MO MAYURBHANJA | MAYURBHANJA THEME SONG | MAURBHANJ| ABHIIJEET MAJUMDAAR |BIRAJA PRASAD| RAJA MISHRA

แชร์
ฝัง
  • เผยแพร่เมื่อ 24 พ.ย. 2022
  • MO MAYURBHANJA | MAYURBHANJA THEME SONG | MAURBHANJ| ABHIIJEET MAJUMDAAR |BIRAJA PRASAD| RAJA MISHRA
    MO MAYURBHANJA
    Presented by - SIBAM MUSIC
    Song Credits
    MO MAYURBHANJA
    NEW ODIA SONG 2022
    STARRING - ALL MAYUBHANJA ARTISTS
    SINGER - ABHIJEET MAJUMDAR
    Lyrics : SATYANANDA NAIK
    Music - BIRAJA PRASAD
    RECORDED AT - MRR STUDIO
    ARRANGEMENTS ,CAMERA, EDIT & DIRECTED BY -RAJA MISHRA
    ASS T CAMERA - BIJENDRA (MUNA)
    SPECIAL THANSKS TO - SHAKTISWARA MOHAPATRA
    PRODUCED BY : SHIVA CHARAN NAIK
    EDT AT : STUTEE DIGITAL (Baripada)
    All Copyrights Reserved By : SIBAM MUSIC
    For Official Contact call- 9583151322
    🔔 Get alerts when we release any new video. TURN ON THE BELL ICON on the channel 🔔
    LIKE | COMMENT | SHARE | SUBSCRIBE
    👉 SUBSCRIBE For UNLIMITED ENTERTAINMENT!
    Odisha's Best Digital Media -SIBAM MUSIC ODIA
    !!* ANTI-PIRACY WARNING *!!
    This content is Copyright to SIBAM MUSIC ODIA Pvt.Ltd. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate this copyrights material presented !!
    #sibammusic2022
    #momayurbhanja
    #mayurbhanjia
    #abhijeetmajumdar
    #avijitmajumdar
    #mayurbhanjsong
    #rajamishra
  • เพลง

ความคิดเห็น • 1.6K

  • @chhabimohanty2112
    @chhabimohanty2112 ปีที่แล้ว +358

    ଆମେ ମୟୂର ଭଂଯିଆ। ଏଇ ମୟୂର ଭଞ୍ଜ ମାଟିର ବିର ସନ୍ତାନ ଓଡ଼ିଶାର ତଥା ଓଡିଶା ବାହାରେ ସୁନାମ ଅର୍ଜନ କରିଥିବା କଳାକାର ମାନଙ୍କୁ ନେଇ ଏଇ ସଙ୍ଗୀତ ଅତ୍ୟନ୍ତ ମନମୁଗ୍ଧକର, ହ୍ରୁଦୟ ସ୍ପର୍ଶ ଶିକ୍ଷଣୀୟ ତଥ୍ୟ ଓଡିଶାର କଳା, ସଂସ୍କୃତି ନୃତ୍ୟ, ସଙ୍ଗୀତ ମାଦଳ ର ତାଳେ ତାଳେ ମୟୁରି ନାଚେ, ଗଛ, ପତ୍ର ଫୁଲ ନଦୀଝରଣା ସମୁଦ୍ର ବନ ଜଙ୍ଗଲ ପଶୁ ପକ୍ଷୀ ସବୁଜ ଖେତ, ସମସ୍ତେ ଏଠି ନାଚିଲା ପରି ମନେ ହୁଏ। ନିରୀହ ଆଦିବାସୀ ମାନଂକ କଳା ସଂସ୍କୃତି ନୃତ୍ୟ ସ୍ଥାପତ୍ୟ ଅତ୍ୟନ୍ତ ମନମୁଗ୍ଧକର ହ୍ରୁଦୟ କୁ ଛୁଇଁ ପାରିଥିବା ନିରୀହ ସରଳ ଆଦିବାସୀ ଝିଅ ଏଇ ମୟୂର ଭଞ୍ଜ ମାଟିର ଗର୍ବ ରାଷ୍ଟ୍ରପତି ସର୍ବୋଚ୍ଚ ସ୍ଥାନ ଅଳଙ୍କୃତ କରିଛନ୍ତି। ଅଭିଜିତ ମଜୁମଦାର ଙ୍କ କଣ୍ଠ ଓ ଗୀତ ରଚନା ସଂଗୀତ ନିର୍ଦ୍ଦେଶନା ବହୁତ୍ ସୁନ୍ଦର୍ ସେମାନେ ଏଇ ମୟୂର ଭଞ୍ଜ ମାଟିର ସନ୍ତାନ ଗର୍ବ ଓ ଗୌରବ। ବହୁତ୍ ଆନନ୍ଦ ଦାୟକ 🎶 ବାଦ୍ୟ ଯନ୍ତ୍ର ରେ ସହଯୋଗ କରିଥିବା ସମସ୍ତ ଭାଇ ମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଛା ବାର୍ତ୍ତା ଜଣାଉଛି। ଜୟ ଜଗନ୍ନାଥ ବନ୍ଦେ ଉତ୍କଳ ଜନନୀ ଜୟ ଭାରତ ମାତା ଦୀର୍ଘାୟୁ କାମନା କରି ରହୁଛି ସମସ୍ତଙ୍କର ପ୍ରିୟ ଛବି ମହାନ୍ତି।💅💅💅💅💅💅💅💅💅💅💯💯👌👌🙏

