ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
ଜୟ ଜଗନ୍ନାଥ ବହୁତ ସୁନ୍ଦର ଲାଗିଲା
So sweet of you sir...🙏bahut sundar heichi apankar kalu ra ghara.apana bahut lucky.. apankar anubhuti sunibaku bahut bhala laguchi🙏
JAGANNATHANKAR LEELA APAR BISMAYARA THAKURA,JAYAHEU JAGANNATHANKAR.❤❤❤🎉🎉🎉🎉
Romo tankura video satare apana bhagya baan Kalia ra Krupa ashirbaad bahuta apananka upare achhi.jay Jagannath 🙏
କୋଉ ରୂପରେ କାଳିଆ କୋଉଠି କୋଉ ପ୍ରକାର ଲୀଳା ଲଗାଇଉଛି ତାହା ତାକୁ ଜଣା❤❤❤❤ଜୟ ଜଗନ୍ନାଥ ❤
ବହୁତ ସୁନ୍ଦର ଲାଗୁଛି ଶୁଣିବାକୁ ମହାପ୍ରଭୂ ଆଉ ଆପଣଙ୍କର ଅନୁଭୁତି।ବହୁତ ସାରା ଧନ୍ୟବାଦ।ମନ୍ଦିର ଟି ସୁନ୍ଦର ହେଇଛି।ଜୟ ଜଗନ୍ନାଥ
Sir, your experiences with Lord Jagannath are inspirations for us to be connected with Him at every time.
ବହୁତ ବଢିଆ ପୁରୀ ରେ କୋଉ ସାହିଁ 🙏🙏🙏ରେ 🙏
ସତରେ ଅତି ଅବିଶ୍ୱସନୀୟ ! ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କ ମୂର୍ତ୍ତି ଅତି ଜୀବନ୍ତ ଓ ଦିବ୍ୟ ଲାଗୁଛି। ଆପଣଙ୍କ ଶାନ୍ତ, ଦିବ୍ୟ ଵ୍ୟକ୍ତିତ୍ୱ ନିଶ୍ଚୟ ଜଗନ୍ନାଥଙ୍କୁ ଆପଣଙ୍କ ପାଖକୁ ଟାଣି ଆଣିଛି।ଜୟ ଜଗନ୍ନାଥ।
ଆପଣଙ୍କ ଅନୁଭୂତି ଓ ବର୍ଣନା ରେ ମୁଁ ବଶିଭୂତ, ପୁରୀ ଗଲେ ନିହାତି ଆପଣଙ୍କ ଘରେ ଜଗା କୁ କୁଣ୍ଢେଇ ବାର ସୁଯୋଗ ମିଳିବ. ଜୟ ଜଗନ୍ନାଥ 🙏🙏
You r really blessed🙏 Thank u so much for sharing🙏
Koti pranam saante mo jianta thakura...... Sir apananku kalu koti paramay diantu..... Jai shree jarnnath......
You are very Lucky Sir your feelings & realisation is rare and unique it's said Lord Jagannath is more human than God
ଭାବର ଭଗବାନ ସେ❤️ଆମ ଘରେ ବି ମୋ ଜଗୁ ଅଛି , ସାର୍ ଆପଣ ଯାହା କହୁଛନ୍ତି ମୁଁ ସମ୍ପୂର୍ଣ୍ଣ ବିଶ୍ୱାସ କରୁଛି 🙏ଜୟ ଜଗୁ🙏
କାଳିଆ ସାଆନ୍ତ ଯେ kaalu ହେଇପାରନ୍ତି, ତାହା ପୁଣି ଏହିପରି ଭାବରେ ଶୁଣି ହୃଦୟ ଆଦ୍ର ଓ ଆଖି ଲୁହରେ ଭରି ଗଲା, ଆପଣ ଙ୍କର ଠାକୁର ଘର ଦୀପ ସବୁଦିନ ଜଳୁଥାଉ ।
Jay jagannath Mahaprabhu, jay Bhakta Maharaj
ପ୍ରକୃତରେ ଆପଣ ବହୁତ ଭାଗ୍ୟବାନ। ଆପଣ କଣ ନିରମିଶସି, ମୋର ପ୍ରଶ୍ନ ଜଗନ୍ନାଥ କଣ ଆମିଷ ଖାଆନ୍ତି। ଆପଣଙ୍କ ଭିଡିଓ ଦେଖିବା ଓ ଶୁଣିବାରେ ଆହୁରି ଉଛୁକତା ବଢି ଯାଉଛି।ଜୟ ଜଗନ୍ନାଥ।
