ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ମୋ ପ୍ରଭୁ ଜଗନ୍ନାଥ, ସେ ତ କମଳା କାନ୍ତ, ଭକତ ଧନ, ଭାବଗ୍ରାହୀ. 🙏ଜୟ ଜଗନ୍ନାଥ 🙏.
ଜୟ ଜଗନ୍ନାଥ 🙏🙏🙏🙏ଅପୂର୍ବ ତା ଲୀଳା ଖେଳା ଅପୂର୍ବ ସେ ଠାକୁର କିଏ ଜାଣିପାରିବ ତା ମନର ଭିତର l ତାକୁ ଯିଏ ଜାଣିଯିବ ସେ ସଂସାରର ସବୁକିଛି ପାଇଯାଏ, ପାଇବାପାଇଁ ବାକି କିଛି ରହେନା l
ହେ... କୋଟି କୈବଲ୍ୟ ନାଥ 🙏ମହାପ୍ରଭୁ କାଳିଆ ସାଆନ୍ତ 🌷🛐ତୁମ୍ଭ ଶ୍ରୀଚରଣ କମଳରେ ଅନନ୍ତ କୋଟି ଦଣ୍ଡବତ ହେ ମହାପ୍ରଭୁ 🙏😭
ହେ କରୁଣାମୟ ସର୍ବଦା ଆପଣଙ୍କ ଲୀଳାମୃତ ଏମିତି ଶୁଣୁଥାଉ ମଣିମାଙ୍କ ଜୟ ହେଉ ।🙏🙏
He karunamaya prabhu, jay jagannath 🙏
@@gopadas103 ଳୋ
ମହାପ୍ରଭୁହେ ତମେ ଯାହାକୁ ଭଲ ପାଅ ତା ସାଙ୍ଗରେ ଏମିତି ଖେଳ ଯେ ଭାରି କଷ୍ଟ ଲାଗେ କିନ୍ତୁ ତମ ଖେଳ ବୁଝି ପାରିଲେ ଭାରି ଆନନ୍ଦ ଲାଗେ।ଜୟ ଜଗନ୍ନାଥ।🙏🙏🙏🙏🍀🌺🌼🌿
THANK U BHAI100% RIGHT BHAIJAY JAGANNATH
ସତ
ଛଳିଆ ଠାକୁର ମୋର , ନାଟୁଆ ଠାକୁର ମୋର ସେ ଭକ୍ତ ସହ ଖେଳିବାକୁ ଭଲ ପାଏ। ଜାଣି ସିଆଣିଆ ସିଏ।ଜୟ ଜଗନ୍ନାଥ।🍀🙏🌺🙏🌼🙏🌻🙏
Jay jagannath🙏🙏🙏🙏
Jouta ama ku badhiba seita ama ku kasta debe maha pravu🙏..... hele sia hin udhara karanti.mo pravu mayadhara🙏
ଜୟ ଜଗନ୍ନାଥ ମହାପ୍ରଭୁ କୋଟି କୋଟି ପ୍ରଣାମ🙏🙏🙏🙏
ଜୟ ଜଗନ୍ନାଥ ସାର୍, ଜଗନ୍ନାଥଙ୍କ ବର୍ଣନା, ଅନୁଭୂତି କେତେ ସୁନ୍ଦର...... ଭାବପୂର୍ଣ୍ଣ ସେ ଭାବ ବିନୋଦିଆ, ଭାବ ର ଠାକୁର.. Jay Jagannatha swami nayana patha gami bhbatu me 🙏🙏
ପ୍ରଭୁ ବୋଧହୁଏ ମୋର ଟିକିଏ କୋଉଠି ଅହଂକାର ଆସିଗଲା ତମକୁ ଏତେ ପାଖରୁ ପାଇ। ସେଥି ପାଇଁ କଣ ମାୟା କଲେ ଆପଣ ମୁଁ ଏବେ ପର୍ୟ୍ଯନ୍ତ ବୁଝିପାରୁ ନାହିଁ🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🌹🙏...ମୋ ମଣିମା ଙ୍କର ଜୟ ହେଉ..ମହାପ୍ରଭୁ ହେ କୋଟି ଦଣ୍ଡବତ ପାଦ ପଦ୍ମ ରେ 🙏🙏🙏..ବାବୁରେ ତମ ମୂଖରୁ ଏମିତି ମୋ ମଣିମା ଙ୍କର କଥାମୃତ ଝରୁଥାଉ ଆଉ ଆମ କାନ ଓ ହୃଦୟ ପବିତ୍ର ହୋଇ ଆଖିରୁ ଟୋପା ଟୋପା ହୋଇ ଲୁହ ଝରୁଥାଉ। ସତକଥା ରେ ବାପା , ମହାପ୍ରଭୁ ଯେତେ ଦୁଃଖ କଷ୍ଟ ଦେଲେ ବି କୁଆଡେ ଯିବୁ ଆମେ ପରା ତାଙ୍କର ଚାକର .....ନୂଆ ବର୍ଷର ଅନେକ ଅନେକ ଶୁଭ ଶୁଭେଛା ଓ ଶୁଭକାମନା 🙌❤️
ହେ ମଙ୍ଗଳମୟ ଭଗବାନ ତୁମକୁ କୋଟି ପ୍ରଣାମ 🙏🙏🙏......
