Special Story | Odisha Shocker! Woman kills own son over affair with his tuition teacher

แชร์
ฝัง
  • เผยแพร่เมื่อ 11 ธ.ค. 2024

ความคิดเห็น • 987

  • @raghunarhkarjee947
    @raghunarhkarjee947 2 ปีที่แล้ว +277

    ଏଇଟା ସୁପ୍ରିକୋର୍ଟଙ୍କ ରାୟପରା? ପ୍ରେମ କଲେ ଦୋଷନାହିଁ !ସେଇଥିପାଇଁ ଲୋକେ ଖାତିର କରୁନାହାନ୍ତି, ଧନ୍ୟରେ ମଣିଷ

    • @BMJVLOG143
      @BMJVLOG143 2 ปีที่แล้ว +5

      Eita supreme court ni nija r dasha ...budhi bibek Thai bi pasu chinta dara

    • @dhananjayapradhan6545
      @dhananjayapradhan6545 2 ปีที่แล้ว

      @@BMJVLOG143 777777777777

    • @manoharmahanta5276
      @manoharmahanta5276 2 ปีที่แล้ว

      ଠିକ୍ କଥା କହିଛ ଭାଇନା 👍

    • @Sun_Dil
      @Sun_Dil 2 ปีที่แล้ว

      *Seita metro city Bombay Delhi payi Tama choto moto gaon payi nuhe bro*

    • @msdhoni1973
      @msdhoni1973 2 ปีที่แล้ว

      ଏଟା ପ୍ରେମ ନା 2ୟ ଘଇତା ଗୋଟା

  • @lalitendubihari3632
    @lalitendubihari3632 2 ปีที่แล้ว +175

    ସେ ମଘୀଆ ଆଉ ସେ ବେଶ୍ୟା କୁ ଜୀବନ୍ତ ଜାଳି ଦିଆଯାଉ

  • @khilarranjit2160
    @khilarranjit2160 2 ปีที่แล้ว +176

    କୁହାଯାଏ କୁପୁତ୍ର ହେଇପାରେ,ହେଲେ କେବେ କୁ ମାତା ହେଇପାରେନା
    କିନୁ ଆଜି କାଲି ସବୁ ସମ୍ଭବ ହୋଇପାରିଛି । ପାପର ଭାର ଏମିତି ଭାବାରେ ବଢ଼ି ଚାଲିଛିଯେ , ବେଳେ ବେଳେ
    ନିଜ ଚାରି ପାଖରେ ବି ନିଜକୁ ସୁରକ୍ଷିତ ମନେ ହେଉନି।

    • @sporthook191
      @sporthook191 2 ปีที่แล้ว +3

      ଭାଇ ରେ ଏଇଟା ପରା କଳି ଯୁଗ😅😅

    • @susantgarnaik5542
      @susantgarnaik5542 2 ปีที่แล้ว +4

      ଠିକ କହିଛନ୍ତି କଳିଯୁଗରେ ସବୁ ସମ୍ଭବ

    • @asabmkofficialchannel195
      @asabmkofficialchannel195 2 ปีที่แล้ว +6

      ଅନ୍ତିମ ଯୁଗରେ ଅନେକ ଲକ୍ଷଣ ଦେଖିବାକୁ ମିଳିବ ଏଥିକି ନୁହେଁ ଆହୁରି ଅନେକ ଭଲ ମନୁଷ୍ୟ ମଧ୍ୟ କରାପ କାର୍ଯ୍ୟ କରିବାକୁ ଇଚ୍ଛା କରିବ, ଏହି ଅନ୍ତିମ ଯୁଗରେ ଯିଏ ଦର୍ଯ୍ୟ ଦରି ଜୀବନ କାଟିବ, ସେହି ବ୍ୟକ୍ତି ଧନ୍ୟ

    • @mithunnaik1962
      @mithunnaik1962 2 ปีที่แล้ว +1

      2 jana jakara gandi re rada purei dia magiaa hala chhiii.

    • @comedyboy88
      @comedyboy88 2 ปีที่แล้ว +1

      Ghor kali
      Adhunika juga
      Sei bhali ta haba
      Dekhucha bhai
      Ete ethi kanda helani
      Agaru emiti thila
      Aji kali loka ta bhagwan ku bhi
      Goitha marileni
      Ao asiba kouthu
      😏😒🥀🥀🥀

  • @kskrantiofficial992
    @kskrantiofficial992 2 ปีที่แล้ว +62

    ପ୍ରଭୁ ହେ ରକ୍ଷା କର ।🙏 ଦେଶ କଣ ରୁ କଣ ହେଇ ଗଲାଣି ।।।😔 ପ୍ରେମ ନା ରେ ଏଠି ରାସ ଲୀଳା ଚାଲିଛି ।। ନିରୀହ ଶିଶୁ ର ଜୀବନ ଟା ବାଜି ଲାଗୁଛି ।।ପ୍ରେମ କରିବାର ଥିଲା ଟା ବାହା କାହିଁକି ହଉଥିଲ ।।। ପ୍ରେମିକା ସହ ପ୍ରେମ କରିକି ରହିଲନି।। ଛୁଆ ଟା ର କି ଦୋଷ ଥିଲା ।।😭😭😭🙏
    ସେ ଦୁଇ ଜଣ ଙ୍କୁ ଫାଶୀ ଦିଅ ଯାଉ ତା ପରେ ଯାଇକି ସେ ପୁଅ ର ଆତ୍ମା କୁ ଶାନ୍ତି ମିଳିବ ।।
    ସେ ମଦୁଆ ଭାଡୁଆ ମାଷ୍ଟର ଶଳା ତାକୁ ଶିକ୍ଷକ କିଏ କଲା ଫାଶୀ ଦିଆ ଯାଉ ତାକୁ।।
    ଖରାପ ଲାଗୁଚି ମତେ ମୁଁ ଏଇ କେନ୍ଦ୍ରାପଡ଼ା ର ଝିଅ ।।ଛି 😔😔😔

    • @Ayushmansahoo2909
      @Ayushmansahoo2909 2 ปีที่แล้ว +4

      ଏ ଘଟଣା ସବୁ ଜାଗାରେ ଚାଲିଛି। ଖାଲି କେନ୍ଦ୍ରାପଡ଼ା ରେ ନୁହେଁ।

    • @BijayKumar-te4vy
      @BijayKumar-te4vy 2 ปีที่แล้ว +2

      ତମ କେନ୍ଦ୍ରାପଡା ରେ ଖାଲି ଏଇଆ ଚାଲିଛି ତମ କେନ୍ଦ୍ରାପଡା କେବେହେଲେ ସୁଧୁରିବ ନାହିଁ କାରଣ ପ୍ରଥମେ ନାଳୁଆ ସାରଥୀ ବାବା ଯୋନି ପୂଜା କରିକି ଶୁଭ ଅନୁକୂଳ କରିଛି ,,,,, ଛି ଛି ଛି କେନ୍ଦ୍ରାପଡା ନାରୀ ପୁରୁଷ

