ସାମନାକୁ ଆସିଲା ଅସଲ କାରଣ, ଯେଉଁଥିପାଇଁ ଭରତପୁର ଥାନାରେ ଘଟିଗଲା ଏଭଳି କାଣ୍ଡ Bharatpur Police Station

แชร์
ฝัง
  • เผยแพร่เมื่อ 9 พ.ย. 2024

ความคิดเห็น • 143

  • @PravaskumarSamantaray
    @PravaskumarSamantaray หลายเดือนก่อน +51

    iic ସାଙ୍ଗରେ ଯୋଉ 4ଜଣ କୁ ପାକିସ୍ତାନ ବଡରରେ ଛଡ଼ାଯାଉ, ଜଣା ପଡିବ

  • @RahulNayak-ob3yb
    @RahulNayak-ob3yb หลายเดือนก่อน +77

    ଏ ବ୍ୟକ୍ତି ଜଣେ ପ୍ରଭାବ ଶାଳୀ ଲୋକ ହେଇଥିବାରୁ ନ୍ୟାୟ ପାଇଲା କିନ୍ତୁ ନିରୀହ ସାଧାରଣ ଲୋକଙ୍କୁ ପୋଲିସର ଦୁର୍ବ୍ୟବହାର ବିଭିନ୍ନ ସମୟରେ ହୁଏ କିନ୍ତୁ ସେମାନେ ନ୍ୟାୟ ପାଉ ନାହାନ୍ତି 😂😂

    • @binayakdas9438
      @binayakdas9438 หลายเดือนก่อน

      True enough

    • @sanvi5540
      @sanvi5540 หลายเดือนก่อน

      pura thik kahichanti gote sadharana jhia bohu ete ratire jaithile saguna bilua bhalia khai deiki pakei dei thante eguda.. cctv nai video kie karuchi.. video karei diagala kete bhagya ra katha.. police guda media balanku badei godanti jetebele kichi sata dekheibaku media bala prasna karanti

    • @iswarabag9523
      @iswarabag9523 หลายเดือนก่อน

      😊😊😊😊

    • @ashwinipanda7989
      @ashwinipanda7989 หลายเดือนก่อน

      Right

    • @rajaraju8095
      @rajaraju8095 หลายเดือนก่อน

      Right

  • @ksgaming7005
    @ksgaming7005 หลายเดือนก่อน +36

    ପାନ ଦୋକାନରେ cc TV ଲାଗିଛି ଥାନାରେ ନାହିଁ

  • @RajibPradhan-g9n
    @RajibPradhan-g9n หลายเดือนก่อน +32

    ଓଡ଼ିଶାରେ ପ୍ରତି ପୋଲିସ ଥାନା ରେ ଏମିତି ଚାଲିଛି

  • @srikanta671
    @srikanta671 หลายเดือนก่อน +20

    ସବୁ ପାଉଡର ଖାଇଛନ୍ତି
    ଭୂବନେଶର ପାନ ଦୋକାନୀ ରଖୁଛନ୍ତି

  • @JaiUtkalaMaa
    @JaiUtkalaMaa หลายเดือนก่อน +23

    ଆମେରିକାରେ ସବୁ ପୋଲିସ ଦେହରେ କ୍ୟାମେରା ଓ ମାଇକ୍ରୋଫୋନ ଲାଗି ଥାଏ । ଏଠି ଥାନାରେ ସାମାନ୍ଯ ସିସିଟିଭି ନାହିଁ। ଛଅ କୋଟି ଖର୍ଚ୍ଚ କରି ମଡେଲ ଥାନି ବନେଇଲ ପନ୍ଦର ହଜାର ଖର୍ଚ୍ଚ କରି ସିସି ଟିଭି କାହିଁକି ଲଗା ଗଲାନି। ପୋଲିସର କଳା କାରନାମା ସବୁ ଲୁଚାଇ ରଖିବାକୁ ।

