Guruji Pranam,,, apanka katha sunila pare mo mana santa stira hoigala,,,, hele Kichhi samaya pare sabu vuli jibi,,, mana asthira hoijiba 😭😭😭 Guruji bahut bahut dhanya bad,,,, apanka chesta duniya ku nischaya badelei bhala bata ku aniba
ପ୍ରଣାମ୍ ଆଜ୍ଞା । ଧନ୍ଯବାଦ ମହାଶୟ । ୟେ channel re adhikansa aged loka achanthi semane channel bhitarakujai video khojiparunahanti tenu mo prayasa gote bisaya bastuku gote video re saridele se bujhiparibe. Apananka katha satya agami video chota karibara prayasa nischaya ahiba. Kintu ebe 4ta long videos asiba jahaki heisarichi. Thank you sir. 🕉️🌹❤️
Jay jagannath Jay gurudev Jay siyaram Jay Jagdish hare hare Krishna hare Krishna Krishna Krishna hare hare hare Rama hare Rama Rama Rama hare hare maha mantar kale juger pare kore daob namo hai dham Nam annti Kate jagannath Sayma Jay kalkei Ram ♈ avatar Jay radhe shyam jai Bharat Mata ki Jai Ho Jay utkal Janne Jay jagannath Jay bhole baba har har Mahadev Jay mataji Jay shree radhe Krishna radhe radhe
Priyaranjan mahadaya apana nije dekhantu ki gurudeva athi purna purush latha kahisanti je ki hausanti radha krishna ,krishna radha hi Parambrahma,param pita
Guruji bahut bhala laguchhi,,,, ahuri kuhantu long vedio karantu,,,, jete sunilebi saru nathiba,,,,,,,, ahuri vedio chhadantu,,,
Hari om, agami 3 tarikare video realise heba.
Anek uchha kotira satsang, epari alochona prayata bahut kam sunibaku mile.
Jai Jagannath agya. 🕉️🌹🪔
Bahut bahut dhanyabad 🙏🌺👉🎯🦢👌👍
🙏🕉️🌹🪔
ବହୁତ ସୁନ୍ଦର 🙏🙏🙏
🙏🕉️🌹
Om shanti om shanti om shanti🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏🌹🙏 thanks🌹🙏🌹🙏🌹🙏
Om shanti agya. 🙏🙏🙏🌹🌹🌹🕉️🕉️🕉️🪔🪔🪔
ପ୍ରଣାମ ଗୁରୁଦେବ 🙏🙏🙏
ପ୍ରଣାମ୍ ଆଜ୍ଞା । 🙏🕉️🌹🪔
ବହୁତ ସୁନ୍ଦର ଓ ସାରଗର୍ଭକ ଆଲୋଚନା। ସପ୍ରେମ ଜୟଜୀବ୍ 🙏❤️🕉️
ପ୍ରଣାମ୍ ମା । ସପ୍ରେମ ଜୟଯିବ ମା । 🙏🙏🙏🕉️🌹🪔❤️
Very nice sweet self inspiring Shastra gyan satsang by Guruji. OM.
ହରି ଓମ୍ ଆଜ୍ଞା ।
Very useful gurujii
Hari om. 🕉️🌹🪔
🙏💥ॐଗୁରୁ ବ୍ରହ୍ମ ମହିମା ଅଲେଖ ଶରଣଂ💥🙏
ଗୁରୁବ୍ରହ୍ମ ମହିମା ଅଲେଖ ଶରଣମ୍ ଆଜ୍ଞା । 🙏🕉️🌹🙏🪔
Bhumisth pranam guruji and devotional speech is excellent and unequi one
ପ୍ରଣାମ୍ ଆଜ୍ଞା । 🙏🌹🕉️
ଶ୍ରୀ ରାଧାକୃଷ୍ଣ ନମୋ ନମଃ ,❤, ପ୍ରଣାମ ଗୁରୁଦେବ ❤❤❤
ପ୍ରଣାମ୍ ଆଜ୍ଞା । 🌹❤️🕉️
Gyani hi gyaninku chinhanthi aponanka ambruta bani manaku shani dela guruji. Koti pranam. 🙏🙏🙏🪔❤️❤️❤️🕉️🕉️🕉️🕉️🌹🌹🌹
Dhandyabad agya video dekhi acharana karanthu.
