Subhadra Yojana Will Be A Game Changer, Its BJP's Plan For Gaining Women's Vote: BJD's Sulata Deo
ฝัง
- เผยแพร่เมื่อ 17 ก.ย. 2024
- Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
Join us on WhatsApp to get latest updates : whatsapp.com/c...
For the latest Odisha News Follow us:
Website :- kanaknews.com/
Instagram :- / kanaknewsofficial
LinkedIn :- / kanak-news
Facebook :- / kanaknews
App Kanak :- play.google.co...
Twitter :- / kanak_news
Telegram :- t.me/kanaknews...
WhatsApp: whatsapp.com/c...
#KanakNews #OdishaNews #IndiaNews
କାହାର ହାୱା ବାହାରିବ ? ଅପେକ୍ଷା କରନ୍ତୁ |
Handia bahari padiba
Are hawa para bahara karile au kemiti karithante
Sarakar kete tanka achi dhara padib modi au mohan kangal karidebe rajya ku
Karan
10000000*5000=? 6manth re
ବୃଦ୍ଧ ଲୋକ କୁ ଭତା,
ମହିଳା କୁ ସୁଭଦ୍ରା,
ଯୁବକ କୁ ଚାକିରି ଦଉଛନା ବାଳ ଦଉଛ
Right madam
ଜଳି ଜଳି ମର
ସୁଭଦ୍ରା ଯୋଜନା କୁ ଏତେ ଭୟ ଓ ଇର୍ଷା କାହିଁକି ?
ତାଙ୍କ ଗଲୁ ମରିଗଲାଣି ଭାଇ। ସେଥିପାଇଁ
ଋଣ ଥିଲା ଭଲ ଥିଲା,ସୁଭଦ୍ରା ପାଇଁ ଆମେ ହିତାଧିକାରୀ ଆମର ହେଉନାହିଁ,୨୦୨୯ ରେ ବିଜେପି ଯିଥି ଦେଖାଉ ଆମେ ଦେଖିବୁ,।
ଯାହା କରିଛ ସବୁ ମହିଳା ଗଗନରେ ଉଡୁଛନ୍ତି ଲୋ ମା
SHG, ଗ୍ରୁପ୍ ରେ 10,000 ଆଣିଲେ 13,000 ଦବାକୁ ପଡୁଥିଲା ସୁଭଦ୍ରା ଯୋଜନା ରେ କିଛି ଦବାକୁ ପଡିବ ନାହିଁ 👍
ଭୁଲ୍ କଥା ବିନା ସୁଧରେ ଋଣ ପ୍ରଦାନ କରାଯାଇଛି
confuse kara Nahi Naveen Pattnaik Bina intrest re loan miluthila
ଚୋରଣି ଦାନ୍ତ ଖିଲ୍ ଖିଲ କରୁଛି, ୟାଡେ ଭିତରେ ଯେ ଛାତି ଥରିଲାଣି ସେଇଟା ଆଉ କହିପାରିବା ଅବସ୍ଥାରେ ନାହିଁ।
ରାତି ରେ ଗୋଟିଏ କଥା ଆଉ ସକାଳ ହେଲେ ଗୋଟିଏ କଥା BJP ସରକାର ର
@@OdiyaLove ଲାଇନ୍ ଏବଂ ମୋବାଇଲ୍ ରେ ସରକାର ଆମ ମାନଙ୍କ ଠାରୁ କେତେ ଲୁଟୁଛି ଜାଣିଛ ଆଉ ପେଟ୍ରୋଲ ଡିଜେଲ୍ ରେ ସରକାର ଲୁଟୁଛି ସୁଭଦ୍ରା ପାଇଗଲେ ଆଉ ଦେବାକୁ ପଡ଼ିବ ନାହିଁ କେଡ଼େ ବାହାପିଆ କଥା କହୁଛ ଭାଇ
@@antaryamimishra449 ୫ ମାସ ତଳେ ବୋଧେ ଶସ୍ତା ଥିଲା ଭଳିଆ କହୁଛ..... ଭାଇ ଦୋଷ କଣ ଖାଲି ଏବେ ସରକାରର, ପୂର୍ବ ସରକାର କଣ ନିର୍ଦ୍ଦୋଷ?