ସାର ଆପଣଙ୍କ କଥା ଶୁଣିଲେ ମନା ହ୍ରୁଦୟ ପବିତ୍ର ହୋଇଜାଏ .ଆଖିରୁ ଆନନ୍ଦାଶ୍ରୁ ଝରିପଡେ, ପରିବେଶ ଜଗନ୍ନାଥ ମୟ ହୋଇଜାଏ. ଏମିତି ଆମକୁ ସବୁବେଳେ ମହାପ୍ରଭୁଙ୍କ ମହିମା କହୁ ଥାନ୍ତୁ. ଜୟ ଜଗନ୍ନାଥ.
ପ୍ରଭୁଙ୍କ ପ୍ରତି ଶ୍ରୀକାନ୍ତ ସାର୍ ଙ୍କ ସମର୍ପଣ,ବ୍ୟାକୁଳତା ଓ ଅନନ୍ୟ ପ୍ରେମ ଦେଖିଲେ ପରିବେଶ ଅମୃତମୟ ଜଗନ୍ନାଥମୟ ହୋଇଯାଏ।ଜୟ ଜଗନ୍ନାଥ।🙏🙏🙏🙏🍀🌺🌼🌻
ସାର୍ ନମସ୍କାର, ନୂତନ ବର୍ଷ ର ଶୁଭେଚ୍ଛା।ଗୋଟିଏ ପାଦ ଆମେ ତାଙ୍କ ପାଖକୁ ଗଲେ ସେ ଆମ ପାଖକୁ ଦୁଇ ପାଦ ଆସିଥାନ୍ତି ଏହା ସତ୍ୟ ।
ମହାପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ।ମହାପ୍ରଭୁ ଆପଣ ତ ଅଛନ୍ତି ନା । ଆପଣ ଜଗନ୍ନାଥଙ୍କ ଲୀଳାମୄତ ରେ ଆମମାନଙ୍କୁ ସିକ୍ତ କରୁଥିବା ରୁ ଆପଣଙ୍କୁ ପ୍ରଣାମ ।
Prabhu Jai jagannath Swami Ji shree charno koti koti pranam 🙏🙏🙏
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻⭕‼️⭕ଜୟ ଜଗନ୍ନାଥ 🌹🌹🌹🌺🌺🌺🌷🌷🌷🍇🍇🍇🍎🍎🍎
ଜୟ ମହାପ୍ରଭୁ 🙏🙏🙏
ହେ ମଣିମା 🙌🙏
ଜୟ ଜଗନ୍ନାଥ ମହାବାହୁ🙏🙏🙏😭😭 ତୁମ କରୁଣାମୃତ ପାନ କରି ସ୍ୱର୍ଗୀୟ ସୁଖ ଅନୁଭବ କରୁଛି 🙏🙏🙏💐 ଏମିତି ଦୟା କରୁଥିବ ପ୍ରଭୁ।
Jay jagannath
ଜୟ ଶ୍ରୀଜଗନ୍ନାଥ ସାର୍ଶ୍ରୀଚକାନୟନଙ୍କ ଚମତ୍କାର ଚକ୍ଷୁଷ୍ମାନ୍ ଲୀଳା
ଜୟ ଜଗନ୍ନାଥ ଶୁଭ ସକାଳ ଇଂରାଜୀ ନୂତନ ବର୍ଷ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🙏🙏🙏🙏
L
o
Jaya:jagannath::swami
Jai Jagannath Swami 🙏🙏🙏Manimankara Jai heu
Hare Krishna hare Krishna krishna krishna hare hare.Hare rama hare rama rama rama hare hare Jai jagannath 🌹🌹🌹🌹🌹🌹🌹🌹🌹
🙏🙏ଜୟ ଜଗନ୍ନାଥ ସ୍ୱାମୀ 🙏🙏
Jay jagannath mahaprabhu🙏🙏🙏 samastanku bhala re rakhantu.
ସାର୍ ପ୍ରଣାମବହୁତ୍ ସୁନ୍ଦର୍ ବର୍ଣ୍ଣନା🕉️🙏🙏🙏🕉️
ଜୟ ଜୟ ଶ୍ରୀ ଜଗନ୍ନାଥ ❤❤🙏🙏💐💐🙏🙏
ସାର୍ ପ୍ରଣାମ🙏।ଜୟ ଜଗନ୍ନାଥ🙏🙏🙏 ଆପଣଙ୍କ ଜଗନ୍ନାଥ ମହିମା ବଣ୍ଣନା ସୁଣିଲେ ମନରେ ଆନନ୍ଦ ଓ ଜଗନ୍ନାଥ ପ୍ରତି ଦୃଢ଼ ବିଶ୍ୱ।ସ ବଢିଯାଉଛି।
Lord of universe mo Mahapravu antaryami... 🙏
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭଵ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏
Jay jagannath ,pravu koti koti pranam 🙏🙏🙏🙏
Jay jagannath... ❤🌹❤🌹❤🌹❤🌹🌹❤🌹❤🌹❤
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🚩🚩
ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ
ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭଵ ତୁମେ ପୃଭୁ 🙏🙏🙏🙏
Mahaprabhu Jai jagannath 🙏🙏🙏
ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱାମୀ।
Jay jagannath.jay Srikanta sir.
