କ'ଣ ପାଇଁ ଗୋଟେ ଦିନ ଥାନା ରେ ରହିଲି / Rupa Pin2 Khushi

แชร์
ฝัง
  • เผยแพร่เมื่อ 3 ก.พ. 2025

ความคิดเห็น • 1.6K

  • @diptirekhasahoo6709
    @diptirekhasahoo6709 ปีที่แล้ว +556

    ଭାଇ ବୋହୁତ ବଢିଆ ହେଇଚି ସେ ଅଭଦ୍ର ମାନଙ୍କୁ ସେମିତି ଦରକାର 🙏🥰

  • @kabitasamanta5674
    @kabitasamanta5674 ปีที่แล้ว +2

    Pintu bhai mamuni nka katha bahut bhala lage lvuuuu all family ❤❤❤❤

  • @satybhamadehuri6516
    @satybhamadehuri6516 ปีที่แล้ว +648

    ଭାଇ ତମ କୁ ଦେଖି କିଛି ଲୋକ ସହିପାରୁନାହାନ୍ତି ସେଇଥି ପାଇଁ ସେମାନେ କେତେ କଣ କହିବେ ତମେ ସେମାନଙ୍କ କଥା କିଛି ଶୁଣନି

    • @DipaSamal-pc9rz
      @DipaSamal-pc9rz ปีที่แล้ว +11

      Right 👍

    • @swagatikamasti2953
      @swagatikamasti2953 ปีที่แล้ว +6

      tama bahut badhuchi

    • @satybhamadehuri6516
      @satybhamadehuri6516 ปีที่แล้ว +1

      @@swagatikamasti2953 ତମେ କଣ ପାଇଁ କହିବ କି ତମେ ବି ତ ଗୋଟେ ମଣିଷ ନା ମଣିଷ କୁ କେମିତି ବେବହାର କର ଯାଏ ତମେ କଣ ଜାଣି ନ କି ପିଣ୍ଟୁ ଭାଇ ତ କାହାରି କିଛି ଖରାପ କରୁ ନାହାନ୍ତି ତମେ ମାନେ ତାଙ୍କୁ କଣ ପାଇଁ ଖରାପ କଥା କହୁଚ

    • @biswajitdas720
      @biswajitdas720 ปีที่แล้ว +4

      Right 👍

    • @shortsnewsstation6157
      @shortsnewsstation6157 ปีที่แล้ว +3

      Social media re Sabu heba kn karipariba

  • @pritambhoi-tq8gg
    @pritambhoi-tq8gg ปีที่แล้ว +23

    ଭାଇ ଯିଏ ଖୁସିରେ ରହେ ତାକୁ ଲୋକମାନେ ସହି ନ ପାରି ଏ ମିତି ଖରାପ କହନ୍ତି ଆଉ ଦୁଃଖରେ ଥିଲେ କେହି ପଚାରନ୍ତି ନାହି

  • @AKASHKUMAR-me4kv
    @AKASHKUMAR-me4kv ปีที่แล้ว +230

    ବହୁତ ଭଲ କରିଛ ଭାଇ ।ସେମାେନଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ଦରକାର

    • @JansiDora
      @JansiDora ปีที่แล้ว +1

      Samanaku danda milu bhai

  • @biswajitbiswal1994
    @biswajitbiswal1994 ปีที่แล้ว +94

    ପିଣ୍ଟୁ ଭାଇ ଆପଣ ଏମିତି ଗୋଟେ ଭଲ ଷ୍ଟେପ ନେଇକି ଠିକ୍ କରିଛନ୍ତି।। ଆପଣ ଆଗକୁ ବଢ଼ିଚାଲନ୍ତୁ ଆମେ ଆପଣଙ୍କ ପଛରେ ଅଛୁ।। ଜୟ ଜଗନ୍ନାଥ।। ❤️☺️🙏

  • @ajaybindhani2827
    @ajaybindhani2827 ปีที่แล้ว +57

    ଭାଇ ବହୁତୁ ଭଲ କରିଛ complainଦେଇ ଏମିତି ଦରକାର ସେମାନଙ୍କୁ 💯💯💯💯🤗🤗🤗👍👍👍👍👍👌👌👌👌🤞🤞🤘🤘🤘👏👏👏👏 so sweet ଆଜିର ବ୍ଲକ

  • @rupalimalana8561
    @rupalimalana8561 ปีที่แล้ว +86

    ଭାଇ କଥାରେ କେଉଁ ମାନେ ଏକମତ ଗୋଟିଏ ଲାଇକ୍ କରନ୍ତୁ ଯେଉଁ ମାନେ ଭାଇ ଭାଉଜ ପୁରା ପରିବାରକୁ ଭଲ ପାଆନ୍ତି ଗୋଟିଏ ଲାଇକ୍ କରନ୍ତୁ ♥♥♥

