ଅବହେଳିତ ହେଇ ପଡ଼ି ରହିଛେ ସମ୍ବଲପୁର ସହର ନେତା ଙ୍କର୍ ଦେଖା ନାଇ କେବେ ସମ୍ବଲପୁର ର ପରିବର୍ତ୍ତନ ହେବା...???
ฝัง
- เผยแพร่เมื่อ 26 ก.ย. 2024
- ଅଧିକା ଜାନବାର୍ ଲାଗି ଆଉ ଆମର ସାଙ୍ଗେ ଯୁଡ଼ି ହେବାର ଲାଗି ଅମକେ CONTACT କରି ପାରବେ
👇🏻👇🏻👇🏻
TWEETER ACCOUNT (X)
x.com/MorSamiy...
ଆମର FACEBOOK PAGE -www.facebook.c...
ଆମର INSTA PAGE - ...
ଆମର what'sup ନମ୍ବର
9777173935
Reporting ଏନ୍ତା କର କି ଲୋକ ଖୁଲମ ଖୁଲା ଅସୁବିଧା କେ ବତେଇ ପାର୍ବେ । ମୋର ସମୀଆଁ ନେ ସେ ପାୱାର ଟା ଅଛେ। ମୋର୍ ସମୀଆଁ ଜିନ୍ଦା ବାଦ୍ ..।
Bahut badhia news te kala.🙏
300 unit ta chadun 3 unit bijli debar dum ache ken
@@satyamsibamdash2780 ଛାଡ ହୋ ଭାଇ ହେ ସଲାର୍ କାମ୍ କେ
ଧର୍ମେନ୍ଦ୍ର ପ୍ରଧାନ ଭୋଟ୍ ବେଳେ ବଡ୍ ବଡ୍ ବାଏଗନ ବିକୁଥିଲେ, ଛାଡ ହୋ
ଦାଦା ଜୁହାର 🙏
କେସିଙ୍ଗା ବ୍ଲକ ଡୁମେରମୁଣ୍ଡା, ସୌରାପଦର୍ ଆଉ ପୋଡଖମ୍ବ ଅଞ୍ଚଳ ନେ ହାତୀ ଉପଦ୍ରବ ଦେଖ୍ ବାର୍ କେ ମିଲୁଛେ...ଗାଁ ପାଖ କେ ରାତି ପଳେଇ ଆସୁଛନ ହାତୀ... ଧାନ କ୍ଷେତ କେ ଆଉ ଧାନ ଫସଲ ଯେ ନଷ୍ଟ କରି ଦେଉଛନ...ଗାଁ ଲୋକର ଜୀବନ ବିପଦ ରେ ରହୁଛେ....ସନ୍ଧ୍ୟା 8 ରୁ ସକାଳ 7 ପତେ କରେଣ୍ଟ କଟ୍ କରି ଦେଉଛନ...ହାତୀ କେ ଘଉଡାଇବାର ଲାଗି ଜଙ୍ଗଲ ବିଭାଗ କେନ୍ସି ପଦକ୍ଷେପ ନେଇ ନେବାର...ଆମେ ଅଞ୍ଚଳବାସୀ ବହୁତ୍ ଅସୁବିଧାରେ ରହୁଛୁ....
