mishra weds marandi || ମିଶ୍ର weds ମାରାଣ୍ଡି || odia comedy || odia funny || manmay dey

แชร์
ฝัง
  • เผยแพร่เมื่อ 25 พ.ย. 2024

ความคิดเห็น • 4.6K

  • @ManmayDey
    @ManmayDey  2 ปีที่แล้ว +326

    REG LINK relvl.co/lacz
    COURSES relvl.co/0qqn
    Brand Promotion By SKYZONEMEDIA
    (support@skyzonemedia.com)(9990610462)

    • @s2zeditz626
      @s2zeditz626 2 ปีที่แล้ว

      th-cam.com/channels/2Q8_lInvzoo8T_hreOgNnA.html

    • @s2zeditz626
      @s2zeditz626 2 ปีที่แล้ว

      th-cam.com/users/shorts6WqOvk5i9hI?feature=share

    • @desiboysivayt2561
      @desiboysivayt2561 2 ปีที่แล้ว +10

      Work from home job hauchhi ki

    • @astha._.518
      @astha._.518 2 ปีที่แล้ว +2

      Hi bro....first comment.....I wish you will achieve your all dream goals

    • @cookingtoeasy5341
      @cookingtoeasy5341 2 ปีที่แล้ว +6

      ଭିଡ଼ିଓ ତ ବହୁତ ଭଲ ଲାଗେ ତା ଠୁ bagground music ମୋତେ ସବୁଠୁ best ଲାଗେ 👍🏻👍🏻

  • @writerpriti5776
    @writerpriti5776 2 ปีที่แล้ว +477

    ସମାଜ ରେ ଚାଲିଥିବା ସତ୍ୟ ଘଟଣା ଉପରେ ଆଧରିତ 👍😍 ହୃଦୟ କୁ ଛୁଇଁଲା 🥺❤️

  • @mrsipun3115
    @mrsipun3115 2 ปีที่แล้ว +141

    ସବୁ ଭିଡ଼ିଓ ରେ କିଛି କିଛି କଥା ଶିଖିବାକୁ ମିଳୁଛି ଧନ୍ୟବାଦ୍.🙏🏼❤️❤️

  • @kingcloud3882
    @kingcloud3882 2 ปีที่แล้ว +487

    ସାମାଜିକ ଭେଦଭାବ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଷୟ କୁ ଲୋକଲୋଚନକୁ ଆଣିବା ପାଇଁ ବହୁତ ବହୁତ ଧନ୍ଯବାଦ ♥️♥️

    • @rintudas7692
      @rintudas7692 2 ปีที่แล้ว

      ❤️

    • @LearnwithSunil10
      @LearnwithSunil10 2 ปีที่แล้ว +5

      ଭାଇ ବହୁତ୍ ଭଲ ଭିଡିଓ କରିଛ । ଏଇଟା କେବଳ ଏହି ଭିଡିଓରେ ସମ୍ଭବ । ଏହା ବାସ୍ତବ ଜୀବନରେ ଏହି ଛୁଆଁ ଅଛୁଆଁ ଭେଦଭାବ କେବେବି ପୂର୍ଣ୍ଣ ଭାବରେ ଦୂରେଇ ଯିବା ନାହିଁ । ସମାଜରେ ଲୋକ ଯେତେ ପାଠ ପଢିଲେ ବି ଏହା କେବେ ବି ଦୂରେଇ ପାରିବ ନାହିଁ । ଏହି ଭାବନା ଲୋକଙ୍କ ମନ ଭିତରେ ଖୁନ୍ଦି ହୋଇରହିଛି । ଏହା ଖାଲି କଥାରେ ସମ୍ଭବ । ଯଦି ବି କିଛି ଲୋକ ଚାହୁଁଲେ ଏହା ବଦଳିପାରିବ ନାହିଁ କାରଣ ରାଜନୀତି କେମିତି ହେବ?

    • @kingcloud3882
      @kingcloud3882 2 ปีที่แล้ว +3

      @@LearnwithSunil10 ଠିକ୍ କହିଛନ୍ତି ଭାଇ, କିନ୍ତୁ ଏ ପରି ଉଚ୍ଚ କୋଟିର ଏବଂ ବାସ୍ତବ ମୂଳକ ଭିଡିଓ ନିଶ୍ଚିତ ସମାଜ ସଂସ୍କାର ରେ ସହାୟକ ହେବ। 🙏🙏

    • @niteshofficial3597
      @niteshofficial3597 2 ปีที่แล้ว +5

      Govt nije bheda bhaba karu chi clg re ST.SC 60% anile sit miliba General .OBC 80% aniki miluni ..job re First ST.SC ku miliba ..sete bele kana chota bada jati dekha jauni ..😔

    • @19-prakashkumarsethi47
      @19-prakashkumarsethi47 2 ปีที่แล้ว +5

      @@LearnwithSunil10 Bhai surname uthei dele next generation ku kehi kahar surname janiparibeni ki govt.. service reservation bi lagi paribani ...sabu adu vhala heba

  • @pabitramusic9325
    @pabitramusic9325 ปีที่แล้ว +6

    ବହୁତ୍ ବଢିଆ କିଛି ଲୋକ ମାନେ ଶିଖନ୍ତୁ କି ଜାତି ଭେଦ ବୋଲି କିଛି ନାହି ଜାତି ହେଉଛି ଗୋଟେ ମଣିଷ ଜାତି thanks tha all actor good story amazing

