ବହୁଦିନ ଆଶା ପୁରଣ ହେଲା / Rupa Pin2 Khushi

แชร์
ฝัง
  • เผยแพร่เมื่อ 20 ก.ย. 2024

ความคิดเห็น • 1.4K

  • @SrikatnaSebastian
    @SrikatnaSebastian ปีที่แล้ว +378

    କିଏ କିଏ ଜଗନ୍ନାଥ ଙ୍କୁ ଭଲ ପାଓ ଗୋଟେ like 🙏🙏

  • @sonalibaral6596
    @sonalibaral6596 ปีที่แล้ว +92

    ଜୀବନ ରେ ଏମିତି ଭାଇ ଭଉଣୀ ହେବା ଦରକାର ❤ ଜୟ ଜଗନ୍ନାଥ 🙏🙏🙏

  • @rajeshjena9340
    @rajeshjena9340 ปีที่แล้ว +257

    କଉୁ ମାନେ ଜେଜେ ଙ୍କୁ ଭଲ ପାଉ ଗଟେ like କର 🙏🙏🙏

  • @always_silu
    @always_silu ปีที่แล้ว +37

    ପିନ୍ଟୁ ଭାଇ ତୁମ ଜେଜେ ଆଉ ତାଙ୍କ ଭଉଣୀ ଙ୍କ ଭଲ ପାଇବା ଦେଖି ଆଖି ରେ ଲୁହ ଆସିଗଲା 😭😭😭😭। ବହୁତ୍ ସୁନ୍ଦର୍ ପରିବାର ଭାଇ ଆପଣ ଙ୍କ ର । ଭଗବାନ ସଦାବେଳେ ଏମିତି ତୁମ ପରିବାର କୁ ହସ ଖୁସି ରେ ରଖନ୍ତୁ । ଜୟ ଜଗନ୍ନାଥ 🙏🙏🙏🙏

  • @biswajitnaik9032
    @biswajitnaik9032 ปีที่แล้ว +41

    ପିଣ୍ଟୁ ଭାଇ ବହୁତ୍ ବର୍ଷ ପରେ ପୁଣି ଭାଇ ଭଉଣୀ ଙ୍କ ମିଳନ ହେଲା ବହୁତ୍ ଖୁସି ଲାଗୁଚି ❤ ଏମିତି ସମସ୍ତ ଙ୍କୁ ଭଲ ରେ ଭଗବାନ୍ ରଖିଥାନ୍ତୁ ପିଣ୍ଟୁ ଭାଇ ଙ୍କ ପାଇଁ ଗୋଟେ like ହଉ ❤tq ପିଣ୍ଟୁ ଭାଇ ଭଉଣୀ ଆଉ ଭାଇ ଙ୍କ ମିଳନ କରିଥିବାରୁ 🙏🙏

  • @mykitchen9044
    @mykitchen9044 ปีที่แล้ว +11

    ପିଣ୍ଟୁ ଭାଇ ଙ୍କ family ଭିତରୁ ଜେଜେ ହେଉଛନ୍ତି ସବୁଠୁ ଭଲ ଆଉ ବୋହୁତ imotional person 😊😊 love you so much ଜେଜେ

  • @oye_____owner__1
    @oye_____owner__1 ปีที่แล้ว +238

    ଜେଜ କେମିତି ତାଙ୍କ ଭଊଣିଙ୍କୁ କେମିତି ଭଲ ପାଉଛନ୍ତି ସେମିତି ସମସ୍ତେ ଭଲ ପାଇବା ଦରକାର❤❤❤❤❤❤

  • @papukumarpurnachandra7181
    @papukumarpurnachandra7181 ปีที่แล้ว +63

    ପ୍ରକୁତରେ ଏହି ହେଲା ଭାଇ ଭଉଣୀ ର ସମ୍ପର୍କ
    ହୃଦୟ ରୁ ❤️❤️❤️ ଜେଜେ 🥰🥰

  • @jyotipravajena5033
    @jyotipravajena5033 ปีที่แล้ว +237

    ସତରେ ଭାଇ ଆଜି ଜେଜେ ଆଉ ତାଙ୍କ ଭଉଣୀ ଙ୍କୁ ଦେଖି ବହୁତ କାନ୍ଦ ଲାଗିଲା କାରଣ ମୋର ଭାଇ ନାଇଁ ମତେ ବହୁତ କଷ୍ଟ ଲାଗେ 😭😭😭😭