    • @BijayKumar-te4vy
      @BijayKumar-te4vy 2 ปีที่แล้ว +2

      @@Ayushmansahoo2909 ଏ ଘଟଣା କୋଉଠି ହେଲେ ଚାଲିନି ଖାଲି କେନ୍ଦ୍ରାପଡ଼ାରେ ଗିହାଗିହି ବେଶୀ ଚାଲିଛି

    • @STYLISHREVIEWER
      @STYLISHREVIEWER 2 ปีที่แล้ว

      Kendrapada.... Na kharap hauchhi..... Bcoz of these news🤭😥😥😥

    • @Blessedwithjesus
      @Blessedwithjesus 2 ปีที่แล้ว

      Arey Bhai ab to sudhar jao pehle sarathi ko man rehe the andh bhakt me sabhiko nhi keh raha Jo log karte the unko bol Raha hun tumhare dist se aise cheeze ke upar strickly prohibition karna chayiye kon Kya keh Diya to uska maa man lega Kya pehle uske maa ko batao ke wo kitna ghinona Kam Kiya he Jo ravan b nhi Kiya hoga

  • @pintupaik4895
    @pintupaik4895 2 ปีที่แล้ว +6

    ପରକିୟା ପ୍ରେମ ଅପରାଧ ନାହିଁ। ଏହାର ତନାଘନା କାହିଁକି। ଏତେ ସୁନ୍ଦର ରାୟକୁ କାହିଁକି ଅପମାନ। ସମୟ ଆସିବ ପରକିୟା ପ୍ରେମରେ ଉବୁଟୁବୁ ହେଉଥିବା ସ୍ତ୍ରୀ ବା ପୁରୁଷ ପରିବାରର ମୁଖ୍ଯ ସମସ୍ତ ବ୍ଯକ୍ତିଙ୍କୁ ମାରିଦେବେ ଏଣୁ ବେଳୁ ସାବଧାନ ହୋଇଯିବା ଦରକାର।

  • @sporthook191
    @sporthook191 2 ปีที่แล้ว +48

    ଓଡିଶା big budget କରିବ ଖେଳ ! ନାନୀ ଲୋ ପ୍ରେମ କଲେ କାଳ
    ନିଜ ମାଇକେନା ନିଜେ ସମ୍ଭାଳ ,କେନ୍ଦ୍ରାପଡ଼ା ଆସୁଛି ରସିକିଆ tution ମାଷ୍ଟର 😅😅😅😅

  • @akashsutar2202
    @akashsutar2202 2 ปีที่แล้ว +70

    ସବୁ କଳାକାର କେନ୍ଦ୍ରାପଡ଼ା ରେ ଧନ୍ୟ ରେ ସାରଥୀ ତୋ ଲୀଳା 🤣

  • @educationchannel481
    @educationchannel481 2 ปีที่แล้ว +75

    ଜଗନାଥ ସମସ୍ତଙ୍କୁ ଭଲ ବୁଦ୍ଧି ଦିଅନ୍ତୁ ।

  • @Dipakkumar-bk6pm
    @Dipakkumar-bk6pm 2 ปีที่แล้ว +79

    ଧନ୍ୟ କହିବ ତମ ପ୍ରେମ କୁ ଗଲୁଆ, ଗଲେଇ ତମକୁ ନର୍କ ରେ ବି ଜାଗା ନାହିଁ. ପୋକ ପଡ଼ିଯିବ ତମ ଯୋନି ରେ

  • @bhaskarbehera7873
    @bhaskarbehera7873 2 ปีที่แล้ว +26

    ଶିକ୍ଷକ ଜାତି ପ୍ରତି ତମେ ନିନ୍ଦନୀୟ,
    ସେହି ପିଲାର ଲୁହ ର ଦୁଃଖ ଭୁଗିବ ତମେ ଦୁହେଁ

  • @Bikramghadei
    @Bikramghadei 2 ปีที่แล้ว +12

    ଝିଅ ଦୋଷୀ ହେଇକି ବି ତାର ମୁଁହ କୁ ଲୁଚୋଉଛନ୍ତି। କିନ୍ତୁ ପୁଅର ଦେଖଉଛନ୍ତି । ଧନ୍ୟ ତୁମ ସମାନତା @ଓଟିଭି

    • @littoncool
      @littoncool 23 วันที่ผ่านมา

      Otv kan law upare. Taku jaha guideline se seia kariba

  • @Suryakanta7-d2s
    @Suryakanta7-d2s 2 ปีที่แล้ว +19

    ଆଜି କାଲି ମୋ ଜାଣିବାରେ ବାହା ନ ହେବା ଟା ଭଲ
    100ରୁ 60ଝିଅ ଅବିଭାହିତ ଥାଇ ଭି ସେକ୍ସ କରୁଛନ୍ତି 😡👎

    • @khagasethy4002
      @khagasethy4002 2 ปีที่แล้ว

      80 percentage upare miarrage Bala besi double

    • @ananta.pkkumar2137
      @ananta.pkkumar2137 2 ปีที่แล้ว

      yes bro

    • @nareshkumar19991
      @nareshkumar19991 2 ปีที่แล้ว

      Right

    • @mahakaal811
      @mahakaal811 2 ปีที่แล้ว

      Bhai pura 100 ru 100

    • @mahakaal811
      @mahakaal811 2 ปีที่แล้ว

      Bhai toki ratire anya toka
      Sahita bed re soi
      One month pare plc nku
      Mrg karuchhanti

  • @mr.sanjayinformationdiscov3282
    @mr.sanjayinformationdiscov3282 2 ปีที่แล้ว +63

    ନାରୀ ନିଜ ଦେହ ସୁଖ ପାଇଁ ନିଜ ଜନ୍ମିତ ପୁଅ କୁ ମରିପାରେ,,, ଏହା ଅତ୍ୟନ୍ତ ନିନ୍ଦନୀୟ।।।।
    ଯେଉଁମାନେ ନାରୀ କୁ ସରଳ, ନିରୀହ, କହି ଘଣ୍ଟ ଘୋଡାନ୍ତି ସେମାନେ ଦେଖନ୍ତୁ ନାରୀ ର ଅସଲ ମୁଖା।।।।