କାଳୁ କୁ କୋଟି କୋଟି ପ୍ରଣାମ ଆଉ ଆପଣଙ୍କୁ ପ୍ରଣାମ ❤❤❤❤🙏🙏🙏🙏
Sir, ବହୁତ ଭଲ ଲାଗିଲା ଆପଣଙ୍କ ର ମହାପ୍ରଭୁ ଙ୍କ ସହ ଘଟିଥିବା ଅନୁଭୂତି ଶୁଣିକି ଜୟ ଜଗନ୍ନାଥ 🙏🏻
ଆଜ୍ଞା ଆପଣ ବହୁତ୍ ଭାଗ୍ୟବାନ। ସବୁ ସେହି ଆପଣଙ୍କ କାଳୁ ର ଇଛା।
ଆପଣଙ୍କ ଭଳି ସିଦ୍ଧ ପୁରୁଷ ଙ୍କୁ ମୋର କୋଟି କୋଟି ପ୍ରଣାମ
Bahuta vala laguchi Jay Jagannath
Sir ଆପଣଙ୍କୁ ଧନ୍ୟବାଦ ସହ ପ୍ରଣାମ ଏବଂ ଆପଣଙ୍କ କାଲୁ ଯିଏ ଜଗତ ର ନାଥ ତାଙ୍କୁ କୋଟି କୋଟି ପ୍ରଣାମ, ଜୟ ଶ୍ରୀ ଜଗନ୍ନାଥ।
କାଳିଆ ସହ ଆପଣଙ୍କର ସାନ୍ନିଧ୍ୟତା ଓ ନିବିଡତା ବାବଦରେ ଜାଣି ମନ ମୋର ଭାବ ବିଭୋର ହୋଇଗଲା।
ମହାଶୟ ଆପଣଙ୍କର ଘର ଠିକଣା ଦୟାକରି ଜଣାଇବେ ,ମୁଁ ପ୍ରଭୂ ଜଗନ୍ନାଥ ଅପଣକ ଘରେ ଦର୍ଶନ କରିବି ।
ମହାପ୍ରଭୁ ଜଗନ୍ନାଥ ଙ୍କ କୃପା ହୁଅନ୍ତl, କାଳୁ କୁ ଦର୍ଶନ କରନ୍ତି 😭😭😭🙏🙏🙏
ଜୟ ଜଗନ୍ନାଥ ଯାଆନ୍ତୁ ଆଉ ଆପଣଙ୍କର ପ୍ରିୟପରିଜନଙ୍କୁ ବି ଦୟାକରି ନେଇ ଦେଖି ଆସନ୍ତୁ ସବୁ ଜଣାପଡିବ ଜୟ ଜଗନ୍ନାଥ
Bhala lagila
7/8 dina bahare rahile se dipa re ghia kiye dhaluchi? Ghare tala paduchi boli aapana kahuthile
You are great.A special person.Jai Jagannath is staying with your family,a very lucky man.
ସତରେ ସାର୍... ତୁମ ମୁଖରାବିନ୍ଦରୁ ଜଗତପତିଙ୍କର ଅଲୌକିକ ଦିବ୍ୟାନୁଭୂତିକୁ ଶୁଣି ମୋର ଅସ୍ଥିର ମନଟି ତୁମ ପଶ୍ଚାଦପଟ୍ଟରେ ଥିବା ଦାରୁବିଗ୍ରହଙ୍କ ନିକଟରେ ସ୍ଥିର ହୋଇଗଲା.... ଧନ୍ୟ ମୋ କାଳିଆ ଧନ୍ୟ ତୁମ ଲୀଳା.... ଜୟ ଜଗନ୍ନାଥ.... 👃👃👃
🎉dhanyavaad to lila🎉
ଆଖି ରୁ ଲୁହ ଝରି ଯାଉଛି, କହିବାକୁ ଚାହିଁଲେ କହିପାରୁନି. କଣ୍ଠ ମୋର ବାଷ୍ପରୁଦ୍ଧ. କାଳୁ ତୁମ ପରି ଜଗତରେ କେହି ନାହାନ୍ତି, ସତରେ ତୁମେ କଣ ଅଭଡ଼ା ପରେ ବିରିୟାନୀ ବି ଆଶା, ଧନ୍ୟ ତୁମେ କାଳୁ ଧନ୍ୟ ତୁମ ଜଗତ 🙏🙏🙏🙏
Atti chamtkar.pranam
ସାର୍ ଆପଣଙ୍କ ଘର ଟା ପୂରୀ ରେ କୋଉଠି ଟିକେ ଠିକଣା ଟା କୁହନ୍ତୁ। ପୂରୀ ଗଲେ ଆପଣଙ୍କ ଘରେ ଥିବା ମନ୍ଦିର କୁ ଦର୍ଶନ କରିବା ପାଇଁ ଯିବି। ଜୟ ଜଗନ୍ନାଥ।
Jay Jagannath
ଭାଇନା, ଖାଇବାରେ ପିଆଜରସୁନ ପଡେ କି ନାହିଂ
ମୋ ଆଖି ଲୁହରେ ଭରିଗଲା |ପ୍ରଭୁ ଜଗନ୍ନାଥଙ୍କ ସହ ଆପଣଙ୍କର ଅଭିଜ୍ଞତା ବାଣ୍ଟିଥିବାରୁ ଧନ୍ୟବାଦ | 🙏
ଅଲୌକିକ ଓ ଅତ୍ଯନ୍ତ ମର୍ମସ୍ପର୍ଶୀ ❤
