ବିଜେପି ବିଜେଡି କାର୍ଟୁନ, ବିଲାତି ଆଳୁ ଯୁଦ୍ଧ | Odisha Reporter

แชร์
ฝัง
  • เผยแพร่เมื่อ 13 ธ.ค. 2024

ความคิดเห็น • 6

  • @rajamishra2312
    @rajamishra2312 5 ชั่วโมงที่ผ่านมา

    ଆଉ ଥରେ election ଆସୁ କାହାକୁ କିଏ ପ୍ରତ୍ୟାଖ୍ୟାନ କରିଛି ଜଣା ପଡ଼ିବ

  • @debiprasadmishra2699
    @debiprasadmishra2699 5 ชั่วโมงที่ผ่านมา

    ସୋସିଆଲ୍ ମିଡିଆ ରେ ପ୍ରତି ଦିନ ଶହ ଶହ ଅଋଚିକର ଅଶ୍ଳୀଳ ଭାଷା ରେ ମନ୍ତବ୍ଯମାନ ଦେଖିବାକୁ ମିଳୁଛି।
    ପୁଣି ଦେଖିବାକୁ ମିଳୁଛି,ନରେନ୍ଦ୍ର ମୋଦୀ,ରାହୁଳ ଗାନ୍ଧୀ,ନବୀନ ପଟ୍ଟନାୟକ ,ମୋହନ ମାଝି ଓ ଯେ କେହି ରାଜନେତା ଅଣ୍ଟା ହଲେଇ ନାଚୁଛନ୍ତି।
    ଏ ଟେକ୍ନୋଲଜି ଜାଣିଥିବା କିଛି ବିକ୍ରୁତ ଚରିତ୍ର ବ୍ଯକ୍ତିଙ୍କ କାମ।
    କ'ଣ କରାଯାଇପାରେ ,ସେ କଥା ଆଇନ୍ କାନୁନ୍ ତିଆରି କରୁଥିବା ସରକାର ଓ ଆଇନ୍ ତର୍ଜମା କରୁଥିବା ଅଦାଲତ ବୁଝିବେ।
    ଯଦି ନ ବୁଝିବେ,ନ ବୁଝନ୍ତୁ।
    କିନ୍ତୁ ଆଦୈା ଗ୍ରହଣ କରିହେଉନି ଯେ କୋଣସି ରାଜନୈତିକ ଦଳ,ଯହିରେ ସମାଜର ବହୁ ଉଚ୍ଚ ବର୍ଗ( ଏଲିଟ୍) ରହିଛନ୍ତି,ର ବୈଚାରିକ ସ୍ଖଳନ ଏତେ ନିଚ୍ଚ କୁ ଖସିଯାଇପାରେ !
    ନିନ୍ଦା କରିବା ପାଇଁ ଭାଷା ପାଉନି।
    ଏମାନଙ୍କୁ ,ଏମାନଙ୍କର ଅଶିଷ୍ଟତା ଓ ବିକ୍ରୁତି କୁ
    " ଛିଃ" କୁହାଯାଇପାରେ।

  • @kshirodkumarpaul3551
    @kshirodkumarpaul3551 5 ชั่วโมงที่ผ่านมา

    Cbi ,ED,PM tmr inquiry karun..Khali phanpa bhasan

  • @sanjib4035
    @sanjib4035 5 ชั่วโมงที่ผ่านมา

    Se ta chalenge karuchhanti tame kn anda deuchha tanku jail purouna.. jadee dam achhi .
    Amiti photo re post Kariba bahut bada bhul.

  • @SeetakantaSwain
    @SeetakantaSwain ชั่วโมงที่ผ่านมา

    Kete kanducha Babu Sasmita…Kichi prasana nahi, tumaku prasna tume alu mission ku kiade nela. BJP hela Alu sarkar aau tume BJD hela Alu Danaba

  • @SatyaranjanRout-b7b
    @SatyaranjanRout-b7b 6 ชั่วโมงที่ผ่านมา

    Pandu sabu khaila tanka