ରବି ଭାଇଙ୍କ 20 ଟଙ୍କିଆ ପଖାଳ | I sponsored food for 50 people | Anchor Subham

แชร์
ฝัง
  • เผยแพร่เมื่อ 27 ธ.ค. 2024

ความคิดเห็น • 1.7K

  • @AnchorSubham1
    @AnchorSubham1  ปีที่แล้ว +498

    ❤❤thankyou guys for being so kind 🙏🏻 I will keep my words for sure :) as of now I am not in town and will be back in few days , why for and where I am now you all will come to know in next few vlogs by the time Enjoy and keep loving ❤❤❤❤

    • @iamalok-
      @iamalok- ปีที่แล้ว +3

      Cheers bro🙏

    • @JyotirmayeeJena-ps2cd
      @JyotirmayeeJena-ps2cd ปีที่แล้ว +4

      We will always with you❤

    • @debadattasahu3490
      @debadattasahu3490 ปีที่แล้ว

      Jay Jagannath 🙏 Bhai ❤

    • @kinggopinathdash1447
      @kinggopinathdash1447 ปีที่แล้ว +5

      Bhai one week re 5k like kahithila but 12 hour re 15k like hoigala. This is the power of good work . God bless u bhai

    • @anwesham2209
      @anwesham2209 ปีที่แล้ว

      15k likes ❤❤❤❤ Good works show always it's results🎉🎉🎉congratulations Subham bhai❤Love from balangir, Odisha

  • @dipalidas8184
    @dipalidas8184 ปีที่แล้ว +149

    ଓଡ଼ିଆ ମାଟିର ପୁଅ
    ପଖାଳରେ ଗଢ଼ା ଦେହ..
    ହାରି ଯିବୁ ନାହିଁ ନଇଁ ଯିବୁ ନାହିଁ କାରଣ ଦୁର୍ବଳ ଆମେ ନୁହଁ!!
    ହୃଦୟ ସ୍ପର୍ଶୀ video ଶୁଭମ ଭାଇ 🙏🏻 ଜୟ ଜଗନ୍ନାଥ

    • @rabidalai3020
      @rabidalai3020 ปีที่แล้ว +1

      Jay Jagannath 🙏

    • @Shripatitapabana
      @Shripatitapabana 7 หลายเดือนก่อน

      ଜୟ ଜଗନ୍ନାଥ 🙏

    • @subhasissahoo0018
      @subhasissahoo0018 2 หลายเดือนก่อน

      Bohut sundar ❤ mo bhauni

  • @manoranjanmanoj6128
    @manoranjanmanoj6128 ปีที่แล้ว +19

    Bahuta bhala ଚିନ୍ତା ଧାରା ଶୁଭମ୍ ଭାଇ..❤❤❤❤ ଭାଇ ଆପଣଙ୍କୁ ଭଗବାନ ସବୁ ବେଳେ ଖୁସିରେ ରଖନ୍ତୁ ଜୟ ଜଗନ୍ନାଥ ❤❤❤

  • @kumarjaga6872
    @kumarjaga6872 ปีที่แล้ว +93

    ହୃଦୟରୁ ଜଣେ ଭଲ ମଣିଷ 🙏🙏🙏ମାନବିକତା ବଞ୍ଚାଇରଖିବାକୁ ହେଲେ ଆପଣଙ୍କ ଭଳି ମଣିଷ ଭାରତବର୍ଷରେ ଜନ୍ମିବା ଉଚିତ... ଧନ୍ୟବାଦ ଭାଇ!!!ଶ୍ରୀଜଗନ୍ନାଥ ଆପଣଙ୍କ ଚଲାପଥ କୁସୁମିତ କରନ୍ତୁ!!!🙏🙏🙏...💓💓💓💓💓💓💓....

  • @firefirehecker6492
    @firefirehecker6492 ปีที่แล้ว +153

    5 k ନୁହ 50k like କରିବାକୁ ରାଜି
    ଆମେ ଓଡ଼ିଆ ଆମ ପଖାଳ ଭାରତ ଦେଶରେ ସବୁଠୁ ବଢିଆ
    ଓଡ଼ିଆ ଭାଇ ସବୁ like କର comment କର pless 🙏🙏🙏

