ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ବିଶ୍ୱାସ କର ଭାଇ ମୁଁ ଏବେ ଟ୍ରେନ ରେ ଚେନ୍ନାଇ ରୁ ଓଡ଼ିଶା ଯାଉଛି ରାତି 1.30 ଏତେ ଯୋର୍ ହସିଲି ଯେ ସବୁ ଉଠିଗଲେ। 😂😂 3:50 ମାଇଁ ସହ ପାଗା ଭାଈ ଙ୍କର କଥା ହେବା 😅😅
Hahahah bhai disturb kridela samatnku😅😅😅😅
ନିତିଆ ନାନା ଜଣେ ମସ୍ତ actor..ଓଡ଼ିଆ ଫିଲ୍ମ ରେ ଚାନ୍ସ ମିଳିବା ଉଚିତ୍..
ଆଜି ଯଦି ମାଇଁ ବଞ୍ଚିଥାନ୍ତେ କେତେ ଖୁସି ହେଇଥାନ୍ତେ ମାମୁଁ ଙ୍କ ବାହାଘର ଦଖିକି😊😊😊😊
ଆଗରୁ ବହୁତ ଭଲ କମେଡି ଆସୁଥିଲା ହେଲେ ସେମାନେ ସମସ୍ତେ youtub ଛାଡି ଟିଭି ରେ ମାତିଛନ୍ତି ବର୍ତମାନ ସମୟରେ ତମ କମେଡି no 1👍
ଇଜତ୍ ଆଗ,ତାକୁ ଜଗ,ବହୁତ୍ ବଢିଆ, ଜୟ ଜଗନ୍ନାଥ
ଧନ୍ୟ ସେ ମାମୁ କୁ ଧନ୍ୟ ସେ ଭଣଜା ଆଉ ତୁମ ଇଯତ ଧନ୍ୟ ରେ
ପାଗା ଭାଇ ବହୁତ୍ ସୁନ୍ଦର୍ ହେଇଛି କମେଡି।❤❤❤❤❤❤❤❤ ଏମିତି ଆଗେଇ ଚାଲ୍
ପାଗା ଭାଇ କମେଡି ବହୁତ୍ ଭଲ ହେଉଛି ଏମିତି ଆଗକୁ ଯାଆନ୍ତୁ ..ନିତିଆ ନନା ..ନାଁ ଦେଇଛନ୍ତି ...ବହୁତ୍ ଭଲ ପାର୍ଟ. 2 କେବେ ଆସିବ ଅପେକ୍ଷା ରେ .....
This is part2
Are bhai part 1 ta short ta thila dekha seita... Aita part 2 then 3 aaiba😅
ଏବେ ପାଗା ଭାଇ ମାର୍କେଟ ଘାଣ୍ଟିବେ ।। One and only Pagaa bhai.ଯାହା କୁହ ସବୁ ବେଳେ ନିତିଆ ନନା and ନିତିଆ ସାର ଙ୍କ ଭୁଲ୍ ଥିଲା ।ହେଲେ ଏ ଭିଡିଓ ରେ ସବୁ ତକ ଭୁଲ୍ ପାଗ ଭାଇ ଙ୍କ ର😅😅😅
Bhai ki role karucha re pura must
ପାଗା ଭାଇ ତମ ର ଆକ୍ଟିଂ ରେ ଆମେ ଫିଦା... ବଢିଆ ହଉଛି ତମ କମେଡି...mind ପୁରା ଫ୍ରେସ୍ ହେଇଯାଉଛି... ଭାଇ ତମେ hero
ଲୋକ ମାନଙ୍କୁ ଟିକିଏ ହସେଇ ପାରିଲେ ନିଜକୁ ଧନ୍ୟ mane କରିବି 🙏🙏
ମାଇଁଙ୍କର ଦୁଭାର୍ଗ୍ୟ, ମାମୁଁଙ୍କ ବାହାଘର ଦେଖି ପାରିଲେନି, ନହେଲେ ବହୁତ ଖୁସି ହୋଇଥାନ୍ତେ ।
Day by day you both are becoming my favourite... Paga Bhai and Nitia aja you both are superb 👌 You made my day.😊
ଜୟ ଜଗନ୍ନାଥ 🙏ପାଗ ଭାଇ ଓ ନୀତିଆ ଭାଇ ବହୁତ ସୁନ୍ଦର ଯୋଡି, 🎉❤ଇଜତ କୁ ଜଗି ଜଗି ଲୋକଟା ବାଡ଼ୁଅ ରହିଗଲା 😂😂😂
ସେକେଣ୍ଡ ମାର୍ର୍ଗଏ ରେ ଏମିତି ହୁଏ
