So lovely song gulua bhaiku Mora koti namaskar au shree jagannath nka pakhare atiki guhari karuchhi gulua Bhai amiti avinaya karantu au ame tamku sabu bele dekhuthibu maskar gulua Bhai jai jagannath 🙏🙏🙏🙏
So lovely song gulua bhaiku Mora koti namaskar au shree jagannath nka pakhare atiki guhari karuchhi gulua Bhai amiti avinaya karantu au ame tamku sabu bele dekhuthibu maskar gulua Bhai jai jagannath 🙏🙏🙏🙏
So lovely song gulua bhaiku Mora koti namaskar au shree jagannath nka pakhare atiki guhari karuchhi gulua Bhai amiti avinaya karantu au ame tamku sabu bele dekhuthibu maskar gulua Bhai jai jagannath 🙏🙏🙏🙏
Very heart touching video 😢😭 Aji kali pua manankra dukha kosto kehi bujhibeni 😢 amiti nija jiban sathi bi hata chadi debe 😭😢💔 Sete bele lagiba jiban thai kete no thai kete 😞😭🙏
This is one of the Gulua bhai finest acting i have ever seen, and also thank to director to make this kind of video based on true story, There are many many true stories around us, if we put that in to picture and leave behind a good message, then it will inspire everyone..
What an amazing act played by all members... I'm especially giving thanks to Mr. Gulua sir for this extra-ordinary pathetic acting 1st time in his carrier❤❤❤ Really sir u made us emotional🙏🙏 🥹😪 & Felling blessed to watch my 3 year old little daughter Ishu act so well in such a sad crying scene in an pathetic act 🥺🥺🥹😪 I m feeling proud to be the father of you (Ishu) my little princess ❤❤❤Stay blessesd❤❤❤
Tama story bahut bhala thila gulua bhai mu gote kahani debaku chanhuchhi jouta ki mo kahani gote long story mu chanhuchhi apana gote long film karantu mo jibana re biti jaithiba bahut kharap time apananka film garantee successful heba au mo kahani bi loka janibe
ସମସ୍ତ ଦର୍ଶକ ବନ୍ଧୁଙ୍କୁ ଆମର ହାର୍ଦ୍ଧିକ ଅଭିନନ୍ଦନ, ଭଦ୍ରକ ଜିଲ୍ଲାରେ ଘଟିଥିବା ଏକ ନିଚ୍ଛକ ସତ୍ୟ ଘଟଣାକୁ ନେଇ ଆମେ ଏହି ଭିଡିଓଟିକୁ ଆପଣ ମାନଙ୍କୁ ଭେଟି ଦେଇଛୁ , ଦୟାକରି ଭିଡିଓ କୁ ସମ୍ପୂର୍ଣ୍ଣ ଦେଖନ୍ତୁ ଏବଂ ପୁରା ଶେଷରେ ଆମେ ଏହି ଘଟଣାର ଅରିଜିନାଲ ଚରିତ୍ର ମାନଙ୍କ ଫୋଟ ଦେଖାଇବା ସହିତ ସମାଜ ପାଇଁ ମଧ୍ୟ ଏକ ମେସେଜ ଦେବାକୁ ଚେଷ୍ଟା କରିଛୁ 🙏🙏🙏
❤u Bhai .. chhati fatijauchi re
ଭଦ୍ରକ ର କୋଉ Case?