Jay guru dev sata Kati Kati Kati 🙏
Jai Jagannath agya. 🙏🕉️🌹🪔
Pranam guruji 🙏🙏🙏🙏🙏🌹🌹🌹🌹🌹❤️👌👌👌
ପ୍ରଣାମ୍ ଆଜ୍ଞା । ଜୟ ଜଗନ୍ନାଥ ଆଜ୍ଞା । 🙏🙏🙏🕉️🕉️🕉️🌹🌹🌹❤️❤️❤️🪔
ମୋ ଗୁରୁଦେବଙ୍କ ପଦାରୋବିନ୍ଦରେ କୋଟି କୋଟି ପ୍ରଣାମ ,ବାସ୍ତବରେ ଏପରି ସତସଙ୍ଗ ଅତ୍ୟନ୍ତ ଦୁର୍ଲଭ।ଆଗାମୀ ଅଧ୍ୟାୟର ଅପେକ୍ଷା ରେ ଅଛୁ। ଜୟ ଗୁରୁଦେବ ,ଜୟ ଜଗନ୍ନାଥ 🙏🙏
ଗୁରୁଜୀଙ୍କ କୃପାମଯ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ । ସାଧେନାରେ ଆପଣ ଅଗ୍ରଗତି କରନ୍ଥୁ । ଏହି କାମେନା ସହିତ ଆପଣଙ୍କୁ ଜଣାଇଦେବାକୁ ଚାହୁଁଚି , ଆଗାମି ଭିଡିଓ 03- sep 23 ( 07 : 00 AM ) ରେ realise ହେବ । 🙏🙏🙏🕉️🌹
ଜୟ ଜଗନ୍ନାଥ
ଜୟ ଜଗନ୍ନାଥ ଆଜ୍ଞା ।
ବ୍ରହ୍ମଞାନ ହିଁ ଜୀବନ ମାର୍ଗ ଦର୍ଶନ ମୁକ୍ତି ପଥ
ଆଜ୍ଞା ସତ୍ୟ ସତ୍ୟ ସତ୍ୟ । 🕉️🌹
Guru dev pranam sir 🙏🙏
ପ୍ରଣାମ୍ ଆଜ୍ଞା । 🕉️🌹🙏
Ilikeit❤
🕉️🌹🪔
Guruji koti koti pranam next episode please 😂😂😂😂
ପ୍ରଣାମ୍ ଆଜ୍ଞା । next episode ଟିକେ ସମୟ ଲାଗିବ ଆଜ୍ଞା ।
Guruhari sharam mahaprabhu. 🙏🙏🙏🙏🎊🎉💐
Stay blessed, be happy always. 🙏🕉️🌹🪔❤️
ସନ୍ତ ମହତ୍ମା ଙ୍କ ଚରଣରେ ମୋର ଅନନ୍ତ କୋଟି ପ୍ରଣାମ 🙏🙏🙏🙏
ତତ୍ୱ ଭିତିକ ସତସଙ୍ଗ ଆମ ଜୀବନରେ ଅଜ୍ଞାନ ଅନ୍ଧକାର ଦୂର କରିବାରେ ସହଯୋଗ କରିବ ଏମିତି ତତ୍ୱ ଜ୍ଞାନ ମିଳୁଥାଉ ଏତିକି ପ୍ରାର୍ଥନା
ନାଉଗାଁ ରେ ସତସଙ୍ଗ କେଉଁଦିନ ହେବ ଜଣାଇବେ 🙏🙏🙏
ଆପଣଙ୍କୁ ମଧ୍ୟ୍ୟ ଅଶେଷ ପ୍ରଣାମ୍ । ଆପଣଙ୍କ ଆଶ୍ରିବାଦ ଥାଉ, ଏମିତି ଆମ ପ୍ରୟାସ ନିଶ୍ଚୟ ଜାରିରହିବ । 🙏🙏🙏🕉️🕉️🕉️🌹❤️
Hearty pranam to both of you Guruji. thank you to make us prouder as a Indian. Koti Pranam Gurudev.
Pranam agya. 🕉️🌹🪔❤️
😂❤Gaya.sirama
Pranam gurudev
Pranam agya. Stay blessed.
Jaya guru saran.
