ପାଠ ପଢି ଉଚ୍ଚ ଶିକ୍ଷିତ ହେଲେ ଆଜି ମୋ ହାତରେ ବେଲଚା || A1 ODIA

แชร์
ฝัง
  • เผยแพร่เมื่อ 19 ม.ค. 2025

ความคิดเห็น • 521

  • @jogindramallik79
    @jogindramallik79 2 ปีที่แล้ว +113

    ପରିସ୍ଥିତି ବହୁତ ବଡ ବଡ ଲୋକଙ୍କ ସ୍ବପ୍ନ ଭାଙ୍ଗି ରାସ୍ତା କୁ ଟାଣି ଆଣେ ଯିଏ ହାରି ଯାଏ ସିଏ ଦୁନିଆ ରେ ମରି ଯାଏ ଆଉ ଯିଏ ପରିସ୍ଥିତି କୁ ସାମ୍ନା କରେ ସିଏ ହିଁ ବିଜୟ ର ଘଣ୍ଟି ବଜାଏ 🙏🙏🙏

  • @SushantaKuNayak
    @SushantaKuNayak 2 ปีที่แล้ว +41

    କର୍ମ କରିଚାଲ ଭଉଣୀ ଭଗବାନ ନିଶ୍ଚିତ ଭାବରେ ତୁମର ଦୁଃଖ ଶୁଣିବେ God bless you

  • @ekadasiaremta2139
    @ekadasiaremta2139 2 ปีที่แล้ว +51

    ଭଉଣୀ ଲିଲି ତମ ପରିଶ୍ରମ ର ଫଳ ଟା ଜଗନ୍ନାଥ ଅମୃତ ଠୁ ଆହୁରି ମଧୁର ରେ ତମ ଜୀବନ ଟାକୁ ଭରି ଦିଅନ୍ତୁ , ଲିଲି ତୁମେ ସତ୍ୟ ପଥରେ ସବୁବେଳେ ଯାତ୍ରା କରିବ ଜଗନ୍ନାଥ ତମର ଶକ୍ତି ପରୀକ୍ଷା କରୁଛନ୍ତି ?

  • @raghumaninayak9593
    @raghumaninayak9593 2 ปีที่แล้ว +38

    ଭଗବାନ ତୁମର ମଙ୍ଗଳ କରନ୍ତୁ, ତୁମେ ଜିବନଯୁଧରେ ହାରି ନ ଯାଇ ସଂଘର୍ଷ ଜାରି ରଖ ଦେଖିବ ଦିନେନା ଦିନେ ଭଗବାନ ଡାକ ଶୁଣିବେ । ଜୟ ମାଆ ତାରିଣୀ, କେନ୍ଦୁଝର ଚମ୍ପୁଆ।

  • @RS-yn2bd
    @RS-yn2bd 2 ปีที่แล้ว +8

    ଭଗବାନ ତୂମର ଡାକ ଶୁଣୁଛନ୍ତି
    ଖୁବଶୀଘ୍ର ତମେ ଶିକ୍ଷୟିତ୍ରୀ ହେବ
    ଜୟ ଜଗନ୍ନାଥ ସ୍ବାମୀ

  • @balaramnath2903
    @balaramnath2903 2 ปีที่แล้ว +23

    ହେ ଭଗବାନ୍ ଏଠି କିଏ ପଅଇସା ଥାଇବି ପଢିପାରୁନି କିନ୍ତୁ ଏଠି ପଅଇସା ନଥାଇବି ଟପର ,ଏ ହଅଉଛି ଆମ ନବିନ ବାବୁଙ୍କର No1ମୃଖ ମନ୍ତ୍ରୀ

    • @bijaykhuntia868
      @bijaykhuntia868 2 ปีที่แล้ว

      WB style education system in coming days...