Right.mam
Jay Naveen
ଗେମ୍ ଚେଞ୍ଜର କେବଳ EVM ହିଁ କରିପାରେ 🥸
Yes BJD Change Game by using EVM😂😅😂
@@technicalkalahandi129 bhakt ra gandi jalila
Right mam
You Are Right Madam👍
ତୁମେ ସବୁ ଦେଲ ହାରିଲ କଣ ପାଇଁ ଏହାର ଉତ୍ତର ଦେବାକୁ ଅନୁରୋଧ
Right
Thank u madam
Your analysis is absolutely right
Jay Jagannath
ଏ ସ୍ତ୍ରୀ ଲୋକର ଭାଷା ଠିକ୍ ନାହିଁ
Right 👍
Bjd ରେ କିଛି ଲୋକ ମାନକ ପାଖରେ ପହଞ୍ଚୁନଥିଲ ଯୋଜନା
BJD ହାରିଲା ଦିନ ଠୁ ଏ ମାଇକିନା ପାଗଳୀ ହୋଇଗଲା, ଆଉ କେତେ ଦିନ ଗଲା ପରେ ଏ ବିଷ ପି ମରିବା
ମୋଦୀ ସରକାର ଆଜିଠୁ ଗଣିକି ରଖିଥାଉ 2029 କୁ ଭୋଟ ଦେବୁ ନାହିଁ ଜୟ ଜଗନ୍ନାଥ
Madam ji bahut badhia information deuchanti video madhyam re... Mahaprabhu koti ashribaad karantu....
Only naveen babu
2029 ରେ ବିଜେଡି ସଫା 😂😂
Bhul khila BJP sarkar ra
No bjd😂😂
Kn Suvadra deiki Raj kariba😂😂
Please stop unnecessary talking
Subhadra joyana is best
BJP Jindabad 🎉
Jay nabeen sir
Bjp jindabad
ନବୀନ ପଟନାୟକ ଜିନ୍ଦାବାଦ
ନବୀନ ପଟ୍ଟନାୟକ କୁ ମୁ ବାଳ ରେ ବାନ୍ଧି ନାଳ ରେ ଫୋଫଡ଼ିବି
ନବୀନ ପଟ୍ଟନାୟକ କୁ ମୁ ବାଳ ରେ ବାନ୍ଧି ନାଳ ରେ ଫୋଫଡ଼ିବି
Subhadra yojana odisha only voter our pension 60 age starting monthly pension only🙏🙏 Jay Jagannath
ସୁଭଦ୍ରା ଦେଖି ତମର କାହିଁକି କାଟୁଚି ଦେଓ
ଦଉଛୁ ଦଉଛୁ କହୁଛ କଣ BJD ପାର୍ଟି ତୁମ
ଘରୁ ଆଣି ଦେଉଥିଲ
ବିଜେପି ଓ ମୋଦୀ ତାଙ୍କ ଘରୁ ଆଣି ଦେଉଛିନ୍ତି ବୋଧେ
Thank you maam
Right toking
Bjd will not exist more. Mm you should plan for your political career. Bjd is not standing any idology.
ଆରେ ସୁଲତା ମା ତମର ଘରେ କିଛି କାମ ନାହିଁ ଯେତେ ବେଳେ ଦେଖ ବାହାରେ ବୁଲୁଚ୍ଚ କୋଉଠି ମିଡିଆ ଦେଖିବ ଖାଲି ଗପିବା ସବୁ ବେଳେ ଚୁଟି ଖୋଲା ଚୁଟି ବନ୍ଧିକି ଆସୁନ ଲକ୍ଷ୍ମୀ ରହିବନି ତମ ପାଖରେ
Nabin Pattanayak ZINDA Bad
Super 👍
ନବୀନ ଚେର ଓଡିଶା କୁ ଲୁଟିଖାହେଳା
ପରିସ୍ରମ କରିବା ନା ଆଉ କଣ ଖାଲି ରେ ଟଙ୍କା ପାଇବ। କିଏ ମରିଲେ କି ହଜିଲା କାହାର କଣ ଯାଉଛି, ଆର ଥରକୁ ଖାଲି ପୁଅ ମାନେ କେହି ଭୋଟ ଦେବେନି ପୁଅ ମାନେପଇସା ପାଉ ନାହାଁନ୍ତି
Govt ରୁ BJD ଗୋଲା ପରେ ଏ madam ପାଗଳ ହୋଇ ଯାଇଛି
Subhadra Yojana sabuthu bada Prahasana
ଏତିକି କରିଥିଲ ବୋଲି ଆଜି ଏଇ ଜାଗାରେ ଅଛ
❤
Double Engine Sarkar Double Dhoka
A kotha 💯 sata kothha
ଘଣ୍ଟା madam ହାତରେ ଅଛିତ୍ ନା ନାହିଁ ତମେ ସମୟ କହିବ ତମେ କେତେ ଦିନରେ ଜେଲ ଯିବ ଆଗକୁ ଦେଖିବ ଜମା ବେସ୍ତ ହୁଅନି
Talking and laughing goes side by side. Well synchronised
Support you
ମାଡାମ ଆଉ ସହିପାରୁନାହାନ୍ତି 😂😂
Yes worldcup asijiba
Sulata! Wait and watch. Don't be impatient. Don't bark.
