JibanaDoChhakireAsharaAlok Ep 258| 20 MAR 2021| ତୋ ମୁହଁ ଚାହିଁବିନି

แชร์
ฝัง
  • เผยแพร่เมื่อ 21 ก.ย. 2024
  • This show is the most challenging show as it focuses on resolving real life issues of the people. It looks into family complications, misunderstanding among groups of people and also few controversial issues faced by the public. Famous Odia movie Actor Mihir Das anchors the show and makes sure to get justice to the people involved and resolve real life issues.
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: khabar.odishat...
    Android App: bit.ly/OTVAndr...
    iOS App: bit.ly/OTViOSApp
    TH-cam: goo.gl/Ehz6OP
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #JibanaDoChhakireAsharaAlok Ep 258|#OdishaTV #OTV

ความคิดเห็น • 504

  • @kalkicreations9459
    @kalkicreations9459 3 ปีที่แล้ว +63

    ସଛୋଟ ସ୍ୱାମୀ ଅମୁଲ୍ୟ ବାବୁ. ତାଙ୍କୁ ସତ ପ୍ରଣାମ. ଜଣେ ତ କିଏ ଗୋଟେ ନାରୀ ଜାତି କି ଶିକ୍ଷା ଦେଲେ. ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ଅମୁଲ୍ୟ ବାବୁ.

  • @dusmantmallik8649
    @dusmantmallik8649 11 หลายเดือนก่อน +8

    Amulya babu very strong dill se dill thok

  • @odialifecovermanoj
    @odialifecovermanoj 3 ปีที่แล้ว +61

    ପ୍ରତେକ କଥା ରେ ଜଣେ ନାରୀକୁ full support ମିଳେ। ଏହା ହିଁ ଠିକ୍ କିନ୍ତୁ। ଗୋଟେ ପୁରୁଷ କୁ ବି ସେମିତି support ମିଳିବା ଦରକାର🙏

  • @harishmohanta294
    @harishmohanta294 3 ปีที่แล้ว +46

    ଅମୁଲ୍ୟ ବାବୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ 👌

  • @ramakanthdash8496
    @ramakanthdash8496 3 ปีที่แล้ว +12

    ସ୍ତ୍ରୀ ର ସ୍ଵଭାଵ ଆଦୌ ଠିକ ନାହିଁ.. ଚୋରି ଉପରେ ସେନାଜୋରୀ.... ସୁପର ଚାଲାକ

  • @Bargarh11
    @Bargarh11 3 ปีที่แล้ว +19

    ଅମୂଲ୍ୟ ବାବୁ ଭଲରେ ରୁହ ଭଗବାନ କରନ୍ତୁ ତମ ପୁଅ ଝିଅ ମଣିଷ ହେଇଯାଆନ୍ତୁ । ଜଣା ପଡୁଛି ତୁମେ ନିଜ ଆଖିରେ ଦେଖିଛ ? ଏହି ଏପିଷୋଡ଼ ଦେଖିକି ଏଭଳି ହୀନକାମ କରୁଥିବା କିଛି ନାରୀ ସୁଧୁରିଯିବେ । ଜୟ ଜଗନ୍ନାଥ ।

  • @biswajitdas6900
    @biswajitdas6900 3 ปีที่แล้ว +8

    ସ୍ତ୍ରୀ କଲେ ଲିଳା ଆଉ ସ୍ବାମୀ କଲେ କିଳା । ଗୋଟେ ସ୍ବାମୀ ୧୪ ବର୍ଷ ପରେ କ'ଣ ପାଇଁ ସେ ତା ସ୍ତ୍ରୀ କୁ ସଂଦେହ କଲେ। ନିଆଁ ନଥାଇ ଧୁଆଁ ଆସିବ ନାହିଁ ।

  • @dolagobindasahoo9267
    @dolagobindasahoo9267 3 ปีที่แล้ว +12

    ଅମୂଲ୍ୟ ବାବୁଙ୍କ ଶଳା ମଞ୍ଚରେ ଥିଲା । ନିଜେ ଉଠିଯାଇ ତା ଭିଣେଇକି କୁଣ୍ଢେଇ ପକେଇ ଭୁଲ୍ ମାଗିଥିଲେ,ଯେତେ କଠୋର ହୃଦୟ ହଉ,ଅମୂଲ୍ୟ ବାବୁଙ୍କ ମନ ବୁଝି ଥାଆନ୍ତା ନିଶ୍ଚୟ ।

    • @ଆଖିଏବାସ୍ନା
      @ଆଖିଏବାସ୍ନା 3 ปีที่แล้ว +1

      ଅତ୍ୟନ୍ତ ଠିକ କଥା କହିଛନ୍ତି...... ସୁନ୍ଦର ମାନସ୍ଥତ୍ତ୍ୱ ବିତି ଆପଣଙ୍କ ର...

