Tahele Tu kebebi marriage karibuni bapa maa nka pakhare semiti rahibu.mu manuchi bapa maa nka Prema amara. Kintu life re kahaku ta janaki marriage kariba tebe jaha ku vala paucha taku nuhe au kahaku
Jhia pare mu gote bohu sata bhala paeba athi bhagya jia sata bhala paela sia mala kete asa dei thiba sei pua taku jadi tora baha habare problem thila ta bhala pauthila kanhiki
Daya laguchi e pua katha bhabiki , jibana re aji nahele kali manisa tanka ta income karidaba hele bhala mana tie miliba bahut kasta...kejani Kain e simple katha Loko mananka Munda re paseni... Mo mata re sabu Sima deiki se manisku nijara karidaba darkar.karana e swarthapara diniyare sabu chadiki paleibe baki jibana tame jaha saha rahiba ta pain etiki Kariba darkar....jiye maruchi maru jaha hauchi hau...... Nija khusi pain eita hin thik ,karana tyaga sacrifice kariki nije bhagaban bi duniya ku khusi karei pari nahanti.... It's true ...ta hata kebe chadiba katha nuha
You are grate sister.. tuma bhali jhia samastinka life re aasu... Kau pua madua,pagala hebeni... Salute 🫡 bhauni... Jia sath dele na dele bi tume ta love paei jaha karichi bahuta bada staf neicha... ❤❤❤❤
ଯିଏ ପକୃତରେ ଭଲ ପାଇଥିବ ସେ ହିଁ କେବଳ ବୁଝି ପାରିବ ଏ କଷ୍ଟ
Sata bhai jaha kahi la
Right 👍
Right 👍
😢😢😢😢😢
😭😭
ଏମିତି ଝିଅ ପ୍ରେମିକା ମିଳିବା ଭଲ କିନ୍ତୁ ଏମିତି ସ୍ତ୍ରୀ ଟିଏ ମିଳିଗଲେ ଆହୁରି ଭଲ ।
Jibana sara gandi mareiba katha
Wife kubi semiti love kara aithu ahuri adhika tama pain haba
Right
Milijibe but ghara loka kebe b Raji hebeni.raji nahele bali ta a jhia amitj kandu6i..
Correct
ସତରେ ପ୍ରକୃତ ପ୍ରେମ ୟାକୁ ହଁ କୁହାଯାଏ ❤❤❤❤
@akashnayak70. ତମେ କଣ ସେମିତି ପ୍ରେମ କରି ପାରିବ ତମେ ଜୀବନ ରେ କେବେ ସଚ୍ଚା ଲଭ୍ କରି ପାରିବ ନାହିଁ