    • @sonalibarik7332
      @sonalibarik7332 ปีที่แล้ว +5

      Mate bi karana Mora bi bhai nahi

    • @amitkumarmund1986
      @amitkumarmund1986 ปีที่แล้ว +2

      Mu tama bhai hei paribiki

    • @barsha3505
      @barsha3505 ปีที่แล้ว +1

      Mote bi😢😢😢😢😢

    • @gugushortexpress
      @gugushortexpress ปีที่แล้ว +1

      Mora bi bhai nai

    • @RiddhiTarini123
      @RiddhiTarini123 ปีที่แล้ว +1

      Mora bi bhai au nahin sangare amara 4 barsha heigala chaligala 😭😭😭😭😭😭😭

  • @tapasbehera315
    @tapasbehera315 ปีที่แล้ว +52

    ଜେଜେ ଙ୍କ ପାଇଁ ଗୋଟେ ଲାଇକ ହେଉ ଜୟ ଜଗନ୍ନାଥ 🙏🙏🙏🙏❤️🌹🥰

  • @susantapradhan8129
    @susantapradhan8129 ปีที่แล้ว +186

    ସତରେ ସମ୍ପର୍କ ଏମିତି ଗୋଟେ ଜିନିଷ, ଯେତେ ପୁରୁଣା ହେବ ସେତେ ସ୍ମରଣୀୟ ହୋଇ ରହିବ।

  • @deepakkumarsen2202
    @deepakkumarsen2202 ปีที่แล้ว +3

    ସବୁ ଭିଡ଼ିଓ ଠାରୁ ଏ ଭିଡ଼ିଓ ଟି ହୃଦୟସ୍ପର୍ଶୀ ❤❤❤🥰🥰🥰👌👌👌🙏🙏🙏😭😭😭

  • @susantapradhan8129
    @susantapradhan8129 ปีที่แล้ว +38

    ଭାଇ ସତରେ, ଭାଇ ଭଉଣୀ ସଂପର୍କ ଦେଖି ଆଖି ରୁ ଲୁହ ଆସିଗଲା। ଭଗବାନ୍ ଜେଜେ , ଜେଜେ ମାଆ ଆଉ ତାଙ୍କ ଭଉଣୀ ଙ୍କୁ କୋଟି ପରମାୟୁ ଦିଅନ୍ତୁ, ଏତିକି ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା

  • @dolivlogging5470
    @dolivlogging5470 ปีที่แล้ว +8

    ସତରେ ଭାଇ ଆଜି ଜେଜେ ଆଉ ତାଙ୍କ ଭଉଣୀ ଙ୍କୁ ଦେଖି ବହୁତ କାନ୍ଦ ଲାଗିଲା 😢😢😢😢😢❤❤❤ଜୟ ଜଗନ୍ନାଥ ❤❤❤

  • @sapannayakCreation
    @sapannayakCreation ปีที่แล้ว +11

    ଧନ୍ୟବାଦ ପିଣ୍ଟୁ ଭାଇ ଏଇ କାମ କରିଥିବାରୁ 🙏🙏🙏🙏😭😭😭😭

  • @pinkibhuyan2831
    @pinkibhuyan2831 ปีที่แล้ว +41

    ଭାଈ ଭଉଣୀ ସମ୍ପର୍କ ଏକ ନିଆରା ସମ୍ପର୍କ ❤❤ ବହୁତ ଭଲ ଲାଗିଲା ଭାଈ ଜେଜେବାପା ଙ୍କ ଭଉଣୀ ଙ୍କୁ ଦେଖି ଖୁସି ମା ଙ୍କର କିରାଗ ❤❤❤

  • @smartsuniodiaVlogs
    @smartsuniodiaVlogs ปีที่แล้ว +64

    ସତରେ ଆଜିର vlog ଦେଖି ଆଖିରେ ଲୁହ ଆସିଗଲା❤❤

  • @dibyaranjannayak3374
    @dibyaranjannayak3374 ปีที่แล้ว +31

    ଆଜି କାଲି ଦୁନିଆରେ ବହୁତ fake Love ଅଛି... କିନ୍ତୁ ଭାଇ ଭଉଣୀ ର ସମ୍ପର୍କ ବହୁତ ନିଆରା... ବହୁତ ଦୁଃଖ ଲାଗିଲା ଜେଜେଙ୍କ କାନ୍ଦ ଦେଖି କି...ଜୟ ଜଗନ୍ନାଥ❤

  • @subhadraodiavlog7124
    @subhadraodiavlog7124 ปีที่แล้ว +48

    ବହୁତ ସୁଂଦର ଭାଇ ଭଉଣୀ ର ଭଲ ପାଇବା ହେଲେ ସସମ୍ତ କ ଭାଗ୍ଯ ରେ ନଥାଏ,ଏମିତି ଭଲ ପାଇବା ଜୟ ଜଗନ୍ନାଥ ଭାଇ ମୁ ଭଦ୍ରକ ରୁ ସବୁେବେଳ ଖୁସିରେ ରୁହ ଭାଇ🎉❤🙏🙏🛕👍🙏❤️👍

  • @ajuartentertainment
    @ajuartentertainment ปีที่แล้ว +13

    ଭାଇ ସତରେ ଜେଜେ ଙ୍କ ଆଖିରୁ ଖୁଶି ର ଲୁହ ଜେଜେ ତାଙ୍କ ଭଉଣୀ ଙ୍କୁ ବହୁତ ଭଲ ପାଆନ୍ତି ଦେଖି ବହୁତ ଖୁସି ଲାଗିଲା ଭାଇ ଭଉଣୀ ସମ୍ପର୍କ ପବିତ୍ର ସମ୍ପର୍କ ❤🙏ପ୍ରଭୁ ଜଗନ୍ନାଥ ସମସ୍ତଙ୍କୁ ସବୁବେଳେ ଖୁଶି ରେ ରଖନ୍ତୁ ❤🙏ଜୟ ଜଗନ୍ନାଥ 🙏 ♥