🕉️🌹🪔
ପ୍ରଣାମ ଗୁରୁଦେବ, ବାସ୍ତବରେ ଏପରି ସତସଙ୍ଗ ଅତ୍ୟନ୍ତ ଦୁର୍ଲଭ। ଆଗାମୀ ଅଧ୍ୟାୟ କୁ ଆମେ ସମସ୍ତେ ଚାହିଁ ରହିଛୁ 🙏🏻
ପ୍ରଣାମ୍ ଆଜ୍ଞା । ଆଗାମି ଭିଡିଓ 03- september -23 ରେ 07 : 00 AM ରେ realise ହେବ । 🙏🕉️🌹
Hari om 🙏 bahut sundar aau clear bhabare bujhau chhanti
Hari om ☯️🌹
Hari Om 🕉️🌹🪔
Really this knowledge will change the world. 🙏🙏🙏❤❤❤❤
Take care and keep in touch. 🙏🕉️🌹🪔❤️
ମୋ ଗୁରୁଦେବଙ୍କ ଚରଣା ବିନ୍ଦରେ ଅନେକ କୋଟି ପ୍ରଣାମ। ଏହି ସତସଙ୍ଗ ରୁ ଆମେ ମାନେ ଅନେକ କିଛି ଜାଣିବାକୁ ପାଇଲୁ।
ଜଣେ ଭକ୍ତଙ୍କର ମାର୍ଗ ଦର୍ଶନରେ ଗୁରୁ ଗ୍ରହଣ କରିବା କଥା।
ଭଗବାନ ବ୍ୟାସଦେବ ସମଗ୍ର ମାନବ ଜାତିର କଲ୍ୟାଣ ନିମନ୍ତେ ଯେଉଁ ଶାସ୍ତ୍ର ରଚନା କରିଛନ୍ତି ତାହା ର ମୂଲ୍ୟ ଅତୁଳନୀୟ। ଏବଂ ଆମେ ସମସ୍ତେ ବ୍ୟାସଦେବଙ୍କ ଉଚ୍ଛିଷ୍ଟ ହିଁ ଭକ୍ଷଣ କରୁଛନ୍ତି।
ସେଥିପାଇଁ ବ୍ୟାସଦେବଙ୍କ ଜନ୍ମ ତିଥି କୁ ସମସ୍ତେ ଗୁରୁପୂର୍ଣ୍ଣିମା ରୂପେ ପାଳନ କରୁଛନ୍ତି।
ଆଗାମୀ part ର ଅପେକ୍ଷା ରେ ଆମେ ସମସ୍ତେ ରହିଛୁ। 🙏
ପ୍ରଣାମ୍ ମନଜ୍ ଭାଇ । ଗୁରୁଜୀଙ୍କ କ୍ରୁପା ଆପଣଙ୍କ ଉପରେ ଥାଉ ଏହିପରି କାମନାକରୁଛି । ଆଗାମି ଭିଡିଓ ଦୁଇଦିନ ବାଦେ 03-09-23 at 07.00 ରେ realise ହେବ । 🙏🌹🕉️🪔
Guruji Pranam,,, apanka katha sunila pare mo mana santa stira hoigala,,,, hele Kichhi samaya pare sabu vuli jibi,,, mana asthira hoijiba 😭😭😭
Guruji bahut bahut dhanya bad,,,, apanka chesta duniya ku nischaya badelei bhala bata ku aniba
ପ୍ରଣାମ୍ ଆଜ୍ଞା । ନିଶ୍ଚୟ ବିଶ୍ୱର କଲ୍ୟାଣ ହେବ । 🙏🕉️🌹❤️🪔
Jai sri jagannath
Jai Jagannath agya.
