ବହୁ ବର୍ଷ ପରେ ଦଶମ ସ୍କୁଲ୍ ବ୍ୟାଚ୍ ମଟନ୍ ଭୋଜି 😋 l Tenth School Batch Feast l Special Mutton Curry
ฝัง
- เผยแพร่เมื่อ 9 ก.พ. 2025
- ବହୁ ବର୍ଷ ପରେ ଦଶମ ସ୍କୁଲ୍ ବ୍ୟାଚ୍ ମଟନ୍ ଭୋଜି 😋 l Tenth School Batch Mutton Feast
#gouranganayakodiavlogs
#odiafoodvlogs
#Mutton
#odiatravelvlogs
#Muttonrecipe
#eating
#Odiamuttonrecipe
#Bhoji
ଜୟ ଜଗନ୍ନାଥ ସାର୍ 🙏, ବହୁତ୍ ସୁନ୍ଦର ଭିଡ଼ିଓ, ସବୁ ସାଙ୍ଗ ମାନଙ୍କ ସହିତ ଭୋଜି ପୁଣି ଦଶମ ସାଙ୍ଗ ଭାରି ଖୁସି ଲାଗିଲା, ଟିମା ଭାଇଙ୍କ ଆୟୋଜନ ବହୁତ୍ ସୁନ୍ଦର୍ ଥିଲା, ସାର୍ ୪୦ ପରି ଅନୁଭବ ହେଉନଥିଲା , ସମସ୍ତଙ୍କର ମଜା ମସ୍ତିରୁ ଲାଗୁଥିଲା ଆପଣମାନେ ସେହି school ସମୟକୁ ଫେରି ଯାଇଛନ୍ତି, ଆପଣମାନଙ୍କ ବନ୍ଧୁତ୍ୱ ଏମିତି ଅତୁଟ ରହୁ, ଜୟ ଜଗନ୍ନାଥ 🙏
Jay Jagannath
kou school tumara bhai @@Gouranganayakodiavlogs
Kau year thila apanamankar
ଦିଦି ଆମ ଭିଡିଓ ଟିକେ ଦେଖ। ଆମର ବି Channel ଅଛି। please ଦିଦି ଆମକୁ ଟିକେ ସପୋର୍ଟ କର।
Mo akhiru luha aasi jauthila sir😥
କାହିଁ ବନ୍ଧୁତା କାହିଁ ପ୍ରେମ ସୁନ୍ଦର
ଯା'ର ପ୍ରାପତି ଯୋଗୁ ଦେବତା ନର
.... a good book nd a true friend
never begin never end 👍🏼💚
ପ୍ରକୃତରେ ଆପଣଂକର ଭିଡ଼ିଓ ଦେଖି ମୋ ସ୍କୁଲ batch କଥା ମନେ ପଡିଗଲା..... ଧନ୍ୟବାଦ!
ତୁମ vlog ଦେଖିଲେ ଲାଗୁଛି ଆମେ ମଧ୍ୟ ସେଠାରେ ଉପସ୍ଥିତ ଅଛୁ,
ପୁରା ବଢିଆ ଲାଗୁଛି
ଏମିତି ଜାରି ରଖ ଭାଇ❤
ବଢିଆ ଲାଗିଲା ବ୍ଲଗ୍ ଭାଇ..ଏତେ ଦିନ ପରେ ସବୁ ସାଙ୍ଗ ପୁଅ ଝିଅ ମିଶିକି ଭୋଜି କଲେ ..ବହୁତ୍ ସୁନ୍ଦର୍ ଲାଗିଲା ପିଲା ବେଳର ସାଙ୍ଗ ମାନଙ୍କ ସହିତ ଖୁବ୍ ମଜା ମସ୍ତି ସେ ପୁଣି ଅନେକ ଦିନର ଦୂରତା ପରେ ହୋଲି ର ମସ୍ତି ପୁଣି ଭୋଜି ର ମସ୍ତି ଭାଇଙ୍କର ପୁରା ବଢିଆ ଟାଇମ୍ ଚାଲିଛି..ଏମିତି ହସ ଖୁସିରେ ଜୀବନ ବିତୁଥାଉ ସମସ୍ତ ଙ୍କର୍ ..👌👌🙏🥰
Jay Jagannath
Most kahila Bhai 👌👌👌 you are right 👍👍
ବହୁତ୍ ଭଲ ପ୍ରଚେଷ୍ଟା ଓ ଏପରି ସାଙ୍ଗ ମାନଙ୍କ ସହ ସମ୍ପର୍କ ରଖିବା ଏକ ନିଆରା ଅନୁଭୂତି 🎉❤❤❤
ଅତିସୁନ୍ଦର ସ୍କୁଲ୍ ବେଳର ସାଙ୍ଗ ମାନଙ୍କ ମାନେ ପଡ଼ି ଗଲା,🎉
ବହୁତ ଖୁସି ର ମୁହୂର୍ତ୍ତ । ପୁରୁଣା ସ୍ମୃତି ସବୁବେଳେ ଅକ୍ଷୁର୍ଣ୍ଣ । ଅତି ମନୋରମ 🎉🎉
Jai jagannath gaorang babu, apankara batch bhoji dekhi khusi lagila,amar bi anku tini barsa hela batch bhoji hauchi,bandhu milanara apurba sanjoga.enjoy it,rahili.