ଦାଦା ଆପନ୍ ଟିକେ ଆସ୍ତେ ବେଳେ ଠିକ୍ ହେତା....ସୁଇ ପଡ଼ି ଥିବାର ସରକାରୀ ଲୋକ୍ ମନକୁ ଟିକେ ଉଠେଇ ଦେତେ🙏🙏🙏🙏
😂😂😂Fake sarkar aai😂😂😂
ମୋର ସମିଆଁ ଗୁଟେ ନିରପେକ୍ଷ News ଚେନାଲ କାହାର ସପୋର୍ଟ ରେ ନାଇଁ ଯାଏ ଯିଏ ଭୁଲ କର୍ ସି ତାହା କେ ନାଇଁ ଛାଡ଼େ ଧନ୍ୟବାଦ୍
Chada ho eta khus lagila da
ଖାଲି ସମ୍ବଲପୁର ସହର ନୁହେଁ ସେ ସାରା ଭାରତବର୍ଷ ରେ ଯେତେ ବି ମାହାନଗର ଅଛି ସମ୍ବଲପୁର ଭଲି ଅବସ୍ଥା ଅଛି like Mumbai, Delhi, , Kolkata, Chennai, Bengaluru
1979 Thanu mor gaon ra ebe tak road ni hebar mor Samiya asle road heba bali asa jay kosal❤
Ken Gaon aaau Ken district Ra Bhai tame
Dharmendra k fer b ta jitale samblapur loka thik heiche
ଛାଡ ହୋ ସମ୍ବଲପୁର ବହୁତ ପରିଷ୍କାର ରଖିଛି ଧରମା😂😂😂😂
ମୋର ସମିୟା ନିବେଶ ଦାଦା ଯାହା ବି କହେସନ୍ ସତ କଥା କହେଶନ ସତ୍ୟ ମେବ ଜୟତେ
ସମ୍ବଲପୁର ଜିଲ୍ଲାର ହିରାକୁଦ ନ ଫେରି ବିଜଲି ଉତ୍ପନ ହେଇକରି ସମ୍ବଲପୁର ର 🙏🙏🙏🚩🚩🚩ମାଁ ସମଲେଇ 🛕 ମନ୍ଦିର ରେ ଲାଇଟ୍ ସୋ ଲିଭେଇ ଦେଲେ ଵିଜଲି ବିଲ ବଡ଼ି ଜାଉଛେ କହେଲେ ଆଉ .....।। ଛିଛି ଏନତା ଭିକାରି ସରକାର କୁ !! 🔥🔥🔥ଇଟା ପୁର୍ବ ଓଡ଼ିଶା ଥିତା ତ ସବୁବେଳେ ଲାଇଟ୍ ରେ ଝଲସୁଥିତା ସମଲେଇ ମନ୍ଦିର ସନ୍ଧ୍ୟା ସମୟରେ, ବହୁତ ପାତର ଅନ୍ତର ଚଲିଆସୁଛେ😡😡😡🔥🔥🔥
Sarkar badleichha,ihade tame ni bhogba ta aru kie bhogba
Sea tata power ku chapal rea badao we demand electricity free demanding ama state ra hirakud paisa ama thu lutucha tata power na ra
Right bhai
ऑफ
@@malayaranjansahoo2294 ପୁର୍ବ ଓଡ଼ିଶାର ସାଇଟ ର ସରକାର ଆଏ ପଶ୍ଚିମ ଓଡ଼ିଶାର ସରକାର କେତେ ବର୍ଷ ଵସବାର ଦେଖଲନଭାଇ ହେତେକହ ।। 🚩🚩🚩କୋଶଲ ରାଜ୍ୟ 🚩🚩🚩 ନି ହେଵାରତକ ପୁର୍ବ ଓଡ଼ିଶାର ଚାଟୁକାରିରେ ଥିଵେ ଆମର ପଶ୍ଚିମ ଓଡ଼ିଶାର ନେତା ମାନେ ।।
ମୁଇଁ ୧୦୦% ସପଟ୍ କରିଥିଲି ହେଲେ ପକା ମାଗିହା ବଜେପି ସର୍ କାର୍ ଇଟା
Bjp chuhibu ho next vote re dekhba 😡😡😡😡
@@pabitrabaikar25 ବୁଢା ବଏସେ ନବିନ୍ କେବଗୁଟେ ଧୋକା ଦେଲା ଲେଖେନ୍ ହେଲା ଇଟା
@@KalkiAvatar-z2e dogla BJP ae ho
ଇ ପାଣି ନାଲି ଟା 24 ବର୍ଷ ଆଗରୁ ଥିଲା କି
Bjp ସରକାର ଆସିଲା ପରେ ପାଣି ନାଲି ଟା ଖୋଲା ହୋଇଛେ କି
@@amarbag5933 j ehade safa hei parva kini ho da
I love mor samiya ❤❤❤❤❤❤❤❤❤
ଆଜ୍ଞା ସମ୍ବଲପୁରୀଆ ମାନଙ୍କର ମନ ଭିତର ର କଥା ଏତ୍ କି ବଢ଼ିଆ ହିସାବରେ ଚର୍ଚ୍ଚା କରୁଛନ୍ ଯେ ତୁମକୁ ଶହେ ଜୁହାର ।
ସମ୍ବଲପୁର ସହରକୁ SMART CITY କରନ୍ତୁ।
Lok Sambalpur k jete develop bhabsan hete nai hei tel ajitak.