  • @manujpatra1994
    @manujpatra1994 2 ปีที่แล้ว +96

    ଭଗବାନ ନିଶ୍ଚିତ ତମର ଡାକ ଶୁଣିବେ ନିଜର ଚେଷ୍ଟା ଜାରିରଖ 🙏🙏🙏god bless you 🙏🙏🙏🙏

  • @Ramesh-mi9mq
    @Ramesh-mi9mq 2 ปีที่แล้ว +29

    ଆମ ଗରିବ ଲୋକ ପାଇଁ ,bhauni କର୍ମ ହି ଆମ ପାଇଁ ଭଗବାନ 🙏🙏🙏କିନ୍ତୁ ଆମ କଷ୍ଟ ଆମେ କାହାକୁ କହୁନୁ🙏🙏🙏ଜୟଜଗନ୍ନାଥ 😭😭😭

  • @chaitanyabariki810
    @chaitanyabariki810 2 ปีที่แล้ว +15

    ଠାକୁର ତୁମକୁ ଆଶିର୍ବାଦ କରନ୍ତୁ 🙏 ବନ୍ଦେ ଉତ୍କଳଜନନୀ 🙏

  • @pabitrapanda2136
    @pabitrapanda2136 2 ปีที่แล้ว +47

    ଆଖିରେ ଲୁହ ଆସିଗଲା,,,, ସତରେ ଏ ସରକାର ର ତେଲିଆ ମୁଣ୍ଡରେ ତେଲ ଭଳି କାମ କରୁଛି

    • @sibubehera2417
      @sibubehera2417 2 ปีที่แล้ว

      Satare bhai mor b akhiru pani asigala

  • @74524p
    @74524p 2 ปีที่แล้ว +21

    ଆଖି ନାହିଁ କି ଇଛା ନାହିଁ ପ୍ରଶାସନର ଯେ ଏପରି ମେଧାବୀଙ୍କୁ ସାହାଯ୍ୟ କରିବେ

  • @tophanmallik2118
    @tophanmallik2118 2 ปีที่แล้ว

    ଭଗବାନ ତୁମର ନିଶ୍ଚୟ ଡାକ ଶୁଣିବେ ଭଉଣୀ ଧନ୍ୟବାଦ୍

  • @rakeshkumarmalik3721
    @rakeshkumarmalik3721 2 ปีที่แล้ว +36

    କ'ଣ କହିବି ଆପଣଙ୍କ ପାଇଁ ମୋ ପାଖରେ ଶବ୍ଦ ନାହିଁ ତଥାପି ଏତିକି କହିବି ଭଗବାନଙ୍କୁ ମୋର ପ୍ରାର୍ଥନା କି ଆପଣଙ୍କୁ ସବୁ ସଂକଟ ରୁ ଉଧାର କରନ୍ତୁ ଆଉ ସବୁ ଆଛା ପୁରଣ କରନ୍ତୁ ଜୟ ଜଗନ୍ନାଥ

  • @mitumaharana437
    @mitumaharana437 2 ปีที่แล้ว +29

    😭😭😭 ଆମ ଓଡ଼ିଶା ରେ ଏବେ ବି ଭଲ ଲୋକ ଅଛନ୍ତି ଭଉଣୀ ନିଶ୍ଚିନ୍ତ 100%ଅତି ଶୀଘ୍ର କିଛି ନା କିଛି ରାସ୍ତା ମିଳିବ।ଠିକ୍ Education କେବେ ବି ବ୍ୟର୍ଥ ରେ ଯିବନି।

  • @kumkumdas9619
    @kumkumdas9619 2 ปีที่แล้ว +15

    ଛି ଛି 22 ବର୍ଷ ଶାସନ ରେ ଏମିତି, ଗରିବ ମାନେ ପିଲାଙ୍କୁ କାହିଁକି ପାଠ ପଢେଇବାକୁ ଆଗ୍ରହ ହେବେ? ଏପରି ସରକାର ବାଛି କଣ ଲାଭ ? ଏପରି ଘଟଣା ମୁଖ୍ୟ ସମ୍ବାଦ ହବା ଉଚିତ୍

    • @rajanipandatechvlogs3879
      @rajanipandatechvlogs3879 2 ปีที่แล้ว

      ମିଡ଼ିଆ ଙ୍କର ବର୍ତ୍ତମାନ ସମୟ ଅଭାବ କାରଣ କାହାର ସ୍ତ୍ରୀ, ଝିଅକୁ କିଏ ନେଲା ତାକୁ କିଏ ଦେଖେଇ ବ।

