MAHABHARATA RE DURYODHANA || FULL PALA || GAYAK RATNA PRABHAT KUMAR SAHOO || B R MOVIES
ฝัง
- เผยแพร่เมื่อ 23 เม.ย. 2022
- Topic- Mahabharata Re Duryodhana || Full Pala
Gayak Ratna Prabhat Kumar Sahoo
Odia Pala
B R MOVIES
ଏହି ଭାଗର ସାରାଂଶ :-
ଏହି ସମ୍ପୂର୍ଣ ଓଡ଼ିଆ ପାଲାର ବିଷୟବସ୍ତୁ ହେଉଛି ମହାଭାରତରେ ଦୁର୍ୟୋଧନ, ଏହି ପାଲାକୁ ଗାୟକରତ୍ନ ପ୍ରଭାତ କୁମାର ସାହୁ ଓ ସାଥିମାନେ ପରିବେଷଣ କରିଛନ୍ତି
Thank You for watching this video. If you like this video then please hit the like button, share, and do subscribe to our channel for more such cultural and entertaining videos, also comment about your feedback in the comment section.
You can watch more Pala videos in these Playlists:-
ODIA PALA BHAJAN- • ODIA PALA BHAJAN AND SONG .
ODIA PALA COMEDY- • ODIA PALA COMEDY .
ODIA PALA ODISHI- • ODIA PALA ODISHI AND C... .
FOLLOW US ON :-
TH-cam:- / @brmovies
Facebook:- / biswaranjan.senapati.399
Facebook Page:- / brmoviesodia
Twitter:- / brmovies0101
Blogger:- brmoviess.blogspot.com/
Website:- brmovies.in
Click on this link to watch more videos on my related channel Urmi Entertainment:-
/ @urmientertainment
Also, enjoy more Pala videos on our other channel here-
/ @mamataentertainmentodia
--------------------------------------------------------------------------------------------------
COPYRIGHT DISCLAIMER:-
All copyrights are reserved by B R MOVIES. Further reuse, misuse, or unauthorized use of the same content is strictly prohibited and may be subject to a copyright claim.
--------------------------------------------------------------------------------------------------
ପାଲାର ସଂଜ୍ଞା :-
ପାଲା ହେଉଛି ଆମ ଓଡିଶାବାସୀଙ୍କର ଏକ ସର୍ବପ୍ରାଚୀନ ପରମ୍ପରା ଏବଂ ଶିକ୍ଷଣୀୟ, ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମ, ବିଶେଷ କରି ଏହା ସାହିତ୍ୟିକ, ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବେ ପରିଗଣିତ, ପାଲାର ବିଷୟବସ୍ତୁକୁ ଯିଏ ବ୍ୟାଖ୍ୟା କରନ୍ତି ଏବଂ ମୁଖ୍ୟ ହେଉଛନ୍ତି ଗାୟିକା ବା ଗାୟକ, ସେ ପୁରାଣ ଅଷ୍ଟଦଶପୁରଣ, ଭାଗବତ, ରାମାୟଣ ଇତ୍ୟାଦିର ବିଷୟବସ୍ତୁକୁ ଆଧାର କରି ତାଙ୍କର କରିଥିବା ବିଷୟକୁ ଆଲୋଚନା କରନ୍ତି |