    • @kanakalatacreations5585
      @kanakalatacreations5585 ปีที่แล้ว +1

      Thank you so much ❤️ mam

    • @kiskurapajcreation3740
      @kiskurapajcreation3740 ปีที่แล้ว

      Nice 💯💯👍 Thank you ma'am

    • @MMarndi
      @MMarndi ปีที่แล้ว +1

      @Abani behera ଅତି ସୁନ୍ଦର

    • @sibammusic
      @sibammusic  ปีที่แล้ว +2

      Thanks 🙏 for your comments 🙏

    • @tarundash9525
      @tarundash9525 ปีที่แล้ว +1

      Great, Love you brother. Keep going. I m also a pakkaa Mayurbhanjia

  • @ashokkumarmohanta8036
    @ashokkumarmohanta8036 ปีที่แล้ว +123

    ସତରେ ନିଜକୁ ବହୁତ ଗର୍ବ ଅନୁଭବ ହଉଛି ଏଇ ଗୀତ ଶୁଣିଲା ପରେ। Proud to be a Mayurbhanjia

  • @SMCreation54
    @SMCreation54 ปีที่แล้ว +137

    ମୋ ମୟୂରଭଞ୍ଜ ସବୁଠୁ ବଢିଆ ❤️❤️❤️
    ଏଇ ସଂଙ୍ଗିତ ବନେଇଥିବା ସମସ୍ତ ଟିମ ଙ୍କୁ ମୟୁରଭଞ୍ଜିଆ ତରଫରୁ ହୃଦୟରୁ ହାତ ଯୋଡି 🙏🙏🙏 କରୁଛି

  • @odmkrishnanayak1965
    @odmkrishnanayak1965 ปีที่แล้ว +33

    ମୋ ମୟୁରଭଞ୍ଜ ଗୀତ ରଚନା କରିଥିବା ଭାଇଙ୍କୁ ଓ ଅଭିନୟ କରିଥିବା ଭାଇ ମାନଙ୍କୁ ହୃଦୟରୁ ନମସ୍କାର 🙏🙏🙏ମୟୂରଭଂଜିଆ ଦିଲ ସେ ମୟୁରଭଞ୍ଜ ❤️❤️❤️❤️❤️❤️❤️

    • @sibammusic
      @sibammusic  ปีที่แล้ว

      Thanks for your valuable comments 🙏

    • @brajakumarnaik9338
      @brajakumarnaik9338 9 หลายเดือนก่อน

      କୁଲିଆନା ବ୍ଲକ ହଳଦିଆ ଗ୍ରାମ ର ସତ୍ୟାନନ୍ଦ ଭାଇ ଲିରିକ୍ସ

  • @wemad4volleyball317
    @wemad4volleyball317 ปีที่แล้ว +59

    ଜୁହାର୍ ଗେ..... ଭାଇ ସତରେ ଲୋମ ଟାଙ୍କୁରି ଉଠିଲା 🙏🙏🙏🙏ଅନେକ୍ ଅନେକ୍ ଧନ୍ୟବାଦ ସମସ୍ତ ଟିମ୍ ମେମ୍ବର ମାନଙ୍କୁ

  • @MohantaMixture
    @MohantaMixture ปีที่แล้ว +89

    ବହୁତ ବହୁତ ଧନ୍ୟବାଦ ଏମିତି ମୟୂରଭଞ୍ଜ ଉପରେ ପର୍ଯ୍ୟବେସିତ ଗୀତ ଶୁଣିବାର ସୁଯୋଗ ଦେଲେ।ସମସ୍ତ ନିର୍ମାତା ଙ୍କୁ ପୁଣିଥରେ ଧନ୍ୟବାଦ🙏

  • @burudisumofficial3054
    @burudisumofficial3054 ปีที่แล้ว +39

    ଗର୍ବ ରେ କହୁଛି ମୁଁ ମୟୂରଭଞ୍ଜିଆ.... ଧନ୍ଯବାଦ ସମସ୍ତ କଳାକାର ମାନକୁ.... କେଡେ ସୁନ୍ଦର କେଡେ ମଧୁର ଆମ ମୟୂରଭଞ୍ଜ।।।।।।।।। ମୋ ମୟୂରଭଞ୍ଜ 🥰।।।।