  • @biswajitdas6900
    @biswajitdas6900 3 ปีที่แล้ว +9

    ସ୍ବାମୀ ଓ ସ୍ତ୍ରୀ ସଂସାର ରୂପି ଗାଡ଼ିର ଦୁଇଟି ଚକ୍ ।ଜଣେ ବାହାର ସମ୍ବାଳି ଆଉ ଜଣେ ଘର ସମ୍ବାଳିବା ଆବଶ୍ୟକ । ସବୁ ସ୍ବାମୀ ଉପରେ ଛାଡ଼ିଲେ କେମିତି ହେବ ।

  • @assaredisila8030
    @assaredisila8030 3 ปีที่แล้ว +29

    ମୁଁ ଆଶ୍ରୟ ଦେବି କିନ୍ତୁ ଗ୍ରହଣ କରିବିନି। I salute you Amulya Babu

  • @rbcreation5170
    @rbcreation5170 3 ปีที่แล้ว +38

    ଅମୂଲ୍ୟ ବାବୁଙ୍କ ବିଶ୍ୱାସ ରେ ବିଷ ଦିଆ ଯାଇଛି

  • @rupachandraachary2796
    @rupachandraachary2796 3 ปีที่แล้ว +2

    ଅମୂଲ୍ୟ ବାବୁ ତମେ ପୁରା ନାରୀ ଜାତିର କଳଙ୍କ ଛଡେଇଦେଲ
    Good

  • @payalmusic355
    @payalmusic355 3 ปีที่แล้ว +59

    ସ୍ଵାମୀ ସ୍ତ୍ରୀ ଦୁଇ ଜଣ ଯାକ ଭଲ ଛୋଟ ଛୋଟ କଥା କୁ ଧରି ସଂସାର ଭାଙ୍ଗ ନ୍ତୁ ନାହିଁ,,, ଏ ଭଳି ସ୍ଵାମୀ ଭାଗ୍ୟ ରେ ଥିଲେ ମିଳେ ଝିଅ ଘର ଲୋକ ବୁଝିବା ଦରକାର ବୁଦ୍ଧିମାନ ଜୋଇଁ ବୋହୁତ୍ ଭଲ ଲୋକ

  • @mr.susantaofficial9805
    @mr.susantaofficial9805 3 ปีที่แล้ว +6

    ଜହାବିହଉ ଦୁଇଜଣ ମିଶିଯାଅ ନ୍ତୁ ମୁଭଗବାନ ଙ୍କ ପାଖରେ ଏତିକି ପ୍ରାଥନା କରୁଛି ଜୟ ଜଗନ୍ନାଥ 🙏🙏🙏🙏

    • @sunilbarik2495
      @sunilbarik2495 3 ปีที่แล้ว

      Jahabi heu ........ Misijaa....... I think these two words should not come in the same sentence........... Eie bahaghara na khela ghara lagichhi ba........ Mana ichha aau bhala............

    • @sunilbarik2495
      @sunilbarik2495 3 ปีที่แล้ว

      If everybody is going to be forgive and forget for their wrong doing....... Then what's the point to be a good one in the first place..........

  • @dr.ganeshchandradhal8653
    @dr.ganeshchandradhal8653 3 ปีที่แล้ว +38

    he is a real man.... ଅମୁଲ ନାରିଜାତିକୁ ଉଚିତ ଶିକ୍ଷା ଦେଲେ

  • @smrutiranjansahoo7935
    @smrutiranjansahoo7935 3 ปีที่แล้ว +13

    ଗୋଟେ ପୁରୁଷ ନିଜ ସ୍ତ୍ରୀ ନାଁରେ ଏମିତି କଥା କହିବ ନାହିଁ , କି ସ୍ତ୍ରୀ ର ଚରିତ୍ର ଉପରେ ଆଙ୍ଗୁଠି ଉଠେଇବ ନାହିଁ,, କିଛି କଥା ସତ ଅଛି.. ସୁତରାଂ ଏତେଗୁଡାଏ କଥା ଅମୁଲ୍ୟ ବାବୁ କହିଲା ପରେ ସେ ନାରୀ ର ଚରିତ୍ର ଉପରେ, ଭାନୁମତି ମାଡାମ ଚୁପଚାପ ରହିବା ସବୁ ରହସ୍ୟ ଆଉ ସତ ଜଣା ପଡୁଛି... କୌଣସି ନାରୀ ବରଦାସ୍ତ କରି ପାରିବ ନାହିଁ ନିଜ ଚରିତ୍ର ଉପରକୁ କିଏ କଣ କହିଲେ କି ଆଙ୍ଗୁଠି ଦେଖେଇଲେ ଯଦି ସେ କଥା ମିଛ ନ ଥାଏ |