Bhai kebe heithila kahibeli
Best creation bhai
Thank you🙏
କିଛି ଅଲଗା ଚେଷ୍ଟା କରିଛି ,ବାପି ଭାଇଙ୍କୁ ଧନ୍ୟବାଦ ଇମିତି ଗୋଟେ ସୁଯୋଗ ମତେ ଦେଇଥିବାରୁ
Thank you gulua ! all of you are excellent but you keep alive the story from starting to still the end 👍
🔥🔥🤟
❤❤❤❤
Love you bro❤❤❤❤
Super Bhai
ଗୋଟିଏ ସତ୍ୟ ଘଟଣା କୁ ଅତି ସୁନ୍ଦର ଭାବେ ଅଭିନୟ କରି ହୃଦୟ କୁ ସ୍ପର୍ଶ କରିଦେଇଛନ୍ତି ଆଉ ସୁନ୍ଦର ଗୀତ ମଧ୍ୟ ମନ କୁ ଛୁଈଁ ଗଲା ❤❤❤❤ ଆଖିରୁ ଲୁହ ବାହାରିଗଲା ଦେଖିକି
So lovely song gulua bhaiku Mora koti namaskar au shree jagannath nka pakhare atiki guhari karuchhi gulua Bhai amiti avinaya karantu au ame tamku sabu bele dekhuthibu maskar gulua Bhai jai jagannath 🙏🙏🙏🙏
So lovely song gulua bhaiku Mora koti namaskar au shree jagannath nka pakhare atiki guhari karuchhi gulua Bhai amiti avinaya karantu au ame tamku sabu bele dekhuthibu maskar gulua Bhai jai jagannath 🙏🙏🙏🙏
So lovely song gulua bhaiku Mora koti namaskar au shree jagannath nka pakhare atiki guhari karuchhi gulua Bhai amiti avinaya karantu au ame tamku sabu bele dekhuthibu maskar gulua Bhai jai jagannath 🙏🙏🙏🙏
ଏତେ ସୁନ୍ଦର ଅଭିନୟ ଆଉ ଏତେ ସୁନ୍ଦର ଗୀତ ଏତେ ଦିନ ହେଲା କଉଟି ଲୁଚେଇକି ରଖିଥିଲ ଆଜି ଶୁଣିବାକୁ ବାକୁ ପାଇଲି ଆଉ ଦେଖିବାକୁ ଗୁଲୁଆ ଭାଇର ଅଭିନୟ ଏତେ ଦିନ ପରେ ଗୋଟେ ଜବରଦସ୍ତ sad ଗୀତ ଦେଖି ଆଖି ପୁରା ଲାଗିଗଲା ସମୁଦ୍ର ହେଇଗଲା 😢
ଧନ୍ୟବାଦ୍ RCN MEDIA ❤❤❤
ଆମ ସୁରତ ଶ୍ରମିକ ଙ୍କ ମନର କଥା ବୁଝି ଏହି ଗୀତଟି କରିଥିବାରୁ ଆପଣଙ୍କ ସମସ୍ତ ଟୀମ କୁ ଧନ୍ୟବାଦ ❤️❤️❤️❤️❤️❤️q🙏🙏🙏🙏🙏🙏🙏