  • @jitendrasahu9073
    @jitendrasahu9073 ปีที่แล้ว +161

    ବହୁତ୍ ସୁନ୍ଦର୍ ହୃଦୟ ଭାଇ ଏମିତି ସମସ୍ତ ଙ୍କ ମନ ହେବା ଦରକାର 🙏🙏🙏🙏ଜୟ ଜଗନ୍ନାଥ

    • @balaramjena3678
      @balaramjena3678 ปีที่แล้ว +1

      Yes bro

    • @Ajaya12335
      @Ajaya12335 ปีที่แล้ว

      Yemite hel ne .loka au kama karibeni😂

  • @vickymishra82
    @vickymishra82 11 หลายเดือนก่อน +23

    ଭଗବାନ ରବି ଭାଇ ଓ ତାଙ୍କ ପରିବାର ଙ୍କୁ ସବୁବେଲେ ଖୁସିରେ ରଖନ୍ତୁ, ଏମିତି ନିରନ୍ତର ସେବା ରବି ଭାଇ କରି ଚାଲନ୍ତୁ, ବହୁତ ଭଲ କାର୍ଯ୍ୟ ଟେ କଲ ସୁଭମ ଭାଇ 👍

  • @Biswajit_9937
    @Biswajit_9937 ปีที่แล้ว +33

    Divided by Rich and poor but United by humanity ❤️

  • @umakantadas4702
    @umakantadas4702 ปีที่แล้ว +11

    ଶୁଭମ୍ ଭାଇ ମୁଁ ଆପଣକଂ ର ଛୋଟ ବେଳୁ fan......mate vala Lage ଆପଣଙ୍କର anchoring ବଢିଆ କାମ କରୁଛନ୍ତି dil se thanx ❤ ଜୟ ଜଗନ୍ନାଥ

  • @mr.aditya143
    @mr.aditya143 ปีที่แล้ว +4

    ଜୀବନରେ କିଛି ନାଇ ଯେତିକି ସକ୍ଷମ ଯାହା ପାଖରେ ଯାହା ବି ଅଛି ଲୋକଙ୍କୁ ସାହାଯ୍ୟ କରନ୍ତୁ❤ ଜୟ ଜଗନ୍ନାଥ 💯🙏

  • @sidharthasekharjani1440
    @sidharthasekharjani1440 ปีที่แล้ว +433

    ଏ ଭିଡିଓ ଦେଖୁଥିବା ସମସ୍ତଙ୍କୁ ଅନୁରୋଧ ଶୁଭମ୍ ଭାଇ ଦେଇଥିବା ସମୟସୀମା ମଧ୍ୟରେ ଆମ୍ଭେମାନେ ୫ହଜାର ଲାଇକରେ ପହଞ୍ଚାଇ ଏକ ଭଲ କାମରେ ସହଯୋଗ କରିବା ତଥା ଏଥିରେ ଅଂଶୀଦାର ହେବା। ଜୟ ଜଗନ୍ନାଥ 🙏

    • @himansuofficial4396
      @himansuofficial4396 ปีที่แล้ว

      Balo Kariba tor kana jauchhi be tu to kama kar ok😈

    • @j.p.k.p.maasarala6995
      @j.p.k.p.maasarala6995 ปีที่แล้ว +6

      JAY JAGANNATH SWAMI KI JAY

    • @mano6134
      @mano6134 ปีที่แล้ว +6

      Khali pakhala pai 5k like Kebe restaurant re ku neiki 30 lokanku khaiba ku dau tahele 5.1k like dabu

    • @mano6134
      @mano6134 ปีที่แล้ว +3

      Besi bhasan deni

    • @popukumar1873
      @popukumar1873 ปีที่แล้ว

      ​@@mano6134 Are Garibo nku help karajae dhoni Loko nku nahi

  • @pritamkumar4856
    @pritamkumar4856 ปีที่แล้ว +8

    Your work proves how good a person u r and shows how ur parents teach u salute to you and i want to be part of this initiative please share location

  • @balgopaldanta383
    @balgopaldanta383 ปีที่แล้ว +20

    ବହୁତ ଖୁସି ଲାଗିଲା ଭାଇ ତୁମର ଏମିତି ସୁନ୍ଦର ଚିନ୍ତା ଧାରା ପାଇଁ ।ଭଗବାନ ତୁମର ଚଲାପଥକୁ କୁସୁମିତ କରନ୍ତୁ ।🙏🙏🙏

  • @Akm12513
    @Akm12513 ปีที่แล้ว +8

    ଜୟ ଜଗନ୍ନାଥ ଭାଇ ଭଗବାନ ଆପଣଙ୍କୁ ଏବଂ ଆପଣଙ୍କ ସପରିବାରଙ୍କୁ ଭଲ ରେ ରଖନ୍ତୁ । ଆପଣ ଏହି ଭଳି ଭାବେ ସମସ୍ତଙ୍କୁ ସାହାଯ୍ୟ ର ହାତ ବଢ଼ାଉଥାନ୍ତୁ । ଜୟ ଜଗନ୍ନାଥ