    • @gitarani9871
      @gitarani9871 3 ปีที่แล้ว +2

      Gote nari chup rahile kharap au jadi pratibad karila ta bi kharap se ପୁରୁଷ ଜଣକ ନିଜ ସ୍ତ୍ରୀ କୁ ଏତେ ଲୋକର ତା ଚରିତ୍ର ଖରାପ ବୋଲି କହୁଚି ତମେ ଦେଖିପରୁଥିବ ଯେତେ ବେଳେ ଅମୁଲ୍ୟ କହିଲେ କି ମୁଁ ତା ମୁହଁ chahinbini ସେତେ ବେଳେ ତା ସ୍ତ୍ରୀ ଆଖିରୁ କୋଉ ଭଳି ଲୁହ ଝରୁଥିଲା ଚୁପ୍ ରହିବା ବି ଗୋଟେ typ ra ଭାଷା ଯାହାକି ତା ସ୍ବାମୀ ବୁଝିବା ଦରକାର

    • @smrutiranjansahoo7935
      @smrutiranjansahoo7935 3 ปีที่แล้ว +1

      @@gitarani9871 ସବୁ ସମୟ ରେ ଚୁପଚାପ ରହିବା ଉଚିତ ନୁହଁ, କାରଣ ଇଜ୍ଜତ ର କଥା, ହଁ ମୋତେ ବି ଦୁଃଖ ଲାଗିଲା ଯେତେବେଳେ ସେ କହିଲା ତୋ ମୁହଁ ଚାହିଁବିନି,, ଗୋଟେ ପୁରୁଷ ବିବାହ ବେଦୀ ରେ ଅଗ୍ନି କୁ ସାକ୍ଷୀ ରଖି ଗୋଟେ ନାରୀ କୁ ଆପଣାର କରିଥାଏ, ଆଉ ପ୍ରତିଜ୍ଞା ବି କରି ଥାଏ ଦଶ ଦୋଷ କ୍ଷମା କରିବାକୁ, କିନ୍ତୁ ଅମୁଲ୍ୟ ଗୋଟେ ଭୁଲୁ କ୍ଷମା କଲା ନାହିଁ. ଏ କି ସ୍ୱାମୀ???

    • @poojaranimuduli7089
      @poojaranimuduli7089 3 ปีที่แล้ว

      Rit dasa dosa chhada bibaha Ra matra 14 barsha re gote dosa kshyma kala nahi....

  • @salinirana8296
    @salinirana8296 3 ปีที่แล้ว +20

    ସତ ମିଛ ରୁ ବାହାରି ସନ୍ଦେହ ଦୂର କରିବା ତାସହିତ ସ୍ବାମୀ ର ବିଶ୍ୱାସ ଜିତିବା wife ର କାମ 🙏👍👍👍

  • @pinkiranipatra4328
    @pinkiranipatra4328 3 ปีที่แล้ว +7

    ପଲିସ୍ ପାଖକୁ ଯିବା ଆଗରୁ ନିଜ ଭିତରେ ବୁଝାମଣା କରିବା ଦରକାର ନାରୀ ପାଇଁ ସରକାର ଆଇନ୍ ବ୍ୟବସ୍ଥା କରିଛନ୍ତି ବୋଲି ସଙ୍ଗେ ସଙ୍ଗେ ଆଇନର ସାହାଯ୍ୟ ନେବା ଠିକ୍ ନୁହେଁ ଆଇନର ସାହାଯ୍ୟ ନେବା ଦ୍ବାରା ଛଟ କଥା ମଧ୍ୟ ବିରାଟ ହୋଇ ଥାଏ

  • @amanstarcreation6437
    @amanstarcreation6437 3 ปีที่แล้ว +49

    ସାର ଜଣେ କହିଲେ ଏଟା ଗୋଟେ ମେଣ୍ଟାଲ ଡିଜିଜ, କେମିତି ଜାଣିଲେ ଏଭଳି କଣ ବାହାଘର ପରେ ହଉନି କି, ଶଳା ବାହାଘର ର ତିରିଶି ବର୍ଷ ପରେ ବି ମଇକିଣା ଅନ୍ୟ ଟୋକାଙ୍କୁ ନେଇ ପଳାଉ ଛନ୍ତି।ତମେ ସେଟି କି ମଂଚ କରିଛ,

