ପଦଠାକୁରଙ୍କ ତୁଳସୀ ସେବା | Jagannath Mahima | Rabindra Narayan Mishra | Odisha365

แชร์
ฝัง
  • เผยแพร่เมื่อ 9 พ.ย. 2024

ความคิดเห็น • 187

  • @GopalDas-nj7fi
    @GopalDas-nj7fi 3 ปีที่แล้ว +1

    ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ
    ହରେ ରାମ ହରେ ରାମ ରାମ ରାମ ହରେ ହରେ ।

  • @leenamohanty8730
    @leenamohanty8730 3 ปีที่แล้ว +1

    🙏🏻🙏🏻 jai jagannath

  • @sharadamohanty5629
    @sharadamohanty5629 3 ปีที่แล้ว +3

    Jagannath Swami Nayana-Patha-Gami Bhava Tume ... 🙏🕉️🙏

  • @seshadevnayak5978
    @seshadevnayak5978 3 ปีที่แล้ว +1

    ଜୟ ଜଗନ୍ନାଥ 🙏🙏🙏

  • @SM-pm3fp
    @SM-pm3fp 3 ปีที่แล้ว +3

    ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏 ମହାପ୍ରଭୁ ଆପଣଙ୍କର ସଦାସର୍ବଦା ଜୟ ହେଉ 🙏

  • @purnimanayak794
    @purnimanayak794 3 ปีที่แล้ว +1

    Jày siyaram Jay jagannath jagatara nath jagannath Maha Prabhu ji ki koti koti dandabat Pranam Prabhu ji om namha bhagabte basudevay namah Jay jagannath

  • @commonman1335
    @commonman1335 3 ปีที่แล้ว +1

    JAY JAGANATHA 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻

  • @dipikanayak5874
    @dipikanayak5874 3 ปีที่แล้ว +1

    JAY JAGANNATH.

  • @debiprasannadas2412
    @debiprasannadas2412 หลายเดือนก่อน

    ପ୍ରଭୁ ଜଗନ୍ନାଥଙ୍କ କଥା କହୁଥିବା ସମ୍ମାନାଷ୍ପଦ ରାଜକିଶୋର ସାର ସବୁବେଳେ ମନେରହିବେ।

  • @daitarimohalik2430
    @daitarimohalik2430 3 ปีที่แล้ว

    🎡🎠🎠Jaya BalaDeva 🙏🐚Jaya Suvadra Devi🙏🎡🚩JayaJagannatha🙏🌻🌻🌻🌻🌻🌻🌺🌺🌺🌺🌺🌺‼️🌺🌺🌺🌺🌺🌺

  • @brundabanbehera1164
    @brundabanbehera1164 3 ปีที่แล้ว +1

    Jay Shree Jagannath. 🌹🇮🇳🙏

  • @rasmitasenapati4960
    @rasmitasenapati4960 3 ปีที่แล้ว

    Pujya rabindra sir apananka muhanre prabhunka Katha kete sundara.

  • @sam274100
    @sam274100 3 ปีที่แล้ว +5

    Jai jagannath prabhu 🙏🏻
    Bahut dina pare agyan nka darshan paili...
    Thank you Odisha 365

  • @srikantpattnaik4200
    @srikantpattnaik4200 3 ปีที่แล้ว

    Jay jagannth ................

  • @anupamamohapatra4300
    @anupamamohapatra4300 3 ปีที่แล้ว

    Thank u Odisha 365.Apanankara udyoga nimante bahut bhakta JAGANNATH mahaprabhunka bisayare bahut sundar Katha janiparuchanti.sethi nimante ame apananka nikatare chira krutangya.🙏🙏🙏

  • @alokaparida208
    @alokaparida208 3 ปีที่แล้ว +1

    Jay jagannath swami nayana patha gami bhaba tume.