  • @prabirkumarjena1363
    @prabirkumarjena1363 ปีที่แล้ว +26

    ଅତି ଚମତ୍କାର ପଦକ୍ଷେପ । ମୁଁ ହୃଦୟ ରୁ ଆପଣ ଙ୍କୁ ଶୁଭେଚ୍ଛା ଦେଉଛି ଜଣେ ବଡ ଭାଇ ହିସାବ ରେ ❤

  • @sitansuransingh
    @sitansuransingh ปีที่แล้ว +15

    This type of help ful people very rare in odisha.
    Lord Jagannath blessings you ❤🙏🙏🙏

  • @munapradhan6648
    @munapradhan6648 ปีที่แล้ว +17

    ଭାଈ ଭଗବାନେ ଆପଣଙ୍କୁ ସବୁବେଳେ ଖୁସିରେ ରଖନ୍ତୁ
    ଆପଣ ସବୁବେଳେ ସେମିତି ଲୋକଙ୍କୁ ସାହାଯ୍ୟ କରିଚାଲ ❤❤❤
    Love you bro

  • @ALLINONE-wm3dr
    @ALLINONE-wm3dr ปีที่แล้ว +1

    ଭିଡିଓ ଟି ଅତି ସୁନ୍ଦର ଲାଗିଲା... ଏବଂ ଉପସ୍ଥାପନା ଅତ୍ୟନ୍ତ ଉଚ୍ଚ କୋଟିର... ସବୁ ଭିଡିଓ ଏମିତି କରନ୍ତୁ.... 🙏ଜୟ ଜଗନ୍ନାଥ

  • @susilasahoo2652
    @susilasahoo2652 ปีที่แล้ว +12

    ଭାଇ ଆପଣଙ୍କ ମନୋଭାବ ଦେଖି ଖୁସି ଲାଗିଲା ।

  • @amarjeetsahoo1694
    @amarjeetsahoo1694 ปีที่แล้ว

    ରବି ଭାଇ ଙ୍କ ଦୋକାନ ଯେତିକି ଛୋଟ ତାଙ୍କ ହୃଦୟ ସେତିକି ବଡ଼। ଶୁଭମ୍ ଭାଇ ଙ୍କ ହୃଦୟ ଭି କମ୍ ବଡ଼ ନୁହେଁ।

  • @budhiramdas209
    @budhiramdas209 ปีที่แล้ว +34

    ଭାଇ ସତରେ ତୁମ ବ୍ୟବହାର ଆଉ ଏ ସାହାଯ୍ୟ ମୋତେ ଦେଖି ମୋତେ ବହୁତ ଖୁସି ଲାଗିଲା ଭଗବାନ କରନ୍ତୁ ତୁମେ ସବୁବେଳେ ଖୁସିରେ ରୁହ ଭାଇ ଆଉ ମୁ ଭଗବାନ ପାଖରେ ପ୍ରାର୍ଥନା କରୁଛି ମୋ ଭାଇ କୁ ବହୁତ ଆଗକୁ ନିୟନ୍ତୁ ଆଉ ଭାଇ ଗୋଟିଏ କଥା କହିବି ଗରିବ ମାନଙ୍କୁ ଏ ମିତି ସାହାଯ୍ୟ କଲେନା ବହୁତ ଆନଦ ମିଳିଥାଏ ଜୟ ଜଗନ୍ନାଥ

  • @yash_287
    @yash_287 ปีที่แล้ว +14

    Lots of love to you Subham bhai for introducing us to such a genuine and humble person ❤

  • @bishnupriyajena1629
    @bishnupriyajena1629 ปีที่แล้ว +28

    ଅତି ସୁନ୍ଦର ଭାଇ ବହୁତ୍ ଖୁସି ଲାଗିଲା ଭିଡିଓ ଦେଖିକି। ଭଗବାନ ସବୁ ବେଳେ ଆପଣଙ୍କର ମଙ୍ଗଳ କରନ୍ତୁ ଜୟ ଜଗନ୍ନାଥ ❤

  • @sumanbehera3405
    @sumanbehera3405 ปีที่แล้ว +13

    Bhai 1week re 5k like kn 14hrs re 16k like asichi . Sabu lako Dil ru support karuchonti apananku ❤. Emiti help karantu . Emiti Aagei chalantu . Dil se love you. We are one proud to be an Indian 🇮🇳 . Jay Shree Ram 🚩🙏.. Amo balasore Toka 👍🤟 .