ଅତି ସୁନ୍ଦର । ଯିଏ ହସାଇ ପାରେ ସେ ଆଜି କନ୍ଦାଇ ଦେଲା। ବହୁତ ବହୁତ ଭଲ। ତମେ ଗାଲୁଆ ନାଁ ରଖିଛ କିନ୍ତୁ ଗାଲୁଆ ନୁହଁ ଜଣେ ଦାୟୀତ୍ଵବାନ ମଣିଷ। ଆଉ କିଛି ବେଶି କହିବି ନାହିଁ।
ଭିଡିଓ ଟି ନଦେଖି ଥିଲେ ଭଲ ହୋଇଥାନ୍ତା ସବୁ ବେଳେ ହସାଉ ଥୁବା ଲୋକ ଟି ଆଜି କନ୍ଦାଇ ଦେଲା,,, ବେଷ୍ଟ ଆକ୍ଟର ଗୁଲୁଆ ଭାଇ 😭
ଗୀତ ର ଗୋଟେ ଗୋଟେ ଶବ୍ଦ ହୃଦୟ କୁ ଛୁଇଁଲା ଭଳି ହେଇଚି, ଆଉ ନିର୍ଦେଶନା ଚମତ୍କାର 😊
କେମିତି ଧନ୍ୟବାଦ ଦେବି rcn media କୁ ଜାଣି ପାରୁନି ଏତେ ସୁନ୍ଦର ଭିଡ଼ିଓ ଟି ଭେଟି ଦେଇଥିବାରୁ ପୁରା ଭିଡ଼ିଓ କୁ ଦେଖି କାନ୍ଦି ପକେଇଲି ଆଜି ଯାଏ ଓଡ଼ିଆ ରେ ଏତେ sad ଭିଡ଼ିଓ ଦେଖିଚି ହେଲେ ସେମିତି କିଛି ନଥିଲା ହେଲେ ଏଇଟା ପୁରା ଅଲଗା... 🙏🏾
Verry nice herth touching song story bi beautiful my gulua bhai ❤ you
🙏 ମୁଁ lyricist ମନୋଜ ସାହୁ ପ୍ରଥମ ଥର ପାଇଁ ଏମିତି ଏକ ସତ୍ୟ କାହାଣୀକୁ ନେଇ ଦୁଃଖଦ ଭରା ଗୀତ ଲେଖିବାକୁ ପଡିବ ମୁଁ କେବେ ବି ଭାବି ନଥିଲି l Mr ଗୁଲୁଆଙ୍କ acting ଏମିତି ଥିଲା ମୁଁ ନିଜେ କିଛି ସମୟ ପାଇଁ ତାଙ୍କୁ ହିଁ real କାହାଣୀ ର ନାୟକ ବୋଲି ଭାବି ନେଇଥିଲି l ମୁଁ ଧନ୍ୟବାଦ ଦେଵି RCN media କୁ ଏମିତି ଏକ ଗୀତ produce କରିଥିବାରୁ l
Really very heart touching 😢😔😢
ଜୀବନଟା ସେତେବେଳେ ତୁଚ୍ଛ ଲାଗେ ଯେତେ ବେଳେ ଜୀବନଠୁ ଭଲ ପାଉଥିବା ଲୋକ ତୁମ ନିଜ ଭୁଲ ପାଇଁ ତୁମ ଠୁ ଦୁରେଇଯାନ୍ତି. ଗୋଟେ ସତ୍ୟ ଉପରର ଆଧାରିତ ଅତିସୁନ୍ଦର ଲେଖାଓ ଅଭିନୟ, ସବୁ ଭଲ ହେଇଛି କିନ୍ତୁ ଭାଇ ଛୋଟ ଛୁଆଟିକୁ ନେଇକି ଆତ୍ମହତ୍ୟା କରିବାଟା ଠିକ ନଥିଲା.....
ଏଇଟା ଗୋଟିଏ ସତ୍ୟ ଘଟଣା ଉପରେ। ବହୁତ ଭଲ ଲାଗିଲା।
Nice store akhi re luha asigala 😢😢😢
@Krishnabeura sir ଆପଣଙ୍କ ପ୍ରତେକଟି ଗୀତ ସୁପର ହିଟ ହେଇଛି ଆଉ ଆଜିର ଏ ଗୀତ ଅତି ସୁନ୍ଦର ହେଇଚି , ଏ ରିଅଲ ଷ୍ଟୋରୀ ରେ ଗୁଲୁଆ ଭାଇ ମଧ୍ୟ ଭଲ ଅଭିନୟ କରିଛନ୍ତି ଆଖିରୁ ଲୁହ ବାହାରି ଆସିଲା ,ପୁରା ଟିମ୍ କୁ ଧନ୍ୟବାଦ୍ 👍