  • @debarchansahu743
    @debarchansahu743 ปีที่แล้ว +19

    List seen ଟା ବହୁତ ଦୁଃଖ ଲାଗିଲା 😢😢 ଭାଇ ଭଉଣୀ ର ସବୁବେଳେ ଏମିତି ଭଲ ପାଇବା ଥାଉ ❤❤

  • @diptiranjanvlog
    @diptiranjanvlog ปีที่แล้ว +8

    ସତରେ ଆଖିରୁ ଲୁହ ଆସିଗଲା ଜେଜ ଆଉ ତାଙ୍କ ଭଉଣୀ ଙ୍କ ସ୍ନେହ ଭଲ ପାଇବା ଦେଖିକି ସତରେ ଭାଇ ଭଉଣୀ ଙ୍କ ଭଲ ପାଇବ ଦୁନିଆ ର ସବୁଠୁ ଅଲଗା ♥️🙏♥️😭😭

  • @dibyeshwarnath
    @dibyeshwarnath ปีที่แล้ว +43

    ଆଜି ଜେଜେଙ୍କ ପାଇଁ ଗୋଟେ ଲାଇକ୍ 👍🥺ହେଇଯାଉ ❤

    • @rasmitasahoo3370
      @rasmitasahoo3370 ปีที่แล้ว +1

      Satre. Bhai. Manku. Chadi le. Kete. Kast lage. Mor. 2ti bhai

  • @pratapchandrapradhan5088
    @pratapchandrapradhan5088 ปีที่แล้ว +15

    ଜେଏ. ଜଗନାଥେ ଏମିତି ଭଲପାଇବା ସବୁ ବେଳେ ଥାଉ ଖୁରେ ରଖତି ଆପଣ ମାନକୁ❤❤❤❤❤

  • @ritanjalimuduli5195
    @ritanjalimuduli5195 ปีที่แล้ว +29

    ସତରେ ଆଜି ଜେଜେ ଆଉ ତାଙ୍କ ଭଉଣୀ ଙ୍କୁ ଦେଖି ବହୁତ କାନ୍ଦ ଲାଗିଲା 😔😭😭😭😭😭😭😭😭😭😭

  • @ParmeswarSabar-xl3xz
    @ParmeswarSabar-xl3xz ปีที่แล้ว +21

    ଆଜିର Vlog ଦେଖି ମୋ ଆଖିରେ ଲୁହ ଆସିଗଲା ମୋ ଦିଦି କଥା ମନେପଡ଼ିଗଲା ସବୁ ଭାଇଭଉଣୀ ସମ୍ପର୍କ ପରା ସବୁଠୁ ଅଲଗା ମୁବି ମୋ ଭଉଣୀ କୁ ବହୁତ ଭଲପାଇ ମୋ ଭଉଣୀ ମୋ ପାଇଁ ଜୀବନ! କିଏ କିଏ ତୁମ ଭଉଣୀକୁ ଭଲପାଅ like ହେଇଯାଉ! ଜୟ ଜଗନ୍ନାଥ 🙏🙏🙏

  • @runumohapatra5825
    @runumohapatra5825 ปีที่แล้ว +103

    ଆଜି କିନ୍ତୁ ଭାଇ ଭଉଣୀ ଙ୍କୁ ଦେଖି ମୋ ଭାଇ କଥା ବହୁତ୍ ମନେ ପଡ଼ିଲା, ଯିଏ କି ମୋତେ ଛାଡ଼ି ମୋ ଭାଇ ଚାଲିଗଲା

    • @bgmiplayer67
      @bgmiplayer67 ปีที่แล้ว +3

      Ape ape luha asigala ❤❤❤❤❤

    • @harapriyabehera2652
      @harapriyabehera2652 ปีที่แล้ว +1

      ଏ କଥା ଶୁଣି ବହୁତ ଖୁସି ଲାଗିଲା

    • @Adityasekhar1223
      @Adityasekhar1223 ปีที่แล้ว +1

      He, pravu ki heart touching scene
      Akhi luhara bola manuni.

  • @milibahalia6294
    @milibahalia6294 ปีที่แล้ว +9

    ଦୁନିଆ ରେ ଭାଇ ଭଉଣୀ ଠୁ ନିଜ ର କେହି ନାହିଁ ❤❤❤ମୋ ଭାଇ ମୋ ଜୀବନ❤

  • @rupalimalana8561
    @rupalimalana8561 ปีที่แล้ว +47

    ସବୁ ବେଳେ ଏମିତି ଖୁସି ରୁହ ଭଗବାନ ସମସ୍ତଙ୍କ ମଙ୍ଗଳ କରନ୍ତୁ ♥♥♥

  • @Puspanjalipandey172
    @Puspanjalipandey172 ปีที่แล้ว +3

    ସତରେ ଆଜିର ଭିଡିଓ ଦେଖି ଆଖିରେ ଲୁହ ଆସିଗଲା,ଆଗ ଲୋକ ମାନକର ସମ୍ଫର୍କ କେତେ ପବିତ୍ର କେତେ ମିଠା❤ନିଶ୍ୱର୍ଥପର ସମ୍ପର୍କ

