Bharat Ka Amrit Kalash I India's First Folk Singing Reality Show I Barnali Hota I Dekhalo Sangata
ฝัง
- เผยแพร่เมื่อ 26 ก.ย. 2024
- Bharat Ka Amrit Kalash I India's First Folk Singing Reality Show I Barnali Hota I Dekhalo Sangata@entertainmentduniyan
Singer : Barnali Hota
#barnalihota #bharatkaamritkalash
bharat ka amrit kalash,indias first,#reality #show!,barnali hota,| indias first folk singing reality show,singer barnali hota,viral singer barnali hota,barnali,#BarnaliHota,#dekhalosangata
ମୋ ଓଡ଼ିଶା କୁ ବିଶ୍ଵ ଦରବାରରେ ଗର୍ବିତ କରିଛ ତୁମେ ଵର୍ଣାଳୀ ତୁମ କୁ ଅଶେଷ ଧନ୍ୟବାଦ୍ ❤❤
ଓଡ଼ିଆ ଗୋଟେ ଜାତି ନୁହେଁ ନା ଗୋଟେ ଭାଷା ଏହା ଗୋଟିଏ ଆନ୍ଦୋଳନ ଆଜି ସାରା ବିଶ୍ବ ରେ ଓଡ଼ିଶା ତାର ପରିଚୟ ସୃଷ୍ଟି କରିପାରିଛି।
ଓଡ଼ିଆ ର ପରିଚୟ ମହାପ୍ରଭୁ ଜଗନ୍ନାଥ।
ଏବେ ସମସ୍ତଙ୍କ ମୁହଁରେ ଜୟ ଜଗନ୍ନାଥ ତାହା ହିଁ ପ୍ରମାଣ କରୁଛି ଓଡ଼ିଆ ତା ଭାଷା, ସାହିତ୍ୟ, ସଂସ୍କୃତି ଓ ଓଡ଼ିଆ ଅସ୍ମିତା ର ପରିଚୟ ବିଶ୍ବ ଦରବାରରେ ପହଞ୍ଚାଇ ସାରିଛି।
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
ଉଚ୍ଚ ହେବା ପାଇଁ ଯେବେ କର ଆଶା ଉଚ୍ଚ କର ଆଗ ନିଜ ମାତୃଭାଷା ଏହାର ପ୍ରକୃତ ଅର୍ଥ ଆପଣଙ୍କ ଠାରୁ ସିଖିଲୁ ପ୍ରିୟ ବଡ ଭଉଣୀ 🎉🎉
ଓଡ଼ିଶାର ଗର୍ବ । ମୋତେ ଭାବ ବିହ୍ୱଳ କରି ଦେଲା। ଅତି ଚମତ୍କାର।
ଭାବ ବିହ୍ୱଳ ହେବା ସ୍ଵାଭାବିକ
ଆଜି ର ଦିନ ତଥା ବର୍ତ୍ତମାନ ପରିସ୍ଥିତି ରେ ଏହି ଗୀତ ଟି ଓଡ଼ିଆ ମାନଙ୍କ ପାଇଁ ଅତ୍ୟନ୍ତ ଜରୁରି ଅଟେ। ଅତି ସୁନ୍ଦର ଭାବେ ପରିବେଷଣ ବହୁତ ବହୁତ ଧନ୍ୟବାଦ।
ଏବେ ଏହି ଗୀତ ଶୁଣିଲେ ରୋମ ଟାଙ୍କୁରୀ ଉଠୁଛି.. ସତରେ ସେହି ମହା ନାୟକକୁ ମଥାନତ ପ୍ରଣାମ.... ବର୍ଣାଳୀ ଭଉଣୀ ଆପଣଙ୍କୁ ବି ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ.. ଓଡ଼ିଆ ଗୀତକୁ ସାରା ଭାରତରେ ପ୍ରଚାରିତ କରୁଥିବାରୁ...