ଆଜି ଯଦି ମାଇଁ ବଞ୍ଚି ଥାଆନ୍ତେ ତା'ହେଲେ କେତେ ଖୁସି ହେଇଥାନ୍ତା ବାହାଘର ଦେଖିକି ହସି ହସି ପେଟ ଦରଜ ହେଇଗଲା 😊😊😊
Last scene mind blowing... ହସି ହସି ପେଟ ବଥା 😂😂
Paga bhai Nitiya sir very natural actor Jouthi anya youtuber mane Vulgar language use kariki Comedy Karuchanti Paga BhaI RAW ACTING BAHUT BAHUT BADHIA❤❤❤❤❤
ବୋହୁତ ଭଲ ଲାଗିଲା, ନିତିଆ ମାମୁଁ ଏମିତି ମଦ ପିଇ ମାତାଲ ହୁଅ ନାହିଁ।
Mind blowing paga bhai🎉🎉🎉
Bhai comedy Bahut badhiya lagilaEmiti agaku ahuri bhala bhala comedy video anantu
ଯାହା କୁହ ଭାଇ ନୀତିଆ nana ଚାଲି ପୁରା ଅଲଗା ପ୍ରକାର ପୁରା netural accting ଭାଇ ଇତେ ଦିନପରେ ତମେ ନିଜ ପ୍ରତିଶୋଧ ନେଲ ପାଗା ଭାଇ 🙏🙏🙏🙏
Bahut agaku jiba May be next best actor in cinema
Bhai super comedy 😃 pat2 କୁ ଅପେକ୍ଷା 😅
Bhai tme satare mind-blowing video banaucha ,mind pura fresh ,Au gote katha tume se dual meaning ra video banauna ,Sethipain thank you
ପାଗା ଭାଇ... ନିତିଆ ନନା... ତୁମେ ମାନେ ଆଗରୁ କଉଠି ଥିଲ.... ବହୁତ ସୁନ୍ଦର... ମାଡି ଚାଲ 👍👍👍👍👍👍😂😂😂
ପାଗା ଭାଇ 🙏ତମ comedy show ରେ ମତେ ଗୋଟେ ଥର ଚାନ୍ସ diya ଭାଇ.
ଏତେ ଦିନ ପରେ ନିତିଆ ନନା କୁ ପାଗା ଭାଇ ବାମ୍ଫ ଦେଲେ😂😂❤❤
ପାଗା ନୀତିଆ ନନା କମେଡି ମସ୍ତ 👌👌👌👌👌🤭🤭🤭🤭
Aji auu bhoji khai paribani Nitia sir hard heichi
Nitia Nana paga bhai tame odisha ra next comedy superstar bro Tama agare gulua banty sabu dhire dhire katibe bas real content emty kariki chhaduthao wait rahila gote nua content pain welcome bro
Bhai nitia sirnka au gita bala video hou
ଅତି ସୁନ୍ଦର ପାଗା ଭାଇ ❤❤
ଏସୋନା ଫୁଲିଆ ରେ ପ୍ରମିଳା ମାଇଁ ଚାଲିଗଲେ 😂😂😂
Paga bhai , again bahut sundar..but request kindly tk cast badhantu & tk long video banantu
A comedy group samstanku pachhare pakeilare bhai❤❤❤❤❤
Better comedy than so called ollywood comedians..
