Hari bimukha prani jete,se thanti pasunka sangare.parama sastra bhagabata,abhyaas karuthiba nitya.martya mandale deha nahi debata hoile marai.a jiba sadhu sanga binu,labhi na pare Mora tanu.guruti sarba dharmamaye muhin basai guru dehe .a gheni guru bhagaban,se nuhen manusya saman
God bless you sir 😮😮😮
ଧନ୍ୟବାଦ
ଏମିତି ଭାଗବତ ର ମୂଖ୍ୟ ପଦ ଗୁଡ଼ିକ ଶୁଣି ବହୁତ ଆନନ୍ଦିତ ହେବା ସଙ୍ଗେ ସଙ୍ଗେ
କିଛି ପଦକୁ ମନରେ ରଖିପାରିଛି , ତେଣୁ ଆପଣ କୁ ଅନେକ ଅନେକ ଧନ୍ୟବାଦ
ଏଜୀବ ସାଧୁ ସଙ୍ଗ ବିନୁ,ଲଭିନପାରେ ମୋର ତନୁ,
ମତାମତ ପାଇଁ ଅଶେଷ ଧନ୍ୟବାଦ
Jay shree Krishna 🙏 ଭଲ ଲାଗିଲା,
ଲୋଭେ ଅଧିକ ଯେ ଚିନ୍ତନ୍ତି, ଚୋର ସମାନ ଦଣ୍ଡ ପାଆନ୍ତି ।
ଅମୃତ ପ୍ରାୟ ଯୋନୀ ଦିଶେ, ତେଣୁ ଲୋଭାଇ କାମ ଆସେ ।
ଦୁର୍ଗନ୍ଧ କୃମି ନାଡ ନାଡି, ଅଶେଷ ରୋଗ ଛନ୍ତି ବେଢ଼ି ।
ସ୍ତ୍ରୀ ସଙ୍ଗମ ଋତୁ ମତେ, କେବଳ ପୁତ୍ର ଜନ୍ମ ଅର୍ଥେ ।
ଏ ଜିବନ ଥାଇ କି ଲାଭ, ଯଦି ଗୋବିନ୍ଦେ ନାହିଁ ଭାବ। ।
ଆହୁରି ବହୁତ ଅଛି।
ମୁଁ ଯା'କୁ ହୁଅଇ ସଦୟ
ଜ୍ଞାନ ତା ' ହୃଦରୁ ଉଦୟ !
ହରି ଆସୀତ ଯେଉଁ ଯନ ଶୁଭ ଅଶୁଭ ନାହିଁ ତାର
Bahut badhia Jay shree krishna
ଧନ୍ୟବାଦ
ମଧୁର ବିନୟ ଵଚନ, କହି ତୋଷିବ ପ୍ରାଣୀ ମନ |
ଓଁ ନମଃ ଭଗବତେ ବାସୁଦେବାୟ 🙏
ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ ହରେ ରାମ ହରେ ରାମ ରାମ ରାମ ହରେ ହରେ 🚩🌿ରାଧେ🌿🚩 ରାଧେ🌿🚩 ରାଧେ 🚩🙏🙏🙏
Amrut Barsha.
Jay Jagannath Swami
ଏହି ପଦ ମାନଙ୍କ ବ୍ୟାଖ୍ୟା କଲେ ଭଲ ହୁଅନ୍ତା। ଧନ୍ୟବାଦ ।
ଆଗକୁ ନିଶ୍ଚୟ ଚେଷ୍ଟା କରିବି
କର୍ମଟି ସୁଖଦୁଃଖ ଦାତା ବିଶ୍ବ ସଂସାରେ ବଳବନ୍ତା
Very nice work..
ଭାବରୁ ଯାହାଟି ସମ୍ଭୁତ
ଏଣୁ ତା ନାମ ଭାଗବତ,,,ସବୁଠୁ ବଡକଥା
ମୂଳଟି ଅଟଇ ବିଶ୍ୱାସ
କହଇ ଜଗନ୍ନାଥ ଦାସ,,,,,🌹🌹
ମୂଳଟି ଅଟଇ ବିଶ୍ୱାସ କହଇ ଜଗନ୍ନାଥ ନାଥ ଦାସ, ଜୟ ଜଗନ୍ନାଥ 🌹🙏
बहुत सुन्दर प्रस्तुति दी गई है
ଧନ୍ୟବାଦ
ସର୍ପ ଜନମ ଦେଲୁ ମୋତେ
ସ୍ୱଭାବ ଛାଡିବି କେମନ୍ତେ...... ଦିଆ ଯାଇ ପାରନ୍ତା.... ବହୁତ ସୁନ୍ଦର ଉଦ୍ଯମ..... ସାଧୁବାଦ.... ରବି ଶତପଥୀ, କୋରାପୁଟ
ଧନ୍ୟବାଦ ଆଜ୍ଞା
Good
Dandiba Sakti Jaara Thai ...
