ମାଙ୍କୁ ଶେଷ କଲ, ଉଠାଇ ଆଣିଲା ପୁଲିସ | Odisha Reporter

แชร์
ฝัง
  • เผยแพร่เมื่อ 15 ธ.ค. 2024

ความคิดเห็น • 9

  • @sushilsahoo7242
    @sushilsahoo7242 ชั่วโมงที่ผ่านมา +5

    ନ୍ୟାୟ ର ପ୍ରଥମ ଷ୍ଟେଜ, ଆହୁରି ଅନେକ ନ୍ୟାୟ ବାକି ଅଛି ଅତୁଲ ପାଇଁ।
    ଯୋଉ ସ୍ତ୍ରୀ ଲୋକ ମାନେ ସ୍ବାମୀ କୁ ବ୍ୟାଙ୍କ୍ ଆକାଉଣ୍ଟ ଭାବୁଛନ୍ତି ତାଙ୍କର ସମୟ ଆସିଗଲା।
    ଖୁଡ ଶୀଘ୍ର ସାରା ଭାରତ ରେ ୟେ ବ୍ୟପିଯିବ।
    ଲାଯ୍ୟା ଲାଗୁନି ଏମାନଙ୍କୁ ଏତେ ମିଛ ଏଗୁଡ଼ା କେମିତି କହୁଛନ୍ତି।
    ଟଙ୍କା ପାଇବ କଥା ମାଗଣା ରେ , ବିନା ପରିଶ୍ରମ କରି, ବିନା ପାଠ ପଢ଼ି, କେମିତି ବା ନ କହିବେ।
    କୋର୍ଟ ରେ ଏତେ ମିଛ କହୁଛନ୍ତି ବେଜ୍ୟନି ହେଇ , ବାହାଘର ପୂର୍ବରୁ ବୋପ ମା ଙ୍କୁ କେତେ ମିଛ କହିଥିବେ।
    ଆମ ଦେଶର ମହିଳା ଜାତିର ଗୋଟେ ଗୋଟେ କଳଙ୍କ ଏମାନେ।
    ୟେ ଉଧାତ ସ୍ତ୍ରେଲୋକ ମାନେ ମିଛ କହି ମହିଳା ମାନଙ୍କର ସମ୍ମାନ କୁ ନଷ୍ଟ କରିଛନ୍ତି।
    ମହିଳାମାନେ ଜାଗ୍ରତ ହେବ ଉଚିତ୍ ଏବଂ ଏଭଳି ଲୁଟେରା ସ୍ତ୍ରୀଲୋକ ମାନଙ୍କ ବିରୁଦ୍ଧରେ ସ୍ୱୋର ଉତ୍ତୋଳନ କରିବା ଉଚିତ୍।ତେବେ 498 ସୁରକ୍ଷିତ ହେଇ ରହିପାରିବ।

  • @ODIACOMEDYCLUB78
    @ODIACOMEDYCLUB78 ชั่วโมงที่ผ่านมา

    ମୋ ମତ ରେ ସାରା ଜୀବନ ଜେଲ ହଉ ଲଙ୍କା ଭାତ ଥରେ ଦିନ ଙ୍କୁ ଖାଇବାକୁ ଦିଅ ଯାଉ 😡😡

  • @sabitaprusty8035
    @sabitaprusty8035 27 นาทีที่ผ่านมา

    ଏ ଭଳି ଲୋକ ବା ମହିଳା ମାନଙ୍କ ପାଇଁବିଚାରପତି ମାନେ ସତର୍କ ହେବା ଦରକାର। ଧର୍ମ ଦଣ୍ଡ ରେ ଗୀତା ଭାଗବତ ଛୁଇଁ ସତ୍ ନ୍ୟାୟ ଦିଅନ୍ତୁ। ଜର୍ଜ, କି ଓକିଲ ଲୋଭର ବଷିଭୁତ ହୋଇ ଅନ୍ୟାୟ କୁ ପ୍ରଶୟ ଦ ଅଂତୁନି।ଧର୍ମ ସହିବ ନାହିଁ। ସମାଜ କୁ କଳୁଷିତ ରୁ ରକ୍ଷା କରନ୍ତୁ। ଜୟ ଜଗନ୍ନାଥ।

  • @arabindabehura4181
    @arabindabehura4181 ชั่วโมงที่ผ่านมา

    Fasi diyajau .Example creat heba.

  • @MAHESH.B-zu5vk
    @MAHESH.B-zu5vk ชั่วโมงที่ผ่านมา

    vinash kale viprit buddhi

  • @MAHESH.B-zu5vk
    @MAHESH.B-zu5vk ชั่วโมงที่ผ่านมา

    vinash kale viprit buddhi

  • @MAHESH.B-zu5vk
    @MAHESH.B-zu5vk ชั่วโมงที่ผ่านมา

    vinash kale viprit buddhi