  • @KrishnaPadhan-s2h
    @KrishnaPadhan-s2h ปีที่แล้ว +68

    ପିଟୁ ଭାଇ ମୁଆଯୀ ବହୁତ ଖୁସି ଲାଗିଲା ତମକୁ ଜିଏବି ଏମିତୀ କରୁଛୀ ତାକୁ ଭଲରେ ପାନେଦିଅ ଭଗବାନ ତମକୁ ଭଲରେ ରଖିଥାନ୍ତୁ

  • @mathuramahakur5994
    @mathuramahakur5994 ปีที่แล้ว +26

    ଯାହା କରିଛ ଠିକ୍ କରିଛ ଭାଇ ସେ ମାନଙ୍କୁ ଦଣ୍ଡ ମିଳିବା ଦରକାର ❤️❤️❤️❤️❤️❤️❤️❤️❤️👌

  • @pinkibhuyan2831
    @pinkibhuyan2831 ปีที่แล้ว +199

    ଆଗରୁ ଏମିତି ଆକସନ ନବାର ଥିଲା ଭାଈ ଯାହା ଭାବିଛ ପୁରା ଠିକ୍ ଭବିଛ 👍👍👍👍🙏🙏🙏ଏମିତି ହିଁ ଦରକାର ସେମାନଙ୍କୁ ଜୟ 🎉 ଜଗନ୍ନାଥ 🙏🏾🌺🙏

  • @pitabasadash8854
    @pitabasadash8854 ปีที่แล้ว +62

    ଜୟ ଜଗନ୍ନାଥ ଭାଇ ଭାଉଜ ଖୁସି ମା ଭଗବାନ ତୁମକୁ ଭଲ ରେ ସବୁ ଦିନ ଭଲରେ ରଖୀ ଥାତୁ ଆମେ କିନ୍ତୁ ବହୁତ ଭଲ ପାଉଚୁ ଆମର ବି ପରୀବାର ଅଛନ୍ତି ଆମର ବି ଗୋଟେ ପରୀବାର ବଲି ଭାବି କଥା ମୁ କେତେ ଦିନ ପରେ କମେଟେ କଲି ଭାଇ ମ କମେଟି ପଡ଼ିବ

    • @TrilochanBeshra-gb7xu
      @TrilochanBeshra-gb7xu ปีที่แล้ว

      Ta paribar pain Rupa pintu kn bhagaban ku dakuchanti ki re....

  • @1x-abinash-07
    @1x-abinash-07 ปีที่แล้ว +71

    ସତରେ ପିଣ୍ଟୁ ଭାଇ ରୂପା ଭାଉଜ ପୁରା ଭିଡିଓ ଦେଖିଲୁ ବହୁତ୍ ଭଲ ଲାଗିଲା ଏମିତି ସବୁବେଳେ ଖୁସିରେ ରୁହନ୍ତୁ ଜୟ ଜଗନ୍ନାଥ ❤❤

  • @reshmasenapati2471
    @reshmasenapati2471 ปีที่แล้ว +1

    Mamuni aau runa nka katha suni bahut hasa lagila❤

  • @aakashbehera2268
    @aakashbehera2268 ปีที่แล้ว +15

    ବହୁତ ବଢିଆ ଭାଇ ଏମାନଙ୍କୁ ଏମିତି ହି ଦରକାର love u khusi ma ❤❤

  • @manjarinaik1756
    @manjarinaik1756 ปีที่แล้ว +1

    Bhai tame jaha bi karicha thik karicha. Bhagaban achhanti tamo saha bhai. Khusi maa miss u ❤❤❤❤

  • @kabitabehera7409
    @kabitabehera7409 ปีที่แล้ว +8

    ଭିଡ଼ିଓ ଟି ବହୁତ ଭଲ ଲାଗିଲା ❤️ ଓ ସେ ଅଭଦ୍ର ମାନଙ୍କୁ ସେମିତିଆ ଦରକାର

  • @gitanjalibehera7069
    @gitanjalibehera7069 ปีที่แล้ว +1

    Bhai apan agaru karuthibar thila apanku au apankara paribarku blem Kariba pai au tankar viewer pai apanku blem karuchanti bhagaban apanku sahaya huantu au sabu bipadaru rakhya karantu god sabu sucess milu au sabu bipadaru rakhya karantu god nice vlog semane jemiti au apanku blem karibeni gote jhia te apanku besi blem karuchi Bhai bhagaba karantu tanku sasti milu🎉🎉🎉🎉🎉🎉🎉🎉