  • @madhusmitamohakud7329
    @madhusmitamohakud7329 2 ปีที่แล้ว +465

    Wow.... mind-blowing story... expected ଠୁ ବହୁତ ସୁନ୍ଦର। ସତ କଥା କୁ ଦୃଷ୍ଟି ରେ ରଖି ଏହି କାହାଣୀ ଟି ବହୁତ ସୁନ୍ଦର କରାଯାଇଛି। Love from Balasore 🥰🥰 And love your team......❤️❤️

    • @srinibaspradhan8380
      @srinibaspradhan8380 2 ปีที่แล้ว +2

      thank you I am live in Balasore

    • @kumartareshofficial6166
      @kumartareshofficial6166 2 ปีที่แล้ว +5

      Such a mind-blowing story... Thanks to #manmaydey bro and whole team for this amazing concept.... #Rating 10/10... ❤️❤️❤️❤️❤️
      #love_from_❤️_mayurbhanj ❤️❤️❤️

    • @alwaysforyou8258
      @alwaysforyou8258 2 ปีที่แล้ว +2

      Im live in Balasore

    • @bkking8260
      @bkking8260 2 ปีที่แล้ว +3

      Untalented bhai pora tumo ghara pakha... 😁

    • @kalicharanj820
      @kalicharanj820 2 ปีที่แล้ว +2

      Iam from balasore

  • @jayjagannath3307
    @jayjagannath3307 2 ปีที่แล้ว +69

    ବହୁତ ଭଲ, ପୁରା ମନ କୁ ଛୁଇଁଲା ଭଳି ହେଇଛି...........ଆଜିର ସମାଜ ପାଇଁ ସବୁ ଏ ଭଳି ଦରକାର ଅଛି.... Pura heart touching.......🙏🙏🙏🙏

  • @malayaspoem5079
    @malayaspoem5079 2 ปีที่แล้ว +53

    ଏତେ ସମ୍ବେଦନଶୀଳ ବିଷୟ କୁ ଖୁବ୍ ସୁନ୍ଦର ଭାବରେ ଉପସ୍ଥାପନ କଲେ.. 👑⛑👒🎩 hats off guys 🙏🙏

  • @khageswarbiswal9694
    @khageswarbiswal9694 2 ปีที่แล้ว +7

    ଅତି ସୁନ୍ଦର ଷ୍ଟୋରୀ ସମାଜ କୁ ଗୋଟେ ସୁନ୍ଦର ବାର୍ତ୍ତା ପ୍ରଦାନ କରିଛ ଏହି ଷ୍ଟୋରୀ ମାଧ୍ୟମ ରେ
    Thank you all actor

  • @kumarmanoj679
    @kumarmanoj679 2 ปีที่แล้ว +167

    ଜାତି,ଧର୍ମ,ନିର୍ବିଶେଷରେ ଆମେ ସମସ୍ତେ ଜଣେ ଜଣେ ମଣିଷ। ଆମେ ନିଜେ ଏ ଜାତି,ଧର୍ମ ପ୍ରଥା ଆରମ୍ଭ କରିଛେ, ଆଉ ଶେଷ କରିବା ଦାୟିତ୍ୱ ବି ଆମର।🙏🙏🙏ଜୟ ଜଗନ୍ନାଥ।

    • @jayshreeramharharmahadev8887
      @jayshreeramharharmahadev8887 2 ปีที่แล้ว +1

      hmm khato re khaiki mothore souchu na janibu kon duniya re kon chalichi

    • @kumarmanoj679
      @kumarmanoj679 2 ปีที่แล้ว

      @@jayshreeramharharmahadev8887 janiba katha kn kuhantu ta tike

    • @jayshreeramharharmahadev8887
      @jayshreeramharharmahadev8887 2 ปีที่แล้ว +3

      @@kumarmanoj679 1 think jati dharma ame create korinu amo culture devi maa hi shresta , jebe thi British shsan start hai chi jata pratha sebe thu start haichi kahiki na amo ku devide koribapai aur hann dehej pratha bhi amoro nuho eita muslim culture jehej jouta ki amo culture upore. thopa haichi au hann nijo mind set ku brahaman hate ru change koro kene na amo culture re brahman bhagwan saman BUJHILU na nahi bhai au wo vedio re Sia brahaman ku chadiki au kichi bhi toh dekhai parithante but Sia nuho views miliboni na

    • @mitaprangyasarangi9997
      @mitaprangyasarangi9997 2 ปีที่แล้ว +2

      Sabubele amane Brahman ku tale pakouchanti...dekhila belaku other caste ra Loko hin choto jati bada jati huanti

    • @kumarmanoj679
      @kumarmanoj679 2 ปีที่แล้ว

      @@mitaprangyasarangi9997 don't mind bhauni please.