  • @ARAVINDMRLIFE
    @ARAVINDMRLIFE ปีที่แล้ว +12

    ଆଜି ପର୍ଯ୍ଯନ୍ତ ଯେତେ ବି vlogs ଦେଖିଛି ଅପଣ ଙ୍କର ଏଇଟା ମୋ ପାଇଁ ସବୁଠାରୁ Special

  • @nigomnaik9834
    @nigomnaik9834 ปีที่แล้ว +6

    ବହୁତ୍ ଭଲ ଲାଗିଲା ଭାଇ ଏମିତି ଖାଇ ବାକୁ ଦେଉ ଥାଅ 🙏🙏🙏🙏♥️👌

  • @chandrasekharsanta-bj2ux
    @chandrasekharsanta-bj2ux ปีที่แล้ว +19

    ଆପଣଙ୍କୁ ଇଶ୍ୱର ପ୍ରଚୁର ମାତ୍ରାରେ ଆଶୀର୍ବାଦ କରନ୍ତୁ 🙏🙏ଭାଇ ଆପଣଙ୍କ ପଖାଳ ଦେଖି ମୋତେ ଲାଲ ଗଡ଼ିଲାଣି 😋😋

  • @gopalrout416
    @gopalrout416 ปีที่แล้ว +6

    Excellent work done by you bhai. Your motive & your intention is great.
    Go ahead. Kind hearted people like you are required for this society for the change.
    Thnxx.
    Mahavikramshali Lord Sri Jagannath bless you.

  • @amanpanigrahi2326
    @amanpanigrahi2326 ปีที่แล้ว +34

    Hats of @AnchorSubham1 Subham Bhai . Such type of vlog should inspired each of us bcz which tells us , Humanity is still alive . The way of presentation and conversation is bang on . I could say you are one of the best vlogger of Odisha. Keep up the good work . Jay Jagnnath🙏

  • @niranjanpatra84
    @niranjanpatra84 ปีที่แล้ว +2

    Rabi Bhai nku sadhubad.❤ bhubaneswar bhalia mahanga saharare ate sasta re khaibaku deuchhanti ❤🙏

  • @Lkmvlogodisha
    @Lkmvlogodisha ปีที่แล้ว +8

    ଏକୁଇ କହନ୍ତି dil ସେ ବାଲେଶ୍ୱରିଆ ❤❤ ଶୁଭମ୍ ଭାଇ ❤❤❤❤ ହ୍ରୁଦୟ୍ ଅଲଗା ପ୍ରକାର

  • @deepakbaral4334
    @deepakbaral4334 ปีที่แล้ว +1

    Video ଟି ବହୁତ ଭଲ ଲାଗିଲା, ❤ ରୁ ଧନ୍ୟବାଦ୍ ଏଭଳି ଦେବତୁଲ୍ୟ ମହାନ୍ ବ୍ୟକ୍ତିତ୍ଵ ଙ୍କୁ ଆମ ସହ ପରିଚିତ କରିଥିବା ରୁ ।

  • @sambitjena45
    @sambitjena45 ปีที่แล้ว +16

    ପ୍ରଭୁ ଜଗନ୍ନାଥଙ୍କ ପାଖରେ ଏତିକି ପ୍ରଥାନ କରୁଚୀ ଶୁଭମ ଭାଇଙ୍କୁ ଆଗାମୀ ଜିବନ ସୁଖରେ ବିତିଯାଉ 🙏🙏

  • @Happiness4u-no8xs
    @Happiness4u-no8xs ปีที่แล้ว +6

    Those who liked definitely you guys shown that you have pure soul... great thoughts Subham bhai...❤

  • @BRAHMAOMM
    @BRAHMAOMM ปีที่แล้ว +8

    ଭାଇ ଆପଣଙ୍କ ଚିନ୍ତା ଧାରା ମତେ ବହୁତ ଭଲ ଲାଗିଲା ଭାଇ ଆଉ ଯଦି ଗରିବ ଙ୍କ ପାଇ ଏମିତି ରବି ଭାଇ ଙ୍କ ଆଉ ଆପଣଙ୍କ ପରି ଲୋକ ମାନେ ହି ଆମ ଦେଶ କୁ ଆଗେଇ ନେବେ ଆଉ ମୁଁ ବି ମଧ୍ୟ ଏହିପରି କାମ କରିବାକୁ ଚେଷ୍ଟା କରିବି।

  • @MrutyunjayaSahu.
    @MrutyunjayaSahu. ปีที่แล้ว +20

    ହେଇ ଦେଖ, ଆପଣ ୫/୧୦ ହଜାର ଲାଇକ କହୁଛ, ଏଠି ୨୦ ହଜାର ପାଖାପାଖି ଲାଇକ ହେଲାଣି।❤

  • @5ujitkumar
    @5ujitkumar ปีที่แล้ว +98

    8.3 likes within 4 hours 😂 no need to wait till a week 👏
    ଜଣେ ଭଲ ଲୋକ ହିଁ ଆଉ ଜଣେ ଭଲ ଲୋକକୁ ଚିହ୍ନିପାରେ ।। 💚