  • @rabindranathpradhan4378
    @rabindranathpradhan4378 3 ปีที่แล้ว +1

    Jay jagganatha swami nayana patha gami bhaba tume prabhu 🙏🙏🙏🙏🙏🙏🙏🌷🌷🌷🌷

  • @radhegovinda1912
    @radhegovinda1912 3 ปีที่แล้ว +1

    Adbhuta thakuranka mahima sunile achambita laguchi🙏jai Jagannath🙏

  • @ashokpratihary1882
    @ashokpratihary1882 3 ปีที่แล้ว +1

    ଜୟ ଜଗନ୍ନାଥ 👋ବହୁତ ସୁନ୍ଦର ...

  • @ମାନସ-ସାହୁ-ମହାପ୍ରଭୁଙ୍କଚାକର

    ଜୟ ଶ୍ରୀ ଗୁରୁଦେବ ଜୟ ଶ୍ରୀ ଜଗନ୍ନାଥ ଜୟ ପଞ୍ଚସଖା

  • @omnamobhagabatebasudebay
    @omnamobhagabatebasudebay 3 ปีที่แล้ว +1

    ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ

  • @spiritualpuri7728
    @spiritualpuri7728 3 ปีที่แล้ว +2

    ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ଆମ୍ଭମାନଙ୍କ କଥା ରଖିଥିବାରୁ🙏
    ଜୟ ଜଗନ୍ନାଥ

    • @ODISHA365
      @ODISHA365  3 ปีที่แล้ว +3

      ବହୁ ମାତ୍ରାରେ ସେୟାର କରନ୍ତୁ ଯଦି ଅଧିକ ଲୋକ ଲାଇକ ଓ ସେୟାର କରିବେ ତେବେ ରେଗୁଲାର ହେଇ ପାରିବ

    • @spiritualpuri7728
      @spiritualpuri7728 3 ปีที่แล้ว

      @@ODISHA365 ନିଶ୍ଚିୟ ସାର୍🙏

  • @jagannathcreation5196
    @jagannathcreation5196 3 ปีที่แล้ว +3

    Jay Jagannath Rabindra sir.Bahut Dina para aapanakau darshan Kali.Jagannath Bhala re rakhantu eitiki kamana.

  • @sibanipriyadarshininanda2145
    @sibanipriyadarshininanda2145 2 ปีที่แล้ว +1

    Jay shree pada thakur 🙏Jay jagannath🙏

  • @Harekrishna....947
    @Harekrishna....947 3 ปีที่แล้ว +1

    Haribole

  • @manasisahu4856
    @manasisahu4856 3 ปีที่แล้ว +1

    Jay jagannath.....

  • @prasantapanda123
    @prasantapanda123 3 ปีที่แล้ว +1

    ଜୟ ଜଗନ୍ନାଥ

  • @chandrasekharparida7490
    @chandrasekharparida7490 3 ปีที่แล้ว +1

    Sri Jagannath is time less n limitless

  • @amiyabhanu
    @amiyabhanu 3 ปีที่แล้ว +4

    🚩🙏ଜୟ ଜଗନ୍ନାଥ🙏🚩

  • @binapanda4560
    @binapanda4560 3 ปีที่แล้ว

    Jay Jagarnath

  • @twinklyjena9757
    @twinklyjena9757 3 ปีที่แล้ว +3

    I am very much exciting for this video

  • @zeetendas9976
    @zeetendas9976 3 ปีที่แล้ว +1

    ଜୟ ଜଗନ୍ନାଥ 🙏🙏🙏
    ପ୍ରଣାମ ସାର୍🙏🙏🙏

  • @kidstoy4503
    @kidstoy4503 3 ปีที่แล้ว +1

    Jay jagannath maha prabhu

  • @lipibalasahoo6470
    @lipibalasahoo6470 3 ปีที่แล้ว +2

    🙏🙏🙏koti koti pranam to parama pujya Rabindra sir 🙏🙏🙏
    Crore of thanks giving gratitude to this Odisha 365channel