ବର୍ଣ୍ଣାଳୀ, ଅଭିଲିପ୍ସା ଓ ଅନନ୍ଯା ଆଜିିର ଦିନରେ ସର୍ବଭାରତୀୟ ସ୍ତରର super star singers.
ମୁଁ ଓଡିଆ ବୋଲି ଗର୍ବିତ . . .
ଏହିଭଳି ସୁନ୍ଦର କବିତାକୁ ଆଧୁନିକତାର ଛୁଙ୍କ ଦେଇ ଉପସ୍ଥାପନା କରିଥିବାରୁ ଆମ ଓଡିଆ ଭଉଣୀକୁ ହୃଦୟରୁ ଅଭିନନ୍ଦନ..
ଶବ୍ଦ ରେ ନୁହେଁ, ପ୍ରଣାମ ଏବଂ ଆଶୀର୍ବାଦ ରେ ସ୍ବାଗତ କରିବା। ଜୟ ଜଗନ୍ନାଥ 🙏
ଜୟ ଜଗନ୍ନାଥ 🙏🙏🙏ପ୍ରଭୁଙ୍କ କୂପା ତୁମ ଉପରେ ଅଛି, ଓଡିଶା ଗର୍ବ କରୁଛି ତୁମରି ପାଇଁ
ଅନୁରାଧା ପୋଡୱାଲଙ୍କ ଶ୍ରୀଜଗନ୍ନାଥ ଭଜନ କୁ ବର୍ଣ୍ଣାଳୀ ଖୁବ ସୁନ୍ଦର ଭାବେ ଅତ୍ୟନ୍ତ ଭାବ ଭକ୍ତିରେ ଗାଇ ସମସ୍ତଙ୍କୁ କନ୍ଦାଇ ଦେଲେ।
ଯେତେ ପ୍ରଶଂସା କଲେ ବି କମ ହେବ। ଆମର ଗର୍ବ ବର୍ଣାଳି❤👍👍👌
Bernali is one of best singer in our country
She also represents our Odisha
Our language
Proud of you barnali❤❤❤❤❤
ଅତି ଚମତ୍କାର ଗୀତ ରେ ବାଦ୍ୟ ହୋଇ ପାରିଲା ନାହିଁ, ନଚେତ ସଙ୍ଗୀତ ଭଲ ହୋଇ ଛି
ଏ ଗୀତ ଶୁଣିଲେ ଆହୁରି ଥରେ ଶୁଣିବାକୁ ମନ ହେଉଛି । ଲାଗୁଛି ମହାପ୍ରଭୁ ଜଗନ୍ନାଥ ପାଖରେ ଅଛନ୍ତି ।
Hindi platform re 1st time kie jadi odia Gita gaichi se heuchi Barnali Hota
Odisha ra garba au gouraba
Barnali tume gayana o gita samastanka akhire luha anidauchi .❤❤❤❤
ସମଗ୍ର ଓଡିଶା ବାସିଙ୍କ ତରଫରୁ All the best❤❤❤ Go forward 👍👍👍
ଅତି ସୁନ୍ଦର। ବର୍ଣାଳୀ ତୁମେ ଓଡିଶାର ଗର୍ବ। ପ୍ରକୃତରେ ତୁମେ କେବଳ ଅଭିନନ୍ଦନ ର ନୁହେଁ ପ୍ରଣାମ ର ଯୋଗ୍ୟା।
ଜୟ ଜଗନ୍ନାଥ। ଜୟ ଜଗନ୍ନାଥ। ଜୟ ଜଗନ୍ନାଥ।
ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି, ତୁମ ପରି ଅନେକ ବର୍ଣ୍ଣାଳୀ ଏହି ଓଡିଶା ମାଟିରେ ଜନ୍ମ ନିଅନ୍ତୁ ଓ ସାରା ବିଶ୍ଵରେ ଓଡିଶାର ସ୍ଥାନକୁ ମଜବୁତ୍ କରାନ୍ତୁ | ପ୍ରଭୁ ଜଗନ୍ନାଥ ତୁମକୁ କୋଟି ପରମାୟୁ ଦିଅନ୍ତୁ ।❤❤
ଅତି ସୁନ୍ଦର। ଭାବ ସମୁଦ୍ରରେ ବୁଡ଼େଇଦେଲ ଭଉଣୀ
❤❤❤❤ ହେ ଉତ୍କଳ ରତ୍ନ, ତୁମକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସଦା କଲ୍ୟାଣ କରନ୍ତୁ, ଜୟ ଜଗନ୍ନାଥ, ବନ୍ଦେ ଉତ୍କଳ ଜନନୀ...