  • @RR_Acoustics
    @RR_Acoustics 9 หลายเดือนก่อน

    beautiful vlog bhai... thank u..very motivational..Subham bhai A1 since day1

  • @papurout665
    @papurout665 ปีที่แล้ว +17

    This is the beauty of our odisha and its food diversity one can get a full stomach meals at,20#Jay Jagannath

  • @balaramkhuntia1550
    @balaramkhuntia1550 ปีที่แล้ว +1

    ଭାଇ ଏ ଯୁଗରେ ସବୁଠୁ ଶ୍ରେଷ୍ଠ ଦାନ ଅନ୍ନ ଦାନ , ବୋହୁତ ଭଲ କାମ କଲେ ଧନ୍ୟବାଦ୍

  • @tecraj6714
    @tecraj6714 ปีที่แล้ว +98

    0 - atitude
    0 - personality
    Hats of subham bhai❤❤❤❤

  • @Billionaire_thoughts07
    @Billionaire_thoughts07 หลายเดือนก่อน +1

    Bhaina hi perfect example ei dialogue ra"Mu odia pua bhari swabhimani".💯💯🤩

  • @theligend3343
    @theligend3343 ปีที่แล้ว +15

    This was an lovly gesture...I think 1/2 ghante me hi 5000 like hogaya❤
    We lov u subham bhai❤

  • @srikantpradhani7321
    @srikantpradhani7321 ปีที่แล้ว

    One of the best Vlog...❤️😘👌🙏
    ଏଇ ମାହାଙ୍ଗା ଯୁଗ ରେ ପୁଣି ଶସ୍ତା ରେ ଲୋକଙ୍କୁ ଖାଇବା ଦେଉଛନ୍ତି ସେଇଟା ବି ସେବା ଉଦ୍ଦେଶ୍ୟ ରେ ୟା ଠୁ ବଡ କଥା ଆଉ କଣ ହେଇପାରେ ରବି ଭାଇନା. ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆପଣ ସବୁବେଳେ ଭୋଲ୍ ରେ ଥାଆନ୍ତୁ ଆଉ ଏମିତି ସେବା କରୁଥାନ୍ତୁ.
    ରବି ଭାଇନା 🙏 🙏 🙏
    ଶୁଭମ୍ ଭାଇ 😍 ❤️🙏
    Much Love from Rayagada❤️😍❤️

  • @ashokdehury207
    @ashokdehury207 ปีที่แล้ว +6

    ❤❤❤ ସୁନ୍ଦର ହୃଦୟ ମୋ ଶୁଭମ ଭାଇ ର.. ଦିଲ ସେ ସଲାମ ଶୁଭମ ଭାଇ. ❤️❤️❤️

  • @sukantisahu6637
    @sukantisahu6637 ปีที่แล้ว

    Thank you subham bhai🙏🙏 jadi apananka bhalia samaste bhabante then bahut kichhi change hei paranta ,Bahut khusi lagila apana sethi loka nka saha basi pakhala Khaile no ego no attitude thank you so much

  • @dibyakantadas4852
    @dibyakantadas4852 ปีที่แล้ว +11

    Not only Balasore but also all odisha proud feel for you mr shubam

  • @sunitapatra1167
    @sunitapatra1167 ปีที่แล้ว +4

    This is really awesome Subham Sir. We have not seen God, may be People like this God has send in planet to serve all.
    Thankyou for sharing with us this kindness which inspires us to do something good in life unconditionally.
    Jai Jagannath!

  • @butuswain2716
    @butuswain2716 ปีที่แล้ว +17

    ଶୁଭମ ଭାଇ ତୁମର ଆଜି ପର୍ଯ୍ୟନ୍ତ ଯେତେ vlog କରିଛ ମୁଁ ଗୋଟେ ବି miss କରିନାହଁ କିନ୍ତୁ ଏ ରବି ଭାଇଙ୍କ vlog ଟା ସବୁ vlog କୁ ପଛରେ ପକେଇ ଦେବ ମୁଁ ଆଗରୁ ରବି ଭାଇଙ୍କ vlog ଦେଖିଛି କିନ୍ତୁ ଅପେକ୍ଷା ଥିଲା ଆମ ଶୁଭମ ଭାଇ କେବେ ରବି ଭାଇଙ୍କ vlog କରିବେ ଆହୁରି ଅନେକ କଥା ଅଛି ମୁଁ ଅଧିକ comment ମାଧ୍ୟମରେ ଲେଖୁନି ଲମ୍ବା ହୋଇଯିବ ଶେଷରେ subham bhai 🙏🙏🙏❤️❤️🙏🙏🙏🙏🙏

  • @MultiAbinash
    @MultiAbinash ปีที่แล้ว +1

    Very heart touching cover Subham. Rabi bhai bahut bhala manisha jane.