    • @shonali3313
      @shonali3313 2 ปีที่แล้ว +6

      emty gote nari pain Sabu women's mananku apana kahiparibeni kahiba agaru nija maa bhauni kathha vabantu ....sabu purusa tahele khrp ame kahibu bcz emty sir jea gote married women saha rltn rakhuchi ta khusi pain .... Ethi ghanta semananku ghodanti joumane innocent ame ama maa nku dekhichu pura lyf ama pain sacrifices kari se sabu kichhi chadi nija desire nija dream sabu sacrifice kari khali ama pain banchichanty taku kuhanty maa I hope apananka ghre b semty hin maa thibe 🙏

    • @jayhanuman1789
      @jayhanuman1789 2 ปีที่แล้ว +7

      @@shonali3313 tume feminist kuhani ki... Abe.... News re only married women ଙ୍କ affairs news ଆସୁଛି... କହିଲା gote... By ncrb report per year 80000 mens suicide by physical and mental harrasment by their wife.... ନାରୀ କୁ again torture ଦରକାର... ତୁମ ମାନଙ୍କୁ ସ୍ଵାଧୀନତା ଦେବା ମାନେ ଗୋଟେ ଯୁଗର ଶେଷ... Aeita ଆଗରୁ ଆମ ପୂର୍ବ ପୁରୁଷ ମାନେ bhalaki ଜାଣିଥିଲେ..... ମା bhauni କଣ କୋଉଠି ଆଇଲେ...କି... ସମସ୍ତଙ୍କୁ କଡା punishment darkar.... 90 pararu ସବୁ ତୁମ bhali shurpanekha ଜନ୍ମ ନେଉଛନ୍ତି
      . ପୁରୁଶ ମାନଙ୍କ ରକ୍ତ ଶୋଷିବା ପାଇଁ.... Bhag feminist

    • @noone00072
      @noone00072 2 ปีที่แล้ว +3

      @@jayhanuman1789 bhagaban Karantu prathame ei punishment ro arambha Tomo thhu janmita jhio thhu Hau ....

    • @noone00072
      @noone00072 2 ปีที่แล้ว

      @@jayhanuman1789 apana Jie bi huantu ethhi ethi Samaj Ku sikhya Dan karuthiba teacher jetiki bhul nijo chhua Ku marithiba stree ro bhul ....
      Hele se Pai Pura Nari Samaj kharap kahi habani ...
      Jadi gote purusha rape Koribo mu Mo bapa Bhai nku Semiti dekhibini to gote Nari dosa Kole tome kahinki nijo Maa bhauni stree jhio Ku bi Semiti dekhibo ...
      90s aagoru purusha Mane gote ru Adhika Mrg koruthile ,jautuka Pai Mari dauthile seita Kan thhik thila

    • @noone00072
      @noone00072 2 ปีที่แล้ว +1

      @@jayhanuman1789 aau married women nko affairs Katha kahila jau semane affairs aau gote women Saha nuhe nijo bhali aau gote characterless purusha Saha rakhuchanty ... To dosa dui jononkor
      Nijoku tike educate korao dele Janibo dosa dui jononkor

  • @skfg1687
    @skfg1687 2 ปีที่แล้ว +7

    ପ୍ରେମ କରିବା ଭୁଲ ନୁହେଁ ନିଜ ପିଲାକୁ ମାରିକି ପୁରା ଫସି ଗଲା ମାଇକିନିଆ 😂

  • @soumyaranjansahoo5959
    @soumyaranjansahoo5959 2 ปีที่แล้ว +52

    ଦୁଇଟା ଯାକ କୁ ନେଇକି ସମୁଦ୍ର ରେ ଛାଡ଼ିଦିଅ ସେମାନଙ୍କୁ ମାଛ ଖାଇବେ

    • @dipanjalibiswal9300
      @dipanjalibiswal9300 2 ปีที่แล้ว +1

      🤣🤣🤣🤣

    • @t_2673
      @t_2673 2 ปีที่แล้ว

      @@dipanjalibiswal9300 🤭🤭😆😆

    • @Subrat__04
      @Subrat__04 2 ปีที่แล้ว

      😀😂😂🤣

    • @eyeguy5679
      @eyeguy5679 2 ปีที่แล้ว

      Naa naa
      Machli kabhi kachra khaati h kya

    • @eyeguy5679
      @eyeguy5679 2 ปีที่แล้ว

      Naa naa
      Machli kabhi kachra khaati h kya

  • @Ayushmansahoo2909
    @Ayushmansahoo2909 2 ปีที่แล้ว +31

    ଏ ସବୁ ଘଟଣା ପାଇଁ ସୁପ୍ରିମ କୋର୍ଟ ଦାୟୀ। ଯଦି ବାହାଘର ପରେ ସ୍ୱାମୀ ଥାଇ ସ୍ତ୍ରୀ ବାହାରେ ପର ପୁରୁଷ ସହ ଶାରୀରିକ ସମ୍ପର୍କ ରଖିଲେ ଅପରାଧ ନୁହେଁ ତାହେଲେ ସମାଜ କଳୁଷିତ ହେବ। ଏଥିରେ ସେମାନଙ୍କ ର ଆଉ ଡର ରହିବ ନାହିଁ। ତେଣୁ ସମସ୍ତେ ସଚେତନ ହୁଅ।

    • @chandanswain3074
      @chandanswain3074 2 ปีที่แล้ว

      Vai jor dar mulak tar

    • @chandanswain3074
      @chandanswain3074 2 ปีที่แล้ว

      Namaku matra justice.......

    • @rajveer4808
      @rajveer4808 2 ปีที่แล้ว

      ଠିକ୍ କହିଲେ ଆପଣ

    • @JitendraKumar-js7ky
      @JitendraKumar-js7ky 2 ปีที่แล้ว

      Haa ha 😉 😝😝😉🙂😉😝😝😝😝

    • @lilamayasahu6669
      @lilamayasahu6669 2 ปีที่แล้ว

      Sc court's ଚାହୁଛି crime hau case asu

  • @kskrantiofficial992
    @kskrantiofficial992 2 ปีที่แล้ว +26

    ପ୍ରେମ ନା ରାସଲୀଳା ।।
    ପ୍ରେମ କୁ ବଦନାମ କରିବା ରେ ଏମାନେ ଙ୍କ ର ହିନ ସବୁଠୁ ବଡ଼ ହାତ ଏ ମାନଙ୍କ ପାଇଁ ହିଁ ଆଜି ପ୍ରେମ ବଦନାମ ।।😔 ପ୍ରେମ ଭଳିଆ ଗୋଟେ ପବିତ୍ର ସମ୍ପର୍କ କୁ କାହିଁକି ଦେହ ସୁଖ ନା ରେ ବଦନାମ କରୁଚ ।।ହେ ପ୍ରଭୁ ଏ ମାନ ସଦବୁଦ୍ଧି ଦିଅ।।😞🤬

