ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଏଇ ରାସ୍ତା କେତେ ଭଲ ଅଛି ନାରଣ ଭାଇ କିନ୍ତୁ ଆମ ଗ୍ରାମ ରାସ୍ତାରେ ଜନ୍ତୁ ଛଡା ଆଉ କେହି ଯିବା ଅସମ୍ଭବ ଦିନରେ ଯିବାକୁ ଡର ଲାଗୁଛି ରାତିରେ ଚଳ ପ୍ରଚଳ କରିବା କଥା ନକହିଲେ ଭଲ
Sarpanch tanti chipidea,nahele sei rasta re bandhi dea ratire
@@sangitabeuria9441 ସରପଞ୍ଚ ଯାହା ଭୋଟ୍ ମାଗିବାକୁ ଆସିଥିଲେ ଦୁଇବର୍ଷ ତଳେ 7.8.ଥର ତାପରଠୁ ସରପଞ୍ଚ ଙ୍କ ମୁହଁ ମଧ୍ୟ ଆଉ ପଞ୍ଚାୟତରେ ଦେଖିବାକୁ ମିଳୁନି ।ସରପଞ୍ଚ ସ୍ୱାମୀ ଦେଖାଦେଉଛନ୍ତି
ସୁବାସ ଭାଇ ସମୟ ଥାଉଥାଉ ସିନା ଭିଡିକି ରଖିଥାନ୍ତେ ଏବେ ଆଉ କଣ ହବ
ଯାହାହଉ ମତେ ବହୁତ କଷ୍ଟ ଲାଗୁଛି ଯମରାଜ ନିଜକାମ ଛାଡିକି ଆସିକି ରାସ୍ତା ମାପୁ ଛନ୍ତି ଧନ୍ୟ ହେ ନେତା ମାନେ କେବେ ସୁଧୁରିବ ଟାକ୍ସ ଲୋକଙ୍କଠୁ ନେଉଛ ହେଲେ ରାସ୍ତା କାମ ଠିକରେ ହେଇଥିଲେ ଏତେ ଆକ୍ସିଡେଣ୍ଟ ହୁଅନ୍ତାନି ଆଉ ଲୋକଙ୍କର ପ୍ରାଣ ଯାଆନ୍ତାନି ସବୁ ସୁଧୁରି ଯାଅ 🙏🏿🙏🏿🙏🏿
ଏ ପ୍ରକାର ମିଶନ୍ ଶକ୍ତି ରେଷ୍ଟୁରାଣ୍ଟ୍ କୁ ନାମ ପରିବର୍ତ୍ତନକରି ପଶୁ ମାନଙ୍କ ସ୍ୱର୍ଗଦ୍ୱାର କରିଦିଅନ୍ତୁ🙏🙏🙏🙏🙏🙏🙏
ଯାହା ହଉ ଭଲରେ ହଇଛି ରାସ୍ତା ଚାରିମାସ ହଇନି ଓଠିଗଲାଣି ଜୟ ରାଜ୍ୟ ସରକାର 😂😂
ଆମ ଓଡିଶା କୋଉ ଗ୍ରହଠାରୁ କମ୍ କି ନହେଲେ ରାସ୍ତା ଗୁଡିକର ଅବସ୍ତା ମଙ୍ଗଳଗ୍ରହର ରାସ୍ତାପରି ହୋଇନଥାନ୍ତା ସରକାରଙ୍କୁ ଅନୁରୋଧ ସବୁରାସ୍ତାର ଏପରି ଅବସ୍ତା କରି ଓଡିଶାକୁ ମଙ୍ଗଳଗ୍ରହ ବୋଲି ଘୋଷଣା କରାଯାଉ
My favorite news fews sir Jay Jagannath 🙏
ଆମ ସହର ରେ ପ୍ରତି ଛୋକରେ ମଦ ଦୋକାନ ଅଛି, କାହାର ଧ୍ୟାନ ନାହିଁ.
Bhala❤❤❤❤❤❤❤
ଜୟ ଜଗନ୍ନାଥ🙏
ଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ସବୁ ଆଦାୟ ହେବା ଦରକାର।
100% Jantri lancha kahichi.