ଜୟ ଜଗନ୍ନାଥ 🙏🙏🙏🙏
ଜୟ ଜଗନ୍ନାଥ ଆଜ୍ଞା । 🙏🕉️🌹
Hari om pranam Gurudev
Hari om pranam agya. 🙏🕉️🌹🪔
Gurujee.this.topic.is.very.very.impotant.for.us
Perfectly sir , in future very deep knowledge guruji going to serve us. 🙏🕉️🌹
Pranam prabhuji
Ahipari satsong ama jibanare sabubele asuthau
ପ୍ରଣାମ୍ ଆଜ୍ଞା । ଗୁରୁଙ୍କୁ କ୍ରୁପା ସଭିଙ୍କ ଉପରେ ଥାଉ । ଗୁରୁଦେବ୍ ଏହିଁ ପରି ଗୁରୁବାଣି ଆମକୁ ପ୍ରଦାନ୍ କରନ୍ତୁ ।
ପ୍ରଣାମ୍ ଆଜ୍ଞା । ଗୁରୁଙ୍କୁ କ୍ରୁପା ସଭିଙ୍କ ଉପରେ ଥାଉ । ଏହିଁ ପରି ପରି ଗୁରୁବାଣି ଆମକୁ ପ୍ରଦାନ୍ କରନ୍ତୁ ।
Jay jagannath🎉
ଜୟ ଜଗନ୍ନାଥ ଆଜ୍ଞା । 🙏🕉️🌹❤️🪔
ସାଦରେ ପ୍ରଣାମ 🙏 ଏତେ ଶୁଳ୍କ, ଏତେ କାହାଣୀ ଶୁଣିବାକୁ ସମୟ ନାହିଁ ଆଜ୍ଞା ,...............🙏
ପ୍ରଣାମ୍ ଆଜ୍ଞା । 🙏🕉️ ସାଧକପାଖରେ ସର୍ଵ ପ୍ରଥମେ ପର୍ୟପ୍ତ ମାତ୍ରାରେ ଧର୍ଯ୍ୟର ଆବଷ୍ୟକ ଅଛି , ନହିଲେ ଆମେ ଭଗବତପ୍ରାପ୍ତି ମାର୍ଗରେ ଅଧାବାଟରେ ରହିଜିବା ମୋ ମୋଉପରେ ବିଶ୍ୱାସ ରଖନ୍ଥୁ , ଏହି ଗୁରୁଦେବଙ୍କ ଠାରୁ ଆଗାମି ଭିଡିଓରେ ଅନେକ ଅଦ୍ଵୈତ ତତ୍ଵ କଥା ବୁଝିପାରିବେ । ଆରମ୍ଭରୁ ଅଧର୍ଜ୍ୟହୁଅନ୍ଥୁନାହି ।
Plz.show.more.satsang.
Shure sir in these days only the satsang videos will realise.
Yas
🕉️🌹
Namste guruji apank video re anek tatwo gyan rahichi kintu Jehetu pratyak manushya ra mana chala chanchal tenu ete long vedio banantu nahin j darshak nkra dharya tuti jiba arthat vedio gudak vag vaag kari chhot chhot 15 mint vitare banantu dekhibe apank chanel jaldi grow karib ebng Anek loknka vitre paribartan asib.
ପ୍ରଣାମ୍ ଆଜ୍ଞା । ଧନ୍ଯବାଦ ମହାଶୟ । ୟେ channel re adhikansa aged loka achanthi semane channel bhitarakujai video khojiparunahanti tenu mo prayasa gote bisaya bastuku gote video re saridele se bujhiparibe. Apananka katha satya agami video chota karibara prayasa nischaya ahiba. Kintu ebe 4ta long videos asiba jahaki heisarichi. Thank you sir. 🕉️🌹❤️
Nam satyam parambrahma Nam kinshit NABIDYATE TASMATA NAMA SWORUPATYA SATYE SATYA MIDAM JAGRATAH.
Hariomtatsat ❤
ହରି ଓଁ ତତ୍ସତ୍ । 🕉️🌹❤️🪔
❤❤❤
🕉️🌹
Guruji pranam
Pranam agya. 🕉️🌹
Pranam🙏
Pranam maa. 🙏🕉️🌹🪔🙏
ବହୁତ ଭଲ ତତ୍ତ୍ଵ (ବ୍ରହ୍ମ ଜ୍ଞାନ) ଦେଲେ ମୁକ୍ତି ଦାତା ଗୁରୁ ଦେବ । ତେଣୁ ମୁଁ ତାଙ୍କୁ ଭକ୍ତି ର ପ୍ରଣାମ ଜଣାଉଛି । କନ୍ଧମାଳ ଜିଲ୍ଲାରୁ ।
ପ୍ରଣାମ୍ ଆଜ୍ଞା । 🙏🏻🕉️🌹
part 2
Part -2 will 03 - sep 23 🕉️🌹🪔
Hari om 🙏
Pranam Ma . 🙏🙏🙏🕉️🌹
Om parmeshwaraya namoh
Hari Om. 🙏🏻🕉️🌹
ଜୟ ଶ୍ରୀ ଜଗନ୍ନାଥ। 4 4:56
ଜୟ ଜଗନ୍ନାଥ୍ ଆଜ୍ଞା । 🕉️🌹
Apanka guru kiye sir dayakari kuhantu
ଦୟାକରି କାହାର ଗୁରୁ କଥା ପଚାରୁଛନ୍ତି କୁହନ୍ତୁ।
ଯେଉ ଗୁରୁଦେବ ପ୍ରବଚନ ଦେଉସନ୍ତି ତାଙ୍କ ଗୁରୁଜୀ ହେଉସନ୍ତି ଶ୍ରୀ ଶ୍ରୀ ଶ୍ରୀ ଅତ୍ୟୁତ୍ତାନନ୍ଦ ମହାପୁରୁଷ ଅଟନ୍ତି ଏବଂ ଯିଏ ତାଙ୍କ ପାଖରେ ବସିସନ୍ତି ତାଙ୍କ ଗୁରୁଦେବ ଶ୍ରୀ ଶ୍ରୀ ଶ୍ରୀ ପରମହଂସ ପ୍ରଜ୍ଞାନନ୍ଦ ମାହାରାଜ୍ ଅଟନ୍ତି । 🕉️🌹
ଶ୍ରୀ ଭୋପାଲ ଦାସଙ୍କ ଫୋନ ନଂ ମିଳିବ କି ?