  • @niranjan3160
    @niranjan3160 ปีที่แล้ว +72

    ଜଣେ ଯଦି ଆଗକୁ ବଢ଼େ ତା ହେଲେ ତଳକୁ ଟାଣିବାକୁ ବହୁତ ଜଣ ଆସନ୍ତି 😊

  • @sasmitapatrasai
    @sasmitapatrasai ปีที่แล้ว

    Runa n mamuni nka katha suniki aaji hasi hasi peta daraj😃😃😃😃🤣🤣🤣😃😃😃👌👌👌👌👍👍👍

  • @lipsaranimallick2529
    @lipsaranimallick2529 ปีที่แล้ว +57

    ସତରେ କିଛି ଲୋକେ ଅଛନ୍ତି ପିଣ୍ଟୁ bhai ପଛରେ ଲାଗିଛନ୍ତି ଯେମିତି bhai ଯାଇକି କିଛି ତାଙ୍କ ଘରୁ କିଛି ଜୋର୍ କରୀକି ନେ଼ଇ ଆସିଛନ୍ତି ପିଣ୍ଟୁ bhai ତାଙ୍କ କଥା ସବୁ ନ ଶୁଣି କି ତମେ ଆଗ କୁ ମାଡ଼ି ଚାଲ ପ୍ରଭୁ ଜଗନ୍ନାଥ ତମ ସାଙ୍ଗରେ ଅଛନ୍ତି 🙏🙏

  • @Dhruva_patra_official
    @Dhruva_patra_official ปีที่แล้ว +6

    ଯେଉଁମାନେ ଏମିତି କାମ କରୁଛନ୍ତି ଖରାପ କମେଣ୍ଟ ସେମାନ ଙ୍କୁ ଶାସ୍ତି ମିଳିବା ନିହାତି ଆବଶ୍ୟକ

  • @laxmipriya9349
    @laxmipriya9349 ปีที่แล้ว +31

    ଭାଇ ଆପଣ ଯାହା କରିଛନ୍ତି ଠିକ୍ କରିଛନ୍ତି ଏମିତି ଲୋକଙ୍କୁ ଥାନା ରେ ଦେବା କଥା love you Khushi mama 😊😊❤❤

  • @MuktaRajOfficial
    @MuktaRajOfficial ปีที่แล้ว +26

    ଯିଏ ଏମିତି କାମ କରୁଛି ତାକୁ ଏମିତି ପାନେ ଦିଅ ଯେ ଜୀବନ ସାରା ଭୁଲିବିନି । ଦୋଷୀ ବାହାରିଲେ କ୍ଷମା ନାହିଁ ଦଣ୍ଡ ନିହାତି ଦରକାର।ଆଜି ଯଦି ଛାଡ଼ି ଦେବ ସେ ପୁଣି ଭୁଲ କରିବ। ମୋର ଅନୁରୋଧ କାହାକୁ ଛାଡ଼ ନାହିଁ। ତୁମ ପରିବାର କୁ ଆଞ୍ଚ ଆସିଲେ ଛାଡ଼ ନାହିଁ।

  • @bikashnaik7630
    @bikashnaik7630 ปีที่แล้ว +11

    ଯାହା କରିଚ ଭାଇ ବହୁତ ଭଲ କରିଚ 🥰🥰 God blees U all family members 🥰🥰 ଜୟ ଜଗନ୍ନାଥ 🙏🙏

  • @PradeepSamal-kr3kx
    @PradeepSamal-kr3kx ปีที่แล้ว

    Aji maza asigala mamuni runa katha suniki😂🤣🤭🥰🥰😍

  • @gayatriparida3600
    @gayatriparida3600 ปีที่แล้ว +10

    Bhai apana thik karichanti 😢😢ame janichu pintu Bhai au tanka family members samaste bahut bhala ❤❤