  • @PatraTutorialPuri
    @PatraTutorialPuri ปีที่แล้ว +6

    ବହୁତ ଭଲ କାମ ଏମିତି ଚାଲୁ ଭଗବାନ ଆପଣଙ୍କ ମଙ୍ଗଳ କରନ୍ତୁ ।। ଜୟ ଜଗନ୍ନାଥ

  • @sabitricreation9153
    @sabitricreation9153 ปีที่แล้ว +1

    Mun ebe Bangalore re achhi, Bhadrak gale nihati Bhubaneswar jibi au aaga E Mahatma nku vetibi au 10k deiki asibi au tanka pada dhari namaskar Kari asibi, mun chahinle tanku UPI/NEFT/RTGS kariparibi kintu na tanku pranam karibara soubhagya paibini tenu jibi tanku dekhibakubi, Rabi Bhai a good soul ❤😊 🙏🙏🙏🙏🙏Subham Bhai nku bi namaskar.

  • @satyajitswain5827
    @satyajitswain5827 ปีที่แล้ว +31

    You're so humble 😍 & that man is a very kind hearted person who served so many food plate for poor peoples those haven't no much money to afford price, quality food at the end lord jagannath blessings to him & thankyou bro for this amazing video

  • @krishnachandralenka5948
    @krishnachandralenka5948 หลายเดือนก่อน +1

    ଶୁଭମ୍ ଭାଇ ମୁ ଲକ୍ଷ୍ୟ କରିଲି ସେହି ଷ୍ଟଲ୍ ରେ ସ୍ପିସିଆଲ୍ ବ୍ରହ୍ମପୁର ଟିଫିନ୍ ସେଣ୍ଟର୍ ଲେଖା ହୋଇଥିଲା। ଆମେ ବ୍ରହ୍ମପୁରିଆ ଭାରି ବଡିଆ ଜୟ ଜଗନ୍ନାଥ ❤

  • @mamoon414
    @mamoon414 ปีที่แล้ว +12

    Subham you are the person who have kind heart and polite nature .you not only inspire but you are making another Subham in the society ... wish you the best in you life ..if I get the chance to meet you I will be so happy that day.

  • @dillipkumarsahu2139
    @dillipkumarsahu2139 ปีที่แล้ว +4

    Really subham you are a goodheart person ❤

  • @sarojkumardas7973
    @sarojkumardas7973 ปีที่แล้ว +5

    ସୂନ୍ଦର ଚିନ୍ତା ଧାରା ମହା ପ୍ରଭୁ ତୁମର ମଙ୍ଗଳ କରନ୍ତୁ 🙏🙏🙏

  • @kishangochhayat05gmile
    @kishangochhayat05gmile 10 หลายเดือนก่อน

    Nice vedio #subham #bhai Yee❤ bhaii janaka. Amo bhali gariba loko peto mana Katha bujhichhanti
    bbsr re ... #Rabi bhaii most Humble person . Soo Thnk you so muchh

  • @pkthecommonman9177
    @pkthecommonman9177 ปีที่แล้ว +4

    Bhai bhagwan tamaku khusire rakhantu emiti help karantu poor people nku

  • @bhojara7mahanta372
    @bhojara7mahanta372 ปีที่แล้ว +3

    the way you narrate thats your USP brother, i hope your channel will grow, you are a good soul ❤ keep moving

  • @akshyasahu4335
    @akshyasahu4335 ปีที่แล้ว +12

    ଶୁଭମ ଦା, ମା ଲଷ୍ମୀ ଙ୍କ କୃପା ରବି ଭାଇ ଙ୍କ ଉପରେ ଥାଉ, ଆଉ ସେ କୃପାରୁ କାଣିଚାଏ ଆପଣଙ୍କ ଉପରେ ରହୁ,,ସରକାର ସିନା ଆହାର କେନ୍ଦ୍ର ଖୋଲିଛନ୍ତି, ହେଲେ ଏ ରବିଭାଇଙ୍କ ପଖାଳ କେନ୍ଦ୍ର ରେ ଟିକେ ଦୃଷ୍ଟି ପକାନ୍ତୁ, ଆଉ ତାଙ୍କୁ ପରମାନେଟ ଜାଗା ଖଣ୍ଡିଏ ଦେଇ ତାଙ୍କୁ ଏ ଧର୍ମ କାମରେ ସାହାଯ୍ୟ କରନ୍ତୁ, ଜୟ ଶ୍ରୀରାମ 🚩🙏

  • @Rahulrana-pc3cv
    @Rahulrana-pc3cv ปีที่แล้ว +1

    I really glad to I know you very personal because of FM junior college.. Bhala re tha bhai aau emiti bhala kama karutha . Aau emiti bhala kama kariba pain tote bhagban emiti hiin sahaaya huantu...