  • @satyammorko3035
    @satyammorko3035 2 ปีที่แล้ว +2

    ଏ ଜାଗାରେ କେବଳ ଜଣଙ୍କର ଭୁଲ ନାହିଁ ମାଆର ବି ଭୁଲ ଅଛି ଆଜ୍ଞା

  • @subratbardhan_RLM_
    @subratbardhan_RLM_ 2 ปีที่แล้ว +7

    ନିଜ ନିଜ ପିଲାମାନଙ୍କ ସହ ପରିବାର ଲୋକଙ୍କୁ ମଧ୍ଯ ଭଗବଦ୍ ଆଚରଣ ର ଶିକ୍ଷା ପ୍ରଦାନ କରନ୍ତୁ। ଏହା ର ଆବଶ୍ଯକ ଯଥେଷ୍ଟ ରହିଛି ଆଜିର ସମୟରେ।।।

    • @SarojKumar-mv5uv
      @SarojKumar-mv5uv 2 ปีที่แล้ว +2

      ଠିକ୍ କଥା କହିଲେ sir

  • @shrinibassutar7763
    @shrinibassutar7763 2 ปีที่แล้ว +1

    ଗଣମାଧ୍ୟମ ର ଏମିତି ଏକତରଫା ମନୋଭାବ କାହିଁକି ? ଟ୍ୟୁଉସନ ସାର ପ୍ରେମ ପାଠ ପଢଉଥିଲେ କିନ୍ତୁ ଟ୍ୟୁଉସନ ସାର ଙ୍କୁ ମ୍ୟାଡାମ୍ ପ୍ରେମ ପାଠ ପଢାଉନଥିଲେ । ହଁ ମାଇକିନିଆ ଦୁଧଖିଆ ଛୁଆ । ଚୁତିଆ ମିଡିଆ ପୁଅର ମୁହଁ ଦେଖାଉଛି ମାଇକିନିଆ ବୋଧେ ପେଲିବାକୁ ଦବ ସେଥିପାଇଁ ତାକୁ ମୁହଁ ଢାଙ୍କି ନିର୍ଦୋଷ କରିବାକୁ ଚାହୁଁଛି ।

  • @priyabrata2615
    @priyabrata2615 2 ปีที่แล้ว +25

    ମାଷ୍ଟର ର କାମ ସମସ୍ତଙ୍କୁ ପାଠ ପଢେଇବା .
    ପିଲାଙ୍କୁ ପଢ଼ଉ ପଢ଼ଉ ପିଲାର ମା କୁ ପ୍ରେମ ପାଠ ପଢେଇ ଦେଲା କାମ ଶେଷ୍ .

  • @Alphamunna7
    @Alphamunna7 2 ปีที่แล้ว +12

    ଏବେ ପ୍ରେମର ଅନ୍ଧ ହୋଇ ଏପରୀ ଅପରାଧ କରୁଛନ୍ତି ପରେ ଭାବିଲା ବେଳକୁ କିଛି ନ ଥିବ

  • @srikanta671
    @srikanta671 2 ปีที่แล้ว +20

    ଏଭଳି ମାଗିଆ କୁ ହାଣୀ ଦିଏ,, ଜିଅନ୍ତା
    ଜାଳି ଦିଏ,,

  • @minuteshorts5880
    @minuteshorts5880 2 ปีที่แล้ว +18

    ୟେ ବେଧୁଆକୁ 15ଟା କମ୍ପାସ, 15 ପେନ, 10 ସ୍କେଲ ଆଉ 10 ପେନସିଲ ଏକା ଜାଗାରେ ବାନ୍ଧି ତା ଗାଣ୍ଡିରେ ପୁରେଇଦିଅ😡😡,ସେଥିପାଇଁ personal tution ଭାରି ବିପଦ,ମୁଁ ବହୁତ ଦେଖିଛି personal Tutionର ଫଳ । 🙏🙏

  • @dekhopublic770
    @dekhopublic770 2 ปีที่แล้ว +24

    Gender Equality 😂😂😂
    Gender Equality will only exist in exam papers but when will it be a thing of practice.

  • @abinashsamal7256
    @abinashsamal7256 2 ปีที่แล้ว

    Good 👍 Disison is Better And best Thanks 👩‍❤️‍👨

  • @bnmohanty2553
    @bnmohanty2553 2 ปีที่แล้ว +5

    ଦୟାକରି ମିଡ଼ିଆ ରିପୋର୍ଟର ଙ୍କୁ ଅନୁରୋଧ ଏଭଳି କଳଙ୍କିତ ଅଧ୍ୟାୟକୁ ବେଶି ଆବୃତ ନକଲେ ଭଲ ହୁଅନ୍ତା କାରଣ ଏହାର ପ୍ରଭାବ ସମାଜ ପାଇଁ କ୍ଷତିକାରକ... ମଣିଷର ଜ୍ଞାନ ପଶୁଠାରୁ ହୀନ... ପ୍ରେମ ପାଇଁ ଗୁରୁ ଶିଷ୍ୟ ଓ ମାଆ ପୁଅ ର ସମ୍ପର୍କ ଭୁଲି ଯାଉଛନ୍ତି... ଏଭଳି ଦିନକୁ ଦିନ ବୃଦ୍ଧି ପାଉଛି ଏମାନଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ 👍 ଜୟ ଜଗନ୍ନାଥ 🙏

  • @bnmohanty2553
    @bnmohanty2553 2 ปีที่แล้ว +1

    ହେ ଇଶ୍ଵର ଏଭଳି ଘୃଣ୍ୟ ପ୍ରକୃତିର ଲୋକ ମାନଙ୍କୁ ସଦବୁଦ୍ଧି ଦିଅ ଠାକୁରେ 🙏 ପରକୀୟା ପ୍ରୀତି ପାଇଁ ଜନ୍ମ ଦାତ୍ରୀ ମାଆ ନିଜର ସନ୍ତାନକୁ ମାରିପାରୁଛି ଦୁଃଖଦାୟକ 😭 ନିଜର ହିତାହିତ ଜ୍ଞାନ ଲୋପ ପାଇଗଲାଣି... ଯେତେ ସବୁ କଳାକାର କେନ୍ଦ୍ରାପଡ଼ା ରେ... ସବୁ ସେଇ ବିଭୁତିର ଖେଳ 😄

  • @trushnapriyanayak6033
    @trushnapriyanayak6033 2 ปีที่แล้ว +11

    Supreme court is totally responsible for this like case.

    • @frox9295
      @frox9295 2 ปีที่แล้ว

      Firstly , they both are responsible.