  • @diptikantakhatua
    @diptikantakhatua 2 ปีที่แล้ว +87

    ସବୁ ଏଇ ବାଲେଶ୍ଵର ପିଲା Manmay ଭାଇ ର କମାଲ🙏
    Love u Manmay ଭାଇ ♥️♥️♥️

  • @clashsinu8068
    @clashsinu8068 2 ปีที่แล้ว +33

    ଜାତିଆଣ ମାନ ବୃତ୍ତି କୁ ନେଇକି ଏମିତି ସୁନ୍ଦର ବିଷୟ ବସ୍ତୁ ଲୋକା ଲୋଚନ କୁ ଅନିଲ ସେଥି ପାଈଁ ....🙏🙏🙏

  • @indrajit0310
    @indrajit0310 2 ปีที่แล้ว +4

    ଜାତିବାଦ ଭଳି ମାରାତ୍ମକ ବ୍ୟାଧିକୁ ସମାଜରୁ ସମୂଳେ ବିଲୋପ କରିବା ପାଇଁ ସମାଜର କୋଣ ଅନୁକୋଣରେ ଅନେକ ବ୍ୟକ୍ତି ନିଜ ନିଜ ତରିକାରେ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ଏଇଟି ଜ୍ୱଳନ୍ତ ଉଦାହରଣ Manmay Bhai & Co. Really Love you all ❤️

  • @crushmusical
    @crushmusical 2 ปีที่แล้ว +15

    ସବୁ ଭିଡ଼ିଓ ରେ ନିହାତି କିଛି ନା କିଛି ଶିକ୍ଷ୍ୟା ମିଳେ ଏହି ଚ୍ୟାନେଲ ମାଧ୍ୟମରେ ❤️

  • @somethingasumari012
    @somethingasumari012 2 ปีที่แล้ว +407

    Real life ସମସ୍ତେ ଏ କଥା ବୁଝି ପାରୁ ଥିଲେ ବହୁତ୍ ଗୁଡ଼ିଏ ପ୍ରେମ କାହାଣୀ ଅଧାରେ ରହି ନଥାନ୍ତା🙏😢

  • @minaranikhatua5022
    @minaranikhatua5022 2 ปีที่แล้ว +1117

    ଏହି video ରୁ ଯଦି ଟିକେ କେହି କିଛି ବି ଶିଖିଲେ ତାହେଲେ ଗୋଟିଏ like କରନ୍ତୁ

    • @mamamantulifestyle
      @mamamantulifestyle 2 ปีที่แล้ว +10

      Mora love marriage ac & jeneral me

    • @balarammallik8766
      @balarammallik8766 2 ปีที่แล้ว +4

      @@mamamantulifestyle very nice advice,,,,

    • @ddb7218
      @ddb7218 2 ปีที่แล้ว +3

      Same case for me

    • @biswajitbhoi520
      @biswajitbhoi520 2 ปีที่แล้ว

      Mo bala video karicha

    • @mrbyadav7912
      @mrbyadav7912 2 ปีที่แล้ว +4

      Mane video ru kichhi sikhi le tate like deba ku padi bo....
      Ki kathha re....😂😂😂😂🤣🤣🤣🤣

  • @samsundrabarik2304
    @samsundrabarik2304 ปีที่แล้ว +8

    ସତରେ ଏ ଜାତିପ୍ରଥା ବହୁତ ପ୍ରେମକୁ ଆଧାରେ ରଖି ଦେଇଛି । ଆପଣମାନେ ଏ video ରେ ଗୋଟେ ଉଚିତ୍‌ ଶିକ୍ଷା ଦେଇଛନ୍ତି.💞💞😊😊

  • @tapankumarpal6570
    @tapankumarpal6570 2 ปีที่แล้ว +44

    ମା ଅଭିନୟ ❤️ ଅତିସୁନ୍ଦର 🙏❤️

  • @HinduSangrami18
    @HinduSangrami18 2 ปีที่แล้ว +19

    ଏଇ ଗୋଟେ ଚାନେଲ ସବୁ ବେଳେ ସମାଜକୁ ଭଲ ଦିନିଷ ଦେଖୋଉଚି ଭାଈ all the best

  • @aloks30
    @aloks30 2 ปีที่แล้ว +28

    Best story line 👍...... ବହୁତ ଭଲ ଷ୍ଟରୀ ଥିଲା ବହୁତ ଭଲ acting ବି ସମସ୍ତେ କରିଛନ୍ତି ମୁ ଆପଣ ସମସ୍ତଙ୍କର ବହୁତ ବଡ଼ fan sir ।।।। Love from BHADRAK......❤️❤️❤️❤️❤️❤️❤️❤️

  • @gautampal8354
    @gautampal8354 2 ปีที่แล้ว +20

    ଏତେ ଦିନ ପରେ ଦିଲ୍ ଖୁସି ହୋଇ ଗଲା, ଏ ଭିଡ଼ିଓ ଦେଖିକି।।।।

  • @nanducreations2132
    @nanducreations2132 2 ปีที่แล้ว +23

    ସତରେ story ଟା society କୁ ବହୁତ ଭଲ message ଦେଇଛି, ମୁଁ ଭାବୁଛି ଏ video ଟା କେବଳ ସେଇ ଲୋକଙ୍କ ପାଇଁ ଯିଏ ଉଚ ନୀଚ ଜାତିରେ ଆଣୁଛନ୍ତି,,, 👍👍👍keep it bro

  • @ashokkumarnayak3300
    @ashokkumarnayak3300 2 ปีที่แล้ว +56

    ଜାତି ବ୍ୟବସ୍ଥା ମନୁ ବ୍ରାହ୍ମଣର ଷଡ଼ଯନ୍ତ୍ର।।। great message to our society...