Bhai ete bhala lagila je mu comment karibaku badhya heli ... Thank you bhai 🙏 your content is unique 👍
ଅତି ସୁନ୍ଦର ଯୋଡି ପାଗା ଭାଇ ଏଣ୍ଡ ନୀତିଆ ଭାଇ 😄😄😄
ମାମୁଁ ନମସ୍କାର 🙏🙏🙏ଶୁଭ ବିବାହ ଉପଲକ୍ଷେ ହାର୍ଦିକ ଅଭିନନ୍ଦନ 😂😂😂😂
2025 ପୂର୍ବରୁ 100k suscriber ହେଇଯାଉ ❤🎉
ଅତି ସୁନ୍ଦର
Baki sabu comedy re vulgarity but nitia Nana aoo Tama comedy best
Market ghantuchi paga bhai nitia na comedy Samasta nku katiba aga ku Wish you all the best ❤
ଭାଇ ବହୁତ୍ ଭଲ ଲାଗୁଚି ଏମିତି କମେଡି କରନ୍ତୁ ହେଲେ ପ୍ରଳୁ ସାନୁମୋନୁ ଦେବା ଏମାନଙ୍କ ଭଳି କମେଡି ନାଁରେ ଭାଣ୍ଡାମୀ କରନ୍ତୁ ନାହିଁ
ଠିକ କଥା ଭାଇ
Gulua bhai ta besi bhandami karuchhanti
comedy king paga bhai.... 🥃 pkahe ijaat jagi haba nahin 😂😂
Galua comedy too Bahut bhala laguchi
Paga bhai Au Patteni khasi ku mudhi ghanta😂😂😂😂😂
Bhai kalithu mor vedio cheking chalichi, finally aji asigala❤
Wow bhai Tama video mu chataka pari weat karithai wow paga bahi aau nitiana
Future re nitia bhai comedy jagatara badsaha ❤
Bhai, bobal comedy, mind-blowing 😅😅.. waiting for next episode...Pateni khasi ku olabara roseia..😅😅
Mr. Paga babu your way of presenting Comedy really good and interesting ❤
A bhailoooo mo peta kan heigalani😂😂😂😂😂hasi hasi
Bhai. ......odia film tharu bhala karucha.... continue
Bhhai I love you Bahut bhala lagila comedy dekhiki❤
ଆଜି ମୋର ଜନ୍ମ ଦିନ ହେଲେ କେହିବି ମୋତେ ଶୁଭେଚ୍ଛା ଜନଉ ନାହାଁନ୍ତି ହଉ ତୁମ ମାନଙ୍କ ଉପରେ ରl ଗିଛି 😢
HAPPY BIRTH DAY
ଆରେ ପାଗା ଭାଇ ଭିଡିଓ ଠିକ୍ ଅଛି ହେଲେ ଆଉ ଟିକେ timeing ଅଧିକ ରଖ
ଭାଇ କିଛି ଖରାପ କହିଲି
Etiki vala lage apanka vedio ki ja karucha direct ❤❤❤❤khusi lagiba dekhibaku good 👍👍👍
Happy 2nd Married Life Mamu 🙏🏻🙏🏻😂😂Bhai mast comedy 😂😂 Paga Bhai n Nitiyana Jodi Super ❤
ନିତିଆ ନା ଙ୍କ ଶେଷ scene ମଦୁଆ ର ପୁରା ଜବରଦସ୍ତ ଲାଗିଲା ଆଉ ସେଥିରୁ ଜଣା ପଡ଼ିଲା କି ନିତିଆ ନା ପକ୍କା ମଦୁଆ, ଆଉ ଇଜ୍ଜତ କୁ ଜଗି ପାରିଲେନି 😂 ପାଗନ ଭାଇ ଙ୍କର୍ dialouge-- ସେ ମାଇଁ ଙ୍କ ର ବି ଜଣେ ମାମୁ ଅଛନ୍ତି🤣🤣🤣🤣
ହେ ଭାଣ୍ଡୁଆ ଟା, ଇଜ୍ଜତ କଣ ଆଉ ଅଛି କି
❤❤❤❤❤❤❤❤❤❤❤🎉🎉🎉🎉
😂😂😂. ଯାହା କୁହ ପାଗା ଭାଇ ଓ ନିତିଆନା କମେଡି jabardast
Comedy ra jou nua trend apana arambha karichanti. Prasansajogya😊
ନିତିଆ ନନା rocks 😂😂ବହୁତ ବଢ଼ିଆ ହଇଛି
ଯାହା କୁହ ଭାଇ ନିତୀୟା ନା ଆଉ ପାଗନ୍ ଭାଇ ତମକୁ ମାନିବା କୁ ପଡିବ 😂😂😂
ତମେ ଥାଅ ମାମୁଁ ଯାଇ ପହଞ୍ଚିବେ, ନହେଲେ ଗୋଟେ କାମ କର ମାମୁଁ ଯାଇ ପହଞ୍ଚିବେ ତମେ ସେଠି ଥାଅ।ହେଲା
Mo pua bi chini jaichi. Kahuchi paga bhai. Ta
Tama 2 jana nku Juhar 😂😂😂😂 hasei hasei maridaba
Nitia bhai jane talented actor..paga bhai comedy mast heichi
Bhai jete comedy Karu chanti kintu tume 2 Jana best
Beautiful episode 🎉🎉I like you pagan bro and mamu
Luha garam achhi continue
❤❤❤❤❤❤😂😂😂😂😂😂
Nitia na superb actor
Mast paga na mast vdo natural acting pin to pin
ନିତିଆ ନନା କେନ୍ଦ୍ରାପଡା ଲୋକ କି?