ପ୍ରଭୂ ଅଖିଳ ବ୍ରହ୍ମାଣ୍ତ ପତି🙏🙏🙏🙏🙏❤️❤️❤️❤️❤️
Jai jagannath mahaprabhu 🙏🙏🙏🙏🙏😭😭😭😭😭😭😭🙏🙏🙏
ଜୟ ଜଗନ୍ନାଥ 🙏♥️
Jai gagannath Swami Nayana pàrha gami bhabva tume ❤️🙏
Apananka Tharu krupamaya e sara sansara r kie achi maha Prabhu emti karuna ama mananka upare thau maha Prabhu. Jay Jagannath 🙏🙏🙏
🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏
🙏💞ଜୟ ଜଗନ୍ନାଥ ସ୍ଵାମୀ💞🙏ହେ ମୋର ପ୍ରାଣ ପ୍ରିୟ ଠାକୁର ଏହି ନୂତନ ବର୍ଷ ଟି ସମସ୍ତଙ୍କ ପାଇଁ ଶୁଭ ତଥା ମଙ୍ଗଳମୟ ହେଉ ଏବଂ ଏହି ମହାମାରୀ ଠାରୁ ସମସ୍ତଙ୍କୁ ରକ୍ଷା କରନ୍ତୁ । ମୁଁ ତ ମହା ପାପିନୀ ଟେ ଜଗା କାଳିଆ କୁ ଦେଖିଯାଇ ପାରୁନି । ଏଇଠୁ 😭😭🙏🙏🌹🌹 ପ୍ରଭୁ ଗ୍ରହଣ କରନ୍ତୁ ।
🙏🙏 ଜୟ ଜଗନ୍ନାଥ🙏🙏 ପ୍ରଣାମ ସାର୍🙏ସତରେ ଆମ ମହାପ୍ରଭୁ ହିଁ ନିଆରା,,ତାଙ୍କ କୃପା ଅପାର,,, ଆହେ ଲୀଳାମୟ ,,,ଦୁଃଖ ଦରିଆରେ ଆପଣ ହିଁ ଚିରନ୍ତନ ସୁଖ,,ଆପଣ ହିଁ ଆମର ଦୁଃଖ ପାସରା,,,ଆଉ ସୁଖ ଅସରା,,🙏🙏 ନବ ବର୍ଷର ସମସ୍ତଙ୍କ ମନରେ ଆନନ୍ଦ ଭରି ଦିଅ 🙏 ଆପଣଙ୍କୁ ଝୁରିବାପଣ,, ଭଲପାଇବାର କୋହ ଲୁହ ରହିଥାଉ ,,,,ଜାଣିନି ମହାପ୍ରଭୁ କେବେ ଆପଣଙ୍କୁ ଟିକେ ମନ ଭରି ଦେଖିବି,,,କେବେ ଆପଣଙ୍କ ଡୋରି ଲାଗିବ ମଣିମା,,ମନରେ ଗୋଟିଏ ବିଶ୍ୱଆସ ମୁଁ ସିନା ତାଙ୍କୁ ଦେଖିପାରୁନି ହେଲେ ମୋ ମହାପ୍ରଭୁ ତ ସମସ୍ତଙ୍କୁ ଦେଖୁଛନ୍ତି,,,ଆମ ମହାପ୍ରଭୁ ହିଁ ଅଛନ୍ତି,,🙏 ଜୟ ଜଗନ୍ନାଥ🙏🙏
ଜୟ ଜଗନ୍ନାଥ ⚫️‼️⚫️🙏🌹🌹🌹
Jay Jagannath. Love you Prabhu. Made me love you always
ଜୟ ଜଗନ୍ନାଥ 🙏🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ହରେକୃଷ୍ଣ 🙏🙏🙏
ଆପଣଙ୍କ ଭକ୍ତି ଭାବପୂର୍ଣ୍ଣ ବକ୍ତବ୍ୟ ସତରେ ମୋର ହୃଦୟରୁ ଭାବ ଆଖିରୁ ଲୁହ ହୋଇ ଝରିଯାଏଜୟ ଜଗନ୍ନାଥ ସ୍ଵାମୀ 🙏
Jai 🙏 jagannath swami ki Jai ⚫❗⚫🌼🌼🌼🌼🌷🌷🌷🌷🌷🙏🙏🙏🙏🌹🌹🌹🌹🌹💖💖💖💖💖
🙏 Jai Jagannath 🙏
ଜୟ ଜଗନ୍ନାଥ 🙏🙏🙏 ମହାପ୍ରଭୁ!ଆପଣ ତ ଅଛନ୍ତି ମୋର ଆଉ କଣ ଚିନ୍ତା?
