Chikiti Assembly Constituency is set to witness a Poll battle between two brothers || Kalinga TV

แชร์
ฝัง
  • เผยแพร่เมื่อ 18 ก.ย. 2024

ความคิดเห็น • 22

  • @prakashyadhav8487
    @prakashyadhav8487 5 หลายเดือนก่อน +4

    ଆଜ୍ଞା ଚିକିଟି ନିର୍ବାଚନ ମଣ୍ଡଳୀର ମଉଡମଣି କହିଲେ କେବଳ ଆପଣ ଙ୍କୁ ବୁଝାଇ ଥାଏ , ଏବଂ ଆମ ଚିକିଟି ନିର୍ବାଚନ ମଣ୍ଡଳୀ ପାଇଁ କରିଥିବା ବିକାଶ ଆଜି ନୁହେଁ ବରଂ ସବୁ ଦିନ ପାଇଁ ରାଜ୍ୟ ରାଜନୀତିରେ ଲିପବଦ୍ଧ ହୋଇ ରହିଯିବ , ଯେତେବେଳେ ଆପଣ 2014 ମସିହାରେ ଦେହ ଅସୁସ୍ଥ ଦେଖି ରାଜନୀତି ରୁ ଦୁରେଇ ରହିଲେ ଏବଂ ସେତେବେଳେ ଆପଣ ଙ୍କ ସବୁ ପୁତ୍ର ଥାଉ ଥାଉ 2014 ରେ ମନୁ ବାବୁ ଙ୍କୁ କାହିକି କଂଗ୍ରେସ ଟିକେଟ ଦେଇଥିଲେ ? ବାକି ସବୁ ପୁଅ କଣ ରାଜନୀତି ଜାଣିନଥିଲେ ନା ରାଜନୀତିରେ ସକ୍ରିୟ ନଥିଲେ ? ଆପଣ ଯେମିତି ଲୋକ ଙ୍କ ସହ ଖରା ବର୍ଷା ଶୀତ କୁ ଏକାଠି କରି ଲୋକ ଙ୍କ ସହ ରହି ଆସୁଥିଲେ ଠିକ୍ ସେମିତି ୨୫ ବର୍ଷ ହାରିଲା ପରେ ମଧ୍ୟ ତିଳେ ମାତ୍ର ପଛକୁ ନଫେରି ସଂଘଠନ କୁ କିଭଳୀ ଆଗେଇ ନେବା ପାଇଁ ମନୁ ବାବୁ ଙ୍କ ଚେଷ୍ଟା ସବୁବେଳେ ସେଇଥି ପାଇଁ ତ ଦିର୍ଘ ବର୍ଷ ପରାଜୟର ମୁଖ ଦେଖିନଥିବା ବିଜୁ ଜନତା ଦଳ ଗତ ପଞ୍ଚାୟତ ନିର୍ବାଚନ ରେ ପାତ୍ରପୁର ବ୍ଳକ ରେ ପରାଜୟ ଦେଖିଲା , ଯୋଦି ଆପଣ ଙ୍କର ଅନ୍ୟ ପୁଅ ମାନେ ଏତେ ଲୋକ ଙ୍କ ସମସ୍ୟାରେ ପହଞ୍ଚୁଛନ୍ତି ଏବଂ ଏତେ ଯୋଦି ସଂଘଠନ କରିଛନ୍ତି ତାହେଲେ ଏତେ ବର୍ଷ ହେଲା ପାତ୍ରପୁର ବ୍ଳକ କୁ ହାସଲ କଣ ପାଇଁ କରୁନଥିଲେ ? ଆଜ୍ଞା ଛୋଟ ମୁଁହରେ ବଡ଼ କଥା ଆପଣ ଙ୍କର ଅନ୍ୟ ପୁତ୍ର ମାନେ ମନୁ ବାବୁ ଙ୍କ ଲୋକ ପ୍ରିୟତା ଦେଖି ପାରୁନାହାଁନ୍ତି ଏବଂ ପୁଣି ଥରେ ସାମନ୍ତରା ପରିବାର କୁ ଶାସନ ଫେରୁ ଆସୁ ଚାହୁନାହାଁନ୍ତି ସେଇଥି ପାଇଁ ବାରମ୍ବାର ରଜା ପରିବାର ବିଜୟ ହେଉଛନ୍ତି , ଥରେ ମାତ୍ର ସାମନ୍ତରା ପରିବାରର ମର୍ଯ୍ୟାଦା ରକ୍ଷା କରିବା ପାଇଁ ପୁରା ପରିବାର ଏକା ସାଙ୍ଗରେ ଲଢ଼ନ୍ତୁ ଦେଖିବେ ରଜା ପରିବାରର ନା ଗନ୍ଧ ମଧ୍ୟ ମିଳିବ ନାହିଁ ...... ଜୟ ଚିନ୍ତାମଣି ବାବୁ ଜୟ ମନୁ ବାବୁ 🙏

