1. Village street design 2. Every house line same 3. Every street solar power 4. Every street road design 5. Every street and village plantations fruit tree 6. 1 food processing plant for 10 village 7.Bio gas plant for 10 village 8.One manufacture product making factory for One village . Etc..... 9.
Village ra development pain jou money sanction haba tara fully use haba darkar. Village re sarpanch mane fraud atanti so direct construction work block kariba darkar. Corruption kamiba darkar every village ru .
Gaon re spoken English class centre haba darkar .bbsr achi.gramanchalare spoken English class centre nahi.hele bahut pila English language sikhibe.furture bright heba
1st gana ku sahara sahita jodiba pani road,2- aaloki karan ba street light,3_ water bebasta, 4_ Internet connection,par school smart kale hebani gadians smart karajau or attendans niajau,
Better Road Better water supply for farming Better electric supply Better school 🏫 Health centre.. ambulance 🚑 service... Better bus 🚌 connectivity Better internet...etc... Mini stadium Park... for... walking exercises...etc...
ବିକାଶ କହିଲେ କେବଳ ବିଜେପି ସରକାରଙ୍କୁ ବୁଝାଏ । ଗାଁର ବିକାଶ ପାଇଁ ବିଜେପି ସରକାରଙ୍କୁ ଧନ୍ୟବାଦ୍ ଜଣାଇଦେବେ ନ୍ୟୁଜ18 ସହିତ ନ୍ୟୁଜ18କୁ ଧନ୍ୟବାଦ୍ 🎉🎉🎉
ଆମ ଗାଁ ରେ ପକା ରୋଡ଼ ହଉ,କିନ୍ତୁ ବର୍ଷା ହେଲେ ମାଟିର ସୁଗନ୍ଧ ଆକର୍ଷଣ କରୁ। ଆମ ଗାଁ ରେ ପକା ଘର ହଁଉ କିନ୍ତୁ ଚାଳ ଛପର ଘର ର ଅନୁଭବ ଆସୁ । ଆମ ଗାଁ ରେ ବିଦ୍ୟୁତ୍ ଶକ୍ତି ସଞ୍ଚାଳନ ହଉ କିନ୍ତୁ ଡିବିରି ଏବଂ ଲଂଠନ ର ଅନୁଭବ ଆସୁ । ଆମ ଗାଁ ରେ ଭାଇ ଠାରୁ ଭାଇ ଦୁରେଇ ଯାଉ କିନ୍ତୁ ଭାଇଚାରା ରହିଥାଉ । ବନ୍ଦେ ଉତ୍କଳ ଜନନୀ 🫡🫡🫡🫡🫡
ଗାଁ ରେ ଯେଉଁ ମାନେ କୁଜି ନେତା ରହିଲେ ସେଇ ମାନେ ଆଗ କେମିତି ପଇସା ଖାଇବେ ଭାବିବେ ଉନ୍ନତି ହେବ କେମିତି ଗାଁ ରେ
Bahut bhala news
ଗାଁ ବଦଳି ଲେ ଗାଁ କାନା ହେବା ଧାନ ଆଉ କେଭେ ବିକିମୁ ମାର୍ଚ୍ଚ ମାସେ ଯାଇ , ଧାନ ଅବସ୍ଥା କି ଏ ଦେଖୁ ଛି, ଚାଷୀଙ୍କୁ କି ପ୍ରକାର ଵେବସ୍ତା ଇଟା ସରକାର ଜାଣିବା କଥା ଗୁଟେ ଚାଷୀଙ୍କୁ ଏତେ ଲେଟ ରେ ଧାନ ବିକିଲେ ଧାନ ର ବି ନଷ୍ଟ ହେଉଛି ଆଉ ତାର କାମ ରେ ବାଧା ହେଉଛି କାର ବିହା ର ଲାଗିବାର କମେ ଲାଗିବାର ଥିଲା କାର ସାର, ଟାକ୍ଟର ଖର୍ଚ ଏତେ ଲେଟ ମାଲିକ ମନେ ହଇରାଣ କରୁଛନ୍ତି ଏହି ସବୁ ପ୍ରୋବ୍ଲେମ ହେଉଛି ସରକାର ଇଟା ପଛେ କରିଛି ଆଉ ଚାଷୀର କାନା ସୁବିଧା hela
1. Village street design
2. Every house line same
3. Every street solar power
4. Every street road design
5. Every street and village plantations fruit tree
6. 1 food processing plant for 10 village
7.Bio gas plant for 10 village
8.One manufacture product making factory for
One village . Etc.....