    • @AjayakumarGochhi
      @AjayakumarGochhi หลายเดือนก่อน +2

      ତନ୍ଦନ୍ତ ହେଲେ ସବୁ କୁଣ୍ଡଳୀ ବାହାରିବ

  • @JaiUtkalaMaa
    @JaiUtkalaMaa หลายเดือนก่อน +14

    ରାଜଧାନୀରେ ସବୁ ଦିନ ଚୋରୀ , ଡକାୟତୀ । ଦିନ ଦି ପହରେ ଚେନ, ମୋବାଇଲ ଲୁଟ। ଶଳା ନିଇଟି , ଚଡି ପିନ୍ଧି ଶୋଇବେ । ଲୋକ କମପ୍ଲେନ ଦେଲେ ବାଡେଇ ଓଲଟା କେଶ ଦେବେ। ସିସି ଟିଭି କାହିଁକି ନାହିଁ ମଡେଲ ଥାନାରେ ।

  • @amareshamohanty69
    @amareshamohanty69 หลายเดือนก่อน +13

    ଭୁବନେଶ୍ବର ର ପଟିଆ ପାଉଡର ବେପାରୀଙ୍କ ଗନ୍ତାଘର। ସେଠାରେ ସାଧାରଣ ଜନତା ସୁରକ୍ଷିତ ନୁହନ୍ତି । ପାଉଡର ଖାଇ ନିଶା ରେ ଚୁର୍ ହେଲା ପରେ ଯୁବକ ମାନେ ଏଭଳି ହରକତ କରନ୍ତି । ଏ ନିତି ଦିନିଆ ଘଟଣା। ଆଉ ଏ ବେପାର ରେ କିଛି ଅସାଧୁ ପୋଲିସ ଅଫିସର ମାସିକିଆ ବଟି ନେଇ ତାଙ୍କୁ ସାହାଯ୍ଯ କରୁଛନ୍ତି।
    ତେଣୁ ପୋଲିସ ବିଭାଗ କୁ ସୁଦୃଢ କରିବାକୁ ହେଲେ ପ୍ରଥମେ ବଟି ବାଲାଙ୍କୁ ଚିହ୍ନଟ କରି ତାଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ। ଏହା ସହିତ ଚୋରା ପାଉଡର ବେପାରୀଙ୍କୁ ଶକ୍ତ ଦଫା ଲଗାଇ ଜେଲ୍ ପଠାଇଲେ ବହୁତ ଅପ୍ରିତୀକର ଘଟଣା ରୋକା ଯାଇପାରିବ।