sala bara ra paribara samna re kudhei ki bapa maa ra izzat naba, na kan kahiba na prema, mg sei prema re gandi mareiba dine
😂😂True love ha thhu
ଜା ବୁଲିଯା .... ଚକ୍ଷ୍ମାଚୂର୍
No no no love is just time pass 🤞😅
ପ୍ରକୃତ ରେ ପ୍ରେମ ଆକୁ କୁହା ଯିବ କାରଣ କାହାର ବି ଅଧିକାର ନାହିଁ ଏମିତି ଝିଅ ମାନଙ୍କର ଜୀବନ ନଷ୍ଟ କରିବା ପାଇଁ
ଆଉ ଯିଏ ପ୍ରକୃତରେ ସଚା ପ୍ରମ କରୁଥିବ ସିଏ ଏଇ video ଦେଖି ସାରିବା ପରେ ନିଶ୍ଚୟ ବୁଝି ପରୁଥିବ ଯେ ପ୍ରେମ କାହାକୁ କୁହା ଯାଏ
This is true love
😂😂
ଜାତି ହେଉଛି ପ୍ରେମ ପାଇଁ କର୍କଟ ରୋଗ ।।
Karkata nuha makra sankranti roga
😂
Paisa income kara kie jati dekhibani
@@makhansahoo9150 reservation ta kan
ମୁସଲିମ ରେ କେଉଁ ଜାତି
This is true love 💞❤️
ଭଗବାନ ଏହି ଦୁଇ ଜଣକୁ ଖୁସି ରେ ରଖନ୍ତୁ ❤❤
ଯଦି ପୁଅ ଜାଗାରେ ଝିଅ ଥାନ୍ତା ଆଉ ଝିଅ ଜାଗାରେ ପୁଅ ଥାନ୍ତା ସେତେବେଳେ ଏମାନଙ୍କର ପାଟି ରେ ବେଙ୍ଗ ପଶିଯାଇଥାନ୍ତା 🤣🤣🤣
Right
True😂😂
😂🤣😜
Se magia pua to bou bia
Au pua bou bapa randa randi goda
ଯିଏ ପ୍ରକୃତରେ ଭଲ ପାଇଥିବ ସିଏ କଣସି ପରିଥିତି ରେ ତା ଭଲ ପାଇବାକୁ ନିଜଠୁ ଦୁରେଇବନି । କିନ୍ତୁ ଯିଏ ପ୍ରକୃତରେ ଜଣକୁ ନିଜ ଜୀବନ ଠାରୁ ଅଧିକ ଭଲ ପାଇଥାଏ ନା ତା ଭାଗ୍ୟ ରେ କେବଳ ଧକା ଆଉ ପ୍ରତାରଣା ମିଳି ଥାଏ 😭😭
It is trust
beiman jhiamane ahi jhiathu sikhiba darakar
Nijaku anath kahi jane mate thaki thila
Bhauni tame satare real love karichhha salute bhauni ur great
ଏହା କୁ କୁହାଯାଏ ଭଲପାଇବା
ଜାତି ହେଉଛି ସମାଜ ର ସବୁଠୁ ବଡ଼ ବିଷ........ ଆମେ ଯେତେ ଦିନ ପ୍ରୟନ୍ତ ଜାତି କୁ ଜାବୁଡି ଧରିକି ରହିବା ସେତେ ଦିନ ଯାଏ ଆମେ ସମସ୍ତେ ଅଲଗା ଅଲଗା ହେଇ ରହିଥିବା..... ଆଉ ଯଧି ଜାତି କୁ ନ ମାନିବା ତାହାହେଲେ ଆମେ ସବେ ମିଲି ମିଶି କି ରହି ପରିବା..... କାରଣ ଜାତି ଆମକୁ ଅଲଗା କରିଛି..... ଆଉ ଜାତି ଛାଡି ଦେଲେ ଆମେ ସେହି ଗୋଟେ ମଣିଷ.... ଜାତି ହଟାଓ..... 🙏🙏🙏ଦେଶ ବଚାଓ 🙏🙏🙏
Really
Pura puri thik kahile apana😢😢
😭😭😭
😭😭
Wow... Great mind set 👍👍
ଏହାଙ୍କୁ କୁହାଯାଏ ପ୍ରକୁତ ଭଲ ପାଇବା
Right
Mo bala na
Right 👍👍
Ta Bala nuha au kichi be
Gihaba rati suiba au biha heba alga tukel k kay