  • @premnial4480
    @premnial4480 ปีที่แล้ว +8

    ସତରେ ଭାଇ ଆଜିର ଭିଡିଓ ବହୁତ୍ ବଢିଆ ଲାଗିଲା ❤❤ଭାଇ ଭଉଣୀଙ୍କ ପ୍ରେମ ଦେଖି ବହୁତ୍ ଖୁସି ଲାଗିଲା ଆଉ ତାଙ୍କ କନ୍ଧିବା ଦେଖି ନିଜକୁ ବି କାନ୍ଦ ଲାଗୁଚି ସତରେ ମଣିଷ ଯେତେ ବି ବୃଦ୍ଧ ହେଇ ଜାଉନା କାହିଁକି ଭାଇ ଭଉଣୀ ର ସମ୍ପର୍କ ହିଁ ସେମିତି☺️☺️☺️

  • @shivakumarnayak3075
    @shivakumarnayak3075 ปีที่แล้ว +4

    ଏ ବୟସରେ ଏମିତି ଭାଇ ଭଉଣୀ ସଂପର୍କ ଦେଖି ବହୁତ ଖୁସି ଲାଗିଲା ଶେଷରେ ଦୁଃଖ ଲାଗିଲା

  • @supriya7073
    @supriya7073 ปีที่แล้ว +4

    Pintu tuma family thu bahut kichi bhala katha sikhibaku miluchi❤. Jeje au tanka bhouni nka bhalapaiba dekhi akhire luha asigala . Pravu jagannath tuma paribar ku emti khusire rakhantu❣️✨✨

  • @mentalhacksonLgaming
    @mentalhacksonLgaming ปีที่แล้ว +1

    ଜେଜେ ତାଙ୍କ ଭଉଣୀ କୁ ଦେଖି ବହୁତ ଖୁସି ହୋଇଗଲେ ଜେଜେ ବହୁତ ଭଲ❤❤

  • @gitanjalisahoo1674
    @gitanjalisahoo1674 ปีที่แล้ว +9

    Best grand son pintu God bless you bhagwan duniare saare khusi tumaku diantu🥰❤️

  • @_maa_handishal
    @_maa_handishal ปีที่แล้ว +15

    ପିଣ୍ଟୁ ଭାଇ ତମ ହୃଦୟ ବହୁତ ବଡ଼ ଭଗବାନ ତୁମର ମଂଗଳ କରନ୍ତୁ you are great 👍👍👍👍💯💯

  • @piyushbarshabapunexpress4097
    @piyushbarshabapunexpress4097 ปีที่แล้ว +3

    ଭାଗ୍ୟରେ ଥିଲେ ଏମିତିକା ପରିବାର ଟି ମିଳି ଥାଏ ସତରେ ଭାଈ ତୁମେ ବହୁତ ଭାଗ୍ୟବାନ ବହୁତ ସୁନ୍ଦର 😢😢😢

  • @sontoshsontosh7888
    @sontoshsontosh7888 ปีที่แล้ว +40

    Maa Bapa paie gota Like ❤️❤️❤️🙏

  • @aratimallick4984
    @aratimallick4984 ปีที่แล้ว +10

    I can't hold my tear after watching this video ... Really it's heart touching one❤

  • @SonamDas330
    @SonamDas330 ปีที่แล้ว +1

    Bhogoban sobu bele tomoku khusire rokhontu 😊 love you Bhai 😊

  • @japanimalla6816
    @japanimalla6816 ปีที่แล้ว +33

    Jay Jagannath 🙏🙏🙏❤️😍❤️ love you all 🥰 beautiful ❤️😍 family members God bless you all of you ❤❤❤

  • @satyasamal7008
    @satyasamal7008 ปีที่แล้ว +1

    ଭାଇ ବହୁତ ସୁନ୍ଦର ଲାଗିଲା ତୁମେ ବହୁତ ଭଲ🥰🥰🥰🥰🥰🥰🥰 ଜେଜେଙ୍କର ଆସା ପୂରଣ କରିଥିବା ରୁ ମୋତେ ବହୁତ ଭଲ ଲାଗିଲା🥰🥰🥰🥰🥰🥰🥰🥰🥰🥰🥰🥰 ତୁମେ ମାନେ ଭଲରେ ରୁହ

  • @simplysraddhavlog666
    @simplysraddhavlog666 ปีที่แล้ว

    ଏ ଭିଡିଓ ଟା ହୃଦୟ କୁ ଛୁଇଁ ଦେଲା ।ପୁରା ଆଖିରୁ ଲୁହ ଆସିଗଲା । ବୋହୁତ ବଡିଆ👍

  • @srujanikamishra1185
    @srujanikamishra1185 ปีที่แล้ว +15

    In this fake world, today I found the real emotion and true bond between jeje and his sister.