ସୁବାସ ଭାଇ ସବୁବେଳେ ରେଡି ହେଲେ ତାଙ୍କ ଆଖ ପାଖ ଟିକେ ରେଡି ନୁହନ୍ତି ସେଥିପାଇଁ ନିଜେ ଭାଷଣ ଦିଅ ନିଜେ ଶୁଣ 🤣😂🤣
ଠିକ୍ ଦଣ୍ଡ ବିଧାନ ଶିଘ୍ର କରାଯାଉ।
ଏଇ ରାସ୍ତା ବିଶ୍ୱ ସ୍ତରୀଅ ପୁରସ୍କାର ପାଇବ ଆଉ ଯିଏ ତିଆରିଛନ୍ତି ତାଙ୍କୁ ମୁର୍ତ୍ତୁଞ୍ଜୟ ପୁରସ୍କାର ମିଳିବା କଥା ମୁଁ ଅନୁରୋଧ କରୁଛି ଆମର ମାନ୍ୟବର ରାଷ୍ଟ୍ରପତିଙ୍କୁ ସିଏ ଏଇ ପୁରସ୍କାର ଦେବେ 🙏🏿🙏🏿🙏🏿
ପୋଲିସ ସାର୍,ମ୍ୟାଡାମ୍ ଦେଖି ମାଉସୀଙ୍କର ପିଲାଦିନେ ଖେଳିଥିବା ଚୋରପୋଲିସ୍ କଥା ମନେପଡିଗଲା ତ ସେଥିପାଇଁ ସିଏ ତାଜାରେ ଚଢିଗଲେ ପୋଲିସ ଛଇଁଦେଲେ ମାଉସୀ ଚୋର ହୋଇଯିବେନା
ସେଥିପାଇଁ ସରକାର ବଦଳି ଗଲା ସୁବାସ ଭାଇ ଠିକ କହିଲେ 🤣😂
Jay Jagannath
ଯମ ମହାରାଜ୍ କଣ ଛୁଟି କାଟିବାକୁ ମର୍ତ୍ତ୍ୟ ପୁରକୁ ଆସିଛନ୍ତି କି ମହାରାଜଙ୍କୁ ଏତିକି ଅନୁରୋଧ ଯେଉଁ ପଇସା ଖର୍ଚକରି ଏତେ ପୋଷାକ ପିନ୍ଧିଛନ୍ତି ସେଇ ପଇସାରେ ରୋଡ୍ ମରାମତି କରିଥିଲେ ଭଲ ହୋଇଥାନ୍ତା
So fine presentation
Deomali jibar achi bhala museum dekhibaku 😊😊
Super news 😀😀😀😀😀
Best news
ଆମ ଗାଁ ରେ ତ ସବୁ ଦିନ ମଦ ବନାଉଛନ୍ତି ସବୁ ଘରେ ସବୁ ଦିନ ଝଗଡା ହଉଛିଗାଁ ରାସ୍ତା ମଧ୍ୟ ଖରାପଠିକଣା -At- Jamunalia, Po -Maidankel, Block-Patana, Dist-Keonjhar
😂
ଏ ହେଉଛି ଜମପୁର କୁ ରାସ୍ତା ଏ ରାସ୍ତା ରେ ଗଲେ ଜମପୁର କୁ ସିଘ୍ର ପହନ୍ଚିବ
God bless you to your family sir 🙏
Ea road kama au haba ta😊
