ୍ତା
ଭାରତ ମାତା କି ଜୟ ଜୟ ଜୟ
BHARAT MAATA KI JAY GREAT 👍👍👍👍👍👍👍👍👍👍 MY SARA BHARATYA HINDUSTANI modi ji ❤❤❤❤❤❤❤❤❤❤❤❤❤❤❤❤❤❤❤
Kuna Tripathy is a Excellent ankering. କୁନା ତ୍ରିପାଠୀ ଜଣେ ମେଧାବୀ ଆଦର୍ଶ ଉପସ୍ଥାପକ. कुना त्रिपाठी एक आछी अंकेरिंग धन्यवाद 🤝
ଆଛା କୁନାଭାଇ ତମେବି ସେଇୟା କଲ ଏପଟେ ଓଡିଆ ଓଡିଆ କହିକି ଡିମ୍ଡିମ ପିଟୁଚ ପୁଣି ଏ ଇଙ୍ଗ୍ରାଜି ଚୋବେଇବାର ମାନେକଣ ।
କଣ ଶବୁକଥା ଓଡିଆରେ କହିଥୀଲେ ଓଡିଶାର ସମ୍ମାନ ହାନି ହେଇଥାନ୍ତା ନା ତମର ଇଯତ କମିଯାଇଥାନ୍ତା । ସେଶରେ ଏତିକି କହିବି ଓଡିଶା ରେ ଏ ଇଙ୍ଗ୍ରାଜିର ଡ୍ରାମା ବନ୍ଦକର
Kuna kan kariba 😂 taku channel jaha kahiba se seia kariba
ଆଜ୍ଞା ଓଡ଼ିଆ ଭାଷା ରେ ପଚାର ମୁଁ ଇଂଲିଶରେ ବୁଝି ପାରୁନି
ସ୍ୱାଧୀନତା ଦିବସ ଦିନ ବି ଇଂରାଜୀ ଭାଷା ଛାଡି ହେଉନି। ଇଂରେଜ ର ଗୁଲାମ।
Good step by news18 odia
ବହୁତ ସୁନ୍ଦର କାର୍ଯ୍ୟକ୍ରମ 🙏
ତମ କ୍ୱଇଜ଼ ର answer ଆସୁଛି mika sing
But ପ୍ରକୃତ answer ଟା ହେଉଛି milkha sing।frist ତମେ ନିଜେ ଟିକେ ପାଢ଼ୀକି ଆସ
Love you news 18 for such a beautiful lovely action
ଦୟାକରି ଓଡିଆ ଭାଷାରେ ପଚରିଥିଲେ ଭଲ ହେଇଥାନ୍ତା।
Nice very interesting and intlegent program by zindal and tata steel and others supporter congratulaton all of u. Thank u
Congratulations komya and Deepak of TSG GURUKUL
ଓଡିଶା ନା England, ଇଂରାଜୀରେ ପ୍ରଶ୍ନ
Although we know english but you have to ask in odia and show the question in odia. If we dont respect our language then no one can respect our language...
କେହି ଇଂରାଜୀ ସ୍କୁଲ୍ ରେ ପଢ଼ିଲେ କି ଇଂରାଜୀ ରେ କଥା କହିଦେଲେ ଜ୍ଞାନୀ ବୁଦ୍ଧିମାନ ହେଇଯାଆନ୍ତି ନାହିଁ.... ଏଥିପାଇଁ ଯଥେଷ୍ଟ ଜ୍ଞାନ ର ଆହରଣ ଓ ଜିଜ୍ଞାସା ଥିବା ଦରକାର ଏବଂ ଅତି ନିମ୍ନ ସ୍ତରରୁ ମାନବିକତା କୁ ବୁଝିପାରୁଥିବା ବ୍ୟକ୍ତି ଏହାର ଉପଯୁକ୍ତ ହୋଇପାରିବ
Odia medium bhi 2 ta group achanti...saraswati shisu mandir unit 8 au barmunda....