Western Odisha ra main city heikina v Abahelit achhe.
ଛାଡ଼ ହୋ 😂😂😂
ସରକାର ଗୁହୁ ଖିଆ ଟା
Mahalia yojana jen rajya re hesi senar lok mane ନିସ୍ତିଆ ହେସନ୍ hethir lagi odisha aji bahut pache ache au wester Odisha ta nai kahile bhal heba e na neta bad bad katha baki kam 0
Ta BJP thakiche bhot lagi.... Murdar sarkar... Au tame suppoter
Vote Dela ଧରମା କୁ ଠିକ୍ ଠିକ୍ ଏବେ ଭୋଗା
Tq so much Mor samiya ...Tq dada 🙏🙏🙏
ମନୋଜ ମିଶ୍ର କେନ ସୁଈ ପଡ଼ିଛନ୍ କେଁ ruksano ଦିଦି ଲାଗି ପଦେ ବି କଥା ନାଇ କହେ ବାର୍ ଜେ ଖାଲି ବାଳ ବିକାଶ କରୁଛନ ଫେ ର୍ ପରେ ପଶ୍ଚିମ ଓଡ଼ିଶା କେ ବହୁତ୍ ଭଲ ପାଇସନ୍ ଛି ଛି ତମ ଭାସନ୍ ଖାଲି ଭୋଟ ମାଗ ଲା ବେଳେ ଟେକି ଦେବେ😢😢
Dada tume number 1 chenal odisha ne ho
Suvadra joyana mor hisabe odisha re total 5 lakh likar khata re padi thiba aru 20 lakh khata k nei asbar
Mi6 kahebar re bjp sarkar k kihe nei paran
Ita muin chahun thili dada Dhanyawad 🎉🙏🏻 Aamar sambalpur pura dustbin ae kahebar ke kharab laguchhe But kahele jaiki
ମୋର ସମିୟା news nobar 1
Mor samiya bagir ripoter 100 baras pare jek gute adhe odisha thi janam hebe jay koshal
Mor samiya sir balangir ra sagar pada ra drain system tike dekhaun kete kharab a6e 😊😊😊😊
ଦାଦା ଟିଉସନ ଫିସ କେତେନେବେ
1number coverage 👍
Thank you mor samiya,no bjp no bjd no congress,,,real 4th pillar of democracy
Khus lagila da e news dekhi kina
25ବରଷ ର bjd ଶାସନ ଥି କେତାଂ କିଛି ନେଇ ହେଳା ହୋ ଆଉ 3 ମାସେ ସରଗ କେ ନେଇ ଜିବେ କାଏଁ bjpପାଟି
ତମେ ଏକଲା ହିଁ କାଫି ଅ ଦାଦା Good news news dekhle ଧର୍ମେନ୍ଦ୍ର ପ୍ରଧାନ ବିର୍ଝି ଯାଉ ଥିବେ next Election re Govt must sure Change karma
BJP, mohan, sarkar pura Magiha sarkar, 3 months selery pae sarile jojana kichhi nahi 💯💯👍
Mui comment karithili sambalpur ra new banaunt bali au Mor comment k accept kale sethir lagi bahut bahut dhanyabad sir🙏🏻
ଗେ ପଟେ ର entry ଭଲ ଲାଗଲା 1.36
Sambalpur te bhal stadium te b nai na, Airport v hebar katha SBP re ni na,Road ta bilkul Bhal nai na.Trafic vid bahut hesi.
ବହୁତ ବହୁତ ଧନ୍ୟବାଦ ଆଜ୍ଞା 🎉
DAADA ENTA SAHAR NAI DEKH LAR HO 🙏🏻🙏🏻🙏🏻🙏🏻🙏🏻🙏🏻
Odisha raa mor samiya only gute hi news channel jie ki knsi party ra chatukarita nei krbr❤️
bjp first and last time in odisha😊
Dada great work
Bhai, bahut badhia tamar reporting ke tv reporter bale dekhu thile nijku hinista lagu thiba.
Bhabuthilu BJP sarkar aasla pare kichhi changes aasba, lekin jen ta sarkar aasla laguchhe kichhi kam ra nuhe, next bhuli jaa BJP aasba boli
👍👍👏
🙏👍
Sabu neta khau chon poesa
Ek no good reporting
Very good M .S
Thanks
25 ବର୍ଷର ଶାସନରେ ହେସବୁ ଜିନିଷ ଭଲ ଥିଲା କାଏ.?
