୩ ମାସ ତଳର ନିଷ୍ପତ୍ତିକୁ ଦୋହରାଇଲେ ମୋହନ ସରକାର : ବିଜେଡି
ฝัง
- เผยแพร่เมื่อ 6 ต.ค. 2024
- #odisha #bjd #pressmeet #nandighoshatv
୩ ମାସ ତଳର ନିଷ୍ପତ୍ତିକୁ ଦୋହରାଇଲେ ମୋହନ ସରକାର : ବିଜେଡି
Nandighosha TV is the fastest growing television channel in Odisha and delivers reliable information across all platforms including Television, Internet and Mobile.
Visit Our Website: nandighoshatv.com/
Watch Live: nandighoshatv.c...
TH-cam: / nandighoshatv
Facebook: / nandighoshatv
Twitter: / nandighoshatv
Instagram: / nandighoshatv
Nandighosha TV Is Available On Following DTH Channels
DishTV Channel No: 1367
Airtel Digital TV Channel No: 611
TATASky Channel No: 1779
Hathw@y Channel No: 731
NXT Digital Channel No: 16
SITI Channel No: 17 & 458
GTPL Channel No: 719
SUN Direct Channel No: 667
Asianet Channel No: 219
ନୀଳ ବର୍ଣ୍ଣ ଶୃଗାଳ ବିଜେପି ଏ ରଙ୍ଗ ବହୁତ ଶୀଘ୍ର ଛାଡି ଯିବ
Yes correct
Tu bjd
Au achhi je bala khaebu
@@shyamsunderbhoi7522 BJP murkha BJP budhi re padiki Odisha ku kabadibala hatare tekidela bjd sasanare banchuthila ebe ahara milibani pahara bala paribartana khaiki mariba , boka odisha bashi bjp jemiti abhadra BJP pachare godauthiba loka b abhadra bhadrami jana nahih apankara sikshya, sikshya kemiti apankara kathabarta ru janapaduchi ethi rajya ra swartha katha chinta karibara achi jehetu ame nagarika e rajya ra apana byaktigata bhabare kathabarta kariba thik nuhen
BJD ra pura fati galani. Medicine lagao
BJD ସରକାର ରେ କେବଳ election time ପହଞ୍ଚିଲେ ଯୋଜନା କଥା ମନେପଡେ ।
Bjp ଦ୍ୱରା କିଛି ହେବ ନାହିଁ
Right 👍
Right
Kain dhana kwintal 3100 karidelani...dam thila ta
Bhata 3000 Kalani
ତ ଦ୍ବାରା ସବୁ ଭବ😂
ତମେ ନିର୍ବାଚନ ଜିତିବା ଆଶାରେ ଘୋଷଣା କରିଦେଲ କିନ୍ତୁ ଲାଗୁ କଲନି ହେଲେ ବିଜେପି କାର୍ଯ୍ୟକାରୀ କରିକି ଦେଖେଇଦେଲା । ତମେ ବି ଚାହିଁ ଥିଲେ ୫ମାସ ଆଗରୁ ଲାଗୁ କରିପାରିଥାନ୍ତ ହେଲେ ଚାହିଁଲନି ତମେ ଜନତାଙ୍କ ସ୍ଵାର୍ଥ ଚାହଁନି ଖାଲି ବିଜେଡ଼ି ଦଳର ସ୍ଵାର୍ଥ ଚାହଁ ।
Tu no 1 andha bhakta
Tu no 1 bjp andha bhakta
NAC ଘୋଷଣା କରି😂 ଯାଇଥିଲ ରେକର୍ଡ ନାହିଁ,,
ବ୍ରହ୍ମ ବିଭ୍ରାଟ କାହା ସମୟ ର ଘଟଣା, କଣ କରିଥିଲ
@@dibakarpanda1352କିନ୍ତୁ ଲୋକେ ବୁଝିବେନି ଭାଇ 😂
ଖୁସି ହେବା କଥା ଅଯଥା ଗଣମାଧ୍ୟମ ରେ ବିଳିବିଳିଉଛ କାହିଁକି
Hm bhai Naveen Pattnaik jauta karithile seita dauchhanti ba debe aita swogat jugya ate...... mu chanhuchi BJP sarkar kichhi bi bhul kama nakaru, odisha basi nka swarthre karu
ହ ଭାଈ। ଫାଲତୁ କଥା ଖାଲି
ଏଇଟା ୧୦୦ ସତ ଏନିଉଜ ମୁ ମାର୍ଚ ମାସରେ ଶୁଣିଥିଲି ମୋହନ ସରକାର କପିକରୁଛି କିଛି ଆସୁନି ୟାଙ୍କୁ
କାଇଁ ଆଗରୁ ନବୀନ ଗାଣ୍ଡିରେ ଦମ୍ ନଥିଲା
@@JAGANNATH-NEWSthila ki nai athara cm heithile dekhi thantu
@@JAGANNATH-NEWSGadha cm moham majhi😂tu ta tharu ahuri😂