ଯାହା ହଉ ଏଇ ମାଉସୀ ନିହାତି ଜଣେ ସେଲିବ୍ରେଟି ସେଥିପାଇଁ ଏତେ ପୋଲିସ ସିକୁରିଟି ଦଉଛନ୍ତି ମାଉସୀଙ୍କୁ ଅବକାରୀ ଵାଲା ଦେଖି ପାରୁନାହାନ୍ତି ମାଉସୀ ଆମର ପ୍ରଧାନମନ୍ତ୍ରୀଙ୍କର ଭାଷଣରେ ଭାରି ପ୍ରଭାବିତ ଘରଇ କରଣ କରୁଛନ୍ତି 🤣😂🤣
ଆରେ ନରଣ ଆମ ଗାଁ କଥା କହିଲେ ହବନି ଅଧା ରାସ୍ତା ସ୍ୱୋର୍ଗପୁର ଆଉ ଅଧା ରାସ୍ତା ଜମ ପଶିବନି ଅଟେ ସୁନ୍ଦର ରାସ୍ତା 3 ଟା 3 ସରପଞ୍ଚ ବୟସ ସୀମା ସାରିଲାଣି ହେଲେ ଗୋଟେ ରାସ୍ତା ହେଇପରିଲାନି।।।।।।।। ଆହୁରୁ ବି ଅଛି ନାରଣ ଆଉ 3 ମାସ ପରେ ୨୦୨୫ହେବ ଆଜି ଯାଏ ଆମ ଗାଁ ରେ ଗାଡିଆ ପାଣି ପିଉଛନ୍ତି 😂😂😂ଆମ ଗାଁ ଲୋକ ଙ୍କୁ ମାନିବାକୁ ପଡ଼ିବ ଆଉ ସେ ସରପଞ୍ଚ ବାବୁ ଙ୍କୁ ବି ମାନିବାକୁ ପଡ଼ିବ ,,,,G_gobindpurB_delanga D_puri
Super
ଏମିତି ରାସ୍ତା ମୋ ଜୀବନରେ ଦେଖିନି ନାରଣ😅ଏମିତି ରାସ୍ତାରେ ଖାଲି ଅମୋ ଗାଆଁ ର ଗାଈ ,ଛେଳି ଯିବ😂😂😂
ଏହା ହେଲା ପୁର୍ବତନ ବିଜେଡ଼ି ସରକାର ର କୁଟୀର ଶିଳ୍ପ ଯୋଜନାରେ କାର୍ଯ୍ୟ କାରି କରିଥିଲେ,
Hum ek the woh baara😂😂😂😂😂😂😂😂
Pc khai Sariba pare balaka paisa re rasta kama hela.aau kete bhala heba.Bjp sarkarnku etiki request pc khia officers nku dharantu.🙏🙏🙏🙏
ମହିଳା ଜଣଙ୍କ ଛାତ ଉପରକୁ ଯାଇ ଛାତ ର ମଝି ଭାଗରେ ଶୋଇ ପଡିଥିଲେ ପୋଲିସ ଜାଣିପାରି ନଥାନ୍ତା।
Good morning Sare ❤🎉🎉😂
ଲୋକ ମାନେହିଁ ଦାୟି,, ରାସ୍ତାକାମ ଚାଲିଥିଲାବେଳେ ଲୋକାଲ ଲୋକ କୋଉଠି ଥିଲେ..............
Amiti jadi sabu MLA amiti tada rakha Kariba tahala enginear au officer mana sabu bataku asijiba......