Paga bhai part 2 jaldi ana
😂😂😂😂😂😂
ଇଜ୍ଜତ ଆଜି ଛାତ ଉପରେ ରହିଲା 😂😂❤
Deadly duo. Best duo nitia nana and paaga bhai 🎉
Odisha ra samasta comedy youtube video tharu best video emanka acting ausum
Pura real vali feel hela vai😂😂😂
ଯାହା କୁହ ନିତିଆ ନାନା ଙ୍କ ସରଳ ବ୍ୟଙ୍ଗତ୍ମକ ଭାଷା ରେ ବୁଝାଇ କହିବା ପ୍ରଣାଳୀ ଟି ଅତି ବଢିଆ 😂🔥🔥👍👍
Nitia na o paga bhainka combination super duper jay ho emiti nua nua concept anutha...a
Super duper Hit
ବସ ଚାଲିଗଲେ ଆସିବ କିନ୍ତୁ ଇଜତ ଗଲେ ଆଉ ଆସିବନି 😂😂😂 କି। dialogue be ତମେ ଥାଅ ମାମୁ ଯାଇକି ପହଞ୍ଚିବେ ନହେଲେ ତମେ ଥା ମାମୁ ଯାଇକି ପହଞ୍ଚିବେ 😂😂😂
ମାଇଁ ଙ୍କ ପାଇଁ ଟିକିଏ।। ମାମୁଁ ଦେଖିକି
କିଛି ଅଲଗା କରିଥିଲେ ଭଲ ଲଗିଥାନ୍ତ 😂😂 ଚାଲିବା
ଅଲଣା ହେଇଛି କି,ଲୁଣ ପଡି ଥାନ୍ତା କି,ନା ଲୁଣିଆ ହେଇଛି।
Haaaaaaaa
ଭାଇ ଜୟ ଜଗନ୍ନାଥ 😊
Super bhai paga bhai
Amazing concept ❤️
Paga bhai go ahead 🎉🎉
ଜୟ ଜଗନ୍ନାଥ
Bahut badhia, jagannath tumar mangala karantu
Bhai re aji mu dukhare thili fir bhi bhout hasili thank u so Mach mu odisha gale paga bhai karibi tumaku ama gaana ku
Ki pila tume pani tike misei bani😅😅ବରଧରା ଉପରେ ଆଞ୍ଚ ଆସିବନି 😅😅
Thanks dear
Aare bhai peta phateiba na kn.... Kn sapatha neicha ki market ghantiba boli...
ବିଶ୍ୱାସ କର ଭାଇ ମୁଁ ଏବେ ଟ୍ରେନ ରେ ଚେନ୍ନାଇ ରୁ ଓଡ଼ିଶା ଯାଉଛି ରାତି 1.30 ଏତେ ଯୋର୍ ହସିଲି ଯେ ସବୁ ଉଠିଗଲେ। 😂😂 3:50 ମାଇଁ ସହ ପାଗା ଭାଈ ଙ୍କର କଥା ହେବା 😅😅
Hahahah bhai disturb kridela samatnku😅😅😅😅
ନିତିଆ ନାନା ଜଣେ ମସ୍ତ actor..ଓଡ଼ିଆ ଫିଲ୍ମ ରେ ଚାନ୍ସ ମିଳିବା ଉଚିତ୍..