  • @Miss__Gamer__198
    @Miss__Gamer__198 ปีที่แล้ว +2

    Right direction ne ichhanti❤❤❤❤ I love you Khusi maa ♥️♥️

  • @khulanapradhan387
    @khulanapradhan387 ปีที่แล้ว +35

    ଭାଇ ବଢିଆ ହୋଇଛି ଭାଇ କିଛି ଲୋକ ସହି ପାରୁନାହାନ୍ତି ଜୟ ଜଗନ୍ନାଥ ଭାଇ 🙏🙏🙏🙏🙏

  • @subhalaxmi1401
    @subhalaxmi1401 ปีที่แล้ว

    ❤Apana nka paribar sabubele khusire rahu mu atiki chahunchi❤👍

  • @jysingle3121
    @jysingle3121 ปีที่แล้ว +8

    Wah ପିଣ୍ଟୁ ଭାଇ Wah... ଏଇ କାମ ଆଗରୁ କରିବା ର ଥିଲା.... କେତେଟା ଜାରଜ ଛୁଆ Utube ରେ ବେଶି bad ମେସେଜ ଦେଉଥିଲେ.... ଦୁନିଆରେ ବହୁତ ବ୍ଲୋଗ କରୁଛନ୍ତି... ସେ ଜାରଜ ଛୁଆ ମାନେ ପିଣ୍ଟୁ ଏମିତି କଲା ସେମିତି କଲା.... ସେ ଶଳା ମାନେ ନିଜ ଦମ ରେ କିଛି କରି ପାରିବେନି... ଅନ୍ୟ କୁ କଳି ଲାଗିକି.... Income କରିବା ଛଡା 😛😛😛😛😛ଭାଷା କହିବାକୁ ଚାହୁଁନଥିଲି.... ଯାହାକୁ ଯେମିତି ଦରକାର ସେମିତି କହିବାକୁ ଭଲ ଲାଗିଲା ଭାଇ.... 🙋‍♂️

  • @cutiedeepti9590
    @cutiedeepti9590 ปีที่แล้ว +6

    ଭାଇ ବହୁତ ବଡିଆ ହୋଇଛି ଭାଇ ଲୋକ ସହି ପାରୁନାହାନ୍ତି ଜୟ ଜଗନ୍ନାଥ 🙏🙏🙏🙏

  • @oye_____owner__1
    @oye_____owner__1 ปีที่แล้ว +12

    ଭାଇ ତମେ ବହୁତ୍ ଭଲ ଏମିତି ଆଗକୁ ଚାଲ ଆମେ ଅଛୁ

  • @anilsahu4864
    @anilsahu4864 ปีที่แล้ว +7

    🙏🙏ଜୟ ଜଗନ୍ନାଥ 🙏🙏❤️🟣🟣 ଭାଇ ଆପଣ ଯାହା କରିଛନ୍ତି ଠିକ କରିଛନ୍ତି ବହୁତ ବଡ଼ିଆ କାମ ଟେ କରିଛନ୍ତି 👌👌👌🟣❤️ ଜୟ ଜଗନ୍ନାଥ 🟣❤️

  • @babulrutuexpress6270
    @babulrutuexpress6270 ปีที่แล้ว +14

    ଭହୁତ ଭଲ କାମ କରିଛନ୍ତି ଭାଇ ❤️🙏👍

  • @GHswagat
    @GHswagat ปีที่แล้ว

    Mamuni kotha suni bohut hosa lagila 🥰🥰🥰

  • @mamitapatra3198
    @mamitapatra3198 ปีที่แล้ว +21

    ଭାଇ ବହୁତ ବଢିଆ ହୋଇଚିସେ ଅଭଦ୍ର ମାନକୁ ସମିତିଦରକର

  • @rupalisethy6471
    @rupalisethy6471 ปีที่แล้ว +5

    ଠିକ୍ କରିଛ ପିଣ୍ଟୁ ଭାଇ😊ଯେସାକୁ ତେସା😎😎

    • @manoranjansahu4067
      @manoranjansahu4067 ปีที่แล้ว

      Achha ye madua ku support karucha 😅😅😅😅😅😅😅😅😅😅😅

  • @sonalikabehera4932
    @sonalikabehera4932 ปีที่แล้ว +16

    ଠିକିକରିଚଭାଇ 👌👌

  • @debendradey6407
    @debendradey6407 ปีที่แล้ว

    Bhai video last re bohut hasili mamuni nka katha suni❤❤

  • @AnupamaBarik-xb3um
    @AnupamaBarik-xb3um ปีที่แล้ว +9

    Mamuni nka Katha sunebaku bahut bhala lage ❤❤❤❤

    • @ajitsagar9772
      @ajitsagar9772 ปีที่แล้ว

      Mote mamuni ku bahut bhala Lage love from bolangir ❤️

  • @rupalirupa1984
    @rupalirupa1984 ปีที่แล้ว

    Satare Bhai video ta bahut bhala lagila . Bisesh Kari mamuni nka Katha bahut bhala lagila. Sesha ku bahut hasa lagila mamuni nka Katha suni. Prabhu Jagannath🙏 sabubele amiti tamaku au Tama pura family members nku bhala re rakhantu 😍😍❤️💖

  • @dipunmama9616
    @dipunmama9616 ปีที่แล้ว +116

    ଭାଇ ଆପଣ ଜାହା କହିଲେ ଠିକ୍ କହ଼ିଲେ ଏହି ଭଲିଆ ଲୋକ ମାନଙ୍କୁ ଏମିତି ଆରେଷ୍ଟେ କରି ବାଦରକାର ଜୟ ଜଗନ୍ନାଥ ଭାଇ 🙏🙏🙏❤🌹💕

