I salute and salute , media brothers.Your efforts are more then a chief Minister 's work.A new revolution starts from a corner and spreads all over odisha. I support you. Plz common people of this area should support the women and the media brothers.
Loisingha Block Kusmel Panchayat Antargat Phatabahal Gaan re Dirgha Barsha Helana Mada Bikri Karajauche entaki Khod Sthaniya Sarpanch Madhya Ethire Samprukta Achhan. Police ra Nak tale Mad Bikri kara hauche Police bi janisuni nirab Rahuche. Entaki Gaanra Jane Uchha dhani teacher Madhya Mada Bikrire Samprukt Achhan. Mada Band karajau entaki e Mada kuchhia manku support deuthiba byaktimanku aain parisaraku anajau. Good Step of Villagers of Fatabahal. Keep it up and I always support to Nibes Bhai & Mor Samiya.
ବହୁତ ବହୁତ ଧନ୍ୟବାଦ ସାର ମଦ ବନ୍ଦ ହେଉ
Madabandabhutabhalahaba
ଓଡ଼ିଶାରେ ଦେଶୀ ବିଦେଶୀ ମଦ ଦୋକାନ ବନ୍ଦ ହେଲେ, ମଦୁଆ ରପରିବାର ଲୋକେ ଖୁସିରେ ରହିବେ, ଓଡ଼ିଶାର ଉନ୍ନତି ହେବ, ଜୟ ଶ୍ରୀ ରାମ
ନିଶା ମୁକ୍ତ ରାଜ୍ୟ ଘୋଷିତ ହଉ
ଦେଶୀ ବିଦେଶୀ ମଦ ସବୁ ବନ୍ଧ କରାଯାଉ 🙏🏻🙏🏻🙏🏻ଜୟ କୋଶଲ୍❤
Mahuli thau 😂😂
ହେବା ଦରକାର
Desi thau ho bhai😂
ସବୁ ମଦ
ବହୁତ ବହୁତ ବହୁତ ଧନ୍ୟବାଦ ମୋରସମୀୟା କେ ❤❤❤❤❤
ବହୁତ ବହୁତ ଧନ୍ୟବାଦ ମୋର ସମିୟା ଆଶା କରୁଛି ଆଗକୁ ଇ ସବୁ ସମାଧାନ କରିବାକୁ ଚେଷ୍ଟା କରୁଛନ୍ତି
ବହୁତ ବହୁତ ଦାନ୍ୟବାଦ ଦା 🙏🙏🙏🙏🙏🙏🙏🙏
ଢେଙ୍କାନାଳ ଜିଲ୍ଲା
ମୋର୍ ସମିୟା ଜିନ୍ଦାବାଦ
ସମାଜ ଜାଗ୍ରତ ହେଉ, ସମାଜ ସଚେତନ ହେଉ। ଆପଣମାନଙ୍କ ଏଥି ପ୍ରତି ବିରୋଧ କରିଥିବା ହେତୁ ଧନ୍ୟବାଦ୍ 🙏
ଓଡ଼ିଶାରେ ମଦ ବନ୍ଦ କରାଯାଉ
Right bhai
Pura j dada
You are right sir
Desi vi bidesi vi