  • @madanmohanparida3873
    @madanmohanparida3873 2 ปีที่แล้ว +1

    ପରକୀୟା ପ୍ରୀତି ଦୋଷାବହ ନୁହେଁ
    ଏକଥା ମାନ୍ୟବର ସୁପ୍ରିମକୋର୍ଟ କହିଛନ୍ତି

  • @suryasadhika4157
    @suryasadhika4157 2 ปีที่แล้ว +8

    ଦେଶରେ ଆଇନ୍ ନାମରେ ବେଆଇନ ଚାଲୁଛି ।

  • @Bunakaar
    @Bunakaar 2 ปีที่แล้ว +1

    Chalu chalu ... Sansta chalu

  • @yogesh3942
    @yogesh3942 2 ปีที่แล้ว +27

    I like how only Master's face is shown & that mother who committed such heinous crime has been blurred so much for gender equality

    • @rajupatnaik7776
      @rajupatnaik7776 2 ปีที่แล้ว +3

      Yogesh, fully agree with you!
      These Odia news channels should stop this obnoxious, unfair “sympathy” for ladies (even those who are involved in crimes) by "black taping" their Eyes or blurring their Face.

    • @yogesh3942
      @yogesh3942 2 ปีที่แล้ว

      @@rajupatnaik7776 pseudo feminism, never seen them showing faces of women, so men don't have any self respect & social status or what

    • @stuntersagar5212
      @stuntersagar5212 2 ปีที่แล้ว

      I wait for those day in which day this inequality gots end...

  • @bipindutta9364
    @bipindutta9364 ปีที่แล้ว

    Good work

  • @simanchalchoudhury3207
    @simanchalchoudhury3207 2 ปีที่แล้ว +36

    Heart touching story 😢😢

  • @stylestar486
    @stylestar486 2 ปีที่แล้ว

    ଏହି ସବୁ ଘଟଣା ଆମ ଓଡ଼ିଶା ରେ ହିଁ ହବାରେ ଥିଲା ,
    ହେ ଭଗବାନ

  • @gnsatya559
    @gnsatya559 2 ปีที่แล้ว +4

    ନାରୀ ମାନଙ୍କୁ ମା ଦୁର୍ଗତିନାସିନି ଦୂର୍ଗା ବା ମା ଲକ୍ଷ୍ମୀ ବୋଲି କୁହାଯାଏ । କିନ୍ତୁ ସେଇ ନାରୀ ଆଜି ଦୂର୍ଗା ରୁପ କୁ ଭୁଲି ଯାଇ ରାକ୍ଷାଶୁଣି କେମିତି ପାଲଟିଲା ଛି ଛି । ସେଇ ଅଭଦ୍ର ନାରୀ ଜଣଙ୍କୁ କଠୋର ଦଣ୍ଡ ଦେବା ଦରକାର୍ । କିନ୍ତୁ ସବୁ ନାରୀ ସେମିତି ନୁହୋନ୍ତି ସବୁ ନାରୀଙ୍କୁ ମୁଁ କୋହୁନି । କିଛି ବେଲଜ୍ୟା ନାରୀ ଅଛନ୍ତି ସେମାନେ ହିଁ ସେମିତି ।

    • @kskrantiofficial992
      @kskrantiofficial992 2 ปีที่แล้ว +2

      ଠିକ୍ କହିଛନ୍ତି ଆପଣ ।।।ସବୁ ନାରୀ ସମାନ ନୁହନ୍ତି ।। କିନ୍ତୁ ଏମିତି କିଛି ନାରୀ ମାନଙ୍କ ପାଇଁ ସବୁ ନାରୀ ଜାତି ଆଜି ଖରାପ ହଉଚି ।।ଏ ମାଆ ନିଜ ପିଚାଷି ରକ୍ଷାସି ଦେହ ର ଭୋକ ମିଟେଇବା ବା ନିଜ ଛୁଆ କୁ ବି ଛାଡ଼ିଲାନି ଛି ଛି ।।ଆଉ ସେ ପଶୁ ମାଷ୍ଟର ତାକୁ ଶିକ୍ଷକ କିଏ କଲା ଛି ନୁଙ୍ଗୁରା ଭାଡୁଆ ଟା ଫାଶୀ ହଉ ସେମାନଙ୍କୁ ।। 😡😡😡😡😡😡 🤮🤮🤮

  • @satyammorko3035
    @satyammorko3035 2 ปีที่แล้ว

    Good teacher 👌👌👌

  • @lizabl3534
    @lizabl3534 2 ปีที่แล้ว +8

    ଛି ଛି ମା ନୁହେଁ ସେ ଡାହାଣୀ 😡

  • @allindianentertainment252
    @allindianentertainment252 2 ปีที่แล้ว

    ରସିଆ sirଙ୍କ ଲିଙ୍ଗ କାଟି ତା ହାତ ରେ ଦେଇଦିଅ

  • @Abc-nh5zq
    @Abc-nh5zq 2 ปีที่แล้ว +51

    Kidney touching story.

  • @ruddhindrapradhan2186
    @ruddhindrapradhan2186 2 ปีที่แล้ว

    waaaaahhhh kya baat hai

  • @Rashmiranjanswain1
    @Rashmiranjanswain1 2 ปีที่แล้ว +7

    ସେ ମରିଯାଇଥିବା ପିଲା ର ବାପା କାହିଁ, ଏତେ ଘଟଣା ପରେ ମଧ୍ୟ ସେ ବାଙ୍ଗାଲୋର ରେ କଣ କରୁଛି । ସ୍ତ୍ରୀ ପିଲା ଙ୍କୁ ଛାଡି ଏତେ ଦୂରରେ ଚାକିରି କରି ଲାଭ କଣ ହେଲା ।😡

  • @odiastatusofficialguna8252
    @odiastatusofficialguna8252 2 ปีที่แล้ว +2

    ନାଳୁଆ ମାଷ୍ଟର କୁ ବେଧ ମା ଛିଛି ... ସରିବ କଳିଯୁଗ ଜୟ ଜଗନ୍ନାଥ ...🙏😔

  • @uddhabghadia133
    @uddhabghadia133 2 ปีที่แล้ว +51

    Great Mother👩

    • @mydailyvisual7001
      @mydailyvisual7001 2 ปีที่แล้ว +3

      Tu pagal ta kibe great mother kahuchhu ahuri.....