ବିଚଳିତ କଲା ସମ୍ପୂର୍ଣ୍ଣ କାହାଣୀ । ଉପସ୍ଥାପନାର ପ୍ରତିଟି ଦିଗ ଏବଂ ଉପସ୍ଥାପନରେ ଜଡ଼ିତ ପ୍ରତିଟି ମଣିଷଙ୍କୁ ପ୍ରଶଂସା 🍂
ବ୍ୟକ୍ତିଗତ ରୂପେ ସାଇପଦ ଭାଇଙ୍କୁ ଶୁଭେଚ୍ଛା 🌼
ଧନ୍ୟବାଦ୍ ଭାଇ ❤
ଗୀତ ଲେଖାରୁ ଆରମ୍ଭ କରି ଭିଡ଼ିଓର ଶେଷ ପର୍ଯ୍ୟନ୍ତ ହୃଦୟ ଛୁଆଁ ହେଇଛି ; ଆଖିରେ ଲୁହ ଆସିବା ସ୍ବଭାବିକ ❤ କାହାଣୀର ସମ୍ପୁର୍ଣ୍ଣ ତଥ୍ୟ ଏହି ଭିଡ଼ିଓ ମାଧ୍ୟମରେ ସାମ୍ନାକୁ ଆଣିଥିବାରୁ ବହୁତ୍ ଧନ୍ୟବାଦ୍ 😊 Congratulations to the team and All the best 🎉
20 ବର୍ଷ ପରେ ମତେ ଆଜି ଗୋଟେ ଓଡ଼ିଆ ସିନେମା ଦେଖିଲା ପରି ଲାଗିଲା ଯାଉଥିରେ କି ଆଖିରେ ପାଣି ବାହାରି ଆସିଲା. Great story 🙏🙏🙏😢
ବହୁତ୍ ବଢିଆ ଲାଗୁଛି, ବାପି ଦସ୍ ଙ୍କ କାମ ବହୁତ ସୁନ୍ଦର। ଅଜିତ୍ ଭାଇ ଙ୍କ ଏଡିଟ ଜବରଦସ୍ତ, ଗୁଲୁଆ ଭାଇଙ୍କ ଆକ୍ଟିଂ ର ଗୋଟେ ନୁଆ ଝଲକ । ଜବରଦସ୍ତ ଲାଗୁଛି। Very sad story 😢
ସୁନ୍ଦର ଅଭିନୟ ଏବଂ ଏ ସତ୍ ଘଟଣା ଟି କୁ ଯେତେବେଳେ ମୁଁ ଶୁଣିବାକୁ ପାଇଥିଲି ବହୁତ୍ କଷ୍ଟ ଏବଂ ମର୍ମାହତ କରିଛି 😢😢😢
Right
ମୁଁ ଭାବୁଥିଲି ଭାଇ କେବଳ ହସେଇବା ଜାଣିଛନ୍ତି କିନ୍ତୁ ଅନ୍ୟ ମାନଙ୍କୁ😢 କନ୍ଦେଇ ବା ବି କଳା ଅଛି ଜୟ ଜଗନ୍ନାଥ ଅତି ସୁନ୍ଦର ❤
ଚମତ୍କାର୍, ଅତି ସୁନ୍ଦର ଅଭିନୟ... ସତ୍ୟ ଘଟଣା ଉପରେ ଆଧାରିତ ଏଇ ଉପସ୍ଥାପନା ସତରେ ଆଖିରୁ ଲୁହ ଝରେଇ ଦଉଛି.....
ସତ ରେ ଏହି ଭିଡିଓ ଟି ଦେଖିବା ପରେ ମୋ ମନକୁ ଦୁଃଖ ଯେତିକି ଲାଗିଲା ସେତିକି ଗର୍ବ ଲାଗିଲା। କାହିଁକି ନା ସତ୍ୟ ଘଟଣାକୁ କାହାଣୀ ରୁପରେ ଦେଖେଇଲେ। ଏମିତି ବହୁତ ସତ୍ୟ ଘଟଣା ଲୁଚି ରହିଛି। ମୋର ଆଶା ଆପଣ ଏମିତି ସତ୍ୟ ଘଟଣାକୁ କାହାଣୀ ମଧ୍ୟରେ ଆମମାନଙ୍କୁ ଭେଟି ଦିଅନ୍ତୁ।
Bhai case ta kan kahibe tike explain kari...
ସତ୍ୟ କାହାଣୀ ଉପରେ ଏତେ ନିଚ୍ଛକ ରୂପାନ୍ତରିତ ଅଭିନୟ ଦେଖି ଆଖି ଭିଜିଗଲା ଗୁଲୁଆ ଭାଇ...
ଜୟ ଜଗନ୍ନାଥ ସ୍ୱାମୀ..