ଶ୍ରୀଗୁରୁ ଅଚ୍ୟୁତାନନ୍ଦଙ୍କ ମାର୍ଗଦର୍ଶନ ବିଷୟରେ ଜାଣିବାକୁ ଚାହୁଁଛି ?
Guru Dev pranam Maya kn
ଆଗାମି ଅଧ୍ୟୟରେ ଆପଣ ବୁଝିପାରିବେ । ଆଗାମି ଭିଡିଓ ଦେଖିଲେ ମାୟାକୁ ବୁଝିପାରିବେ ।
ବ୍ରହ୍ମ ଜ୍ଞାନୀ ତଥା ଆତ୍ମଜ୍ଞାନୀ ଏବଂ ବ୍ରହ୍ମଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ କାରଣ ବ୍ରହ୍ମଜ୍ଞାନୀ ନିଜର ବ୍ରହ୍ମସ୍ୱରୂପର ଅନୁଭବ କରନ୍ତି ତେଣୁ ଏହି ନ୍ୟାୟରେ ଆପଣମାନଙ୍କୁ ବ୍ରହ୍ମଙ୍କର ସାକ୍ଷାତ ସ୍ୱରୂପ ହୃଦବୋଧ କରି ଅନନ୍ତ କୋଟି ପ୍ରଣାମ ତଥା ସପ୍ରେମ ଜୟଜୀବ ଜଣାଉଛି 🌷🙏🙏🙏
ଆପଣଙ୍କୁ ମଧ୍ୟ୍ୟ ଅନନ୍ତକୋଟି ପ୍ରଣାମ୍ । ଗୁରୁଜୀଙ୍କ କୃପାମୟ ଆଶ୍ରିବାଦ ଆପଣଙ୍କ ଉପରେ ଥାଉ ଏହି ପରି ଗୁରୁଦେବଙ୍କ ଚରଣାଋବୀନ୍ଦରେ ପ୍ରାର୍ଥନା । ସପ୍ରେମ ଜୟଯିବ । 🙏🕉️🌹🪔
Jay jagannath Jay gurudev Jay siyaram Jay Jagdish hare hare Krishna hare Krishna Krishna Krishna hare hare hare Rama hare Rama Rama Rama hare hare maha mantar kale juger pare kore daob namo hai dham Nam annti Kate jagannath Sayma Jay kalkei Ram ♈ avatar Jay radhe shyam jai Bharat Mata ki Jai Ho Jay utkal Janne Jay jagannath Jay bhole baba har har Mahadev Jay mataji Jay shree radhe Krishna radhe radhe
Jai Jagannath swami . 🙏🕉️🌹🪔
Hari om tat sat
ହରି ଓଁ ଆଜ୍ଞା। 🕉️🌹
ପ୍ରଣାମ୍ ଆଜ୍ଞା , ଆପଣ ଆମ ବେତନଟୀ ବ୍ଲକ ଆସିଥିଲେ, ଆମ ଘର ସେଠୁ ୧୫/୧୬ କିମି , ମୁଁ ଚାହୁଁଥିଲି ଆପଣଙ୍କ ମାଧ୍ୟମରେ ଗୁରୁ ଦୀକ୍ଷା ଗ୍ରହଣ କରିବି ବୋଲି , ଜାଣିନି ସମ୍ଭବ ହେବ କି ନାହିଁ