  • @biswanathmahalik4339
    @biswanathmahalik4339 ปีที่แล้ว +1

    Pintu Bhai ତମେ ଭୋଉତ‌ ଭାଂଗିବାନ କାରଣ, ‌ମୁ 😭😭 ଟିକିଏ ଖୁସି ପାଇଁ ନି ଜେଜେବାପା କର ସେଭାକରିପାରିନି pintu Bhai ❤❤❤❤❤

  • @deepakpalei4427
    @deepakpalei4427 ปีที่แล้ว +3

    ସତରେ ଜେଜେଙ୍କୁ ଦେଖୀ ମୋ ବାବାଙ୍କ କଥା ମନେ ପଡ଼ିଲା miss u baba😭😭😭

  • @pramitabhoi571
    @pramitabhoi571 ปีที่แล้ว +1

    Bhai bhauni samparka atutaniya samaste emiti ekathi ruha God bless you 🙏🙏🙏🙏🙏🙏🙏 khusi ma amara so cute love you Khushi ma 🌹💕💞🥰👌💯💯💞

  • @1x-abinash-07
    @1x-abinash-07 ปีที่แล้ว +8

    ସତରେ ଭାଇ ଭିଡିଓ ଦେଖିଲୁ ବହୁତ୍ ମଜା ଲାଗିଲା ❤ ଏମିତି ସବୁବେଳେ ଖୁସିରେ ରୁହନ୍ତୁ ଜୟ ଜଗନ୍ନାଥ

  • @king_kumar0533
    @king_kumar0533 ปีที่แล้ว +1

    ଆମ ଜେଜେ ବେଳ ରେ ଭାଇ ଭଉଣୀ ଭଲ ପାଇବା କିଛି ଅଲଗା😭🙏🏻🙏🏻🙏🏻❤️❤️❤️

  • @akmhvlogsodia
    @akmhvlogsodia ปีที่แล้ว +9

    ପିଣ୍ଟୁ ଭାଇ ଆଜିର vlogs special ମୋତେ ବହୁତ୍ ଭଲ ଲାଗିଲା ❤️ ଜେଜେ ଆଉ ମାଆ ଙ୍କର ଭଲପାଇବା ଦେଖି ମୋ ଆଖିରୁ ଲୁହ ବହାରିଆସିଲା,ସତରେ ଭାଇ,ଭଉଣୀ ଙ୍କ ଭଲ ପାଇବା ବହୁତ୍ ନିଆରା❤️❤️❤️❤️🙏

  • @rupapintufanananta9096
    @rupapintufanananta9096 ปีที่แล้ว +1

    Beautiful all members ❤️❤️❤️ love you pintu Bhai and Rupa bhauja ❤️❤️❤️ so qut khusi maa ❤️😘 Prabhu Jagannath sabu bele khusi re rakha ntu Jai jagannath 🙏🙏🙏

  • @lipukumar9491
    @lipukumar9491 ปีที่แล้ว +11

    So happy family members 🙏🏻 so cute ama gelhi khusi maa 😍 love you vai vauja 💕 love you all 💖 jai jagannath 🙏🏻🙏🏻🙏🏻♥️

  • @subratbeera8280
    @subratbeera8280 ปีที่แล้ว

    Jeje bahut bhala manisa au bahut imotional person, love you jeje🙏🙏🙏🙏🙏❤️❤️

  • @hrudanandasankhua5824
    @hrudanandasankhua5824 ปีที่แล้ว +14

    ମୋ ପିଣ୍ଟୁ ଭାଇ ମାତାଜୀ ମା ରୂପା ଭାଉଜ ରୁନା ଦିଦି ମାମୁନି ରାମ ଦେବ୍ ବାବା ସମସ୍ତ ସାଙ୍ଗରେ ଏତେ ମଜା ମସ୍ତି କରୁଛନ୍ତି ଦେଖି ବହୁତୁ ଖୁସି ଲାଗୁଛି ପିଣ୍ଟୁ ଭାଇ ସତରେ ଜେଜେ ଆଉ ତାଙ୍କ ଭଉଣୀ ଙ୍କ ଆଖିରେ ଲୁହ ଦେଖି ମୋ ଆଖିରେ ଲୁହ ଆସିଗଲା 😭 ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ଆମ ଗେହ୍ଲେଇ ଖୁସିମା ପରି କିଏ ହେବ ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗେ ଆମ ଗେହ୍ଲେଇ ଖୁସିମା ର କି ରାଗ ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ରୁନା ଦିଦି ମାମୁନି ରାମ ଦେବ୍ ବାବା ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ଖୁସି Mo Cute Khusimaa 😘 Love you Bhai Bhauja Khusimaa Runa Didee Mamuni Ram Dev Baba and all Family members 💞❤️❤️❤️❤️❤️
    ❤️❤️❤️❤️❤️❤️❤️❤️❤️❤️❤️❤️ ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 Good bless you 👍

  • @subasispalai8404
    @subasispalai8404 9 หลายเดือนก่อน

    ଏଇ ଭିଡିଓ କୁ ଦେଖି ବହୁତ୍ ଖୁସୀ ଲାଗିଲା, ଏ ବୟସ ରେ ଭାଈ ଭଉଣୀ ଙ୍କ ସ୍ନେହ, ଭଲ ପାଇବା ଦେଖି ମୋ ଆଖିରେ ଲୁହ ଆସିଗଲା, ଏହି ଭଳି ଭାବରେ ସବୁ ଭାଈ ଭଉଣୀ ପରସ୍ପର କୁ ଭଲ ପାଇବା, ସ୍ନେହ ଶ୍ରଦ୍ଧା କରିବା, ଯେମିତି କେହି କାହାରିକୁ ଭୁଲି ନ ଯାଆନ୍ତୁ.