    • @Sakunimama9
      @Sakunimama9 2 ปีที่แล้ว +1

      ମନୁ କିଏ

    • @Sudarshinirout9876
      @Sudarshinirout9876 2 ปีที่แล้ว +2

      @@Sakunimama9 ଗୋଟିଏ ବଡ଼ ହାରାମି

    • @debiprasadpanda3007
      @debiprasadpanda3007 2 ปีที่แล้ว +1

      Eita apnka bhabiba bhul... Manu kia 1st apna janantu

    • @mr.abhishek3664
      @mr.abhishek3664 2 ปีที่แล้ว

      @@debiprasadpanda3007 right

    • @ashokkumarnayak3300
      @ashokkumarnayak3300 2 ปีที่แล้ว +1

      @@debiprasadpanda3007 . . ମନୁସ୍ମୃତି କିଏ ଲେଖିଛି ।। ମନୁସ୍ମୃତି ରେ ଲେଖା ନାହିଁ କ'ଣ ଜାତି ବ୍ୟବସ୍ଥା, ଛୁଆ ଅଛୁଆଁ ଭେଦଭାବ, ହିନ୍ଦୁ ସମାଜ ମନୁସ୍ମୃତି ଅନୁସାରେ କ'ଣ ଚାଲୁନି ।।। ଭାରତର କୈାଣସି ଜାଗାକୁ ଯାଅ ଛୁଆ ଅଛୁଆଁ ଭେଦଭାବ ସବୁଠି ଅଛି, ଯାହା କୈାଣସି ଦେଶରେ ନାହିଁ ।।

  • @mrmaharathi6462
    @mrmaharathi6462 2 ปีที่แล้ว +109

    ମୋତେ ଏମିତି ଲାଗୁଛି ଯେମିତି ଏଇ ବିଷୟ ଟି ମୋ ପ୍ରେମ କାହାଣୀ କୁ ନେଇ ବନା ଯାଇଛି 😔

    • @princebk8247
      @princebk8247 2 ปีที่แล้ว +1

      😂😂😂😂

    • @preetisoubhagya2292
      @preetisoubhagya2292 2 ปีที่แล้ว

      Same bhai

    • @mrmaharathi6462
      @mrmaharathi6462 2 ปีที่แล้ว +1

      @@preetisoubhagya2292ହଁ ଭଉଣୀ ଏ ସବୁ ପରେ ବି ମୁଁ ତାକୁ ବାହା ହେଇଛି ଆଉ ମୁଁ ତାକୁ ପାଇ ବହୁତ ଖୁସି ❤️😘

    • @barshapapunigaming3697
      @barshapapunigaming3697 2 ปีที่แล้ว

      Tu ta Banda sarbangya to love story mo banda story

    • @simnoj380
      @simnoj380 2 ปีที่แล้ว

      @@mrmaharathi6462 Tuma Luv story kuhq

  • @chiranjibisahoo4561
    @chiranjibisahoo4561 2 ปีที่แล้ว +1

    ବହୁତ ଭଲ ଲାଗିଲା କାହାଣୀ ଓ ଅଭିନୟ । ଭେଦ ଭାବ ବିରୋଧରେ ସାମାଜିକ ବାର୍ତ୍ତାଟି ଅତ୍ୟନ୍ତ ସୁନ୍ଦର ମାତ୍ର ବିବାହ କ୍ଷେତ୍ରରେ ବର୍ଣ୍ଣ ବ୍ୟବସ୍ଥା ଏକ ବୈଜ୍ଞାନିକ ପ୍ରକ୍ରିୟା । ବିବାହ ବିଧି ବିରୋଧରେ କାର୍ଯ୍ୟ କରିବା ଶୁଭପ୍ରଦ ନୁହେଁ ।

  • @gopalchandra1415
    @gopalchandra1415 2 ปีที่แล้ว +26

    ଅଜଣାତ ରେ ଆଖିରେ ଲୁହ ଆସିଗଲା 🥺 ଅତି ଚମତ୍କାର 🙏

  • @Genius.gaming10
    @Genius.gaming10 2 ปีที่แล้ว +5

    ବାଲେଶ୍ଵରିଆ is A perfect actor... ollywood industry ବୁଡିଗଲାଣି but ତମ story nd acting ଜବରଦସ୍ତ... love u

  • @meenatuduofficial1766
    @meenatuduofficial1766 2 ปีที่แล้ว +52

    Better than ଓଡ଼ିଆ ସିନେମା 😁,, so adorable concept,,,I am also st,,,, it's my tradition,,,Iam so happy

  • @dhyanchandmajhi77
    @dhyanchandmajhi77 2 ปีที่แล้ว +6

    ସମାଜରେ ନିଚ୍ଚ ବୋଲି କିଛି ନାହିଁ । ଏହା ଏକ ମାନସିକ ବିକୃତ ଚିନ୍ତା । ଧନ୍ୟବାଦ

  • @Jayjagannath3X92
    @Jayjagannath3X92 2 ปีที่แล้ว +25

    ଭାଇ ପୁରା ବୋବାଲ୍ ହେଇଛି। ପୁରା film ଦେଖିଲା ଭଳିଆ ଲାଗିଲା। ଏମିତି ନୂଆ ନୂଆ video ଅପେକ୍ଷାରେ ରହିଲୁ।

  • @DeepakKumar-ty9to
    @DeepakKumar-ty9to 2 ปีที่แล้ว +57

    I'm also ST Santhal....I'm proud to be an Santhal.......... Love from Bls Marandi is not Radho....Marandi is a Santhal Cast.......
    Nyc video....Love from Bls ...Buddy...❤️