ସ୍କୁଲ ସମୟ ପ୍ରତ୍ୟକ ମଣିଷ ଜୀବନ ର ଅଭୁଲା ମୁହୂର୍ତ.....
1999 bachment bhoji dekhi bahut bhal lagila Gourang babu. Mu bi 1999 bacth ra. Tum video adhinkas samyre mu dekhe, bahut bhal lage. Tume madichal.
Thank you dear
ଆପଣଙ୍କ ର ସବୁଠୁ ବେଷ୍ଟ ଭିଡ଼ିଓ ❤
ଗାଁ ରେ ସ୍କୁଲ ସାଙ୍ଗ ଙ୍କ ଏ ନିଆରା ଭୋଜି ର ଏ ଭିଡ଼ିଓ ବହୁତ ଭଲ ଲାଗିଲା.. ❤️
ସୁନ୍ଦର ଖୁସିର ସମୟ
ମାଟିକ କେତେ ମସିହା....
ବହୁତ ବଢିଆ ହୋଇଛି ଭିଡିଓ ❤
Love from puri sakhigopal ❤
Its rare to see these kind of stuffs in TH-cam these morden days❤️ great work sir
Video mast haichi👌👌👌👌👌
ଅତି ସୁନ୍ଦର୍ 🎉🎉🎉🎉🎉🎉 ଭିଡ଼ିଓ
Gouranga babu bahut dina pare apana dekhadele. Bhala lagila.
ଜୟ ଜଗନ୍ନାଥ ସାର୍ 🙏🙏ଆପଣଙ୍କ ଏହି ବନ୍ଧୁ ମିଳନ ର ଖୁସି ଓ ପୁରୁଣା ଦିନର ବନ୍ଧୁ ମାନଙ୍କ ସହ ଖୁସିର କିଛି ସମୟ ବିତାଉଥିଲେ ତାହା ବହୁତ୍ ସୁନ୍ଦର ଲାଗିଲା
ଏବଂ ଏହା ଦେଖି ମୋର ବି ୧୦ମ ସାଙ୍ଗ ମାନଙ୍କ କଥା ବହୁତ୍ ମନେ ପଡୁଚି ,
ସବୁବେଳେ ଏମିତି ଖୁସିରେ ରହୁଥାନ୍ତୁ ଧନ୍ୟବାଦ୍ ❤
ଜୟ ଜଗନ୍ନାଥ ମୋର ନମସ୍କାର ବଡ ଭାଇ ଓ ଦୀଦୀ ମାନଙ୍କୁ ଜିବନ ରେ ଅନେକ ସାଁଗ ଦେଖା ହୁଅନ୍ତି ହେଲେ ଏଥି ମଧ୍ୟରୁ ଦଶମ ଶ୍ରେଣୀ ସାଗଁ ମାନଙ୍କ ସହିତ ମିଶି ଏକାଠି ଭୋଜି ଆୟୋଜନ କରି ବା ମଜା ମସ୍ତି କରିବା ଏହା ଅନ୍ୟତମ ଏବଂ ଏହା ଏକ ସ୍ମୃତି ହୋଇ ରହିଜାଏ 🙏🙏.