ଜୟ ଜଗନ୍ନାଥ🙏🙏🙏🙏
ଆମ ଓଡ଼ିଶା ର ଗର୍ବ ସମସ୍ତ ଓଡ଼ିଶା ବସୀ ଙ୍କ ତରଫରୁ ହାର୍ଦ୍ଧିକ ଶୁଭକାମନା ଓ ଅଭିନନ୍ଦନ
ଧନ୍ୟବାଦ ତୁମକୁ , ଆମ ଓଡ଼ିଶା କୁ ବିଶ୍ଵ ଦରବାର ପରିଚିତ ଆଉ ଗର୍ବିତ କରିଥିବାରୁ ।
Thanks Barnali.Odisha ka garba hu tum.Aur is tarha perfomance karte ho
ଜୟ ଓଡ଼ିଆ..... ଜୟ ଓଡିଶା.... 🙏🏻🙏🏻
Heart touching ❤❤❤❤😭😭😭😭😭😭😭😭 I proud of my Odisha 😭😭😭😭😭😭😭
Superb Barnali ❤❤❤❤🎉🎉🎉🎉
Very very nice Lord Jaganath bless you & my blessing
ଆହ। ଆମ ଓଡ଼ିଆ କେଡେ ସୁନ୍ଦର 🎉🎉
ପ୍ରତିଟି ଓଡିଆର ମନରେ ଗର୍ବିତ ଅନୁଭବ।
odisha is the land of its radiant culture,heritage,bliss,talent,and speciality...so God himself choosed to be here in this kalyug.
And yes Barnali ...thanks a lot from the core of my heart .
You deserve more appreciation.
ଓଡ଼ିଶାର ଗର୍ବ ତୁମେ ।
ବର୍ଣାଳୀ.... ତୁମେ ଚମତ୍କାର ଭାବରେ ଗାଇ ଚମତ୍କୃତ କରିଦେଲ.. ଓଡିଶା କୁ ଗୋଟେ ସ୍ୱତନ୍ତ୍ର ସ୍ଥାନ ଦେଲ... ତୁମେ ଗୋଦାବରୀଶ ମହାପାତ୍ର ଙ୍କ ଗୀତ ମଧ୍ୟ ବହୁତ ଭଲ ଭାବରେ ଗାଇ ଥିଲ... ଜଗନ୍ନାଥ ତୁମକୁ ଆଗକୁ ନିଅନ୍ତୁ...
Khub sunder,chamtkar gayaki.
Beautiful presentation very nice best voice thanks 👍👍 from RUKMINI PRODUCTION Bijaya kumar Mishra Gitikar Puri Jai jagannath jai 🙏🕉️🙏
ବହୁତ ସୁନ୍ଦର 🙏🏻🙏🏻🙏🏻🙏🏻
❤❤❤ proud of you barnali
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ, ଜୟ ଜଗନ୍ନାଥ 🙏⭕‼️⭕। ତୁମ ଉପରେ କୃପା ଏହିପରି ରଖିଥାନ୍ତୁ ଓ ଆମ ଓଡ଼ିଶା ର ଓଡିଆ ଭାଷାକୁ ଆଗକୁ ବଢ଼ାଇବା ରେ ଚେଷ୍ଟା ରତ ଥାଅ ❤।।
ବହୁତ ବଢିଆ
Jay jagannath prabhu 🙏 I proud of odia ,God bless you beti and your family members 💐
My wishes is always with you...... Ete sunder Gita taa bahut badhiaa laagilaa. . dear..... .😊🎉
bahut badhia . Jay jagannath 🙏❤
She should be taken as brand ambassador of Jagannath culture ❤
Agreed.