  • @nibeditanayak3966
    @nibeditanayak3966 ปีที่แล้ว +4

    ଭାଇ ଭଉଣୀ ଭଲ ପାଇବା ଆଗରେ ଭଗବାନ ବି ହାର ମନିଚି ।ମୋ ଆଖିରେ ଲୁହ ଆସିଗଲା। love you all family members

  • @pankajinibehera8681
    @pankajinibehera8681 ปีที่แล้ว

    କେତେ ସୁନ୍ଦର ସଂସ୍କାର ଏବେ ଏ ସବୁ ଆଉ ଦେଖି ବାକୁ ମିଳୁନି

  • @alwayssmile4379
    @alwayssmile4379 ปีที่แล้ว +8

    Rama dive baba nka pain gote like hau❤❤

  • @rosy-love-express
    @rosy-love-express ปีที่แล้ว +2

    ଭାଇ ସତରେ ଆଜି ବି ସବଠୁ ବଡ ସଂପ୍ରକ୍ ଭାଇ ଭଉଣୀର ସଂପ୍ରକ୍ ବହୁତ ଭଲ କାମ ଟେ କରିଛ ଭଗବାନ ଖୁଶିରେ ରଖନ୍ତୁ ସବୁବେଳେ.

  • @pallavibehera175
    @pallavibehera175 ปีที่แล้ว +33

    Kie khusi haucha video dekhiki like kara

  • @Banti-xz1de
    @Banti-xz1de ปีที่แล้ว +1

    ଏତେ ଦିନ ପରେ ଜେଜେ ତାଙ୍କ ଭଉଣୀ ଘରକୁ ବୁଲିବାକୁ ଆସିଲେ ଦେଖିକି ବହୁତ୍ ଖୁସି ଲାଗିଲା ଜେଜେ ଯେମିତି ତାଙ୍କ ଭଉଣୀଙ୍କୁ ଭଲ ପାଉଛନ୍ତି ସବୁ ଭାଇ ମାନେ ତାଙ୍କ ଭଉଣୀଙ୍କୁ ଏମିତି ଭଲ ପାଇବା ଦରକାର୍ ❤❤❤❤ ଓ ଆଜିର vlog ବହୁତ୍ ଭଲ ହେଇଛି love you all ଜୟ ଜଗନ୍ନାଥ 🙏🙏🙏🙏

  • @dbabyelsa4135
    @dbabyelsa4135 ปีที่แล้ว +4

    I pray to God for your grandfather to get well soon 🙏 and lots of love and blessings to this wonderful happy family 🙏❤️❤️

  • @jayapradaparida4163
    @jayapradaparida4163 ปีที่แล้ว +1

    Bhai bhauni samparak ati sundar , niyara so lovely beautiful

  • @lilypradhan9641
    @lilypradhan9641 ปีที่แล้ว +5

    ଆଜିର ଭିଡିଓ ଦେଖି ଆଖିରେ ଲୁହ ଆସିଗଲା ଭାଇ 😢

  • @mahendrasahoo276
    @mahendrasahoo276 ปีที่แล้ว

    ଭାଇ ସତରେ ଭାଇ ଭଉଣୀ ସମ୍ପକ୍ କିଛି ଗୋଟିଏ ଅଲଗା ପକାର ❤❤

  • @suchismitadasrihanshirout3879
    @suchismitadasrihanshirout3879 ปีที่แล้ว +7

    Pintu Bhai u did a great job...❤❤I cried to see this vlog.

  • @sonupradhan9601
    @sonupradhan9601 ปีที่แล้ว

    I love you jeje ❤❤❤❤❤ plz ଜେଜେ ତମେ କାନ୍ଦନି ସବୁବେଳେ ଏମିତି ଖୁସିରେ ରୁହ 😊😊😊

  • @runumohapatra5825
    @runumohapatra5825 ปีที่แล้ว +4

    ଏବେ ଛୋଟ ଛୁଆ ଙ୍କର soft skin. ତାକୁ cosmetics ରୁ ଦୂରେଇ ରଖନ୍ତୁ

  • @shri99
    @shri99 ปีที่แล้ว +1

    ମୁଁ କେବେ ଆଜି ଯାଏ comment କରିନାହିଁ I always admire your family .. କିନ୍ତୁ ଆଜି ନିହାତି ଲେଖିବାକୁ ଇଚ୍ଛା ହେଲା ।।।ତୁମେ ଭାଉଜ ଆଉ ସମସ୍ତେ ଯେମିତି ଜେଜେବାପା ଆଉ ମାଙ୍କ and ସବୁ ବଡ ମାନଙ୍କ care କର ଦେଖିକି ବହୁତ ଭଲ ଲାଗେ ......God bless you all..... ସମସ୍ତଙ୍କୁ inspire Kara always ❤.......