ସିଏ ଅଛନ୍ତି, ସିଏ ସବୁକାଳେ ଅଛନ୍ତି, ରହିବେ ହିଁ ରହିବେ।ସେ କୃପାମୟ । ସେ କୁହାଉଥାନ୍ତୁ, ଆପଣ ମାଧ୍ୟମ ହୋଇଥାଆନ୍ତୁ,ଆମେ ଆପଣଙ୍କ ର ପରବର୍ତ୍ତୀ ଅଧ୍ୟାୟ ଅପେକ୍ଷାରେ ।
Jay Jagannath swami 🙏🙏🙏🙏 Nayana patho gami❤️❤️❤️❤️
Jay jagannth Mahapravbhu🙏🙏🙏🙏🙏🙏 🙏🙌
Jay Jagannath 🙏🙏🙏😭❤️👍,Bhai,Bhauja,all familly ,frends,all teams,Happy New Year 2022,sarba bhabantu sukhina,mahaprabhu samastankar mangala karantu 🙏🙏🙏❤️👍
Jai Jagannath. Thank You Sir.🙏🙏🙏🙏🙏
Jay jagannath Swami nayana patha gami bhaba tume🙏🙏🙏🙏🙏
Mate bahut bhala lage mo pravunka anuvuti suniba lagi
Jay jagannath sir pranam 🙏
Jay Jagannath Prabhu🙏🙏🙏🙏🙏
🙏ହରିବୋଲ ମଣିମା ହରିବୋଲ🙏
Jay Jagannath 🙏🙏🙏🙏🙏🙏🙏
Jai shree jagannath mahaprabhu 🙏🙏🙏
Jay jaganath 🙏🙏
Jay jay jagannath 🙏🙏🙏 naba barsar subhechha subhaabinandan b🙏🙏🙏
ସବୁ ଦୁଃଖ ଜଗା ତୋର ଆଲିଙ୍ଗନସବୁ ସୁଖ ତୋର ପ୍ରେମଧନ ; ସବୁ ହସ ମୋର ତୋର ବରଦାନସବୁ କାନ୍ଦ ମୋର ଅଭିମାନ ।
Jay Prabhu Jagannath 🙏
Mo prabhu.. Jay Jagganath
Jai shree Jagannath 🙏🕉️❤️
Jai jagannath swami 🙏🙏🙏
Jai jagannath 🙏🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 ମହାପ୍ରଭୁ ଆପଣଙ୍କର ସଦାସର୍ବଦା ଜୟ ହେଉ 🙏
Jay Jagannath
ମଣିମା🙏
Really really its true 🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾
Jay Mahaprabhu karunamaya apananka Jay heu🙏🙏🙏
ଜୟ ଜଗନ୍ନାଥକୋଟି ପ୍ରଣାମ🙏🙏🙏🙏
Jay jaganath Prabhu mate bahut bhal lage maha prabhu
Jay Jagannath swami 🙏🙏
ଜୟ ଜଗନ୍ନାଥ
Jay jagannath mahaprabhu 🙏
Paramkarunik pitanku addham bhrutyar sreecharanre anant koti pranam🙏🙏Hee karunamay pita moar tumari lilaku bhujhibar shakti kahar achhi chaud bhubnare, aetiki guhari karuchhi bhrutya tumari sreecharanre janmjanmantar apraadh khamya kari sreecharanre saran dia saranpanjar mahabahu 🙏🙏🙏Moar mlechhatyku binash kari sreecharanre saran dia saranpanjar mahabahu🙏🙏🙏Bapa tume ichha kale pangu giri langhi paare, tumari ichha jebe mo pari apraadhi ku dandit kariba taha mo paain baikunth prapti, pagalta tumaku anant kal dhari jhurutthila, jhuruchhi, jhurutthiba 🙏🙏🙏Mote gopimanank pari pagal karidia tumari premre bapa tumaku moar ran rahila🙏🙏🙏
Jai Jagannath 🙏😢.. Param Bramha.. Narayan Shree Hari ...koti koti pranam🙏🙏🙏
Omm omm omm Niladrou sankha madhehn satadalkamle kamale ratnasihansanstam sarbalankara juktam Nabaghan ruchirom sanjuktam chagrajena vadrayaha Bambhage rathacharan juktam Brahmarudrandye bandyam vedanam sarami sum swojon paribrutam Brahma daru sarami 🙏🌹🙏
Jayjaganath 🙏🙏🙏🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ ମହାପ୍ରଭୁ 🌷🙏
Jay Jay jagannath❤🙏🏻🙏🏻
Jay Jay shree jagannath 🙏🙏🙏🙏🙏 Jay Jay shree jagannath 🙏🙏🙏🙏🙏 Jay Jay shree jagannath 🙏🙏🙏🙏🙏 Jay maa sarala 🙏🙏🙏🙏🙏. Bhai pranam 🙏🙏🙏
Jay Jagannath Jay Jagannath Jay Jagannath
Kebala MAHAPRABHU hin satya. Au sabu michha. Bahuta khushi laguchhi ehibhali video dekhi. Jay Shri Jaganatha
Bahut sunder katha manaku chuin nauchi
Krusnaya Basudevaya haraye paramatamne Pranate klesanasaya Govindaya Namo Namah 🙏🌹🙏
Jai shri Mahaprabhu jagganath 🙏🌹
Jay Jagannath swami 🙏🙏🙏😭😭
Radhe Radhe Radhe 🙏 Jay Jagannath 🙏 Jay Gopal 🙏🏼🌹❤️
Jay Jagannath swami Nayana Patha gami bhaba tume 🙏🌻🙏
ଜୟ ଜଗନ୍ନାଥ ମହାପ୍ରଭୁ🙏🙏🙏🙏
ମୋ ପ୍ରଭୁ ଜଗନ୍ନାଥ, ସେ ତ କମଳା କାନ୍ତ, ଭକତ ଧନ, ଭାବଗ୍ରାହୀ. 🙏ଜୟ ଜଗନ୍ନାଥ 🙏.