  • @pradoshkumar7833
    @pradoshkumar7833 2 ปีที่แล้ว +15

    ବହୁତ ଦୁଃଖ ଲାଗିଲା ଏ ଦୃଶ୍ୟ ଦେଖି. ସ୍ଥାନୀୟ ପ୍ରଶାସନ ଏ ଭଉଣୀ ର କଥା ଟିକେ ବୁଝନ୍ତୁ.ଏଠି ଯାହାକୁ ଚାକିରୀ ଦରକାର ସେ ମୂଲିଆ କାମ କରୁଛି. ଆଉ ଯିଏ ପଣିକ୍ୟା ଆଉ 12 ରୁ 9 ଗଲେ କେତେ ଆସୁନି ସେ ଚାକିରୀ ପାଇ ଯାଉଛନ୍ତି.

    • @appumohanty4914
      @appumohanty4914 2 ปีที่แล้ว +2

      Bhauni tama katha suni mo akhire luha adigala

  • @kdillip92
    @kdillip92 2 ปีที่แล้ว +1

    ଆଜି ଦେଶର ଅବସ୍ଥା ହିଁ ଏମିତି ହୋଇଯାଇଛି
    ଏଠି ଯୋଗ୍ୟତା ଥିଲେ ମଧ୍ୟ ମୂଲ୍ୟ କିଛି ନାହିଁ l
    ଅଯୋଗ୍ୟ ଲୋକଙ୍କୁ ସବୁ କିଛି ମିଳିଯାଏ l

  • @budhibamapradhan9541
    @budhibamapradhan9541 2 ปีที่แล้ว +2

    ସରକାର ଙ୍କର ବହୁତ ଯୋଜନା ଅଛି ଜିଲ୍ଲାପାଳ ଙ୍କୁ ଅନୁରୋଧ ସହଯୋଗ ଶୀଘ୍ର କରନ୍ତୁ

  • @rameshdas7493
    @rameshdas7493 2 ปีที่แล้ว +1

    ସରକାର ଆଉ ରାଜନେତା ସବୁ ଳୁଟୁଛନ୍ତି ତାଙ୍କ ଦରମା ଵଢୁ ତାଙ୍କ ପିଲାମାନେ ଭଲରେ ରହନ୍ତୁ।କାରଣ ଚଳାକ

  • @ullashmaharana6320
    @ullashmaharana6320 2 ปีที่แล้ว +8

    ମାଆ, ଏ ରାଜ୍ୟରେ ଗରିବ ଶିକ୍ଷିତ ପାଠ ପଢ଼ି ମାଟିକୁ ଯାଏ କିମ୍ବା ଭାଟିକୁ ଯାଏ

  • @nalinipattanaik9860
    @nalinipattanaik9860 2 ปีที่แล้ว

    Thank you A1ODIA emiti news jari rahu

  • @collboydeben5271
    @collboydeben5271 2 ปีที่แล้ว +2

    ଭଉଣୀ ମନ ଦୁଃଖ କରିବୁନି ଭଗବାନ ଦିନେ ନିଚୟ ଶୁଣିବ

  • @saisikhya7557
    @saisikhya7557 2 ปีที่แล้ว +2

    God bless you take care 🙏❤

  • @surendrasabjistore7898
    @surendrasabjistore7898 2 ปีที่แล้ว +1

    ଭାଗବାନ ତୁମକୁ ନିଶ୍ଚୟ ସାହାଯ୍ୟ କରିବେ

  • @bhagabandakua3211
    @bhagabandakua3211 2 ปีที่แล้ว

    Bahut sundar katha apan nkar atma santushta hoijauchi. Bhagaban karantu apanank swap puran hau Jaya Jagannath.