Se Punee Khyama Acharai...
Omm Namha Bhagabate Basudebay.....
ଓମ୍ ନମଃ ଭଗବତେ ବାସୁଦେବାୟ
Jai mahan aama matruvasha
ଅଶେଷ ଧନ୍ୟବାଦ
ଓଁ ନମଃ ଭଗବତେ ବାସୁଦେବାୟ 🙏🏽🛐ଏହି ପଦ ଗୁଡିକର ସାରାଂଶ ବୁଝାଇ କହିଲେ, ସୁନ୍ଦର ହେବ ❤️❤️
Bahut suder
ମହାନ ଗ୍ରନ୍ଥ ଭାଗଵତ ର ପ୍ରତ୍ୟେକ ପଦ ମୁଲ୍ୟଵାନ।
ଯାର ଯେମନ୍ତ ଭାବ ଦେଖି ନାବ ମୁଁ ଦିଅଇ ସଳଖି ଜୟ ଶ୍ରୀ ଜଗନ୍ନାଥ
ପରମ ଶାସ୍ତ୍ର ଭାଗବତ
ଅଭ୍ୟାସ କରୁଥିବ ନିତ୍ୟ।। 🙏
ସ୍ତ୍ରୀରୀ , ଗର୍ଭିଣୀ, ଶିଶୁ ବଧ
ପାପଙ୍କ ମଧ୍ଯେ ପରମାଦ.
ଏ ତିନି କର୍ମ ଯେ କରନ୍ଚି
ଆୟୂଷ ଥାଇ ସେ ମରନ୍ତି...
ହୃଦେ ଯାହାର ଦୟା ନାହିଁ
ଉଦ୍ଧବ ଚଣ୍ଡାଳଟି ସେହି..
ପରମ ଶାସ୍ତ୍ର ଭାଗବତ
ଅଭ୍ୟାସ କରୁଥିବ ନିତ୍ଯ
ଅଶେଷ ଧନ୍ୟବାଦ
❤@@mahanamamatrubhasha
shree jagannatha bhai nku ashree bada karantu sara dunia ra khusi diantu ehi shree jagannatha nka nikatare prathana karuchi
ଅଶେଷ ଧନ୍ୟବାଦ ଆଜ୍ଞା
ଯୁଗ କୁ ଯୁଗ ଏହି ମତେ
ପରମା ନନ୍ଦ ଏ ଜଗତେ
ଅମୃତ ଭାଣ୍ଡ ପୂରି ଥିଲା ସୁରା ଟିକକେ ନାଶ ଗଲା
ଯୋଗ ସାଧନ ତତ୍ୱ ବାଣୀ, ଉଦ୍ଧବ କୃଷ୍ଣ ମୁଖୁ ଶୁଣି 🙏🏻ମୁଁ ଛାର ମାତ୍ର ଭାଗବତ କୁ ବିସ୍ଲେସଣ କରିବା ମୋ ପକ୍ଷରେ ସମ୍ଭବ ନୁହେଁ 🙏🏻🙏🏻🙏🏻
Nice Collection Jay Jagannath
ଧନ୍ୟବାଦ
ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ ହେ ନାଥ ନାରାୟଣ ବାସୁଦେବ।
ଅଶେଷ ଧନ୍ୟବାଦ
ଜୟ ଜଗନ୍ନାଥ
ଧନ୍ୟବାଦ ! ଜୟ ଜଗନ୍ନାଥ.
ଜୟ ଜଗନ୍ନାଥ
ବହୁତ ଭଲ ଲାଗିଲା, ଆଉ ନୂଆ କିଛି କରନ୍ତୁ 🙏
ଆହୁରି ଅଛି ପ୍ଲେଲିଷ୍ଟ୍ କୁ ଯାଇ ଦେଖନ୍ତୁ
ପରମ ଶାସ୍ତ୍ର ଭାଗବତ, ଅଭ୍ୟାସ କରୁଥିବ ନିତ୍ୟ
ମୁହିଁ ମୋହର ଏ ଶରୀର ।
ଦାରା ସମ୍ପଦ ବନ୍ଧୁ ମୋର ।।
ଅଜ୍ଞାନ ଜନଙ୍କ ଏ ଭାବ ।
ସର୍ବ ସମ୍ପଦ ପଦ୍ମନାଭ ।।
Radhe Krishna 🙏
ଓଁ ନମୋ ଭଗବତେ ବାସୁଦେବାୟ🙏
ଅତି ସୁନ୍ଦର ପ୍ରଚେଷ୍ଟା,
ବିଦ୍ୟା ଅଟଇ ମହା ଧନ
ବାଳକେ କର ଉପାର୍ଜନ
ବିଦ୍ୟା ଅଟଇ ମହା ବଳ
ସେ ବଳେ ଜିଣି ଭୂମଣ୍ଡଳ
ମୋର ଭକତ ମୋର ମିତ୍ର
ସେ କରେ ଜଗତ ପବିତ୍ର
ସାଧୁ ଯେ ମଳୟ ପଵନ
କୁଷ୍ଠ କୁ କରନ୍ତି ଚନ୍ଦନ 🙏🙏
Bahut badhia prayash, dhanyabad
ଧନ୍ୟବାଦ
ବହୁତ ସୁନ୍ଦର ଉପାଦେୟ ଉପସ୍ଥାପନା । ଓମ୍ ଜୟ ଜଗନ୍ନାଥ ସ୍ୱାମୀ
ଧନ୍ୟବାଦ
This is one of the best odia channels !