@@pratyushkumarbhoipikun3527 sobu state re bhota 1500 thila last 10 years ru bjd 500 deweu this kn paii
@@pratyushkumarbhoipikun3527hou helani hele ta 😂😅
ତୁମେ ସବୁ PC ଚୋର ମୁଁହ କୁ ଲଜ୍ଜ୍ୟା ନାହିଁ ଯୋଜନା ସରକାର 24 ବର୍ଷ ଲୁଟିଲ
Garib ta aau odisa re nahanti sir
😂
Right
@@siddhesahu8462ଗରିବ ଲୋକ ସବୁ ଆମେରିକା ପଳେଇ ଯାଇଛନ୍ତି ଘେର ଲଜ୍ଜ୍ୟା
ଆପଣ ମାନେ ସେତେବେଳେ ଡେଙ୍ଗୁରା ବାଡ଼େଇ କହି ପାରିଲେ ନାହିଁ ବୋଲି ଆଜି ବିଜେପି ବାଲା ଡେଙ୍ଗୁରା ବାଡେଇଲେ ନା ଆଉ........ ହଜାରେ ମେଡିଆ ବାଲା ଙ୍କୁ ଡାକି କି ଯଦି ସେତେବେଳେ ଏମିତି କରିଥାନ୍ତେ ତାହେଲେ ହେଇଥାନ୍ତା
😮
@@dashanaik-pg1zipp87
ଭାଇ ଶତ କଥା ବିଜେପି ର ସବୁ ମିଡ଼ିଆ,ଖବର କାଗଜ କିଣି ନେଇ ଛନ୍ତି ନେସନାଲ ନିୟୁଜ ହେଉ କୀ ଅଞ୍ଚଳିକ
BJP charag party😂😂
ପୁରା ଠିକ୍ କହିଲେ ଭାଇ @@ramachandrapanda5349
ବିଜେପି ସରକାର କିଛିକରିପାରିବନି
BJD Dalal Poisa Kete Khaichu Dkhibu Jobardhol Karjoanuthan Bholo Nispoti Dele Cm Mohan Majhi Odisha Best No1 Odisha
ସବୁ କରୁଥିଲ ହାରିଲ କାହିଁକି?
କାରଣ ଓଡିଶାବାସୀଙ୍କୁ ଭକୁଆ ବନା ଯାଇଛି। ଏହାର ସତ୍ଯତା ଶୀଘ୍ର ଜଣାପଡିଯିବ। ଯଦି ଜାଣିଛନ୍ତି ମିଶନଶକ୍ତି, ଆହାରକେନ୍ଦ୍ର, ଲକ୍ଷ୍ମୀ ବସ ଯୋଜନା ଗୁଡିକୁ ବନ୍ଦକରି ନୂଆନୂଆ ଯୋଜନା ଲାଗୁ କରନ୍ତୁ। ରଙ୍ଗ ବଦଳାଇବା ମାନେ ନିଜକୁ ଏଣ୍ଡୁଅ ସହିତ ତୁଶୱା କରିବା।
BJP ra jhosana patra pain dekhajau nalia tale baliaa jhuri
Nabin Hari Nahnanti..puni BJD...
Bala na@@dhirenburma8143
Andha bhakta pain
ତମେ ସବୁ କରୁ ଥିଲ କିନ୍ତୁ ସବୁ ବାଳ ଖିଆ ରେ ଜାଉ ଥିଲା ତମର ନେତା ମାନେ ସବୁ ମାରି ଖାଉ ଥିଲେ ଲାଜ ନାହିଁ ଛି ଛି ଛି
@@ranjanmohanty9098 bjp murdabad
@@ranjanmohanty9098 ତମ ନେତା ମାନେ ଉପାସ ରହି କି କାମ କରୁଛି..... ପାଟି ରେ ଚୁଣ୍ଟା ମାରି କି କାମ କରୁଛନ୍ତି
ପାଣ୍ଡୁର କୁକୁର ଏବେ ଭୁକିବା ସମୟ ଆସିଛି......
ନବୀନ ବାବୁ କେବଳ ଘୋଷଣା କରିଥିଲେ ମୋହନ୍ ସରକାର୍ ଲାଗୁ କଲେ ଭଲ କଥା କିଛି ଖରାପ୍ କଥା ନୁହେଁ ତ
@@Prince-zf1pp ଆରେ କୁକୁର ଘୋଷଣା ନୁହେଁ ମାର୍ଚ୍ଚ ମାସରୁ କାର୍ଯ୍ୟକାରୀ ହୋଇସାରିଛି
@@ArchanaNayak-cq3we ଆରେ ମେଣ୍ଢା ଗଧ ଲାଗୁ ହେଇଛି ଯଦି କାର୍ଯ୍ୟ କରି ହେଇନି କଣ ପାଇଁ କେତେଟା ଲୋକ କେତେଟା କମ୍ପାନୀ ଦେଲେନି ମତେ ଟିକେ କହିଲୁ ।
@@ArchanaNayak-cq3we ଏହି ଚଳିତ ମାସ ପରେ ସେ ସବୁ ଟଙ୍କା ବଢିବ skill unskill semiskill
@@Prince-zf1pp bjp murdabad
@@Prince-zf1pp tu kon janibu tu to bjp ra chatu ,bhalare notification dekhi thile jani paru thanu,au anya loka to na bujhi bujhila pari huanti
ବିଜେପି ଦ୍ୱାରା କିଛିବି ହେହିପାରି ବନାହିଁ ମୋହନ ମାଝି
@@sanyasikanhar-yi1vj ତୁ kn କରିପାରିବୁ କହିଲୁ 🤣🤣
jhumla 😂@@hariharasahoo428
To kn kariparibu khau
Tor bua nabin pattanaik kana nikleichhe kah
Tor bua mohan majhi kn kala heta tui kh ta kete paisa adhika badhala bo makhan tun@@technicalbabu821
ବିଜେପି ସରକାର ପାଗଳ ଖାଲି ରଙ୍ଗବୋଳିବ😮😮😮
Naveen Tharu Kam Naveen Kendra Sarkar Sabu Yojana Ku Ranga Badalichi Setebele Mane Padu Nathila Tamaku Tike Laja Laguni
Kendra yojna ku bjd sticker mariki mora boli kahuthila setala tanku kebe question karicha ki 🤔🙄🙂
Pandu prema ebebi achhi.