  • @rupachandraachary2796
    @rupachandraachary2796 3 ปีที่แล้ว +8

    Sir ମୋର ଗୋଟିଏ ବଡ questions
    ଗୋଟେ ସ୍ତ୍ରୀ ଅନ୍ୟ ପୁରୁଷ ସହ ବାରମ୍ୱାର କଥା ହେଉଛି
    ସେଇଟା almost ୫ or ୬ or ୭ heithiba
    ଆଉ ପଚାରିଲେ ସମ୍ପର୍କୀୟ ବୋଲି କହିବ
    ଏହାକୁ କଣ କୁହାଯାଏ। ସନ୍ଧେୟ ନା unmatured
    ଯଦି Husband କିଛି ବି ପଚରିଲାନାହି ସମ୍ପର୍କୀୟ ବୋଲି କିନ୍ତୁ ସେ ସ୍ତ୍ରୀ ୮ମ ଥର ସେ ଟୋକା ସହ ଚାଲିଗଲା।
    ଏଥିରେ କାହାକୁ ଦୋଷ ଦେବ ।
    ସ୍ବାମୀ ବୋକା ବୋଲି କହିବ ନା ସେତେବେଳେ ସନ୍ଧେହ କାହିଁକି କରିଲୁନି ବୋଲି ପଚାରିବ।
    This for asara ଆଲୋକ ।

  • @AmitPihu2021
    @AmitPihu2021 2 ปีที่แล้ว +2

    Amulya Bhai.... super

  • @amanstarcreation6437
    @amanstarcreation6437 3 ปีที่แล้ว +44

    ମାନିବାକୁ ପଡିବ ଅମୁଲ୍ୟ ବାବୁଙ୍କୁ,Hi is the very strong man

  • @pintu-g5v
    @pintu-g5v 3 ปีที่แล้ว +13

    ଅମୁଲ୍ୟ ଭାଇ he is a best husband

  • @dineshkumardehury2714
    @dineshkumardehury2714 3 ปีที่แล้ว +12

    You are great amulya babu

  • @m.mnaik.9234
    @m.mnaik.9234 3 ปีที่แล้ว +52

    ଏ ଇ ଟା ସଂନ୍ଦେହେ ନୁହେଁ. ନିଜ ଆଖିରେ ଦେଖି ଛନ୍ତି. ସେ ସହି ପାରୁନାହାନ୍ତି, ଯଦି ନ ଦେଖିବ ଦୁଇ ନୟନେ ପରତ ନ ଯିବି ଗୁରୁ ବଚନେ.

  • @muralidharnaik5239
    @muralidharnaik5239 3 ปีที่แล้ว +14

    ବିଶ୍ୱାସ ଥରେ ଭା ଙ୍ଗିଲେ fereni

  • @sanjaybehera363
    @sanjaybehera363 3 ปีที่แล้ว +7

    Bhai best of luck, right decision

  • @bibrutidas4420
    @bibrutidas4420 3 ปีที่แล้ว +7

    Amulya very critical man

  • @litubiswalan329
    @litubiswalan329 2 ปีที่แล้ว +3

    Salute bhai.. 🙏🙏🙏👍

  • @sureshkhuntia7336
    @sureshkhuntia7336 3 ปีที่แล้ว +6

    ସବୁରେ ମୂଳେ ବିଶ୍ବାସ

  • @sandeeppanda3887
    @sandeeppanda3887 3 ปีที่แล้ว +6

    Perfect desision amulya babu 🙏🙏🙏

  • @arunbehera7157
    @arunbehera7157 3 ปีที่แล้ว +9

    Amulya bhai perfect loka

  • @anirudhabehera8867
    @anirudhabehera8867 3 ปีที่แล้ว +9

    ସାର ମାନେ ଯେମିତି କହୁଛନ୍ତି ସେମିତି ହୁଏ ନି।ଜଣେ ଯଦି ନିଜ ଆଖିରେ ଦେଖିଥିବା କଥା କୁ ବି ଆପଣ କହିବେ ଏଗୁରା ସଂଧେୟ।

    • @bijaya4944
      @bijaya4944 3 ปีที่แล้ว +1

      ନାରୀ ଯେତେ ଭୁଲ୍ କଲେବି ତାକୁ ଲୋକମାନେ ସପୋର୍ଟ କରନ୍ତି।

    • @biswajitsahoo4699
      @biswajitsahoo4699 3 ปีที่แล้ว +1

      Jadi Jane nari, swami characterless hele bi khyama daipare, tebe swami kahinki khyama kariparibani, shame for our purusha kaindrika samaja