Bhala heba
Reporter bhai ତମ୍ କୁ ମୁଇ salute କରୁଛେ। ଧନ୍ୟବାଦ
ଓଡ଼ିଶାରୁ ପ୍ରଥମେ ମଦହଟିଵାଦରକାର
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଙ୍କୁ ମୋର ଅନୁରୋଧ ଦୟାକରି ଓଡ଼ିଶାର ମାଆ ଭଉଣୀ ମାନଙ୍କ ମୁହଁରେ ଟିକିଏ ଖୁସି ପାଇଁ ଓଡ଼ିଶାରେ ମଦ ବନ୍ଦ କରାଯାଉ .....🙏🙏🙏🙏🙏
ମଦ ବନ୍ଦ୍ ହେଲେ ବିକାସ୍ ହେବା ଆଉ ଦାଦନ୍ ସମସ୍ୟ ବନ୍ଧ୍ ହେବା
ସାରା ଓଡିଶା ରେ ବନ୍ଦ୍ ହେବର୍ କଥା
ମଦ ବନ୍ଦ୍ ହେଲେ ମାଁ ମାନଙ୍କୁ ସମ୍ମାନ ମିଳିବ🙏
ଯଦି ପୁରା ରାଜ୍ୟରୁ ମଦ ଓ ସଟା ବନ୍ଦ ହୋଇଯାଏ ତାହେଲେ ରାମରାଜ୍ୟ ହେବ ଓ ମୁଇଁ ଇ ସରକାର କେ କୋଟି କୋଟି ଧନ୍ୟବାଦ ଦେବି
ଭଲ ହେବା ମଦ ବନ୍ଦ୍
ମୋର୍ ସମିୟା ଜିନ୍ଦାବାଦ 🙏🙏🙏🙏🙏
ବହୁତ ବହୁତ ଧନ୍ୟବାଦ ମୋର ସମିୟା
Mor samiya news channel odisha ra 1 no channel ❤❤❤
ଓ ଡିଶା ରେ ମଦ ବନ୍ଦ କରାଯାଉ 👌👌
ଓଡ଼ିଶା ରେ ମଦ ବନ୍ଦ କରାଯାଉ ଜୟ ଶ୍ରୀ ରାମ
ବହୁତ୍ ଜଲଦି ମଦ ବଦ୍ କରା ଯାଇ
🙏🙏🙏🙏🙏🙏🙏🙏🙏
Mada band. Gajei chaliba
ମୋର ସମୀୟା ରିପୋର୍ଟର ଭାଇ କେ ଧନ୍ୟବାଦ୍ ❤❤🎉 ମଦ ବନ୍ଦ୍ କରାଯାଉ ଜୟ ଶ୍ରୀ ରାମ
ମଦୁଆ ମାଫିଆ ମାନଙ୍କ ସରକାର୍ ଉଠି ଯାଇଛି, ଏବେ ସୁସ୍ଥ ଓଡ଼ିଶା ଗଠନ କରିବାର ସମୟ ଆସିଛି, ଜୟ ଜଗନ୍ନାଥ 🎉
ମଦ ବନ୍ଧ ହଉ 🙏🙏
ଧନ୍ୟବାଦ୍ ସାର୍ ଆପଣଙ୍କୁ 🎉
ମୋହନ ମାଝି ସର୍ ମୋର ତରଫ ରୁ ପ୍ରଣାମ🙏🏻
ଆପଣ ବି ଜଣେ ଓଡ଼ିଆ ବାସି ଏଇ ମା ମାଉସୀ ମାଙ୍କର କଥା ଟା ରଖେବେ ବଳି ମୋର ଆଶା ଏବଂ ବିଶ୍ୱାସ । ମଦ ବନ୍ଦ୍ କରିବା ପାଇଁ ମା ମାଉସୀ ମାନଙ୍କୁ ଆପଣ କଥା ଦେଇଥିଲେ ଏବେ ସେ ସମୟ ଆସିଛି ସାର୍ । ଯଦି ନାରୀ କୁ ସୁରକ୍ଷିତ ରଖିବା ପାଇଁ ଚାହୁଁ ଛନ୍ତି ତେବେ ଓଡିଶା କୁ ନିଶା ମୁକ୍ତି କରା ଯାଉ । ଜୟ ଜଗନ୍ନାଥ 🙏🏻
ମୋର୍ ସମିଆକେ ଧନ୍ୟବାଦ
Odisha ru ମଦ ବନ୍ଦ ହଉ
ଭଲହେବା 😍
ଓଡିଶା ରେ ବନ୍ଦ ହଉ
Bahut sundar morsamia newest band hebar darkar
ଗାଁ ଗାଁ ର ମଦ କୋଠୀ ବନ୍ଦ ହେଉ
Bahut badhiya phatabahal ra maa,mousi,Nani,buhen manku au mor samiya repoter Bhai k