ହଁ ଭାଇ ଠିକ୍ କହୁଛ,,,, ଦୀର୍ଘ 25 ବର୍ଷ ଏନ୍ତା ଥିଲା ବେଲେ ଆଗକେ ବି 25 ବର୍ଷ ଏନ୍ତା ହେବା କହୁଛ ଇଟା ତୁମର ମତାମତ ଆଏ ତ
ବଲାଙ୍ଗୀର ତ ସୁନ୍ଦର 🌳ହେଇଛେ 😅😅Award ପାଇମୁ ବଲାଙ୍ଗୀର ବାଲେ ଆମେ 😡😡😡😔😔😔
Right😂
ସମ୍ବଲପୁର ରେ ବସ୍ ଷ୍ଟାଣ୍ଡ କାହିଁ,ପରିସ୍ରା ଗାର ଟେ ନାହିଁ ମୁଁ ଏକ ଯାତ୍ରୀ ହିସାବରେ ସମ୍ବଲପୁର ଯାଇଥିଲି ଦେଖିଲି ଘୋର ଅବ୍ୟବସ୍ଥା
ମୋର୍ ସମିୟା ଜିନ୍ଦାବାଦ
ଜୟ ମା ସମଲେଶ୍ଵରୀ, ଇଟା ଖାଲି SBP ନୁହେଁ,all India ର ଅବସ୍ଥା ଏମିତି,bolangir ତ ଆଉ କୁହା, ସେ ଯାହା ହେଉ reporting ଭଲ,hospital ପଛାଡ କେ ଯ full video ଦେଖବ୍, ହେଲେ SBP ର ସ୍ୱାଭିମାନ ନାଇଁନ,ସବୁ Cong ର ସୃଷ୍ଟି, ଜୟ ଜଗନ୍ନାଥ।
Eta sabu sath ae
Sat kahela daa
ସମ୍ବଲପୁର ଲୋକ କୁ ଭଲ ହେଲା. ସବୁ ଫ୍ରି ଦରକାର 😂 .500 unit ଦେବା ଫ୍ର କାମ ଚାଲିଛେ 2029 ରେ ହୋଇଯିବ ଲାଗୁଛେ ତ. 😂
Bjp ଖାଲି jumla କାର୍ଷୀ କେଭେ ନାହିଁ diyae
ଭାଇ 100ଦ୍ଦିନ ଭିତରେ ମଇଳା ହୋଇ ଗଲା କି,,,,,??
Bjp daochhe hele dada 25 Barsha ke tume 100 din sage julaochha je he ta katha ae kae ka ha nabu ra panu ao nabin ta 25 barash kai chhan
ହଁ ଭାଇ BJD ଯେନ୍ କାମ 25 ବର୍ଷ ତକ କରିଛେ ସେ କାମ BJP ଭି କରୁ ବୋଲି ଚାହୁଁଛ କେଁ
ମୋର ସମୀୟା ନୁହେଁ ବିଜେପି ବିରୋଧୀ against aaye e channel... ବିଜେଡି govt thila ବେଳେ ତାର against re thila😄😊
"ଛାଡ଼ ହୋ ନବୀନ ଦେବ ଫ୍ରୀ " ଏଟା ମନେ ରହେବ next election ତକ
ମହାନଗର ନିଗମ ଇଲେକ୍ସନ ବହୁତ ଜଲଦି ହେବା... ତେଭେ e ସବୁ solve ହେବା... ଜୟ ଦା ବହୁତ କରୁଛନ aau ଧର୍ମେନ୍ଦ୍ର ପ୍ରଧାନ ବି ❤️ ବିଜେଡି ସରକାର ଜାଣି ଶୁଣି କି ସମ୍ବଲପୁର ସହର ର ଉନ୍ନତି ବନ୍ଦ କରିଥିଲେ.. କାଇଁକି ବେଳେ ବିରୋଧୀ ଦଳ ନେତା enu ଥିଲେ
Jaya Narayan mishra kahi ଗଲେ, ନାଇ ଦିସବାର ଯେ 😂😂
ଇ ଲୋକ ମାନଂକୁ ଠିକ୍ ହେଇଛେ। ସରକାର ଭୋଟ ଦେଲେ ଆଉ ନାଇଁ ଚିହ୍ନେ। ହେନ୍ତାଥି ଲୁଭେ କାଣା କରି ବିଜେପି କେ ବିଧାୟକ ଆଉ ସାଂସଦ ଭାବେ ଭୋଟ ଦେଲ? ଆଗ ଧର୍ମେନ୍ଦ୍ର ପ୍ରଧାନ, ମୋଦୀ ଆଉ ଜୟନାରାୟଣ ମିଶ୍ର ତ ଥିଲେ, କିଛି କାମ୍ୟ ନାଇଁ କରି। ଫେର୍ କାଣା କରି ଭୋଟ ଦେଲ ?