ଆଜି ଯଦି ମାଇଁ ବଞ୍ଚିଥାନ୍ତେ କେତେ ଖୁସି ହେଇଥାନ୍ତେ ମାମୁଁ ଙ୍କ ବାହାଘର ଦଖିକି😊😊😊😊
ଆଗରୁ ବହୁତ ଭଲ କମେଡି ଆସୁଥିଲା ହେଲେ ସେମାନେ ସମସ୍ତେ youtub ଛାଡି ଟିଭି ରେ ମାତିଛନ୍ତି ବର୍ତମାନ ସମୟରେ ତମ କମେଡି no 1👍
ଇଜତ୍ ଆଗ,ତାକୁ ଜଗ,ବହୁତ୍ ବଢିଆ, ଜୟ ଜଗନ୍ନାଥ
ଧନ୍ୟ ସେ ମାମୁ କୁ ଧନ୍ୟ ସେ ଭଣଜା ଆଉ ତୁମ ଇଯତ ଧନ୍ୟ ରେ
ପାଗା ଭାଇ ବହୁତ୍ ସୁନ୍ଦର୍ ହେଇଛି କମେଡି।❤❤❤❤❤❤❤❤ ଏମିତି ଆଗେଇ ଚାଲ୍
ପାଗା ଭାଇ କମେଡି ବହୁତ୍ ଭଲ ହେଉଛି ଏମିତି ଆଗକୁ ଯାଆନ୍ତୁ ..ନିତିଆ ନନା ..ନାଁ ଦେଇଛନ୍ତି ...ବହୁତ୍ ଭଲ ପାର୍ଟ. 2 କେବେ ଆସିବ ଅପେକ୍ଷା ରେ .....
This is part2
Are bhai part 1 ta short ta thila dekha seita... Aita part 2 then 3 aaiba😅
ଏବେ ପାଗା ଭାଇ ମାର୍କେଟ ଘାଣ୍ଟିବେ ।। One and only Pagaa bhai.
ଯାହା କୁହ ସବୁ ବେଳେ ନିତିଆ ନନା and ନିତିଆ ସାର ଙ୍କ ଭୁଲ୍ ଥିଲା ।ହେଲେ ଏ ଭିଡିଓ ରେ ସବୁ ତକ ଭୁଲ୍ ପାଗ ଭାଇ ଙ୍କ ର😅😅😅
Bhai ki role karucha re pura must
ପାଗା ଭାଇ ତମ ର ଆକ୍ଟିଂ ରେ ଆମେ ଫିଦା... ବଢିଆ ହଉଛି ତମ କମେଡି...mind ପୁରା ଫ୍ରେସ୍ ହେଇଯାଉଛି... ଭାଇ ତମେ hero
ଲୋକ ମାନଙ୍କୁ ଟିକିଏ ହସେଇ ପାରିଲେ ନିଜକୁ ଧନ୍ୟ mane କରିବି 🙏🙏
ମାଇଁଙ୍କର ଦୁଭାର୍ଗ୍ୟ, ମାମୁଁଙ୍କ ବାହାଘର ଦେଖି ପାରିଲେନି, ନହେଲେ ବହୁତ ଖୁସି ହୋଇଥାନ୍ତେ ।
Day by day you both are becoming my favourite... Paga Bhai and Nitia aja you both are superb 👌 You made my day.😊
ଜୟ ଜଗନ୍ନାଥ 🙏
ପାଗ ଭାଇ ଓ ନୀତିଆ ଭାଇ ବହୁତ ସୁନ୍ଦର ଯୋଡି, 🎉❤
ଇଜତ କୁ ଜଗି ଜଗି ଲୋକଟା ବାଡ଼ୁଅ ରହିଗଲା 😂😂😂
ସେକେଣ୍ଡ ମାର୍ର୍ଗଏ ରେ ଏମିତି ହୁଏ
ଆଜି ଯଦି ମାଇଁ ବଞ୍ଚି ଥାଆନ୍ତେ ତା'ହେଲେ କେତେ ଖୁସି ହେଇଥାନ୍ତା ବାହାଘର ଦେଖିକି ହସି ହସି ପେଟ ଦରଜ ହେଇଗଲା 😊😊😊
Last scene mind blowing... ହସି ହସି ପେଟ ବଥା 😂😂
Paga bhai Nitiya sir very natural actor