9.
Aamo Odisha Naveen Odisha
Bahut Bhala heba
Good job nice
Thak you sir...
ଆମ ଗାଁକୁ ଶିକ୍ଷା ରାସ୍ତା ପିଇବା ପାଇଁ ପାଣି ରହିବା ପାଇଁ ଘର ଆଉ ରୋଜଗାର କରିବା ପାଇଁ କିଛି ବୟବସ୍ଥା ହେବା ଦରକାର
Impossible ଯାହା ସରକାର ନିଷ୍ପତି କରନ୍ତି କେବଳ ନିଜ କର୍ମୀଙ୍କ ପାଇଁ ଲାଭଦାୟକ ହୋଇ ଥାଏ,
ଆମ ଗାଁ ରେ ମଦ ବନ୍ଦ୍ ହେଉ ମଦ ପିଇବା କିମ୍ବା ମଦ ବିକିବା ଦ୍ବାରା ବହୁତ❤❤❤❤
Good morning Good News
ଗାଁ ଗାଁବଳିଆ ରହିବା ଦରକାର କିନ୍ତୁ ଟିକେ ଉନ୍ନତି ହବା ସହିତ ସବୁକିଛି ସୁବିଧା ରହିବା ଦରକାର
ପ୍ରଥମେ ସବୁ ଗ୍ରାମରେ ଭାଗବତ ଟୁଙ୍ଗି ହେବା ଦରକାର ଟଙ୍କା ସରକାର ଦେବେ ସତ ଅଧା କାମ କରି ଅଧା ଟଙ୍କା ଖାଇଯିବେ ସେଥି ପ୍ରତି ସରକାର ଯାଞ୍ଚକରି କାମ କରାନ୍ତୁ
ତମକୁ ଲାଗୁଛି ବିକାଶ ହେବ😂😂😂
ଆମ ଗାଁକୁ ପାଣି ସୁବିଧା ଦିଅନ୍ତୁ ଏବଂ ରାସ୍ତା
Bahut bhala chinta karuchhanti govement
ସରକାର ବଦଳିଲା ବୁଲି କଣ ଗାଁ ବଡଦିବକ ନାହିଁ କେବଳ ଅଫିସର ମାନେ ଟଙ୍କା କାଇବା ପାଇଁ କାମ କରୁଛନ୍ତି
ବାଳ.. କିଛି ହବନି ଖାଲି କିଛୁଆ
ଗାଂ ରେ tame fast samaste nku sabu ସୁବିଧା ପାଇବା ଉପେର fast ଗୁରୁତ୍ବ ଦିଆୟିବା jamitiki pani
ଆଉ ଗୋଟେ କଥା ,ଗାଁ ରେ planning ଜଣେ ସାଧାରଣ ଲୋକ କରିବା ଦରକାର ।କିଛି ଗୁଣ୍ଡା ଲୋକ ଥାଆନ୍ତି ସରପଞ୍ଚ ଙ୍କ ସହିତ ଯୋଉ ମାନେ ସବୁ ନିଷ୍ପତି ନେଇଥାନ୍ତି , ଏଇଟା ଠିକ୍ ନୁହଁ। ଗାଁ ର ସଭା ସାଧାରଣ ଲୋକ ଙ୍କୁ ନେଇ ହେବା ଦରକାର ଯାହା ବାହ୍ୟ ରାଜନେତା ଙ୍କ କବଳରୁ ମୁକ୍ତ ଥିବ
ସାମ୍ବାଦିକ ଆଜ୍ଞା ମୋର ଏ କଥା କୁ ଟିକେ ସରକାରଙ୍କ ପାଖକୁ ପହଞ୍ଚାଇବେ ( ଆଗରୁ ବିଦ୍ୟାଳୟ ଗୁଡ଼ିକରେ ଯେମିତି ଶିକ୍ଷକ ମାନେ ଛାତ୍ର ମାନଙ୍କୁ ଦଣ୍ଡ ଦେଉଥିଲେ ସେ ନିୟମ ଟା ଆଉଥରେ ଲାଗୁକରଜାଉ । )ଏତିକି ମୋର ଗୁହାରି