  • @subhacreation.7552
    @subhacreation.7552 ปีที่แล้ว +1

    ବହୁତ ଭଲ decision ନେଇଛ ସାନଭାଇ... କାଲି first time ଦେଖିଲି fb ରେ ତମ ନା ରେ channel ଖୋଲିକି କେତେ ଖରାପ ଭିଡିଓ କିଏ ଛାଡ଼ିଛି ଦେଖି ଵି ହେଲାନି...ତମେ ଏତେ ଭଦ୍ର n ତମେ ବଡ ମାନଙ୍କୁ ଏତେ ସମ୍ମାନ ଦିଅ ଆମେ starting ରୁ ଦେଖି ଆସୁଛୁ.. So ଯାହା କରିଛ ପୁରା ଠିକ କରିଛ.. Lv u all💖💖💖

  • @pritiprangya7119
    @pritiprangya7119 ปีที่แล้ว +10

    ❤Bhai nd bhauja ❤fev person in my life ❤😊

  • @kunumunubal4230
    @kunumunubal4230 ปีที่แล้ว

    Bhai best bhai kaha katha sunibani bhagabana achhanti Tama sahita love you khusi maa 😍😍😍😍😍😍😍😍😍 my best bhai bhauja 👌👌👌👌👌👌👌👌👌 beautiful family ❤️❤️❤️❤️❤️❤️❤️❤️

  • @kaladiacreation
    @kaladiacreation ปีที่แล้ว +41

    ପିଣ୍ଟୁ ଭାଇ ଯାହା କଲେ ଠିକ କଲେ କି??

  • @NaveenKumar-gx5xb
    @NaveenKumar-gx5xb 5 หลายเดือนก่อน

    ଭାଇ ଭହୁତୁ ଭଲ କରିଛ ସେମାନଙ୍କ ସହିତ ଦଣ୍ଡ ଦିହ 🙏

  • @dipikarout7356
    @dipikarout7356 ปีที่แล้ว +20

    Bhagwan sabubele tuma saha achanti❤❤❤

  • @PujaPatra-wh5jw
    @PujaPatra-wh5jw ปีที่แล้ว

    Bhuti bhala karecha Bhai jeya jemiti karechi taku semiti hi darakara I love you bhai 🥰🥰❤️❤️😘😘😘

  • @swaintusarmetro3788
    @swaintusarmetro3788 ปีที่แล้ว +61

    ଜୟ ଜଗନ୍ନାଥ🙏ଲଭ ୟୁ ଖୁସି ମାମା, ରୂପା ଦିଦି, ପିଣ୍ଟୁ ଭାଇ ଆଣ୍ଡ ଲଭ ୟୁ ଅଲ ଫ୍ୟାମିଲି ମେମ୍ବର୍ସ💞💙💞

  • @dharmadale3827
    @dharmadale3827 ปีที่แล้ว +1

    I love Rupa pintu khusi express

  • @sanjaykumarsahu3705
    @sanjaykumarsahu3705 ปีที่แล้ว +3

    ଭାଇ ତମ କୁ ଦେଖି କିଛି ଲୋକ ସହିପରୁନାହାନ୍ତି ❤❤❤

  • @daspratingya5390
    @daspratingya5390 ปีที่แล้ว

    Bhai se sabu kuku ra ta se sabu kahibe love you Bhai tame aji vala karicha❤❤

  • @uttaylilirmsahu5647
    @uttaylilirmsahu5647 ปีที่แล้ว +13

    So happy family members ❤ so cute Khushi maa ❤ love you all jay Jagannath ❤❤

  • @himanshubehera6222
    @himanshubehera6222 ปีที่แล้ว

    Mamunira maja masti bahut bhalalagila🤩😀😃💞💞

  • @kabitabehera7409
    @kabitabehera7409 ปีที่แล้ว +93

    ଜୟ ଜଗନ୍ନାଥ ଙ୍କ ଦୟାରୁ ଆପଣଙ୍କ ପରିବାର ଭଲରେ ରହୁ 🙏🏻❤️🥰

  • @sasmitabehera2679
    @sasmitabehera2679 ปีที่แล้ว

    Hmm bahutu vala haechi ..sameteya loka nku samete he darkar ..love you khuse maa.god bless you ❤

  • @SasmitaSahu-tw1oc
    @SasmitaSahu-tw1oc ปีที่แล้ว +5

    ଭଲ କଲେ ପିନ୍ଟୁ ଭାଇ ମୁ ବହୁତ ଖୁସି ❤❤

  • @KhaheswarKamila-sf5xg
    @KhaheswarKamila-sf5xg ปีที่แล้ว +1

    Hii pitu bhai mu tumoro bahut bada fan bhai kaba Baslsor khirachora Mandir ko Osho Remuna

  • @nirjharini_senapati9818
    @nirjharini_senapati9818 ปีที่แล้ว +56

    Love you khusi maa and ur family ❤❤

  • @RojiSahu-KR
    @RojiSahu-KR ปีที่แล้ว

    Bhai Jia jaha kahuchi kahu but apana video karantu auu agharu badi chalantu... god bless you Rupa pintu khusi express❤❤