ଜୟ ଜଗନ୍ନାଥ 🙏🙏🙏🙏ଅପୂର୍ବ ତା ଲୀଳା ଖେଳା ଅପୂର୍ବ ସେ ଠାକୁର କିଏ ଜାଣିପାରିବ ତା ମନର ଭିତର l ତାକୁ ଯିଏ ଜାଣିଯିବ ସେ ସଂସାରର ସବୁକିଛି ପାଇଯାଏ, ପାଇବାପାଇଁ ବାକି କିଛି ରହେନା l
ହେ... କୋଟି କୈବଲ୍ୟ ନାଥ 🙏
ମହାପ୍ରଭୁ କାଳିଆ ସାଆନ୍ତ 🌷🛐
ତୁମ୍ଭ ଶ୍ରୀଚରଣ କମଳରେ ଅନନ୍ତ କୋଟି ଦଣ୍ଡବତ ହେ ମହାପ୍ରଭୁ 🙏😭
ହେ କରୁଣାମୟ ସର୍ବଦା ଆପଣଙ୍କ ଲୀଳାମୃତ ଏମିତି ଶୁଣୁଥାଉ ମଣିମାଙ୍କ ଜୟ ହେଉ ।🙏🙏
He karunamaya prabhu, jay jagannath 🙏
@@gopadas103 ଳୋ
ମହାପ୍ରଭୁହେ ତମେ ଯାହାକୁ ଭଲ ପାଅ ତା ସାଙ୍ଗରେ ଏମିତି ଖେଳ ଯେ ଭାରି କଷ୍ଟ ଲାଗେ କିନ୍ତୁ ତମ ଖେଳ ବୁଝି ପାରିଲେ ଭାରି ଆନନ୍ଦ ଲାଗେ।ଜୟ ଜଗନ୍ନାଥ।🙏🙏🙏🙏🍀🌺🌼🌿
THANK U BHAI
100% RIGHT BHAI
JAY JAGANNATH
ସତ
ଛଳିଆ ଠାକୁର ମୋର , ନାଟୁଆ ଠାକୁର ମୋର ସେ ଭକ୍ତ ସହ ଖେଳିବାକୁ ଭଲ ପାଏ। ଜାଣି ସିଆଣିଆ ସିଏ।ଜୟ ଜଗନ୍ନାଥ।🍀🙏🌺🙏🌼🙏🌻🙏
Jay jagannath🙏🙏🙏🙏
Jouta ama ku badhiba seita ama ku kasta debe maha pravu🙏..... hele sia hin udhara karanti.mo pravu mayadhara🙏
ଜୟ ଜଗନ୍ନାଥ ମହାପ୍ରଭୁ କୋଟି କୋଟି ପ୍ରଣାମ🙏🙏🙏🙏
ଜୟ ଜଗନ୍ନାଥ ସାର୍, ଜଗନ୍ନାଥଙ୍କ ବର୍ଣନା, ଅନୁଭୂତି କେତେ ସୁନ୍ଦର...... ଭାବପୂର୍ଣ୍ଣ ସେ ଭାବ ବିନୋଦିଆ, ଭାବ ର ଠାକୁର.. Jay Jagannatha swami nayana patha gami bhbatu me 🙏🙏
ପ୍ରଭୁ ବୋଧହୁଏ ମୋର ଟିକିଏ କୋଉଠି ଅହଂକାର ଆସିଗଲା ତମକୁ ଏତେ ପାଖରୁ ପାଇ। ସେଥି ପାଇଁ କଣ ମାୟା କଲେ ଆପଣ ମୁଁ ଏବେ ପର୍ୟ୍ଯନ୍ତ ବୁଝିପାରୁ ନାହିଁ🙏🙏🙏🙏
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ 🙏🌹🙏...ମୋ ମଣିମା ଙ୍କର ଜୟ ହେଉ..ମହାପ୍ରଭୁ ହେ କୋଟି ଦଣ୍ଡବତ ପାଦ ପଦ୍ମ ରେ 🙏🙏🙏..ବାବୁରେ ତମ ମୂଖରୁ ଏମିତି ମୋ ମଣିମା ଙ୍କର କଥାମୃତ ଝରୁଥାଉ ଆଉ ଆମ କାନ ଓ ହୃଦୟ ପବିତ୍ର ହୋଇ ଆଖିରୁ ଟୋପା ଟୋପା ହୋଇ ଲୁହ ଝରୁଥାଉ। ସତକଥା ରେ ବାପା , ମହାପ୍ରଭୁ ଯେତେ ଦୁଃଖ କଷ୍ଟ ଦେଲେ ବି କୁଆଡେ ଯିବୁ ଆମେ ପରା ତାଙ୍କର ଚାକର .....ନୂଆ ବର୍ଷର ଅନେକ ଅନେକ ଶୁଭ ଶୁଭେଛା ଓ ଶୁଭକାମନା 🙌❤️
ହେ ମଙ୍ଗଳମୟ ଭଗବାନ ତୁମକୁ କୋଟି ପ୍ରଣାମ 🙏🙏🙏......