Mase bhitare ki sabu tadi debe ki... BJD Sarkar Odisha ku kete barsa hela lutichhi...
@@basantasahu4553 କେନ୍ଦ୍ର ସରକାର ତୋର ଯେତିକି ଟ୍ୟାକ୍ସ ରାଜସ୍ୱ କୁ ନେଇକି ଗୁଜୁରାଟୀ ଅମ୍ବାନୀ ଆଦାନୀ ଙ୍କୁ ବିକୁଚି ତୁ ଜାଣିଛୁ ସେମାନେ କଣ୍ଟ୍ରାକ୍ଟ ନେଇ sastha ପୋଲ ରାସ୍ତା କରି ଅଳିଆ କରୁଛନ୍ତି ... ଦେଶ ର ଲୋକ ମୋଦୀ ପାଇଁ ମରୁ ଛନ୍ତି ଦେଶ ଛାଡୁ ଛନ୍ତି... ଦେଶ ରେ pollution କରେଇ ତମକୁ ଧୂଳି ଖୋ ଉ ଚି ତଥାପି ତମେ ଅଧା ବୁଝି ମୋଦୀ କୁ ଟେକୁଛ..
ହାରିଲେ, କାହିଁକି, କୁହନ୍ତୁ
BJP ra gosana patra lagi dekajau nalia tale balia jhuri
Jitibe boli jemiti bjp janinathila. Semiti haribe boli bjd janinathila.,,, only inconvenience
Bjp ra michha pratisruti jogu
ବିଜେଡ଼ି ବାଲା ସବୁ ନେତା ଓ କୁଜି ନେତାମାନେ ବିଧାୟକ ସବୁ ଟାଉଟର ଚେର
BJD ନେତା ସବୁ ପାଗଳ ହୋଇ ଯିବେ
Besta hua nie tike puri case sabu dekha agaru amite haienathila jaha houchi
ବିଜେଡ଼ି ଚହ୍ମ ଲିଭି ଯିବ
ଏ ସରକାର କେବଳ ରଙ୍ଗ ବଦଳାଇବ କିଛି ନୂଆ ସ୍କିମ ଆଣିବା ରେ ନିଜକୁ ସକ୍ଷମ ମନେ କରୁନାହଁ।
ପୂର୍ବରୁ ପର 43 ଟା ନୂଆ NAC କରିଛ ବୋଲି କହିଥିଲ କାଇ ତାର ତା ବିଷୟ ରେ କିଛି କହିଲନି
@@khirodsahoo4965 bjp murdabad
ବହୁତ୍ ଭଲ ରାଜନୀତି ଚାଲିବ ଏଥର ଜଣେ ଆମ ସରକାର ଆଉ ଜଣେ ମୋ ବିରୋଧୀ ଦଳ ଧନ୍ୟବାଦ୍ ଦୁଇ ଦଳ କୁ ମାଡ଼ି ଚାଲ
ଖାଲି କାଗଜ କଲମ ରେ ବଢେଇ ଦେଲେ କଣ ହେବ। ମାର୍ଚ୍ଚ ପରଠାରୁ କେଉ ଶ୍ରମିକମାନେ ବଢିବା ଦରମା ପାଇଛନ୍ତି।
ସବୁ ବିଭାଗ ରେ ଦୈନିକ ମଜୁରୀ ବୃଦ୍ଧି ପାଇଛି
ଆମେ ପାଇଚୁ
AME paechu Bargarh cement works labour
Khali bjd bhakta mane payuchanti anya mane abe payibe
Tame koithi acha
ନିର୍ମାଣ ଶ୍ରମିକ ଯୋଜନା ରେ ପଇସା ମିଳୁଛି. You are right Sir.......