@@trisharath4071 ସମୁଦାୟ 12 ଟି ସ୍କୁଲ୍ ରୁ 3 ଟି ଓଡ଼ିଆ ଓ ସେଥିରୁ 1ଟି ମାତ୍ର ସରକାରୀ... ତାହେଲେ ଏହା କେଉଁ ପ୍ରକାର ମନୋଭାବ କୁ ସୂଚାଉଛି....ଓଡ଼ିଶା ରେ କଣ ସରକାରୀ ବିଦ୍ୟାଳୟ ତୁଳନାରେ ବେସରକାରୀ ବିଦ୍ୟାଳୟ ଅଧିକ ରହିଛି🤔
@@trisharath4071 ଯାହାର ଦରକାର ଅଛି ତାକୁ ସୁଯୋଗ ଦିଆଯିବା ଉଚିତ୍ ନା କି ଯାହାର ସବୁ ସୁବିଧା ଅଛି ସେମାନଙ୍କୁ ସୁଯୋଗ ଦିଆଯିବ 🙄
@@ashutoshharichandanjena2458 pura odisha re sabu pila nku sujog dei thile bhala heithanta...
@@trisharath4071 ଏମିତି ହେଇପାରିଲେ ତ ବହୁତ୍ ଭଲ କଥା...କିନ୍ତୁ ମୁଖ୍ୟ ଜିନିଷ ହେଉଛି ଅନୁନ୍ନତ ଗରିବ କିମ୍ବା ଗ୍ରାମାଞ୍ଚଳ ପିଲାଙ୍କୁ ଅନ୍ତର୍ଭୁକ୍ତ କରିବା ଯେଉଁମାନେ କି ମୂଖ୍ୟତଃ ସରକାରୀ ବିଦ୍ୟାଳୟ ଗୁଡିକରେ ହିଁ ପଢନ୍ତି...ଦେଶର ପ୍ରକୃତ ବିକାଶ ଗ୍ରାମାଞ୍ଚଳ ରୁ ହିଁ ହୋଇପାରିବ...ନା କି ସହର କୁ ଅଧିକ ରୁ ଅଧିକ ଧ୍ୟାନ ଦିଆଯିବ ଉଚିତ୍
Thank you so much sir you are telling for us everything clear I learnt something this video but I request you sir ask question in Odia🎉 congratulation dear my friends god bless you
Ati sundar prachesta.very nice step.
Great 👍idea for the program
News 18 ODISHA thank you
ଏଭଳି କୌଣସି ଶିକ୍ଷା,ଦେଶ,ସମାଜ ତଥା ଶିକ୍ଷାର୍ଥୀ କୈନ୍ଦ୍ରିକ କାର୍ଯ୍ୟକ୍ରମ କରିବା ବେଳେ ମାତୃଭାଷା, ଗ୍ରାମାଞ୍ଚଳ ଅନୁନ୍ନତ ଅଂଚଳ , ଗରିବ ଶ୍ରେଣୀ ର ଶିକ୍ଷାର୍ଥୀ ମାନଙ୍କୁ ଦୃଷ୍ଟି ରେ ରଖି କରିବାକୁ ଅନୁରୋଧ...କାରଣ ଆମକୁ ସମସ୍ତଙ୍କୁ ସମାନତା ର ସହ ଆଗକୁ ନେବାର ଆବଶ୍ୟକତା ରହିଛି...କୌଣସି ବଡ଼ ବଡ଼ ଚାକିରିଆ ବା ପଇସା ଦେଇ ବିଦ୍ୟା କ୍ରୟ କରୁଥିବା ପରିବାର ର ଛୁଆ ଙ୍କୁ ନେଇ ନୁହେଁ...
Bhala epesod🙏🏻🙏🏻👌🏻👌🏻👌🏻 Pilanka ପାଁଇ
Minde blowing sir thanks🌹🙏
A good step to improve competitive thought of students...I
Wow what a great 😃 episode....🔥🔥🔥
Baladeb
@@baladebgadaba2970 .
Wow level questions.. thank you news 18
Ete dinake gote bhala initiative..great
Birsha Munda from Jharkhand but famous for odisha.