  • @manasranjandash2464
    @manasranjandash2464 3 ปีที่แล้ว +12

    ସ୍ଵାମୀ ସବୁ ସହି ପାରେ ବୋଲି ଭଗବାନ ତାକୁ ବେଳେବେଳେ ପରୀକ୍ଷା କରନ୍ତି, ସେ ଯାହା ବି ହଉ, ଦୋଷଟିଏ କ୍ଷମା କରିଦେବା ଉଚିତ। ସତ୍ଯମେବ ଜୟତେ।

  • @shiningseema8778
    @shiningseema8778 3 ปีที่แล้ว +7

    ସେ ଯଦି ସେହି time ରେ ଗୋଡ ଧରି ଦେଇଥାନ୍ତା ଆଜି ଏସବୁ ପ୍ରହସନ ହେଇନଥାନ୍ତା ସେ 3rd gread ଝିଅ କହୁଛି ମୂଁ ସମ୍ପର୍କ ରଖିଲେ ମୋର କଣ କରିବୁ..... ବାଃ ବାଃ ରେ ନାରୀ ତୁ poision ପିଇଥିଲୁ ମାଲୁନି କେମିତି

  • @itishreemishra9102
    @itishreemishra9102 3 ปีที่แล้ว +25

    Great bapa

  • @haripriyahp9246
    @haripriyahp9246 3 ปีที่แล้ว +27

    ପୁତୁରା ସହ ସମ୍ପର୍କ ଥିଲା .....
    (ଏମିତି ଗୋଟେ ଫେମିଲି କୁ ମୁଁ ଦେଖିଛି Husband ସବୁ ଜାଣିଚି but Reaction ନାହିଁ..)

  • @prince-sf6vn
    @prince-sf6vn 3 ปีที่แล้ว +6

    Grate amulya sir🙏

  • @s.kmohapatra6254
    @s.kmohapatra6254 3 ปีที่แล้ว +3

    Amuly Babu Absolutely right,.and Also iam with Amulya Babu, rest of life God bless u 🙏

  • @nabakishorerana8844
    @nabakishorerana8844 2 ปีที่แล้ว +1

    ବାପଟା ହୁଏତ ମା ନହେଇ ପାରେ l କିନ୍ତୁ ଏଭଳି ନାରୀ କେବେବି ମା ହେଇ ପାରିବ ନାହିଁ l ଖାଲି ଛୁଆ ଜନ୍ମ ଦେଲେ ଯେ ସେ ମା ହେଇଯିବ ତାହା ନୁହେଁ l ଇତର ଜନ୍ତୁ ବି ଛୁଆ ଜନ୍ମ କରୁଛି l ବରଂ ଇତର ଜନ୍ତୁ ବହୁତ ଭଲ l ଏ ନାରୀର ବେଶ ପରିପାଟୀ କହୁଛି, ସେ ମା ନୁହେଁ l

  • @sadhanamohapatra3214
    @sadhanamohapatra3214 3 ปีที่แล้ว +1

    Duijan jaka sandeharu bahari mind stable kari rahile pilamane santire rahijante.bhagaban semanku rakshya karantu 🙏

  • @jalandharnaik9341
    @jalandharnaik9341 3 ปีที่แล้ว +5

    ଅଡଂରାପିଲା ହବଜଦୀ ଇଈତି😯😠👌👌

    • @ajaya6106
      @ajaya6106 3 ปีที่แล้ว

      Right 👍

  • @nabakishorerana8844
    @nabakishorerana8844 2 ปีที่แล้ว +1

    ନିଜ ଦୋଷକୁ ଲୁଚେଇବା ପାଇଁ, ସ୍ତ୍ରୀ ସମସ୍ତଙ୍କ ମୁଣ୍ଡ ଛୁଇଁ ପାରିବ l ନାରୀ ମାୟାବିନୀ l ପ୍ରେମ ଏଭଳି ଜିନିଷ, ବୟସ, ଜାତି, ସାନ ବଡ କିଛି ନୀତି ନିୟମ ମାନିବ ନାହିଁ l ନାରୀ ହଜାର ପ୍ରକାର ବାହାନା କରିପାରିବ l ଏ ସ୍ୱାମୀଟା ଏକଦମ ଠିକ l ସ୍ତ୍ରୀର ସବୁ ଦୋଷକୁ ଦେଖି, ପୁରୁଷ ଯଦି ଚୁପ ରହିବ, ତେବେ କଳିଯୁଗରେ ସ୍ୱାମୀ ସ୍ତ୍ରୀ ହେଇ ରହିବା ସମ୍ଭବ l ନଚେତ ନାହିଁ l ସ୍ତ୍ରୀ କାହିଁକି ସ୍ୱାମୀର ପ୍ରଶଂସା କରୁନାହିଁ ?

