ସୁଟିଂ ସେଟ୍ ପରି ଗାଁ ଟିଏ | Odisha Mayurbhanj
ฝัง
- เผยแพร่เมื่อ 9 ก.พ. 2025
- ସୁଟିଂ ସେଟ୍ ପରି ଗାଁ ଟିଏ | Odisha Mayurbhanj
#Bobeijoda
#bisoi
#mayurbhanj
#viralvlogs
#odishatourism
#balasore
#jaleswar
#traibal
#santalivideo
#santali
#odisha
#villagelife
Bobeijoda is a small Village/hamlet in Bisoi Tehsil in Mayurbhanj District of Odisha State, India. It is located 58 KM towards west from District head quarters Baripada. 4 KM from Bisoi. 249 KM from State capital Bhubaneswar.
Rairangpur is nearest town to bobeijoda village for all major economic activities, which is approximately 43km away.
Facebook - / bulilatoka
Instagram - / reels
ଆମ ମୟୁରଭଞ୍ଜ କେଡେ ସୁନ୍ଦର୍। ମୟୂରଭଞ୍ଜ ଜିଲ୍ଲାର ଲୋକ ଗରିବ ହେଇ ପାରନ୍ତି। ହେଲେ ପରିସ୍କାର ଓ ପରିଛନ୍ନ ❤️❤️❤️❤️❤️ସେ ମୟୂରଭଞ୍ଜିଆ।
ହେ ଭଗବାନ ଏମିତି ଗୋଟେ ଗାଁ କୁ ଦେଖିକି ପେଟ ପୁରି ଗଲା❤❤❤
ଅନ୍ୟ ଗାଁ ଗୁଡାକ ଏଇ ସ୍ୱର୍ଗତୁଲ୍ୟ ଗାଁ ଠାରୁ ଅନେକ କିଛି ଶିଖିବାକୁ ମୋର ବିଶେଷ ଅନୁରୋଧ ,ସତରେ ଗାଁକୁ ଦେଖି ବହୁତ ଖୁସି ଲାଗିଲା 👍
😊
Very nice
Yes everyone needs to learn except me.
So nice brother❤❤🎉🎉
❤❤❤
ମିଡିୟା ମାଧ୍ୟମରେ ସାନ୍ତାଳୀ ମାନଙ୍କ ସଂସ୍କୃତି ଆଉ ସ୍ଵଛତାକୁ ଲୋକ ଲୋଚନକୁ ଆଣି ଥିବାରୁ ଆପଣକୁ ଅଶେଷ ଅଶେଷ ଧନ୍ୟବାଦ 🎉🎉🎉ଲାଗୁଛି ସ୍ୱୟଂ ବିଶ୍ୱକର୍ମା ଆସି ରୂପରେଖ ମାରାଂବୁରୁ (ଭଗବାନଙ୍କୁ) ସୁସ୍ୱାଗତ ପାଇଁ ସଜାଇଛନ୍ତି l ଧନ୍ୟ ସେଇ ଗ୍ରାମର ମା ଭଉଣୀ ମାନଙ୍କୁ l
Welcome sir
Thanx
ଆପଣ ମାନଙ୍କ ପ୍ରଚେଷ୍ଟା ପାଇଁ ସୁନ୍ଦର ଗାଁ ହୋଇପାରିଛି।ବହୁତ ଧନ୍ୟବାଦ।