ପ୍ରଣାମ୍ ଆଜ୍ଞା । ବ୍ୟସ୍ତହୁଅନ୍ତୁନି , ଆଗାମି ଦିନରେ ମୁ ବେତନାଟି ଯିବାରଅଛି ଆମେ ଦେଖାହୋଇପାରିବା ।
@@tatwamuhi3460କ୍ଷମା ଚାହିଁବି ଆଜ୍ଞା , ମୁଁ ଆପଣଙ୍କୁ ହ୍ବାଟସପ୍ ରେ ମେସେଜ୍ କରିପାରିବି ନା ।🙏
ଭିଡିଓ ଟି ପୁରା ଦେଖିଲି ,କିନ୍ତୁ ଗୋଟେ ବଡ଼ ସନ୍ଦେହ ରହିଗଲା ଯାହା ଆଜି ପର୍ଯ୍ୟନ୍ତ କେହି ଦୂର କଲେ ନାହିଁ। ଦୟା କରି ସନ୍ଦେହ ଦୂର କରନ୍ତୁ।
କୁହାଯାଏ" ମହାଜନ ଜେନ ଗଛନ୍ତି ପନ୍ଥା " ବଡ ଲୋକ ମାନେ ଯାହା କରନ୍ତି ଅନ୍ୟ ମାନେ ଅନୁସରଣ କରନ୍ତି। ତେଣୁ ମହତ୍ ଜନ ମାନେ ସମାଜ କୁ ଖରାପ ସଂକେତ ଦେବା ପରି କାର୍ଯ୍ୟ କରିବା କଥା ନୁହ ବା ଅନାଦର୍ଶ ରହିଲା ପରି କାମ କରିବା ଉଚିତ୍ ନୁହଁ ଏ ମୋର ପୂଜ୍ୟ ଗୁରୁ ଙ୍କ ମତ।
କିଛି ସମୟ ପାଇଁ ମାନି ନେବା ସଂସାର କୁ ଏକଦିବ୍ୟା ପୁତ୍ର ଦେବା ପାଇଁ ପରାଶର ମହର୍ଷି ସତ୍ୟବତୀ ଙ୍କ ସଙ୍ଗ କଲେ, ପତ୍ନୀ ର ମର୍ଯ୍ୟାଦା କାହିଁ କି ଦେଲେ ନାହିଁ ? ୟା କଣ ଜଣେ ଋଷି ଙ୍କ ପାଇଁ ସୋଭୋନିୟ କାର୍ଯ୍ୟ ?
ପରାଶର ମହର୍ଷି ସତ୍ୟବତୀ ଙ୍କୁ ବିବାହ ନ କରିବାରୁ ରାଜା ଶାନ୍ତନୁ ତାଙ୍କୁ ବିବାହ କରିବାକୁ ଚାହଁଲେ, ଫଳରେ ଭୀଷ୍ମ ପ୍ରତିଜ୍ଞା ନେଲେ ଓ ବିଚିତ୍ର ବିର୍ଯ୍ୟ ଓ କୀର୍ତ୍ତି ବୀର୍ଯ୍ୟ ଜନ୍ମ ହେଲେ ରୋଗିନା ହୋଇ ଅଳ୍ପ ଦିନରେ ମଲେ, ତାଙ୍କ ପାଇଁ କନ୍ୟା ଆଣିବାକୁ ଯାଇ ଭୀଷ୍ମ ଅମ୍ବା ଉପାଖ୍ୟାନ ହେଲା, ଶେଷ ରେ କୌରବ ପାଣ୍ଡବ ସୃଷ୍ଟି ହେଲେ ଓ ମହାଭାରତ ଯୁଦ୍ଧ ହୋଇ ଅସଂଖ୍ୟ ଲୋକ ମୃତାହତ ହେଲେ। କଣ ଏତେ ସବୁ ବିଭ୍ରାଟ ର ମୂଳ ପରାଶର ମହର୍ଷି ଙ୍କ ଗୋଟିଏ ତ୍ରୁଟି ନୁହେ ଓ ସେ ମହାଭାରତ ଯୁଦ୍ଧ ର ଦାଇ ନୁହଁ?