  • @rajendradeheri8609
    @rajendradeheri8609 หลายเดือนก่อน +6

    ଆଜି କାଲି ଝିଅ ମାନେ ଥାନା ରେ ବି ସୁରକ୍ଷିତ ନାହାନ୍ତି

  • @jitendravs8223
    @jitendravs8223 หลายเดือนก่อน +6

    କେବଳ ସସପେଣ୍ଡ କଲେ କଣ ତାଙ୍କ ଇଜ୍ଜତ୍ ଫେରି ଆସିବ ଗୋଟେ ନାଟକ ଚାଲିଛି

  • @prasantakumarrout5906
    @prasantakumarrout5906 หลายเดือนก่อน +5

    ଜଗତସିଂହପୁର ଥାନାରେ ବି ଏମିତି ଅଫିସର ଅଛନ୍ତି l

  • @Indian-o1v
    @Indian-o1v หลายเดือนก่อน +8

    ପୋଲିସ୍ ଚାକିରି କରିଛନ୍ତି ବୋଲି ଇନ୍ଦ୍ରଚନ୍ଦ୍ର ମlନୁନାହାନ୍ତି

  • @jatratarangalunisahi2485
    @jatratarangalunisahi2485 หลายเดือนก่อน +8

    ସେ ଶଳାଙ୍କୁ ଆଗ ମାଡ଼ ଦିଅ ତା ପରେ ବିଚାର

  • @AnandOram-m3v
    @AnandOram-m3v หลายเดือนก่อน +16

    Mohon Majhi ro kanaku news jauni . Odisha ro cm morigala

  • @MalayaSatapathy-xo2mp
    @MalayaSatapathy-xo2mp หลายเดือนก่อน +4

    Right army

  • @tapanmohanta553
    @tapanmohanta553 หลายเดือนก่อน +1

    ନାରୀ କୁ ଆରେଷ୍ଟ କରାଯାଉ

  • @kamallochannayak9660
    @kamallochannayak9660 หลายเดือนก่อน +3

    DCP,And Commissioner Should be Suspended

  • @bapungiri8661
    @bapungiri8661 หลายเดือนก่อน +3

    ହାରାମି ସରକାର

  • @ashutoshnayak9323
    @ashutoshnayak9323 หลายเดือนก่อน +2

    ଝିଅ ଟି ବହୁତ ଉଧତ

  • @BenudharMajhi-oj2dd
    @BenudharMajhi-oj2dd หลายเดือนก่อน +2

    ଦୂର୍ବୃତ ମାନେ ଥିଲେ ଦିନ କୃଷ୍ଣ ର ନିଜ ଲୋକ। ସେମାନେ ଭୁବନେଶ୍ୱର ରେ କାହାରି କୁ ଖାତିରି କରିନାହାନ୍ତି ନାହିଁ

  • @bijayanandapanda8816
    @bijayanandapanda8816 หลายเดือนก่อน +2

    ମୋହନ ବାବୁ ଆଗକୁ ଆସି କୁହ ,କିଏ ହୋମ minister

  • @ThatEVGuyy
    @ThatEVGuyy หลายเดือนก่อน +2

    Wah re digital india , police station re cctv nai

  • @tapanamahapatrababu8705
    @tapanamahapatrababu8705 หลายเดือนก่อน +4

    Samanya chaa dokani au pana dokan re bi CCTV camera lagauchanti,Ate bada Thana heiki bi CCTV laga jaieni kemiti police babu mane upuri kemiti haba nahele Dhara padijiba

  • @Sams-g7h
    @Sams-g7h หลายเดือนก่อน +2

    Justice for odisha police

  • @DasmuBhatra-zu1lk
    @DasmuBhatra-zu1lk หลายเดือนก่อน +3

    Seti pain toh duty re taiki nighty pindhi ki khelo karuchanti

  • @Laki.Viki.890
    @Laki.Viki.890 หลายเดือนก่อน

    ସବୁ ଦେଖାଯାଉଛି କାହାର ଭୁଲ ସେ ମହିଳା କୁ ଆରେଷ୍ଟ କର

  • @pintuachary1184
    @pintuachary1184 หลายเดือนก่อน

    ବିଜେପି ସରକାର କାହାକୁ ଛାଡିବନି ଯିଏ ଦଶୀ

  • @Mohan07-y5h
    @Mohan07-y5h หลายเดือนก่อน

    I I C ପୋଲିସ ଟ୍ରେନିଂ ବେଳର ପାଠ ଭୁଲିଯାଇଛି । ଶଳାକୁ ଯୋତାମାଳ ପିନ୍ଧାଇ ରାସ୍ତାରେ ବୁଲାଇବା ଦରକାର ।