ତା ମନ ଭିତରେ କେମିତି ଲାଗୁଛି ସେ ହିଁ ଜାଣିଛି ଏହି ସତ୍ ପ୍ରେମ ସତ୍ୟ ମୁଁ ଜାଣି ଛି ତାକୁ ନିଆ ଏ ମିଳିବ ନି କାହିଁକି ନା ସେ ଗୋଟିଏ ଝିଅ 😭😭😭😭
Tuma sathire emiti ghati thilaki kabita
😂
oh re tamosahita bhi haethile vid send karibata
Gudagehi tui ta jaha janichu
@@rakeshmishra5504 chup
ଏ news ଦେଖି ଗୋଟେ ଗୀତ ମନେ ପଡ଼ିଲା
"ପାଦରେ ଅଳତା ମଥାରେ ଚନ୍ଦନ
ପିନ୍ଧି ତୁମେ ବର ସାଜିଛ
କାହା ହାତ ଧରି ମୋତେ ଏକା କରି
ଅଧା ବାଟେ ଛାଡ଼ି ଯାଉଛ
ଭୁଲି ଯାଅ ମୋତେ ବୋଲି ଶେଷ ଚିଠି ଲେଖିଛ"....😢😢😢
Mo bando Gita ata 🤣🤣😅😅😅
@@madhusmitajena5982 😀😀😀
@@RADHAKRUSHNABEHERA-bj6ktto Banda naaa auu😂😂😂😂😂
😂😂😂
ପ୍ରେମ ର ଅନ୍ତ ନାହିଁ କି କେବେ ହାରି ନାହିଁ କି ମଥା ନାଇ ନାଇ love never end ❤RS❤
RS 200
😂😂@@rizergaming5117
Hmm ki 😊
ଏମିତି କା ଝିଅ ଭାଗ୍ୟ ରେ ଥିଲେ ମିଳେ❤❤😢
ଏଇ ପୁଅ କୁ ଦଣ୍ଡ ମିଲୁ ଝିଅ ର ହୃଦୟ ସହିତ ଖେଳୁଛି
Congratulations both of you you are true lover 🎉🎉🎉
ବେଳେ ବେଳେ ମୁଁ ଭାବେ ପ୍ରେମୀ ଯୁଗଳ ମାନେ ପରସ୍ପର ପ୍ରେମ ରେ ବୁଡି ରହିଲେ ଆଗକୁ ଯାଇକି ଅସୁବିଧା ରେ ନିହାତି ପଡିବେ କାରଣ ବଞ୍ଚିବା ପାଇଁ କାମ କରିବା ପାଇଁ ପଡିଵ ଝିଅ ଯଦି ପୁଅ ପ୍ରେମ ରେ ବୁଡି ରହିବ ତା ହେଲେ ରହିପାରିଵେ କ'ଣ ପାଇଁ ନା ଗୋଟିଏ ଝିଅ କି ସ୍ତ୍ରୀ ଲୋକଟି ନିଜ ଛୁଆଙ୍କ ଯତ୍ନ ଯେମିତି ନେଇ ପାରିଵ ସେମିତି ନିଜ ସ୍ଵାମୀଙ୍କ ବି ନେଇପାରିଵ ଆଉ ଵାହାରେ କାମ ନ କଲେ ଵି ସମାଜ କିଛି କହିବ ନାହିଁ କିନ୍ତୁ ଝିଅଟିଏ ଵାହାରେ କାମ କରିବ ଆଉ ସ୍ଵାମୀ ଘରେ ବସିଥିବ ତା ହେଲେ ସମାଜ କହିଵ ଆଉ ଏମିତି ରେ ଵି ସେ ଛୁଆ ମାନଙ୍କୁ ଦେଖିପାରିବ ନାହିଁ ଆଉ ସେ ସମାଜରେ ମୁହଁ ଟେକି କି ଚାଲି ପାରିବ ନାହିଁ ପ୍ରଥମ କଥା ତ ଵେରୋଜଗାର ସହ ବାହା ହବ ହିଁ ନାହିଁ 😅😅😅 ସେଥିପାଇଁ ଝିଅ ଯଦି ପୁଅ ପାଇଁ କାନ୍ଦୁଛି ତ ଖୁସିର କଥା କିନ୍ତୁ ପୁଅ ଯଦି ଝିଅ ପାଇଁ କାନ୍ଦୁଛି ତା ହେଲେ ବି କିଛି ନାଇଁ ଝିଅ ତାକୁ ଠିକ୍ ରାସ୍ତା ଦେଖେଇ ପାରିଵ ଏବଂ କେମିତି ନିଜ ଜୀବନକୁ ଭଲ ଭାବରେ ଗଢ଼ିପାରିବେ କ'ଣ ପାଇଁ ନା ପୁଅ ପିଲା ଶାରୀରିକ ଆଉ ମାନସିକ ସ୍ତରରେ ଷ୍ଟରଂ ଥାନ୍ତି ତେଣୁ ଯେମିତି ଚାହିଁବ ସେମିତି ଗଢି ପାରିବେ...... so am i right 😊
Great........... cast is no matter during love but it's matter in marriage 🙏🙏🙏