25 ବର୍ଷେ କିଛି ନେକରି 100 ଦିନେ କଣା କରବା ସାରା ଓଡିଶାନୁ
ପାଞ୍ଚ ବର୍ଷେ ଫେର୍ ବିଜେପି ଏନ୍ତା ଗୁଟେ କଥା କହେବା ଯେ ସଭେ ଫେର୍ ବିଜେପି କେ ଭୋଟ ଦେବ। ଯେନ୍ତା ସେମାନେ ଆସି କହେଵେ ବିଜେଡି କେ ତ ୨୪ ବର୍ଷ ଭୋଟ ଦେଲ ଏଛେନ୍ ଆଉ ଥରେ ଆମକୁ ଦିଅ,ଆମେ ସବୁ ଦେମୁ। ତାହେରୁ ଫୁସ୍। ଆଉ ମୁଲୁ ଫେର୍ ପାଞ୍ଚ ବର୍ଷ ଦେଖା ନାଇଁ ଦିଅନ୍।ଇଟା ମନେରଖ ଭାଇ।
ଦାଦା ବଲାଙ୍ଗୀର ଜିଲ୍ଲାରେ ହଜାରେ ମୁଦ୍ଦା ପଡିଛେ କେନ୍ ଦୁଇଟା ସ୍ଲାପ୍ ଉପଡି ଯାଇଛେ ଯେ ସମ୍ବଲପୁର କାଣା ଦେଖାଉଛ.. ଆଜି ହେନ୍ତା ଅଛେ କାଲି ଶହ ଶହ କୋଟି ସାଙ୍ଗେ ବିକାଶ ହେବା ଆମର୍ ସମ୍ବଲପୁର... ସମ୍ବଲପୁର ବଡଖା ସହର୍ ଆଏ ଯେ... ଆମର୍ ବଲାଙ୍ଗୀର ଜିଲ୍ଲା କେ ଦେଖ ଦୁନିଆ କାହିଁ ନୁ କାହିଁ ପହଚି ଗଲାନ, ହେଲେ ଆଜି ବି ଭୁଖେ ଦାଦନ୍ ଖଟି ଯାଉଛନ୍ ଲୋକ୍... ଜିଲ୍ଲାରେ ଅଭିଜ୍ଞ ଡାକ୍ତର ନାଇନ କିଛି ନାଇନ... କିଛି ବି ନାଇଁ
Hirakud dame ni thile shambalpurar loke bhuke Marta
Oo bele khali balangir re simit hei raheba k mor samiya .. mor samiya sabu ade pahanchiba eta sabu janata nkar asa aye god ghicha kam nai kara paruchha bele support kara
Sath ta kahuchhe agya mor samiya ❤
Ne bo sambalpur ra katha k kahi ni paare kn kete murukh au,,, khali balangir ra katha kaheba kn tor hisab re
ସମ୍ବଳ ପୁର୍ ସ୍ୱଚ୍ଛ ସହର ହିସାବରେ ବେଷ୍ଟ ଅବଡ ପାଇବାର କଥା କାହିଁକି ଓଡିଶା ର ଜିଲ୍ଲା ମଧ୍ୟ ରୁ ସମ୍ବଲପୁର ହି ପୁହୁର l ସହର ମୋର ସମୀୟ l ଏ ଭଳି ଖବର ପ୍ରସାରଣ କରିଥିବା ରୁ ଧନ୍ୟବାଦ୍ ଜୟାନରନ୍ ବାବୁ ଟିକେ ଦେଖ ହୋ ଧରବେନ୍ ବାବୁ ସଙ୍ଗେ ଯୁମୂଳl ପାର୍ଟି
It is BJP credit. Ita Sambalpur ra Asmita. Thanks reporter.