  • @lipakkumardas105
    @lipakkumardas105 หลายเดือนก่อน +3

    Se jhia powder khae thiba aga ta blood test kara jau

  • @SeemaMallick-z6s
    @SeemaMallick-z6s หลายเดือนก่อน

    ଖାଲି ଭାରତ ପୁର୍ ଥାନା ରେ ନୁହେଁ ଅନେକ ଥାନା ରେ ପୋଲିସ୍ ଗୁଡ଼ ଉଦ୍ଧତ ହେଇଗଲାଣି । ପୋଲିସ୍ ଗୁଡ଼ ଚୋର
    ସବୁ ପୋଲିସ୍ ନୁହେଁ କେତେ ଗୁଡ଼ିଏ ଅଯୋଗ୍ୟ ପୋଲିସ୍।
    ମୋର ନିଜ ଅଙ୍ଗେ ଲିଭା ଅନୁଭୂତି ନିଆଳି ଥାନାର ଅଫିସର ଜଗନ୍ନାଥ ପାଣିଗ୍ରାହୀ ଙ୍କ ପାଖ କୁ ମୁ ଆଉ ମୋ ବାପା ଜଣେ ବ୍ୟକ୍ତି ଜବରଦସ୍ତି ଆମ ଜମି ରେ ପସି ଗଛ ହାଣିଲା , ମୋ ମା ଙ୍କୁ ଅଭଦ୍ର ଭାଷା ରେ ଗାଳି କଲା ମାରିବାକୁ ବି ଠେଙ୍ଗା ବଡି ଉଚେଇଲା ମୁ ପ୍ରତିବାଦ କରିବାରୁ ମତେ ମାରଣାସ୍ତ୍ର ଧରି ଆସିଲା ମାରିବାକୁ ୮ଦିନ ପରେ ତା ବାପ ମରିଗଲା । ସେ ଗୁଣିଗାରେଡି ସନ୍ଦେହ କରି ଆମ ପରିବାର କୁ ହଣିକି ମାରିବ କୁ ଧମକ ଦେଲା ଆମେ ଥାନା କୁ ଗଲୁ FIR delu ହେଲେ ନିଆଳି ଥାନାର ଅଫିସର ଜଗନ୍ନାଥ ପାଣିଗ୍ରାହୀ ସାର୍ ଆମ କଥା ଶୁଣିଲେନି ବିନା ଦୋଷ ରେ ମୋ ପାପାଙ୍କୁ ଚୌଦ୍ଵାର ଜେଲ ରେ ମଡର୍ କେସ ରେ ପୁରେଇଦେବି ବୋଲି ଧମକ ଦେଲେ। ମୋ ବାପାଙ୍କୁ ଅଭଦ୍ର ଭାଷା ରେ ଗାଳି ଗୁଲଜ କଲେ ମୁ ଘଟଣା କଣ ହେଇଛି କହିବାରୁ ମତେ ପୁରା 4 ,5 ଜଣ ପୋଲିସ୍ ମତେ ଢମକେଇ କି ପାଟି କଲେ ଆଉ ଲେଡ଼ିସ ପୋଲିସ ଲଗେଇ ମାଡ ମାରିବେ ବୋଲି ଡରେଇଲେ । ଜଗନ୍ନାଥ ପାଣିଗ୍ରାହୀ ସାର୍ ଆପଣ ଥାନା କୁ ଆପଣଙ୍କ ଡ୍ରଇଂ ରୁମ୍ ବା ଖଟି ଆଡ଼ା ଭାବୁଥିଲେ କି ଆଉ ଆଇନ କୁ ଆପଣଙ୍କ ଡ଼ାୟେରୀର ମନଇଛା କବିତା ଭାବୁଥିଲେ ଯାହା ଇଚ୍ଛା ଟା କହିଯିବେ? ଆପଣ ପୋଲିସ ଚାକିରୀ ପାଇ written test ରେ କେତେ slangs ଲେଖିଲି ପାସ କରିଥିଲେ ? କଣ କହୁଥିଲେ ମତେ ତୋ କେଶ ରୁ କିଛି ମିଳିବ ? କାଇଁ ତମ କୁ ଦରମା ମିଳୁନି କି ଏତେ ଭିକ ମଗୁଛ ଗରିବ ଲୋକ ଙ୍କୁ ? ତମ ପରିବାର ର ଶିକ୍ଷା ଦିକ୍ଷା କଣ ଏଇଟା ଅଭଦ୍ର ଭାଷା ରେ ବିଚାର ନ୍ୟାୟ ଆଶାରେ ଆସିଥିବା ବୁଢ଼ା ଲୋକ କୁ ଗାଳି କରିବା ? ଆଇନ କୁ ନିଜ ବାପା ପ୍ୟାକେଟ ର କଲମ ଭାବୁଥିଲକି ପାଣିଗ୍ରାହୀ ସର୍ ମନଇଚ୍ଛା ଖେଳିବ ? କେତେ ଲାଞ୍ଚ ନେଇଥିଲା କେସ କୁ ଆପସ୍ ସମାଧାନ କରିବାକୁ ଜୋର୍ ଜବରଦସ୍ତ ବାଧ୍ୟ କଲ ?

  • @rakeshmohapatra1459
    @rakeshmohapatra1459 หลายเดือนก่อน

    ଛି ଛି ପୋଲିସ, ତମ କୁ ଧିକ 😡, ସୁଳୀ ରେ ଚଢ଼େଇବା ଦରକାର ।

  • @sandeepmohanty5236
    @sandeepmohanty5236 หลายเดือนก่อน +3

    Sabu video dekho ...... army nuha a girl sabu problems karichi.....