  • @santoshkumarsamantaray5389
    @santoshkumarsamantaray5389 ปีที่แล้ว +17

    ଆଜି ଏ ସକାଳ🌄 କେତେ କୋମଳ❤️ କେତେ ଯେ ପବିତ୍ର କେତେ ଯେ ନିର୍ମଳ💫 ଏଇ ସକାଳ ପରି ପବିତ୍ର ରହୁ ତୁମରି ମନ💌ହସ ଖୁସିରେ ରହୁ ପ୍ରତ୍ୟେକ ଦିନ💞 ଚଲା ପଥେ ତୁମ ଫୁଟି ଯାଉ ଫୁଲ 🌹ସେ ଫୁଲର ମହକରେ🌺 ତୁମ ଜୀବନ ସୁଖମୟ ହେଉ💥ଜୟ ଜଗନ୍ନାଥ ଭରସା🙏Dute king Santosh ❤️❤️❤️ Puri toka ❤️❤️❤️

  • @lilisahoo9179
    @lilisahoo9179 ปีที่แล้ว

    Bhai apananka dicision manibaku padiba bahut agaru afire dabar thila love you khusi maa and bhai bhauja❤❤❤❤❤❤❤

  • @pritiprangyarout416
    @pritiprangyarout416 ปีที่แล้ว +17

    Bahuta bhala katha khusi maa ra

  • @puspanjalidas-sy5px
    @puspanjalidas-sy5px ปีที่แล้ว +1

    Bahut bhl pintu Bhai semanak ku semi ti darkar

  • @Barishh.002
    @Barishh.002 ปีที่แล้ว +20

    ଠିକ୍ କରିଛ ପିଣ୍ଟୁ ଭାଇ ❤🎉

  • @bapunusamanta4218
    @bapunusamanta4218 ปีที่แล้ว

    Bhai tume au tuma family bahut bhala loka ta keta kan kahibe vala helabi kharap helabi ❤❤❤

  • @BikashKumar-hd8lo
    @BikashKumar-hd8lo ปีที่แล้ว +6

    ଭାଇ ଭାଉଜ ଖୁସି ମାମା ଜୟ ଜଗନ୍ନାଥ ❤️😀😘 ଭାଇ ତମକୁ ଦେଖି ଲୋକେ ମାନେ ସହିପାରୁନାହାତୀ

  • @bijulisethi4558
    @bijulisethi4558 ปีที่แล้ว

    Haa bhai toma bahuta bhala au bhauja bi love you khusi mama ❤❤❤

  • @nalinipujari1194
    @nalinipujari1194 ปีที่แล้ว +27

    ଭାଇ ବହୁତ ଭଲ ହେଇଛି ସେମାନଙ୍କୁ ଏମିତି ହିଁ ଦରକାର ❤ ଜୟ ଜଗନ୍ନାଥ 🙏🙏🙏

  • @sasmitaray8005
    @sasmitaray8005 ปีที่แล้ว

    Bhai bahut bhala heichi. Amiti abhadra loka nku amiti darkar. Thik karicha

  • @MadhuPatnaik-e3i
    @MadhuPatnaik-e3i ปีที่แล้ว +8

    ତମ ଭାଇ ଭଉଣୀ ଙ୍କର ଝଗଡା ବହୁତ ଭଲ ଲାଗେ

  • @Tanushreemoharana-ho3py
    @Tanushreemoharana-ho3py ปีที่แล้ว

    Bhai gote kathakahibi jadi 100% loka vitaru 10% loka apananku karap kuhanti baki 90%loka apananka support re achanti apana tankamananka katha sunantuni love you bhai ❤️🙏

  • @lipukumar9491
    @lipukumar9491 ปีที่แล้ว +42

    So happy family members 🙏🏻 so cute ama gelhi khusi maa 😍 love you vai vauja 💕 love you all 💖 jai jagannath 🙏🏻🙏🏻🙏🏻♥️

  • @aswinibehera8876
    @aswinibehera8876 ปีที่แล้ว

    Pintu Bhai tamaku samanakn pani kharap kahuchanti Tama kahara kn Karila Tama mana dukha karani jia jaha kahu Tama ama pani sabuthu bhala❤❤❤❤❤❤ love you Bhai tamaku ❤❤❤❤❤❤❤❤❤❤❤❤❤❤❤❤❤❤❤