ଭାରତ ସ୍ୱାଧନତା questions କହି।ଆଉ ଅଲଗା questions Kain pachara jauchi।
ପିଲା ମାନେ କୁନା ତ୍ରିପାଠିର ପ୍ରୋଗ୍ରାମ ଦେଖନ୍ତୁ ବହୁତ knowledge ପାଇବେ
Questions ta Odiare pacharile bhala huantha odia bhari badhia ❤❤❤❤ kahaku kahaku bhala lagilani , English Questions karibaru bhala lagilani , odia hei English re questions karuchanthi
Au gote b sarakari school ku dakinahanthi 🥺🥺🥲🥲
Bhalalaguni jadi like kara 👇👇
🎉 congratulations 👏
Thanks you so much news 18 India Tim, 🙏🙏🙏🙏🙏
Congratulaton tsg gurukul for your achievement technique silent is the best medicine for mind.
Birsa munda
Thank you so much sir
Really kuna tripaathi sir is great Pearson
Bht bhala program....... Emitty kale country ageiba
Good effort... thanks to news 18 Odia and supporter
Congratulations SSVM U-8
CONGRATULATIONS ATMAN and FALGUNI
Very beautiful amiti video sabu bele haba uchit jay hanuman
It should be organised not only in bbsr but in all districts to encourage the students of every part of Odisha.
You r right sir💯💯
Perfect Bhai
😅Popppp😊
😅o😊o
😅
ସବୁ ପ୍ରଶ୍ନପତ୍ର ପାଇରୁ ମ୍ୟାନ୍ ପରିକ୍ଷାରେ ଆସିଥିବା
Super 👌
nice episode sir ji🙏
Thanks kuna sir
୯୦% ପ୍ରଶ୍ନ ସହଜ ଥିଲା
Very nice video ❤🎉
Yes we need these kind of news
BjgywzaBt
I am from gajapati district paralakhemundi sir
The unique style GOVERNMENT school 😍😍😍🥰
Thank u Kuna sar🙏🙏🙏🙏🙏🙏🙏
Good Step Sir... It's a Best programm
Ssvm is unstoppable ❤️💞💞
First time you creat Excellent program .All the students can show and Express their internal Quiz activities through ur chanell.
The winner tsg gurukul was changed the game by silent 😂👍👍good strategy tsg keep it up 🎉🎉
ବିର୍ସା ମୁଣ୍ଡା ଓଡିଶା ର ନୁହନ୍ତି ସେଥିଲେ ବିହାର ରାଜ୍ୟ ର ଯେ କି ବର୍ତମାନ ଝାରଖଣ୍ଡ ରାଜ୍ୟ ର ଉଲିହାତୁ ଗାଁ ର ଥିଲେ
Congratulations tsg ❣️
Very good thinking and work,best examples for youth generation...
Really this was a valuable show
ଆଜିର ଭବିଷ୍ୟତ କାଲିକି ଇଂରାଜୀ ର ଚାକର ହେବେ😂😂😂😂 । ଓଡ଼ିଆ ମାଟିଟେ ଇଂରାଜୀ ର ଜୟ ଜୟ କାର 😂😂😂😂😂ଜୟ ବ୍ରିଟିଶ...ଜୟ ଇଂରାଜୀ 😂😂😂😂।
Agaku Madhya ehipari program karibaku Mora anurodh .
OAV pilamananku madhya add
karile mu bahut khusi hoithanti
75th republic Day
🙏🏻🇮🇳💭👨👨👧👦APJ KALAM MY INSPIRATION 🙏🏻
Very very nice 🙏🏾🙏🏾🙏🏾
Baksi jagabandhu nare gotie cinema heba uchit
Good program for our young child...but emiti eka program govt service pain prepare karuthiba pilanku nei kale bahut bhala huanta...pilamane encourage huante...
Mu Kuna Tripathy sir yeha anurodh karibaku chahen....Jadi samvab ye Utkal mati Swadhinata sangrami mana nka upare kichi odia chalachitra karibaku chesta karantu....
Gote Odia hisab re sabubele odia Swadhinata sangrami mana nkara parakrama ,tyaga au nistha ra katha dekhibaku chahen....
Sir🙏🏻