Thanks for RCN media next video jaldi release karantu puni bapi das nk direction re
Best story and graphic bhut vala 😊
Video bahutu Sundar heichhi ଦେଖିକି ଆଖିରୁ ଲୁହ ଆସିଗଲା 😢👏👏👏
Guru emitika video fast time dekhili 🙏🙏
Hrudaya ru samastanku dhanyavaad.. E vali eka hrudaya sparshi music video re mote tike stana deithibaru.. 😢😢😢😢
Ete sundar video pura film vali laguchi 🙏🏾🙏🏾 ei gita ra director nku bohuta bohuta dhanyabada...
Prati ti middle class family ra real story 😢 ଏ କଷ୍ଟ କେବଳ ଆମ ଭଳି middle class family ra pila bujhi paribe
Bhala heichi video manaku chhuima pari heichi
Sundar direction by Bapi das❤
Super heichi bhai 💯💯 direction superb 👌💯💥👌
ଧନ୍ୟବାଦ୍ ମୋ ବଡ ଭାଇ ବାପି ଭାଇ ଓରଫ ସଞ୍ଜୀବ ଲେଙ୍କା ଙ୍କ ଅନନ୍ୟ ପ୍ରୟାସ କୁ
ସତରେ ହୃଦୟରୁ ଲୁହ ଝରିଲା ଭଳି ଷ୍ଟୋରି 😢😢 ଅଭିନୟ ଆଉ ଗୀତ ଅତି ସୁନ୍ଦର ହେଇଛି ❤ ମୋ ଆଖିରେ ଲୁହ ଆସିଗଲା 😢😓😞😞
Very Heat Touching Story. Excellent 👌👍❤❤❤ Very Nice..
Very heart touching video 😢😭
Aji kali pua manankra dukha kosto kehi bujhibeni 😢 amiti nija jiban sathi bi hata chadi debe 😭😢💔
Sete bele lagiba jiban thai kete no thai kete 😞😭🙏
Bahut bhala lagila bhai jay Jagannath 🙏🏻🙏🏻
Love from puritoka youtube channel ❤
ଭାଷା ନାହିଁ ମୋର ଏତେ ସୁନ୍ଦର କାହାଣୀ ❤❤❤
😢😢 luho aasigola Vai🥺🥺🥺😔😔😭😭😭
Heart touching vedio...
Really Most Heart Touching Video for Middle class family.....Thank You ....😢😢Akhire Luha asigala ..He JAGANNATH Prabhu Emiti kehi Nakarantu ...
This is one of the Gulua bhai finest acting i have ever seen, and also thank to director to make this kind of video based on true story, There are many many true stories around us, if we put that in to picture and leave behind a good message, then it will inspire everyone..
ସତ ଘଟଣା ଉପରେ ଆଧାରିତ
Heart touching song and vdo so beautiful 😍😢miss you bapa 🥺🙏😭😭
This heart bleeding performance by you gulua bhai is exceptional…love you ❤❤❤ from Cuttack.
Bohut bhala heichi videography 👏👏👏👌👌🙏❤️
Wooow congratulations team fr lovely work...🥰..bapi sir nyc direction..😍 💓thank u RCN media fr giving a chance to my daughter ISHU.😍
ଗୁଲୁଆ ଭାଇ ଆପଣଙ୍କୁ ଧନ୍ୟବାଦ ଏହି ଭିଡ଼ିଓ 😂😂କରିଥିବାରୁ
ହୃଦୟସ୍ପର୍ଶୀ ଅଭିନୟ ଗୁଲୁଆ ଭାଇ ❤
Bhai satare vari kasta hauchi tm video dekhila belaku heart touching
ଏ ଘଟଣାଟି ଆମ ଘର ପାଖର ଚନ୍ଦନ ଆଉ ତା ଛୋଟ ଝିଅକୁ ଧରିକି ବ୍ରିଜ୍ ତଳକୁ ଡେଇଁ ପଡ଼ିଥିଲା
Bhai kouthi heyithila . 😭 Please kahiba
Bhadrak akhuapada breze bhandraripokhari police station under @@jitendraswain4756
@@jitendraswain4756 bhandaripokhari police Station under Akhuapada bhadrak
Bahut bhala hoichi ❤❤❤😢😢
Super video 😊😊😊
1st time gulua bhainka video dekhi emotional heigali
Real story very sad & heart touching all are people 😢 show after this video .Thanks to all members make this type of video .❤❤
Bohuta sundar direction emiti director odia film pain darkar
ଆଜି ପର୍ଯ୍ୟନ୍ତ ସୁରଟ ଉପରେ ଥିବା ଖରାପ୍ କୁ ଚିନ୍ତା କୁ ବାଦ ଦେଇ ଥିବାରୁ ହୃଦୟରୁ ଧନ୍ୟବାଦ୍
Thank you Babibabu for the beautiful concept
❤
Heart touching story bro 😢😢
What an amazing act played by all members...