ଭାଇ ଏଇ ଗୁଡାକ ମିଡ଼ିଆ କୁ ଦେଖା ଯିବ ନାହିଁ 👍ମିଡ଼ିଆ କୁ କେବଳ ଲିସା 👍ସାହୁ ଭାଉଜ ରାଣୀ 👍ଏଇ ଝାବେଡି ଗୁଡାକ କୁ ଦେଖା ଯିବ ମିଡ଼ିଆ କୁ 👍
ଏ ଗାଁ ର ମାଂ ଆଉ ମାଉସି ମାନଙ୍କୁ ମୋର 🙏ଆଉ ଭାଇ ମାନଙ୍କୁ ଧନ୍ୟବାଦ
ସତରେ ଭାଇ।। କଉ ସ୍ବର୍ଗ ଠୁ ବି କମ ନୁହେଁ ଏ ଗାଁ ।। ବଡ଼ ବଡ଼ ଅଟ୍ଟାଳିକା ବି ଏହା ଆଗରେ ଫିକା ପଡି ଯିବ।।। ସବୁ ମିଳି ମିଶି , ଏକତା ରହିଲେ ଏମିତି ହିଁ ହୋଇ ଥାଏ।।❤❤❤❤।।
ଏତେ ସୁନ୍ଦର ଗାଁ ଅଛି ଆମ ଓଡ଼ିଶା ରେ😮❤❤ଅତି ସୁନ୍ଦର ପ୍ରକୁତ ସ୍ଵଛ ଭାରତ ଆଉ କିଛି ଲୋକ ଏତେ ଅପରି ସ୍କାର ନ କହିବା ଭଲ
That is Mayurbhanj ❤
Very nice village
❤
ବହୁତ ସୁନ୍ଦର ଗାଁ ଏହାର ମନୋରମ ଦୃଶ୍ୟ ଅତ୍ୟନ୍ତ ସୁନ୍ଦର,
ହେ ପ୍ରଭୂ କି ସୁନ୍ଦର ରେ ଗଢ଼ି ଛନ୍ତି ସେ ଗାଁକୁ କି ସୁନ୍ଦର ବହୁତ୍, ବହୁତ୍ ସୁନ୍ଦର
ସେଇ ଗାଁ ର କି କି ସୁନ୍ଦର ତାଙ୍କୁ କୋଟି ଜୁହାର 🙏❤ ସେଇ ଗାଁ କୁ କେତେ ସୁନ୍ଦର ଭାବେ ସଜେଇ ରଖିଛନ୍ତି ,veri veri 👍🙏🌹❤️
Santali village❤ hinn Emiti Heiparibo💯💯
Bhai ଏମିତି ଗାଁ ରେ ମୁଁ ଭଡ଼ା ଦେଇ ରହିବାକୁ ଚାହେଁ full netural vala nida tike haba ପଖାଳ ସହ
ଶଳା ଆମ ଗାଁ ରେ ଚିପ୍ପସ, ମେଣ୍ଟାଲ, ଗାଈ ଗୋରୁ, ଅଳିଆ ଆବର୍ଜନା ରେ ଭରପୁର, ଏ ଗାଁ ରୁ ବହୁତ କିଛି ଶିଖିବାକୁ ଲାଗିଲା
ଅନେକ ଅନେକ ଶୁଭେଚ୍ଛା ଓ ଧନ୍ଯବାଦ । ଆଜିର ଭିଡିଓ ଟି ଖୁବ୍ ଭଲ ଲାଗିଲା । ଏତେ ସୁନ୍ଦର ଗାଁ ମନମୁଗ୍ଧକର ସରଗ ରାଜ୍ୟ ।
ଧନ୍ୟବାଦ୍ ଭାଇ
Ete sundar gaon ama Odisha rre achhanti dekho bahut khushi lagila❤❤❤
Very beautiful village of 👍👍👍 orissa
ଅତି ସୁନ୍ଦର ଗାଁ ଟିଏ
ସମରେନ୍ଦ୍ର ତମର ଏଇ ଅଧ୍ୟାୟ ଟି ବହୁତ ଶିକ୍ଷଣୀୟ, ଆମ ସମସ୍ତଙ୍କୁ ବହୁତ କିଛି ଦେଖିବାକୁ ଓ ଶିଖିବାକୁ ମିଳିଲା। ଏତେ ସୁନ୍ଦର ଗାଁ ଆମ ଓଡିଶା ରେ ଅଛି. ବହୁତ ଧନ୍ୟବାଦ
ଭାଇ ଆପଣଙ୍କୁ ଅନେକ ଧନ୍ୟବାଦ୍
ଭିଡିଓ ଟି ଦେଖିଥିବା ରୁ
Swachha Bharat abhiyan re ahi village ku award dele ame khusi hebu....