ଅତି ସୁନ୍ଦର ଅନୁଭୂତି ,ଧନ୍ୟ ତୁମେ ଭାବର ଠାକୁର,ଶ୍ରୀ ଚରଣେ ବାରମ୍ବାର ପ୍ରଣାମ🙏🙏🙏🙏🙏
Bahuth bhala lagila sir🙏Jay shree jagannath sir 🙏
ସାର୍ ଆପଣଙ୍କୁ ବହୁତ ଧନ୍ୟବାଦ ସହ ପ୍ରଣାମ ବହୁତ ସୁନ୍ଦର ଲାଗୁଛି ମହାପ୍ରଭୁ କର ସୁନ୍ଦର ନୀଳା ଜୟ ଜୟ ଶ୍ରୀ ଜଗନ୍ନାଥ ❤️❤️
Bahut bhala lagilaa ❤
Bahut sundar mandir...dekha heba ni..katha barta heba sujag milata
Jay Jagannath Heart touching ❤
Radhe radhe 🙏🙏♥️🙏🙏 jayjagarnnath Swami 🙏🙏♥️🙏🙏
ମହାପ୍ରଭୂଙ୍କର ଜୟ।❤
ଆପଣ ବହୁତ ଭାଗ୍ୟ ବାନ
ମହାଶୟ, ଆପଣଙ୍କ ଅନୁଭୂତି ନିଶ୍ଚିତ ହୃଦୟସ୍ପର୍ଶୀ। କିନ୍ତୁ କାଳୁ.........
Sir bahut bhala tips.jay jahannam 🙏
Bahuta vala lagila
ଜୟ ଶ୍ରୀ ଜଗନ୍ନାଥ 🌹🙏।
Jaya Jagannath prabhu Namoha nk katha bhala lagila thanks .
ଜୟ ଜଗନ୍ନାଥ 🙏🚩🙏🚩🙏🚩 ବହୁତ ସୁନ୍ଦର ଲାଗୁଛି 🙏
Sir pranam, bahut bahut bhala lagila, dhanyabad sir. Aapananku dekha karibaku bhari ichha.
Bahut bahut bahut vala lagila..Jay Jagannath.....
Satore appono bohut lucky.prabhu Jagannath appono nko pakhore ochonti.appono prabhu nko kotha nishoy details re kohibe . Jay Jagannath Mahaprabhu 🙏🚩🙏
Jay Jagannath Swami nayan patha gami bhaba tume pravu 🙏🙏🙏
ଭାବରେ ବଂଧା କାଳିଆ ଠାକୁର 🙏🙏💕💕
Apanka satya ghatana suni mo akhiru luha jhari uthila
Jay jagannath Swami Nayana pathagami bhabatume......jagatara natha Prabhu Jagannath nku koti koti pranam.....
ମଣିଷ ଜୀବନରେ ଆଉ କଣ ଦରକାର ସାର୍ ବହୁତ ବହୁତ ଧନ୍ୟବାଦ ସାର୍ ପ୍ରଣାମ୍ ସାର୍🙏🙏🙏🙏🙏🙏
ଆଜ୍ଞା କାଳୁ ତ କାଳୁ ଆପଣଙ୍କ ଚରଣର ଧୂଳି ଟିକେ ମିଳିଗଲେ ଜୀଵନ ଧନ୍ୟ ହୋଇ ଯାଆନ୍ତା। ସତରେ ଆପଣଙ୍କ ଉପରେ ଯେତିକି ଈର୍ଷା ହେଉଛି ମନରେ କଲୁର ଛବି ସେତିକି ଦୃଢ଼ ହେଉଛି। କଲୁକୁ। ଆଉ ଆପଣଙ୍କୁ କୋଟି କୋଟି ସାଷ୍ଟାଂଗ ଦଣ୍ଡବତ ପ୍ରଣାମ।
Bibhu agyaan Pranam🙏...Kalia Saanta nku pranam 🙏Maa Subhadra nku pranam 🙏 Balabhadra Swami nku koti koti Pranam 🙏...Ei rogagrasta paribar ku tuma upare chhadili. Sabu tume bujhineba 🙏
Love you sir for this heart touching story....
