C section delivery 1yer pare recovery hoini jaha tahru tanka aniki dele nhi 5year helani ta maa ra tention re heart attack hela sie bi Jane pateint janichanti ta news report bhai
Se jhia se ghara ra bohu hebaku jauthila amanaka bapa ra deha kharap tanka anile au return kale nhi jhia ghara magibaru amane amiti case karichanti au kahuchanti se jhia Kia janinu amane tanka na debaru se jhia ra maa ra heartattack hoichi a news wala view tanka nei proof na dekhi news chadichi
କେତେକ ପୋଲିସ ସାଧାରଣ ଲୋକଙ୍କୁ କିଛି କାରଣ ଓ ପ୍ରମାଣ ନପାଇ କାହିଁକି ଏତେ ହଇରାଣ କରୁଛି l ସରକାର ଏହାର ପ୍ରତିକାର କରନ୍ତୁ 😮
ନକଲେ ମୋଟା ଲାଂଚ ପଇସା ମିଳିବ କେମିତି ❓
Bity suni sadharana loka bhabani
ସେ ଅଧିକା ଦଫା ଲଗେଇଲେ ସିନା ମୋଟା ପଇସା ଝଡିବ... ନହେଲେ ଲାଞ୍ଚ କିଏ ଦବ 😡 ଧନ୍ୟ ରେ ପୋଲିସ ଆଉ ସରକାର
କଣ ହେଉଛି ମୋହନ ସାର, ଶୀଘ୍ର ଆପଣ ପ୍ରଥମେ ପୋଲିସ କୁ ବ୍ୟବହାର ଶିଖାନ୍ତୁ ଓ ପରେ ପୋଷ୍ଟିଙ୍ଗ କରନ୍ତୁ, ଏ ଦିଗରେ ଦୃଢ଼ ପଦକ୍ଷେପ ନିଅନ୍ତୁ
Sabu toh CM ra bhul sola galua loko murkha ta kire tu
Jadi naveena Babu police mananku e guda sikhei thante aji e Dina dekheibaku padi na thanta
ଏପୋଲିସ ଗୁଡ଼ାକ କଣ ଭାବୁଛନ୍ତି
ଏମାନଙ୍କୁ କଣ ଏପରି ଶିକ୍ଷା ଦିଆଯାଇଛି
ଆସ୍କା ବିଧାୟକ ତୁରନ୍ତ ହତକ୍ଷେପ କରନ୍ତୁ
Good news bhai
ଏମିତି case ରେ ପୋଲିସ ର ବହୁତ ଲାଭ .. ସେଥିଆଇଁ ସେମାନେ ଝିଅ support ରେ ଅଧିକ ଦଫା ଲଗାନ୍ତି
Immediate action please
ଆରେ ଭାରତର ଏହି ଶାନ୍ତି, ଶୃଙ୍ଖଳା ରକ୍ଷା କରିବା ସଂସ୍ଥାଟି ଅଶାନ୍ତି ଆଉ ବିଶୃଙ୍ଖଳା ସୃଷ୍ଟି କରୁଥିବା ହେତୁ ହିଁ ତ ଆମ ସମାଜ ଆଜି ୯୦% ପଥଭ୍ରଷ୍ଟ । ଅନ୍ୟାୟକୁ ସହିନପାରି କିଏ ଆଇନକୁ ନିଜ ହାତକୁ ନେଲାଣି ତ ପୁଣି କିଏ ଜୀବନ ହାରିଦେଲାଣି। ଏଣୁ ବଦମାସ୍ କରୁଥିବା ଏହିପରି ପୁଲିସ ମାନଙ୍କୁ ଉଗ୍ରବାଦି ଅଞ୍ଚଳକୁ ପଠାଯିବା ଜରୁରୀ ।
Pita
ମୋହନ ସରକାର। ଭାଇ ମୋହନ ସରକାର ବି ସେଇ ନବୀନ ସରକାର ର ବାଟରେ ଚାଲିଛି। ନ୍ୟାୟ କଣ ହେବ ? ସରକାର ବଦଳିଲେ ବି ପୋଲିସ୍ ର କାମ କି ମାନସିକତାର ପରିବର୍ତ୍ତନ ହୋଇ ନାହିଁ। କାରଣ ଦଣ୍ଡ ନାହିଁ।
IIC nane re case diantu🙏🙏🙏
ଖାଲି ଏ ପୋଲିସ ମାନଙ୍କୁ ଉତ୍ତମ, ମାଧ୍ୟମ ରେ ମାଡ ତା ପରେ କିଛି ବାଟକୁ ଆସିବେ। ଜନତା ମାନଙ୍କ ର ଏକ ମେଳ ଦରକାର। ମୁଖ୍ୟମନ୍ତ୍ରୀଙ୍କ କଣ ଦୃଷ୍ଟି ଗୋଚର ହେଉ ନି, ଆଉ କେବେ ସେ ବେଳ ଆସିବ। ଅବିକା ବି ଲେଖୁଛି ନ୍ୟାୟ ଯାହାଁ ଯେଉଁଠି ଭୋଟ ନାହିଁ ସେ ଇଠି। କୋଟ୍ କଚେରୀ ଥାନା ଦୌଡି ଦୌଡି, ଜୀବନ ପଛେ ଯାଉ କିନ୍ତୁ ଠିକ୍ ସମୟ ରେ ନ୍ୟାୟ ନ ମିଳୁ। ଧନ୍ଯ ଇଶ୍ଵର, ତୁମେ ନିର୍ଦ୍ଦୋଷୀ ମାନଙ୍କୁ ସହାୟ ହୁଅ।
Bjp sarkar jindabad
ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ,ନହେଲେ ଏମାନେ ସୁଧୁରିବେ ନାହିଁ
Odisha police judge. No respected person.
This iic doesn't have little humanity. Why this kind of torture to common man ? 😮
Kia se police taku jail re purao paisa khia police
Ama gna pakhara matter
C section delivery 1yer pare recovery hoini jaha tahru tanka aniki dele nhi 5year helani ta maa ra tention re heart attack hela sie bi Jane pateint janichanti ta news report bhai
ପୋଲିସ କୁକୁର ଲାଞ୍ଜ ଭଳିଆ କେବେ ବି ସୁଧୁରି ବନି
Amane kichi na janiba pari natak karuchanti bite deuchanti
Amane jahar tanka anichanti tanku na debaru se jhia ra maa ra heartattack hoichi bapa medical re padichanti
Se jhia se ghara ra bohu hebaku jauthila amanaka bapa ra deha kharap tanka anile au return kale nhi jhia ghara magibaru amane amiti case karichanti au kahuchanti se jhia Kia janinu amane tanka na debaru se jhia ra maa ra heartattack hoichi a news wala view tanka nei proof na dekhi news chadichi
Odisha police 😅😅😅