ସାର ଆପଣଙ୍କ କଥା ଶୁଣିଲେ ମନା ହ୍ରୁଦୟ ପବିତ୍ର ହୋଇଜାଏ .ଆଖିରୁ ଆନନ୍ଦାଶ୍ରୁ ଝରିପଡେ, ପରିବେଶ ଜଗନ୍ନାଥ ମୟ ହୋଇଜାଏ. ଏମିତି ଆମକୁ ସବୁବେଳେ ମହାପ୍ରଭୁଙ୍କ ମହିମା କହୁ ଥାନ୍ତୁ. ଜୟ ଜଗନ୍ନାଥ.
ପ୍ରଭୁଙ୍କ ପ୍ରତି ଶ୍ରୀକାନ୍ତ ସାର୍ ଙ୍କ ସମର୍ପଣ,ବ୍ୟାକୁଳତା ଓ ଅନନ୍ୟ ପ୍ରେମ ଦେଖିଲେ ପରିବେଶ ଅମୃତମୟ ଜଗନ୍ନାଥମୟ ହୋଇଯାଏ।ଜୟ ଜଗନ୍ନାଥ।🙏🙏🙏🙏🍀🌺🌼🌻
ସାର୍ ନମସ୍କାର, ନୂତନ ବର୍ଷ ର ଶୁଭେଚ୍ଛା।
ଗୋଟିଏ ପାଦ ଆମେ ତାଙ୍କ ପାଖକୁ ଗଲେ
ସେ ଆମ ପାଖକୁ ଦୁଇ ପାଦ ଆସିଥାନ୍ତି ଏହା ସତ୍ୟ ।
ମହାପ୍ରଭୁ 🙏🙏🙏🙏🙏🙏🙏🙏🙏🙏🙏
ଜୟ ଜଗନ୍ନାଥ ।ମହାପ୍ରଭୁ ଆପଣ ତ ଅଛନ୍ତି ନା । ଆପଣ ଜଗନ୍ନାଥଙ୍କ ଲୀଳାମୄତ ରେ ଆମମାନଙ୍କୁ ସିକ୍ତ କରୁଥିବା ରୁ ଆପଣଙ୍କୁ ପ୍ରଣାମ ।
Prabhu Jai jagannath Swami Ji shree charno koti koti pranam 🙏🙏🙏
ଜୟ ଶ୍ରୀ ଜଗନ୍ନାଥ ସ୍ୱାମୀ ଙ୍କର ଜୟ ହେଉ 🙏🏻🙏🏻⭕‼️⭕ଜୟ ଜଗନ୍ନାଥ 🌹🌹🌹🌺🌺🌺🌷🌷🌷🍇🍇🍇🍎🍎🍎
ଜୟ ମହାପ୍ରଭୁ 🙏🙏🙏
ହେ ମଣିମା 🙌🙏
ଜୟ ଜଗନ୍ନାଥ ମହାବାହୁ🙏🙏🙏😭😭 ତୁମ କରୁଣାମୃତ ପାନ କରି ସ୍ୱର୍ଗୀୟ ସୁଖ ଅନୁଭବ କରୁଛି 🙏🙏🙏💐 ଏମିତି ଦୟା କରୁଥିବ ପ୍ରଭୁ।
Jay jagannath
ଜୟ ଶ୍ରୀଜଗନ୍ନାଥ ସାର୍
ଶ୍ରୀଚକାନୟନଙ୍କ ଚମତ୍କାର ଚକ୍ଷୁଷ୍ମାନ୍ ଲୀଳା
ଜୟ ଜଗନ୍ନାଥ ଶୁଭ ସକାଳ
ଇଂରାଜୀ ନୂତନ ବର୍ଷ ର ହାର୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା 🙏🙏🙏🙏
L
o
Jaya:jagannath::swami
Jai Jagannath Swami 🙏🙏🙏
Manimankara Jai heu
Hare Krishna hare Krishna krishna krishna hare hare.Hare rama hare rama rama rama hare hare Jai jagannath 🌹🌹🌹🌹🌹🌹🌹🌹🌹
🙏🙏ଜୟ ଜଗନ୍ନାଥ ସ୍ୱାମୀ 🙏🙏
Jay jagannath mahaprabhu🙏🙏🙏 samastanku bhala re rakhantu.