ଭାଟି ବନ୍ଦ କରୁନ୍ ଆଗ୍ଯା ମାନେ ଓଡିଶାରେ
Mor samiya jindabad sir
ମଦ ଦ୍ଵାରା ପରିବାରରେ ଏବଂ ଅନ୍ୟାନ୍ୟ ସମସ୍ତ ସ୍ଥାନମାନଙ୍କରେ ଅସନ୍ତୋଷତା ଦେଖିବାକୁ ମିଳିଛି ତେଣୁ ସମସ୍ତ ନିଶା ଦ୍ରବ୍ୟ ବା ଦେଶୀ ମଦ, ବିଦେଶୀ ମଦ,ଗଞେଇ ଇତ୍ୟାଦିକୁ ବନ୍ଦ କରାଯାଉ ।
ମା ମାଉସୀମାନେ ମଦ ବିକ୍ରି ବନ୍ଦ କରିବା ବା ନିଶା ମୁକ୍ତ କରାଇବା ପାଇଁ ସ୍ଵର ଉତ୍ତୋଳନ କରି ସମାଜକୁ ଏକ ସୁସ୍ଥ ଜୀବନ ପ୍ରଦାନ କରିପାରିବେ 🙏🙏🙏।
ବିଦେଶୀ ମଦ ଦୋକାନ ବନ୍ଦ କରାଯାଉ
ମଦ ବନ୍ଦ କର ସାର 😭😭🙏🙏
ସାର ମଦ ବନ୍ଦ ନାଇଁ କରନ ମହୁଲ ବେଟା ବନ୍ଦ ହେଉ
Sabu Mahul gachh katle
jek mahul beta band heba
Correct kataa
ସବୁ ବନ୍ଧ ହୋଇଯିବ
ଦେଶୀ ମଦ ବନ୍ଦକର
Sabu prakar mad band hou
Desi nai ki bidesi nai sabu mad band hau
Nai only bidesi band hau
ମଦ ବନ୍ଦ ହେଉ, ଦୁନିଆ କେ ବଞ୍ଚାଯାଉ
ବହୁତ ବଢିଆ ଆଜ୍ଞା ଜଲଦି କରୁନ
ମଦ ହଉଛେ ସବୁ ମନ୍ଦ ର କାରଣ, ମଦ୍ କେ ମାର ଲାତ୍
ବହୁତ ବହୁତ ଧନ୍ୟବାଦ ମା ମାନେ 🙏,
କିନ୍ତୁ ମଦ ବନ୍ଦ ହେଳେ ସରକାର ଚୋର ହୋଇଯିବ।
ମିଛ
@@MadanJued9125 ok
ନିଶା ମୁକ୍ତ ରାଜ୍ୟ ଘୋଷିତ ହେଉ
ବହୁତଭଲ କଥା
Bahut bhal video somya bhai
Bahut Sundar Hawa Dada
ଫଟାବହାଲ ର ମା ମାନଙ୍କୁ ଧନ୍ୟବାଦ୍
Respect for ମୋର୍ ସମୀୟା❤
ସବୁ ଗାଁ ର ମହିଳା ମାନେ ଏନ୍ତା ହେଲେ ଯାଏ ମଦ ବନ୍ଧ ହେବା .
ମଦ ମୁକ୍ତ ପିସି ମୁକ୍ତ ଓଡିଶା ସର୍ବାଦୌ କରାଯାଉ 🎉
Great job daa continue please
ଦେଶୀ ମଦ ଓ ବିଦେଶୀ ମଦ ବନ୍ଧ କଲେ ବିଜେପି ସରକାର ଚିରସ୍ଥାୟୀ ସରକାର ହେବା ପାଇଁ ଭୋଟ ଆଉ ନାହିଁ ହେନ୍ନା ପଶ୍ଚିମ ଓଡିଶା ପୁରା ସମର୍ଥନ 🙏🏼🙏🏼🙏🏼🙏🏼🙏🏼
ଧନ୍ୟବାଦ ମୋର ସମୀୟା
ଧନ୍ୟବାଦ ମୋର ସମିଆ ଭାଇ
ବହୁତ୍ ବହୁତ୍ ଧନ୍ୟବାଦ୍ ଦା ଜୟ କୋଶଳ ପୁରା ବନ୍ଦ କରା ଜଉ
ଇଥିର ଲାଗି police ଵାଲା 100% ଦାଇ ଆ
ମଦ ଦୁକାନ ରେ ମଦ ଘୁନୁ ଥିଲେ ପରମିସନ ଅଛେ
କିନ୍ତୁ ବାହାରେ ମଦ ପିଉ ଥିଲେ Police ଵାଲା ଧରୁ ଛେ.