  • @mdjikria9657
    @mdjikria9657 หลายเดือนก่อน

    ପୋଲିସ ର fak ଭିଡିଓ ଜାଣିକି ପବ୍ଲିକ ରେ ଛଡା ଯାଉଛି ଅଙ୍କିତର ଭିଡିଓ କାହିଁକି ପବ୍ଲିକକୁ ଆସୁନି. ତାଙ୍କ ଫୋନରେ ଥିବା ଭିଡିଓ କୁ ଯାଞ୍ଚ କରାଯାଉ

  • @abinashnayak4692
    @abinashnayak4692 หลายเดือนก่อน +1

    No investigation take immediate stringent action because every thing is clear.

  • @gopalkrishnapattnaik5313
    @gopalkrishnapattnaik5313 หลายเดือนก่อน +2

    Case is in court..

  • @chittadas928
    @chittadas928 หลายเดือนก่อน

    Jaha ta pacharucha
    Quedtion sabu...ans daba kie

  • @ashokkumardas6003
    @ashokkumardas6003 หลายเดือนก่อน +1

    Maghia police ku ag ବାଡ଼l, ବାଳ କୁ duty କରୁଛନ୍ତି

  • @RajaJena-sj7qy
    @RajaJena-sj7qy หลายเดือนก่อน +1

    Cctv jail re lagu

  • @PravaskumarSamantaray
    @PravaskumarSamantaray หลายเดือนก่อน +1

    👍

  • @AnilNayak-h2x
    @AnilNayak-h2x หลายเดือนก่อน

    Suspend is wrong Decision

  • @pujadas3916
    @pujadas3916 หลายเดือนก่อน

    Odisha police sabu amiti

  • @AmbaiTudu
    @AmbaiTudu หลายเดือนก่อน +3

    Cc tv nahi Mane aeita thana nuhe paikhana

  • @devdev1238792003
    @devdev1238792003 หลายเดือนก่อน +1

    IIC andhar re Naga sapa gandi re hata marichi😂😂😂😂😂

  • @jhunumandal6864
    @jhunumandal6864 หลายเดือนก่อน

    😢😢😢

  • @sarojsahoo1643
    @sarojsahoo1643 หลายเดือนก่อน +2

    Every police station has not duty tm night has lock gate to sleep morning to open gate he is governed employee he is not action

  • @ଓଡ଼ିଆboyRUDRA
    @ଓଡ଼ିଆboyRUDRA หลายเดือนก่อน

    ଆରେ ଭାଇ ମାନେ ସେଇ ଝିଅ ତା micha kahuchi
    Where is proof of the allegations

  • @ashoksarangi228
    @ashoksarangi228 หลายเดือนก่อน

    To ensure impartiality and protect the integrity of investigations, it's essential that military personnel are involved, as relying solely on local police could lead to biased handling. The risk of evidence manipulation and character assassination, particularly in cases involving vulnerable individuals, demands a joint investigative effort between the army and police to guarantee a fair, honest, and transparent process.

  • @BubumamaCreation
    @BubumamaCreation หลายเดือนก่อน

    DG suspend haba jaruri

  • @AnuskaPriyadarsini-u9v
    @AnuskaPriyadarsini-u9v หลายเดือนก่อน

    Permanent jail should be them

  • @priyasarap9564
    @priyasarap9564 หลายเดือนก่อน

    Hii

  • @soumya7847
    @soumya7847 หลายเดือนก่อน +1

    Sl samatanku purao vitare

  • @pravakarnaik2481
    @pravakarnaik2481 หลายเดือนก่อน +1

    Bhratpur police station nuhein besya adda tenu cctv camera nahin galumaruchha .All the police station became blamed. All staff should be dismissed from duty till their alive.

  • @pratapmahanta4890
    @pratapmahanta4890 หลายเดือนก่อน

    Police right

  • @dhalamitkumar
    @dhalamitkumar หลายเดือนก่อน

    34 missed call from Bollywood....

  • @bhabanisankarbarik7204
    @bhabanisankarbarik7204 หลายเดือนก่อน

    Police ku badiaa darkar

  • @sunammajhi861
    @sunammajhi861 หลายเดือนก่อน +3

    Magia odisha pol
    ice ku bandare current shock lagei deba katha.madurchut police bala .dhethrika .. dhik police jibana

  • @ansumanpatra5676
    @ansumanpatra5676 หลายเดือนก่อน

    Modi ji nka tharu asila police power

  • @PrabhatSahoo-f3e
    @PrabhatSahoo-f3e หลายเดือนก่อน +1

    Badnam nuhe pura sata odisha police realre sabu randua o chora

  • @subhrajitmech
    @subhrajitmech หลายเดือนก่อน +1

    Udandi.