ଅଶେଷ ଧନ୍ୟବାଦ ଆଜ୍ଞା
No,8
Is universally truth. Thanks.
ଧନ୍ୟବାଦ
ଖୁବ ସୁନ୍ଦର ପ୍ରୟାସ 🙏🏻
ଅଶେଷ ଧନ୍ୟବାଦ
ଅତି ସୁନ୍ଦର । ଭାଗବତ କୁ ସୋସିଆଲ ମେଡି଼ଆ ରେ ଆଣିବା ପାଈଁ ।
Jay Jagannath
ଜୟ ଜଗନ୍ନାଥ
ବନ୍ଧୁର ଆଗମନ ଦେଖି-----ଉଠିବ ଆସନ ଉପେକ୍ଷି।
ବହୁତ ଭଲ ଲାଗୁଛି
ଧନ୍ୟବାଦ
ଧନ୍ୟବାଦ
Very very nice. Lord jagannath bless you.
ଅଶେଷ ଧନ୍ୟବାଦ
Bahut bhala sangraha
ଧନ୍ୟବାଦ
Very nice👌
Bahut badhia.dhanyabaad👌👌👌
ଧନ୍ୟବାଦ ଆଜ୍ଞା
Jay jagannath
ଜୟ ଜଗନ୍ନାଥ
Sadhu jambalaya pagan kasthaku karai chandan
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ
ପଦୁ ଗଳୁଛି ମକରନ୍ଦ
ଯେ ଦେବ ଗୁରୁ ଏକ କରେ
ନମନ୍ତି ଅଜ୍ଞାନ ଭ୍ରମରେ
ଛେଦି ପକାଇ ଏକ କର
ସେ ପାପୁ ହୁଅଇ ନିସ୍ତର
ହେ ବାବୁ ତୁମର ଏ ସୁନ୍ଦର ପ୍ରୟାସ ଜାରି ରହୁ। ଜୟ ଜଗନ୍ନାଥ
Omm Namoh Bhagabataye Basudevayah Namah.
ଅଶେଷ ଧନ୍ୟବାଦ ଜଣାଉଛି ।
Sri Krishna Govinda hare murare he natha narayana basudeva🙏🙏🙏♥️
ସୁନ୍ଦର
ଧନ୍ୟବାଦ
Omm namaha vagbate basudebaya
Jay Sri Ram
Omm Namah bhagavate basudevay 🙏🙏
ବହୁତ ଭଲ ଲାଗିଲା
ଅଶେଷ ଧନ୍ୟବାଦ ଆଜ୍ଞା
ଜୟ ଜଗନ୍ନାଥ 🙏 ମହୋଦୟ ଦୟାକରି ଓଡିଆ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ପାଇଁ ଏହି ଭଳି ଭିଡ଼ିଓ ଉପଲୋଡ କରିବ ଚାଲୁ ରଖିବେ 🙏🙏
ଅଶେଷ ଧନ୍ୟବାଦ, ଏହିଭଳି ଉତ୍ସାହିତ କରୁଥାନ୍ତୁ ।
Karmati sukha duhkha data
Bishwa sansare. balabanta
ଧନ୍ୟବାଦ
ଓମ୍ ନମ ଭଗବତେ ବାସୁଦେବାୟ
jay jaganatha bahut badhia
ଧନ୍ୟବାଦ
ମନୁଷ୍ୟ ମଧେ ସାଧୁ ପ୍ରାଣୀ ଏହି ପଦଟି ଭାଗବତ ରେ ମିଳୁଛି କିନ୍ତୁ ତାଠାରୁ ମଧ୍ୟ ଅଧିକ ପ୍ରଚଳିତ ପଦ ହେଉଛି ପ୍ରାଣୀର ଭଲ ମନ୍ଦ ବାଣୀ ମରଣ କାଳେ ତାହା ଜାଣି ଏହି ପଦଟି ଭଗବତର କେଉଁ ସ୍କନ୍ଧରେ କେଉଁ ଅଧ୍ୟାୟ ରେ ଅଛି ଦୟାକରି କହିବେ ଆପଣ ଙ୍କୁ ଅଶେଷ ଧନ୍ୟବାଦ ଜଗନ୍ନାଥ ଆପଣଙ୍କୁ ଜଗନ୍ନାଥ ଆଶ୍ରିବାଦ କରନ୍ତୁ
A11Doha kondha
ମତାମତ ପାଇଁ ଧନ୍ୟବାଦ ।
ସେହି ପଦ ଉପରେ ଯଦି କିଛି ତଥ୍ୟ ମିଳିବ ଜଣେଇବି ।