  • @mathuramahakur5994
    @mathuramahakur5994 ปีที่แล้ว +3

    ସତରେ ପିଣ୍ଟୂ ଭାଇ ଜେଜେ କାଦି୍ ଵାର ଦେଖି ମୁଁ ବି କାଦି୍ ପକାଇଲି ଭାଇ ଭ ଉଣି ର ସଂର୍ପକ ହିଁ ଏମିତି ଜେଜେ ଆଉ ତାଙ୍କ ଭ ଉଣି ଙ୍କୁ ଭଗବାନ ସବୁବେଳେ ଭଲରେ ରଖିଥାଆନ୍ତୁ ଜୟ ଜଗନ୍ନାଥ 🙏🙏❤️❤️❤️❤️❤️❤️❤️❤️👌

  • @sonaliql6828
    @sonaliql6828 ปีที่แล้ว

    ଭାଈ ଭଉଣୀଙ୍କ ପ୍ରେମ ଦେଖି ହୃଦୟକୁ ଛୁଇଁଲା 😢

  • @sktoka7629
    @sktoka7629 ปีที่แล้ว +10

    Khusi maa ku kia kia bhala paa like kara ❤️❤️👍👍

  • @rajendramallick7554
    @rajendramallick7554 ปีที่แล้ว +1

    Jeje nka hasha pura lakhe tanka❤

  • @Artgallery9938
    @Artgallery9938 ปีที่แล้ว +10

    ପିଣ୍ଟୁ ଭାଇ ଙ୍କୁ ଯିଏ ବି ଭଲ ପାଏ ଦୟାକରି ତାଙ୍କୁ ଆଘ କୁ ନିଅନ୍ତୁ

  • @sunimallik4877
    @sunimallik4877 ปีที่แล้ว +1

    ଜୀବନରେ ଏମିତି ଭାଇ ଭଉଣୀ ହେବା ବହୁତ କଷ୍ଟ ତମର ଭଲ ପାଇବା ଦେଖି ବହୁତ ଖୁସି ଓ ଦୁଖଵି ଲାଗୁଛି

  • @chagulubehera4642
    @chagulubehera4642 ปีที่แล้ว +4

    🕺🥳Bhai mar 2ra like👍 1st Comments💬 Love you pin2 Bhai ❤rupa bhauja cute khushi maa😘🤗 jay Jagannath🙏 God bless you 🙏 khushi so funny 😃😃😃

  • @jpp1980
    @jpp1980 ปีที่แล้ว +2

    Jagannath Pintu nku semiti strong kariki rakhantu. Sei eka entire family ku bohinaba nija shoulder re. Such a nice boy he is .

  • @nagarajgiriofficial7064
    @nagarajgiriofficial7064 ปีที่แล้ว +3

    Love you pintu babu no words for you.Akhi ru luha gadijauchi .god always bless you 🙏🙏🙏🙏

  • @silpa8260
    @silpa8260 ปีที่แล้ว +1

    Pintu bhai jj nku teki ki anila jou mote seita sabuthu bhala lagila best bhai good job👍👍♥️🥰👃

  • @sarmisthabehera1550
    @sarmisthabehera1550 ปีที่แล้ว +12

    Jay Jagannath 🙏🙏🙏

  • @jyoshnavillagelifestylevlo1958
    @jyoshnavillagelifestylevlo1958 ปีที่แล้ว +1

    ଭାଇ ଭଉଣୀ ଙ୍କ ପବିତ୍ର ସମ୍ପର୍କ ସବୁ ବେଳେ ଏମିତି ଥାଉ ❤ ମା ତାରିଣୀ ଙ୍କ କୃପା ରୁ ସବୁବେଳେ ଏମିତି ଖୁସି ରେ ରୁହନ୍ତୁ🙏🙏 ଜୟ ମା ତାରିଣୀ 🙏🙏 ସବୁ ଭାଇ ଭଉଣୀ ଏମିତି ହବା ଦରକାର❤❤ ଜେଜେ ବାପା ତାଙ୍କ ଭଉଣୀ ଙ୍କୁ ଏମିତି ଭଲ ପାଇବା ଦେଖି ଆଖିରୁ ଲୁହ ଆସିଗଲା😢😢😭😭 ବହୁତ୍ କାନ୍ଦ ଲାଗିଲା

  • @village_girl_mama
    @village_girl_mama ปีที่แล้ว +4

    Happy family ❤️ love you all jay jagannath 🙏

  • @subhasmitasingha3568
    @subhasmitasingha3568 ปีที่แล้ว

    ସତରେ ଭାଇ ଭିଡିଓ ଦେଖିଲୁ ବହୁତ ଭଲ ଲାଗିଲା ❤️❤️ ଜେଜେ କାନ୍ଦ ଦେଖି ଆଖି ରୁ ଲୁହ ଆସିଗଲା ଜୟ ଜଗନ୍ନାଥ 🙏🙏🙏

  • @jyotiranjan973
    @jyotiranjan973 ปีที่แล้ว +12

    ❤❤❤❤❤❤❤❤❤❤❤❤❤❤❤❤Jay jagannath ❤❤❤❤❤❤❤❤❤❤❤❤❤❤❤❤❤

  • @mantubehera2370
    @mantubehera2370 ปีที่แล้ว +1

    Jay jagannath 🙏ଭାଇ ଜେଜେ ଜେଜେ ମା ବହୁତ ଭଲ ଭାଇ ଖୁସି ମା ବହୁତ ଭଲ ଭାଇ ଭାଉଜ ଏମିତି ଖୁସିରେ ଥାନ୍ତୁ lovu all family all tha best 👍