  • @munshikhan1616
    @munshikhan1616 3 ปีที่แล้ว +11

    Mani gali Amulya baby ku... Mihir Babu har maniglae...Dosa ta pura se Stree ra mujaha study kali ahi episode ru... But pilamanka pai misijiba darkar

  • @lalitsahoo4976
    @lalitsahoo4976 3 ปีที่แล้ว +5

    Amulya
    U r great. But not good
    ନିଜ କର୍ମ ଉପରେ ନଜର ରଖ
    ସ୍ତ୍ରୀର କର୍ମ ତା ଉପରେ ଛାଡ଼ି
    ସଂସାର ସଜାଡ

  • @alokkhuntia3143
    @alokkhuntia3143 3 ปีที่แล้ว +7

    Good husband. Bhai real hero

  • @shreenutripathy6098
    @shreenutripathy6098 2 หลายเดือนก่อน

    Right😢

  • @dhrubjena8180
    @dhrubjena8180 3 ปีที่แล้ว +4

    ଏଇ ମଞ୍ଚରେ ଝିଅଙ୍କୁ ବେଶି ସପଡ଼ କରାଯାଏ

    • @litubiswalan329
      @litubiswalan329 2 ปีที่แล้ว

      Thik katha..ae program re jhia ra bhul thile taku high class support karuchanti..kintu bhul na kariba pain bujhau nahanti..

  • @Giris-r8r
    @Giris-r8r 3 ปีที่แล้ว

    Amulya babu.. Dhanybad... Sochot purusha... Tame bahut sahasi..

  • @itishreeojha5938
    @itishreeojha5938 3 ปีที่แล้ว +11

    Sesare Mihir Sir 100% thik kathaa kahile... Amulya nije hi judge..

  • @aratirout4925
    @aratirout4925 3 ปีที่แล้ว +11

    Agi kali duniare pua mananku myarreg kari sarila parebi maa mane love karuchanti ଧନୟବାଦ୍ semiti nariku

  • @banshidharasahoo3945
    @banshidharasahoo3945 3 ปีที่แล้ว +2

    Super

  • @Banshidhar.Swain199
    @Banshidhar.Swain199 3 ปีที่แล้ว +14

    ଜମାବି ଏଭଳି ସ୍ତ୍ରୀ କୁ ଛାଡ଼ି ବା କଥା ନୁହଁ । ସାଳ ସ୍ତ୍ରୀ ଲୋକ ଗୁଡାକ ଏମିତି କଣ ହେଉଛନ୍ତି । ସଲା ସ୍ବାମୀ ଖଟି ଖଟି ମାରି ଗଲେ ବି ଏମାନଙ୍କ ର ଖାଲି ନୂଆ ନୂଆ ପ୍ରେମ ଉଛିଲିଛି ସାଲା ମାଇକିନିଆ ପ୍ରେମ କରିବାରେ ବେସ୍ତ ।

  • @Koligam_toka143
    @Koligam_toka143 หลายเดือนก่อน

    Background music ta tike bhala rakha

  • @dusmantmallik8649
    @dusmantmallik8649 10 หลายเดือนก่อน

    Perfact amulya babu

  • @freefirenood6335
    @freefirenood6335 3 ปีที่แล้ว +1

    Thank sir

  • @prabhatnayak1697
    @prabhatnayak1697 2 ปีที่แล้ว +1

    E stree ta ku sasti miliba nihati darkar

  • @nirmalchandramalik1161
    @nirmalchandramalik1161 3 ปีที่แล้ว +7

    Amulya putura ku pakhei anibata bhul thila. Paraku apanaile nijara kheti hoithae. Aithiru spasta janapadila.
    Kounasi mauka debani striku kaha saha bhaba priya lagaibare...🙏🙏☝️☝️☝️

  • @Akhaya-y2q
    @Akhaya-y2q 7 หลายเดือนก่อน

    ବାପମାଝିଅକୁନିଜକଣେ‍ଲଭିତରେରଖିବାଦରକାର

  • @asishkumarpadhihary8163
    @asishkumarpadhihary8163 3 ปีที่แล้ว +3

    Thik hoichi
    Lokati thik achi

  • @bhagabatabiswal521
    @bhagabatabiswal521 3 ปีที่แล้ว +26

    Amulya babu u r perfect 🙏🙏🙏

  • @shubhra5588
    @shubhra5588 3 ปีที่แล้ว +11

    Maa lo kebe aau mrg karibini😪😟🥺

    • @Aster-mv3ww
      @Aster-mv3ww 3 ปีที่แล้ว +1

      Kahinki Agyan. Nija Upare Bharasa Nahin Ki.....