  • @SubasSahooSubusumu
    @SubasSahooSubusumu 3 ปีที่แล้ว +2

    . *❀꧁❣️ଭଗବାନ ଅଛନ୍ତି❣️꧂❀*
    🍁🍁🍁🍁🍁🍁🍁🍁🍁🍁
    *ସୌଜନ୍ୟ: ଆଧ୍ୟାତ୍ମ ଜଗତ ହ୍ବାଟ୍ସଆପ୍ ଗୃପ୍*
    🍁🍁🍁🍁🍁🍁🍁🍁🍁🍁
    ରାତି ୮ ଟା, ଆମେ ଆମର ରାତ୍ରୀ ଭୋଜନ ପାଇଁ ପ୍ରସ୍ତୁତ ହେଉଥିଲୁ I ଅଚାନକ ମୋତେ ଏକ କଲ ଆସିଲା, କେହି ବହୁତ ଦୁଃଖରେ ବିକଳ ଭାବରେ କାନ୍ଦୁଥିଲା I ମୁ ପଚରିବାରୁ, ସେ କହିଲା ମୁ ଶୁଣିବାକୁ ପାଇଲି ତୁମେ ଗରିବ ଲୋକଙ୍କୁ ଖାଦ୍ୟ ଦେଉଛ ବୋଲି। ଗତ ଏକ ସପ୍ତାହରୁ ଆମର ପାଖରେ ଖାଦ୍ୟ ନାହିଁ, ଏବଂ ଆମ ବିଲ୍ଡିଂକୁ ପୋଲିସ ସିଲ୍ କରିଦେଇଛି କାରଣ ଆମ ବିଲଡିଂରେ ଦୁଇଜଣଙ୍କର କରୋନା ରେ ମୃତ୍ୟୁ ଘଟିଛି। ମୋର ବନ୍ଧୁଙ୍କ ଦ୍ୱାରା ସୂଚିତ Facebook ପୃଷ୍ଠାରୁ ମୁଁ ତୁମର ନମ୍ବର ପାଇଲି | ମୋର ୩ ଟି ପିଲା ଅଛନ୍ତି ଏବଂ ଗତ ଏକ ସପ୍ତାହରୁ ଆମେ କେବଳ ପାଣି ପିଉଛୁ | ଦୟାକରି କିଛି ଖାଦ୍ୟ ଦିଅ, ଆମେ ବାହାରକୁ ଯାଇପାରିବୁ ନାହିଁ କିମ୍ବା ଆମ ପାଖକୁ କେହି ଆସି ପାରିବେ ନାହିଁ I ପୋଲିସ ଆମ କୁ ତାଲା ପକେଇ ଦେଇଛି I
    ଏପଟେ, ଯେତେବେଳେ ମୁଁ ଏହି ଭଦ୍ରଲୋକଙ୍କ ସହ କଥାବାର୍ତ୍ତା କରୁଥିଲି, ମୋ ଅଣ ଓଡିଆ ପଞ୍ଜାବୀ ପତ୍ନୀ ସମସ୍ତ ରନ୍ଧା ଖାଦ୍ୟ (ଭାତ, ଡାଲି, ଭଜା) ଏବଂ ବ୍ରେଡ୍, ବଟର, ବିସ୍କୁଟ୍ ପ୍ୟାକ୍ କରି କହିଲେ ଯେପର୍ଯ୍ୟନ୍ତ ଏହି ଖାଦ୍ୟ ପରିବାରକୁ ନ ଦେଇଛ ଘରକୁ ଆସିବା ନାହିଁ
    ମୁଁ ବିଳମ୍ୱ ନକରି ଖାଦ୍ୟ ପ୍ୟାକେଟ୍ ପାଇଁ ICRF କୁ ଫୋନେ କଲି, ଷ୍ଟୋର‌ ବନ୍ଦ ହୋଇସାରିଛି ଏବଂ ଡ୍ରାଇଭରମାନଙ୍କ ସହିତ ସମସ୍ତ ପ୍ୟାକେଟ୍ ଅଛି ବୋଲି ଷ୍ଟୋର ଇନଚାର୍ଜ ଜଣାଇଲା , ଆସନ୍ତାକାଲି ଦେବା କହି ଫୋନେ କାଟିଦେଲା ! ମନଟି ବୁଝିଲାନି ଠାକୁରଙ୍କୁ ଡାକୁଥାଏ, ମାନେ ମାନେ ଭାବିଲି ରନ୍ଧା ଖାଦ୍ୟରେ ଆଜି କାମ ଚଳିଯିବ କାଲିକି ଦେଖିବା I ଅଚାନକ Van driver ର ଫୋନେ ଆସିଲା, ସାର ଗାଡି ଖରାବ ଆପଣ ରାସନ ପ୍ୟାକେଟ ନେଇଯାଆନ୍ତୁ !
    ସୌଭାଗ କୁ ମୋ ଠାରୁ ମାତ୍ର 2 ମିନିଟ୍ ଦୂର ରେ VAN ଥିବାରୁ ମୁଁ ତାଙ୍କ ପାଖରୁ 2 ପ୍ୟାକେଟ୍ ନେଇ ଭଦ୍ରଲୋକଙ୍କ ପାଖକୁ ଚାଲିଲି | ମନରେ ଜଗନ୍ନାଥ ଙ୍କୁ ଧନ୍ୟବାଦ ଦେଉ ଥାଏ