ବହୁତ୍ ଖୁସି ଲାଗିଲା ❤❤❤
ସ୍କୁଲ ଜୀବନ ସମସ୍ତଙ୍କ ପାଇଁ ଅଭୁଲା ସ୍ମୃତି ସେ ସମୟକୁ କେବେ ଭୁଲି ହୁଏନାହିଁ।ଧନ୍ୟବାଦ୍ ଭାଇ ବହୁତ ଭଲ ଲାଗିଲା ଭିଡ଼ିଓ।👍🏻🥰😋
ଭାଇ ବହୁତ ବଢିଆ ହୋଇଛି ବନ୍ଦୁ ମଳନ❤❤❤
Bhai Bahuta badia
School life 🧬 is best life 🧬 ବହୁତ ଭଲ ଲାଗିଲା ଆଜ୍ଞା ଏ ବନ୍ଧୁ ମିଳନ ଉତ୍ସବର ଭିଡିଓ 🎉🎉🎉❤❤❤❤❤
Bahut sundar lagila. Terific gupchup 😊
Sundar video te ❤
Video dekhi pura Dil khush 😊😊😊
Bhala lagila
Bhai bhaut badhia
A sabu video karucha
Dekhibaku bhaut vala laguchi
Jay jagannath 😊
Sir ଅତି ନିଆରା ଆପଣଙ୍କ ବନ୍ଧୁ ମିଳନ...🎉
Imotional ହେଇଗଲି
ଏମିତି ସମୟ ଫେରି ଆସନ୍ତା କି ପିଲା ଦିନର ସ୍କୁଲ୍ ଯିବାର 😢😢😢😢😢 Miss you golden time from life❤❤❤ । କିଏ ସେହି ସମୟକୁ ଫେରି ବାକୁ ଇଛା ଅଛି LIKE kar❤❤
ସତରେ ଗୋଟେ ସମୟ ଥାଏ ସ୍କୁଲ ସମୟ ଯାହା କି ଆଜି ମନେପକେଇଲେ ବହୁତ କଷ୍ଟ ଲାଗେ
ଜୟ ଜଗନ୍ନାଥ ସାର୍ ଜୟ ମା ସମଲେଇ ସମ୍ବଲପୁର ରେଙ୍ଗାଲି
Jay Cuttack from Cuttack chandi Cuttack
Love from kendrapara❤
@@jyotinayak3901lawda cuttack
ସୁପର ଭିଡିଓ ଭାଇ
Bahut sundar lagila sir apank vhoji.
ଟିମା ଭାଇଙ୍କୁ ଦେଖି ବହୁତ ଖୁସି ଲାଗିଲା , ମୁଁ ତାଙ୍କ ପାଖରେ କାମ କରୁଥିଲି,,
Bhout sundar.... Aaati Ananda...
Ajira Vlog ti Blockbuster Super Hit Jay Jagannath Swami
Bahut bhala
Bhala lagila batcha fist dekhiki
ଦଶମ ଶ୍ରେଣୀ ସାଙ୍ଗ ଭୋଜି ନିଆରା ଅନୁଭୂତି ଭାଇ. ଧନ୍ୟବାଦ
Bahut badhiya sir
Pure odia traditional khana, very nice.
Jay jagannath bahut bhala lagila
Angul tikarapada kebe asantu buli jiba Bhai
Memorable.....bahut badhia .
Mu H R Gurgaon ru apana na sabu video dekhi like kare.But it' is my fast comment.Bhai apana na video special ❤❤❤ you Bhai..
ଜୟ ଜଗନ୍ନାଥ ସ୍ଵାମୀ କି ଜୟ 🕉️💝🙏🏽🚩🚩🚩
ସାଲେଟୁ ସାଲେଟୁ... ପନିର ପନିର... ପାମ୍ପଡ଼... ମଟନ... ବଟନ ଛତୁ..... ଖୁବ ବଢିଆ
School life is best life😘😘..i miss my School friends 🥺🥺
ବ୍ଲକ୍ ରେ ଵୁଧୀଆ ଭାଇ କୁଆଡେ ଗଲେ ପାନ ଖିଆ ହସ କଥା ଅର କଦଳୀ ବେପାର ତୁମକୁ ଟିକେ ଖରାପ ଲାଗିଲାନି ଗୌରାଙ୍ଗ ବାବୁ ତୁମର ବ୍ଲଗ୍ ଆଡଭେଟିଶି ଆଷୁଛି ପ୍ରତି ବ୍ଲକ୍ ରେ ମାନେ ତୁମେ ତ ପଇସା କମୁଉଛ
କିନ୍ତୁ ଵୁଧୀଆ କୁ ଆଣି ତୁମେ ଅତି ହୁଅନା
ଵୁଧୀଆ ଭାଇ କଣ ହେଇଛି କିଛି କହୁନ ବ୍ଲକ୍
ଫୋନ୍ କର ଆସୁବିଧା କଣ
ପ୍ରତି ମେଡିକାଲ ସୋପର୍ଟ ମି
ଅତି ଭଲ ନୁହ
Video ti bahutu bhal lagila sir
bandhu milan vlog ta bahut sundar heichhi .... gupchup pura market neigala
Jay Jagannath
Video ti bahut bhala lagila
Video bahut bhala lagila Jay Jagannatha
Jai Jagannath Bhai bahut bhala lagila ajira Blog ti dekhiki khushi lagila thank you bro.sanga mananka sahita full masti re Dina ti Kati gala.samastanku bahut bahut dhanyawad Bhai