ଦୟାକରି ଯୁକ୍ତି ଯୁକ୍ତ ଉତ୍ତର ଦିଅନ୍ତୁ।
ଅନ୍ୟଥା ଏ କେବଳ ଗପ ଶୁଣାଇବା ହୋଇ ଯିବ।
ମହାଶୟ ପ୍ରଣାମ୍ । ଜ୍ଞାନର ଏତେ ଗଭୀର କଥାକୁ ଆଲୋଚନା କରୁସନ୍ତିମାନେ ନିହୈତି ଆପଣ ଵିଵେକୀ । ବିବେକକୁ ଆହୁଟିକେ ବିନିଯୋଗ କରନ୍ତୁ " ମହାଜନ ଜେନ ଗଛନ୍ତି " ବଡ ଲୋକ ଯାହା କରନ୍ତି ଅନ୍ୟମାନେ ଅନୁସରଣ କରନ୍ତି , ଏଇଠି ବିବେକକୁ ବିନିଜୋଗକରିବା , ମହତ୍ତ୍ ଏକାଥାଇତ, ଉଧେଷ୍ୟ ପିଲାମାନଙ୍କର ସେଇୟତ ???? . ନିରାକାର ବ୍ରହ୍ମଙ୍କୁ ଚିନ୍ହିବାପାଇ , ସାକାର ବ୍ରହ୍ମ, ଶବ୍ଦ ବ୍ରହ୍ମ, ଅକ୍ଷର ବ୍ରହ୍ମର ସାହାରା ନେଇ ତତ୍ଵକୁ ବୁଝାଇବାର ପ୍ରୟାସ ଚାଲିଛି । ଧର୍ଯ୍ୟ ସହିତ ଆଗାମି ଭିଡିଓ ଦେଖନ୍ତୁ ଏବଂ ବ୍ରହ୍ମଙ୍କୁ ଚିନ୍ହିବାପାଇ ପ୍ରୟାସକରିବେ । ଯାହାଙ୍କୁ ଛିନ୍ହିଲେ ମୁକ୍ତି ମିଳିବ ତାଙ୍କୁ ଚିନ୍ହିବା । ତତ୍ତ୍ୱ ବୂଝିଲେ ତ୍ରୁଟେ ଭ୍ରନ୍ତି ଭବ ସାଗରୁ ତରି ଯାନ୍ତି । ମହାର୍ଷି , ଗୁରୁଜନ କେବେ ଭୁଲ୍ କରନ୍ତିନାହିଁ ଭୁଲ୍ ଆମ ଦେଖିବା ସୈଳିରୁପି ଅଗ୍ୟନତାରେ ଥାଇ ।
@@tatwamuhi3460ପ୍ରଣାମ ମହାଶୟ। ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣ ପୋଷ୍ଟ ର ଉତ୍ତର ଦେଲେ। କିନ୍ତୁ ଯୋଉ ପ୍ରଶ୍ନ ମୁ ଉଠାଇ ଥିଲି ତାର ଉତ୍ତର ମିଳିଲା ନାହିଁ।
ଏଠି କିଛି କଥା କହି ରଖେ ଯା ଦ୍ଵାରା ବିଷୟ ସରଳ ରହିବ। ଆପଣ କହିଥିବା ," ତତ୍ତ୍ଵ ବୁଝିଲେ ତୁଟେ ଭ୍ରାନ୍ତି, ଭାବ ସାଗର ରୁ ତରି ଯାଆନ୍ତି" ଏ ବିଷୟ ମୁ ଜଣେ। ଅଧମ ଦୀର୍ଘ ୧୦ ବର୍ଷ ଗୁରୁ ଗୃହ ରେ ରହି ଗୁରୁ କୃପା ରୁ ବ୍ରହ୍ମା ବିଷ୍ଣୁ ମହେଶ ମାଢାଇ ପ।ରିଚି କି ନାହିଁ ଜାଣି ନାହିଁ କିନ୍ତୁ ଗୁରୁ କୃପା ରୁ କଠୋର ଉଦ୍ୟମ କରିଛି ଓ କିଛି Practical ଅଭିଜ୍ଞତା ଅର୍ଜନ କରିଛି। ପ୍ରଶ୍ନ ଟି ତାହାରି ଉପରେ ଅଟେ। ପ୍ରଥମ ଭିଡିଓ ରେ ଯାହା ସବୁ କୁହା ଯାଇଛି ସେ ସବୁ ଥିଓରୀ ଅଟେ, ଥିଓରୀ ର practital କଣ ହୋଇଚି ଓ କେତେଜଣ କରିଛନ୍ତି ଯେ, ଯାହା କୁହା ଯାଉଚି ବାସ୍ତବ ରେ ତା ହୁଏ ନା କେବଳ କାହାଣୀ। କାହାରିକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେ କିନ୍ତୁ କେହି ଠକି ଯାଆନ୍ତୁ ସରଳ ବିଶ୍ୱାସ ରେ ଏ ମୋର ଉଦ୍ଦେଶ୍ୟ। ସରଲ ବିଶ୍ୱାସ ରେ ଏ ଭଳି ଗପ ଶୁଣି ବହୁ ଲୋକ ଠକି ଥିବାର ଦେଖିଛି। ମୋ ନିଜ ଜୀବନ ରେ ତ ମୁଁ ନିଜେ ପରୀକ୍ଷିତ।
ତେବେ ଆସନ୍ତା କାଲି ର ଭିଡିଓ ର ଅପେକ୍ଷା ରହିବ। ଆପଣ ଯୋଉ ସଜ୍ଜନ ଙ୍କ ଭିଡିଓ ପୋଷ୍ଟ କରି ଛନ୍ତି ତାଙ୍କୁ ମୁ ବ୍ୟକ୍ତିଗତ ରୂପେ ଜଣେ। ସେ ମଧ୍ୟ ମୋର ସିଧା ପ୍ରଶ୍ନ ର କେବେ ଉତ୍ତର ଦେଇ ନାହାନ୍ତି, ଓଲଟା ଉତ୍ତର କେବେ ମିଳିବ ନାହିଁ ଏ କହି ଥିବାର ମୋର ମାନେ ପଡୁଛି।