For lower mentality people
Exactly 💯
In Chuslim ☪️
Tame hi prakuta manisa ❤
Right❤❤❤
ଭଲ ପାଇବା ଏକ ବେକାର ସମ୍ପର୍କ । I think this is gender attraction । ବାପା ମା ଙ୍କ ର ସନ୍ତାନ ପ୍ରତି ଭଲ ପାଇବା ପ୍ରକୃତ ଭଲପାଇବା କାରଣ ସେମାନେ ପାରୁପର୍ଯନ୍ତ ପିଲା ର ଭଲ ଚାହାଁନ୍ତି ।
Tahele Tu kebebi marriage karibuni bapa maa nka pakhare semiti rahibu.mu manuchi bapa maa nka Prema amara. Kintu life re kahaku ta janaki marriage kariba tebe jaha ku vala paucha taku nuhe au kahaku
I thing you are right 👍
Then you must allow your partner to intimate with other person in front of your eyes 😂
God is great ❤🙏🙏🙏🙏🙏
ପ୍ରେମ ଶାଶ୍ୱତ ,ଚିରନ୍ତନ.......ପ୍ରେମର ଶେଷ ବିବାହ ନୁହେଁ 😢......ତ୍ୟାଗ ବି ପ୍ରେମର ଅନ୍ୟ ଏକ ନାମ .......ଜଣକୁ ଜୀବନେ ନ ପାଇ ହିଁ ସାରା ଜୀବନ ପ୍ରେମ କରି ହେବ ......ପ୍ରେମ ଲୁହ ଧାରଟିଏ ନିର୍ଜନ ରାତିର , ପ୍ରେମ କୋହ ଟିକିଏ ଅଦେଖା ହୃଦୟର .......😢😢
Ayet ନାଟକ gote kehi ବର ଯାତ୍ରୀ ଭଳି କାହାକୁ ଜଣା ପଡୁନି
ପ୍ରକୃତ ପ୍ରେମ ର ମିଳନ ନଥାଏ 😢,ବିବାହ ହିଁ ପ୍ରେମର ଶେଷ, ବିଚ୍ଛେଦ ହିଁ ପ୍ରେମର ଆରମ୍ଭ, ତ୍ୟାଗ ହିଁ ପ୍ରେମର ମୂଳମନ୍ତ୍ର।
God Bless You Both🙏🏻❤️😌
ପୁଅ ଜାଣିଥିଲା ଶେ ଝିଅ ହଉଛି ଗୋଟେ ଛୋଟ ଜାତିର ଝିଅ ବୋଲି ତାହାଲେ ଭଲ ପାଉଥିଲା କାହିଁକି ଯାହା ଵି ହେଇଛି ସବୁ ଭଲ ହେଉଛି
ଭଲ ପାଇବା ନାଁ ରେ ପୁଅ ଜାତି କଳଙ୍କ 💔💔💔💔💔💔
ପ୍ରେମ ରେ ଝିଅ ଦୁଃସାହସୀ।
ପୁଅ ଡରୁଆ।
କିଳା ଖାଇଛି ଯେତେବେଲେ କହ କେମିତି ଭୁଲିବ ସେ ସୁନ୍ଦର୍ ମୁହୃତ୍ଵ ତେଣୁ ଚିନ୍ତାକରି ରହିପାରିଲା ନାହିଁ😂😂😂
Bhai la se pura kn dusa nahi khali kn jhia ra dosa kila sina jhia khai thila kintu pua ta pa kila deithila
@@manaskumar4059ଏବେ ପୁଅ କିଳା ନେବ
@@manaskumar4059 ସାରା ଜୀବନ ଜୀବନସାଥି କରିବାପାଇଁ ପୁଅ ମାନେ ଭଲ ପାଉନାହାନ୍ତି ,କେବଳ ଦେହର ଭୋକକୁ ପୁରାକରୁଛନ୍ତି ହେଲେ ଯେ ବୁଝି ନପାରି ଦେହ ଦାନ ଦେବ ସେ ଫଳ ଭୋଗିବ ଯେମିତି ଏ ପୋଡା ମୁହିଁ କାମ କରିଛି😂
What do you mean by kila khaichi😡? Why you people always blame only a girl?