Jouthi anya youtuber mane Vulgar language use kariki Comedy Karuchanti
Paga BhaI RAW ACTING
BAHUT BAHUT BADHIA❤❤❤❤❤
ବୋହୁତ ଭଲ ଲାଗିଲା, ନିତିଆ ମାମୁଁ ଏମିତି ମଦ ପିଇ ମାତାଲ ହୁଅ ନାହିଁ।
Mind blowing paga bhai🎉🎉🎉
Bhai comedy Bahut badhiya lagila
Emiti agaku ahuri bhala bhala comedy video anantu
ଯାହା କୁହ ଭାଇ ନୀତିଆ nana ଚାଲି ପୁରା ଅଲଗା ପ୍ରକାର ପୁରା netural accting
ଭାଇ ଇତେ ଦିନପରେ ତମେ ନିଜ ପ୍ରତିଶୋଧ ନେଲ ପାଗା ଭାଇ 🙏🙏🙏🙏
Bahut agaku jiba May be next best actor in cinema
Bhai super comedy 😃 pat2 କୁ ଅପେକ୍ଷା 😅
Bhai tme satare mind-blowing video banaucha ,mind pura fresh ,
Au gote katha tume se dual meaning ra video banauna ,Sethipain thank you
ପାଗା ଭାଇ... ନିତିଆ ନନା... ତୁମେ ମାନେ ଆଗରୁ କଉଠି ଥିଲ.... ବହୁତ ସୁନ୍ଦର... ମାଡି ଚାଲ 👍👍👍👍👍👍😂😂😂
ପାଗା ଭାଇ 🙏ତମ comedy show ରେ ମତେ ଗୋଟେ ଥର ଚାନ୍ସ diya ଭାଇ.
ଏତେ ଦିନ ପରେ ନିତିଆ ନନା କୁ ପାଗା ଭାଇ ବାମ୍ଫ ଦେଲେ😂😂❤❤
ପାଗା ନୀତିଆ ନନା କମେଡି ମସ୍ତ 👌👌👌👌👌🤭🤭🤭🤭
Aji auu bhoji khai paribani Nitia sir hard heichi
Nitia Nana paga bhai tame odisha ra next comedy superstar bro Tama agare gulua banty sabu dhire dhire katibe bas real content emty kariki chhaduthao wait rahila gote nua content pain welcome bro
Bhai nitia sirnka au gita bala video hou
ଅତି ସୁନ୍ଦର ପାଗା ଭାଇ ❤❤
ଏସୋନା ଫୁଲିଆ ରେ ପ୍ରମିଳା ମାଇଁ ଚାଲିଗଲେ 😂😂😂
Paga bhai , again bahut sundar..but request kindly tk cast badhantu & tk long video banantu
A comedy group samstanku pachhare pakeilare bhai❤❤❤❤❤
Better comedy than so called ollywood comedians..