ଗୋଟିଏ ପାଲା ଦଳରେ ଜଣେ ହେଲେ ବାୟକ ଯିଏକି ମୃଦଙ୍ଗ ବଜାନ୍ତି, ଅନ୍ୟ ଜଣେ ହେଲେ ଶ୍ରୀପାଳିଆ ଯିଏ ଭଜନ ଏବଂ ଓଡିଶୀ ଇତ୍ୟାଦି ସୁନ୍ଦର ଭାବେ ଗାନ କରନ୍ତି ଏବଂ ଆଉ ଅନ୍ୟ ୩ ଜଣ ହେଲେ ପାଳିଆ ଯିଏ କି ପାଳି ଘେରି ଗାୟକ ବା ଗାୟିକାଙ୍କୁ ସହାୟତା କରନ୍ତି, ଗାୟକ ବା ଗାୟିକାଙ୍କୁ ନେଇ ସମୁଦାୟ ୬ ଜଣ ଙ୍କୁ ନେଇ ଗୋଟିଏ ପାଲା ଦଳ ହୋଇଥାଏ, ଏଇ ହେଉଛି ପାଲା
--------------------------------------------------------------------------------------------------
#MahabharataReDuryodhana
#GayakPrabhatKumarSahoo
#FullOdiaPala
#GayakPrabhatKumarSahooFullPala
#MahabharataReDuryodhanaFullPala
#BRMOVIES - บันเทิง
ସାର ଆପଣଙ୍କୁ ସତ କୋଟି ପ୍ରଣାମ 🙏🙏🙏
ଆପଣଙ୍କ ର ଆଲୋଚନା,ବ୍ୟାଖ୍ୟାନ ଶୈଳୀ ଅଦ୍ଭୁତ,,,ସତରେ ଆପଣ ସମସ୍ତ ପାଲା ପ୍ରେମୀ ଙ୍କ ହୃଦୟ ରେ ସଦା ସର୍ବଦା ରହିଛନ୍ତି,ରହିବେ, ଆପଣ ଙ୍କ ସ୍ଥାନ ସବୁବେଳେ ଅପୂରଣୀୟ ରହିବ,,,,🙏🙏🙏
1555555inches is 555inches of luck dhanaI and 6
ପ୍ରଭାତ ଭାଇ ସବୁେବେଳେ ଅମର ,🙏
ଓଡ଼ିଶାର ଏକ ଭଲ ପାଲା ଗାୟକ ଙ୍କୁ ମୋର ବିଶ୍ବାସ ରହିଛି ସେ ଚିରଞ୍ଜିବୀ। ମୋର ନମସ୍କାର।
ସବୁବେଳେ ମନେ ରହିବ ପ୍ରଭାତ ସାର (Miss you sir)
ସମସ୍ତେ ପାଲା କରୁଛନ୍ତି। ହେଲେ ପ୍ରଭାତ ବାବୁ ଙ୍କ ପାଲା ଅତ୍ୟନ୍ତ ମନ ମୁଗ୍ଧକର। ଏ ଭଳି ଜଣେ କଳାକାରଙ୍କୁ ହରାଇ ଆଜି ପାଲା ଜଗତ ବହୁତ କିଛି ହରାଇଛି।
Best Pla GAYAK prabhat sahoo sir miss u ....Jay Jagannath ..RIP..
ମୋ ୫ ବର୍ଷ ବୟସରୁ ମୁଁ ପାଲା ଦେଖି ଆସିଛି। ସୋର୍ଗତ ନିରଞ୍ଜନ କର, ପରମାନନ୍ଦ ଶରଣ, ବୈଷ୍ଣବ ପ୍ରଧାନ , ଜଗନ୍ନାଥ ବେହେରା , ମାର୍କଣ୍ଡେୟ ବାହିନୀପତି ଶ୍ରୀ ଲକ୍ଷ୍ମୀଧର ରାଉତ ଏବଂ ବର୍ତ୍ତମାନ ର ଗାୟକ ସବୁଙ୍କ ପାଲା ମଧ୍ୟ ଦେଖିଛି ଏମାନଙ୍କ ମଧ୍ୟରେ ଏ ଗାୟକ ସୋର୍ଗତ ପ୍ରଭାତ ସାହୁ ଅନନ୍ୟ ।😂❤
Alochana sundar. Voice uchakotira. Gabesanatmaka pala. Iswar aauthare ama pakhaku pathantu. 🙏
Super duper mind blowing pala heart beet touching Gayak Ratna, Gayak shiromani sh prabhata Kumar shahu thank you very much again thank you Chanel
w
ପ୍ରକୃତ ରେ ପ୍ରଭାତ ବାବୁ ଙ୍କ ପରି ପାଲା ଗାୟକ ବିରଳ ଆଜି ଆମେ ଅନୁଭବ କରୁଚୁ
First class pala sir l miss you Odisha Ratnaku Haraila
ଉଚ୍ଚକୋଟୀର ଗାୟକ ହେଉଛନ୍ତି ପ୍ରଭାତ ବାବୁ, ଜୟ ଜଗନ୍ନାଥ 🙏🌹🙏🌹🙏
,ମହାନ କଳାକାରଙ୍କୁ ସର୍ବଦା ଓଡ଼ିଶାର ଜନସାଧାରଣ ମନେ ରଖିବେ।ଜୟ ଜଗନ୍ନାଥ
।
Pala jagatara madhyaan Surya gayak ratna Prabhata Sahoo nka
Paralokare Odisha pala
Jagatara madhyan surya
sabudina pain asta hoigale.
Sesare tanka prati mora
asrula shradhanjali.
Jay Jagannath Swami.