    ମୁଁ ବିଲଡିଂ ନିକଟରେ ପହଞ୍ଚିଲି I ପୋଲିସ୍ ମୋତେ ଅଟକାଇଲା ଏବଂ ବିଲଡିଂକୁ କୌଣସି ମତେ ଯିବାର ଅନୁମତି ଦେଲା ନାହିଁ | ଅନେକ ଅନୁରୋଧ ପରେ କବାଟ ପାହାଚରେ ଖାଦ୍ୟ ଛାଡିବାକୁ ରାଜି ହେଲେ I ସଙ୍ଗେ ସଙ୍ଗେ ମୁଁ ଭଦ୍ରଲୋକଙ୍କୁ ଖାଦ୍ୟ ସଂଗ୍ରହ କରିବାକୁ ଫୋନରେ ଡାକିଲି | ରାଶନ୍ ପ୍ୟାକେଟ୍ ସଂଗ୍ରହ କରି ଆଖିରୁ ଧାର ଧାର ଲୁହ ରେ ସେ ଧନ୍ୟବାଦ ଦେଉ ଥାଏ! ପୋଲିସ ର କଡା ନିୟମ ମାନି ମୁ ସଙ୍ଗେ ସଙ୍ଗେ ଘରକୁ ଫେରିଲି!
    ପୋଲିସ ମୋତେ ଅଟକାଇ ଥିବାରୁ ସମସ୍ତ ପ୍ରକ୍ରିୟା ଅନେକ ସମୟ ନେଇଥାଏ | ପ୍ରାୟ ରାତି ୧ଟା ରେ ଘରେ ପହଞ୍ଚିଲି | ରାସ୍ତା ରେ ଭବୁ ଥାଏ ଆଜି ଉପବାସ ରହିବାକୁ ପଡିବ, ହେଲା ଚା ପିଇ ଶୋଇବି ! ଯାହା ସେହି ପ୍ରଭୁଙ୍କର ଇଚ୍ଛା, ମନ ଭଲ ଥାଏ କାରଣ ଖାଦ୍ୟ ଟା time ରେ ଦେଇଥିବାରୁ!
    କିନ୍ତୁ ପ୍ରଭୁ ଜଗନ୍ନାଥ ଙ୍କର ଆଉ କିଛି ଯୋଜନା ଥିଲା ... ମୋ ପତ୍ନୀ ମୋତେ ରୁଟି ସାବଜୀ ସହିତ ଅପେକ୍ଷା କରିଥାନ୍ତି ଗାଧୋଇବା ପରେ ରାତ୍ରୀ ଭୋଜନ ଶେଷ କରି ମୋବାଇଲକୁ ଚାର୍ଜରେ ଲଗାଇଲି, କାରଣ ବ୍ୟାଟେରୀ ହ୍ରାସ ହୋଇଥିବାରୁ ମୋବାଇଲ୍ ବନ୍ଦ ଥିଲା
    ଆରେ ଏ କଣ ସେ ଭଦ୍ରଲୋକଙ୍କ ପାଖାପାଖି ୨୦ ଟି ମିସ୍ କଲ୍ ! ଫୋନରେ ନ ପାଇ ସେ voice message ପଠାଇଛନ୍ତି ଯେ ଆଜି ମୁଁ ଭଗବାନ ଙ୍କୁ ବିଶ୍ୱାସ କଲି, ସେ ସାକ୍ଷାତ ଅଛନ୍ତି ! ପଛରୁ ଛୋଟ ପିଲାମାନଙ୍କର ଧନ୍ୟବାଦ ର ସ୍ୱର ତା ସହିତ ବହୁତ ଆଶ୍ରିବାଦ.
    ବାର୍ତ୍ତା ଶୁଣି କାନ୍ଥରେ ଥିବା ମହାପ୍ରଭୁ ଜଗନ୍ନାଥ ଙ୍କୁ କୋଟି କୋଟି ପ୍ରଣାମ କଲି, ମନେ ମନେ କହୁ ଥାଏ ମହାପ୍ରଭୁ ଆଜି ଆପଣ ସେବା କରିବାର ଏହି ସୁଯୋଗ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ପ୍ରକୃତରେ ଆପଣ ମହାନ.. ମହାନ ଆପଣଙ୍କ ଲିଳା।
    ଏହା ଏକ ସତ୍ୟ ଘଟଣା। ଏ ସବୁ ଯାହାପାଇଁ ସମ୍ଭବ ହୋଇଛି ପଭୁ ଜଗନ୍ନାଥ ଙ୍କ ପରେ ସେ ମହାନୁଭବ ହେଉଛନ୍ତି,
    *ସୁବାସ ସାହୁ*
    (Kingdom of Bahrain)
    ସୁବାସ ବାବୁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ଏମିତି କର୍ମ ଜାରି ରଖନ୍ତୁ। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ।
    ✿❁❣️༒ *ଜୟ ଜଗନ୍ନାଥ* ༒❣️❁✿

