🌿 ବାକି ମହିଳା ଙ୍କୁ ସୁଭଦ୍ରା ଟଙ୍କା କେବେ ମିଳିବ ? ll 🌿 Baki Mahila Nku Subhadra Tanka Kebe Miliba ll
ฝัง
- เผยแพร่เมื่อ 2 ก.พ. 2025
- 💧About This Video :-
🪔...💐💐.......🌿......🌸......🌿........💐💐....🪔
ସୁଭଦ୍ରା ଯୋଜନା ଯେଉଁ କିଛି ମହିଳା ଙ୍କୁ ଟଙ୍କା ମିଳି ନାହିଁ , ସେମାନଙ୍କୁ କେବେ ମିଳିବ ? ସେମାନଙ୍କ ର ସରକାର ଙ୍କ ପ୍ରତି ମନ କେଉଁ ଭଳି ଭାବନା ଅଛି । ସେହି ଉପରେ ଏହି Video ଟି ।
💧 Channel Purpose :-
ଜୟ ଶ୍ରୀ ରାମ ,
ନମସ୍କାର 🙏
ମୋର ପ୍ରିୟ ଓଡ଼ିଶା ବାସୀ --
ଆପଣ ମାନେ ମୋ ଦୃଷ୍ଟିରେ ଜଣେ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି। ଆପଣ ମାନେ ହେଉଛନ୍ତି ମୋ ଦୃଷ୍ଟି ରେ ଜଣେ ଜଣେ ମୋ ପରିବାର ର ସଦସ୍ୟ ।
ଆପଣ ମାନଙ୍କ ପାଖରେ ସବୁଠାରୁ Best And Perfect Information ଦେବା ହେଲା ମୋର ଲକ୍ଷ୍ୟ ।
ଯଦି , ମୁଁ ଆପଣଙ୍କୁ କିଛିବି Video ରେ ଭୁଲ କଥା କହିଦେଲି , ତେବେ ଆପଣ ମାନେ ନିସଙ୍କୋଚ ମନ ରେ Comment ରେ ଲେଖନ୍ତୁ । ମୁଁ ସେଇ ଭୁଲ କୁ ନିଶ୍ଚିତ ରୂପରେ ସଂଶୋଧନ କରିବି । ଯଦି , ଆଉ କିଛି Video ରେ Advance Leval ପାଇଁ ଓ ଅନ୍ୟ କୌଣସି ବିଷୟ ଉପରେ କରିବା ପାଇଁ ଆପଣଙ୍କ ମନ ରେ ଇଚ୍ଛା ଅଛି । ତେବେ Comment ରେ ଲେଖନ୍ତୁ ।
🪔...💐💐......🌿.......🌸......🌿........💐💐....🪔
💧My Video Topics :-
1) 🧖 Motivational News : • 🧖 Motivational News
2) 📉 Business News : • 📉 Business News
3) 🎞️Entertainment News : • 🎞️ Entertainment News
4) 📰 Odisha Political News : • 📰 Odisha Political News
🪔...💐💐.......🌿......🌸.......🌿........💐💐...🪔
💧My Before Videos :-
1) କଣ ସବୁ ଯୋଜନା ବନ୍ଦ ହେଇଯିବ ?
2) ଭୋଟ କାହାକୁ ଦେବା ?
3) ଛାମୁଙ୍କ ଇଂରାଜୀ ଭାଷଣ -
4) ଓଡ଼ିଶା ଶିକ୍ଷକ ନିଯୁକ୍ତି ଦୁର୍ନୀତି -
5) ରାମ ମନ୍ଦିର ଶୀଘ୍ର ପ୍ରାଣ ପ୍ରତିଷ୍ଠା ର କାରଣ -
6) ଅର୍ପଣ ରଥ ର ରହସ୍ୟ -
🪔...💐💐........🌿......🌸......🌿........💐💐...🪔
💧 Follow Me On :-
1) Odia Facebook Page : www.facebook.c...
2) Odia WhatsApp Channel :(whatsapp.com/c... )
3) Instagram : www.instagram....
ମୁଁ ଆପଣ ମାନଙ୍କୁ ଅନୁରୋଧ କରୁଛି ଯଦି, ମୋ Video ଆପଣ ମାନଙ୍କୁ ଭଲ ଲାଗୁଛି । ତେବେ ଆପଣ ମାନେ ଏହି Channel କୁ Subscribe କରନ୍ତୁ , ଓ ସମସ୍ତ Video କୁ Like And Share କରନ୍ତୁ ।
🪔...💐💐.......🌿......🌸......🌿........💐💐....🪔
#odisha
#odia
#bjp
#bjp_government
#Odisha_Goverment
#subhdra
#yojona
#Devraj_Patri_Odia
ମୋର ପ୍ରିୟ ଓଡ଼ିଶା ବାସୀ, ଆପଣ ମାନଙ୍କୁ ଏହି Channel ରେ Video କେମିତି ଲାଗୁଛି । ଆପଣ ଙ୍କ ମତାମତ ଦିଅନ୍ତୁ।
ଦୟାକରି ସ୍ଵାସ୍ଥ୍ୟ ଶିକ୍ଷା ଛଡ଼ା ଆଉ କୋୖଣସି ମାଗଣା ଯୋଜନା ଦିଅନ୍ତୁ ନାହିଁ
ଏକ ଦମ ଠିକ କଥା କହିଛ, ମୋର ପ୍ରିୟ ବଡ଼ ବଡ଼ ଭାଇ।
Fake news.
ଧର୍ଯ୍ୟ ର ଫଳ ସବୁ ବେଳେ ମିଠା ହୋଇଥାଏ। ଧର୍ଯ୍ୟ ଧର ସରକାର ସୁଭଦ୍ରା ଟଙ୍କା ନିଶ୍ଚିତ ରୂପରେ ପ୍ରଦାନ କରିବେ । ମୋର ପ୍ରିୟ ବଡ଼ ଭାଇ ।