ଦୁଇଟା ଯାକ ଟାଉଟର
ପାଗଳ ବିଜେଡି ବଲା ତମ ସରକାର ବେଳେ କେବେ କ୍ୟାବିନେଟ୍ metting ବସେ କହିବ,ତମର ତ ନେତା ମୂଖ୍ୟ ମନ୍ତ୍ରୀ କୁ ଦେଖିବା ପାଇଁ permission darakar pandian ra
Kahaku tu copy kanieta
3ମାସ ତଳୁ ସରକାର ବଢ଼ା ମଜୁରୀ ଦେଇଛନ୍ତି ବୋଲି ଆପଣ ମାନେ ପ୍ରେସ ମିଟ କରି କହୁଛନ୍ତି କିନ୍ତୁ ଆମେ ମାନେ ବିଦ୍ୟୁତ୍ ବିଭାଗରେ କାମ କରୁଥିବା କର୍ମଚାରୀ ମାନେ ଆଜି ପର୍ଯ୍ୟନ୍ତ ବି ପାଇ ପାରିଲୁ ନାହିଁ । ବିଦ୍ୟୁତ୍ ବିଭାଗର ଠିକାଦାର ମାନେ କହୁଛନ୍ତି ଆମକୁ ଚିଠି ହୋଇନାହିଁ ଆମେ କଉଠୁ ଆଣି ଦେବୁ ଖାଲି ସାଧାରଣ ଲୋକଙ୍କୁ ବା ଶ୍ରମିକ ମାନଙ୍କୁ ମିଛରେ ଭୁଆଁ ବୁଲାଉ ଥିଲେ ।
ଏବେ ନୂତନ ସରକାର ଘୋଷଣା କରିଲେ ମାନେ ଆମର ଆଶା ଆମେ ମାନେ ଆଗାମୀ ଦିନରେ ନିଛିତ ବଢ଼ା ମଜୁରୀ ପାଇବୁ ।
ହାୱା କରିଥିଲେ ବିଜେଡି ଵାଲା ନୋଟିସ ଦେଇନଥିଲେ
Notice v heichhi mo pakha re copy achhi@@tapassingh2464
@@bibekanandadas5833 bjp murdabad
ବିଜେଡି ବେଈମାନ ଥିଲା
Case kara
ସୁବାଷ ସିଂ ଆଗରୁ ଘଷଣା କଲ ନାହିଁ ଏବେ କାହିଁକି ପ୍ରଶ୍ସ ମିନ୍ଟ କରୁଛ ଲାଜାଲାଗୁନି କି
ବେଈମାନ ସୁବାଷ ସିଂ
25 barsa soethil
Right sir
ବିଜେପି Gst ଲଗେଇକି ଚୋରି କରୁନି ତୁମ୍ଭର ସବୁ ଜିନିଷ ରେ tax ଲଗେଇ କି ପଇସା ନଉଚି ବିଜେପି କହୁଛି ମୋଦୀ bridge, highway ସବୁ କିଛି ଗଢ଼ିଛନ୍ତି କିନ୍ତୁ ଓଡିଶା ଲୋକ ଏତେ ଦେଇ କି ବି କଣ ଲାଭବାନ ହଉଛ ଅନ୍ଧ ଜାତରା ଦଳ
ହେଇରେ ବୁଢା ଗାଲୁଆ ଦୁଇ ଜଣ ।ଅବିକା ଯାହା ହବ କହିବ ଆମେ କରି ଥିଲୁ ।
@@NirakarBiswal-zg4tn 😁😁
ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Bjd bhuli ja re aau nahi
ଓଡିଶାରେ ଦିଟା ମୁଖ୍ୟମନ୍ତ୍ରୀ କି
କିଛି କରି ପାରିବନି ବିଜେପି, କାରଣ ବିଜେପି ,ଇଲେକ୍ସନ ଟାଇମ୍।ରେ ଜଉ ପ୍ରତିଶ୍ରୁତି ଦେଇ ଥିଲେ ସେଇଟା କରି।ପରୁ ନାହାନ୍ତି ବିଜେପି ବାଲା ଖାଲି ଫୋଟରେ ଦେଖେଇ ଅହୁଛନ୍ତି
ଲୋକେ BJD କୁ ପ୍ରତ୍ୟାଖ୍ୟାନ କରିଛନ୍ତି, ବେଶୀ ଭାଷଣ ମାରନ୍ନ୍ତୁ ନାହିଁ.