    • @umakantamohapatra6021
      @umakantamohapatra6021 2 ปีที่แล้ว +5

      @@mydailyvisual7001 tora tike bujhiba sakti kam achi boli se kanna janithila ki

    • @uddhabghadia133
      @uddhabghadia133 2 ปีที่แล้ว +3

      @@umakantamohapatra6021 Exactly

    • @sagarfitness11
      @sagarfitness11 2 ปีที่แล้ว +1

      Ham bhai great mother

    • @ratrinaik8409
      @ratrinaik8409 2 ปีที่แล้ว +2

      @@mydailyvisual7001 pagala kn Se Kemiti dhangare kahila tame bujhina Se maa great kukuruni besiy karibaku puo ku maridela Se mahan nuhe to aau kn Se kukuruni marantaki nija puo ku marichi chi dahani

  • @କଳିଙ୍ଗଷଣ୍ଢ
    @କଳିଙ୍ଗଷଣ୍ଢ 2 ปีที่แล้ว

    ମୁଁ କଣ୍ଡୋମ୍ ତିଆରି କରିବା କମ୍ପାନୀ ନା ରେ ଏତଲା ଦେବା କୁ ଚାହେଁ.
    ଏଭଳି ଖରାପ କଣ୍ଡୋମ୍ ତିଆରି କରି ଥିବାରୁ ଆଜି କାଲି ସମାଜ ରେ ଏଇ ଭଳି ଜାରଜ ମାନେ ଜନ୍ମ ନେଉଛନ୍ତି.
    ଦୟାକରି ଏଭଳି ଲୋକ ମାନଙ୍କୁ ସୃଷ୍ଟି କରିବା ପୂର୍ବରୁ ଭଲ ଭାବରେ ଗର୍ଭ ନିରୋଧକ ବ୍ୟବହାର କରନ୍ତୁ 🙏🏻🙏🏻

  • @sigma14345
    @sigma14345 2 ปีที่แล้ว +5

    ସବୁ ସେଇ କଦଳି , କଣା ପାଇଁ ଦୁନିଆ ବାୟା କିଏ କାହାକୁ ଧୋକା ଦଉଚି ତ କିଏ କାହା କୁ ମାରୁଚି ।

  • @abtechnical5639
    @abtechnical5639 2 ปีที่แล้ว

    ସୁପ୍ରିମ କୋର୍ତ ଜୟ ହୋ, ନାରୀ ସ୍ୱାଧିନତା ପାଇଁ

  • @susmitabadhai7328
    @susmitabadhai7328 2 ปีที่แล้ว +3

    ସୁପରିମକୋର୍ଟଙ୍କ ରାୟ । ଏଥି ପାଇ ସମସ୍ତଙ୍କ ପରିବାର ରେ କିଛିନା କିଛି ଚାଲିଛି । ବିବାହ ପ୍ରଥା ରଖିଛ କନ ପାଇଁ, ଉଠେଇ ଦେଉନ,ଏମିତି ପରିବାର ଭାଙ୍ଗିବ କାହିଁକି ଯିଏ ଯାହା ପାରିବ କରିବ ଯେତେ ଯିଏ ପାରିବ ଘଇତା ଆଉ ମାଇକିନା ଉଣ୍ଡେଇ ବେ

  • @aditiyatripathy645
    @aditiyatripathy645 2 ปีที่แล้ว +2

    ଦଶହରା ରେ କିଏ ନୂଆ ଗାଡ଼ି କିଣୁଛି ,ସେ ଗୋଟିଏ ପୁରୁଣା ଗାଡ଼ି te ନେଇ ଚଳେଇବା କୁ ଇଚ୍ଛା କରୁଥିଲା, ତମେ ଗାଡ଼ି jabat କଲ ତାକୁ ବି jabat କଲ ,ତମକୁ ସବୁ ଧର୍ମ ସହିବ ନାହିଁ

  • @MayurDLK
    @MayurDLK 2 ปีที่แล้ว +21

    ଏ ନାରୀଙ୍କୁ ବିଶ୍ୱାସ ନାହିଁ ରେ ,,,ତାପରେ ବି ଯଦି ଗାଡି କିଣି ଘରେ ଛାଡ଼ି ଦେଇଯିବ କଣ୍ ହେବ ,,, କିଏ ଜଣେ ତ ଚଢ଼ିବ ,,,

    • @abyaktakumarrout9084
      @abyaktakumarrout9084 2 ปีที่แล้ว +1

      Tahele bhai se manisa nuhe pasu sahita saman kahikina pasumane emiti kama karanti kintu chuaku pasubi mariba nahi

    • @nareshkumar19991
      @nareshkumar19991 2 ปีที่แล้ว

      🤣🤣🤣🫣🫣🫣🫣😄😄😄Prama ta kauthi seikhila....

  • @sambitsambit3777
    @sambitsambit3777 2 ปีที่แล้ว +1

    Reporting very nice

  • @aloksenapati4801
    @aloksenapati4801 2 ปีที่แล้ว +3

    ତୁ ମା ନା ଆଉ କଣ

  • @kumarbipikumarbipi1358
    @kumarbipikumarbipi1358 2 ปีที่แล้ว

    Veri good

  • @p.s.7699
    @p.s.7699 2 ปีที่แล้ว +7

    Tu kou bhalia Maa😭😭😭😭😭😭😭😭

  • @bontysingh4608
    @bontysingh4608 2 ปีที่แล้ว

    Super ... aou gela na kana labha karuchi bodhe

  • @jitannaik9675
    @jitannaik9675 2 ปีที่แล้ว +16

    Master ra face dekhaucha au se stree loka ra face kahinki dekhauna, kn paai

    • @saisantosh6254
      @saisantosh6254 2 ปีที่แล้ว

      Bedhei muhan dekhena dina kharap re jiba

    • @eyeguy5679
      @eyeguy5679 2 ปีที่แล้ว

      Respect women 🙇🏼🙇🏼

    • @jitannaik9675
      @jitannaik9675 2 ปีที่แล้ว

      @@eyeguy5679 se tahele a jou kama kala taaku award daba katha naa kn

  • @surajpradhan472
    @surajpradhan472 2 ปีที่แล้ว

    nice presence of mind by childrens

  • @sspfacts
    @sspfacts 2 ปีที่แล้ว +17

    Our law system should be strictly to allow shoot order to the above criminals as justice. So that our social life to be very peacefully to everyone.

    • @rajupatnaik7776
      @rajupatnaik7776 2 ปีที่แล้ว

      Why the hell are the faces of ladies involved in Crimes & Controversies being blurred or their Eyes “black taped”? Why this OBNOXIOUS and SEXIST sympathy for these female culprits? Even when a lady accuses someone of some kind of harassment (right in front of News cameras) her face is blurred, but not that of the man who is being accused!
      Why ? To protect her in case her accusation is false?
      How the hell such an obnoxious, unfair “sympathy” for ladies (even those who are involved in crimes) has come into existence in Odia news TV channels and also newspapers?
      This horribly sexist practice must STOP immediately!