ଆଜି ଭିଡ଼ିଓ ଟି ବହୁତ୍ ବହୁତ୍ ଭଲ ଲାଗିଲା। ହେଲେ କବୁଆ ଭାଇ ଥିଲେ ଆଉ ଟିକେ ଭଲ ହେଇଥାନ୍ତା।😂
Bohut badhia heichi sir ..❤❤❤ from junagarh kalahandi odisha India 🇮🇳🇮🇳🚩🚩❤️🙏🙏jay jagannath 🚩🙏
Bhai Sundar video
ସୁନ୍ଦର ଭୋଜି।❤
Love from Ganjam jaya jaganatha🙏🙏🙏❤❤❤
Sir jaha hau apana mane b ete misi Puruna sanga nku daki bhoji karuchanti dekhi khusi lagila👍
Sir Dasam class class nuhn gote imotion 😢😢😢
Dil khush hei Gala apankar video dekhi🤗
Jay jagannth 🙏🙏
Gouranga babu 🙏,bahut badhia lagila vlog ti 👌
Thank you
Bahut sundar video ❤
awesome memories of childhood , god bless keep good always happy new beginning jai Jagganath mahaprabhu bhala thao
Thanks a lot
Jay Jaganath ❤
Bhai
Love from N.koili❤
Ajira blog bhala thila friends together is a big thing
High School life is Golden life. Enjoy it🙏🙏🙏🙏🙏🙏🙏🙏🙏🙏. Jai jagannath❤❤❤❤❤❤❤❤❤❤❤.
ଭିଡିଓ ଟି ବହୁତ ଭଲଲାଗିଲା
ଜହାହଉ ଏମତି କିଛି କିଛି ପୁରାଣ ସ୍ମୃତି
ଆପଣଙ୍କର ବଞ୍ଚି ରହି ଥାଉ ,,
ମହାପ୍ରଭୁ ଜଗନ୍ନାଥ ଆପଣ ମାନଙ୍କ ର ମଙ୍ଗଳ କରନ୍ତୁ
ଜୟ ଜଗନ୍ନାଥ 🙏
Jay jagannath🚩 sir
Bahoot.. Vala lagila 10th class katha mane padigala 😢❤❤❤
Very good .... Brother. ..
Woow❤❤
School re Kati thiba prati ti moments golden moments. Ae time bina chhanda kapata re Kati thae.Baki kabua thile ahuri maja hei thanta.
ବହୁତ୍ ବଢିଆ ଲାଗଲା ଭିଡ଼ିଓ ଟା।
❤❤❤❤
One of the best blog ❤❤❤ this
Very nice 👍👍❤❤
Best one .. Bibhu from bbsr
Jaha hau bahut sunder blog ate kama bestatare sanga sathi Milana bahut niara sabu bele hasa khusi re ruhantu😊😊
ଅତି ସୁନ୍ଦର ❤
Bahut bahut bahut sundar apank friendship..au voji❤❤
Jai jagannath
sabuthu zabardast vlog maza asigala o sabuthu besi view achhi ehire.4 thara dekhi sarilini.
Thank you
Bahut khusi laguchi dekhiki.
Super 👍👍👍👍
Bohut khubsurat
Bapu Bhai Puraa abe b Young achanti❤
satare bhai tama vedio dekhila pare school katha mane bhari kanda madu chi se khusilagila
👌. Wow. Naice. Gettigedar❤
ଆପଣଙ୍କର କୋଉ ସ୍କୁଲ ଆଉ ଏ ଗୁପଚୁପ ଭାଇ ଚାନ୍ଦୋଳ ବଜାର ରେ ବିକନ୍ତି
ଜୟ ଜଗନ୍ନାଥ ସାର l ବହୁତ ଭଲ ଲାଗିଲା l ଆପଣଙ୍କ ଭଳି ମୋର ଭି ଜଣେ best friend achhi ଝିଅ l ବହୁତ ଖୁସି ଲାଗିଲା ସାଙ୍ଗ ସାଥି ଏକାଠି ହେବା ନିଆରା
Happy batch bhoji🎉🎉🎉🎉🎉
Bahut bhala lagila ama gaan vali
ଗୁପଚୁପ ଭାଇ ଙ୍କ କବିତା ବହୁତ ବଢିଆ ଲାଗିଲା... ତାଙ୍କର ଗୋଟିଏ vlog banant
Manu bhainka dailug 👌👌
ଜୟ ମାତା ସମଲେଇ 🕉️💝🙏🏽🚩🚩🚩🚩
Panda babu tike pii deichanti😂❤