ଓଡିଶା ରେ ମଦ ପୁରା ବଦ୍ଧ
କରା ଯାଉ 👍👍👍👍
Bahut badhiya kaam karicha👍
ସରକାର ସବୁ ଗା ଗା ରେ ମଦ ଦୋକାନ ବନ୍ଦ କରାଯାଉ ।
ଓଡ଼ିଶା ରେ ମଦ ବନ୍ଦ କରାଯାଉ
ମଦୁଆ ସରକାର ହାରିଲା, ନୂଆଁ ସରକାର ସାରା ଓଡ଼ିଶାରେ ମଦ ବନ୍ଦ ହେଉ, ସବୁ ପ୍ରକାର ସମସ୍ୟା ର ମୁଖ୍ୟ କାରଣ ମଦ , ତତ୍କାଳ ମଦ ବନ୍ଦ କରାଯାଉ । ଧର୍ମେନ୍ଦ୍ର ପ୍ରଧାନ 400 ୟୁନିଟ ବିଜୁଳି ଆଉ ମଦ ବନ୍ଦ ପାଇଁ ନିର୍ବାଚନୀ ପ୍ରଚାର ରେ ଘୋଷଣା କରିଥିଲେ ।
😅
Mada band karbarta nihati darkar baki freebies k support nai karbar katha. Srilanka ra abastha kana hela. Maybe electric bill rate kam kara jai.
କାହାକେ ମଦୁଆ କହୁଛୁ ବିଜେପି ସରକାର ମଦ ବନ୍ଦ କେଭେବି ନାଇଁ କରେ ଗେରେଣ୍ଟି ଦଉଛି
ବହୁତ ବହୁତ share କର ଯେନ୍ତା କି cm ଦେଖୁନ.... Jay mor somia..
Thanku morsamya bhut bhal ban
ଧନ୍ୟବାଦ ଦାଦା ପୁରା ମଦ ବନ୍ଦ କରାଯାଉ
ମାଦବନ୍ଦକରାଯାଉ ମାଙ୍କ ଆଶ୍ରୀବାତ୍ କରନ୍ତୁ ଶମା ମାନଙ୍କୁ🙏🙏🙏🙏🙏
Very good .....
ପହେଳା କୁଜ୍ନି ଭାଟି ବନ୍ଦ କରାଯାଉ ଖରେ ଖରେ ମଦ ଦୋକାନ ବନ୍ଦ କରାଯାଉ 🙏👍
ମୋରସମିୟାକୁଧନ୍ୟବାଦ
Right disisan ❤❤❤❤❤❤
ମଦ ବନ୍ଦ ହେବା ଦରକାର୍
Great work
Mada bandkara🎉🎉 🎉🎉❤❤❤❤
Namaste
ଗାଁ ସହର ସବୁଠି ବନ୍ଦ ହଉ ମଦ ଆପଣ ଙ୍କୁ ଏତିକି ଅନୁରୋଧ ପ୍ଲିଜ଼ ବିଜେପି ସରକାର
1 number sir mada pura band hau S H G Maa mane Good
ମଦ ବନ୍ଦ୍ କରାଯାଉ ନିହାତି ଆବଶ୍ୟକ ଜରୁରୀ
ଆପଣ ଙ୍କ voice ମଦୁଆ ଭଳିଆ ହଉଛି
ଯେଉଁଠାରେ ମଦ ତିଆରି ହେଉଛି ସେଠି ବନ୍ଦ ହେଉ
ଦେଶୀ ବିଦେଶୀ ସବୁ ମଦ ବନ୍ଦ କରାଯାଉ ମୁଁ ବହୁତ ଖୁସି ହେବି
ଦୟା କରି ମଦ ବନ୍ଦ୍ ନାଇ ହଉ କାରଣ ମଦ ବନ୍ଦ୍ ହେଇ ଗଲେ ଫାଷ୍ଟ ମୋର ସାଙ୍ଗ ଗୁଟେ ଘୁଡ଼ା ମଦୁଆ ଅଛେ ମଦ ନାଇ ପିଲେ ମରି ଯିବା ଯଦି ସରକାର ମଦ ବନ୍ଦ୍ କରି ଦେବା ବେଳେ ଆମେ ଦୁଇ ଜଣ ଷ୍ଟ୍ରାଇକ୍ କରମୁଁ ଜଳ ସତ୍ୟା ଗ୍ରହ କର୍ମୁ ଟ୍ରେନ୍ ରୋକ୍ କର୍ମୁ ପାଲ୍ୟମେଣ୍ଟ ଘେରାଉ କର୍ମୁ ଦରକାର ପଡବା ବେଳେ ସରକାର୍ କେ ଚେଞ୍ଜ କରି ଦେମୁ ଆମର ଦାବି ପୂରଣ ହଉ
ଆଉ ମୋର ବଡ ମା ମନ୍ କୁ ମୋର ଗୁଟେ ଅନୁରୋଧ ତମେ ମାନେ ମୋର ବବା ମନକୁ ମଦ ପିଇବାର ପହେଲା ବନ୍ଦ୍ କର ବାକି ମଦ ବନ୍ଦ୍ ନାଇ କର