  • @madhusmita789
    @madhusmita789 2 ปีที่แล้ว +2

    Beautiful super story wonderful

  • @maheshdas8778
    @maheshdas8778 2 ปีที่แล้ว +15

    ଅତି ସୁନ୍ଦର ଅଭିନୟ ହୃଦୟ କୁ ଛୁଇଁ ଗଲା,❤️🔥

  • @phrmukeshodia
    @phrmukeshodia 2 ปีที่แล้ว +160

    ମୁଁ ଆଗରୁ କହୁଥିଲି ଏବେବି କହୁଛି ତୁମ ଭିଡିଓ ରେ କିଛି ଶିଖିବାକୁ ମିଳୁଛି ଆଜିବି କିଛି ଶିଖିବାକୁ ମିଳିବ....🙏❤️👍

    • @xertger9171
      @xertger9171 ปีที่แล้ว

      ଯଗଳୋଘଚଙୂଊଛଛଚୀଓଭ❤❤

  • @salkhanhansda4833
    @salkhanhansda4833 2 ปีที่แล้ว +142

    ଯୌତୁକ ପ୍ରଥା ଭାରତୀୟ ସମାଜ ର କଳଙ୍କ। ଧନୀ ଘର ହେଉ ବା ଗରିବ ,ଅଶିକ୍ଷିତ ହେଉ ବା ଶିକ୍ଷିତ ଯୌତୁକ ପାଇଁ ଆଜିର ନାରୀ ବଳି ପଡୁଛି। କିନ୍ତୁ ମୁଁ ଗର୍ବିତ ଯେ ଆମ Santal ସମାଜ ରେ ଯୌତୁକ ପ୍ରଥା ନାହିଁ ବରଂ ବର ପକ୍ଷ କନ୍ୟା ଘର କୁ ଗାଈ ଦେଇ ଥାନ୍ତି କାରଣ ଝିଅ ଓ ଗାଈ କୁ ଲକ୍ଷ୍ମୀ କୁହା ଯାଏ ତେଣୁ ଗାଈ ଦାନ ଦେଇ ବୋହୂ(ଗୃହଲକ୍ଷ୍ମୀ) ଅଣା ଯାଏ।

    • @vbgaming8686
      @vbgaming8686 2 ปีที่แล้ว +4

      ଆଗରୁ ପୁଅ ପକ୍ଷ ଝିଅ ପକ୍ଷକୁ ଟଙ୍କା ସୁନା ରୂପା ଅଳଙ୍କାର ଗାଈ ଦାନ କରି କନ୍ୟାଦାନ ଗ୍ରହଣ କରନ୍ତି

    • @sasmitamahapatra3958
      @sasmitamahapatra3958 ปีที่แล้ว +1

      Absolutely right 👍

    • @minakshinath8442
      @minakshinath8442 ปีที่แล้ว

      L

    • @Kumar143-d8z
      @Kumar143-d8z ปีที่แล้ว

      Sari ge boyah....u are right ☺️ 👍

    • @bijoydasudiya
      @bijoydasudiya ปีที่แล้ว +1

      ଆଦିବାସୀ ସମାଜରେ କନ୍ୟା ପଣ ରହିଛି। ଶ୍ବଶୁର କୁ ଟଙ୍କା ପଇସା, ଘୁଷୁରୀ ଆଉ ହାଣ୍ଡିଆ ଦେବାକୁ ବାଧ୍ୟ।

  • @trinathkarali8296
    @trinathkarali8296 2 ปีที่แล้ว +2

    ହୃଦୟ କୁ ଛୁଇଁଲା ସତରେ ସମାଜରେ ଏପରି ହେଲେ ଭଳ ହୁଅନ୍ତା

  • @saswansvlog1840
    @saswansvlog1840 2 ปีที่แล้ว +191

    As a ST I can relate to this... It's the darkest truth of our society no one can change this,still happy to see that you are trying to convey the message to everyone that at last we all are the human...Thank you for this initiative chote and your team 🤍Love love and only love 🤗❤️

    • @ananyaparida1757
      @ananyaparida1757 2 ปีที่แล้ว +3

      Thank you pls do ur status 🥰

    • @subhashreesoni9930
      @subhashreesoni9930 2 ปีที่แล้ว

      Sir true 👇👇👇
      th-cam.com/video/zbouVMYT-N0/w-d-xo.html

    • @krushnaprasad5337
      @krushnaprasad5337 2 ปีที่แล้ว +1

      Society re caste ku nei jou difference create houchhi seita mu b feel korichhi but emiti situation pai so called higher caste loko mane jetiki responsible setiki bhul St/sc nko ro b achhi...
      Gote life experience share koruchhi..moro gote general category ro friend achhi se gote ST jhhio ku love kore ...sei ST jhhio ta gote general puo ku love koruchhi boli sei jhhhio ro friends jou mane ST category ro semane sei jhhio Soho Katha b huontini taku pura tanko group ru corner korideichhanti...

    • @manasranjanbehura3146
      @manasranjanbehura3146 2 ปีที่แล้ว +2

      Who said no 1 can.... I think god send me to change many things... I can't guarantee but just i feel also god wants to do differ things to change many things....as this 1 also 1 of them.

    • @pooja-rt5dv
      @pooja-rt5dv 2 ปีที่แล้ว +4

      Yes sc and st cast re mrg karile bhala atleast govt job paiba pain general pila nka pari hata hataa hebaku padibani.. Semane 90% re ba job nahi au sc st cast re 29% re b job thua...

