Sir ସମୃଦ୍ଧ ଗଣତନ୍ତ୍ର ଗଠନରେ ଛାତ୍ରଙ୍କ ଭୂମିକା କେତେଦୂର ପ୍ରଯୁଜ୍ୟ ae topic upare gote dabete vedio upload kar ntu please sir please district level competition heba 17 re sir please aji bhitare tk send Kara ntu please sir please mu prepare hebi please sir please
Sir ଆପଣଙ୍କ ଭାଷଣଟି ବହୁତ ସୁନ୍ଦର ହେଇଛି❤❤❤
Sir aapananka bhasana tisundar❤❤
Sir Thanks apanka pai mu debate ra first hoechi and again Thanks
Excellent speech sir 👍👍
Thanks
Thanks 🙏🙏🙏🙏🙏🙏🙏🙏
First view 👍👍
Please sir apananka WhatsApp number diantu
Sir samaja gathanare lalan bhumika topic re gote video anantu
Sir please mote help karantu
Sir ସମୃଦ୍ଧ ଗଣତନ୍ତ୍ର ଗଠନରେ ଛାତ୍ରଙ୍କ ଭୂମିକା କେତେଦୂର ପ୍ରଯୁଜ୍ୟ ae topic upare gote dabete vedio upload kar ntu please sir please district level competition heba 17 re sir please aji bhitare tk send Kara ntu please sir please mu prepare hebi please sir please
Please sir please apana tk send kara ntu please sir please
Sir please brukhya ropan chatrachatrinka dayitto nuhe speech upload karantu
ବୃକ୍ଷ ରୋପଣ ଛାତ୍ର ଛାତ୍ରୀଙ୍କ କର୍ତ୍ତବ୍ୟ ନୁହଁ topic
Sir amo school sir to ai topic deichhanti
Sir please joldi upload karantu puni pu sei speech pai ready hebi
Sir apana au reply dele ni je
Help karibe ni ki
Sir please number diantuu
t.me/+0M82mgyP3VMyZWM1
ଏହି link ରେ join ହୁଅ . Instagram । sethire ଛାଡ଼ିଦେବି
@@bapuji-kumarsahu sir I am really very sorry 😞 😔 mu instagram ki telegram use kareni
ସମ୍ମାନନୀୟ ସଭାପତି ମହୋଦୟ , ପୂଜ୍ୟ ଗୁରୁଜୀ ଗୁରୁମା ଓ
ମୋର ଛୋଟ ବଡ଼ ଭାଇ ଭଉଣୀ । ଆଜି ହେଉଛି ପୂଣ୍ୟ ପବିତ୍ର ଗୌରବମୟ ଦିବସ । ସ୍ୱାଧୀନତା ଦିବସ । ଏହି ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ।
କି ଥିଲା ଏ ଦେଶ ସୁନାର ଭାରତ
ବିଦେଶୀ ନଜର ପଡ଼ି
ହରାଇଲା ତା'ର ସ୍ୱାଧୀନତା ସବୁ
ହରାଇଲା ତା'ର ଶିରି ।