ସରପଞ୍ଚ ମାନେ ରାଜା ରାସ୍ତା କୁ ଯାଇଥିଲେ କାରଣ ସେମାନଙ୍କୁ ଖାଇବା ପାଇଁ ପଇସା ମିଳିଲା ନାହିଁ ।ଯାହା ପୂର୍ବରୁ ଠକେଇ କରି ପଇସା ରଖିଥିଲେ ତାହା ସରିଗଲା।ସେମାନେ ରାଗିଗଲେ ଆଉ ଆନ୍ଦୋଳନ କଲେ । ସମସ୍ତେ ମନ ରଖ ସାମାନ୍ୟ ଜଣେ ସରପଞ୍ଚ ନିଜକୁ ଭାବେ ସେ ମୂଖ୍ୟମନ୍ତ୍ରୀ ବୋଲି ।ଏମାନେ ଲୋକ ଙ୍କୁ 500 ଟଙ୍କା ଦେଇ ଭୋଟ ନିଅନ୍ତି ଆଉ କାମ ସରିଗଲେ ଲୋକ ଙ୍କୁ ପଚାରନ୍ତି ନାହିଁ ।କେବଳ ପଦବୀ ହାତେଇବା ଗୋଟେ ଲୋକ ର ଉଦ୍ଦେଶ୍ୟ ଅଟେ , ଲୋକ ଙ୍କ ସେବା କରିବା ନୁହେଁ । ଏଇଟା ସବୁ ଗାଁ ରେ ହୁଏ ।
କରିବା ଲୋକେ କରିଲେତ ଖାଇଦେବେ
Bhalo katha ehaku karjyare laga
Ama gaon re gote reading room darkar
👍👍👍👍👍👍🥰🥰🥰🥰🥰🥰❤❤❤❤❤❤so ସାର
Mate laguni dekhajau
ସଳା ଟଙ୍କା ପାଇଁ
ମୁଁ ଆଦ୍ୟ ତାଳସାରି ବେଳାଭୂମି କୃଷ୍ଣନଗର ଗ୍ରାମ ଗୋଛିଦାତେଘରୀ ପଞ୍ଚାୟତରୁ ସରକାରଙ୍କ ଠାରୁ ଏହି ଆଶା କରେ କି ଆମ ଗାଁ ସହର ଭଳି ସୁବିଧା ସୁଯୋଗ ହବା ଦରକାର ଭଲ ରାସ୍ତା ଠୁ ଆରମ୍ଭ କରି ସ୍କୁଲ କଲେଜ ଓ ପର୍ଯ୍ୟଟନସ୍ଥଳୀ ହବା ଲାଗି ମୁଁ ଆମ ଗାଁ ପାଈଁ ଆବେଦନ ସରକାରଙ୍କ ପାଖରେ କରିବାକୁ ଚାହେଁ।
Ama gaon ra Sabu sarakari jami bahar Kari brukhya Ropana au k 11:43 ahara ichha achhi Taku thik mulyare jarsi gai dele ama gaon unnati heba
ଭଲ କଥା ଭଲ ସୁବିଧା BJP କହୁଛି BJD ର ଫାଟୁଛି କି,Congrees ର ଜଳୁଛି 🔥💥
Village ra development pain jou money sanction haba tara fully use haba darkar. Village re sarpanch mane fraud atanti so direct construction work block kariba darkar. Corruption kamiba darkar every village ru .
