କାଣ୍ଡଶର (ଚୈତନ୍ୟଵାବୁ) ଝାଡ଼ୁଦାର ମଣ୍ଟୁ ଭାଇ Vs ହେମାଶୁରପଡ଼ା ମେହେନ୍ତ୍ରାଣି // baahaalaasaahii Chhendipada

แชร์
ฝัง
  • เผยแพร่เมื่อ 23 ก.ย. 2024
  • ନମସ୍କାର ଦର୍ଶକ ବନ୍ଧୁ ,ମୁଁ ଆପଣ ମାନଙ୍କର TH-camr ଵିଷ୍ଣୁ ପ୍ରସାଦ ବେହେରା(ପ୍ରସାଦ ଭାଇ) ଛେଳିଆ କଣିହାଁ ଅନୁଗୋଳ । ମୋ - 8249527724 ,Email id - b. lic790@gmail. com । ଆପଣ ମାନଙ୍କୁ ମୋର ଏହି New TH-cam ଚାନେଲ Prasadstudio ,PrasadTV ,Khanti Odia Danda Nacha ଏବଂ Prasad bhai odia kirttan କୁ ସ୍ୱାଗତ । ଆପଣ ଯଦି ମୋ ଚାନେଲ ସହିତ ନୂଆ କରି ଦେଖୁଛନ୍ତି ତା ହେଲେ ସର୍ବ ପ୍ରଥମେ ମୋ ଚାନେଲ Prasad studio (ପ୍ରସାଦ ଷ୍ଟୁଡିଓ) , Prasad TV (ପ୍ରସାଦ ଟି ଭି ) , Khanti Odia Danda Nacha (ଖାଣ୍ଟୀ ଓଡ଼ିଆ ଦଣ୍ଡ ନାଚ) , Prasad Bhai odia Kirttan ( ପ୍ରସାଦ ଭାଇ ଓଡ଼ିଆ କୀର୍ତ୍ତନ) କୁ Subscribe , like , share and Comment କରନ୍ତୁ । ଜୟ ଜଗନ୍ନାଥ ।
    ବି. ଦ୍ର. :-
    ( ମୋ youtube ଚାନେଲ ମାଧ୍ୟମରେ ଆମ୍ଭର ଲୋକାୟିତ ହୋଇ ଯାଉ ଥିବା କାଯ୍ୟକ୍ରମ ଯଥା ପାରମ୍ପରିକ ଦଣ୍ଡନୃତ୍ୟ,ପାଲା, ଘୁଡୁକି, ଦାସକାଠିଆ,ସଂକ୍ରିର୍ତ୍ତନ, ମେଳାମହୋତ୍ସବ,ଅଷ୍ଟପ୍ରହରି, ଯାତ୍ରା, ହୋମ ଜଜ୍ଞ,ପରାୟଣ ଇତ୍ୟାଦି କୁ ଲୋକ ଲୋଚନ କୁ ଆଣିବା ପାଇଁ ଏକମାତ୍ର ପ୍ରୟାସ । ଯେ କୌଣସି ଜାତି କୁ ନେଇ ନୃତ୍ୟ ପରିବେଷଣ କରିବା କିମ୍ବା ଗୀତ ରଚନା କରିବା ମୋ Chanel ର ଉଦ୍ଧେଶ୍ୟ ନୁହେଁ କେବଳ ଟିକିଏ ମନୋରଞ୍ଜନ କରିବା ଉଦ୍ଧେଶ୍ୟ ରେ ମୋର ଏହି Chanel ତେଣୁ ଆଉ କାଳ ବିଳମ୍ବ ନ କରି ସମସ୍ତ ଦର୍ଶକ ବନ୍ଧୁ subscribe,like, share, comment କରନ୍ତୁ )
    ତଳେ ଦିଆ ଯାଇ ଥିବା Link କୁ ଟଚ୍ କରନ୍ତୁ....
    / @prasadstudio8149
    / @prasadtv149
    / @khantiodiadandanacha-...
    / @prasadbhaiodiakirttan...

ความคิดเห็น • 8

  • @anantacharannaik150
    @anantacharannaik150 15 วันที่ผ่านมา

    Kabi mahashay, Danda eka monoranjankari puratan kala

  • @Mrtapanrazz
    @Mrtapanrazz 14 วันที่ผ่านมา

    ମଣ୍ଟୁ ଭାଇଙ୍କର ଘରଣୀ
    ଜଣେ ଅଟେ ଚିତ୍ରା ଜଣେ ଶ୍ରାବଣୀ
    ମଣ୍ଟୁ ଭାଇଙ୍କର ଘରଣୀ
    ସରସ ସୁନ୍ଦର - ନାଚଟି ତାଙ୍କର
    ଆମ ହେମସୁରପଡ଼ା ର ରାଣୀ
    ମଣ୍ଟୁ ଭାଇଙ୍କର ଘରଣୀ
    ଗୋଟେ ପୁରୁଷ ଦୁଇ ନାରୀ
    ଗୋଟେ ଡେଙ୍ଗେଇ ଗୋଟେ ବାଙ୍ଗିରି
    ଚାଲାକ୍ ଚତୁର - ଚିତ୍ରାଣୀ ଆମର
    ଲୋକଙ୍କର ମନ ନେଉଛି କିଣି
    ମଣ୍ଟୁ ଭାଇଙ୍କର ଘରଣୀ
    ଦୁଃଖେ ଦିନ କାଟେ ଶ୍ରାବଣୀ
    ହେଲେ କିଛି କହି ପାରେନି
    କପାଳ ଲିଖନ- କେ କରିବ ଆନ
    ବଞ୍ଚୁଛି ଝରାଇ ଆଖିରୁ ପାଣି
    ମଣ୍ଟୁ ଭାଇଙ୍କର ଘରଣୀ
    ଚିତ୍ରା ସବୁ ଖୁସି ପାଉଛି
    ଶ୍ରାବଣୀକୁ କେ ପଚାରୁଛି
    ଟିକେ ଖୁସି ପାଇଁ - ହେଉଛି ଲଢେଇ
    ଝଗଡ଼ା କଲେ କିଛି ମିଳିବନି
    ମଣ୍ଟୁ ଭାଇଙ୍କର ଘରଣୀ
    😂 Sorry 😂 ଚି 😂sorry 😂 ସୁ

    • @prasadtv149
      @prasadtv149  14 วันที่ผ่านมา +1

      @@Mrtapanrazz thank you so much sir

  • @anantacharannaik150
    @anantacharannaik150 15 วันที่ผ่านมา +1

    Bichar re vul thile kshama debe.

    • @prasadtv149
      @prasadtv149  15 วันที่ผ่านมา

      Ok thanks 🙏

  • @anantacharannaik150
    @anantacharannaik150 15 วันที่ผ่านมา

    Matra 2024 re jane Hadi vai ,mu CHANDAL jauchhi kahiba samichina heunahi