Right
Bjd BJP join bhai 😮😮😮
Chania huani bjp ku odisha basi emt pankare potibe 5yr pare odisharu na hajijiba
Tk rahijaa anataaa 5 yr dekhu dekhu chalijiba tapare. Kauthi luchibi aebthu jaga dekhithaa 😂
Bjd Hajigala.....😢
ଧନ୍ୟବାଦ 👍👍
ଏ ଭଳି ଆମ୍ଲଗର୍ବ କରି ବିଜୁ ଜନତା ଦଳରେ ଅସ୍ଥିତ୍ଵ ରହିଲା ନାହିଁ ଆହୁରି ଗର୍ବକରୁଥ
ଏଇଥି ପାଇଁ ହାରିଲ । ପୁଣି ହାରିବ।
Right Thankyou
Ur right right 👍👍
Sir
ଭାରତୀୟ ଜନତା ପାର୍ଟିର ନେତା ମନ୍ତ୍ରୀ ମାନେ କିଛି କରିବେନି କି କରି ପାରିଵେ ନାହିଁ ଏମାନେ ନବୀନ ବାବୁ ଙ୍କ ସଵୁ ଯୋଜନା ଉପରେ ତାଙ୍କ ପୋଷ୍ଟର୍ ଲଗେଇକି ଶ୍ରେୟ ନେଵ 😅
Jay Jagannath 🙏🙏🙏
ଯେମିତି ତାସ୍ୟଲ କରି ହସୁଛ ଟିକେ ଲାଜ ଲାଗିବା କଥା
ତୁମମାନଙ୍କୁ ସତରେ ବାପା ପଇସା ରେ କଳା ଭଳି ଲାଗୁଥିବ
ଏ ମା ନେ ସବୁ ଗୋଟେ ପାଗଳ❤❤❤
ଜୟ ଶ୍ରୀ ରାମ
Jai hind jai bjd
ଯାହା ହଉ ଏ କଥା ଶୁଣିଲେ କିଛି ଅନ୍ଧ ଭକ୍ତଙ୍କର ହଜମ ହେବନି।କିଛି ଅଲାଜୁକ ବାଉଳି ଚାଉଳି କଥା କହିବେ
ନିଷ୍ପତି ଓ ଅର୍ଥ ବିନିଯୋଗ କରିବା ମଧ୍ୟ ରେ ବହୁତ ପାର୍ଥକ୍ୟ, ଯଦି କରିବାର ଥିଲା, ଛ ମାସ ଆଗରୁ କଲନି, ନିର୍ବାଚନ କିଛି ଦିନ ଆଗରୁ କାହିଁକି କଲ
@@tarinisankardas2071 ଛ ମାସ ଆଗରୁ ହୋଉ କି ଛ ବର୍ଷ କିଛି ଫରକ ନାହିଁ, ତାହା ତ କେବିନେଟ ପାସ୍ ହୋ ମାର୍ଚ୍ଚ ମାସରୁ କାର୍ଯ୍ୟକାରୀ ହୋଇସାରିଛି, ତାହା କୋଉ ନୁଆ ଯୋଜନା, ବିଜେପି ସରକାର,ମହନ ବାବୁ ଶେଷରେ ବାଟ ନ ପାଇଁ ମାଟି କାମୁଡ଼ିଲା ଭଳି, ଦେଇଥିବା ପ୍ରତିଶୃତି ରଖି ନ ପାରି କାର୍ଯ୍ୟକାରୀ ହୋଇଥିବା ଯୋଜନା କୁ ନୁଆ ଯୋଜନା କହି ଓଡ଼ିଶା ବାସୀଙ୍କୁ ଭୂୟାଁ ବୁଲାଉଛନ୍ତି
ନନ୍ଦିଘୋଷ ମିଡ଼ିଆ କୁ ଆମେ ବିଶ୍ୱାସ କରୁନୁ କାହିଁକି ନନ୍ଦିଘୋଷ ଚାନେଲ ପୂରା ସୁପର ମିଛ ଚାନେଲ ❤❤❤❤
ଜଉ ମାସରୁ ପଇସା ବଢ଼ା ଗଲା ସେଇ ମାସରୁ ବଢ଼ା ପଇସା ଦିଅନ୍ତୁ,
ବେକାର ବିଜେପି ମୋବାଇଲ ରିଚାର୍ଗ କରି ଅହୁନି, ଧର ଦାମ୍ ସବୁ ତିରେ ବୋଡେଇ ଦେଇଛି ଦିନ ମଜୁରିଆ ମୋବାଇଲ ଧରିବେ କଣ ଚୁହିଁପରିବେ ନାହିଁ
ତୁମେ ସବୁ 25 ବର୍ଷ ହେଲା ତାଡି ପକାଇଛ
ପ୍ରଥମେ BJP ରଙ୍ଗ କରୁଥିଲା ଏବେ କପି କଲାଣି
ତିନି ମାସ ପୂର୍ବରୁ ଟଙ୍କା ଖାଇଛ ତୁମେ ଆଗ କୁହ
Dia heichhi
@@bhaktabag1163 ତୁ ପାଇଛୁ ଏକା
ବିଜେପି ଆଉ ଅଧିକ କଣ କରିବ.. ଖାଲି ରଙ୍ଗ ବଦଳେଇ ରାଜସ୍ବ ଲୁଟିବ
Naveen Patnaik...❤❤❤
Odisha ,no 1cm ନବୀନ ପଟ୍ଟନାୟକ
Junior teacher ବିଷୟରେ କହିଲେନି