  • @basantmalick9799
    @basantmalick9799 2 ปีที่แล้ว +8

    ଝିଅ ତୁମେ ତ କେବଳ ତୁମ ବାପା ମାଆ କଂର ନୁହଁ ଭଗବାନଙ୍କ ସଂତାନ ତୁମସୋପନ ପୁରଣହେବ ଜୟଲାଭ କରିବ ଜୟବାବାଆଖଂଡଳମଣୀ

  • @gopikisanbagha35
    @gopikisanbagha35 2 ปีที่แล้ว +1

    God bless you sister bright your future career wait

  • @prakashdora5735
    @prakashdora5735 2 ปีที่แล้ว

    Really it is best news.
    Bhagaban nischinta sunibe chesta jarirakha.Bhagaban tuma sahita achhanti .

  • @sashibhusanpradhan9370
    @sashibhusanpradhan9370 2 ปีที่แล้ว +1

    ନଵିନ ସରକାର ଯେଉଁ ଦିନ ପର୍ଯ୍ୟନ୍ତ ଥିବ ସମସ୍ତଙ୍କ ଜୀଵନ ମାଟି ହୋଇଯିଵ । ତଥାପି ଚେଷ୍ଟାଚାଲୁ ।

  • @s_for-sibaprasad
    @s_for-sibaprasad 2 ปีที่แล้ว +1

    ଦିଦି ଆମେ ପଠା ପଢିଲେ କଣ ହବ ଆମେ ଗରିବ ଆମ କଥା କୋଉ ସରକାର ଆଉ କୋଉ ରାଜା ନେତା କିଏ ଶୁଣିବେନି ଆମ ଓଡିଶା ସବୁବଳେ ପଛୁଆ ସେଥିପାଇଁ ତ ଦୋଷୀ ଏଠି ନିଦୋଷ ଏଠି ନେତା ଯଦି ହାତର ଲୋକ କାହାକୁ କରିବେ ଖାତାର ଆମ ଓଡିଶା ରେ ଖାଲି କୁଟ ନୀତି 😔😔😔🙏🏻ଜୟ ଜଗନ୍ନାଥ 🙏🏻

  • @byangamanbalaram5651
    @byangamanbalaram5651 2 ปีที่แล้ว +7

    🌹ଧନ୍ୟବାଦ ଭଉଣୀ 🌹
    👌👌👌👌👌👌👌
    ଆପଣ ପରିଶ୍ରମ କରି, ରୋଜକାର କରୁଛନ୍ତି, କିଛି ଖରାପ ନୁହେଁ,,,
    ଭଗଵାନ ଆପଣଂକୁ, ସହାୟ ହୁଅନ୍ତୁ
    ଅଚିହ୍ନା ଭଉଣୀ ପାଇଁ, ଏତିକି ପ୍ରାର୍ଥନା
    🙏🙏🙏🙏🙏🙏

  • @alokpatel3527
    @alokpatel3527 2 ปีที่แล้ว +4

    Thank you didi odisha sarkaar ku laja tike lagu

  • @bivishanjerai3882
    @bivishanjerai3882 2 ปีที่แล้ว

    ସତରେ ଭଉଣୀ ଜୀବନରେ ଯଦି ସଂଘର୍ଷ ନ ଥାଏ life ର ମଜା ନାହିଁ। ସଂଘର୍ଷ ଜାରି ରଖ ସଫଳତା ନିଶ୍ଚୟ ହାତ ମୁଠା କୁ ଆସିବ। ଏଠି ଭଗବାନ କିଛି କରନ୍ତି ନାହିଁ ଯାହା କରିବାକୁ ହୁଏ ଆମକୁ ହିଁ କରିବାକୁ ହୁଏ ଭଗବାନ ତ ଗୁଟେ ବାହାନା।