Satigehi
ଏଇଟା ପାଗଳ ହେଇଗଲା
Praya lokanka paisa aasini
ସବୁ ଛୋଡ଼ି ପକେଇଥିଲ ତ ହାରିଲ କାହିଁକି। ଦୁନିଆ କୁ ଗାଣ୍ଡି ମାରି ପକେଟ ଗରମ କରିଥିଲ। ଭଗବାନ ତମକୁ ପଛପଟୁ ମାରିଲେ। jay bjp
ଠିକ୍ କଥା
👍👌oak
Tu mp na chorani
Subhadra tanka namile tu bhari khushi hebu..
ହାତ୍ତ୍ଵା କୁହକୁଆଡ଼େ ବାହାରିବ
ଏ ମେଣ୍ଡି ଗେହି ବାଣ୍ଡ ଜାଣେ SOP ବିଷୟରେ
Na pitha jojana mishan sakti kiea karithila chori kariba pai
Sulata Deo Ra Biya puduchi
ଖାଲି କଥା କହିଲେ ହବନି ଓଡ଼ିଶା ର ସବୁକିଛି ମୋଦି ଶିଳ୍ପପତି ଙ୍କୁ ଵିକିଦେଉଛି ଆପଣ ରୋକିବା ଦରକାର
Jay shree ram BJP
ପାଣ୍ଡୁ ଗଲାପରେ ଏମାନଙ୍କ ମୁଣ୍ଡ କାମ ଦେଉନି
Sulata madam tumy aga dhadi ry Rahi prachar prasara kara nabin babu com back cm Jay nabin Jay bjd
Bahut gapa kehi sunibeni
Right katha kahila mam a govt heuchi gota rubber stamp micha kahiba bjp kama sala subhadra re safa hebe
APA sulata au besi ga Pani
Muhan ispat gandi sanipata😂 +2pilanku Scholarship tanka delani Harila BJD
କାହିଁକି ବଲ ବଲ ହୋଉଚୁ !
Tanka aadat seita . Prakruti naiba muchyate😅
Nua -O scholarship name change heiki pa ' Financial assistance to UG and PG ' scholarship karaheichhi . Stop kari diajaini
Bahut badhia
Tumar hawa bahari galani,BJD budi galani.Tume 24 barsa re odisa ku pura luti sasakti karicha.29 re au nathiba.
Baanda naa
Bekar katha.. chor Sarkar BJP
Bala karicha 24 years
Eita kichi jani nahi
Kichhhi karinu madam Sabu luti ki khaichha 25 Barsha Jaye odisha jemita garib thila ebi bi semiti gariba hei rahichhi
Kahara hawa bahariba election hela pare janiba .2025 bjd odisha ra au na thiba
25 ବର୍ଷ ହେଲା କିଛି କରିପାରିଲନ ବଡ଼ ବଡ଼ କଥା କହୁଉ ଛଅ ମହିଳା ମାନଙ୍କୁ 25 ବର୍ଷ ସାନ ରେଏ କଣ ଦେଇଛ ଫିରି ରେଏ କହିଳ ଟିକେଏ ମେଡ୍ ମ। Jay shree Ram
ତମେ ଭୋଟ କୁ ରଖିକି ଯୋଜନା କରୁନଥିଲକି election ପା ଆଉ ୪ ମସେ ଥିଲା ସବୁ ଯୋଜନା ଆରମ୍ଭ କଲ ।
ଲଜ୍ୟା ଲଜ୍ୟା
Mohan sarkar to gandi photeiba apekha kare😅😅
ତମକୁ ବି ମିଲିବ 😂
Bag yojana Kan uttar deba
Namskar fire lady fearless MP Medem jansachetan Karucha
Pitha, mitha, chota, jota, bag nua o yojana kon paain thila?
ତୋ ବୋପା ପକେଟ ରୁ ତୁ laptop ଦେଇଚୁ
Nex time ତୁ cm ହବୁ ଭଲ କହୁଛ
Hau vhala kahila gharaku ja😊
Katha Kai paruni 😂😂😂😂
Nabin ra pabano baharigola
Bala kathara mulya nahi ❤
24barsha re khai khai pura khola
Apan neja sit bachatu
Gaon hauki sahara jouthi bjd kuji neta netri kuji contractor subhadra against re achanty tanka family re mahila already apply karissarichnty 😂😂😂😂
ତୂମେ ବେଶି ବୁଝନି ତମର ସରକାର ନାହିଁ
ମୋର ମୋ wife 2ଜଣଙ୍କର ରଚାର୍ଜ ହଇଯିବ