  • @splgaming1918
    @splgaming1918 ปีที่แล้ว +13

    Jaha karicha thik karicha Jay jagannatha 🙏

  • @harih1435
    @harih1435 ปีที่แล้ว

    ବହୁତ ଭଲ କଲ ଭାଇ police station ରେ complain କରିକି best of luck bhai ❤❤❤❤❤❤

  • @M.Abhigyan_World
    @M.Abhigyan_World ปีที่แล้ว +82

    Keep it up... We are always with u... Hats off to ur all team members... Apan mane samaste misiki ruhantu apankara kehi kichhi kari paribeni❤❤❤

  • @manumuna_world
    @manumuna_world ปีที่แล้ว +1

    Hnn vai apana nku sabu loka sahi paru nahanti ❤❤ vala kari chanti vai ❤❤ ame apana nka saha achu vaii

  • @kaladiacreation
    @kaladiacreation ปีที่แล้ว +5

    Best jodi rupa❤pin2

  • @rupashreerout
    @rupashreerout ปีที่แล้ว

    Bahut bhala karichhanti complain deiki,,v gd decision 👍

  • @akshayakumarmallick293
    @akshayakumarmallick293 ปีที่แล้ว +31

    ଭାଇ ନିଜକୁ ପଛେ କିଏ ଗାଳି କରୁ ଟିକେ ବି ଫରକ ପଡିବନି ବାପା ମା ଓ ନିଜ ସ୍ତ୍ରୀ କୁ ଗାଳିତ ଦୁରର କଥା କିଏ ଆଡ ଆଖିରେ ଅନାଇଲେ ମନତ ଏମିତୀ ଲାଗେ ନ କହିବା ଭଲ ଯାହା କୁ ଭଲ ଲାଗୁଚି ସିଏ ଦେଖ ଏତିକି ଅନୁରୋଧ ଖରଫ କଥା ଲେଖନ୍ତୁ ନାହିଁ

  • @mrutunjayapanda1245
    @mrutunjayapanda1245 ปีที่แล้ว

    Bhai apana thik karichanti love you bhai ❤️❤️❤️❤️

  • @KhantibalasoreyatokatsVolg
    @KhantibalasoreyatokatsVolg ปีที่แล้ว +11

    Jay Jagannath maha porbhau tamoku bohut khushi ra rokhontu 🙏🙏🙏🙏🙏 Bhai jia jaha kohuchi kohu au jaha korecho sabu thik korecho love you jay jaganntha

  • @ankitaprusty2446
    @ankitaprusty2446 ปีที่แล้ว

    Bhala heichi Bhai semiti kharap loka nku semiti darkar ❤❤❤❤❤Tame bahut agaku jao bhai😊😊😊😊

  • @sandeepdas2692
    @sandeepdas2692 ปีที่แล้ว +26

    Excellent discussion brother 👌👌❤️❤️❤️

  • @tapasparida1573
    @tapasparida1573 ปีที่แล้ว

    Bhai jou mane Tamaku sahi paru nahanti semane hi emiti karuchanti tame kn ame janichu love you bhai ❤️❤️❤️

  • @barshasamal4327
    @barshasamal4327 ปีที่แล้ว +3

    God bless you pintu bhai and rupa bhauja ❤❤❤ khusire ruho samaste 😊😊

  • @apparida5905
    @apparida5905 ปีที่แล้ว +1

    ଭାଇ ବହୁତ ଭଲ ହେଇଛି ଧନ୍ୟବାଦ୍

  • @PranatiSenapati-f3w
    @PranatiSenapati-f3w ปีที่แล้ว +7

    So happy family members 🥰 so cute Khushi maa❤ love you all om Sai Ram 🙏Jay Jagannath 🙏 Jay shree Radhe Krishna 🙏❤❤❤❤

  • @rinuktabehera5116
    @rinuktabehera5116 ปีที่แล้ว +1

    Bhai plz gote frank video gote asu plzz 🙏🏻 kau mane bhai nko ra frank video dekhiba paei chahu6nti plzz comment re gote like diontu 👍🏻 jay Jagannath 🥰🥰🥰