  • @sibarambehera2886
    @sibarambehera2886 2 ปีที่แล้ว +1

    Bht agaku jiba sister 🙏🙏🙏🙏 Bhagwan tumara mangal karntu

  • @srinucreation7661
    @srinucreation7661 2 ปีที่แล้ว +3

    ଭଉଣୀ ତୁମର ଏଇ କଷ୍ଟ ସେଇ କାଳିଆ ଠାକୁର ନିଶ୍ଚିନ୍ତ ଶୁଣିବେ ମୋର ଏତିକି ପ୍ରାର୍ଥନା 🙏🙏🙏

  • @rangiladx
    @rangiladx 2 ปีที่แล้ว

    Thank you❤ a1odia news

  • @crpkmishra7484
    @crpkmishra7484 2 ปีที่แล้ว +4

    ଭଗବାନ କେବଳ ତମ ଭଳି ଲୋକଙ୍କ ପାଇଁ ଭଉଣୀ... କେବଳ ଏକାଗ୍ରତା ଓ ପରିଶ୍ରମ ଆବଶ୍ୟକ।

  • @udayalima9094
    @udayalima9094 2 ปีที่แล้ว +2

    କୌଣସି ସମାଜ ସେବୀ ସାମ୍ବାଦିକ ଯଦି ଏହି ବିଷୟ ଜିଲ୍ଲା ପ୍ରଶାସନ କିମ୍ବା ବିଧାୟକ ମାନଂକୁ ଜଣାଇଲେ ଏହି ଝିଅର କିଛି ଉନ୍ନତି ହେବ.

  • @amitkumarsahaniakash2748
    @amitkumarsahaniakash2748 2 ปีที่แล้ว +1

    God bless you apananka ra job hoijiba . Apananka ra sabu swapna sata heba nischita . Ama govt bhala kama karile sabu heba . Hele ethe govt soichi .

  • @prasantkudas3438
    @prasantkudas3438 2 ปีที่แล้ว +5

    ଆମ ସରକାର ଏଠି ଗରିବ ଭଉଣୀ ତୁମେ ନୁହେଁ

  • @shrabanisinghbhoi2520
    @shrabanisinghbhoi2520 2 ปีที่แล้ว +1

    God bless you sister go ahead do your duty must be sucess in your life

  • @ratikantabarik6860
    @ratikantabarik6860 2 ปีที่แล้ว +2

    Maa Tuzhe salam 🙏🙏🙏🙏

  • @rpmusicrider574
    @rpmusicrider574 2 ปีที่แล้ว +4

    ମୁଁ Computer Science Students ପିଲା,
    ମୋ ଲକ୍ଷ ଥିଲା UI Full Stack Developer କିନ୍ତୁ ଟଙ୍କା ଅଭାବରୁ ମୁଁ ପାଠ ପଡ଼ା ଅଧାରେ ରଖି ଦେଇଛି,
    ମୁଁ 10th class ru ଏମିତିକା ବହୁତ କାମ କରି ଆଜି BCA Complete କରିଲି

  • @sweetheartmusic7131
    @sweetheartmusic7131 2 ปีที่แล้ว +1

    ଭଗବାନ ତୁମର ଇଚ୍ଛା ପୂରଣ କରନ୍ତୁ । ତୁମ ପରିବାରର ଦୁଃଖ ଦୂର ହେଉ ।

  • @shaikhnasrulla2904
    @shaikhnasrulla2904 2 ปีที่แล้ว

    ତୁମର ମନସ୍କାମନା ଭଗବାନ ନିଶ୍ଚୟ ପୁରଣ କରିବେ, God blessed u

  • @sakuntalasahoo9641
    @sakuntalasahoo9641 2 ปีที่แล้ว +7

    ମୁଁ ମେଟ୍ରିକ ରେ 74% ରଖିଛି। +2 ରେ 80% ରଖିଛି। ଏବେ ମୋର +3 ର 2nd year ଏବେ ଲାଗୁଛି ମୁଁ ଆଉ ଆଗକୁ ପଢିପାରିବିନି।ଆମଘରେ ପଇସା ର problem ବହୁତ ଅଛି।

    • @RohitKumar-mq9om
      @RohitKumar-mq9om 2 ปีที่แล้ว +1

      Same situation sis😔

    • @sarojg_m2171
      @sarojg_m2171 2 ปีที่แล้ว +1

      ମୋର ବି same situation 😥

    • @defenceaspirantsantosh4407
      @defenceaspirantsantosh4407 2 ปีที่แล้ว

      same situation mora re admission fee dei paruni kemiti si hebi mote bahut kasta laguchi jemiti ama jibana re khushi nahi . dekha jau kn hauchi .