Bjd ta January re dauthila posting..bjp kn kala sei pdf bahar karile..au thare puni dv
ସବୁବେଳେ ଲୋକେ କହିଆସୁଛନ୍ତି ଧପାଡିଆ ଦଳ ବିଜେପି। ତେଣୁ କାମ ଆଉ ଭଲ ହେବ କୁଆଡୁ।ସେଇ ଧପାଡିଆ କାମ। ସେମାନଙ୍କର ବିଚାର ସଦାବେଳେ ବିଲୁଆ ବିଚାର। ତେଣୁ ସେଇ ବିଲୁଆ ବିଚାରରେ ରାୟ ଆସିଥିବ ଯେ ବିଜେଡି ସରକାର ଯେଉଁ ନିଷ୍ପତ୍ତି କରିଦେଇ ଯାଇଛନ୍ତି ତାହାସବୁ ତାଙ୍କର ଆଉ ମନେ ନ ଥିବ। ସରକାର ଗଢିବାର ମାସେ ଉପରକୁ ହେଇଗଲାଣି। ଲୋକଙ୍କ ପାଇଁ କିଛି ନ କଲେ ଲୋକମାନେ ଆମ ମୁହଁରେ ପରିସ୍ରା କରିଦେବେ। ତେଣୁ ଅନ୍ୟନ୍ୟୋପାୟ ହୋଇ ବିଜେଡି କରି ଦେଇ ଯାଇଥିବା ପୁରୁଣା ନିଷ୍ପତ୍ତିକୁ ଘୋଷଣା କରିପକାଇଲେ। ଯେମିତି କିଛି ଭଲ କାମ ଆଉ ମୁଣ୍ଡରେ ପଶିଲା ନାହିଁ ଯେ ବିଜେଡି ସରକାର କରିଦେଇଥିବା ବସ୍ କୁ ରଙ୍ଗ ବଦଳାଇ ଗୋଟେ ବଡ ପାରିବା ପଣିଆ ଦେଖେଇ ହେଲେ।
24ବର୍ଷରେ କେବଳ ଶେଷ ବର୍ଷରେ କିଛି ଖାଲି ପଦବୀ ବିଜେଡି ପୂରଣ କରିଥିଲା। ଆଜି ବିଜେପି 20000 ଶିକ୍ଷକ ପଦବୀ ପୂରଣ କରିବାକୁ ଯାଉଛି। ବ୍ରହ୍ମ ବିଭ୍ରାଟ କଥା ବିଜେଡି ଭୁଲିଗଲା କି ?ପରୀ,ଇତିଶ୍ରୀ,ମମିତା ମେହେର ହତ୍ଯା ପାପ ଲୁଚିଯିବନାହିଁ ।କୁସୁମା, ବଲ୍ଲେ ବଲ୍ଲେ ଓ ସ୍ୱାଦ ଢାବା ବିଜେଡି ବାଲାଙ୍କ ରଙ୍ଗଶାଳା ବିଷୟରେ ବିବୃତି କାହିଁକି ଦେଉନାହାଁନ୍ତି
20000 Padabi Bjd thiba samayaru baharichhi khali posting ta heuchhi BJP samayare. Tankara case chalithila sethi samay gadi chalithila😂
ଲୋକଙ୍କ ସରକାର ଡିଣ୍ଡିମି ପିଟୁଥିବା ଗୋଟେ ସରକାର ,ଏମିତି ଠକନ୍ତି। ମିଛ କହି ନିର୍ବାଚନ ଜିତିଲେ। ପୁଣି ମିଛ
Right
Right sir 👍 Jay jagannath Jay Naveen dilse BJD 👍♥️
ସରକାର ଯାହା ଚାହିଁବେ ତାହା କରିବେ ତୁମେ ବେଲଜ୍ୟା ଲୋକସଭା ସାଂସଦ ଜିତି ପାରିବ ନାହିଁ କୁକୁର ପରୀ ଭୋକିବ ମଙ୍ଗିଆ ଟିଭି ରେ
😁😁😁 Modi ayodhya harigale kan paine
@@Zanil-kr7ll modi ବାରାଣସୀ ରେ ଲଢ଼ୁଥିଲେ ମୁର୍ଖ
@@Babaphakiryoutube Ram mandir karithile para ayodhya ru Modi nka candidate harichhanti murkha 😁😁😁 now BJP is Modi BJP
2029 ରେ ଦେଖିବ
@@Zanil-kr7ll ରାମ ମନ୍ଦିର ଜନତା ଦାନ ରେ ତିଆରି ହେଇଚି ଜଗନ୍ନାଥ ମନ୍ଦିର ଲାଟିନ ରାଜସ୍ୱ ଟଙ୍କା ରେ ନବୀନ କରିଛି 1600 କୋଟି ରେ ରାମ ମନ୍ଦିର 4200କୋଟି ଜଗନ୍ନାଥ ମନ୍ଦିର ଲାଟିନ
Yes,I remember having read the notification in the newspaper.