  • @chandrasekharhansdah1888
    @chandrasekharhansdah1888 2 ปีที่แล้ว +78

    Wow Manmay Bhai...
    What a concept
    JAY ADIVASI
    Proud To Be A SantaL
    Dance Ta Pura 🔥❤️

  • @sachitranayak8891
    @sachitranayak8891 2 ปีที่แล้ว +4

    Mind blowing story, ଏକଦମ ବାସ୍ତବ ଦୁନିଆ ଉପରେ ଆଧାରିତ, ସେ ସବୁ ତ ପର କଥା କିନ୍ତୁ ଭିଡ଼ିଓ ରେ ବହୁତ ପରିଶ୍ରମ ହୋଇଥିବ ସେଥିପାଇଁ ବି ବହୁତ ବହୁତ ଧନ୍ୟବାଦ

  • @soumyabarik7245
    @soumyabarik7245 2 ปีที่แล้ว +1

    ପ୍ରକୃତରେ ହୃଦୟସ୍ପର୍ଶୀ କାହାଣୀ ଟିଏ।।

  • @chittaranjansahu8159
    @chittaranjansahu8159 2 ปีที่แล้ว +6

    ଅତି ସୁନ୍ଦର ଭାବରେ ହୃଦୟସ୍ପର୍ଶୀ ଉପସ୍ଥାପନା ସମାଜ ପାଇଁ...💐💐❤️❤️💐💐💐👍👍👍

  • @mahaktv7760
    @mahaktv7760 2 ปีที่แล้ว +9

    ବହୁତ ସୁନ୍ଦର...... ମୁଁ ST Cast ହୋଇ ଥିବାରୁ ଗର୍ବିତ

  • @sonasahu123
    @sonasahu123 2 ปีที่แล้ว +10

    Mu sabubele waiting re thaae ki kebe aau ketebele manmay bhai nka vdo aasiba..... I'm really very excited 😊😊😊😊😊 ବହୁତ ସୁନ୍ଦର ବିଷୟରେ ଆଲୋଚନା କରିଥିଲେ .....🙏🙏👌👌👌

  • @GM_vlogs_table
    @GM_vlogs_table 2 ปีที่แล้ว +6

    ଭାଇ ମନ ଖୁସି ହୋଇଗଲା ଭିଡିଓ ଦେଖୀ କି।ଅତି ସୁନ୍ଦର ସମାଜକୁ ଗୋଟେ massageଦେବା ପାଇଁ।

  • @aaradhyaexpress3765
    @aaradhyaexpress3765 2 ปีที่แล้ว +18

    ମନ୍ମୟ ଭାଇ ଙ୍କ ଅଭିନୟ ସୁନ୍ଦର 😍😍😍😍

  • @barunsahoo9023
    @barunsahoo9023 2 ปีที่แล้ว +143

    THE SCREEN PLAY,BGM,DIRECTION, ACTING OF THE VEDIO IS FAR BETTER THAN SO CALLED OLLYWOOD MOVIE. GREAT TO SEE THE ARTISTS OF THE CITY OF ART BALASORE. 💛💛💛💛💛

  • @Priyadarsinisingh
    @Priyadarsinisingh 2 ปีที่แล้ว +4

    only like 👍for manmaya sir..... it's a good concept and outstanding performance 👏👏👏

  • @prasannsamal6386
    @prasannsamal6386 2 ปีที่แล้ว +16

    ଯଦି କାହା ମନରେ ଖୁସି ଦେଇପାରି ବନି କାହା ମନରେ କଷ୍ଟ ଦିଅନି

  • @jyotiprakash8424
    @jyotiprakash8424 2 ปีที่แล้ว +39

    Like From Balasore ❤️

  • @kartika568
    @kartika568 2 ปีที่แล้ว +16

    Story bi bahut bhala 😊😊😊😊 ଆପଣଙ୍କ ଭିଡ଼ିଓ ରେ କିଛି ଶିଖିବାକୁ ମିଳୁଛି 😍😍😍😍 good job all team members 😊😊😊😊 ଭଗଵାନ ତମକୁ ସବୁ ବେଳେ ଖୁସିରେ ରଖନ୍ତି ଆଉ ଏମିତି ନୂଆ ନୂଆ ଭିଡ଼ିଓ ଆଣନ୍ତୁ 🙏🙏🙏🙏🙏 ଜୟ ଜଗନ୍ନାଥ

  • @Lovelymeher_37
    @Lovelymeher_37 2 ปีที่แล้ว +70

    Beautiful acting manmay bhai ❤️❤️❤️🤍💙💜💙🤍 💙🤍 💜🤎 love from Kalahandi 😊😊😊❤️

  • @barshabarik7805
    @barshabarik7805 2 หลายเดือนก่อน +1

    Wow bhala haechi

  • @poonampriyadarshini2090
    @poonampriyadarshini2090 2 ปีที่แล้ว +29

    My tears are just rolling down on my cheeks by seeing your video.....love this vdo ❤️

  • @manoranjanmahanta1122
    @manoranjanmahanta1122 2 ปีที่แล้ว +94

    The Traditional dance was Awesome 😀

  • @Balasworetoka
    @Balasworetoka 2 ปีที่แล้ว +4

    ଏ ସମଜରେ ଚାଲିଥିବା ଉଚ ଓ ନିଚ ଜାତିକୁ ନେଇ ମନ୍ମୟ ଭାଇ ଯେମିତି ଭିଡିଓ କରିଛ Beautiful ❤️❤️❤️❤️❤️ ଏମିତି ରେ ତୁମର ସବୁଗୁଡିକ ଭିଡିଓ Super dupar