🙏🇮🇳
21:26 ଓଡ଼ିଶା ସରକାର ଦେଶୀ କି ବିଦେଶୀ ମଦ ବନ୍ଦ କରୁନାହିଁ
Jaha nahin jagate taha achi bharate
Nicre
ମାଛ ମାଉଁସ ର ଟଙ୍କା ନେବେ ହେଲେ ନୁଣ ନଙ୍କା ର ଖାଇବାକୁ ଦେବେ , ତା ମାନେ ଭଲ ଭାବରେ କାମ କରିବାକୁ ଠିକ୍ ଟଙ୍କା ନେଵେ ହେଲେ ଖତ ମାଟିରେ କାମ କରିଵେ
ସରକାର ନିଜେ ମଦ ବିକିବା ପାଇଁ କମ୍ପାନୀ ଦୋକାନ ବାଲା ଙ୍କୁ ଅନୁମତି ଦେଉଛନ୍ତି ତାହାଲେ ଜଣେ ଗରିବ ମହିଳା ତା'ର ପେଟ ପୋଷିବା ପାଇଁ ମଦ ତିଆରି କଲା ତ କ'ଣ ହେଲାପ୍ରଥମେ କମ୍ପାନୀ ବଲା ଦୋକାନ ବାଲା କୁ ଧରନ୍ତୁ ତାହାଲେ ମାନିବାଜଣେ ମହିଳା ଙ୍କୁ ୧୦ ଜଣ ଘେରି ବାହାଦୁରି ମାରିବ ଲ୍ଲାଜ ଲାଗୁନି
ଓଡ଼ିଶା ସରକାର ଭିକାରୀ ହେବ ମଦ କମ୍ପାନୀ ଯୋଡ଼ି ବନ୍ଦ ହେଲା
ସେହି ମାନେ ଡାହାଣି ହୋଇ ଲାଗିବେ ସେହି ମାନେ ଗୁଣିଆ ହୋଇ ଝାଡ଼ି ବାକୁ ଆସିବେ ରାସ୍ତା ଘାଟ ଠିକି କାମ ହେବ କେଉଁ ଠୁ ନେତା ମାନଂକର ଏଇଟା ଖାଲି ଲୋକ ଦେଖାଣିଆ ଠିକାଦାର ପାଖରୁ ମୋଟା ଅଂକର ପିସି ନେବେ କାମ ଠିକି ହେବ କେଉଁ ଠୁ
Road budget 2 cr 30 lac ..2 cr went to pandu fund 30 lac road 😂😂😂😂😂😂😂😂
Emiti contract nka licence kati dia
ମିଶନ ଶକ୍ତି ର ରେଷ୍ଟରାଣ୍ଟ ବହୁତ ଭଲ ହେଇଛି ସେଥିପାଇଁ ଏଠି କୁକୁର କଙ୍କାଳ ପଡିଛି ହେଲେ ମୁଁ ବୁଝିପାରୁନି ସବୁ ଜାଗାରେ ମଦୁଆଙ୍କ ପାଇଁ ଵେବସ୍ତା ହେଇଛି ହେଲେ ଆମେ ଯିବୁ କୁଆଡେ 🤣😂🤣
Contractor au Engineer hi Dae,, Private Loko ku kemiti recovery karibe 😂 Odisha ku khai Gole 😂
So funny 😅😅😂😂😂
Jantri.pc neichhi.
yse
Bhal kama karichi garib lokara gandi mariba chhoda kana jananti eye officer goment Moda band Kariba Katha kana hela upuri income hobani badhe
Ea make in india
Aita to nobin sadak yajana
Deshi mada badalare bideshi mada age band heu karana desi medisin
Kan kalu re narana😂
Soto hai gola 😂😂😂BJD sarkar sapna 😂😂😂😅😊😊
Bhai kaharo jibi kaku bl bhul bujhani
Rasta na chasha heithiba jami
Bjd sarkar rasta😂😂😂😂
Je ku pita darama bana kara
Sir overacting tike kam karantu- mla Kan check kariba mana
Sabu gaa re mada bikuchhanti kehi kahiparibeni hele a gariba budhi ku dharuchhi police kahikina a budhi ta gariba nai ki raja aau paraja katha raja maile jay jay paraja maile karadanda
Mg bjp otv
Yus
😮😮😮😮😮😮😊😊😊😊😅😅😅😅😢😢😢😂😂
😅😅😅😅😅
Kouthi thilo tome😂
Bjp
Otv chhanel name change kariki exclusive Bjp News rakhi dia...khali Bjd against re hi kahuchha..