ଆପଣଙ୍କୁ ପ୍ରଣାମ।ଆପଣଙ୍କ ଠିକଣା ଦିଅନ୍ତୁ।ପୁରୀ ଗଲେ ଆପଣଙ୍କ ମନ୍ଦିର ରେ କାଳିଆ କୁ ଦେଖିଆସିବି।ଏଇ ଭିଡିଓ ରେ କେତେ ସୁନ୍ଦର ଦିଶୁଛନ୍ତି ଭାଇ ଭଉଣୀ!
❤❤❤❤ he jaganatha tate koti koti pranam 🙏❤️💞💞❤️ love you too jaga
Bahut.vala.lagila.jay.jagannath
Apana jeun katha kahuchanti ei prakarar ghatana Mora sathire heichi.🌹🙏🌹🙏
God is greatest.....you are so lucky sir. Jay Jagannath Swami n thank you for sharing this divine miracle.
Bahut sundar laguchi suniki ..waiting for your next video.
Sir satare apana great
Apana bahut bhagyaban
Unique experience. It gives divine pleasure. Please continue.
Koti koti pranam sir very very nice 👍 video 🎉 Jay shree jagannath ❤❤❤🎉
ଆପଣଙ୍କ ଘର ମନ୍ଦିର ଠାକୁରଦେଖିବାକୁ ମୋର ମନ, ଦୟା କେଵେ ହେଵ ଜଗାତ ଡାକିବଵିଶ୍ଵାସେ ବିତୁଛି ଦିନ ।
Sir pranam Jay Jagannath
Kalia Madanamohan's Lila is wonderful .We are blessed to listen this.
Sir, pranam Kalu ku🙏 n aapananku 🙏. Dhany se Prabhu , dhanya tanka leela
evali vedio dekhile manara asurika prabruti dura heijiba bibudha vai apananku koti koti pranam
Koti koti...pranam to you and my Kalia for this video .
😊😊Jay Sri jagannth swami
ଖୁବ ସୁନ୍ଦର ଅନୁଭୂତି
ସାର ମୋ ହୃଦୟକୁ ଛୁଇଁଲା ଜୟ ଜଗନ୍ନାଥ 🙏🏻🙏🏻♥️♥️🙏🏻🙏🏻
Apna dui jana nka samparaka bisyre suniki bhari khusi laguchi
Jay jagannatha prabhu 🙏🙏🙏
ମୁଁ ଆପଣଙ୍କ ସହିତ ଟିକେ କଥା ହେବାକୁ ଚାହୁଁଛି 🙏🙏
Sir Mo dhanaku koti koti pranam
Wonderful sir.Pl right address at Puri .
ଏ ଭଳି ଅନୁଭୂତି ଅତ୍ୟନ୍ତ ଅନନ୍ୟ . ଏ ଯାତ୍ରା ଆଗକୁ ଜାରି ରହୁ ଆଜ୍ଞା l
ସାର୍ ଏକଥା ସୁନୀଲା ପରେ ଆପଣ ଆପଣଙ୍କର ଘରେ ଲାଲୁକୁ ଟିକେ ଦେଖିବାକୁ ଈଛା ହଉଛି। ମୋତେ ଲାଗେ ଆପଣଙ୍କ ମାଧ୍ୟମରେ କାଳିଆ ନିଜେ ସବୁକହୁଛି।ଆଖି ଭରି ଯାଉଛି ଯିଏ ତାକୁ ପାଇଛି ଜୀବନରେ ତାହାର କିଛି ଲୋଦନହିଁ।ଜୟ ଜଗନ୍ନାଥ।🙏🙏🙏🙏🙏🙏
ଧନ୍ୟବାଦ. How to do meditation? Please make a video in odia.