  • @AlokKumarAD1102
    @AlokKumarAD1102 ปีที่แล้ว +5

    Too kind hearted person, Anchor subham bhai

  • @babulijena3926
    @babulijena3926 ปีที่แล้ว +2

    ଭାଇ video ta ହୃଦୟ କୁ ଛୁଇଁଲା ❤

  • @Spodiavlog12357
    @Spodiavlog12357 ปีที่แล้ว +8

    ଭାଇ ଆପଣଙ୍କୁ ଭଗବାନ ସବୁବେଳେ ଭଲରେ ରଖନ୍ତୁ ଆପଣଙ୍କୁ କୋଟି କୋଟି🙏🙏🙏🙏🙏🙏🙏🙏🙏🙏

  • @SoumyaPanigrahi-i5x
    @SoumyaPanigrahi-i5x ปีที่แล้ว +1

    Arey yy superbbbbb..🥰🥰aau thare emiti aau gote video hau

  • @darkclown4196
    @darkclown4196 ปีที่แล้ว +5

    Most Genuine person..... Shubham bhai❤

  • @akashbehera2877
    @akashbehera2877 ปีที่แล้ว

    Video dekhi bahut emotional 😭 hiegali..
    Tq subham bhai for bring this lovely video

  • @sarojsahoo8705
    @sarojsahoo8705 ปีที่แล้ว +8

    ଶୁଭମ୍ ବାବୁ ଆଜି କାମ ହୁଦୟ ଛୁଈଁ ଗଲା

  • @bapujimallik4312
    @bapujimallik4312 ปีที่แล้ว +1

    Subham bhai nka pain dil se like &subscribe ,Love you bro ❤❤❤❤

  • @premsai919
    @premsai919 ปีที่แล้ว +10

    Sharp heart subham ❤ you are gentle man and rabi bhai mind set in jod level ❤

  • @babulijena3926
    @babulijena3926 ปีที่แล้ว +1

    Thanks

    • @AnchorSubham1
      @AnchorSubham1  ปีที่แล้ว

      Tama ra sahajya rabi bhai nku gala boli jana

  • @amitkumarpatra243
    @amitkumarpatra243 ปีที่แล้ว +6

    Subham bhai never disappointed us .. Best Video of the internet... keep it up bro keep growing

  • @pratikshya7193
    @pratikshya7193 ปีที่แล้ว +1

    Hrudaya ru bohut sara sanmana shubham sir🙏🙏bohut khusire ruhantuuu

  • @soumyaranjanrout5108
    @soumyaranjanrout5108 ปีที่แล้ว +8

    Bhai congratulations. Pride of Balasore. Love you Bhai ❤. Jay Jagannath 🙏😍🥰

  • @golakbiharisahoo1110
    @golakbiharisahoo1110 ปีที่แล้ว +1

    ଧନ୍ୟବାଦ 👍, ନିଜକୁ ପ୍ରଶଂସା ସାଉଁଟିବା ଭୂଲ ଅଟେ, ଜୟ ଜଗନ୍ନାଥ

  • @niharpanda3224
    @niharpanda3224 ปีที่แล้ว +5

    Subham bhai , Aji jadi tame 50k like target rakhithanta Seita bhi achieve heithanta chance ta miss karidela j 😅
    Love you bhai from Cuttack ❤

  • @bikiofficial-h1n
    @bikiofficial-h1n หลายเดือนก่อน

    Subham bro great humanity tuma bhitare achi God bless u

  • @alokkumarpanda3185
    @alokkumarpanda3185 ปีที่แล้ว +5

    Tiffin khaile min 20 ki 30 .khati khia loka tiffin khaile kama kemtii kariba..Aji hin pakka 5k 👍 heijiba...4k debaku ready thao bhai..😊☺️😊☺️..rabi bhai ଆହାର ଯୋଜନା । jay jagannath...

  • @pravakarsahoo1644
    @pravakarsahoo1644 ปีที่แล้ว

    Both are kind hearted and down to earth.