😂😂😂😂
Bando nali modaku red koruno
Naran sem dailok aapanku
𝖩𝖺𝗒 𝖩𝖺𝗀𝖺𝗇𝗇𝖺𝗍𝗁
ଏଇ ରାସ୍ତା କେତେ ଭଲ ଅଛି ନାରଣ ଭାଇ
କିନ୍ତୁ ଆମ ଗ୍ରାମ ରାସ୍ତାରେ ଜନ୍ତୁ ଛଡା ଆଉ କେହି ଯିବା ଅସମ୍ଭବ ଦିନରେ ଯିବାକୁ ଡର ଲାଗୁଛି ରାତିରେ ଚଳ ପ୍ରଚଳ କରିବା କଥା ନକହିଲେ ଭଲ
Sarpanch tanti chipidea,nahele sei rasta re bandhi dea ratire
@@sangitabeuria9441 ସରପଞ୍ଚ ଯାହା ଭୋଟ୍ ମାଗିବାକୁ ଆସିଥିଲେ ଦୁଇବର୍ଷ ତଳେ 7.8.ଥର ତାପରଠୁ ସରପଞ୍ଚ ଙ୍କ ମୁହଁ ମଧ୍ୟ ଆଉ ପଞ୍ଚାୟତରେ ଦେଖିବାକୁ ମିଳୁନି ।ସରପଞ୍ଚ ସ୍ୱାମୀ ଦେଖାଦେଉଛନ୍ତି
ସୁବାସ ଭାଇ ସମୟ ଥାଉଥାଉ ସିନା ଭିଡିକି ରଖିଥାନ୍ତେ ଏବେ ଆଉ କଣ ହବ
ଯାହାହଉ ମତେ ବହୁତ କଷ୍ଟ ଲାଗୁଛି ଯମରାଜ ନିଜକାମ ଛାଡିକି ଆସିକି ରାସ୍ତା ମାପୁ ଛନ୍ତି ଧନ୍ୟ ହେ ନେତା ମାନେ କେବେ ସୁଧୁରିବ ଟାକ୍ସ ଲୋକଙ୍କଠୁ ନେଉଛ ହେଲେ ରାସ୍ତା କାମ ଠିକରେ ହେଇଥିଲେ ଏତେ ଆକ୍ସିଡେଣ୍ଟ ହୁଅନ୍ତାନି ଆଉ ଲୋକଙ୍କର ପ୍ରାଣ ଯାଆନ୍ତାନି ସବୁ ସୁଧୁରି ଯାଅ 🙏🏿🙏🏿🙏🏿
ଏ ପ୍ରକାର ମିଶନ୍ ଶକ୍ତି ରେଷ୍ଟୁରାଣ୍ଟ୍ କୁ ନାମ ପରିବର୍ତ୍ତନକରି ପଶୁ ମାନଙ୍କ ସ୍ୱର୍ଗଦ୍ୱାର କରିଦିଅନ୍ତୁ🙏🙏🙏🙏🙏🙏🙏
ଯାହା ହଉ ଭଲରେ ହଇଛି ରାସ୍ତା ଚାରିମାସ ହଇନି ଓଠିଗଲାଣି ଜୟ ରାଜ୍ୟ ସରକାର 😂😂
ଆମ ଓଡିଶା କୋଉ ଗ୍ରହଠାରୁ କମ୍ କି ନହେଲେ ରାସ୍ତା ଗୁଡିକର ଅବସ୍ତା ମଙ୍ଗଳଗ୍ରହର ରାସ୍ତାପରି ହୋଇନଥାନ୍ତା ସରକାରଙ୍କୁ ଅନୁରୋଧ ସବୁରାସ୍ତାର ଏପରି ଅବସ୍ତା କରି ଓଡିଶାକୁ ମଙ୍ଗଳଗ୍ରହ ବୋଲି ଘୋଷଣା କରାଯାଉ
My favorite news fews sir Jay Jagannath 🙏
ଆମ ସହର ରେ ପ୍ରତି ଛୋକରେ ମଦ ଦୋକାନ ଅଛି, କାହାର ଧ୍ୟାନ ନାହିଁ.
Bhala❤❤❤❤❤❤❤
ଜୟ ଜଗନ୍ନାଥ🙏
ଯନ୍ତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ସବୁ ଆଦାୟ ହେବା ଦରକାର।
100% Jantri lancha kahichi.