Ete abhadra asikhita sala...... Kea be Tu jhia mananku kahibu.... Tora sala bhauni achhantina
ଭାଇ ଭଲପାଇ ବାରେଜୀବନଜା
ଊଛିହେଲବିଜାତୀଧ୍ରମବଡତାହେଳେଦୁନୀ
ଆଁରେଭଲପା
ଇଲାକାକୁ ଅଛି ଜାତିଧର୍ମ ଛାଡ
Jadi mrg karibara okat nahi ta kaha life sahita khelani😢😢
Mo bala na jhia jagare pua thile patire benga pasila pari chup thant
♥️ମାନେ ଖାଲି marriege ସେଟା ନୁହଁ madam ବୁଝିଲ ଯାହା ଭାଗ୍ୟ ରେ ଯାହା ଲେଖା ଅଛି 🤟
@@KEONJHARVLOGGERGULUo Bhagya Prema kari paribe kintu baha heiparibana what a logic 😆
@@punampoetry6835 tame mate kuha bhaoni ଯେତେବେଳେ se ପୁଅ ର marriege card ଛପାଗଲା ଗାଁ ରେ ସମସ୍ତଙ୍କୁ card ଦିଆଗଲା ସେତେବେଳେ se ଝିଅ କଣ ପାଇଁ chup ଥିଲା ସେତେବେଳେ ki6ibi step କଣ ପାଇଁ ନେଲାନାହିଁ
@@punampoetry6835 achha ତୁମ କଥା ରେ ତାହାଲେ logic achhi ତାହାଲେ radha ତ ଶ୍ରୀକୃଷ୍ଣ କୁ marriege କରିପାରିଥାନ୍ତେ karile ନାହିଁ କଣ ପାଇଁ true ♥️ତ ଥିଲା
❤ ସତ୍ପ୍ରକୃତ ରେ ହି ଭଲ ପାଇବା ମୂଲ୍ୟ ବୁଝି ପାରୁ ଛି ହେଲେ ଏ ମେତି ପ୍ରେମ ଲକ୍ଷ୍ୟ ରେ ଗୁଟେ
ସମସ୍ତଙ୍କୁ ଗୋଟିଏ ଅନୁରୋଧ କି ଯାହାକୁ ଆପଣମାନେ ଭଲ ପାଉଛନ୍ତି ତାକୁ ନିଜର କରନ୍ତୁ। କେବେ ତା ଜୀବନ ସହିତ ଖେଳନ୍ତୁ ନାହିଁ ସେ ଝିଅ ହେଉ ଅବା ପୁଅ ନ ହେଲେ ଏମିତି ସବୁ ହେବ । ନିଜ ପାଇଁ ଜନ୍ମ କରିଥିବା ମାଁ ବାପାଙ୍କ ମୁଣ୍ଡ ସବୁଦିନ ପାଇଁ ତଳକୁ ହେଇଯିବ ।
ଜାତି ପ୍ରଥା ସମାଜର ଏମିତି ଏକ କଳଙ୍କ ତାହା କେବେ ଛାଡିବ ନାହିଁ, ବଡ଼ ଜାତି ଲୋକର ଦୁଇଟି ପରିଚୟ, ଗୋଟିଏ ଦେଖେଇ ହେବାକୁ, ଆଉ ଗୋଟେ ନିଜ ଜାତିଙ୍କ ପାଖରେ । ସେମାନେ ଜାତି ପ୍ରଥାକୁ କେବେ ଛାଡି ପାରିବେ ନାହିଁ, ଛାଡିଦେଲେ ଅନ୍ୟକୁ ନିଜେ ବଡ଼ ବୋଲି ପରିଚୟ କେମିତି ଦେବେ , ସେମାନେ ଭଗବାନ ଙ୍କ ପ୍ରିୟ ବୋଲି ପରିଚୟ ଦେବେ କେମିତି କିନ୍ତୁ ଏପଟେ କହିବେ reservation ସିଷ୍ଟେମ ଠିକ ନୁହେଁ
ତୁମେ ବୁଝି ପାରିଥିବାରୁ thanka you ❤❤
Kaha sahita amiti kheliba Vala nuhe
Mo bala na jhia khali kheli paribe
Yes bro mun ebe bhabuchi kahinkina mun ehi pari bahut jhia ko dhoka deichi 😢
ସେ ଝିଅ କୁ କେତେ କଷ୍ଟ ହଉଥିବା କେବଳ ସେ ଝିଅ ହିଁ ଜାଣିଥିବ.... ଏ ପ୍ରେମ ବି ବହୁତ୍ କଷ୍ଟ ଦିଅ ସତ ରେ😭😭😭😭😭
God Bless You my all sweet friends 🙏 ଯିଏ ପ୍ରେମ କରେ ନାହିଁ ସେ ପ୍ରଭୁ ଈଶ୍ୱରଙ୍କୁ ଜାଣେନାହିଁ କାରଣ ♥️ଈଶ୍ୱର ତ ହିଁ ପ୍ରକୃତ ପ୍ରେମ ♥️