    • @arpitapanigrahy3551
      @arpitapanigrahy3551 2 ปีที่แล้ว

      Sister tama gov job paini prepare hua

    • @Sumansunii
      @Sumansunii 2 ปีที่แล้ว

      Previous yr bahut pila mark basic re nursing paile so please frnd try kara sayad silection heijaipare.

  • @saradasneh
    @saradasneh 2 ปีที่แล้ว +2

    ଭଗବାନ ତମ ସହ ଅଛନ୍ତି ବହୁତ ଆଗକୁ ଯିବ🙏🙏

  • @rajibkumarbehera3765
    @rajibkumarbehera3765 2 ปีที่แล้ว

    Exlent news chhanel amitika news asiba darkar

  • @mitumaharana437
    @mitumaharana437 2 ปีที่แล้ว +8

    ପରିଶ୍ରମର ମୂଲ୍ୟ ନିଶ୍ଚୟ ମିଳିବ।😭😭😭😭😭

  • @Prasantofficialvlog
    @Prasantofficialvlog 2 ปีที่แล้ว +2

    ଭଗବାନ ଆପଣ ଦୁଃଖ ଜଲଦି ଶୁଣିବେ, ଭଗବାନ ନିକଟରେ ମୋର ପ୍ରାର୍ଥନା😭🙏🏼⭕️‼️⭕️

  • @Pradeepwriterin
    @Pradeepwriterin 2 ปีที่แล้ว +8

    ବହୁତ୍ ଭଲ news deu6nty ehi chanel

  • @chandiniraut4705
    @chandiniraut4705 2 ปีที่แล้ว

    Jay Jagannath tumara sabu swapna puran heu God bless you

  • @ଓଡ଼ିଆଖଟି
    @ଓଡ଼ିଆଖଟି 2 ปีที่แล้ว +2

    God bless you🙏🙏

  • @SunilKumar-fs7qy
    @SunilKumar-fs7qy ปีที่แล้ว

    ଭଉଣୀ ଖୁବ୍ ଶୀଘ୍ର ଭଗବାନ ଶୁଣିବେ ତମ କଥା

  • @rajanipandatechvlogs3879
    @rajanipandatechvlogs3879 2 ปีที่แล้ว +2

    ଭଲ କଥା କରିଛ ସରକାର ଙ୍କୁ ଚିଠି ଲେଖିନ ,ଲେଖିଥିଲେ ସରକାରୀ ଅଫିସ ରୁ ସରକାର ଙ୍କ ଗୁଣ୍ଡା ଆସିଥାନ୍ତେ ।ମିଛ କେସ ରେ ଥାନା ରେ ନାମ ପଞ୍ଜୀକୃତ ହୋଇଥାନ୍ତା

  • @sukantakumarsahoo7682
    @sukantakumarsahoo7682 2 ปีที่แล้ว

    Very nice news, Sister you will must success in your life, God bless you

  • @RS-yn2bd
    @RS-yn2bd 2 ปีที่แล้ว +1

    ସାବାସ ଖବର ଦାତା ଏମିତିଆ ଖବର ପ୍ରଚାରିତ କରନ୍ତୁତ

  • @jaduhemram9930
    @jaduhemram9930 ปีที่แล้ว

    kasta kale krusna hin miliba.dont worry. bhagabanaku bharasa rakha.dharya hara hebani jhia.success ra pada chuinba hin chuinba.

  • @padanakumar2409
    @padanakumar2409 2 ปีที่แล้ว

    ଦୁନିଆରେ ଭଲ ଲୋକ ମାନେ କୌଣସି ଜାଗାରେ ପହଞ୍ଚି ପାରନ୍ତି ନାହିଁ .. ଭଗବାନ ଆମ ମାନଙ୍କର ପରୀକ୍ଷା ନିଅନ୍ତି

  • @dhirenswain604
    @dhirenswain604 2 ปีที่แล้ว +1

    bhagavan tumar swapn. sakar kare lords Jagannath bless you

  • @swaranikamahankuda4680
    @swaranikamahankuda4680 2 ปีที่แล้ว

    Beautiful sahaya hiantu bhagwan 🙏🙏🙏🙏 athire dhani srenira loka sahajya karile bhala huanta 🙏🙏

  • @birakishoresahoo3080
    @birakishoresahoo3080 2 ปีที่แล้ว +1

    Thanks.Go ahead.God will help u.U will reach your destiny.