Very nice God bless you
Odishara jane Gayaka Nuhe Palajagatara Jane No1 singer Miss you sir 🥺🥺
I have not seen such a gayak and his expression what experience in culture
Bahut Sundar upastapana Jay Jagannath satare sir Apana aduitiya
ମୋ ପାଇଁ ସାର୍ ଜଣେ God
Baba aakhadalmani aapnka aatma amar rahu
Jaha kuhantu sir apankara gaibara style super & voice ta lajwab
ଓଡ଼ିଶାରେ ଆଉ ଏଭଳି ଗାୟକ ଜନ୍ମ ନେବା ବହୁତ କଷ୍ଟ. ଆପଣଙ୍କ ସ୍ଥାନ ଆଉ କେହି ପୂରଣ କରିପାରିବେନି. ଓଡ଼ିଶାର ହୀରା ଆଜି ଆଉ ନାଁହାନ୍ତି. ବହୁତ ମନେପଡୁଛି ସାର ଭୁଲିଛଉନି ଆପଣଙ୍କୁ. ପାଲା ଜଗତ ଝୁରୁଛି ଆଜି ଆପଣଙ୍କୁ
Excellent job sir
🙏🙏🙏❤😭😭😭miss you Bapa
Extraordinary personality.
ହେ ଦିବଂଗତ ଆତ୍ମା ଆପଣ ଙ୍କ ଆଶ୍ରିବାଦ ସମସ୍ତ ଯୁବ କଳାକାର ଙ୍କ ଉପରେ ରହୁ 🙏🙏🙏🙏
Jaya jagannath
ଯାହା ଯେମିତି ରେକଡ଼ିଂ କରିଛନ୍ତି ଏମିତି ପାଗଳଙ୍କ ଭଳି କଟିକୁଟି ଦେଇଛ କଣ ପାଇଁ।।।ପ୍ରଭାତ ଭାଇ ତ ବହୁତ ସୁନ୍ଦର କଥା କହିଛନ୍ତି ହେଲେ ସେସବୁ ମୁଁ ପାଇଲିନି
🙏🙏🙏💐💐💐
🙏🙏ପ୍ରଣାମ. ଜୟ ଜଗନ୍ନାଥ 😭😭
ଯଦି ପୁନଃରଜନ୍ମ ସତ୍ୟ, ତେବେ ଶତ ଶତ ବାର ଉତ୍କଳରେ ପୁନରଜନ୍ମ ନିଅ ହେ ମହାନ ରତ୍ନ,,,
Pravat babu best pala gayak🙏🙏🙏🙏🙏
Maa Saralanka baraputra Gayak ratna Prabhata Sahoo nka
Paralokare tankaprati mora
gambhir shradhanjali.
Krushna Chandra Sahoo
Jharada Sadangi DKL
Jay jagannath. Achyuta saranam
Very nice pala🙏🙏🙏🙏🙏
ଭଗବାନ ଏହି ପରି ଗାୟକ ଓଡ଼ିଶାରେ ଜନ୍ମ ଦିଅନ୍ତୁ।
Very very very nice bahut sundar Pala paribesan bahut bahut dhanybad Jay Jagnnath Jay Jagnnath Jay Jagnnath Jay Jagnnath 🌹🌹🌹🌹👃👃👃👃❤❤❤❤👌👌👌👌💓💓💓💓👍👍👍👍🌷🌷🌷🌷🏵🏵🏵🏵🌼🌼🌼🌼🌺🌺🌺🌺💐💐💐💐
Mor Bada Bhai pravat bhainka Ghar prachistare New ghare jatni gogadeithili bhai nku kebhebhuli paribinanhi 🙏🙏🙏🙏🙏
Miss you sir
Hari bol Hari bol
Bestgayak
Emiti gayaka au milibeni duniare🙏
ଆପଣ ଆମ ଓଡ଼ିଆ ସଂସ୍କୃତି ର ପ୍ରକୃତ ଗାୟକ, ଆପଣଙ୍କ ଶ୍ରୀଚରଣେ କୋଟି କୋଟି ପ୍ରଣାମ🙏🏻🙏🏻🙏🏻🌹🌹🌹
No.1
Sir tuma pada tale ananta koti pranam. aapana mte ete bhala laguchanti je mo sapnare b asileni apana ...🙏🙏🙏
Prabhu apanka atmaku santi diantu
Very nice
Pranam
Jay jagannath 🙏🙏🙏🙏🙏🙏
Ati sundar
Wah Chamatkar
अति सुन्दर कम समय में अधिक लाभ
Om shanti🙏🙏🙏
Bahutavala
ପ୍ରଦିପ ଲିଭିଗଲା
Ehi pradipa kebe bi livi parena.sie ta chira Amara hoi Jai chhanti sir