Jai jagannath.kaliara Lila apn epri sabubele kuhantu.ahuri sunibaku bahut bahut agraha achhi.apnku Kalia dirgha Ayu karantu.ehi prathana sahit apnku pranam .jai jagannath
Sar apanaka padatale koti koti pranam🙏🙏🙏🙏🙏🙏🙏🙏🙏🙏
jai jagannath sir bahut Sundar ye anubhuti n mandir nd mo mahaprabhu
Jai shree Jagarnath mahaprabhu ji ke charno me koti koti naman Jai shree Madhav.🚩🚩🚩🙏🙏🙏🪷🪷🪷🌹🌹🌹👣👣👣🌺🌺🌺🪔🥥🪔🥥🥥🥥🥭🥭🥭😄😄😄
Aapana kete bhagyaban sir❤❤🙏❤️❤️Jay Jagannath swami nayana pathagami bhabatume Prabhu ❤❤🙏❤️❤️
ବହୁତ ଭଲ ଲାଗିଲା ।
Jay kotikaibaly Natha ki Jay Ho you're very lucky sir🙏🙏🙏🙏🙏
ଜୟ ଜଗନ୍ନାଥ ଆପଣ ଓ ମହାପ୍ରଭୁ ଙ୍କ କଥା ଶୁଣି କି ବହୁତ୍ ଭଲ ଲଗିଲା,
Ati Sundar❤🙏. Kalpna ra bahare. Kalu charana re koti pranam. Apanku pranam au dhanyabad🙏share kari thibaru.
ସତରେ ସେ ଭାବର ଠାକୁର ପ୍ରଭୁ ଜୟ ଜଗନ୍ନାଥ 🙏
Bahut bhala lagila sir.
Satare sir bahut bhala lagila
ବହୁତ ଭଲ
U r very lucky.jay jay kalu Maharaj 🙏🙏🙏🙏🙏🙏🙏
ଜୟଜଗନ୍ନାଥ ପ୍ରଣାମ, ହରି ଓଁ
ଜୟ ଜଗନ୍ନାଥ ବହୁତ ସୁନ୍ଦର ଲାଗିଲା
So sweet of you sir...🙏bahut sundar heichi apankar kalu ra ghara.apana bahut lucky.. apankar anubhuti sunibaku bahut bhala laguchi🙏
JAGANNATHANKAR LEELA APAR BISMAYARA THAKURA,JAYAHEU JAGANNATHANKAR.❤❤❤🎉🎉🎉🎉
Romo tankura video satare apana bhagya baan Kalia ra Krupa ashirbaad bahuta apananka upare achhi.jay Jagannath 🙏
କୋଉ ରୂପରେ କାଳିଆ କୋଉଠି କୋଉ ପ୍ରକାର ଲୀଳା ଲଗାଇଉଛି ତାହା ତାକୁ ଜଣା❤❤❤
❤ଜୟ ଜଗନ୍ନାଥ ❤
ବହୁତ ସୁନ୍ଦର ଲାଗୁଛି ଶୁଣିବାକୁ ମହାପ୍ରଭୂ ଆଉ ଆପଣଙ୍କର ଅନୁଭୁତି।
ବହୁତ ସାରା ଧନ୍ୟବାଦ।
ମନ୍ଦିର ଟି ସୁନ୍ଦର ହେଇଛି।
ଜୟ ଜଗନ୍ନାଥ
Sir, your experiences with Lord Jagannath are inspirations for us to be connected with Him at every time.
ବହୁତ ବଢିଆ ପୁରୀ ରେ କୋଉ ସାହିଁ 🙏🙏🙏ରେ 🙏
ସତରେ ଅତି ଅବିଶ୍ୱସନୀୟ ! ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କ ମୂର୍ତ୍ତି ଅତି ଜୀବନ୍ତ ଓ ଦିବ୍ୟ ଲାଗୁଛି। ଆପଣଙ୍କ ଶାନ୍ତ, ଦିବ୍ୟ ଵ୍ୟକ୍ତିତ୍ୱ ନିଶ୍ଚୟ ଜଗନ୍ନାଥଙ୍କୁ ଆପଣଙ୍କ ପାଖକୁ ଟାଣି ଆଣିଛି।
ଜୟ ଜଗନ୍ନାଥ।
ଆପଣଙ୍କ ଅନୁଭୂତି ଓ ବର୍ଣନା ରେ ମୁଁ ବଶିଭୂତ, ପୁରୀ ଗଲେ ନିହାତି ଆପଣଙ୍କ ଘରେ ଜଗା କୁ କୁଣ୍ଢେଇ ବାର ସୁଯୋଗ ମିଳିବ. ଜୟ ଜଗନ୍ନାଥ 🙏🙏
You r really blessed🙏 Thank u so much for sharing🙏
Koti pranam saante mo jianta thakura...... Sir apananku kalu koti paramay diantu..... Jai shree jarnnath......