  • @lipuswain3957
    @lipuswain3957 หลายเดือนก่อน +1

    Bjd amala ru eha hoi chalichi.

  • @SkalamSk-j6y
    @SkalamSk-j6y หลายเดือนก่อน +1

    😡😡😡😡😡😡😡😡

  • @badalpattnaik9738
    @badalpattnaik9738 หลายเดือนก่อน

    😢😢😢😢😢

  • @rajeshbehera8116
    @rajeshbehera8116 หลายเดือนก่อน +1

    DGP KHURANIA KU TRANSFER KARA PUNJAB/ HARIYANA TANKA NIJA STATE RE TANKU TIGHT KARIDEBA INC CONGRESS/ AAP

  • @AnandOram-m3v
    @AnandOram-m3v หลายเดือนก่อน +3

    Odisha Bhaskar mohon Majhi kuade gola

    • @satyabannaik4539
      @satyabannaik4539 หลายเดือนก่อน

      Se tumar balada chheli charaibaku.

  • @prashanadandasena9871
    @prashanadandasena9871 หลายเดือนก่อน

    Odisha ra sabu thanare amiti chalichi

  • @DasmuBhatra-zu1lk
    @DasmuBhatra-zu1lk หลายเดือนก่อน

    Pano dakan re cctv au police station re cctv nhai etiki re janiba katha j odisha police ro awkat

  • @TapankumarAmat
    @TapankumarAmat หลายเดือนก่อน +1

    Emti police officer ku hani deba katha

  • @hareshchandranaik8065
    @hareshchandranaik8065 หลายเดือนก่อน

    Police means peace

  • @bidyadhartripathy1689
    @bidyadhartripathy1689 หลายเดือนก่อน

    Pura janch pare kiye thik bhul janapadiba

  • @AbhijitbhuyanAbhijitbhuy-xu3fx
    @AbhijitbhuyanAbhijitbhuy-xu3fx หลายเดือนก่อน +2

    Magiya police mora jagare jadi hemithi karnama Kariba jibana to maridebi

  • @khageswardas8256
    @khageswardas8256 หลายเดือนก่อน +1

    Toki yedu sadu kanda karithiba

  • @user-wv4mg1hm1h
    @user-wv4mg1hm1h หลายเดือนก่อน

    thaana re cctv lagila ki no lagila video camera kori dada giri dekhouthila seithi pain kila ta milichi...nijoku lawyer kohuchi kintu sonskaro nahi😃

  • @dharmendramajhi9808
    @dharmendramajhi9808 หลายเดือนก่อน +1

    A jhia raa Bar re mada pie bar vdo bhi upload heau.. AAU rasta re public sange jhagda Karu chhi fully drunk mood re...se vdo dekha then nijar nijar statement deba...... matter kichhi na Jani statement dia ni.... lady raa allegation 99% false

  • @sonyleone9983
    @sonyleone9983 หลายเดือนก่อน +1

    Fake Aligation

  • @Lipsita-s8i
    @Lipsita-s8i หลายเดือนก่อน

    This type of cash no investigation immediately look at last

  • @gaganbiharinayak2991
    @gaganbiharinayak2991 หลายเดือนก่อน +1

    Beimananku ------Ru Bahiskar karajaau.

  • @srikantapandit
    @srikantapandit หลายเดือนก่อน

    Odisha re Military sasan kara jau...odisha ra Bharatpur pare ..Burla,sambalpur police staff bi sei bhali..charo ..miss behave karanti samastakuin.

  • @ashiskhosla1249
    @ashiskhosla1249 หลายเดือนก่อน +1

    bjp govt shameless 😢

  • @chandan_vlogs786
    @chandan_vlogs786 หลายเดือนก่อน +1

    Jhia mane amiti hauchanti
    Ate mada pee matal
    Asabu nisa ra kamal,chiiiiiiiiiiiiiii amananka pain sara bharatare indian army or ODISHA police badnam

  • @Ranjeetkumar-g2b1p
    @Ranjeetkumar-g2b1p หลายเดือนก่อน +1

    Baba re bjp ra achedin

  • @dkonlinestudy2194
    @dkonlinestudy2194 หลายเดือนก่อน

    Mamita meheraku police justice dei parilani.