I'm especially giving thanks to Mr. Gulua sir for this extra-ordinary pathetic acting 1st time in his carrier❤❤❤
Really sir u made us emotional🙏🙏 🥹😪
& Felling blessed to watch my 3 year old little daughter Ishu act so well in such a sad crying scene in an pathetic act 🥺🥺🥹😪
I m feeling proud to be the father of you (Ishu) my little princess
❤❤❤Stay blessesd❤❤❤
Thenk lot wandar full voice...
Bhai very beautiful acting...god bless you ..keep it up...
ବାଃ !!
ଅତି ହୃଦୟସ୍ପର୍ଶୀ ହେଇଚି।
କିଏ କହିଲା ଓଡ଼ିଆରେ ସବୁ କପି ହୁଏ ବୋଲି, ଏଇ story ଦେଖିବା ପରେ ହୁଏତ କେହି ଏକଥା କହିବେନି❤
Beautiful concept really heart touching
ଭାଇ ଏମିତି ଗୋଟେ ଗୀତ ପୁରା ହୃଦୟକୁ ଛୁଇଁଗଲା 👍👍👍👍😥😥😥😥😥
Pura dil ku chuin gala bohut sundar story direction music everything mind blowing❤🥺🥺
ଅତି ସୁନ୍ଦର vedio ସବୁଠୁ ଭଲ କମ କରିଛନ୍ତି ବାପି ଭାଇ end reyli vedio ଆବାଜ ଦେଇଛ ଯୋଉ ତା ଦେଇକତିକି call କରିଛି ଅତି ସୁନ୍ଦର ଭାଷା ନାହିଁ ପ୍ରଶିସା କରିବାକୁ 😭😭😭
ଏଇ ଖବର ଦେଖିକି ଯେତିକି ଦୁଃଖ ଲାଗି ଥିଲା ଆଉ ହୃଦୟକୁ କଷ୍ଟ ହେଇଥିଲା ଆଜି ସେହି ଭିଡ଼ିଓ ଟି ଦେଖିଲା ପରେ ଆହୁରି ଅଧିକ ଦୁଃଖ ଲାଗୁଚି 🥺🥺 ଖାଲି ସେଇ ଖବକାଗଜମାନଙ୍କରେ ବାହାରି ଥିବା କଥା ମନେ ପଡ଼ି ଯାଉଛି 😢😢
Kouthi heyithila didi amiti
@@jitendraswain4756BHADRAK RE 😢
Ye story ta sabutharu Bahut bhala heichi
ଭାଇ ସତରେ ବହୁତ ଦୁଃଖ ଲାଗିଲା really story ମନେ ପଡିଲେ ଆଖି ରୁ ହୁଲ ଝରି ଆସୁଛି 😭😭😭ସେ ଝିଅ ଟା କହୁଥିଲା ବାପା ଆମେ ମରିବା କଣ ପାଇଁ ସେ କଥା ମନେ ପଡିଲେ ଲୁହ ଝରି ଆସୁଛି 😭😭😭ଏମିତି କେହି କରନି ଭାଇ ମlନେ ଏ ସବୁ ଭଲ ନୁହେଁ ଆମେ ଦିନେ ନା ଦିନେ ମରିବା କିନ୍ତୁ ଏମିତି କେହି ମରନି ପ୍ଲିଜ଼ 🙏🙏🙏😭😭😭
Bapi bhai salut for you to select the story thanks bhai ama manku ameti story ra pura live experience fill Kari thiba ru ❤❤❤
ଭାଇ ଆଖିର ଲୁହ କୁ ଆଉ ସଂଭାଳି ପାରିଲିନି ❤️❤️❤️🙏ଜୟ ଜଗନ୍ନାଥ 🙏🙏🙏
Right
Yes sir 😭😭
ଭାଇ ମନକୁ ଛୁଇଁଗଲା.... ଅତି ସୁନ୍ଦର ହେଇଚି ♥️♥️♥️♥️