ଆଗରୁ କେଇଠୁ ଥିଲ। ବେକାର ଗପୁଚ
ଥିଲା ଆଜ୍ଞା wages rate
Jay jagannath 🤩🤩🤩🤩🤩🤩🤩
Bjp ମନ୍ତ୍ରୀ ମାନେ କଣ ନିନ୍ଦବାଉଳରେ ଏ ନିଷ୍ପତ୍ତି ନେଲେ
ଠିକ୍ କଥା, ଦୈନଦିନ ମଜୁରୀ ମାର୍ଚ୍ଚ ୧୫
ରୁ ବଢ଼ି ସାରିଛି। ଆଜିର ଖବରର କୌଣସି ଯଥାର୍ଥତା ନାହିଁ।
ପୁଣି ମୁହଁ ଦେଖେଇଲ ଲଜ୍ଜ୍ୟା
ସବୁ ଜଗନ୍ନାଥ ଦେଖୁଛନ୍ତି ମୋ ଜିଅନ୍ତା ଠାକୁର ଦାରୁବ୍ରହ୍ମ ସବୁ ସହିବେ ଗର୍ବ ନୁହେଁ
Naveen patnayk good
ଆପଣଙ୍କ ନିଷ୍ପତ୍ତି ଓ ନୂଆ ସରକାର ର ନିଷ୍ପତ୍ତି କାର୍ଯ୍ୟକାରୀ ହଉ ।
B j p କିଛିକରିପରିବ। ନାହି
BJP kola BJD 24bors re kai kariparilani
Right 👍 @@damugouda5641
ଏହା ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ନବୀନ ପଟ୍ଟନାୟକ ମାର୍ଚ୍ଚ ମାସ 15 ତାରିଖରୁ ଲଗୁକଲେ ଏବଂ ଆମେ ଏପ୍ରିଲ ମାସରୁ ବର୍ଦ୍ଧିତ ଦରମା ପାଇସାରିଲାନୁ।ଏବେ କଣ ବଡିଲା ବୋଲି କହୁଛନ୍ତି BJP sarkar। ସରକାରଙ୍କର ଦାୟିତ୍ୱ ହେଉଛି ଓଡିଶାର ଜନସାଧାରଣମାନେ ଏହି ସର୍ବନିମ୍ନ ମଜୁରୀ ପାଉଛନ୍ତି କି ନାହିଁ ତଦାରଖ କଲେ ତାହା ସରକାରଙ୍କ ପାଇଁ ପ୍ରକୃଷ୍ଟ ପଦକ୍ଷେପ ହେବ। ଏବେ ସରକାର ବର୍ଦ୍ଧିତ କଲେ ବୋଲି କହିଲେ ଓଡିଶାର ଜନସାଧାରଣ ପାଖରେ ଆପଣ ମିଛୁଆ ସରକାର ହୋଇଯିବେ।2024 ମସିହା ହେଲାଣି । ଓଡ଼ିଶାର ଲୋକମାନେ ସବୁକିଛି ଜାଣିଛନ୍ତି ନହେଲେ BJP ଓଡ଼ିଶାରେ ସରକାର କେମିତି ଗଢ଼ିଥାନ୍ତ। । ଏଥରୁ ଆପଣ ନୀର୍ବୁତ ରହି private sector ରେ କାମ କରୁଥିବା ଶ୍ରମକମାନେ ଏହାର ଲାଭ ପାଇଲେ କି ନାହିଁ ତଦାରଖ କରନ୍ତୁ। ଏହା କଲେ BJP ସରକାର ଲୋକମାନଙ୍କର ବିଶ୍ଵାସଭାଜନ ହୋଇପାରିବ।
100%✓
କାର୍ଯ୍ୟ କାରି ଓଡିଶା ଗମେଣ୍ଟ ଶ୍ରମିକ ମାନଙ୍କର ଲାଗୁ ହୋଇ ଥିଲା, କିନ୍ତୁ ପ୍ରାଇଭେଟ ଶ୍ରମିକ ମାନଙ୍କର ବଢିନଥିଲା, ଆଜିଘୋଣାହେଲା ଓଡିଶା ର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଧନ୍ୟବାଦ 👍
Brother mu private re job karuchi mote March 15 mililani
Bro apan keuthi kama karanti
ଆମର ସବୁ ବେଳେ ନବୀନ ପଟ୍ଟନାୟକ ସାର୍ ମୁଖ୍ୟମନ୍ତ୍ରୀ ଭାବେ ଆବଶ୍ୟକ
ମିଛୁଆ
ପିସି ବିଷୟ ରେ କିଛି କୁହନ୍ତୁ. ଏ ବେକାର କଥା କୁହନ୍ତୁ ନାହିଁ.
Agaru kouti thila
ଏମିତି 5 ବର୍ଷ ସାରା ନବୀନ ବାବୁ ଙ୍କ ଯୋଜନା ରେ ରଙ୍ଗ ମାରି ଆଉ ତାଙ୍କ ନିଷ୍ପତି କୁ କାର୍ଯ୍ୟକାରୀ କରି କରି ଚାଲିଯିବ କିନ୍ତୁ ବିଜେପି କିଛି କରିବ ନାହିଁ
ବିଜେଡି ଜୟ
କପି କରି ବହି ଲେଖି କବି ବୋଲାଇବା ଯାହା ଏ ହେଉଛି ସେହି କଥା । ଚାରିକୋଟି ଓଡ଼ିଶା ବାସି କୁଂ ଭୂୟାଁ ବୁଲାଇବା କଥା। ଜୟ ନବିନ ବାବୁ। 🙏🙏🙏
24 yr hei parilani. Jaha heba sabu nijara dabi kariba. Ate dina helani. Sabu tame kari dei thanta. Hele kari parilani..
ଏକ ଛତ୍ର ବାଦୀ ଶାସନ ଚଲେଇ ଥିଲ ମୁଖ୍ୟମନ୍ତରି କଣ ଠାକୁରଙ୍କୁ ଧରିଥିଲେକି
One an only naveen sir...