ସୁବାସ ଭାଇ ସବୁବେଳେ ରେଡି ହେଲେ ତାଙ୍କ ଆଖ ପାଖ ଟିକେ ରେଡି ନୁହନ୍ତି ସେଥିପାଇଁ ନିଜେ ଭାଷଣ ଦିଅ ନିଜେ ଶୁଣ 🤣😂🤣
ଠିକ୍ ଦଣ୍ଡ ବିଧାନ ଶିଘ୍ର କରାଯାଉ।
ଏଇ ରାସ୍ତା ବିଶ୍ୱ ସ୍ତରୀଅ ପୁରସ୍କାର ପାଇବ ଆଉ ଯିଏ ତିଆରିଛନ୍ତି ତାଙ୍କୁ ମୁର୍ତ୍ତୁଞ୍ଜୟ ପୁରସ୍କାର ମିଳିବା କଥା ମୁଁ ଅନୁରୋଧ କରୁଛି ଆମର ମାନ୍ୟବର ରାଷ୍ଟ୍ରପତିଙ୍କୁ ସିଏ ଏଇ ପୁରସ୍କାର ଦେବେ 🙏🏿🙏🏿🙏🏿
ପୋଲିସ ସାର୍,ମ୍ୟାଡାମ୍ ଦେଖି ମାଉସୀଙ୍କର ପିଲାଦିନେ ଖେଳିଥିବା ଚୋରପୋଲିସ୍ କଥା ମନେପଡିଗଲା ତ ସେଥିପାଇଁ ସିଏ ତାଜାରେ ଚଢିଗଲେ ପୋଲିସ ଛଇଁଦେଲେ ମାଉସୀ ଚୋର ହୋଇଯିବେନା
ସେଥିପାଇଁ ସରକାର ବଦଳି ଗଲା ସୁବାସ ଭାଇ ଠିକ କହିଲେ 🤣😂
Jay Jagannath
ଯମ ମହାରାଜ୍ କଣ ଛୁଟି କାଟିବାକୁ ମର୍ତ୍ତ୍ୟ ପୁରକୁ ଆସିଛନ୍ତି କି ମହାରାଜଙ୍କୁ ଏତିକି ଅନୁରୋଧ ଯେଉଁ ପଇସା ଖର୍ଚକରି ଏତେ ପୋଷାକ ପିନ୍ଧିଛନ୍ତି ସେଇ ପଇସାରେ ରୋଡ୍ ମରାମତି କରିଥିଲେ ଭଲ ହୋଇଥାନ୍ତା
So fine presentation
Deomali jibar achi bhala museum dekhibaku 😊😊
Super news 😀😀😀😀😀
Best news
ଆମ ଗାଁ ରେ ତ ସବୁ ଦିନ ମଦ ବନାଉଛନ୍ତି
ସବୁ ଘରେ ସବୁ ଦିନ ଝଗଡା ହଉଛି
ଗାଁ ରାସ୍ତା ମଧ୍ୟ ଖରାପ
ଠିକଣା -At- Jamunalia, Po -Maidankel, Block-Patana, Dist-Keonjhar
😂
ଏ ହେଉଛି ଜମପୁର କୁ ରାସ୍ତା ଏ ରାସ୍ତା ରେ ଗଲେ ଜମପୁର କୁ ସିଘ୍ର ପହନ୍ଚିବ
God bless you to your family sir 🙏
Ea road kama au haba ta😊
ଯାହା ହଉ ଏଇ ମାଉସୀ ନିହାତି ଜଣେ ସେଲିବ୍ରେଟି ସେଥିପାଇଁ ଏତେ ପୋଲିସ ସିକୁରିଟି ଦଉଛନ୍ତି ମାଉସୀଙ୍କୁ ଅବକାରୀ ଵାଲା ଦେଖି ପାରୁନାହାନ୍ତି ମାଉସୀ ଆମର ପ୍ରଧାନମନ୍ତ୍ରୀଙ୍କର ଭାଷଣରେ ଭାରି ପ୍ରଭାବିତ ଘରଇ କରଣ କରୁଛନ୍ତି 🤣😂🤣