You are very Lucky Sir your feelings & realisation is rare and unique it's said Lord Jagannath is more human than God
ଭାବର ଭଗବାନ ସେ❤️ଆମ ଘରେ ବି ମୋ ଜଗୁ ଅଛି , ସାର୍ ଆପଣ ଯାହା କହୁଛନ୍ତି ମୁଁ ସମ୍ପୂର୍ଣ୍ଣ ବିଶ୍ୱାସ କରୁଛି 🙏ଜୟ ଜଗୁ🙏
କାଳିଆ ସାଆନ୍ତ ଯେ kaalu ହେଇପାରନ୍ତି, ତାହା ପୁଣି ଏହିପରି ଭାବରେ ଶୁଣି ହୃଦୟ ଆଦ୍ର ଓ ଆଖି ଲୁହରେ ଭରି ଗଲା, ଆପଣ ଙ୍କର ଠାକୁର ଘର ଦୀପ ସବୁଦିନ ଜଳୁଥାଉ ।
Jay jagannath Mahaprabhu, jay Bhakta Maharaj
ପ୍ରକୃତରେ ଆପଣ ବହୁତ ଭାଗ୍ୟବାନ। ଆପଣ କଣ ନିରମିଶସି, ମୋର ପ୍ରଶ୍ନ ଜଗନ୍ନାଥ କଣ ଆମିଷ ଖାଆନ୍ତି। ଆପଣଙ୍କ ଭିଡିଓ ଦେଖିବା ଓ ଶୁଣିବାରେ ଆହୁରି ଉଛୁକତା ବଢି ଯାଉଛି।
ଜୟ ଜଗନ୍ନାଥ।
କାଳୁ କୁ କୋଟି କୋଟି ପ୍ରଣାମ ଆଉ ଆପଣଙ୍କୁ ପ୍ରଣାମ ❤❤❤❤🙏🙏🙏🙏
Sir, ବହୁତ ଭଲ ଲାଗିଲା ଆପଣଙ୍କ ର ମହାପ୍ରଭୁ ଙ୍କ ସହ ଘଟିଥିବା ଅନୁଭୂତି ଶୁଣିକି
ଜୟ ଜଗନ୍ନାଥ 🙏🏻
ଆଜ୍ଞା ଆପଣ ବହୁତ୍ ଭାଗ୍ୟବାନ। ସବୁ ସେହି ଆପଣଙ୍କ କାଳୁ ର ଇଛା।
ଆପଣଙ୍କ ଭଳି ସିଦ୍ଧ ପୁରୁଷ ଙ୍କୁ ମୋର କୋଟି କୋଟି ପ୍ରଣାମ
Bahuta vala laguchi Jay Jagannath
Sir ଆପଣଙ୍କୁ ଧନ୍ୟବାଦ ସହ ପ୍ରଣାମ ଏବଂ ଆପଣଙ୍କ କାଲୁ ଯିଏ ଜଗତ ର ନାଥ ତାଙ୍କୁ କୋଟି କୋଟି ପ୍ରଣାମ, ଜୟ ଶ୍ରୀ ଜଗନ୍ନାଥ।
କାଳିଆ ସହ ଆପଣଙ୍କର ସାନ୍ନିଧ୍ୟତା ଓ ନିବିଡତା ବାବଦରେ ଜାଣି ମନ ମୋର ଭାବ ବିଭୋର ହୋଇଗଲା।
ମହାଶୟ ଆପଣଙ୍କର ଘର ଠିକଣା ଦୟାକରି ଜଣାଇବେ ,ମୁଁ ପ୍ରଭୂ ଜଗନ୍ନାଥ ଅପଣକ ଘରେ ଦର୍ଶନ କରିବି ।
ମହାପ୍ରଭୁ ଜଗନ୍ନାଥ ଙ୍କ କୃପା ହୁଅନ୍ତl, କାଳୁ କୁ ଦର୍ଶନ କରନ୍ତି 😭😭😭🙏🙏🙏
ଜୟ ଜଗନ୍ନାଥ ଯାଆନ୍ତୁ ଆଉ ଆପଣଙ୍କର ପ୍ରିୟପରିଜନଙ୍କୁ ବି ଦୟାକରି ନେଇ ଦେଖି ଆସନ୍ତୁ ସବୁ ଜଣାପଡିବ ଜୟ ଜଗନ୍ନାଥ
Bhala lagila
7/8 dina bahare rahile se dipa re ghia kiye dhaluchi? Ghare tala paduchi boli aapana kahuthile
You are great.A special person.Jai Jagannath is staying with your family,a very lucky man.