Jaha kahile thik ngare gai goru adhik accident bahut heuchi adhik gai goru maruchhanti lok madhya maruchhanti kemiti thik heb
Gaon vitare road chauda kariba pin ghara uchheda karajiba
Sabu gaon ku paka rasta ,pani rasubhidha heu .
Gaon re spoken English class centre hau
Gaon re spoken English class centre haba darkar .bbsr achi.gramanchalare spoken English class centre nahi.hele bahut pila English language sikhibe.furture bright heba
Gaon re emiti loka achanti jaga nahi kemiti ghara apply karibe
Total kete ta gaan odisha re aau kete bhaga padu hhi 1000 koti
Mantri mane sabu khaidebe
ଆମ ଗାଁ ରେ ସ୍କୁଲ ନାହିଁ ଭଲ ରାସ୍ତା ନାହିଁ ପୋଖରୀ ନାହିଁ ମଶାଣି ଘର ନାହିଁ ଏବେ ମାର୍ଚ୍ଚ ମାସ ରେ ପାଣି ପିଇବାକୁ ମିଲିବ ନାହିଁ 24 ବର୍ଷ ଧରି ସରକାର ଥିଲା ଆମ ଗାଁ ରେ ଗୋଟେ ଘର ଦେଇ ପାରିଲା ନାହିଁ ବିଜେଡ଼ି ସରକାର ଦୟା କରି ବିଜେପି ସରକାର ଙ୍କୁ ଅନୁରଦ କରୁଛି ଆମ ଗାଁ କୁ ଦେଖି ଆସନ୍ତୁ
ଆପଣଙ୍କର ଗାଁ କଉଠି 😢
Odisha desi model heba darkar
BideShi model darkar nahi.
1st gana ku sahara sahita jodiba pani road,2- aaloki karan ba street light,3_ water bebasta, 4_ Internet connection,par school smart kale hebani gadians smart karajau or attendans niajau,
Nete mananka packet re ptanka jiba
Sobu district re army academy hau
Gaon re prateek mahilanka pai company Kara jau km patha padhithiba mahila Mane rojgar paibe
Aama ga re bhala school ticher darkar ..
Rasta darakar
piba pani ..darkar darkar...
Hath care.. Only
Prathame bhumi hina mananku jaga diajau
Gaon re gote padia heu😮😮
Nala kupa
Well come BJP🎉
Gan re kujineta hat jai ki gan unati hab
Gaon.re.80/chasi.rahuchanti.chasi.unati.hale.gano.unoti.habo
Jumula Katha
୧୦୦୦ କୋଟି ଟଙ୍କାର କିଛି ନୁଆ ପ୍ରକଳ୍ପ ତିଆରି କରାଯାଏ
ଧିରେ ଧିରେ ଗ୍ରାମର ବିକାଶ ହେବା
ବେକାର ସମସ୍ୟା ଦୂର ହେବ
1000 cr kn haba bhai.😂😂😂😂😂
Faltu katha
Gaa re pare paribatana mada aga stop kara jau first
Mu BJP ra antiparty.but correct work hele mu nije BJP ku salute karibi . promise rahila.
Congress chup rahu
Odisha pain cancer
Ama odisha Navin odisha copy paste..
Ama odisha Jay jagannath odisha ⭕‼️⭕🙏
Bjp down
Sabu bjd ସରପଞ୍ଚ bjd heiki ନାହାଁନ୍ତି ସେ ନିଜ ସ୍ୱାର୍ଥ ପାଇଁ ବିଜେପି ରେ ଯୋଗ ଦେଇ sarileni😂
School re teacher nhi. Emane Khali rola koruchhanti 😅
Better Road
Better water supply for farming
Better electric supply
Better school 🏫
Health centre.. ambulance 🚑 service...
Better bus 🚌 connectivity
Better internet...etc...
Mini stadium
Park... for... walking exercises...etc...
Bus.communication