Super mind blowing heart touching song Jay Jagannath
Wow... ❤️superb👍
Gulua Bhai 💯 Natural Acting Outstanding performance ❤😢🥀
Rcn media chanel ku 🙏🏾 ete sundar video anithibaru & director sir nku
Thank you 🙏
Heart touching song and video 😢
Super nice video 👍👍 thank you so much
Heart touching 😢
Bahut sunder direction bapi bhai .... Gita ta bahut sunder heichi 👍🔥
ବହୁତ ସୁନ୍ଦର
ସମାଜ ପାଇଁ ଭଲ message |ଆମ ପରିସ୍ଥିତି ପାଇଁ ଦାଦନ ଖଟିବାକୁ ବାହାର କୁ ଆସିବାକୁ ପଡୁଛି |ଯେତେ ଦୁଃଖ, କଷ୍ଟ
ଆସିଲେ ବି ତା ହାତ କେବେ ଛାଡନ୍ତୁ ନାହିଁ, କାହିଁକି ନା ତମ ପାଇଁ ନିଜ ସନ୍ତାନ ବଳିପଡନ୍ତି।
Mind blowing concept 👌👌 love from Keonjhar ❤️💕💖
Tama story bahut bhala thila gulua bhai mu gote kahani debaku chanhuchhi jouta ki mo kahani gote long story mu chanhuchhi apana gote long film karantu mo jibana re biti jaithiba bahut kharap time apananka film garantee successful heba au mo kahani bi loka janibe
ହୃଦୟ କୁ ଛୁଇଁଗଲା ✍️🔘‼️🔘😭🥰🥰♥️♥️
🙏😭😭😭Gulua bhai mo mana vitara Dara au dukha sabu ae video re rahici.....pura real life
Amazing. Choreography,🥰🥰,
Bhai ama surat pila nka dukha amitika❤❤❤❤❤❤❤❤❤❤❤❤❤❤❤❤❤❤❤❤
Very pathetic seen but actors are very good acting.congratulations this team members go a head to your sucess .
Gulua bhai so nice ati sundar haichi aji kandai dela ❤
Best wishes all team members ❤🎉🎉
ସବୁଦିନ ହସାଇ ଥିବା ମଣିଷ ଅଜି ଶତରେ କନ୍ଦାଇ ଦେଲା ସତରେ ଆକ୍ଟର ହବତ ଏମିତିକା I love you broo❤❤❤❤
Bhai super 😢
The real. story Abe amiti gotia news asi thila mu dekhichi
Awesome Act Mr. Gulua Bhai..! ❤
Heart melting song 😢💔🥺
ବହୁତ୍ ସୁନ୍ଦର୍ ମୋ ଭାଇ, ଗୋଟେ ସତ ଘଟଣା ଉପରେ ଆଧାରିତ ଏଇ ଭିଡିଓ ଟି, ଆପଣ ମାନେ ଥରେ ଦେଖନ୍ତୁ, ନିହାତି ଭଲ ଲାଗିବ, ଆଉ ଯଦି ଭଲ ଲାଗେ ତାହାଲେ like share comment subscribe ନିହାତି କରିବେ | 🥰🙏❤️
ଗୁଲୁଆ ଭାଇ ତମେ କନ୍ଦେଇ ଦେଲ