Bhai ete bhala lagila je mu comment karibaku badhya heli ... Thank you bhai 🙏 your content is unique 👍
ଅତି ସୁନ୍ଦର ଯୋଡି ପାଗା ଭାଇ ଏଣ୍ଡ ନୀତିଆ ଭାଇ 😄😄😄
ମାମୁଁ ନମସ୍କାର 🙏🙏🙏
ଶୁଭ ବିବାହ ଉପଲକ୍ଷେ ହାର୍ଦିକ ଅଭିନନ୍ଦନ 😂😂😂😂
2025 ପୂର୍ବରୁ 100k suscriber ହେଇଯାଉ ❤🎉
ଅତି ସୁନ୍ଦର
Baki sabu comedy re vulgarity but nitia Nana aoo Tama comedy best
Market ghantuchi paga bhai nitia na comedy
Samasta nku katiba aga ku
Wish you all the best ❤
ଭାଇ ବହୁତ୍ ଭଲ ଲାଗୁଚି ଏମିତି କମେଡି କରନ୍ତୁ ହେଲେ ପ୍ରଳୁ ସାନୁମୋନୁ ଦେବା ଏମାନଙ୍କ ଭଳି କମେଡି ନାଁରେ ଭାଣ୍ଡାମୀ କରନ୍ତୁ ନାହିଁ
ଠିକ କଥା ଭାଇ
Gulua bhai ta besi bhandami karuchhanti
comedy king paga bhai.... 🥃 pkahe ijaat jagi haba nahin 😂😂
Galua comedy too Bahut bhala laguchi
Paga bhai Au Patteni khasi ku mudhi ghanta😂😂😂😂😂
Bhai kalithu mor vedio cheking chalichi, finally aji asigala❤
Wow bhai Tama video mu chataka pari weat karithai wow paga bahi aau nitiana
Future re nitia bhai comedy jagatara badsaha ❤
Bhai, bobal comedy, mind-blowing 😅😅.. waiting for next episode...Pateni khasi ku olabara roseia..😅😅
Mr. Paga babu your way of presenting Comedy really good and interesting ❤
A bhailoooo mo peta kan heigalani😂😂😂😂😂hasi hasi
Bhai. ......odia film tharu bhala karucha.... continue
Bhhai I love you Bahut bhala lagila comedy dekhiki❤
ଆଜି ମୋର ଜନ୍ମ ଦିନ ହେଲେ କେହିବି ମୋତେ ଶୁଭେଚ୍ଛା ଜନଉ ନାହାଁନ୍ତି ହଉ ତୁମ ମାନଙ୍କ ଉପରେ ରl ଗିଛି 😢
HAPPY BIRTH DAY
ଆରେ ପାଗା ଭାଇ ଭିଡିଓ ଠିକ୍ ଅଛି ହେଲେ ଆଉ ଟିକେ timeing ଅଧିକ ରଖ
ଭାଇ କିଛି ଖରାପ କହିଲି
Etiki vala lage apanka vedio ki ja karucha direct ❤❤❤❤khusi lagiba dekhibaku good 👍👍👍
Happy 2nd Married Life Mamu 🙏🏻🙏🏻😂😂Bhai mast comedy 😂😂 Paga Bhai n Nitiyana Jodi Super ❤
ନିତିଆ ନା ଙ୍କ ଶେଷ scene ମଦୁଆ ର ପୁରା ଜବରଦସ୍ତ ଲାଗିଲା ଆଉ ସେଥିରୁ ଜଣା ପଡ଼ିଲା କି ନିତିଆ ନା ପକ୍କା ମଦୁଆ, ଆଉ ଇଜ୍ଜତ କୁ ଜଗି ପାରିଲେନି 😂 ପାଗନ ଭାଇ ଙ୍କର୍ dialouge-- ସେ ମାଇଁ ଙ୍କ ର ବି ଜଣେ ମାମୁ ଅଛନ୍ତି🤣🤣🤣🤣
ହେ ଭାଣ୍ଡୁଆ ଟା, ଇଜ୍ଜତ କଣ ଆଉ ଅଛି କି
❤❤❤❤❤❤❤❤❤❤❤🎉🎉🎉🎉
😂😂😂. ଯାହା କୁହ ପାଗା ଭାଇ ଓ ନିତିଆନା କମେଡି jabardast
Comedy ra jou nua trend apana arambha karichanti. Prasansajogya😊
ନିତିଆ ନନା rocks 😂😂
ବହୁତ ବଢ଼ିଆ ହଇଛି
ଯାହା କୁହ ଭାଇ ନିତୀୟା ନା ଆଉ ପାଗନ୍ ଭାଇ ତମକୁ ମାନିବା କୁ ପଡିବ 😂😂😂
ତମେ ଥାଅ ମାମୁଁ ଯାଇ ପହଞ୍ଚିବେ, ନହେଲେ ଗୋଟେ କାମ କର ମାମୁଁ ଯାଇ ପହଞ୍ଚିବେ ତମେ ସେଠି ଥାଅ।ହେଲା
Mo pua bi chini jaichi. Kahuchi paga bhai. Ta
Tama 2 jana nku Juhar 😂😂😂😂 hasei hasei maridaba
Nitia bhai jane talented actor..paga bhai comedy mast heichi
Bhai jete comedy Karu chanti kintu tume 2 Jana best
Beautiful episode 🎉🎉
I like you pagan bro and mamu