  • @amiya0225
    @amiya0225 ปีที่แล้ว +12

    Great Job ଭାଇନା 2 hour ରେ ୪.୮k ଲାଇକ ହେଇ ଗଲାଣି .... ❤❤

  • @DeshiBoyGanesh-u2x
    @DeshiBoyGanesh-u2x ปีที่แล้ว +2

    ଭାଇ ଭଉତ ସୋନ୍ଦର ଭଗବାନ କରନ୍ତୁ ଖୁସିରେ ରୁହ 🚩🚩🥰🥰🥰🙏🙏❤️❤️❤️ଜୟ ଜଗନାଥ 🙏🙏🙏🙏🙏

  • @KDREntertainment8917
    @KDREntertainment8917 ปีที่แล้ว +8

    ଭାଇ ବହୁତ୍ ଖୁସି ଲାଗିଲା ଭାଇ ଆଖିରୁ ଲୁହ ଝରି ପଡ଼ିଲା next time ପୁଣି ଥରେ ଜନ୍ତୁ ଭାଇ ନିହାତି ୧୦ ହଜାର like heijibo❤❤❤😊

  • @chandupattanaik4746
    @chandupattanaik4746 ปีที่แล้ว

    Salute tum dono ko
    Rabi vai & suvam
    Aise karte raho

  • @ghanashyambhoi3125
    @ghanashyambhoi3125 ปีที่แล้ว +4

    Jagannath bless you with more successful subham bhai keep spreading ❤..

  • @my_mayurbhanj
    @my_mayurbhanj ปีที่แล้ว +2

    Good work 👏 keep spread love ❤️ God bless you.

  • @itssangramvlogs952
    @itssangramvlogs952 ปีที่แล้ว +9

    ଶୁଭ ସକାଳ ❤️ ଶୁଭମ ଭାଇ 👍🏻

  • @niranjanpatra84
    @niranjanpatra84 ปีที่แล้ว +1

    ❤❤ Bahuta sundar lagila bhai ❤️❤ hotel bhai nku bahuta dhanyawad ❤🥰

  • @rajeshpattnaik1429
    @rajeshpattnaik1429 ปีที่แล้ว +5

    Man like a golden heart rabi bhai & subham❤

  • @ABSExpressodia
    @ABSExpressodia ปีที่แล้ว

    ଭାଈ ଲୋକ ଙ୍କୁ ଖାଦ୍ୟ ଦେଇଥିବା ରୁ ବହୁତ ବହୁତ ଧନ୍ୟବାଦ ଭାଈ ତୁମ ର ମଙ୍ଗଳ ହେ‌ଉ ଜଗନ୍ନାଥ 🙏🙏🙏❤❤❤

  • @priyabrataacharya890
    @priyabrataacharya890 ปีที่แล้ว +8

    Keep it up with every vlog.....the way you describe, the intensity of your voice in the background is wonderful.....do it in every vlog.....👍👍Love from Patnagarh, Balangir ❤

  • @subhasismishra6529
    @subhasismishra6529 ปีที่แล้ว +9

    BHAI EXCELLENT & NOBLE WORK done by you. It’s right many people are not able to eat paying Rs 20/- .
    REQUESTING YOU to come to Cuttack and make few videos.
    Thank you for doing this blog 👍👍

    • @AnchorSubham1
      @AnchorSubham1  ปีที่แล้ว +4

      Will try soon hope you will join me too :)

  • @silu3867
    @silu3867 ปีที่แล้ว +4

    I think this is the splendid content I ever seen.👍💕

  • @k_____l2502
    @k_____l2502 ปีที่แล้ว +1

    Vai Tama vali loko v ama odisha re achanti, so proud for u vai ❤

  • @lingarajsahoo2511
    @lingarajsahoo2511 ปีที่แล้ว +9

    ଭାଇ ଅତି ସୁନ୍ଦର ଭାଇ ତୁମକୁ ଅଶେଷେ ଧନ୍ୟବାଦ🙏🏻🙏🏻

  • @JustWellWisher
    @JustWellWisher ปีที่แล้ว

    Thank god...I subscribed your channel... otherwise mu e vdo miss karideithanti... lots of love to you @anchorshubham❤️

  • @Lyriquin.gc1
    @Lyriquin.gc1 ปีที่แล้ว +5

    Great job..god bless you❤✨

  • @mspapugaming4011
    @mspapugaming4011 ปีที่แล้ว +1

    no 1 market cycle / bike stand re straight gale gote shop achi sethi rs 20 re egg roll, paneer pakoda , mushroom pakoda etc miluchi jadi heba se place ra b vdo banantu

  • @amitamitavdas310
    @amitamitavdas310 ปีที่แล้ว +9

    ଭାଇ ୧୨ ଘଣ୍ଟା ହେଇନି ୧୨ ହଜାର like❤ ହେଇଯାଇଛି ଚମତ୍କାର !!👌👌👍👍

  • @minmayimohanta3589
    @minmayimohanta3589 11 หลายเดือนก่อน

    A great salute to Ravindra bhai!
    & you too. Well done👍