  • @HrusikeshOfficial
    @HrusikeshOfficial ปีที่แล้ว +1

    ସତରେ ଏହି ସାମାଜିକ ଷ୍ଟୋରୀ ଟି ମୋତେ ବହୁତ ଭଲ ଲାଗିଲା । ଭଲ ପାଇବାରେ ସେମିତି କିଛି ଜାତି, ଗୋତ୍ର ଭେଦ, ଭାବ ନ ଥାଏ । 💝💝👍👌👌💐💐

  • @chinmayasahoo8912
    @chinmayasahoo8912 2 ปีที่แล้ว +39

    Better than ollywood movies these days! Kudos to the team

  • @Rajesh-it7uo
    @Rajesh-it7uo 2 ปีที่แล้ว +28

    ଧନ୍ୟବାଦ ଆପଣଙ୍କ content କୁ, ଏବଂ ଅପଣଂକ ଟିମ ମେମ୍ବର ମାନଙ୍କୁ 🙏
    Love from baleswer😍😍😍

  • @phagutudu9108
    @phagutudu9108 2 ปีที่แล้ว +9

    ବହୁତ ଭଲ ହେଇଛି।

  • @_brandtimo_priti331
    @_brandtimo_priti331 2 ปีที่แล้ว +1

    Sabu channel bhita re ae channel re mst mst vdo😍

  • @kartika568
    @kartika568 2 ปีที่แล้ว +11

    ବହୁତ ଭଲ ଲାଗିଲା ସାର 😍😍😍😍😍

  • @rojalinparida4382
    @rojalinparida4382 2 ปีที่แล้ว +16

    What a story. Heart touching really proud of you ❤manmay 😗

  • @mismamuninaik8958
    @mismamuninaik8958 2 ปีที่แล้ว +11

    ଧନ୍ଯବାଦ ଏତେ ଦିନ ପରେ ଭିଡିଓ ଛାଡିଥିବାରୁ ଭାଇ

  • @prakashpradhan3161
    @prakashpradhan3161 ปีที่แล้ว +1

    ବହୁତ ସୁନ୍ଦର

  • @rasmitaswain349
    @rasmitaswain349 2 ปีที่แล้ว +10

    👌👌👌👌👌👌👌👌 ଏମିତି ଯାଦି ସମସ୍ତେ ଭାବନ୍ତେ କେତେ ଭଲ ପାଇବା ପୂରଣ ହୁଅନ୍ତା 🥺

  • @ashutoshsarangi5460
    @ashutoshsarangi5460 2 ปีที่แล้ว +70

    I am a Brahmin..mu e video ta dekhila pare motivate heli thanks 👍😂

    • @adityavlogr7381
      @adityavlogr7381 2 ปีที่แล้ว

      😅😅😅

    • @jayshreeramharharmahadev8887
      @jayshreeramharharmahadev8887 2 ปีที่แล้ว

      hann Sola nijo pai gato nije kholuchi nahi tote dekha jauni ki emane gote Brahmin hate spread koruchnti useless fellow

    • @X7000-w7r
      @X7000-w7r 2 ปีที่แล้ว +1

      Bhai Madichala

    • @pratimanayak2789
      @pratimanayak2789 2 ปีที่แล้ว +2

      Naee apan nku b govt job nahele 5lakhs darkar thib😂😂😂😂

    • @traveling-andvlog
      @traveling-andvlog 2 ปีที่แล้ว

      Tu ta magiha

  • @sttuduofficial7641
    @sttuduofficial7641 2 ปีที่แล้ว +22

    Jay adibasi proud to be santali 💖👌

  • @PradeepKumar-ph1kh
    @PradeepKumar-ph1kh 2 ปีที่แล้ว +11

    19:34..... ମୁଁ ଖାଇମି ନେଇଁ..........ଖାଇମିନି କହୁଛିନା..... So natural acting by this girl....She is better than every odia current frontline actress. The Character of MIshra"s Daughter is well deserved to this girl. Good luck... And the boy is fantastic.. too natural, great

  • @Sudam7999
    @Sudam7999 2 ปีที่แล้ว +7

    Super bro......Thanks for showing Reality of our society .......Thank you so much manmay Bhai......

  • @sagarikasethy2235
    @sagarikasethy2235 2 ปีที่แล้ว +40

    This is a amazing story having a lots of learning to the society about intercaste marriage . Even I have a lot of friends who doesn't believe in intercaste marriage but I support intercaste marriage......... love this concept ❤️🥰😍

  • @Mrsiva_creation
    @Mrsiva_creation 2 ปีที่แล้ว +1

    ଭାଇ ପୁରା hero no 1

  • @suryasoren8728
    @suryasoren8728 2 ปีที่แล้ว +15

    Santali Traditional dance is awesome ❤️❤️❤️

  • @poojadas8578
    @poojadas8578 2 ปีที่แล้ว +55

    Lot's of love from Mayurbhanj ❤️ baripada ❤️ concept is awesome ❤️ khas somote ei kotha bujhi parithante 😭😭❤️❤️

