ସବୁଦିନ ହସୁଥା !! Sabu Dina Hasutha !! New Viral Song !! Subash Das !! Manas Kumar !! Viral Subash !!

แชร์
ฝัง
  • เผยแพร่เมื่อ 1 ส.ค. 2023
  • ସବୁଦିନ ହସୁଥା || Sabu Dina Hasutha || New Viral Song || Subash Das || Manas Kumar || Viral Subash || RKN Creation ||
    SONG CREDIT
    ♪ Song - Sabu Dina Hasutha
    ♪ Music - Manas Kumar
    ♪ Lyrics - Narendra Kumar
    ♪ Dop & Edit - RKN Clicks
    * For Business Contact - [8144147623]
    * Email - rkncreation39er@gmail.com
    #ସବୁଦିନହସୁଥା
    #2023viralsong #subash_das #viralvideo #newsadsong #viralboysubash #new #instaviral #subashviral #subashodiasong
    #subashviralsong #viral_boy_subash #viral_video
    #sasmitaviral #sasmitasinger #subasodiaviralsong
    #manaskumar #pintudas
    #sasmitanews
    #viralsasmita
    #subashviralboy
    #Sabudinahasutha

ความคิดเห็น • 316

  • @rinkylulu6371

    Nice, ଏ ଭଳି ପ୍ରତିଭା ମାନଙ୍କୁ ମାନସ ଭାଇ ସୁଯୋଗ ଦେଇ ଥିବାରୁ ତାଙ୍କୁ ହୃଦୟ ରୁ ଧନ୍ୟବାଦ. 🙏🏻🙏🏻🙏🏻🙏🏻❤. ମାନସ ଭାଇ ଜଣେ ଏମିତି ମଣିଷ ଗରିବକୁ ସାହାଯ୍ୟ କରିବା ପାଇଁ ହେଲେ ସେ କେବେ ଟଙ୍କା ର ମୂଲ୍ୟ କୁ ବୁଝନ୍ତି ନାହିଁ, ମୋ ଜାଣିବାରେ ମାନସ ଭାଇ ବହୁତ ଗରିବ ଲୋକଙ୍କୁ ସାହାଯ୍ୟ କରିଛନ୍ତି, ଜଣେ ସାଧାରଣ ରିକ୍ସା ବାଲାଙ୍କୁ 50ହଜାର ଟଙ୍କା ସାହାଯ୍ୟ ଗୋଟେ ମାସ ଚଳିବା ପାଇଁ ରାସନ ପୁଣି ଆଉ ଯାହା ଦରକାର ହେବ ଫୋନ କରିବା ପାଇଁ କହି ନମ୍ବର ଦେଇ ଆସିଥିଲେ. ଏ ଭଳି ଭାଇ ସମସ୍ତ ଙ୍କୁ ମିଳନ୍ତୁ. 🙏🏻🙏🏻🙏🏻

  • @Jena__vlogs__1__7879

    ଭାଇ କଣ ନ ଗାଇଲମ୍ ମନ ଟା ପ୍ୟାରା ହେଇଗଲା 🎉ଏଇ ଭାଇ ପାଇଁ ଗୋଟେ ଲାଇକ ଟେ ହେଇ ଯାଉ 👍👍👍👍👏👏👏👏💐💐ମାନସ ଭାଇ ହୃଦୟବାନ ମଣିଷଟିଏ ଧନ୍ୟବାଦ୍ 👍👍👍👍

  • @user-fk7lb2oi7j

    ଏଇ ଭାଇ ଜଣକ ତ ଭଲ ଗାଉଛନ୍ତି ସସ୍ମିତା ଭଉଣୀ ଙ୍କ ଠାରୁ ବହୁତ ଭଲ ଗାଉଛନ୍ତି

  • @Sandipsandip9413

    ଯାହାହେଉ ଏମିତି ପ୍ରତିଭା ଙ୍କୁ ଆଗକୁ ଆଣିଥିବାରୁ ଆପଣ ମାନଙ୍କୁ ଧନ୍ୟବାଦ

  • @abiramgamango-nv6hf

    ବହୁତ ବହୁତ ଭଲ, ଏହିପରି ସୁଯୋଗ ଯୋ ଭାଇ ଦେଇଛନ୍ତି, ସେହି ଭାଇଙ୍କୁ ଧନ୍ୟବାଦ 👌👌👌🌹🌹🌹👍

  • @beherapurnachandra1387

    ମାନସ ଭାଇ ତମ ବିସାଳ ହୃଦୟରେ ଏଇ ଭଳି ନିରିହ ମାନଙ୍କୁ ସାହାଯ୍ୟ କରି ତାଙ୍କ ମୁହଁ ରେ ହସ ଦେଉଥାଅ, ଭଗବାନ ତମକୁ ଖୁସି ରେ ରଖନ୍ତୁ,ଜୟ ଜଗନ୍ନାଥ 🙏🌹

  • @ambikaprasad8477

    God gifted Voice 😢😢 ଦରଦ ଭରା କଣ୍ଠ ଟିଏ ..❤❤❤

  • @steminarani5803

    ସୁନ୍ଦର ଗୀତ ଭାଇ ଓ ଭଉଣୀ ମାନସ ଭାଇ ଙ୍କୁ ମୋର ହୃଦରୁ ଧନ୍ୟବାଦ ଭାଇ ❤❤❤❤❤❤❤❤❤❤

  • @cuteprincess1890

    ବହୁତ ଭଲ, ଭଗବାନ୍ ତୁମକୁ ଭଲ ରେ ରଖନ୍ନ୍ତୁ ଯେ ବେଇମାନ କଲେ କରୁ ସେଇଟା ତାଙ୍କର କର୍ମ ରେ ଲେଖା ହେବ, ତୁମର ଭଲ କର୍ମ ଭଗବାନ୍ ଙ୍କ ଖାତାରେ ରହିଲା ❤️♥️😊

  • @arunakumar7858

    ଭାଇ ବହୁତ ଭଲ ହେଇଚି ଗୀତଟା

  • @kalpanakisan5795

    Manas Bhai bahut dhanyawad bahut Sundar song heoichi super song ❤❤❤❤

  • @MoMatiraKathaOdiaVlog

    ଭଗବାନ ଆଗକୁ ନିଅନ୍ତୁ ତମକୁ

  • @bishnumohanty2081

    ଭଗବାନ ଆପଣକୁ ଆହୁର ଆଗକୁ ନିଅନ୍ତୁ music ଦୁନିଆରେ।

  • @ujjalikaPradhan

    Ati Sundar Voice 👍👌, All the best 💐

  • @user-yk4wp7ck7i

    Bohut sundar voice god bless you

  • @stylesdeva6028

    God Bless Both..

  • @amiatking1131

    Super hit song... 🔥🔥🔥 nice voice

  • @lovelylovely1872

    Superb voice👌👌🤗🤗

  • @harihardas8805

    So beautiful nice voice 👌

  • @gyananjayacreations7496

    ଗିତକୁ ଇଏ ଭାଇଜଣକ ହ୍ରୁଦୟରୁ ଗାଉଛନ୍ତି, Nice👍