  • @kanaklatasamal470
    @kanaklatasamal470 2 ปีที่แล้ว

    ଏଠି ଯିଏ ରାଜନୀତିର ତଳିଆ ଚାମଚାକୁ ମଦ ଟଙ୍କା ଖର୍ଚ୍ଚ କରି ପାରିବ ସେ ଲକ୍ଷ୍ୟସ୍ଥଳ ରେ ପହଞ୍ଚି ପାରିବ।
    ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।

  • @premharipalofficial5220
    @premharipalofficial5220 2 ปีที่แล้ว

    ♥️mo suna bhauni Sabu thik heijiba re.

  • @subhadasarabu3935
    @subhadasarabu3935 2 ปีที่แล้ว

    Bhagban tuma sabu ichha purana karantu jai jagannath

  • @radheshyambhoi7079
    @radheshyambhoi7079 2 ปีที่แล้ว +1

    ମୁଁ ଭଗବାନପା ଖ ରେ ପ୍ରା ର ଥ ନାତୁମର ଡାକ ଶୁଣି ନି ଛେ ଶୁଣି ବେ ଭଉଣୀ

  • @umapanda9745
    @umapanda9745 2 ปีที่แล้ว +1

    ରାଜନୀତି କରୁଛନ୍ତି ପଇସା ନେଇ ମା ଗିଆ ଚାକିରି ଦେଉଛନ୍ତି ।ଟପରଯିଏ ଫେରାଉ ମୁଲଲାଗିବ ।ଧନ୍ୟ ଓଡିଶା ।ଜୟଜଗନାଥ

  • @samabaral3524
    @samabaral3524 2 ปีที่แล้ว

    ଏହି ଖବର ଆମ ରାଷ୍ଟ୍ରପତି ଦେଖିଲେ କିଛି ଉପଶମ ମୀଳ ନ୍ତା ।।

  • @lipsaseth1147
    @lipsaseth1147 2 ปีที่แล้ว +2

    ଭଗବାନ ତୁମକୁ ସହାୟହୁଅନ

  • @anandbehera3461
    @anandbehera3461 2 ปีที่แล้ว +1

    God bless🙏🙏🙏🙏🙏 you

  • @susantakumarbehera2293
    @susantakumarbehera2293 2 ปีที่แล้ว

    Thankyou Koraput block and district adminstrator......

  • @aratisahoo5881
    @aratisahoo5881 2 ปีที่แล้ว

    Mu bhagwan ku dakuchi se bahut jaldi tama daka sunathu god bless you bhauni😟

  • @koraputiyanaturalseen9789
    @koraputiyanaturalseen9789 2 ปีที่แล้ว

    ଏ ଭଉଣୀ ଜଣଙ୍କ ହେଉଛନ୍ତି ଆମ ସାଙ୍ଗ..

  • @rupsing1368
    @rupsing1368 2 ปีที่แล้ว

    A lot of thanks for the news.......

  • @sahedknr9990
    @sahedknr9990 2 ปีที่แล้ว

    Good thinking God bless u

  • @anantapaharia546
    @anantapaharia546 2 ปีที่แล้ว

    Great job god bless you

  • @tapankumardastapankumardas2629
    @tapankumardastapankumardas2629 2 ปีที่แล้ว

    You are great 👌👌👌👌

  • @Sakuntala.382
    @Sakuntala.382 2 ปีที่แล้ว +2

    ଭଉଣୀ ତୁମର ଲକ୍ଷ୍ୟ ଦିନେ ପୂର୍ଣ୍ଣ ହେବ ଧର୍ୟ ରଖ

  • @dalibandhugouri6001
    @dalibandhugouri6001 2 ปีที่แล้ว +1

    Sarkaar ae jiya ku sahajya sahojag karantu jata sigra🙏🙏🙏dhanyavaad

  • @IQ_Competitive_Academy
    @IQ_Competitive_Academy 2 ปีที่แล้ว

    Right content deuchanti aapananka news.