  • @bishnupriyapradhan5248
    @bishnupriyapradhan5248 ปีที่แล้ว +21

    ❤❤❤ you Khushi maa ♥️🌹 family members 👌

  • @hrudanandasankhua5824
    @hrudanandasankhua5824 ปีที่แล้ว +2

    ମୋ ପିଣ୍ଟୁ ଭାଇ ଯାହା କଲେ ଠିକ୍ କରିଛନ୍ତି ପିଣ୍ଟୁ ଭାଇ ଭିଡ଼ିଓ ଦେଖି ବହୁତୁ ସୁନ୍ଦର ଲାଗିଲା ମୋ ପିଣ୍ଟୁ ଭାଇ ରୂପା ଭାଉଜ ରୁନା ଦିଦି ମାମୁନି ଏତେ ମଜା ମସ୍ତି କରୁଛନ୍ତି ଦେଖି ବହୁତୁ ଖୁସି ଲାଗୁଛି ଆମ ଗେହ୍ଲେଇ ଖୁସିମା କଥା ଶୁଣି ବହୁତୁ ବଢ଼ିଆ ଲାଗେ ଆମ ଗେହ୍ଲେଇ ଖୁସିମା ର କେତେ ବୁଦ୍ଧି ମୋ ପିଣ୍ଟୁ ଭାଇ ରୂପା ଭାଉଜ ଖୁସିମା ସଞ୍ଜୟ ଭାଇ ପ୍ରୟାସ ଭାଇ ହାପି ଭାଇ ରୁନା ଦିଦି ମାମୁନି ରାମ ଦେବ୍ ବାବା ପରିବାର ସମସ୍ତ ଙ୍କ ହସ ଖୁସିରେ ମୁଁ ସବୁବେଳେ ବହୁତୁ ଖୁସି Mo Cute Khusimaa 😘Love you Bhai Bhauja Khusimaa Sanjay Bhai Prayash Bhai Happy Bhai Runa Didee Mamuni Ram Dev Baba and all Family members 💞❤️❤️❤️❤️❤️❤️❤️❤️❤️❤️❤️❤️❤️
    ❤️❤️❤️❤️❤️❤️❤️❤️❤️❤️❤️❤️❤️
    ️ ଜୟ ଜଗନ୍ନାଥ 🙏 ଜୟ ମା ଲକ୍ଷ୍ମୀ 🙏 Good bless you 👍

  • @balmatibhatra-cp4vx
    @balmatibhatra-cp4vx ปีที่แล้ว +6

    ପିଣ୍ଟୁ ଭାଇ ସେମାନଙ୍କୁ ଏମିତି ହିଁ ଦରକାର ମୁଁ ତମ ଭିଡିଓ ଯେତେ ଦିନ ପର୍ଯ୍ୟନ୍ତ ଦେଖିଛି ବହୁତ ଭଲ ଲାଗୁଛି ଦିନେ ନ ଦେଖିଲେ ଭଳ ଲାଗେ ନି ମୋର ବି ତମ ପରି ଭାଇ ଗୋଟିଏ ଥାନ୍ତା କି ସବୁବେଳେ ଏମିତି ଖୁସିରେ ଥାନ୍ତି ଲଭ୍ ୟୁ ଭାଇ ♥️♥️♥️

  • @pintunayak8869
    @pintunayak8869 ปีที่แล้ว

    Bhai apana bhaut bhla disisan nela Jagannath good bless you ❤❤❤

  • @akhilasarangi3954
    @akhilasarangi3954 ปีที่แล้ว +4

    ବହୁତ ବହୁତ ଧନ୍ୟବାଦ ଜଣାଉଛି

  • @smilequeenminakhsi9046
    @smilequeenminakhsi9046 ปีที่แล้ว

    Right bht dina pare gote padakhep nele khusi laguchi 😊 mate b se vdo dekhi raga laguthila

  • @sudhirkumarrout9799
    @sudhirkumarrout9799 ปีที่แล้ว +17

    Bahut badhia karicha pintu 🥰, emitika faltu lokanka naa re tame 💖 agaru complain karideithile badhia heithanta. Pintu 💝tamaku getiki kasta deichanti semane emotionally and mentally 😌, ebe semanaka pali. Pintu❤ tamara gote katha mate sabubele bhala lage, mu tamaku❤ 2years above heba vlog re dekhuchi, tama💗 life re situations gemiti bhi asuna kahiki, tame💛kebebi kaha upare ragina ki loud voice re katha bhi kahina. I love❤ your sweet voice and simplicity always. Pintu 🌹tame gote vlog karithila gahar Thumbnail thila"Sabu bhul mora thila", tama🤍 badi mango tree pakhare tama💓photo ta rakhithila thumbnail re, sedina tame 💖heartly se vlog ta karithila. Mu sei dina tharu tamaku 💕 mo gibana tharu bhi adhika bhala pai❤. Pintu 🥰tame baharu getiki sundara 👌, tama❤‍🩹 bhitara ahuri sundara au sarala👌👍, tame😘sabubele emti hi rahiba🤗. Pintu 💙tame sabutharu gora au handsome😍 boy, tame🧡 dadhire bhi ahuri handsome🥰 dekhagaucha👌, I love❤ you always my handsome🥰 pintu🌹and I love❤ your cuttest😊 smile😊 always👌. Mamuni hi chorani no.1, sie hi pury chori kariki anei😂🤣. Bye bye👋 cute 😊 pintu, Be strong💪 and emti tama🌹 face re sabubele smile rahithau😘🌹🌷🥀🌹🌷🥀

  • @niranjanbehera9750
    @niranjanbehera9750 ปีที่แล้ว +1

    love you Khushi maa Pintu Bhai ❤❤