    • @ODISHA365
      @ODISHA365  3 ปีที่แล้ว

      ଧନ୍ୟବାଦ

    • @gayatrijena2150
      @gayatrijena2150 3 ปีที่แล้ว

      Thanku sir,Jay Jagannath 🙏🙏🙏

    • @manoranjankhuntia7589
      @manoranjankhuntia7589 3 ปีที่แล้ว

      ଜୟ ଜଗନ୍ନାଥ ସ୍ଵାମୀ। ଜୟ ଶ୍ରୀ ଶ୍ରୀ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି।

  • @suchitrapadhi5222
    @suchitrapadhi5222 3 ปีที่แล้ว +1

    🙏🙏 sir apananka sabu program mate val lage,nua barsa ra Shuvakamana karuchhi,apana ka Ashirbad Mora kamana🙏🙏🙏🙏🙏

  • @sabitaswain5513
    @sabitaswain5513 3 ปีที่แล้ว +1

    🙏jay Jagannath swami nayan path gami bhaba tume 🙏

  • @wenoti947
    @wenoti947 3 ปีที่แล้ว +1

    Jay mahaprabhu Jagannath, pranam

  • @binapanda4560
    @binapanda4560 3 ปีที่แล้ว +1

    Sir pranam

  • @ramsankarsahu3747
    @ramsankarsahu3747 3 ปีที่แล้ว

    ହେ କାଳିଆ ସାଆନ୍ତେ, ଆପଣଙ୍କ ଇଚ୍ଛା ପୂର୍ଣ୍ଣ ହେଉ ।

  • @shreejagannathpuriodisha4694
    @shreejagannathpuriodisha4694 3 ปีที่แล้ว +1

    ମହାବାହୁ🙏🙏🙏....