ଗ୍ରାମବାସୀ ଭାଇ ଭଉଣୀ ଙ୍କୁ ସଫା ସୁତୁରା ପାଇଁ ଧନ୍ୟବାଦ୍
Bahut sundar a gaonra swachata aau kalakruti atiyanta manahara bahut kitchi sikhibaku miluchi🫶🥰👌💐👏🙏🫡💯✅
କେତେ ସୁନ୍ଦର୍ ଗାଁ ଟିଏ ଏବଂ ପ୍ରାକୃତିକ ସୋନ୍ଦଯ୍ୟ ରେ ଭରି ରହିଥିବା ଗାଁ ଟିଏ ପ୍ରକୃତି ସେଠାରେ ରହିଛି|
ଭୁବନେଶ୍ବର ରେ ସମସ୍ତେ ଏମିତି ଘର କରିବା କଥା, Natural ଥଣ୍ଡା ' କମ ଖର୍ଚ୍ଚ, eco-friendly 💚💚💚🎊🎉🎊🎊🎊
ଭାଇ ଅତି ସୁନ୍ଦର ଗାଁ 🎉❤❤❤
ସତରେ ଆଦର୍ଶ ଗାଆଁଟିଏ | ସରକାର ଏ ଗାଆଁଟିକୁ ପୁରସ୍କୃତ କରିବା ଦରକାର ଓ ଅନ୍ୟମାନେ ଏ ଗାଆଁ ବିଷୟରେ ଜାଣିବା ଦରକାର |
ଆମ ଓଡିଶା ରେ ଏମିତି ଘର ଅଛି ମୋ ଆଖିକୁ ବିଶ୍ୱାସ ହଉନି ❤❤❤❤❤
Only in MAYURBHANJ
ବହୁତ୍ ସୁନ୍ଦର୍ ଗାଁ ଜୟ ଜଗନ୍ନାଥ
Ati sundar goa tie..mate bi e goa ku jibaku bahut ichha heuchhi..👌👌👌👍
ସତରେ ବହୁତ ସୁନ୍ଦର ଗାଁ ଟିଏ ଆମ ଗାଁ ଏମିତି ହେଇ ଥାନ୍ତା କି 🥰
Mayurbhaj ati sundar dist. Thank u bhai.
Really so neat and clean, beautiful village... thanks a lot those villagers..
ବହୁତ୍ ଖୁସି ଲାଗିଲା ଗାଁ ଟିକୁ ଦେଖୀକି ❤❤❤❤❤❤❤❤❤❤❤❤❤❤❤
ବହୁତ ଭଲ ହେଇଚି, ଦେଖେଇ ଥିବାରୁ ଧନ୍ୟବାଦ
Very beautiful village so nice ❤️😊👍
ବୋହୁତ ସୁନ୍ଦର ହୃଦୟକୁ ଛୁଇଁ ଗଲା ❤
So beautiful
ଭିଡ଼ିଓ ଦେଖି ବହୁତ ସୁନ୍ଦର ଲାଗିଲା, ବହୁତ ସୁନ୍ଦର ଗାଁ l
Mayurbhanj district Bisoi Block Babeijoda village❤ yeto trailer Shiva Ratrire aasontu picture Dekhiba pain....aasiba pain Anuradha Rahila.. Thare Aasile Jibaku echha Heboni.. Bohut sara culture Events huye.. Nihati aasibo bhai
Very very nice
Satare gaan ta bahut sundar achi
Ganra sundarta dekhi bahut bhala lagula🙏❤️🎉
ଆମେ ମୟୁରଭଞ୍ଜିଆ, ଆମ ଆଦିବାସୀ ସଂସ୍କୁୃତି ଭାରି ବଢିଆ। 👏🌹🌹💐💐
ସତରେ ଏମିତି ଗାଁ ଆମ ମଦ୍ୟ ଅଛି ଆମ ଓଡିଶା ରେ ଦେଖି କି ବେସି ଖୁସୀ ଲାଗିଲା ❤️❤️❤️❤️
ଏସବୁ ଦେଖିଲା ପରେ ମୁ ଭାବୁଛି ସମସ୍ତେ ଯଦି ଏମାନଙ୍କ ଭଳି ଭାବନ୍ତେ ତା'ହେଲେ ମୋ ଓଡ଼ିଶା ସୁନାର ଓଡ଼ିଶା ରେ ପରିଣତ ହେଇଯାଆନ୍ତା
ଏକ ଦମ୍ ଠିକ୍ କଥା ଭାଇ
ଭଲ ଅତିସୁନ୍ଦର ଗାଁ
ଅତି ସୁନ୍ଦର ପରିବେଶ 👌👌👌
ସୁନ୍ଦର vdo 👌👌👌👌👍🏻👍🏻👍🏻👍🏻
କାନ୍ଥ କହେ କାହାଣୀ ❤❤❤
Very very nice & beautiful village❤❤❤
Really bohut sundar gann
Sundar gaa mana lakhie gala very nice 👍🏻👍🏻👍🏻👍🏻👍🏻👍🏻👍🏻
I love Babojola ,well done bro and good job
Very nice Valueable Videos ❤️🌿 Love from Keonjhar 🇮🇳
Thanx
SANTALI ❤❤ VILLAGE ❤❤❤❤
ହୃଦୟ କୁ ଛୁଇଁ ଦେଉଛି ଏଇ ଗାଁ ଟି
ବହୁତ ସୁନ୍ଦର୍ ଗାଁ
ଆଦିବାସୀ ମେଳା ରେ ଜଣେ ବ୍ୟକ୍ତି ଟିପ୍ପଣୀ ଦେଇଥିଲା,,ଏଠାରେ ଯେମିତି ସୁନ୍ଦର କରି ଗଢ଼ିଛନ୍ତି ପ୍ରକୃତ ରେ ଆଦିବାସୀ ଘର ଏମିତି ସଫା ସୁତୁରା ନାହିଁ ବୋଲି ଲେଖିଥିଲେ,,,ଭାଇ ଏ views ଦେଖ,,ଆଦିବାସୀ ଘର କେମିତି,,ଅଛି