ସତରେ ସାର୍... ତୁମ ମୁଖରାବିନ୍ଦରୁ ଜଗତପତିଙ୍କର ଅଲୌକିକ ଦିବ୍ୟାନୁଭୂତିକୁ ଶୁଣି ମୋର ଅସ୍ଥିର ମନଟି ତୁମ ପଶ୍ଚାଦପଟ୍ଟରେ ଥିବା ଦାରୁବିଗ୍ରହଙ୍କ ନିକଟରେ ସ୍ଥିର ହୋଇଗଲା.... ଧନ୍ୟ ମୋ କାଳିଆ ଧନ୍ୟ ତୁମ ଲୀଳା.... ଜୟ ଜଗନ୍ନାଥ.... 👃👃👃
🎉dhanyavaad to lila🎉
ଆଖି ରୁ ଲୁହ ଝରି ଯାଉଛି, କହିବାକୁ ଚାହିଁଲେ କହିପାରୁନି. କଣ୍ଠ ମୋର ବାଷ୍ପରୁଦ୍ଧ. କାଳୁ ତୁମ ପରି ଜଗତରେ କେହି ନାହାନ୍ତି, ସତରେ ତୁମେ କଣ ଅଭଡ଼ା ପରେ ବିରିୟାନୀ ବି ଆଶା, ଧନ୍ୟ ତୁମେ କାଳୁ ଧନ୍ୟ ତୁମ ଜଗତ 🙏🙏🙏🙏
Atti chamtkar.pranam
ସାର୍ ଆପଣଙ୍କ ଘର ଟା ପୂରୀ ରେ କୋଉଠି ଟିକେ ଠିକଣା ଟା କୁହନ୍ତୁ। ପୂରୀ ଗଲେ ଆପଣଙ୍କ ଘରେ ଥିବା ମନ୍ଦିର କୁ ଦର୍ଶନ କରିବା ପାଇଁ ଯିବି। ଜୟ ଜଗନ୍ନାଥ।
Jay Jagannath
ଭାଇନା, ଖାଇବାରେ ପିଆଜରସୁନ ପଡେ କି
ନାହିଂ
ମୋ ଆଖି ଲୁହରେ ଭରିଗଲା |ପ୍ରଭୁ ଜଗନ୍ନାଥଙ୍କ ସହ ଆପଣଙ୍କର ଅଭିଜ୍ଞତା ବାଣ୍ଟିଥିବାରୁ ଧନ୍ୟବାଦ | 🙏
ଅଲୌକିକ ଓ ଅତ୍ଯନ୍ତ ମର୍ମସ୍ପର୍ଶୀ ❤
ଅତି ସୁନ୍ଦର ଅନୁଭୂତି ,ଧନ୍ୟ ତୁମେ ଭାବର ଠାକୁର,ଶ୍ରୀ ଚରଣେ ବାରମ୍ବାର ପ୍ରଣାମ🙏🙏🙏🙏🙏
Bahuth bhala lagila sir🙏Jay shree jagannath sir 🙏
ସାର୍ ଆପଣଙ୍କୁ ବହୁତ ଧନ୍ୟବାଦ ସହ ପ୍ରଣାମ ବହୁତ ସୁନ୍ଦର ଲାଗୁଛି ମହାପ୍ରଭୁ କର ସୁନ୍ଦର ନୀଳା ଜୟ ଜୟ ଶ୍ରୀ ଜଗନ୍ନାଥ ❤️❤️
Bahut bhala lagilaa ❤
Bahut sundar mandir...dekha heba ni..katha barta heba sujag milata
Jay Jagannath Heart touching ❤
Radhe radhe 🙏🙏♥️🙏🙏 jayjagarnnath Swami 🙏🙏♥️🙏🙏
ମହାପ୍ରଭୂଙ୍କର ଜୟ।❤
ଆପଣ ବହୁତ ଭାଗ୍ୟ ବାନ
ମହାଶୟ, ଆପଣଙ୍କ ଅନୁଭୂତି ନିଶ୍ଚିତ ହୃଦୟସ୍ପର୍ଶୀ। କିନ୍ତୁ କାଳୁ.........
Sir bahut bhala tips.jay jahannam 🙏
Bahuta vala lagila
ଜୟ ଶ୍ରୀ ଜଗନ୍ନାଥ 🌹🙏।
Jaya Jagannath prabhu Namoha
nk katha bhala lagila thanks .
ଜୟ ଜଗନ୍ନାଥ 🙏🚩🙏🚩🙏🚩
ବହୁତ ସୁନ୍ଦର ଲାଗୁଛି 🙏
Sir pranam, bahut bahut bhala lagila, dhanyabad sir. Aapananku dekha karibaku bhari ichha.
Bahut bahut bahut vala lagila..
Jay Jagannath.....