ହଁ ଭାଇମାନେ । ଭାରତ ବର୍ଷ ଯାହା ନିଜର ଜ୍ଞାନ ବିଜ୍ଞାନ ଶିକ୍ଷା ସଂସ୍କୃତିର ଆପଣା ଗଢଣରେ ନିଜକୁ ସୁନାର ରୂପ ପ୍ରଦାନ କରିଥିଲା ତା ଉପରେ ବିଦେଶୀ ମାନଙ୍କ ଅହରହ ନଜର ପଡ଼ି ଆସିଥିଲା
। ସୁନାର ଭାରତକୁ ଚୁନା କରିଦେବା ଲକ୍ଷ୍ୟରେ , ଭାରତୀୟ ମାନଙ୍କୁ ଶାସନ କରି ମୂର୍ଖ କରିଦେବା ସେମାନଙ୍କ ଗୋଟେ ବିଧିବଦ୍ଧ ଯୋଜନା କହିଲେ ଅତ୍ୟୁକ୍ତି ହେବ ନାହିଁ ।
ଚତୁର ସେ ବଣିକ ଜାତି
ରାତିକ ଭିତରେ ସାରା ଭାରତରେ
ଗଲେରେ ମାତି ।
ମାତି ଯିବେନି ବା କାହିଁକି ! ସେ ସମୟରେ ଦେଶୀୟ ରାଜାଙ୍କ ଅକଥନୀୟ ଅତ୍ୟାଚାର , ଏକତାର ଅଭାବ , ଦୁର୍ବଳ ଶିକ୍ଷା ବ୍ୟବସ୍ଥା ଏକ ପ୍ରକାରେ ଭାରତୀୟଙ୍କୁ ଶାସନ କରିବାର ସୁଯୋଗ ସୃଷ୍ଟି କରିଥିଲା । ସେମାନେ ଆସିଥିଲେ ବାଣିଜ୍ୟ କରିବା ପାଇଁ । ହେଲେ ନିଜର କୂଟନୀତି , ଯୁଦ୍ଧ କୌଶଳ ସହାୟତରେ ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ଅଞ୍ଚଳ ଅଧିକାର କରିନେଲେ । ଏହାର ମୂଳଦୁଆ ପଡ଼ିଥିଲା ପଲାସୀ ଯୁଦ୍ଧରୁ । ଯେଉଁଠି ଇଂରେଜ ବଙ୍ଗର ନବାବ ହେବାର ସୁଯୋଗ ହାତକୁ ନେଇଥିଲେ । ତାପରେ ଅଯୋଧ୍ୟା , ହାଇଦ୍ରାବାଦ , ମରାଠା ଓ କର୍ଣ୍ଣାଟକ ପରି ଅଞ୍ଚଳକୁ ଗୋଟିଏ ପରେ ଗୋଟିଏ ନିଜ ଅକ୍ତିଆର କୁ ନେଇଗଲେ ।
ଅନେକ ଆଇନ ଏ ଯେମିତି ରାଜସ୍ବତ ଲୋପନୀତି , ସୂର୍ଯ୍ୟାସ୍ତ ଆଇନ ଦେଇ ଅନେକ ଜମିଦାରୀ ହାସଲ କରିଥିଲେ। ଇତି ମଧ୍ୟରେ ଇଂରେଜ ଶାସନରେ ଅତିଷ୍ଠ ହୁଅନ୍ତି ଭାରତୀୟ ମାନେ । ଆରମ୍ଭ ହୁଏ ସିପାହୀ ବିଦ୍ରୋହ 1857 ମସିହାରୁ । ସ୍ୱାଧୀନତା ସଂଗ୍ରାମର ବହ୍ନି ଜାଳନ୍ତି ମଙ୍ଗଲ ପାଣ୍ଡେ , ରାଣୀ ଲକ୍ଷ୍ମୀ ବାଇ , ସୁରେନ୍ଦ୍ର ସାଏ ଓ ଚାଖି ଖୁଣ୍ଟିଆ ଭଳି ବୀର । ଏଇଠି ଦେଶୀୟ ରାଜାମାନେ କୁରାଢ଼ୀର ବେଣ୍ଟ ସାଜି ଜଙ୍ଗଲ ଧ୍ୱଂସ ହେଲାପରି , ଇଂରେଜ ମାନଙ୍କୁ ସାହାଯ୍ୟ କରି ଆନ୍ଦୋଳନକୁ ପ୍ରଶମିତ କରିଦିଅନ୍ତି । ଯାହା ଫଳରେ ଭାରତକୁ ସାମ୍ନା କରିବାକୁ ପଡ଼େ ଆହୁରି 90 ବର୍ଷର ଶାସନ । ଦେଖିବାକୁ ମିଳେ ବଙ୍ଗ ଭଙ୍ଗ , ଜାଲିଆନା ୱାଲବାଗ , ଅସହଯୋଗ , ଆଇନ ଅମାନ୍ୟ ଶେଷରେ ଭାରତ ଛାଡ଼ । ସୃଷ୍ଟି ହୁଅନ୍ତି ଅନେକ ସ୍ୱାଧୀନତା ସଂଗ୍ରାମୀ , ଶହୀଦ ବୀର ହୋଇ ମାତୃଭୂମି ପାଇଁ ।
ଫାଶୀ ଖୁଣ୍ଟରୁ ଶୁଭେ ବୀର ବାଣୀ । ଆଜି ଗୋଟିଏ ଭଗତ ଫାଶୀ ପାଇଗଲେ କାଲି ହଜାର ହଜାର ଭଗତ ଜନ୍ମ ନେବେ । ବାଘା ଯତୀନ କୁହନ୍ତି ରେ ଇଂରେଜ ତୁମ ଠାରୁ ପାଣି ପିଇବା ଅପେକ୍ଷା ମୁଁ ମୋ ମାତୃଭୂମି ପାଇଁ ମରିବାକୁ ବେଶ ପସନ୍ଦ କରେ ।