Adivasi bohut pariskar ta vitaru kichi achonti jangli tanku Alia apariskar hi pasand
Adivasi if we say Kherwal Santals they are all clean regarding surroundings.
Khub vala laguchi ahi chitra rang semane nije baneitanti bahut bhala laguchi
❤
Aha ki sundar and sawchh paribesa. 🙏
Satare bahut hi sundar gaon.....bahut vala lagucha.... Wow.........❤❤❤❤❤❤
Bahut sundar gan Bhai
I love my Orissa
Bahut sundar heichi
ଅତି ସୁନ୍ଦର ❤❤❤❤❤❤❤
Ea heu6i amara santhali manankara traditional ❤
ଅତ୍ୟନ୍ତ ସୁନ୍ଦର ଗାଁ
ସ୍ବର୍ଗ ଭଳିଆ ଲାଗୁଛି
Bohut bohut bhala aau sundar lagila satare kahuchi mun
Ki sundor mandira❤
Taku mondir kuhontini - taha heuchhi gosane setthare gaon mukhia purbopurusho Puja panti❤❤🎉🎉
Kherwal -Santal term it as Gosane not temple.Because they practise Sarna religion and not Hinduism
@sudhirsoren3088 right 👍
Bhai sei eka katha amo bhasare gosane aau tanka bhasa re mandira, aau english re kahile temple 😅😅
@@tribalcommunityandculture357 duty mind 🤣😂
Every one must learn from this village people ❤
Ati sundar 🌹🌹
Odisha Mayurbhanj hai Bhai 👍
Odisha me sabse jada govt job wala district Mayurbhanj phla number me hai.
I selute you 🙏🙏🙏
Bahuta sundara ❤❤❤
Very beautiful ❤❤❤
Wow❤❤❤❤❤❤ kete sunder gaon 🥰🥰🥰🙏🏻🙏🏻
Many many thanks
Ati sundara gaaa🙏
Satare bahut sundar village ❤️
Oho, ଅତି sundar
Pura clean village wow super
ବହୁତ ବଢିଆ ଗାଁ !
So beautiful so allegiant just looking like a wow 🤩🤩
ମନଲାଖି ରହିଲାଭଳି ଗାଁଟି । କେଡେ ସୁନ୍ଦର ଗାଁଟି ।
Satare gaan ti bahut sundar achi ❤❤❤❤❤
Beautiful village....
Dil se salam ,dream village,
Proud to be santal ❤
Khub sundar Gaon❤❤
Bahut bholo lagila
❤👏👏👏 ଅତି ସୁନ୍ଦର
Adi adi shrahaw
Super Village ❤
Bahut sunder,sikhiba katha
Bahuta sundar Gaon
Very nice place , thank you brother
Villege of Buti ❤❤❤❤❤❤❤
Omg🙏 mindblwoing gaon❤️❤️🙏
Beautiful clean village ❤❤❤
Bahut bahut sunder.Bishesh subidha na Thai traibal area ,.loka Mane swachhata prati ete awareness . Bahut bhal lagila.Semanku many many Thanks
Ama gaan bi bahut sundar ❤
Oti sundor🎉🎉🎉🎉
Satare Bahuta sundar gaon ti❤❤❤❤
Very nice village in odisha
❤ odisha