ଆଉ ମଦ ବନ୍ଦ୍ ହେଇ ଗଲେ କାଣା କାଣା ଅସବିଧା ହେବା ଜେ କହୁଛେ ଫାଷ୍ଟ 1- ଗରିପ୍ ଦୁଃଖୀ ମାନେ ଜେନ୍ ମହୁଲ ବେଟି କରି ଦୁଇ ପଇସା କମଉଛନ ସେ ମାନେ କେନ୍ତା କର୍ବେ 2-ମଦ ଭାଟି ନେ ଜେନ ମନେ ଚାଖନ ବିକୁଛନ ସେ ମାନେ କେନ୍ତା କର୍ବେ 3 - ଜେନ୍ ମାନେ ମହୁଲ୍ ବେପାର କରୁଛନ ସେ ମାନେ କେନ୍ତା କର୍ବେ 4- ଜେନ ମାନେ ପାଉଚ୍ଚ ଜରି ବେଟି କରି ତାଙ୍କର ପରିବାର ପୁସୁଛନ ସେ ମାନେ କେନ୍ତା କର୍ବେ 5- ଆମର ରାଜ୍ୟ ସରକାର୍ 50 % ଟେକ୍ସ ନେଇ କରି ଆମର ରାଜ୍ୟର ଗରିପ ଦୁଃଖୀ ମନକୁ ଚାଉଳ ଭତା ହସ୍ପିଟାଲ ସ୍କୁଲ କଲେଜ ସବୁ କିଛି ରେ ଲଗଉଛେ ହେଟା କେନ୍ତା କର୍ବା
Sabuthikaheba nisaa maansa bandahele ghare dhana rahiba falare maaganaa khiaa loka kamiba
ଫଟାବାହାଲ ବଳିକରିନାଈ ଓଡ଼ିଶାର ସବୁ ଯାଗାକୁ ବଂଦ କରାଯାଉ ବହୁତ ଭଲ ହେବା 🎉🎉🎉🎉🎉🎉🎉🎉🎉
Mu bahutu khushi 😊
🙏🙏🙏ମୋର ସମିୟା🙏🙏🙏
ବହୁତ ଭଲ ହେବା ମଦ୍ ମନ୍ହେଉ
Very Good Work keep it up Sir 👏👏
Mor Samiya Jindabad
I salute and salute , media brothers.Your efforts are more then a chief Minister 's work.A new revolution starts from a corner and spreads all over odisha. I support you. Plz common people of this area should support the women and the media brothers.
ସବୁ ମଦ ଭାଟି ବନ୍ଦ୍ ହଉ
Right mor samiya jindabad
Mor samia jindabad
Loisingha Block Kusmel Panchayat Antargat Phatabahal Gaan re Dirgha Barsha Helana Mada Bikri Karajauche entaki Khod Sthaniya Sarpanch Madhya Ethire Samprukta Achhan. Police ra Nak tale Mad Bikri kara hauche Police bi janisuni nirab Rahuche. Entaki Gaanra Jane Uchha dhani teacher Madhya Mada Bikrire Samprukt Achhan. Mada Band karajau entaki e Mada kuchhia manku support deuthiba byaktimanku aain parisaraku anajau. Good Step of Villagers of Fatabahal. Keep it up and I always support to Nibes Bhai & Mor Samiya.
Good news sir ....
ଦେଶି ଓ ବିଦେଶୀ ସବୁ ବନ୍ଦ କରାଯାଉ
Mor samiya best news
Bahut badhiya da mada band heu
ମୋର ସମିୟା ବହୁତ ସୁନ୍ଦର କଭରେଜ୍ ଦାଦା 💌❤❤❤ ସତ କଥା କହେଲ ପଦେ ଦାଦା ଜେ ବେକୁଛେ ସେ ଖୁସି ଅଛେ ଆଉ ଜେ ପିଉଛେ ସେ ଖୁସି ଅଛେ ....ବାକି ଘରର୍ ପରିବାର ଲୋକେ ଦୁଃଖ ପାଏସନ ହଇରାଣ ହେସନ 🥹🥹
Very good.. ❤❤❤❤. Sir
ମଦବନ୍
ହେଉ