  • @upperprimaryodisha3797
    @upperprimaryodisha3797 ปีที่แล้ว +1

    Jay Jagannath Jay Jagannath Jay Jagannath

  • @puspanjalibehera9591
    @puspanjalibehera9591 9 หลายเดือนก่อน

    ମହାପ୍ରଭୁ 🙏🙏🙏🙏

  • @gayatrijena2150
    @gayatrijena2150 3 ปีที่แล้ว +1

    Jay Jagannath 🙏🙏🙏 pranam sir, mahaprabhu samastankra magala karanti,

  • @sanghamitrarout7449
    @sanghamitrarout7449 3 ปีที่แล้ว +1

    ନମସ୍କାର ସାର, ଶୁଭ ଦିନ।

  • @jayjagannathbhajan5819
    @jayjagannathbhajan5819 3 ปีที่แล้ว +2

    Jay jagannath swami nayan patha gami bhaba tume sir I am waiting for this video 🙏🏼🙏🏼🙏🏼🙏🏼🙏🏼

    • @ODISHA365
      @ODISHA365  3 ปีที่แล้ว +1

      Share it. Invite ur family and friends to subscribe & like the video

    • @jayjagannathbhajan5819
      @jayjagannathbhajan5819 3 ปีที่แล้ว

      Yes sir

  • @deepakpattnaik5813
    @deepakpattnaik5813 3 ปีที่แล้ว +2

    ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏

  • @sitabehera8526
    @sitabehera8526 3 ปีที่แล้ว +1

    🙏🙏🙏

  • @pradeepmohanty6201
    @pradeepmohanty6201 ปีที่แล้ว

    Jay jagannath jay jagannath jay jagannath jyjagannath

  • @asitrout7659
    @asitrout7659 2 ปีที่แล้ว

    🙏🙏ପ୍ରଣାମ. ଜୟ ଜଗନ୍ନାଥ

  • @kariamarandi9397
    @kariamarandi9397 4 หลายเดือนก่อน

    Jay Shree Jagannath 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @happinesssays6004
    @happinesssays6004 2 ปีที่แล้ว