  • @utkaldutta3839
    @utkaldutta3839 2 ปีที่แล้ว +24

    One of the best episodes by Manmay Dey and the team. No over acting by anyone. All the members have done a very good job with real acting profession including Khusi. Best part: Rep to RQ: Ahuri bhala hei parithanta. I missed one dialogue of 5000 tanka.....But now it has been increased to 5 lakhs

  • @sorensipahibroofficial9699
    @sorensipahibroofficial9699 ปีที่แล้ว +1

    So beautiful ମିଶ୍ର ଓ marndi film 🎥

  • @odishalimecorebalasore8950
    @odishalimecorebalasore8950 2 ปีที่แล้ว +5

    Proud of balasore
    Upcoming Odia super star ollywood industry

  • @rajubhai2881
    @rajubhai2881 2 ปีที่แล้ว +4

    Thanks bhai ମୋ ନାଆଁ ରାଜୁ ମରାଣ୍ଡି ଆଉ ମୁଁ ସାନ୍ତାଳୀ ସମ୍ପ୍ରଦାୟ ର

  • @rabindranathmarndi7825
    @rabindranathmarndi7825 2 ปีที่แล้ว +10

    Love from mayurbhanj😁😁😁😁

  • @lyricistgovindahansdah
    @lyricistgovindahansdah 2 ปีที่แล้ว +3

    Very very very great full, I salute it 🙏
    Thanks to Producer, writer,Director and actors, actresses.

  • @dularitudu767
    @dularitudu767 2 ปีที่แล้ว +4

    Really heart touching love stories 💓

  • @subu9925
    @subu9925 2 ปีที่แล้ว +9

    It's a wonderful message for our society..

  • @villageeducationpolitics7771
    @villageeducationpolitics7771 2 ปีที่แล้ว +6

    ଓଡ଼ିଆ Film ଠାରୁ 100% ଭଲ ଆପଣ Short film 👍👍👍

  • @ssmile2808
    @ssmile2808 ปีที่แล้ว +1

    Manmay bro au video chad

  • @babulupatbandha6735
    @babulupatbandha6735 2 ปีที่แล้ว +10

    Maa acting is super mind blowing

  • @Rudranshu-o4z
    @Rudranshu-o4z 2 ปีที่แล้ว +9

    ଅତି ସୁନ୍ଦର ଷ୍ଟୋରୀ manay bhai,bhaut ଭଲ ଲାଗିଲା ଏତେ ଦିନ ପରେ, ସଚେତନ ବାର୍ତ୍ତା ଦେଉଛ,keep it up,,best wishes for All team members,🙏🙏🙏🙏

  • @madhucreation9921
    @madhucreation9921 2 ปีที่แล้ว +2

    Outstanding performance yaar mindblowing mani Baku padiba mu ta pura Fida .....😍🔥

  • @RksVlogs8
    @RksVlogs8 2 ปีที่แล้ว +24

    After Long Time Manmay Bhai ,Best Video ♥️

  • @OdicianSubham
    @OdicianSubham 2 ปีที่แล้ว +7

    ବହୁତ୍ ବଢିଆ ଲାଗିଲା 🙏

  • @ashisingh487
    @ashisingh487 2 ปีที่แล้ว +28

    10:47 did he really searched from the garbage! Manmay has acting skills in his blood!! Great in every role!

  • @abhilipsapradhan1690
    @abhilipsapradhan1690 ปีที่แล้ว +23

    In this generation most of the love relationship were broken for caste problem 🥺🥺😭😭

  • @anubhabparida12
    @anubhabparida12 2 ปีที่แล้ว +4

    It's a great msg for our society. And also batter then to odia movie

  • @Mission.6.UPSC-
    @Mission.6.UPSC- 2 ปีที่แล้ว +5

    Aam khusi ta processing re achhi 😂😂😂😂lst dialogue 😀😀😀

  • @bishnuprasadbehera3179
    @bishnuprasadbehera3179 2 ปีที่แล้ว +6

    Really heart' touching story..all team members are very good acting 👍👍👍

  • @tdchessmates8065
    @tdchessmates8065 2 ปีที่แล้ว +3

    Aagaku emiti badia badia videos sabu production kara ❤️❤️❤️

  • @PrakashKumarE10
    @PrakashKumarE10 2 ปีที่แล้ว +20

    Cinematography + Editing + Acting + Story
    No compromise
    Awesome 😍🔥

  • @gudduartgallery5322
    @gudduartgallery5322 2 ปีที่แล้ว +9

    Really so heart touching... I can't explained in words... Salute manmay bhai.... Jagannath sabu bele apanku bhala re rakhantu🙏 ⚫❗⚫🙏

  • @pranitabehera7197
    @pranitabehera7197 2 ปีที่แล้ว +13

    Finally Bhai ete apekhya ra anta ghati video aasigala🥰🥰 satare Bhai video Ta Bahuta Bhala lagila 🥰🥰 Big fan of manmay and sahab Bhai 🤘🤘

  • @subhrakantibag6731
    @subhrakantibag6731 2 ปีที่แล้ว +1

    thank you bhai bahut bhal sikshya thila

  • @Ipsita52
    @Ipsita52 2 ปีที่แล้ว +7

    Your story is unique. People will learn from your story. Keep changing the mindset of our countrymen by writing good stories like this.

  • @Vlog-yk6zh
    @Vlog-yk6zh 2 ปีที่แล้ว +8

    Love from ❤️ Balasore & Soro