ପ୍ରଭାତ ବାବୁ ତମ ପାଲା ପରି ପାଲା ନାହିଁ ମୁଁ ଜାଣି ନ ଥିନି ଜେ ତମେ ଏ ତେ ଜଲଦି ଠକେଇ ଦବ ବୋଲି ଜୟ ଶିବ ଶମ୍ଭୁ
🙏🏻🙏🏻
Jay jagannat
Sirnku koti koti pranam
Rip sir bahut ucha kotira pala
Prabhatabaub.pranama
କଳାକାର ସଦା ବେଳେ ଅ ମର
Great 🙏🙏🙏
Very good pala prabhat babu
Very nice sir
Really sir special i love u.i miss u
Super duper Pala
Jai jagannath swami ki jai 🙏
Really I miss u sir
ପ୍ରଭାତ ବାବୁଙ୍କ ପାଲା ପ୍ରକୃତରେ ଓଡିଶାର ସମସ୍ତ ଗାୟକଙ୍କ ଠାରୁ ଭିନ୍ନ. ଜୟ ଶ୍ରୀ ଜଗନ୍ନାଥ
Jay Jagannath
ଦିବଂଗତ ଅମର ଆତ୍ମାର ସଦ୍ ଗତି ପ୍ରାପ୍ତି ହେଉ ଏହାହିଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା । ପାଲା ଜଗତ ଜଣେ ଉଦୀୟମାନ କଳାକାରଙ୍କୁ ହରାଇ ମ୍ରିୟମାଣ । ଜୟ ଜଗନ୍ନାଥ 🙏🙏🙏
HB
No bhi
@@saratkumarpatra8134 @qq
Jay Jagannath, 🙏🙏🙏
Apananku koti koti pranam❤❤😊,
ହେ ପ୍ରଭୁ ଜଗନ୍ନାଥ ସ୍ବର୍ଗତ ଗାୟକ ରତ୍ନ ପ୍ରଭାତ କୁମାର ସାହୁ ଙ୍କୁ ଫେରାଇ ଦିଅନ୍ତୁ, ଆମ ଓଡ଼ିଶା ର ପାଲା ଜଗତର ଏକ ହୀରା ଥିଲେ
ପ୍ରଭାତ କୁମାର ସାହୁ ଙ୍କ ଆତ୍ମାକୁ ଜୟ ଜଗନ୍ନାଥ ଅମର ରହୁ
Best pala
Jay Jagannath 🙏🙏🙏,Pravat sir nka Atmaku santi dianth.🙏🙏🙏🙏
Moro bharasa achi sir joutho b thile tanka asribad sabubele Mo sahita rahithiba
Jay jaganna
Prabhat sir apana au kebe a janma nebe mor bhagaban nka pakhare nibedana
Very nice 👌 thanks
Nice 👌👌👌👌👌👌
Very sweet Pala. But no more
Rip my friend,
Srj Prabhat Sahoo must be a No. one special class 'PALA' singer in all over Odisha ...🚩🇮🇳💥🌺🌹
a
ଟିକିନା ତ୍ରିପାଠୀ also
Very good
🙏🏻
Singing style of gayak ratna Prabhat kumar sahu is good , better , best and so separate from all
Very sorry for sad demise of a great pala gayak pravat sahoo.it is a great loss for us.
Yeskhubsunderpala
Excellent
Jayl jagannath 🙏🏼🌅🙏🏻
Jay guru
Prabhatababupranama
Gayak ratan prabhakar Pradhan new pala
Sir. Miss. You. Rip
Gayaka ratna ra sampurna Adhikari prabhat sir
Prabhu.jagannathanka.pakhare.etiki.prathana.bhainku.sakti.diantu.bhala.hei.pala.ku.udjibita.karantu
Sir 🙏🙏🙏🙏🙏🙏😭😭😭😭😭
ଆଉ ଆମ୍ଭେ ଦେଖି ପାରିବା ନାହିଁ ମହାଶୟ ଙ୍କ ପାଲକୁ... ଓଡିଶା ମାଟି ଜଣେ ସୁଯୋଗ୍ୟ କଳାକାର କୁ ହରାଇଲା.... 🙏🙏🙏
Un,
@@ghanashyamsahoo515 0p
🙏🏻🙏🏻🙏🏻
sir we will miss you. RIP.
Verynice 1:18:12 1:18:16
Ete Dina pare prabhat sahoo nkara gaibare bhul heigala