ଘାଟ ଜଗେ ବାଜି ବନ୍ଧୁକ ମୁନରେ ସହିଦ ହୁଏ ଜାତି ପାଇଁ, ଫାଶୀ ପାଏ ଖୁଦିରାମ । ଫାଶୀ ରେ ଝୁଲିବା ଆଗରୁ ଲକ୍ଷ୍ମଣ ନାୟକ କୁହନ୍ତି ଯଦି , ଯଦି ଆକାଶରେ ସୂର୍ଯ୍ୟ ଚନ୍ଦ୍ର ସତ ମୋ ମାଆ ନିଶ୍ଚୟ ସ୍ୱାଧୀନ ହେବ । ସେଇ କଥା ସତ ହେଲା ।
ହେଲେ ଏଥିପାଇଁ ନିଜ ଜୀବନ ଦୀପର ତିଳ କୁ ଭାରତ ମାତାର ସ୍ୱାଧୀନତା ପାଇଁ ଯେଉଁମାନେ ଜାଳିଦେଇଥିଲେ ସେମାନଙ୍କ ତ୍ୟାଗକୁ କିଏ ବା କିପରି ଭୁଲିବ । ସେ ମଧ୍ୟରେ ଆସନ୍ତି ଅହିଂସା ପୂଜାରୀ ମହାତ୍ମା ଗାନ୍ଧୀ , ବୀର ସୁଭାଷ , ସୁରେନ୍ଦ୍ର , ଲାଲ - ବାଲ - ପାଲ , ଗୋପବନ୍ଧୁ , ରମାଦେବୀ , ମାଳତୀ ଚୌଧୁରୀ , ସତ୍ୟର ପୂଜାରୀ ଆଚାର୍ଯ୍ୟ ହରିହର ଏମିତି ଅନେକ ।
ସେ ଯାହା ହେଉ ସେମାନେ ତ ଆମକୁ 1947 ମସିହା ଅଗଷ୍ଟ ମାସ 15 ତାରିଖ ଦିନ ଦେଶ ସ୍ଵାଧୀନ କରି ଆମ ହାତରେ ପ୍ରଦାନ କଲେ । ଆମର ବର୍ତ୍ତମାନ କର୍ତ୍ତବ୍ୟ କଣ ?????
ଦିନକୁ ଦିନ ଦେଖା ଯାଉଛି ଜାତୀୟ ଚେତନା ହ୍ରାସ ହେଉଛି । ଜୀବନ ବ୍ୟକ୍ତି ମୟ ହେବାକୁ ଲାଗିଛି । ସମ୍ପ୍ରଦାୟର ଝଡ଼ ଖଞ୍ଜା ମଧ୍ୟରେ ଦେଶ ଘାଣ୍ଟି ହେଉଛି । ଉନ୍ନତିର ଶିଖର ଚଢ଼ିବା ବଦଳରେ ସ୍ୱାର୍ଥମୟ ପୁଞ୍ଜି ସଂଗ୍ରହ ଆଉ ଏକ ଅଜାଗା ଘାଆ । ଏହି ପରି ପ୍ରେକ୍ଷୀରେ ସ୍ୱାଧୀନତା ଦିବସ , ସ୍ୱାଧୀନତା ସଂଗ୍ରାମର ବୀର ଗାଥା ଅତୀତର ଏକ କାହାଣୀ ଆଉ କିଛି ନୁହଁ । ଏହା ବାସ୍ତବ ପ୍ରତିଫଳନ ସେତେବେଳେ ସମ୍ଭବ ,ଯେତେବେଳେ ପ୍ରତି ଭାରତୀୟଙ୍କ ସ୍ପନ୍ଦନ ମାଆ ଭାରତୀ ପାଇଁ ହେବ । ଆଉ ପ୍ରତିଟି କ୍ରନ୍ଦନ ହେବ ମାଆ ଭାରତୀର ସେବା । ଯେତେବେଳେ ପୁଞ୍ଜି ସଂଗ୍ରହ ହେବ ମାଆ ପାଦରେ ପୂର୍ଣ୍ଣ ସମର୍ପଣ ସେଦିନ ଦେଖିବ ସ୍ୱାଧୀନତାର ପ୍ରକୃତ ସ୍ୱରୂପ । ଜଣା ପଡ଼ିବ ସ୍ୱାଧୀନତା କେତେ ମହାନ କେତେ ଆବଶ୍ୟକ ଓ କେତେ କଷ୍ଟରେ ପ୍ରାପ୍ତ ହୋଇଛି ।
ତେଣୁ ଶେଷରେ ଏତିକି କହି ମୁଁ ମୋ ବାଣୀ କୁ ଏଇଠି ରଖିବି
ରହିଯାଅ ନାହିଁ ଆହେ ବୀର ଜାତି
ଅତୀତ ଗୌରବ ବୋଳି
ବିଶ୍ୱ ଇତିହାସେ କାହିଁ ତୋର କୀର୍ତ୍ତି
ରୁହନି କବାଟ କିଳି ।
ସ୍ୱାଧୀନ ଆଜିତୁ ନୂଆ ଆବିଷ୍କାର
କରରେ ପୃଥିବୀ ପାଇଁ
ହସିବ ଧରଣୀ , ହସିବ ଭାରତୀ
ମୋ ପୁଅ ମୋ ଝିଅ କହି ।
@@bapuji-kumarsahu thanks you very much sir you one of the best teacher in this world 🌎 😀 👍 ❤ 😊 💙 🌎
@@bapuji-kumarsahu hmmmmmmmmm
Sir please apananka number tike diantu
Teligram re bapuji kumar sahu ମାରି join ହୁଅନ୍ତୁ