    • @abhimanyubehera7051
      @abhimanyubehera7051 3 ปีที่แล้ว +1

      Dari galaki

    • @shubhra5588
      @shubhra5588 3 ปีที่แล้ว

      @@abhimanyubehera7051 han bahut 😒😌

    • @shubhra5588
      @shubhra5588 3 ปีที่แล้ว

      @@Aster-mv3ww achhi hele emiti dekhiki dara lagilani🤨😒

    • @Aster-mv3ww
      @Aster-mv3ww 3 ปีที่แล้ว

      @@shubhra5588 Visual Ku Dekhiki Darijauchanti. Real Lifere ........

  • @pragyandeb8224
    @pragyandeb8224 3 ปีที่แล้ว +3

    I love asara aloka

  • @rabindrakumarrath2810
    @rabindrakumarrath2810 3 ปีที่แล้ว +7

    ଏହିଭଳି ନାରୀ ସମାଜ ପାଇଁ କଳଙ୍କ।ସଂସାର ଛାଡି ଯେତେଦିନ ବଞ୍ଚିବ କେବଳ ନିଜ ପାଉଁ।କାହାରି ଆବଶ୍ୟକତା ପ୍ରୟୋଜନ ନାହିଁ ତାପାଇଁ।ଜୀବନ ସାରା କେବଳ ଅନୁତାପ ରେ ହିଁ ବଞ୍ଚିବ।

  • @amitadas1596
    @amitadas1596 3 ปีที่แล้ว +16

    Sir pua thiki kahuchi

  • @krushnachandrabehera7759
    @krushnachandrabehera7759 ปีที่แล้ว

    Jay Jagannath

  • @narendranathnaik545
    @narendranathnaik545 ปีที่แล้ว

    Right decision and right point Amulya Bhai

  • @punachandarajena4918
    @punachandarajena4918 3 ปีที่แล้ว +7

    ସବୁ ଭୁଲ ଝିଅ ର

  • @bksethiexpress7758
    @bksethiexpress7758 3 ปีที่แล้ว +1

    Thanks

  • @Mbabuli019
    @Mbabuli019 3 ปีที่แล้ว

    ଅମୁଲ୍ୟ ବାବୁ ଠିକ, ଧନ୍ୟବାଦ

  • @bablicreation6569
    @bablicreation6569 3 ปีที่แล้ว +11

    Ae show dekhile marriage karibaku echha laguni🤣🤣🤣

    • @sunilkusahoo6616
      @sunilkusahoo6616 3 ปีที่แล้ว

      😘😘👍👍

    • @sureshkhuntia7336
      @sureshkhuntia7336 3 ปีที่แล้ว

      Very good 👍🏽👍🏽

    • @sunilbarik2495
      @sunilbarik2495 3 ปีที่แล้ว

      Excellent decision ma'am and please stick to that one for forever, for a hassles free life............

    • @alekhkumarpanda6040
      @alekhkumarpanda6040 3 ปีที่แล้ว

      ଜମା ନୁହେଁ।

  • @b.sunilkumar7751
    @b.sunilkumar7751 3 ปีที่แล้ว +13

    Amulya bhai rok thok

  • @haripriyahp9246
    @haripriyahp9246 3 ปีที่แล้ว +6

    Amulya Babu 💯'/, Thik

  • @prativaray8783
    @prativaray8783 3 ปีที่แล้ว +7

    He is the very strong man amulya babu 🙏🏻🙏🏻🙏🏻

  • @satyamfreelearnearn.....9151
    @satyamfreelearnearn.....9151 ปีที่แล้ว

    Amulya Babu great human

  • @lipsha_gamer
    @lipsha_gamer 3 ปีที่แล้ว +17

    Amulya sir is right.. Biswas thare bhangile aou fereni...

  • @MBM753
    @MBM753 ปีที่แล้ว

    B

  • @jyotiranjannayak9348
    @jyotiranjannayak9348 3 ปีที่แล้ว +26

    ପବନ ବହିଲା ଉତ୍ତରା ,ଖୁଡିକୁ ଗେ***ଲା ପୁତୁରା....ଧନ୍ୟ ତମେ 😂

  • @puspatripathy763
    @puspatripathy763 3 ปีที่แล้ว +5

    Amulya babu nka attitude dominating...