  • @brundabanpradhan823
    @brundabanpradhan823 2 ปีที่แล้ว

    Appa bhagwaan achanti, sobu thik hei jibo,

  • @pradeep7554
    @pradeep7554 2 ปีที่แล้ว

    ଆମ ସର କାର ଜାଣି ନାହାତି ସେଥି ପାଇଁ ଚେଷ୍ଟା କରି ନାହାତି no1 ମୁଖ୍ୟମନ୍ତ୍ରୀ ଆମର ସେ ଏମିତି ହେବାକୁ ଦେବେନି

  • @kandhamalvlogs6355
    @kandhamalvlogs6355 2 ปีที่แล้ว +1

    I like your channel.and subscribe କରୁଛି.ଏମିତି ଗାଉଁଳି news ଦେଲେ ହିଁ ଦେଶର ଉନ୍ନତି କେତେ ଜଣା ପଡ଼ିଥାଏ।

  • @dillipkumar2417
    @dillipkumar2417 2 ปีที่แล้ว

    Very good news channel

  • @Anujkumar-56__.
    @Anujkumar-56__. 2 ปีที่แล้ว

    Amiti loka successful huanti..

  • @beherahirambar8061
    @beherahirambar8061 2 ปีที่แล้ว

    Ai maku bhogoban sahajyo korontu🙏🙏🙏

  • @alokbarik4857
    @alokbarik4857 2 ปีที่แล้ว

    Iam sure you are achiv best levele ur dream. No pain no again

  • @pradeepkumarbhuyan3758
    @pradeepkumarbhuyan3758 2 ปีที่แล้ว +3

    Just wait you will achieve your goal,
    Lord of God bless you.

  • @prabhanjanbisoyi733
    @prabhanjanbisoyi733 2 ปีที่แล้ว +1

    God Bless You My Sister 💖

  • @pmartcreation...8890
    @pmartcreation...8890 2 ปีที่แล้ว +1

    Odisha sarakar kau kamaku nuhe....god bless u sister...

  • @sudhansumishra201
    @sudhansumishra201 2 ปีที่แล้ว +1

    May God bless you to achieve your goal. Only blessings is not sufficient, Let's unite n help the needy people for education only.

  • @padanakumar2409
    @padanakumar2409 2 ปีที่แล้ว

    ସରକାର କିଛି କରିପାରିବେନି ସରକାର ହିଁ ଅନ୍ଧ.....

  • @astamajhi4854
    @astamajhi4854 2 ปีที่แล้ว

    Nice information video

  • @Ara-binda_Biswal.
    @Ara-binda_Biswal. ปีที่แล้ว

    Lili tume kebe hele har maniba nahin jete kasta helebi tume tumar sanjharsh jari rakhi agaku agaku madhi chaal God bless you

  • @harshitshan49
    @harshitshan49 2 ปีที่แล้ว +1

    Love you sister
    God BLESS you 🙏🏻🙏🏻🙏🏻

  • @bebitadas4846
    @bebitadas4846 2 ปีที่แล้ว +1

    God bless you sister Jesus loves you and he is with you.

  • @upendrupendra7742
    @upendrupendra7742 2 ปีที่แล้ว

    Thanks u bhouni tumo ku

  • @rahulroutray41
    @rahulroutray41 2 ปีที่แล้ว

    ଏମିତି news ଦେଖେଇଲେ ଭଲ

  • @laxmikantanayak1431
    @laxmikantanayak1431 2 ปีที่แล้ว

    Success hebe bhauni tame chesta kariba loka hareni kebe teacher tie heba god bless u

  • @AwarenessAlly
    @AwarenessAlly 2 ปีที่แล้ว +2

    Always try to face problem and god will help you.