    Jai Jagannath Mahaprabhu

  • @purnachandrasahu8335
    @purnachandrasahu8335 ปีที่แล้ว

    Bhakti re Shakti
    Jai jagannath

  • @durgaaprasad7536
    @durgaaprasad7536 3 ปีที่แล้ว +2

    Jai Jagannath

  • @harajaprasaddash5097
    @harajaprasaddash5097 2 ปีที่แล้ว

    Jay Jagannath mahaprabhu 🙏🙏🙏🙏

  • @parbatijena4578
    @parbatijena4578 2 ปีที่แล้ว

    Jay Jagannath maha prabhu 🙏🌹🙏

  • @manasidash9630
    @manasidash9630 2 ปีที่แล้ว +1

    Radhey Radhey Sir 🙏🙏

  • @bijayapanda1625
    @bijayapanda1625 11 หลายเดือนก่อน

    Jai shree Jagannath 🙏🕉️❤️

  • @subhashgouda1532
    @subhashgouda1532 3 ปีที่แล้ว

    Jay Jay jagnath🙏

  • @pradeeptabehera9520
    @pradeeptabehera9520 3 ปีที่แล้ว

    Jay Jagannath Radhe Radhe

  • @bhagyalatapanda2910
    @bhagyalatapanda2910 3 ปีที่แล้ว

    Jay jagannath swami nayan path gami vaba tuma

  • @Manojdas-wm4yz
    @Manojdas-wm4yz 3 ปีที่แล้ว +2

    Jay jagannath🙏🙏🙏🙏🙏🙏

  • @jayantipattnaik4255
    @jayantipattnaik4255 ปีที่แล้ว

    Jay jagannath 🙏🏻 ♥

  • @govindadas7095
    @govindadas7095 3 ปีที่แล้ว +1

    very nice programme

  • @chitaranjansahoo9939
    @chitaranjansahoo9939 3 ปีที่แล้ว

    Icchamay Mahaprabhunku aakul nivedan addhamar, moar mlechhatyaku binash Kari sreecharanre saran diantu🙏🙏🙏

  • @sharmafirm7958
    @sharmafirm7958 ปีที่แล้ว

    Haribol🙏. Jay Jagannath 🦚🦚

  • @ashoksethi7742
    @ashoksethi7742 3 ปีที่แล้ว +2

    Omm namah shibay......

  • @mamatahantal1386
    @mamatahantal1386 2 ปีที่แล้ว

    Jai jagannath jai jagannath jai jagannath

  • @sumitamahapatra9251
    @sumitamahapatra9251 3 ปีที่แล้ว +2

    Jay Jagannatha 🙏🙏🙏

  • @Gouravkumarsahoo195
    @Gouravkumarsahoo195 3 ปีที่แล้ว +3

    Jay Jagannath, Jay Jagannath

  • @mdsg1084
    @mdsg1084 3 ปีที่แล้ว +3

    Nice sir thank you 🙏🙏🙏🙏🙏

  • @sanjeebpoetry104
    @sanjeebpoetry104 3 ปีที่แล้ว +3

    Jay Jagannath swami 🙏👏

  • @shivarampatnaik4138
    @shivarampatnaik4138 3 ปีที่แล้ว +2

    Jai Jai jaganath

  • @SasmitaMohapatra-m2b
    @SasmitaMohapatra-m2b 9 หลายเดือนก่อน

    Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏 Jay Jay shree jagannath 🙏🙏🙏

  • @sanchitadas8752
    @sanchitadas8752 3 ปีที่แล้ว +3

    * Jay Jay Mahapravu Shree Jagannath * Jayatu Maa Mahalaxmi *

    • @ODISHA365
      @ODISHA365  3 ปีที่แล้ว +2

      Happy New Year

  • @narayanpanda9244
    @narayanpanda9244 3 ปีที่แล้ว

    Nice.Video.Sir

  • @nkdaskalika2357
    @nkdaskalika2357 3 ปีที่แล้ว +1

    Jay Jagannath jay Thank you sir very much

  • @premalatabehera692
    @premalatabehera692 2 ปีที่แล้ว

    ହେ ମହାବାହୁ ତୋର କରୁଣା ଟିକେ ମିଳୁ

  • @padmacharanmohanty9473
    @padmacharanmohanty9473 3 ปีที่แล้ว +2

    Jay jagarnath🙏🙏🙏🙏🙏🙏

  • @vishnusvloger1232
    @vishnusvloger1232 3 ปีที่แล้ว

    Jai jaganath sawmi ki jai

  • @bishnumaharana4046
    @bishnumaharana4046 3 ปีที่แล้ว

    Jay jagannath Jay jagannath Jay jagannath❤🙏🙏🙏❤

  • @spiritualpuri7728
    @spiritualpuri7728 3 ปีที่แล้ว +2

    Thank you @ ODISHA 365

  • @pradyumnajena1783
    @pradyumnajena1783 3 ปีที่แล้ว +4

    ⭕❗⭕ Jay jagannath 🙏

  • @souravjena8977
    @souravjena8977 3 ปีที่แล้ว +1

    JAY SHREE JAGANNATH❤🙏❤😭❤🙏❤

  • @am.nan.5549
    @am.nan.5549 3 ปีที่แล้ว

    Pranam. Apananka katha bahu bhala laguchi. Please say us something about temple record of rights.