ଆରେ ନରଣ ଆମ ଗାଁ କଥା କହିଲେ ହବନି ଅଧା ରାସ୍ତା ସ୍ୱୋର୍ଗପୁର ଆଉ ଅଧା ରାସ୍ତା ଜମ ପଶିବନି ଅଟେ ସୁନ୍ଦର ରାସ୍ତା 3 ଟା 3 ସରପଞ୍ଚ ବୟସ ସୀମା ସାରିଲାଣି ହେଲେ ଗୋଟେ ରାସ୍ତା ହେଇପରିଲାନି।।।।।।।। ଆହୁରୁ ବି ଅଛି ନାରଣ ଆଉ 3 ମାସ ପରେ ୨୦୨୫ହେବ ଆଜି ଯାଏ ଆମ ଗାଁ ରେ ଗାଡିଆ ପାଣି ପିଉଛନ୍ତି 😂😂😂ଆମ ଗାଁ ଲୋକ ଙ୍କୁ ମାନିବାକୁ ପଡ଼ିବ ଆଉ ସେ ସରପଞ୍ଚ ବାବୁ ଙ୍କୁ ବି ମାନିବାକୁ ପଡ଼ିବ ,,,,
G_gobindpur
B_delanga
D_puri
Super
ଏମିତି ରାସ୍ତା ମୋ ଜୀବନରେ ଦେଖିନି ନାରଣ😅
ଏମିତି ରାସ୍ତାରେ ଖାଲି ଅମୋ ଗାଆଁ ର ଗାଈ ,ଛେଳି ଯିବ😂😂😂
ଏହା ହେଲା ପୁର୍ବତନ ବିଜେଡ଼ି ସରକାର ର କୁଟୀର ଶିଳ୍ପ ଯୋଜନାରେ କାର୍ଯ୍ୟ କାରି କରିଥିଲେ,
Hum ek the woh baara😂😂😂😂😂😂😂😂
Pc khai Sariba pare balaka paisa re rasta kama hela.aau kete bhala heba.
Bjp sarkarnku etiki request pc khia officers nku dharantu.🙏🙏🙏🙏
ମହିଳା ଜଣଙ୍କ ଛାତ ଉପରକୁ ଯାଇ ଛାତ ର ମଝି ଭାଗରେ ଶୋଇ ପଡିଥିଲେ ପୋଲିସ ଜାଣିପାରି ନଥାନ୍ତା।
Good morning Sare ❤🎉🎉😂
ଲୋକ ମାନେହିଁ ଦାୟି,, ରାସ୍ତାକାମ ଚାଲିଥିଲାବେଳେ ଲୋକାଲ ଲୋକ କୋଉଠି ଥିଲେ..............
Amiti jadi sabu MLA amiti tada rakha Kariba tahala enginear au officer mana sabu bataku asijiba......
🙏🇮🇳
21:26 ଓଡ଼ିଶା ସରକାର ଦେଶୀ କି ବିଦେଶୀ ମଦ ବନ୍ଦ କରୁନାହିଁ
Jaha nahin jagate taha achi bharate
Nicre
ମାଛ ମାଉଁସ ର ଟଙ୍କା ନେବେ ହେଲେ ନୁଣ ନଙ୍କା ର ଖାଇବାକୁ ଦେବେ , ତା ମାନେ ଭଲ ଭାବରେ କାମ କରିବାକୁ ଠିକ୍ ଟଙ୍କା ନେଵେ ହେଲେ ଖତ ମାଟିରେ କାମ କରିଵେ
ସରକାର ନିଜେ ମଦ ବିକିବା ପାଇଁ କମ୍ପାନୀ ଦୋକାନ ବାଲା ଙ୍କୁ ଅନୁମତି ଦେଉଛନ୍ତି
ତାହାଲେ ଜଣେ ଗରିବ ମହିଳା ତା'ର ପେଟ ପୋଷିବା ପାଇଁ ମଦ ତିଆରି କଲା ତ କ'ଣ ହେଲା
ପ୍ରଥମେ କମ୍ପାନୀ ବଲା ଦୋକାନ ବାଲା କୁ ଧରନ୍ତୁ ତାହାଲେ ମାନିବା
ଜଣେ ମହିଳା ଙ୍କୁ ୧୦ ଜଣ ଘେରି ବାହାଦୁରି ମାରିବ ଲ୍ଲାଜ ଲାଗୁନି