ଗୋଟିଏ କଥା ବୁଝିବା ପାଇଁ ଲେଖୁଛି, ଅନେକ ଯେ କିଛି କରି ନଥାନ୍ତି, ଉତ୍ତର ଦେଇ ନ ପାରନ୍ତି ଓ କେବଳ ଥିଓରୀ ପଢ଼ି ଥାଆନ୍ତି ସେମାନେ ମୋ ଉତ୍ତର ଦେଇ ନ ପାରି ମୋତେ ବେଳେ ବେଳେ ପାଗଳ ପ୍ରଚାର କରନ୍ତି।
ଆଶା ଆପଣ ମୁ ପଚାରି ଥିବା ପ୍ରଶ୍ନ ର ସିଧା ଉତ୍ତର ଦେବେ।
🙏🙏🙏
A Sabu dekhile dopamine release hauchhi sir ,kichhi din gala pare puni jauta ki seita
Sadhanare sadhaka pakhare dharjya, bibekara abashyaka achi , amo manna chanchal thibaru ame adhabatare hi astira hei jaunche . dharjya rakhantu agami episode re dekhibe katha keuade joba. Dhanyabad agya.
@@tatwamuhi3460 sorry sorry sir namaskar
କାମ କ୍ରୋଧ ଲୋଭ ମୋହ ଆଜି କାଲି ସବୁ ଗୁରୁଙ୍କ ପାଖରେ ଅଛି ଆଜ୍ଞା ଆମେ ଆମ ଆଖ ପାଖ ଭଲ ଗୁରୁଟିଏ ପାଉନୁ କ୍ଷମା କରିବେ
ମହା ସୟ ସବୁ ଗୁରୁ କହିବା ଅନୁଚିତ୍ ହେବ , ସବୁ ଗୁରୁ ଲୋଭିହେଲେ ସଂସାର ବିନାଶ ହୋଇଯିବ , ଖୋଜିଲେ ନିଶ୍ଚୟ ସଦ୍ ଗୁରୁଙ୍କୁ ପାଇବେ | 🌹🌹
Dhorm sastro ka jitnabhi niyamniti Saab Alek mohima dharm mey birajman hey esh dharm ka agey Saabhi dharm fika hey esh dharm mey scientific prof hey khanepine sey lekey haar dharm or karm yug mey paka timing flow kiajata hey
Dharm ko manne wale, sastrko padne wala kabhibi Mera, tera bhala bura ki bhednahi karte , samdristise sansarko dekhna sikho . 🕉️🌹
Debaraj,,,hati 42:04
🕉️🌹
Priyaranjan mahadaya apana nije dekhantu ki gurudeva athi purna purush latha kahisanti je ki hausanti radha krishna ,krishna radha hi Parambrahma,param pita
Brahamanku jiye cinhithanti se swayam brahma palatijaithanti tatparjya , se nijehi se tatwa jahanku pujuchanti , khojuchanti , Bhagawan Krishna, Rama, Byasa, kabir, Achyutananda, Budha, Siba, SHANKARACHARJYA , kintu jepari Aponanku Doctor hebapaihele Dactory pathaku podobaku heba , naki doctornka photo pujile , Doctornka Murti pujile apona Doctor hoiparibeni . ta manibaku chadi cinhibaku prayasa karantu . 🕉️🌹
What do you mean Mukti ? You should get it not for us.
Ok sir
Jay jagannath
ଜୟ ଜଗନ୍ନାଥ ଆଜ୍ଞା ।
Debaraj,,,hati 42:04
🕉️🌹