  • @santoshkhatei3312
    @santoshkhatei3312 2 ปีที่แล้ว

    Abhijukta Jhia ra bapanku dhanyabad.

  • @Dipakkumar-bk6pm
    @Dipakkumar-bk6pm 2 ปีที่แล้ว +11

    ବାଘ ମୁହଁରେ ଦିଆଯାଉ ଏମାନଙ୍କୁ

  • @Kumar22268
    @Kumar22268 2 ปีที่แล้ว

    Tanka .........

  • @harekrushnabehera3138
    @harekrushnabehera3138 2 ปีที่แล้ว +2

    ଟିଉସ ମାଷ୍ଟର୍ ଛୁଆର ମାଆକୁ ପ୍ରେମ ପାଠ ପଢେଲା , ଏ ବେଧେଇ ପ୍ରେମ ପାଠ ପଢୁଥିଲା କାହିଁକି ? ଗୋଟିଏ ହାତରେ ତାଳି ବାଜେନି , ତା ଛଡା ପରକୀୟା ପ୍ରୀତି ଅପରାଧ ନୁହେଁ _କୋର୍ଟ ।

  • @sairamdanceacademy701
    @sairamdanceacademy701 2 ปีที่แล้ว +2

    ଛି ଛି ଲାଜ ମହତ ପୋଡି ଖାଇଲ. ସାର ଙ୍କ ନାମରେ ଗୋଟେ କଳଙ୍କ. ମା ଜନ୍ମ କରି କେମିତି ଏମିତି ଡାହାଣୀ ହୋଇ ପାରୁଛି ମା ର ସ୍ଥାନ କେତେ ଉପରେ. ତାକୁ କଣ ଏ କଥା ଅଜଣା ଅଛି.... ମରି ଯାଉନ ଦୁଇ ଜଣ ଯାକ 😭

  • @bhaskarbehera7873
    @bhaskarbehera7873 2 ปีที่แล้ว +3

    ଏ ଦୁହିଁଙ୍କୁ Life time jail ହବା ଦରକାର,
    ଯାହା ହଇଛି କୋଷ୍ଟ ପାଇଥିବା ପିଲାଙ୍କ ଅଭିଶାପ ଗ୍ରୋସ୍ତ

  • @arunmohapatra1351
    @arunmohapatra1351 2 หลายเดือนก่อน

    କେନ୍ଦ୍ରାପଡ଼ା ରେ ସବୁବେଳେ ଏମିତି ହୁଏ

  • @anuskamahapatra55
    @anuskamahapatra55 2 ปีที่แล้ว +4

    ଠିଆ ଫାଡି ଦିଅ ଦିଟା ଙ୍କୁ

    • @frox9295
      @frox9295 2 ปีที่แล้ว

      🤣🤣 fayda kn heba...let them live , regret karibe se jail re

  • @SudarshanRautaray-v1t
    @SudarshanRautaray-v1t ปีที่แล้ว

    Jay jagannath

  • @crore-ne1wg
    @crore-ne1wg 2 ปีที่แล้ว +3

    This is called Love business

  • @Hindustani629
    @Hindustani629 2 ปีที่แล้ว

    ହେ ପ୍ରଭୁ ତୁମ ଦୁନିଆକୁ ତୁମେ ସମ୍ଭାଳ

  • @MaheshBabu-mj8rm
    @MaheshBabu-mj8rm 2 ปีที่แล้ว +4

    Think about her husband who got free publicity on media... media didn't consider covering his face instead they covered the criminal...In present days only men are being harrassed...it looks like a great progress of the society 😁👍
    Satark raho savdhan raho...
    *Much Freedom to women will pollute the society*
    There're numerous examples..👍

  • @ramochandrasahoo8529
    @ramochandrasahoo8529 2 ปีที่แล้ว

    Good 😊😊

  • @s.soumya9406
    @s.soumya9406 2 ปีที่แล้ว +3

    ପ୍ରେମ ନୁହଁ ଗାଣ୍ଡୀ ଖେଳ ହେଲୁଥିଲେ ମାଗିହେ ।

  • @JitendraSethy-q7c
    @JitendraSethy-q7c 3 หลายเดือนก่อน

    ଏ ଆଖି ଶୁଣିବା ଆଗରୁ କାନ ଫୁଟି ଗଲାନି ମୋର 😂😂😂😂

  • @jayhanuman1789
    @jayhanuman1789 2 ปีที่แล้ว +16

    ନାରୀ ମାନଙ୍କୁ jou bhali torture କରାଯାଉଥିଲା ସେମିତି again ହେବା ଦରକାର.... ନାରୀ କୁ kebebi ସ୍ଵାଧୀନତା ମିଳିବା କଥା ନୁହଁ.....

    • @Manasteacher
      @Manasteacher 2 ปีที่แล้ว +1

      Pasu ,nari murk sabko ayat re rakhibako sastra kahichhi

    • @kumudaranjanmohapatro9432
      @kumudaranjanmohapatro9432 2 ปีที่แล้ว +2

      Narinka upare kaunasi torture hounathila. Eha kebala ama sanskrutika chalani ku badnam karibaku kuhajauchi. Han narinku akata/katakana re rakhajauthila au nari hin nariku akata karuthila. Ebe akata abhabaru narira swabhaba nashta hauchi

    • @sugyanimohanty4998
      @sugyanimohanty4998 2 ปีที่แล้ว

      Nhi purusha nku freedom deva darkar tahale semane rape karibe 😛😛😛

    • @kskrantiofficial992
      @kskrantiofficial992 2 ปีที่แล้ว

      @@kumudaranjanmohapatro9432 ki chinta dhara emana nka Naari ku torture kariba chhi,....
      Aji kali ra Naari ta sistachara au achar babahyar bhuli galani.. Tikie sukha paiba pain se maa ru rakhyashi palati jauchi.. Se nije sanjamaya re rahiba sikhi paruni.. Sabu nari kharap nuhanti... Ki nari kaha pada tala ra jota nuhe.. Hn kichhi nari mana nka pain sabu nari jaati aji kharap hei jaichi ...... Emiti kahiba uchit nuhe aji kichhi nari achhanti jie hei paranti ultra mordern but nija marjyada ku kebe bhuli nahanti.. 😒
      Kahuchanti kn na Naari ku torture au swadhinata miliba katha nuhe eguda sabu bhul katha... Eguda sabu chinta dhara ra farak faltu.. Narrow minded

    • @kumudaranjanmohapatro9432
      @kumudaranjanmohapatro9432 2 ปีที่แล้ว +1

      @@kskrantiofficial992 Se bhai hueta sabda bachhibare bhul karichhanti kintu se jaha kahibaku chahanti seta bhul thila bhali kain laguni ta. Tenu ete feel kariba kan darkar? Wait wait, tame nije jane nari na tenu swabhabik bhabe kou nari jete bada aparadha kale bi tama akhiki disibani. Jadi nari kaha goda ra jota nuhen ta purusha bi kaha goda ra jota nuhen.Jie sanman chahen sie anyaku bi sanmam deba darkar. Se nari ku kie adhikar dela gote purusha chhua ku maribaku. Aji se purusha chhua jagare jadi gote jhia chhua thanta ta sabu media re newsroom kampu thanta. Kete naribadi asi chhati pituthante. Man is not narrow minded. The sacrifice a man does in his life is beyond the imagination of a woman who is always selfish. Narrow minded ta tama bhali swarthapara, atmakaindrika nari jie prati kathare nijara ahanku nei jukti karibaku chaliase.