Good presentation..they are immortal lines
ଦୁର୍ଲଭ ନର କଳେବର ନରକ ନିସ୍ତରଣ ଦ୍ୱାରା
Bhagabata tungi re bahut sundar byakhya Kara jaichhi
ମୂଳ କାରଣ ଭାଗବତ
ଅଭ୍ୟାସ କରୁଥିବ ନିତ୍ୟ
ଭା ଭାବ
ଗ ଜ୍ଞାନ
ବ ବିଶ୍ୱାସ
ତ ତ୍ୱତ
Radhey Radhey
Jeparadarakarinahi.Taramukatiabakahi
Bahuta Sunder
କୃଷ୍ଣ ଚରିତ ଭାଗବତ , ପଦ ପଦକେ ଏଅମୃତ
Bahut Sundar
Very nice
Thank u❤❤❤❤❤
Ati sundar
ଧନ୍ୟବାଦ
Bhae bahut sundar apananka chinta god bless u
ଅଶେଷ ଧନ୍ୟବାଦ
Very good presentation.
ଧନ୍ୟବାଦ
Jay shree krishna 🙏
All right thanks bro god blass you sir
ଅଶେଷ ଧନ୍ୟବାଦ
Jay Jagannath Jay Jagannath Prabhu 🙏🙏🙏
ଜୟ ଜଗନ୍ନାଥ
ଅତି ଚମତ୍କାର
ଧନ୍ୟବାଦ
ଆଜିର ସମୟରେ ଭାଗବତ ଟୁଙ୍ଗି ବଦଳରେ କ୍ଲବ ଘର ନିର୍ମାଣ ହେଉଛି ।
ଅତି ଦୁଃଖର ବିଷୟ
ସବୁ କିଛି ତ ସମୟ ଅନୁସାରେ ବଦଳିଥାଏ ।
ବହୁତ ବହୁତ ଧନ୍ୟବାଦ,
ମତାମତ ପାଇଁ ଆପଣଙ୍କୁ ମଧ୍ୟ ଧନ୍ୟବାଦ
ରାଧେରାଧେ
ପରମ ଶାସ୍ତ୍ର ଭାଗବତ, ଅଭିଆସ କରୁଥିବ ନିତ୍ୟ
Dhanyabad.Bahuta upayogiate.
Dhanyabad bhai
Jai jagannth
ଜୟ ଜଗନ୍ନାଥ
Sundara sankalana.
ଅଶେଷ ଧନ୍ୟବାଦ
ଯେହୁ ଲୋଟେ ପରର ଧନ
ନରେକ ଅଟେ ବାସ ସ୍ଥାନ ।
Hari bimukha prani jete,se thanti pasunka sangare.parama sastra bhagabata,abhyaas karuthiba nitya.martya mandale deha nahi debata hoile marai.a jiba sadhu sanga binu,labhi na pare Mora tanu.guruti sarba dharmamaye muhin basai guru dehe .a gheni guru bhagaban,se nuhen manusya saman
ମତାମତ ପାଇଁ ଅଶେଷ ଧନ୍ୟବାଦ
କର୍ମ ଯେ ସୁଖ ଦୁଃଖ ଦାତା । କର୍ମ ହୁଁ ନାହିଁ ବଳବନ୍ତା ॥ ଭାଇର ଦୁଃଖେ ଯେହୁ ଦୁଃଖୀ । ସେ ପ୍ରାଣୀ ସଦାକାଳେ ସୁଖୀ ।
ମାତା ଭଗିନୀ କନ୍ୟା ମେଳେ । କେବେ ହେଁ ନଥିବ ନିରୋଳେ ॥ ବାଳକେ ମୋର ବୋଲ କର । ବେଳହୁଁ ଗୋବିନ୍ଦ ସୂମର ॥
ତୁ ଯେବେ ଏକଭାବେ ଭାବୁ
ଏ ଘୋର ସଂସାରୁ ତରିବୁ।
ବହୁତ ସୁନ୍ଦର ଉପସ୍ଥାପନା.... ଅଲେଖ ମହିମା
ଧନ୍ୟବାଦ