ସାର୍ ପ୍ରଣାମ
ବହୁତ୍ ସୁନ୍ଦର୍ ବର୍ଣ୍ଣନା🕉️🙏🙏🙏🕉️
ଜୟ ଜୟ ଶ୍ରୀ ଜଗନ୍ନାଥ ❤❤🙏🙏💐💐🙏🙏
ସାର୍ ପ୍ରଣାମ🙏।ଜୟ ଜଗନ୍ନାଥ🙏🙏🙏
ଆପଣଙ୍କ ଜଗନ୍ନାଥ ମହିମା ବଣ୍ଣନା ସୁଣିଲେ ମନରେ ଆନନ୍ଦ ଓ ଜଗନ୍ନାଥ ପ୍ରତି ଦୃଢ଼ ବିଶ୍ୱ।ସ ବଢିଯାଉଛି।
Lord of universe mo Mahapravu antaryami... 🙏
ଜୟ ଜଗନ୍ନାଥ 🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଜଗନ୍ନାଥ ସ୍ୱାମୀ ନୟନପଥଗାମୀ ଭଵ ତୁମେ 🙏🙏🙏🙏🙏🙏🙏🙏🙏🙏🙏🙏
Jay jagannath ,pravu koti koti pranam 🙏🙏🙏🙏
Jay jagannath... ❤🌹❤🌹❤🌹❤🌹🌹❤🌹❤🌹❤
ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏🚩🚩
ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ 🙏ଜୟ ଜଗନ୍ନାଥ
ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭଵ ତୁମେ ପୃଭୁ 🙏🙏🙏🙏
Mahaprabhu Jai jagannath 🙏🙏🙏
ଜୟ ମହାପ୍ରଭୁ ଶ୍ରୀଜଗନ୍ନାଥ ସ୍ୱାମୀ।
Jay jagannath.jay Srikanta sir.
ପ୍ରଭୂ ଅଖିଳ ବ୍ରହ୍ମାଣ୍ତ ପତି🙏🙏🙏🙏🙏❤️❤️❤️❤️❤️
Jai jagannath mahaprabhu 🙏🙏🙏🙏🙏😭😭😭😭😭😭😭🙏🙏🙏
ଜୟ ଜଗନ୍ନାଥ 🙏♥️
Jai gagannath Swami Nayana pàrha gami bhabva tume ❤️🙏
Apananka Tharu krupamaya e sara sansara r kie achi maha Prabhu emti karuna ama mananka upare thau maha Prabhu. Jay Jagannath 🙏🙏🙏
🙏ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ 🙏
🙏💞ଜୟ ଜଗନ୍ନାଥ ସ୍ଵାମୀ💞🙏ହେ ମୋର ପ୍ରାଣ ପ୍ରିୟ ଠାକୁର ଏହି ନୂତନ ବର୍ଷ ଟି ସମସ୍ତଙ୍କ ପାଇଁ ଶୁଭ ତଥା ମଙ୍ଗଳମୟ ହେଉ ଏବଂ ଏହି ମହାମାରୀ ଠାରୁ ସମସ୍ତଙ୍କୁ ରକ୍ଷା କରନ୍ତୁ । ମୁଁ ତ ମହା ପାପିନୀ ଟେ ଜଗା କାଳିଆ କୁ ଦେଖିଯାଇ ପାରୁନି । ଏଇଠୁ 😭😭🙏🙏🌹🌹 ପ୍ରଭୁ ଗ୍ରହଣ କରନ୍ତୁ ।
🙏🙏 ଜୟ ଜଗନ୍ନାଥ🙏🙏 ପ୍ରଣାମ ସାର୍🙏
ସତରେ ଆମ ମହାପ୍ରଭୁ ହିଁ ନିଆରା,,ତାଙ୍କ କୃପା ଅପାର,,, ଆହେ ଲୀଳାମୟ ,,,ଦୁଃଖ ଦରିଆରେ ଆପଣ ହିଁ ଚିରନ୍ତନ ସୁଖ,,ଆପଣ ହିଁ ଆମର ଦୁଃଖ ପାସରା,,,ଆଉ ସୁଖ ଅସରା,,🙏🙏 ନବ ବର୍ଷର ସମସ୍ତଙ୍କ ମନରେ ଆନନ୍ଦ ଭରି ଦିଅ 🙏 ଆପଣଙ୍କୁ ଝୁରିବାପଣ,, ଭଲପାଇବାର କୋହ ଲୁହ ରହିଥାଉ ,,,,
ଜାଣିନି ମହାପ୍ରଭୁ କେବେ ଆପଣଙ୍କୁ ଟିକେ ମନ ଭରି ଦେଖିବି,,,କେବେ ଆପଣଙ୍କ ଡୋରି ଲାଗିବ ମଣିମା,,
ମନରେ ଗୋଟିଏ ବିଶ୍ୱଆସ ମୁଁ ସିନା ତାଙ୍କୁ ଦେଖିପାରୁନି ହେଲେ ମୋ ମହାପ୍ରଭୁ ତ ସମସ୍ତଙ୍କୁ ଦେଖୁଛନ୍ତି,,,ଆମ ମହାପ୍ରଭୁ ହିଁ ଅଛନ୍ତି,,🙏 ଜୟ ଜଗନ୍ନାଥ🙏🙏
ଜୟ ଜଗନ୍ନାଥ ⚫️‼️⚫️🙏🌹🌹🌹
Jay Jagannath. Love you Prabhu. Made me love you always
ଜୟ ଜଗନ୍ନାଥ 🙏🙏🙏🙏
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ହରେକୃଷ୍ଣ 🙏🙏🙏
ଆପଣଙ୍କ ଭକ୍ତି ଭାବପୂର୍ଣ୍ଣ ବକ୍ତବ୍ୟ ସତରେ ମୋର ହୃଦୟରୁ ଭାବ ଆଖିରୁ ଲୁହ ହୋଇ ଝରିଯାଏ
ଜୟ ଜଗନ୍ନାଥ ସ୍ଵାମୀ 🙏
Jai 🙏 jagannath swami ki Jai ⚫❗⚫🌼🌼🌼🌼🌷🌷🌷🌷🌷🙏🙏🙏🙏🌹🌹🌹🌹🌹💖💖💖💖💖
🙏 Jai Jagannath 🙏
ଜୟ ଜଗନ୍ନାଥ 🙏🙏🙏 ମହାପ୍ରଭୁ!ଆପଣ ତ ଅଛନ୍ତି ମୋର ଆଉ କଣ ଚିନ୍ତା?