  • @ratnakarswain1311
    @ratnakarswain1311 3 หลายเดือนก่อน

    ଠିକ୍ ପାଠପଢେଇବା ର ଅଭି ନୟ

  • @Jagat_Sahoo1
    @Jagat_Sahoo1 2 ปีที่แล้ว +4

    ମରଣ ବେଳେ ବିପରୀତ ବୁଦ୍ଧି 😝😝🤣🤣🤣

  • @debarajsahoo3858
    @debarajsahoo3858 2 ปีที่แล้ว +1

    O tv bala bahuta derire news dele ,,,,

  • @dipanjalibiswal9300
    @dipanjalibiswal9300 2 ปีที่แล้ว +5

    Kii adult prema loo maa 😡
    Impure woman 😡😡
    Strong punishment her 😡

    • @mantudalai256
      @mantudalai256 2 ปีที่แล้ว

      She is easy

    • @sporthook191
      @sporthook191 2 ปีที่แล้ว

      Emane para 5g bibi

    • @shonali3313
      @shonali3313 2 ปีที่แล้ว

      Infact se tution sir nd se women 2 jana equal responsible se 2 jananku phasi hele vl 😡

    • @dr.biswajeet2130
      @dr.biswajeet2130 2 ปีที่แล้ว +1

      Toki nka bahe galu helani aji kali

    • @shonali3313
      @shonali3313 2 ปีที่แล้ว

      @@dr.biswajeet2130 pua nkara besi sethipain gote married women ku vl pauchanty se 2 jana equal responsible khali Chappal mada

  • @lopamudramallick9348
    @lopamudramallick9348 2 ปีที่แล้ว +1

    Very good

  • @kind2467
    @kind2467 2 ปีที่แล้ว +3

    Dijana nkara ta bhul achi...se stree loka ra muhn kain lucha jauchi and toka ra muhn khulamkhula dekha jauchi??se sala stree Tara gote chua thaiki prema karuchi ta muhn aga dekhao..Bala ku luchaucha

  • @Biswalbijaykumar942
    @Biswalbijaykumar942 2 ปีที่แล้ว

    He Jagannatha 🙏🙏

  • @debarajsahoo3858
    @debarajsahoo3858 2 ปีที่แล้ว +5

    Mastarnka muha dekheile rasmita nka muha luchaidele ,,kahinki 😡😡😡😡

    • @eyeguy5679
      @eyeguy5679 2 ปีที่แล้ว

      Naari pradhan samaaj

  • @SantoshSantosh-nn7gp
    @SantoshSantosh-nn7gp 2 ปีที่แล้ว +1

    ପାସିଦିଆଜାଉ

  • @touchingemotions9509
    @touchingemotions9509 2 ปีที่แล้ว +1

    Right

  • @chakradharjena4499
    @chakradharjena4499 2 ปีที่แล้ว +1

    ନବୀନ ସରକାର
    ଏ ଦୁଇ ଜଣଙ୍କୁ ପୁରସ୍କାର ପ୍ରଦାନକରାଯାଉ

  • @dhansingsunani2563
    @dhansingsunani2563 ปีที่แล้ว

    ଧନ୍ୟ ରେ ମଣିଷ ମୁଁ କଣ ଶୁଣୁଛି

  • @asishkumardas2640
    @asishkumardas2640 2 ปีที่แล้ว

    Bhai link miliba ki🤣🤣🤣

  • @turbocharge2512
    @turbocharge2512 3 หลายเดือนก่อน

    Divorce rule should be simple , it will save innocent life !

  • @jayantirout2056
    @jayantirout2056 2 ปีที่แล้ว +1

    chhi amiti stree ku phasi dia

  • @kk-xw7vq
    @kk-xw7vq 2 ปีที่แล้ว

    1.25sec bhai ki line ma 😂😂😂😂👏👏

  • @manashinayak9597
    @manashinayak9597 2 ปีที่แล้ว

    ଶଳା ତତେ କୋଉ ଜନ୍ମ ରେ ଛୁଆ ମିଳିବନି ଆର ଜନ୍ମ ରେ ବୋଧେ କିଛି ପୁ୍ନ୍ୟ କରିଥିଲୁ କିଏ ଲୋ ତତେ " ମା" କଲା ଛି😠😠

  • @sarojasatapathy1455
    @sarojasatapathy1455 8 หลายเดือนก่อน

    Don't worry be happy 😺

  • @samarndra977
    @samarndra977 2 ปีที่แล้ว

    Jay Jagannath 🙏

  • @kumarashok1835
    @kumarashok1835 2 ปีที่แล้ว +1

    ଏଇ ମାଗିଆ ମାଷ୍ଟର କୁ ବି ମାଡ଼ ଦରକାର

  • @SarojKumarMishra-gc1tl
    @SarojKumarMishra-gc1tl 2 หลายเดือนก่อน

    Tution master ku bhal kari ମେଡ଼ିସିନ ଦିଆଯାଉ l fasi ଉଭୟଙ୍କୁ immediate diaajau l ki ମା ସେ ପ୍ରେମିକ ପାଇଁ ନିଜ ଛୁଆଙ୍କୁ ମାରିଛି l ଶଳାକୁ fasi ଦିଆଯାଉll ସମାଜ ବର୍ବାଦ ହୋଉଗଲା

  • @ranua4482
    @ranua4482 2 ปีที่แล้ว +1

    Kendra pada finished because every time cess

  • @suryakantasethy7555
    @suryakantasethy7555 2 ปีที่แล้ว +1

    ଝିଅ ର ମୁଁହ ଦେଖା ଯାଉ ମୁ ଅନୁପତି କରୁଛି

  • @bindassonam9179
    @bindassonam9179 2 ปีที่แล้ว

    He jagannath rakshya kara

  • @amiyaranjan5138
    @amiyaranjan5138 2 ปีที่แล้ว

    Sir hebata yemite very good person