  • @subhalaxmimohanty9085
    @subhalaxmimohanty9085 3 ปีที่แล้ว +3

    Ame kebe thu wait kri thilu kebe ye sir nkar kichhi video asibo ame dekhibu.... plz tk khibe ki anubhuti re Jagannath ye sir nka book kouthi miluchi..plz🙏

  • @sanjeevkumarmohanty6160
    @sanjeevkumarmohanty6160 3 ปีที่แล้ว +4

    Jai Jagannath, Thank you and Happy New year sir,pranam.

  • @chinmayparida5039
    @chinmayparida5039 3 ปีที่แล้ว +1

    Jay jagannath🙏🙏🙏

  • @jayjagannathbhajan5819
    @jayjagannathbhajan5819 3 ปีที่แล้ว +2

    Happy new year

  • @yogaranjanbehera654
    @yogaranjanbehera654 3 ปีที่แล้ว +2

    🙏🙏🙏🙏👍🙌🙌🙌🙌🙌

  • @rp19078
    @rp19078 7 หลายเดือนก่อน

    Jay shree jagannath ⭕‼️⭕🪷🪷🪷🪷🪷🙏🙏🙏🙏🙏❤️❤️❤️❤️❤️

  • @purusottamreddy2992
    @purusottamreddy2992 3 ปีที่แล้ว +1

    ମହାବାହୁ ଙ୍କ କରୁଣା ଅପାର ।

  • @sumanmohanty9446
    @sumanmohanty9446 3 ปีที่แล้ว +2

    🕉💐🙏🙏🙏🙏🙌🙌🙌

  • @SARKATTEKAATANK5
    @SARKATTEKAATANK5 3 ปีที่แล้ว

    .....sir namaskar..........sir apana kemiti achanti..ghare samaste kemiti achanti........sir namaskar... jai jagannath mahaprabhu....mu goutam..... jie apanka ghare jou mahaprabhu jagannath achanti tanka paein tulasi neiki jaae apanaka ghara ku.... mu corona mahapari paein au bahut dina ru jai parini jagannath kan paein tulasi neiki mun jibi...bahut jaldi jagnnatha kan paein tulasi neiki jibi bahut jaldi....................................sir namaskar..........sir apana kemiti achanti..ghare samaste kemiti achanti........sir namaskar... jai jagannath mahaprabhu....mu goutam..... jie apanka ghare jou mahaprabhu jagannath achanti tanka paein tulasi neiki jaae apanaka ghara ku.... mu corona mahapari paein au bahut dina ru jai parini jagannath kan paein tulasi neiki mun jibi...bahut jaldi jagnnatha kan paein tulasi neiki jibi bahut jaldi...................................sir namaskar..........sir apana kemiti achanti..ghare samaste kemiti achanti........sir namaskar... jai jagannath mahaprabhu....mu goutam..... jie apanka ghare jou mahaprabhu jagannath achanti tanka paein tulasi neiki jaae apanaka ghara ku.... mu corona mahapari paein au bahut dina ru jai parini jagannath kan paein tulasi neiki mun jibi...bahut jaldi jagnnatha kan paein tulasi neiki jibi bahut jaldi................................

  • @susamadevi9316
    @susamadevi9316 3 ปีที่แล้ว

    Jjayjagannath

  • @devidattasahoo325
    @devidattasahoo325 3 ปีที่แล้ว +1

    Sir namaskar.

  • @kanharout1746
    @kanharout1746 ปีที่แล้ว

    Mahabahu he

  • @abinash82467
    @abinash82467 3 ปีที่แล้ว

    Sir....apana BAYA baba nka bisay re ahu kichhi video karantu.... Bishes anurodha

  • @sumitamahapatra9251
    @sumitamahapatra9251 3 ปีที่แล้ว +1

    Moro nababarsha ra pratham dina Jagannatha mahima suni a

  • @mamatapanda1120
    @mamatapanda1120 2 ปีที่แล้ว

    U