ସିଏ ଅଛନ୍ତି, ସିଏ ସବୁକାଳେ ଅଛନ୍ତି, ରହିବେ ହିଁ ରହିବେ।ସେ କୃପାମୟ । ସେ କୁହାଉଥାନ୍ତୁ, ଆପଣ ମାଧ୍ୟମ ହୋଇଥାଆନ୍ତୁ,ଆମେ ଆପଣଙ୍କ ର ପରବର୍ତ୍ତୀ ଅଧ୍ୟାୟ ଅପେକ୍ଷାରେ ।
Jay Jagannath swami 🙏🙏🙏🙏 Nayana patho gami❤️❤️❤️❤️
Jay jagannth Mahapravbhu🙏🙏🙏🙏🙏🙏 🙏🙌
Jay Jagannath 🙏🙏🙏😭❤️👍,Bhai,Bhauja,all familly ,frends,all teams,Happy New Year 2022,sarba bhabantu sukhina,mahaprabhu samastankar mangala karantu 🙏🙏🙏❤️👍
Jai Jagannath. Thank You Sir.🙏🙏🙏🙏🙏
Jay jagannath Swami nayana patha gami bhaba tume🙏🙏🙏🙏🙏
Mate bahut bhala lage mo pravunka anuvuti suniba lagi
Jay jagannath sir pranam 🙏
Jay Jagannath Prabhu🙏🙏🙏🙏🙏
🙏ହରିବୋଲ ମଣିମା ହରିବୋଲ🙏
Jay Jagannath 🙏🙏🙏🙏🙏🙏🙏
Jai shree jagannath mahaprabhu 🙏🙏🙏
Jay jaganath 🙏🙏
Jay jay jagannath 🙏🙏🙏 naba barsar subhechha subhaabinandan b🙏🙏🙏
ସବୁ ଦୁଃଖ ଜଗା ତୋର ଆଲିଙ୍ଗନ
ସବୁ ସୁଖ ତୋର ପ୍ରେମଧନ ;
ସବୁ ହସ ମୋର ତୋର ବରଦାନ
ସବୁ କାନ୍ଦ ମୋର ଅଭିମାନ ।
Jay Prabhu Jagannath 🙏
Mo prabhu.. Jay Jagganath
Jai shree Jagannath 🙏🕉️❤️
Jai jagannath swami 🙏🙏🙏
Jai jagannath 🙏🙏🙏
ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 ମହାପ୍ରଭୁ ଆପଣଙ୍କର ସଦାସର୍ବଦା ଜୟ ହେଉ 🙏
Jay Jagannath
ମଣିମା🙏
Really really its true 🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾🙏🏾
Jay Mahaprabhu karunamaya apananka Jay heu🙏🙏🙏
ଜୟ ଜଗନ୍ନାଥ
କୋଟି ପ୍ରଣାମ🙏🙏🙏🙏
Jay jaganath Prabhu mate bahut bhal lage maha prabhu
Jay Jagannath swami 🙏🙏
ଜୟ ଜଗନ୍ନାଥ
Jay jagannath mahaprabhu 🙏
Paramkarunik pitanku addham bhrutyar sreecharanre anant koti pranam🙏🙏
Hee karunamay pita moar tumari lilaku bhujhibar shakti kahar achhi chaud bhubnare, aetiki guhari karuchhi bhrutya tumari sreecharanre janmjanmantar apraadh khamya kari sreecharanre saran dia saranpanjar mahabahu 🙏🙏🙏
Moar mlechhatyku binash kari sreecharanre saran dia saranpanjar mahabahu🙏🙏🙏
Bapa tume ichha kale pangu giri langhi paare, tumari ichha jebe mo pari apraadhi ku dandit kariba taha mo paain baikunth prapti, pagalta tumaku anant kal dhari jhurutthila, jhuruchhi, jhurutthiba 🙏🙏🙏
Mote gopimanank pari pagal karidia tumari premre bapa tumaku moar ran rahila🙏🙏🙏