  • @RikukapiSahoo
    @RikukapiSahoo 5 หลายเดือนก่อน +5

    ଦୁଇଜଣ ଯାକ ହାରିବେ ବିଜୁ ଜନତା ଦଳ ପ୍ରାର୍ଥୀ ଜିତିବେ

  • @shankarsahoo2335
    @shankarsahoo2335 5 หลายเดือนก่อน +4

    Bjp win

  • @globalgkbyspmohanty7248
    @globalgkbyspmohanty7248 5 หลายเดือนก่อน +3

    Bjp

  • @nareshchikala3812
    @nareshchikala3812 5 หลายเดือนก่อน

    Jai. Bip🎉

  • @SmartSankar355
    @SmartSankar355 5 หลายเดือนก่อน

    Aita parivaar baad nuhan 😢😢😢

  • @AlekhaSahu-p8c
    @AlekhaSahu-p8c 5 หลายเดือนก่อน

    Haribu. Rabi

  • @bhimasenpradhan8924
    @bhimasenpradhan8924 5 หลายเดือนก่อน +1

    Jay shree ram jay BJP

  • @Laxmankarjee-e2y
    @Laxmankarjee-e2y 5 หลายเดือนก่อน

    ବିଜେଡି win

  • @MotivationZone321
    @MotivationZone321 5 หลายเดือนก่อน

    କିଏ ଅର୍ଜୁନ କିଏ କୃଷ୍ଣ କିଏ ଧର୍ମ କିଏ ଅଧର୍ମ କିଛି ଜଣାପଡୁ ନାହିଁ

  • @tacticlifeofmanash8629
    @tacticlifeofmanash8629 5 หลายเดือนก่อน +4

    Bjp will win

  • @sarojmahapatro9177
    @sarojmahapatro9177 5 หลายเดือนก่อน

    Dui bhai misijao

  • @rjdhamaka3579
    @rjdhamaka3579 5 หลายเดือนก่อน

    Bhala paica kamaucha

  • @rjdhamaka3579
    @rjdhamaka3579 5 หลายเดือนก่อน

    Only bjd jitebo

  • @rankanidhiadhikaririnku4242
    @rankanidhiadhikaririnku4242 5 หลายเดือนก่อน

    🌷🌷🌷🌷🌷🌷🌷💯💯💯😚

  • @rjdhamaka3579
    @rjdhamaka3579 5 หลายเดือนก่อน

    Loka ku bhakua banaucha toma ghare 2ticket

  • @devisuggu2461
    @devisuggu2461 5 หลายเดือนก่อน

    Pakka bjd plan

  • @KiranKiran-co3vb
    @KiranKiran-co3vb 3 หลายเดือนก่อน

    Jay.bjp❤❤❤❤❤

  • @AlekhaSahu-p8c
    @AlekhaSahu-p8c 5 หลายเดือนก่อน

    Jay. BJP. Jaymanoranjan

  • @rameshjena41
    @rameshjena41 5 หลายเดือนก่อน

    Bjp prathy je hoichhu se gote beinani jay congress

  • @Mmtvcreation2024
    @Mmtvcreation2024 5 หลายเดือนก่อน

    Jai BJD

  • @polayapolaya4365
    @polayapolaya4365 5 หลายเดือนก่อน

    Joy bjd
    A mane 2000 mosia purboru bohutho onyayo korithile dadagiri koruthile
    Joy bjd