ଧର୍ମେନ୍ଦ୍ର ପ୍ରଧାନ ତମ ସାବତ ପୁଅ ହୋ
Thank you dada bahut bahut dhanyabad thik କହିଛ ତୁମ କଥା ରେ ମୁଁ ଏକ ମତ
ମୋର ସମିଆ ଗୁଟେ ନିରପେକ୍ଷ ଚେଁନେଲ ସେଥିର ଲାଗି 🙏🙏🎉
Make some. Interview of MLA n MP of sambalpur. And see what there intensions. Thanx for reporting from here.
ଦାଦା ଟିକେ ଅଇଁଠାପାଲି ତଲିଛକ୍ ରେ ଭି ନଜର୍ ପକ ଟିକେ ବର୍ଷା ହେଲେ କି ରାସ୍ତା ରୁ ଗୁଢି ଗୁଢା ନୁ ବାହାରି ପଡୁଛେ କେତେ ନିମ୍ନ ମାନର କାମ ହେଉଛେ..
ଶେତା ଫେର୍ ସମ୍ବଲପୁର ର ମେନ୍ ରାସ୍ତା
ଭୁଟ୍ ମେସିନ୍ ର ଭୁଲ୍ ଲାଗି ଯିତିଚେ ସବୁ ବୁଥ୍ ମାନ୍ କୁ ଚେକ୍ କରାଯାଉ...ନି ହେଲେ ଆର୍ଥରେ ଭୁଟ୍ ହେଉ
ମୋର ଆଶା ଅଛେ BJP ବହୁତ କାମ କରିବା 3ମାସ ଯାଇଛେ ଆଉ 4ବର୍ଷ 9ଅଛି bjd ରୁ ବି ଅଧିକ କାମ କରିବ
Sir please report the mass problems likely the drainage,roads etc.not the freebees
ଇ ସହେ ଦିନ ରେ ଏନନ୍ତା ହେଇଗଲା ବୋ କି ଆଗୋରୁ ହ ଇଥିଲା
100 ଦିନ୍ ରେ ସରକାର୍ ବୁଲି ବୁଲି ତମକେ ଭଲ କରି ଆସବା । ନାଇ। ତୁମେ local ଲୋକ୍ ଆରୂ ହେନର୍ BDO, Collector ନାଇନ ଭାଲ୍। ତୁମେ complaint କେତେ ଥର୍ କରିଛ, କିହେ ନାଇ ଖାଲି ସରକାର୍ ଆସବା ନାଲି ସାଫ୍ କର୍ବା । ଜୁହାର
ବିଜେଡ଼ି ଠାନୁ ବିଜେପି ଶହ ଗୁ ନ ମାରତ୍ମକ
ଠିକ ହଇଛେ ସମଲପୁରିଆଙ୍କୁ।
ବହୁତ ବଢିଆ ପ୍ରୟାସ ଦାଦା
ଭଗବାନ ସାହା ତମକୁ
I hope Western Odisha ra Best Channel heba
ଶଳା ବିଜେପି କୁ ଦେଲେ ଲୋକ ମରାଇବେ ନାହିଁ ତ କଣ କରିବେ
100% ଭଲ କହୁଛ ଦାଦା From Sambalpur
Dharmendra Pradhan ta modi photo post karbar ru time paile ta sambalpur bulba
Bjd karuthila...Nua O disha, Bjp karuche..Bikash mela....
9:14 ବଢିଆ କହିଲ ଯେ. କୀଏ ଶୁଣିବାକୁ ଅଛିକି
Mue Mor samiya dekhu6e Val reporting karu6 , News bala kve v political ni hau , mor gute anurod Bhai kve v politics biki nae heba ... Jay Hind
Baba electric scooty chalabu ??? Kahar bhasan aye ???
Apan ruksana bele muhnu thi tala, mahanadi rever front bele bi tala , ehade khali natanki apan bi
ମୋର ସମିୟା ଦାଦା 1k
number
Sabu neta Mane maagiha mudi b maagiha kaha k kahebakhali takr kaniny manku dekhebe rod rasta padithau
bjp he to munkin he 😂😂😂😂😂😂