ขนาดวิดีโอ: 1280 X 720853 X 480640 X 360
แสดงแผงควบคุมโปรแกรมเล่น
เล่นอัตโนมัติ
เล่นใหม่
🎉
Namaste sir nice topic
Thanks a ton.
Pranam Sir....We hv learnt many more things about the Bhatri language and knew all details in a semi brief mode to cover all the grammatical aspects & origin of this language from you ...Thank u so much...for this rare listing video .🙏
@@madhusmitaray7845 Most welcome 💐
Sir cpet pain kichhi video anantu 🙏🙏
@@PrajnaSwain-m3y suggest topics
@DrKshirodChandraBehera ଚର୍ଯ୍ୟା ଗୀତିକା, ସାରଳା ସାହିତ୍ୟ, ପଞ୍ଚ ସଖା ସାହିତ୍ୟ, ରୀତି ଯୁଗ
@ ଚର୍ଯାଗୀତିକାର ଆଲୋଚନା ହେଇ ସାରିଚି ଦେଖିଦିଅଂତୁCPET ରେ ପ୍ରଶ୍ନ କିପରି ଆସେ ଦୟାକରି ଜଣାଂତୁ
@@DrKshirodChandraBehera ସାରଳା ସାହିତ୍ୟ - ସାରଳା ମହାଭାରତ ଓ ସଂସ୍କୃତ ମହାଭାରତ ମଧ୍ୟରେ ତୁଳନା, ପଞ୍ଚ ସଖା ସାହିତ୍ୟ- ବଳରାମ ଦାସଙ୍କ ଜଗମୋହନ ରାମାୟଣ, ଜଗନ୍ନାଥ ଦାସ ଓ ଅଚ୍ୟୁତାନନ୍ଦ ଦାସ ଙ୍କ ବିଷୟରେ, ରୀତି ଯୁଗ- ରୀତି ଯୁଗ ର ଗୁରୁତ୍ୱପୂର୍ଣ୍ଣ କବି ଓ ସେମାନଙ୍କ କୃତି ଓ କିଛି ପଦ ଆସେ ଓ ତାର କବି ଙ୍କ ନାମ କଣ ଆସେ।
@ ଠିକ୍ ଅଛି
ସାର ଅଳକା ସାନାଲ ଉପରେ କରନ୍ତୁ ଦୟାକରି 😊
Sir pranam 🙏bidyehisa bilasa tikie alochona karantu
Sir ,ମୁଁ ଏକ ଭତ୍ରା ପିଲା ❤❤ 😊😊😊 but ଏହି ସବୁ ବିଷୟରେ ଜାଣିନି। ହଁ ବହୁତ ଭଲ ହେଇଛି sir , ମୁଁ ଏବେ +୩ ରସାୟନ ବିଜ୍ଞାନର ଛାତ୍ର ,ମୋ ଭାଷା କୁ ଲୋକ ଦେଶିଆ ଭାଷା ବୋଲି ବେଶ୍ ଜଣାଶୁଣା ।ଆଉ ଦିଆଲି ଭି ଆମ ବଡ ପର୍ବ , দারুন ধন্যবাদ ❤❤❤😊😊😊😊
@@Motivational-ff9fx ସୁମନାସ, ଦେଶିଆ ଆନ୍ତଃ ଜନଜାତି ଭାଷା, ମାତ୍ର ଭତ୍ରୀ ତୁମର ଭାଷା, ଏହା ଦେଶିଆ ଭାଷାରୁ ସାମାନ୍ଯ ଭିର୍ନ୍ନ, ତୁମେ ଯଦି ଚାହଁ ଏ ସଂପର୍କରେ ଆମେ ଆଉ ଏକ ପୁସ୍ତକ ଲେଖିପାରିବା । ବହୁତ ସ୍ନେହ ଓ ସୁମନାସ💐
🎉
Namaste sir nice topic
Thanks a ton.
Pranam Sir....We hv learnt many more things about the Bhatri language and knew all details in a semi brief mode to cover all the grammatical aspects & origin of this language from you ...Thank u so much...for this rare listing video .🙏
@@madhusmitaray7845 Most welcome 💐
Sir cpet pain kichhi video anantu 🙏🙏
@@PrajnaSwain-m3y suggest topics
@DrKshirodChandraBehera ଚର୍ଯ୍ୟା ଗୀତିକା, ସାରଳା ସାହିତ୍ୟ, ପଞ୍ଚ ସଖା ସାହିତ୍ୟ, ରୀତି ଯୁଗ
@ ଚର୍ଯାଗୀତିକାର ଆଲୋଚନା ହେଇ ସାରିଚି ଦେଖିଦିଅଂତୁ
CPET ରେ ପ୍ରଶ୍ନ କିପରି ଆସେ ଦୟାକରି ଜଣାଂତୁ