  • @laxmidharbehera3527
    @laxmidharbehera3527 2 ปีที่แล้ว

    Amulya babu right decision

  • @surathachandrajena9514
    @surathachandrajena9514 10 หลายเดือนก่อน

    ସନ୍ଦେହ ସର୍ବନାଶ କରେ।
    କ୍ଷେମା ହିଁ ଏହାର ଅଵ୍ୟର୍ଥ ଉପଚାର।।
    ଏହାପରେ ଅନ୍ତର୍ଦାହ ଉଭୟଙ୍କୁ ଜାଳି ଦେବ।। ପିଲାମାନଙ୍କ ଭବିଷ୍ୟତ ଉପରେ
    ଚାପ ପଡିବ।‌ ଶାନ୍ତି ହଜିଯିବ।
    ସୁତରାଂ କ୍ଷମା ଦିଅ । ପିଲାଙ୍କ ସୁନେଲି ଭବିଷ୍ୟତକୁ ପରିକଳପନା କର ।ଶ୍ରେୟସ୍କର ଅଟେ ।। ମହିମା ଅଲେଖ ନିରଞ୍ଜନ।।

  • @batumaharana1363
    @batumaharana1363 3 ปีที่แล้ว

    Aei bhai nka padadhuli naba darkar.he is a good person

  • @ArupaSahoo-o8c
    @ArupaSahoo-o8c 9 หลายเดือนก่อน

    Amulya babu bahasa gala pare sabu bujhi paribe jay Jagarnath

  • @ghananag2974
    @ghananag2974 3 ปีที่แล้ว +3

    Amullya bhai is right

  • @swdebashis
    @swdebashis 8 หลายเดือนก่อน

    ମୁଁ ଏ ମଣିଷ ଠାରୁ ବହୁତ କିଛି ଶିଖିଲି । ସ୍ବାମୀ - ସ୍ତ୍ରୀ କଥା କେବଳ ନୁହେଁ । ଯେ କୌଣସି ପରିସ୍ଥିତି ରେ ମଣିଷ ଏତିକି confident ହେବା ଉଚିତ୍ । ଭୁଲ ଠିକ୍ ସେମାନେ ଜାଣିଥିବେ , କିନ୍ତୁ ମଣିଷ ର କିଛି ଓଜନ ଅଛି ।

  • @vlogerpradeepnahak
    @vlogerpradeepnahak 10 หลายเดือนก่อน +1

    My favourite show ❤❤❤

  • @anirudhabehera8867
    @anirudhabehera8867 3 ปีที่แล้ว +5

    ସାର ଶଙ୍କା ହେବ ନିଜ ଆଖିରେ ବା ଦେଖିଛନ୍ତି।

  • @prabhanayak5365
    @prabhanayak5365 3 หลายเดือนก่อน

    ମାଇକିନିଆ ଟି ଘଈତା କରେଇ ଟା

  • @solutionproblem9632
    @solutionproblem9632 3 ปีที่แล้ว +17

    God bless all husband and wife
    🙏

  • @sasmitapandarubina4076
    @sasmitapandarubina4076 2 ปีที่แล้ว +7

    Seriously great man ...🙏..... Amulya babu u r such an osm personality ..... ☺️ great Salute to you 🙏

  • @athayasethi2732
    @athayasethi2732 3 ปีที่แล้ว +3

    Amulaya you are right

  • @harekrushnabehera500
    @harekrushnabehera500 3 ปีที่แล้ว

    Amulya babu jane jentalman good men

  • @goutamageya9470
    @goutamageya9470 10 หลายเดือนก่อน

    Jaha b disition neichantu absolutely right kou Swami b chanhibani ta Street anya purusa saha sou boli au ta hrudaya ete bada j se kahila mo ghare rakhibi boli au se stree emity kama karithiba paka mu jaha bhabuchi 😮

  • @ruhyamurmu3271
    @ruhyamurmu3271 3 ปีที่แล้ว +1

    Amulya babu thanks you. Your decision God bless you.

  • @sunilnayak3130
    @sunilnayak3130 3 ปีที่แล้ว +1

    Amulya bro you are right

  • @Divyalifestyle1987
    @Divyalifestyle1987 3 ปีที่แล้ว +5

    Husband is 100% right

  • @muralimixchannel7782
    @muralimixchannel7782 2 ปีที่แล้ว

    Good comments 👍

  • @arunjena9432
    @arunjena9432 3 ปีที่แล้ว +1

    Amulya babu u r great.....

  • @ashokpatra427
    @ashokpatra427 3 ปีที่แล้ว

    Right

  • @ramakrishnamallik5251
    @ramakrishnamallik5251 3 ปีที่แล้ว +3

    Ur right sir