  • @pradeepbadaramapalli4755
    @pradeepbadaramapalli4755 ปีที่แล้ว +6

    ଭାଇ ସତରେ ଏଦୁନୀଆରେ ଭାଇ ଭଉଣୀ ସଂପର୍କ କିଛି ନିଆରା ଜେଜେ ବାପାଙ୍କର ଭଉଣୀ ପ୍ରତି ଭଲପାଇବା ଦେଖି ଆଖିରୁ ଲୁହ🥺🥺 ଆସିଗଲା 😢 ଭାଇ ଭଉଣୀ ସଂପର୍କ ଏମିତି ହବା ଦରକାର ଆଜିକାଲି ଏଦୁନିଆରେ ଦେଖି ବାକୁ ମିଳେ ନାହିଁ🙏👍,

  • @blackgamers32
    @blackgamers32 ปีที่แล้ว +9

    Rupa miss you❤❤❤

  • @pitabasadash8854
    @pitabasadash8854 ปีที่แล้ว +1

    ଜୟ ଜଗନ୍ନାଥ ଭାଇ ଭଉଣୀ ମାନେ ସତରେ ଭାଇ ଭଉଣୀ ଙ୍କ ସପୃକ ଗୋଟିଏ ଏମିତି ବି ଧନ ଜେ କେବେବି ଅଲଗା ହୋଇ ପାରେନି

  • @khageswarmukhi396
    @khageswarmukhi396 ปีที่แล้ว +6

    Jay Jagannath ❤❤❤❤❤❤

  • @ranihappy4956
    @ranihappy4956 ปีที่แล้ว

    Pintu bhai mate tama jeje nku bahuta bhala lage ..tankara smile mate bahut bhala lage ☺️☺️..love you jeje❤️❤️

  • @soumyapatra7859
    @soumyapatra7859 ปีที่แล้ว +6

    Jay jagannath 🙏🏼

  • @bikramgochhayatvolgs646
    @bikramgochhayatvolgs646 ปีที่แล้ว

    ଏତେ ଦିନେ ଗୋଟେ ଭିଡ଼ିଓ କଲ ବହୁତ ଭଲ ଲାଗିଲା ମନକୁ ଛୁଇଁ ଗଲା ଭାଇ 🥰🥰🥰

  • @sibuexpress7189
    @sibuexpress7189 ปีที่แล้ว +20

    ଜେ ଜେ ନମସ୍କାର ❤🙏

    • @BiratRout-fl2gs
      @BiratRout-fl2gs ปีที่แล้ว

      ସବୁ ଭିଡ଼ିଓ ରୁଏଭିଡିଓ.1.ରହୃଦୟକୁଛୁଇଲା

  • @jeetnjeetcreations4767
    @jeetnjeetcreations4767 ปีที่แล้ว +1

    Pintu you are great yaar....❤️❤️❤️

  • @Rupaa719
    @Rupaa719 ปีที่แล้ว

    ଜୀବନ ରେ ଏମିତି ଭାଇ ଭଉଣୀ ଦରକାର❤ ଜୟ ଜଗନ୍ନାଥ 🙏

  • @saiaradhyavlogs
    @saiaradhyavlogs ปีที่แล้ว +4

    Jai jagannath 🙏

  • @TitankumarNayak
    @TitankumarNayak ปีที่แล้ว +1

    ପିଣ୍ଟୁ ଭାଇ ଭିଡିଓଟା ବହୁତ ଭଲ ଲାଗିଲା

  • @padmalochanbarik1284
    @padmalochanbarik1284 ปีที่แล้ว

    Seriously I cried when I was seeing this video great realation of a brother and sister

  • @saideepakd.k.l8200
    @saideepakd.k.l8200 ปีที่แล้ว

    ପିଣ୍ଟୁ ଭାଇ ବହୁତ ଦିନ ପରେ ଆଜି ଏ ଭିଡିଓ ଟା ଦେଖିକି ମୋ ଆଖିରୁ ବି ଲୁହ ଆସିଗଲା ଭାଈ ଭଉଣୀ ର ଗୋଟେ ପବିତ୍ର ସମ୍ପର୍କ ଦୁନିଆ ରେ ଆଉ କିଛି ନାଇ ଭଗବାନ କରନ୍ତୁ ଏ ପବିତ୍ର ସମ୍ପର୍କ ସବୁଦିନ ପାଇଁ ଏମିତି ରହିଥାଉ ଜୟ ଜଗନ୍ନାଥ ⭕‼️⭕🙏

  • @biswaranjansahoo7495
    @biswaranjansahoo7495 ปีที่แล้ว

    Tama video dekhila pare mana Khushi heijauchi full enjoyment vlog sabubele dekhe tamr vlog gote bi miss kareni vlog satre Bhai Bhauja all time favourite jodi pin2 bhai au rupa bhauja au Khushi maa ❣️❣️❣️ love from Jajpur road