ଖେଳ କରୁଛନ୍ତି କାହ୍ନା ଭାଇ ଯାତ୍ରା ସିଂହବାହିନୀ ରେ ବାସର ରାତି କେମିତି କଲେ କାହ୍ନା ସ୍ୱାଇଁ
ฝัง
- เผยแพร่เมื่อ 6 ก.พ. 2025
- ଖେଳ କରୁଛନ୍ତି କାହ୍ନା ଭାଇ ଯାତ୍ରା ସିଂହବାହିନୀ ରେ ବାସର ରାତି କେମିତି କଲେ କାହ୍ନା ସ୍ୱାଇଁ
#odiajatra
#jatrasingerdkrishna
#jatrasinghabahini
#entertainmentvideo
#newjatra
#newnataka
#sabupremagapaadharusare
#kanhaswain
#sweety
#odiajatrascene
#jatra
#dkrishnasinger
#jatravideo
Please Like Share Comments Subscribe & Click Bell Icon Thank You
Viree viree nice 👍👍👍👍, ଜୟ ଜଗନ୍ନାଥ ଯାତ୍ରା
Kanha Bhai dilogue delivery zabardast ❤❤
Khana Bhai nice ecting
Kanha diadlogue, delivery and modulation nice,krishna jee namskar
କିନ୍ତୁ ହରିପୁର କୁଞ୍ଜ ମେଳାରେ ବାଜିମାତ କଲେ ଟାହିଆ ଭାଈ , ଯାତ୍ରା ଶିବାନୀ । ଯାତ୍ରାରେ ଅଶ୍ଳିଳ ତା କୁ ଗୁରୁତ୍ଵ ନଦେଇ ଯାତ୍ରା ଜଗତର ନୀର ସ୍ୱାଇଁ, ଦୈତାରୀ ପଣ୍ଡା, ଲୋକନାଥ ଲେଙ୍କା, ଦେବୀ ପ୍ରସାଦ, ମଣିଭଦ୍ର, ରବି ଶତପଥି ଭଳି କଳାକାରଙ୍କୁ ଅନୁକରଣ କଲେ ଯାତ୍ରା ଅଧିକ ଦିନ ରହିବ ନଚେତ୍ କାହ୍ନl, ଦୟା,ଜିନା, ଚଗନିଁ, କଣ୍ଢେଇ,ଗୁରୁ,ଭିକାରୀ ଭଳି କିଛି କଳାକାର ଙ୍କ ପାଇଁ ଯାତ୍ରା ର ଅନ୍ତ ଘଟିବ ।
ଏକଦମ୍ ଠିକ୍ କଥା କହିଲ ଭାଇ all right 👍👍👍👍👍👍
ହଁ ଠିକ୍ କହିଛ । ଯେ ଚରିତ୍ର ର ଅଭିନେତା ମାନେ ଖରାପ କରୁଛନ୍ତିି । କିନ୍ତୁ ଯାତ୍ରା ଖରାପ କହିବା ଟା ଭୁଲ୍ ନା ..... । ଟାହିଆ ଭାଇ ଭଲ କଲେ ...... କି କାହ୍ନା ଖରାପ କଲେ । କଥା ସେଠି ନୁହେଁ । କଥା ହେଉଛି ଯାତ୍ରାର ଗପ , ସଂଳାପ , ନିର୍ଦ୍ଦେଶନାରେ ଇତ୍ୟାଦି ଉଚ୍ଚକୋଟୀର ହବା ଦରକାର ।
@@RajeshkuGuin ଯେଉଁ ସମୟରେ କାହ୍ନl ଭାଈ ଜଗତର ନାଥ ଜଗନ୍ନାଥ ଙ୍କୁ ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଦୁଃଖ ଦେଇ ଭିରେଲ୍ ହୋଇଥିଲେ , ସେହି ଘଟଣାରେ ଯାତ୍ରା ଜଗତର ସୁପରିଚିତ ସୁଦକ୍ଷ ଯୁବ ଖଳନାୟକ ମିଲନ ଭାଈ ମନ୍ତବ୍ୟ ରଖିଛନ୍ତି ଯେ କୌଣସି ନିର୍ଦ୍ଦେଶକ ବା ସଂଳାପ ଏପରି ରଖନ୍ତି ନାହିଁ ।
Good acting by Kahna Bhai.
କିଛି ନୂତନତ୍ତ୍ୱ ଅଛି, ଛି ଛି, କୀ ଭଳି ସଂଳାପ????
କାଇଁ ଦେଖୁଛ ।
Good acting top krishna bhai, Jay jagannath
Nice singing ❤❤❤kanha Bhai
Kanha swain good acter
D Krishna bhai namskar
Kanha bhai always👑
Khana bahi best villan ❤❤❤❤
Kanha bhai is always RAJA i new generation....
Kn kahuchanti krishna bhai...?
Bhadrak re dekhithili 4 night 🌃🌃 jatra
Jay jagannath
Mu sunibaku pauchhi, jatra sing bahini, kanha au tiki duee jana ku 70 lakha re book karichhi, kintu singh bahini ra lose heb au jatra party dubi jiba, jemiti soumya patanaik nkar jatra party dubi gala bollywood actor nku book kari, jatra party owner au puja committee mane per night max 1 lakh demand karantu au ticket value max 100 rupee rakhantu, au senior jatra actor manku max 7 lakh to 8 lakh psyment karantu, na hele jatra party industry budi jiba karan abe corporate house jeu mane jatra kichhi na jani jatra party ra owner heuchhanti au ahi half educated or ill literature person manku high much amount re book kariba kathha nuhe,reason graduate govt post painee min 35000 per month au max 70000per month salary pauchhanti,tenu my humble request to all jatra party owner & committee not book the jatra party more than 1 lakh per night & ticket should not more than 80 to 100 rupees
100%👍 right
Double jodi,badhia.
Kanha nku ollywood industry re kama daba katha
Mana ghada kalakara khana bala kalakara
Jatra name ?
Full jatra name
ଚଳିବ
Eita aslila ta nuhen bodhe...bhadua dala kemiti society re rahuchanti kejani....emankara family maa bhauni jhia bhai bhauja dada khudi bapa bou achhanti ki nahin doubt....salanku Lanka dhuan dei deba katha....
Halani.charetra
Bdk camp kebe achi
Tu Raja nuha be Tu gote geja
Jay Jagannath