Absolutely right
Amen
ପୁଅ ବେଇମାନ୍ ଆଉ କାହାକୁ ବାହା ହେବାକୁ କେମିତି ଯାଉଥିଲା ଯଦି ଘର ଲୋକ ରାଜି ହେଲେନି ଅବିବାହିତ ରହି ଯିବା କଥା
Focus on your goal and sure you will get success in your life
ବହୁତ କଷ୍ଟ ହୁଏ... ତମ ସାମ୍ନାରେ ତମ ଲୋକ ଆଉ କାହାର ହେଇ ଯିବ...❤
Very good decision
Last re kana hela kuha re bhai sei sei katha ku ghantu chhanti
ପ୍ରେମ ସିନା true କିନ୍ତୁ ନିଜ ଜାତି ରେ ହିଁ ବାହା ହେବା କଥା ନହେଲେ ଆଗକୁ ବହୁତ କେତେ ଯେ କଷ୍ଟ, ମୋ ଠାରୁ ବେସି ଆଉ କିଏ ଜାଣିନ ଥିବ l ଦି ଜଣ ଭଲରେ ରୁହ 🙏🙏ଜୟ ଜଗନ୍ନାଥ
ଝିଅ ମାନେ ଅଲଗା ଜାତିର ପୁଅକୁ ଜାଣି ଶୁଣି ଭଲ ପାଉଛ କିଆ ହଇରାଣ ହଉଛ କିଆଁ ସବୁ ଭାଇ ଭଉଣୀ ନିଜ ଜାତି ନିଜେ ଶମ୍ମାନ କର ଏଥିରେ ସମସ୍ତଙ୍କର ମଙ୍ଗଳ ହଵ
ଏହା ହିଁ କଷ୍ଟକର ପ୍ରେମ❤
Tume kete janako bhala paicha kobita
❤❤
ଆଜି କା ଯୁଗ ରେ ଯୋଉ ତ ଭଲପାଇବା ଛାଡ଼ କିଏ କୋଉ ବଣ ଜଙ୍ଗଲ ରେ ପ୍ରେମ ଆନନ୍ଦ ନଉଚି ଛୁଆ ଠୁ ବୁଢ଼ା ଜାଏ 😂😅😅😅
ଭଗବାନ ଙ୍କ ଆଶୀର୍ବାଦ ଥାଉ
ଭାଇ ଯିଏ real love କରୁଥିବ ହୃଦୟ ର କଷ୍ଟ ବୁଝିପାରିବ 😢
U r great my sister ❤❤❤
ୟାକୁ କହନ୍ତି ପକୃତ ପ୍ରେମ❤❤
Seriously yaar se jhia bahut lucky person.....last moment re luck ta sath deichhi......❤
ୟାକୁ ହିଁ କୁହନ୍ତି ସତ ଭଲ ପାଇବା ❤
True love never end
ଛଟ ଜାତି ବଡ ଜାତି କଣ ? ସବୁ ୱଡିଆ ତୋ ମଲ ସଳା ରକ୍ତ ତୋ ସଵୁ ସମାନ❤❤❤❤❤❤❤❤
True love never die.🎉🎉🎉🎉🎉
Jaha hela seseku bahut bhala hela aeta hin habara darkar thila all the best for your married life ♥️ always be happy you 2 both ..
This is the true love. God bless them❤❤🎉👌👌👌
ଆରେ ଭାଇ କାହାକୁ ଥରେ Dil se ଭଲ ପାଇକି ଦେଖ ତା'ପରେ ଜାଣି ପାରିବେ ତାକୁ ଭୁଲିବା,ଆଉ କାହାର ହେଇଜିବା ତାକୁ ଜିଇଁ ଥାଉ ଥାଉ ମରିବା ଭଳି ଲାଗିବ
Real love because I'm fell in the matter......
Same case tuma pari mur
Sata re mun papi
ମୁ ସେଇ ଭଉଣୀ ଜଣ କୁ ସାଲୁଟ କରୁଛି। ଯଦି ନିଜ ପାଦ କାଢି ନ୍ ଆସି ଥାନ୍ତା , ଏ ସବୁ ହୁଅନ୍ତାନି
I am so lucky because I found my love❤❤❤
Me too
Bahut bhala heichi
This is true love 💕
ଏହାକୁ କୁହାଯାଏ ପ୍ରକୁତ ବଲ ପାଇବା ❤️❤️❤️👌👌Great sister👌👌👌
Time thau thau amiti Kariba thik.very nice video.thanku.