ବିଜେଡି ସରକାର ନିର୍ବାଚନ ପୂର୍ବରୁ ଘୋଷଣା କରିଥିଲେ, ଏନ୍ ସି, କିନ୍ତୁ ଧୁଆଁ ବାଣ, ସରକାରୀ କାଗଜପତ୍ର ରେ ନାହିଁ, ଏବେ କହୁଛନ୍ତି ମାର୍ଚ୍ଚ ମାସଠାରୁ ବିଜେଡି ସରକାର ଶ୍ରମିକଙ୍କ ଦୈନିକ ମଜୁରୀ ମନ୍ତ୍ରୀ ପରିଷଦରେ ପକାଈ ଘୋଷଣା କରିଥିଲେ, ମନ୍ତ୍ରୀ ପରିଷଦ ବିଜେଡି ସରକାର କେବେ ବସାଇ ନାହାନ୍ତି, ଖାଲି ମୁହଁ ରେ ଘୋଷଣା କରନ୍ତି, ବିଜେଡି ସରକାର ଧୁଆଁ ବାଣ ବିସ୍ଫୋରଣରେ ସରକାର,
ଓଡ଼ିଶା ରେ କେବଳ ନବୀନ ବାବୁ ଙ୍କୁ ଲୋକ ଭଲ ପାଆନ୍ତି ନୁଆ BJP ସରକାର କେବଳ ପୁରୁଣା ସମସ୍ତ କଲ୍ୟାଣକାରି ଯୋଜନା କୁ କାର୍ବନ କପି କରି କାମ କରିବେ ଏମାନଙ୍କ ଦ୍ଵାରା କିଛି ନୁଆ କରିପାରିବେ ନାହିଁ 😅
Bandona 😂😂😂
ମନ ଆମର ଦୁଃଖ, ଏଥର ଜିତିଥିଲେ ମନ୍ତ୍ରୀ ହୋଇଥାନ୍ତେ ସୁବାସ ମହାରାଜା 🎉😮
Subash sir mission saktira crp-cm nka arrear au salary kebe miliba
ଏ ସରକାର ଙ୍କ ନିଜସ୍ବ ଯୋଜନା କିଛି ନାହିଁ ମାତ୍ର ନବୀନ ସରକାରଙ୍କ ଯୋଜନା କୁ କପି କରି ଚଳାଇବା ଏମାନଙ୍କ କାର୍ଯ୍ୟ,
tahele lokhe dadan kahinki karibaku jauchanti. tuma jojana khali paper re, lokanka tanti chipi paisa neuthila.aji tumar pathchi
ବିଜେପି ର ଆଉ କୋଉ ଯୋଜନା ଅଛି କରିବେ, କୋଉଟା ନବୀନ ଛାଡ଼ିଛି କୋଉ ଯୋଜନା ଏ କରିବେ ଏ ରଙ୍ଗ ଦେବେ ମିଛ କହି ଓଡିଶା ର କିଛି ଭକୁଆଙ୍କୁ ବୋକା ବନେଇବେ, ତାଙ୍କ କହିଥିବା କଥା କୁ ଓଡିଶା ଲୋକ ପଚାରିବା ଦରକାର, ବିଜୁଳି ଛାଡ଼, ଧାନ ମୂଲ୍ୟ ବୃଦ୍ଧି, ଭତା ବୃଦ୍ଧି, ରତ୍ନ ଭଣ୍ଡାର ଖୋଲା ଏ କଥା ଏ ଯାଏ କହୁନାହାନ୍ତି, ଅଲଜ୍ୟା ଦଳ
କାହାକୁ ଦେଇଛ
ଆମ ଓଡ଼ିଶାର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ Sir ଙ୍କ ଯୋଜନା କୁ ସବୁ
ଏଇ ବିଜେପି ର ହାଣ୍ଡିଆ ମୂର୍ଖ ମନ୍ତ୍ରୀ
କପି ପେଷ୍ଟ କରୁଚି 😂
ଆଜିଠୁ ତା ନା କପି ପେଷ୍ଟ ମୂର୍ଖ ମନ୍ତ୍ରୀ😂
Tome କିଛି କାର୍ଯ୍ୟକାରି kolani.abe hoba.tome ବୁଝପାରୁନ ବୋଧେ
ସବୁ ନୂଆ କିଛି ଜାଣି ନାହାନ୍ତି ଧୀରେ ଧୀରେ ହେବ ବସ କଲର ହେଇଛି
Double engine ka kamal
ପେଲିନ୍ ବାବୁ ତମେ କଣ ତିନି ମାସ ହେଲା ଘୋସୁଥିଲ ଏବେ ଘୋଷଣା କଲେ ଆଉ ଛ ମାସ
ଅପେକ୍ଷା କର ତମ ଗଲୁ ନିବାରଣ ହେଇଯିବ
BJD jindabad
ମଜୁରୀ ବଢ଼ି ସମସ୍ତେ ପାଇ ସାରିଲେଣି ଏପ୍ରିଲ ମାସ ଠାରୁ, ଆଜି ସରକାର copy paste କରୁଛନ୍ତି
🤣
2 ta tautar e 2 jana subash, Lelin
ଆରେ ରାବିଲେ କଣ ନବୀନ cm ହେବେ ପୁଣି,ଗଣତନ୍ତ୍ର ,ରାଜତନ୍ତ୍ର କିଛି ଦେଖୁନ
Bjd, hard counter, kariba katha.
ବଜେଡି ସୋଇଥିଲା ସମସ୍ତ ଙ୍କ ଭବିଷ୍ଯତ ସହିତ ଖେଳ ଖେଳିଲା ଏବେ ସତ୍ଯ କୁ ଗ୍ରହଣ କରି ପାରୁନାହଁ