Satore appono bohut lucky.prabhu Jagannath appono nko pakhore ochonti.appono prabhu nko kotha nishoy details re kohibe . Jay Jagannath Mahaprabhu 🙏🚩🙏
Jay Jagannath Swami nayan patha gami bhaba tume pravu 🙏🙏🙏
ଭାବରେ ବଂଧା କାଳିଆ ଠାକୁର 🙏🙏💕💕
Apanka satya ghatana suni mo akhiru luha jhari uthila
Jay jagannath Swami Nayana pathagami bhabatume......jagatara natha Prabhu Jagannath nku koti koti pranam.....
ମଣିଷ ଜୀବନରେ ଆଉ କଣ ଦରକାର ସାର୍ ବହୁତ ବହୁତ ଧନ୍ୟବାଦ ସାର୍ ପ୍ରଣାମ୍ ସାର୍🙏🙏🙏🙏🙏🙏
ଆଜ୍ଞା କାଳୁ ତ କାଳୁ ଆପଣଙ୍କ ଚରଣର ଧୂଳି ଟିକେ ମିଳିଗଲେ ଜୀଵନ ଧନ୍ୟ ହୋଇ ଯାଆନ୍ତା। ସତରେ ଆପଣଙ୍କ ଉପରେ ଯେତିକି ଈର୍ଷା ହେଉଛି ମନରେ କଲୁର ଛବି ସେତିକି ଦୃଢ଼ ହେଉଛି। କଲୁକୁ। ଆଉ ଆପଣଙ୍କୁ କୋଟି କୋଟି ସାଷ୍ଟାଂଗ ଦଣ୍ଡବତ ପ୍ରଣାମ।
Bibhu agyaan Pranam🙏...Kalia Saanta nku pranam 🙏Maa Subhadra nku pranam 🙏 Balabhadra Swami nku koti koti Pranam 🙏...Ei rogagrasta paribar ku tuma upare chhadili. Sabu tume bujhineba 🙏
Love you sir for this heart touching story....
ଆପଣଙ୍କୁ ପ୍ରଣାମ।ଆପଣଙ୍କ ଠିକଣା ଦିଅନ୍ତୁ।ପୁରୀ ଗଲେ ଆପଣଙ୍କ ମନ୍ଦିର ରେ କାଳିଆ କୁ ଦେଖିଆସିବି।ଏଇ ଭିଡିଓ ରେ କେତେ ସୁନ୍ଦର ଦିଶୁଛନ୍ତି ଭାଇ ଭଉଣୀ!
❤❤❤❤ he jaganatha tate koti koti pranam 🙏❤️💞💞❤️ love you too jaga
Bahut.vala.lagila.jay.jagannath
Apana jeun katha kahuchanti ei prakarar ghatana Mora sathire heichi.🌹🙏🌹🙏
God is greatest.....you are so lucky sir. Jay Jagannath Swami n thank you for sharing this divine miracle.
Bahut sundar laguchi suniki ..waiting for your next video.
Sir satare apana great
Apana bahut bhagyaban
Unique experience. It gives divine pleasure. Please continue.
Koti koti pranam sir very very nice 👍 video 🎉 Jay shree jagannath ❤❤❤🎉
ଆପଣଙ୍କ ଘର ମନ୍ଦିର ଠାକୁର
ଦେଖିବାକୁ ମୋର ମନ,
ଦୟା କେଵେ ହେଵ ଜଗାତ ଡାକିବ
ଵିଶ୍ଵାସେ ବିତୁଛି ଦିନ ।
Sir pranam Jay Jagannath
Kalia Madanamohan's Lila is wonderful .We are blessed to listen this.
Sir, pranam Kalu ku🙏 n aapananku 🙏. Dhany se Prabhu , dhanya tanka leela
evali vedio dekhile manara asurika prabruti dura heijiba bibudha vai apananku koti koti pranam
Koti koti...pranam to you and my Kalia for this video .
😊😊Jay Sri jagannth swami
ଖୁବ ସୁନ୍ଦର ଅନୁଭୂତି
ସାର ମୋ ହୃଦୟକୁ ଛୁଇଁଲା ଜୟ ଜଗନ୍ନାଥ 🙏🏻🙏🏻♥️♥️🙏🏻🙏🏻
Apna dui jana nka samparaka bisyre suniki bhari khusi laguchi
Jay jagannatha prabhu 🙏🙏🙏
ମୁଁ ଆପଣଙ୍କ ସହିତ ଟିକେ କଥା ହେବାକୁ ଚାହୁଁଛି 🙏🙏
Sir Mo dhanaku koti koti pranam
Wonderful sir.Pl right address at Puri .
ଏ ଭଳି ଅନୁଭୂତି ଅତ୍ୟନ୍ତ ଅନନ୍ୟ
. ଏ ଯାତ୍ରା ଆଗକୁ ଜାରି ରହୁ ଆଜ୍ଞା l