  • @sharatchandrapradhan2009
    @sharatchandrapradhan2009 หลายเดือนก่อน

    No homan right Violations

  • @gayatrimuduli5352
    @gayatrimuduli5352 หลายเดือนก่อน

    Why modiji silent

  • @Khansirfamilyfans
    @Khansirfamilyfans หลายเดือนก่อน +2

    Police ki baap ki rajat idhar nhi hai kisi ladki ke sath iss tarha harkat karega

  • @dhalamitkumar
    @dhalamitkumar หลายเดือนก่อน

    Kain one side reporting karucha re media bala...

  • @pramodkumarhati7519
    @pramodkumarhati7519 หลายเดือนก่อน

    iic sangare jou charijan pakistan border pathha jau.kasta kn janipariba

  • @BijayaKumarsahuBijayaKumar-q8i
    @BijayaKumarsahuBijayaKumar-q8i หลายเดือนก่อน +1

    Chakeriru bahara karidia

  • @AlokNaik-jp8rv
    @AlokNaik-jp8rv หลายเดือนก่อน

    Se policemananku jobru bahara karajau

  • @sachintarei2589
    @sachintarei2589 หลายเดือนก่อน +1

    Ladki ka Nasa utar gaya kya?

  • @dhalamitkumar
    @dhalamitkumar หลายเดือนก่อน +1

    Madam nkar ki acting ... video asilani mdamnkar aau bar ra video bi...

    • @daku7689
      @daku7689 หลายเดือนก่อน

      Kn hela sethu To gandi Poruchi kainki Se Bar Re pila kn Crime kridela Govt kainki Bar kholuchi

  • @khageswardas8256
    @khageswardas8256 หลายเดือนก่อน +1

    Sabu maaghia michha......odiya people are nt that bad. ...

  • @pravatachandrarath2847
    @pravatachandrarath2847 หลายเดือนก่อน

    Sabu thanare, police ragundagiri

  • @wanderlustkasturi
    @wanderlustkasturi หลายเดือนก่อน

    Navin Sarkar time re ei Sabu police station baneithile but camera lageibaku Sarkar ra paisa nathila ya fir Sarkar camera lageibaku vuli jaithile 😡 ethi mu kou Sarkar ku support karuni but etiki kahibi j 24 years ra govt ku loka judge karu nahanti jab ki ei Sabu tanka time re ticari hei thila but 100 days ra Sarkar ku loka khub judge karuchhanti jab ki new Sarkar ku Sabu setup re b tk time lagiba . 24 years re hei Pari nathila jinsa 100 days re hei jai thanta waahhh

  • @PossibleEverything777
    @PossibleEverything777 หลายเดือนก่อน +1

    Abhi toh army ka karbay nehin hua hein bas trailer pe chal raha hei jab army apne pe ayega tab kya hoga kalia yeh sab supreme court ko jayenge koi bhi nehin bachega it's true

  • @pradeepnayak3392
    @pradeepnayak3392 หลายเดือนก่อน

    Police station purba video tike dekhantu. Ehi lady kiuvali lokanka saha vyabahaar karuthila.

  • @MrutyunjayMishra-s4f
    @MrutyunjayMishra-s4f หลายเดือนก่อน

    In my opinion after observation of all videos and news, Police personnel's are not that much guilty as it represented. The duty of police is 24x7,they are also human beings, people are getting annoyed with police just because of their personal issues, It will take time to resolve issues because police is not a superman. Many people tried to suppressed police men by showing son of politician, daughter of Army personnel etc. I hope, that's what happened with the victim at that police station is only the reaction of police to calm down the victim. Biting, beating and attack to police in the police station is not at all an activity of a social complainer.

  • @mantumahananda961
    @mantumahananda961 หลายเดือนก่อน

    Police Mane hi kharap

  • @ashoksethy6675
    @ashoksethy6675 หลายเดือนก่อน

    Uterkoriya kanun apply karajau .

  • @BijayaKumarsahuBijayaKumar-q8i
    @BijayaKumarsahuBijayaKumar-q8i หลายเดือนก่อน

    Amanaku fashi diajsu

  • @OdishaDiary_01
    @OdishaDiary_01 หลายเดือนก่อน

    Jhia ra sabu bhul