Bohut khushi family god bless your family father and mother good mond
ସାଧୁ.. ସାଧୁ... ସାଧୁ ❤️
😅😅
thanku bhauni niceee❤❤
This is true love 👌👌👌👌
ଏଠାରେ 3ଜଣଙ୍କ ଜୀବନ ବରବାଦ ହୋଇ ଯିବ। ପ୍ରେମିକା ଗଣ ଏଥିପାଇଁ ଟିକିଏ
ଧ୍ୟାନ ଦିଅନ୍ତୁ
👏👏👏👏👏👏jhia thick karichi maja nei nei bapa maa nka echhare baha habu ja hau loka kahibe nae pua ta amara bahut bhala 👏👏👏👏👏
Tume ehi jhia pari ki lipika
Jhia pare mu gote bohu sata bhala paeba athi bhagya jia sata bhala paela sia mala kete asa dei thiba sei pua taku jadi tora baha habare problem thila ta bhala pauthila kanhiki
@@LipikaBeura tuma sathire emiti ghati chi ki?
ଭାଇ ଏଥି ଝିଅ ର ବଡ଼ ଜାତି ହେଇଥିଲେ ମୁଣ୍ଡ ର ବାଳ ବୋଲି ପଚାରି ନ ଥାନ୍ତା ରେ 😅😮 ,ଏଇଟା ଗୋଟେ 🆕 କେସ ରେକର୍ଡ ବୟାନ
Great love and it's called true love
ଏମିତି ପ୍ରେମରେ ସରକାର ଦୁଇ ଜଣକୁ ସ୍ଵତନ୍ତ୍ରତା କରିବା ସହ ଓଡିଆଙ୍କ ପାଇଁ ମେଡାଲ ଦେବା ନିହାତି
ଆବଶ୍ୟକ। ମାଲୋ ଶାରଳା ଝକଡ ବାସିନୀ।
Jay Sri Ram God Bless You both...
Wow sister...you are great
Congratulations 👏👏
You are great sister
Sacha bhala paae baa kebe b haar maane ni gd bless u🪔🪔👍👍🙏🏼👌
Thank you really love
Beautiful ❤️
Daya laguchi e pua katha bhabiki , jibana re aji nahele kali manisa tanka ta income karidaba hele bhala mana tie miliba bahut kasta...kejani Kain e simple katha Loko mananka Munda re paseni...
Mo mata re sabu Sima deiki se manisku nijara karidaba darkar.karana e swarthapara diniyare sabu chadiki paleibe baki jibana tame jaha saha rahiba ta pain etiki Kariba darkar....jiye maruchi maru jaha hauchi hau......
Nija khusi pain eita hin thik ,karana tyaga sacrifice kariki nije bhagaban bi duniya ku khusi karei pari nahanti....
It's true ...ta hata kebe chadiba katha nuha
ସତ କଥା ❤❤ସମସ୍ତେ ବୁଝି ପାରନ୍ତି ନାହିଁ
Se jhio bahut lucky. Thank you god. Socha premo karuthiba sabu premi manku tanko premo dei deo prabhu 🙏
Sacha prema au nahi lo jhia
Good discussion 👍👍👍👍
Perfect ending❤❤❤❤❤❤❤❤😢😢😢😢😢😢😢😢😢😢😢
ଯଦି ପ୍ରେମ କରିବା ହୋଇଛି, ତାହାଲେ ଜାତି ଧର୍ମ ଦେଖିବା ଉଚିତ ନୁହେ
Jhia thik kala
Mu tote gehibi
ଯଦି ପୁଅ ଏମିତି କରିଥାନ୍ତା ତାହେଲେ ଏବେ ଜେଲ ରେ ଚକି ପଶୁଥାନ୍ତା
Very good ❤❤❤❤❤ decision
ବିଧିର ବିଧାନ କେ କରିବ ଆନ 😥😥😥😥😥
Tq jhia tame tama bhala paiba mahan
Pua ra love kn Mohan nuhe
Bala love😂 chhapri gudaka sabu😂
Super love story 💗👍💯
ଆକୁ ହିଁ ପ୍ରକୃତ ଭଲ ପାଇବା କୁହ ଯାଏ
Wowwww......this is called as true love
True Love ❤️❤️❤️
Vala hela ❤❤❤
verybeautyfulidea
You are grate sister.. tuma bhali jhia samastinka life re aasu... Kau pua madua,pagala hebeni...
Salute 🫡 bhauni...
Jia sath dele na dele bi tume ta love paei jaha karichi bahuta bada staf neicha... ❤❤❤❤