We are proud to have Barnali. Keep going
Mo Akhi Vakti ,Prema ra Luha re Vara❤️
Jay Jagannath Swami 🙏 🚩
talented Barnali
Lovely barnali odissa pain ଗର୍ବ au gouraba ani dei thibaru dhanybad.
ମୋର ଗୋଟେ ଇଚ୍ଛା ବର୍ଣ୍ଣାଲି ହୋତା ଆପଣ ବହୁତ ଆଗକୁ ଯାଅ ଏବଂ ଆମ ଓଡିଆ ଗୀତ କୁ ଆହୁରି ଆଗକୁ ନେଇଯାଅ ଜୟ ଜଗନ୍ନାଥ 🙏🏻🙏🚩
Goosebumps ❤❤❤❤ you Barnali
ବର୍ଣାଳି, ମାଡ଼ି ଚାଲ।
Proud of You
Jai Jagannath Jai Jagannath 🙏
Mahaprabhu nka bhajana bahut bhala lagila
I proud of you iam odia from odisha
Heart touching performance. .You are a jewel.❤
Thanks sister ❤❤love you my odisha jay jaganntha??
ମହାପ୍ରଭୁ ଜଗନ୍ନାଥ ବଳିୟାର ବାହୁ ଙ୍କ ଆଶୀର୍ବାଦ ଏହିପରି ଲାଭ କରୁଥାଅ.
Proud as an Odia
Excellent singing
Jay jagannath All the best
Dibya patha ଦିବ୍ୟ ପଥ TH-cam channel ତରଫରୁ ।।ଜୟ ଜଗନ୍ନାଥ
Super baranali
Beutiful singer and the odisha ❤❤❤❤❤
ଓଡ଼ିଆ ଙ୍କୁ ତାଙ୍କ ଅତୀତ ସ୍ମରଣ ରଖିବ ଏହି ଗୀତ
Adbhut prastuti 💐💐💐
Speechless,🙏🙏🙏👍👍👍
She is too talented.
Our great odisha ❤
ବାରମ୍ବାର ଦେଖିବାକୁ ଇଛା ହେଉଛି।
I love Odisha❤❤❤❤❤
Pride of odisha 💐💐💐😍
Great❤❤
May Lord jagannath bless you❤
Jai jagannath 🙏🙏🙏🙏🙏🙏
ଓଃ କି ସୁନ୍ଦର୍ ❤
I have no words for this song ❤❤🙏🏻🙏🏻
Excellent
Thank you dear. You r great.
God bless you beta jit kara aoo
Dhany tuma pita,mata
Dhany tuma sanskara
jay jagannath ❤❤❤
Really heart touching
ତମେ ଅନନ୍ୟା
Jagannath bless you..
Jay shree jagannath
Awesome
❤❤
God bless you
Fantastic !!!
Jay shree Jagannath Krupa kare
Great🙏
Amazing 🎉 ❤
Jay Jagannath
You r Proud of my odisha
Bahut badhia barnali
Super ❤❤❤❤❤❤❤❤❤❤❤❤❤
Jai Jagdish hare ❤
Nice performance
ବହୁତ ସୁନ୍ଦର, ହୃଦୟସ୍ପର୍ଶୀ
Very nice 👍
Very Good prefermer thanks
ଜୟ ଜଗନ୍ନାଥ ❤❤❤❤
superb ❤