    • @sibammusic
      @sibammusic  ปีที่แล้ว +1

      Thanks 🙏

    • @ommprakash8004
      @ommprakash8004 ปีที่แล้ว

      ଜୟ ମୟୂରଭଞ୍ଜ ଆମୋ କଲା ଓ ସଂସ୍କୃତ ସବୁ ବେଳେ ବଞ୍ଚିକି ରୋହୁ , ଜୟ ମୟୂରଭଞ୍ଜ 🙏🙏🙏🙏🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰🥰।।।।।।।।। ମୋ ମୟୂରଭଞ୍ଜ ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️🥰🥰🥰❤️❤️❤️❤️🥰🥰❤️🥰❤️🥰❤️❤️🥰❤️🥰❤️❤️🥰🥰❤️❤️🥰🥰❤️🥰❤️🥰❤️🥰❤️❤️🥰❤️🥰❤️🥰❤️🥰❤️🥰❤️🥰❤️❤️🥰❤️🥰❤️🥰❤️🥰❤️🥰❤️🥰❤️🥰🥰❤️

  • @BadBoy-ik4od
    @BadBoy-ik4od ปีที่แล้ว +21

    Dil Se Mayurbhanjia
    ❤️💚💛🧡💙💜💘♥️
    ମୟୁରଭଞ୍ଜ ମାଟିରେ ଜନ୍ମ ହେବା
    କୌଣସି ପୁଣ୍ୟ ଠୁ କମ୍ ନୁହେଁ।
    Heartly Thanks To The Creators of This Song. 🙏🙏🙏🙏

  • @srabankumar7929
    @srabankumar7929 ปีที่แล้ว +11

    ବହୁତ ଦିନ ପରେ YOU TUBE ରେ ଗୋଟେ ଭଲ VIDEO ଦେଖିବାକୁ ମିଳିଲା । ବହୁତ ସୁନ୍ଦର ଗୀତ ହେଇଛି । I ❤️ MAYURBHANJA

  • @karanmurmu5316
    @karanmurmu5316 ปีที่แล้ว +9

    ଏ ଗୀତ ଶୁଣି ମୋତେ ବହୁତ୍ ଖୁସି ଲାଗିଲା ନିଜୋକୁ ଗର୍ବ ଲାଗୁଛି । ସମସ୍ତଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ ଜଣାଉଛୁ

  • @purnimasingh8886
    @purnimasingh8886 ปีที่แล้ว +10

    ଗର୍ବରେ କହିବୁ ଆମେ ତ ମୟୂରଭଞ୍ଜିଆ ରେ।❤️👍

  • @ranjeetnayak1702
    @ranjeetnayak1702 9 หลายเดือนก่อน +4

    BEST OF BEST PLACE OF WORLD ❤️ ମୟୂରଭଞ୍ଜ ❤️

    • @sibammusic
      @sibammusic  9 หลายเดือนก่อน

      Thanks 🙏 🌹 🌹 🌹

  • @manojdas1286
    @manojdas1286 ปีที่แล้ว +9

    ମନ ଖୁସି ହୋଇଗଲା ଗୋ ଶୁଣି । ଧନ୍ୟବାଦ

  • @bhanupriyamohantaofficial3169
    @bhanupriyamohantaofficial3169 ปีที่แล้ว +7

    Waahhh ମନ କୁ ଛୁଇଁ ଗଲା🙏🙏dil se Mayurbhanjia ❤️❤️❤️

  • @tlssagar5100
    @tlssagar5100 ปีที่แล้ว +8

    ଆମ ମୟୂରଭଞ୍ଜ ପାଇଁ ଗୌରବ ଏହି ଗୀତ ଯିଏ ଲେଖିଛନ୍ତି ଭାଇକୁଂ ବହୁତ ଧନ୍ୟବାଦ୍ କେତେ ସୁଦଂର କଥା ଲେଖାହୋଇଛି....🙏🙏🙏🙏

    • @sibammusic
      @sibammusic  ปีที่แล้ว +1

      Lyric Satyananda Naik Thanks 🙏

  • @kunjabihariparhi6707
    @kunjabihariparhi6707 ปีที่แล้ว +35

    I as an individual borne on Mayurbhanj soil do feel much proud after listening to the song because many many good things relating to people, their life style, culture, dance, music and what not has been narrated in the composition. Jay Jagannath and Jay MAA Ambika.
    Kunja Bihari Parhi

    • @sibammusic
      @sibammusic  ปีที่แล้ว +1

      Thanks for your valuable comments 🙏 Jay Jagannath 🙏

  • @ME.guhiram
    @ME.guhiram ปีที่แล้ว +41

    I Proud to be Mayurbhanj I Like this song 💯

  • @narsinghembram529
    @narsinghembram529 ปีที่แล้ว +33

    Proud to be a Mayurbhanjian....😊😊❤

  • @minatirout7523
    @minatirout7523 10 หลายเดือนก่อน +2

    ବହୁତ ସୁନ୍ଦର ଗୀତ ଟି ଯେତେ ହେଲେ ମୋ ଗାଁ ମୋ ମାଟି ❤❤❤

    • @sibammusic
      @sibammusic  10 หลายเดือนก่อน

      Thanks 🙏 🌹 🌹 🌹 🌹

  • @smsproduction4236
    @smsproduction4236 ปีที่แล้ว +2

    ବହୁତ ଖୁସି ଲାଗୁଛି ମୁଁ ମୟୂରଭଞ୍ଜିଆ ମୁ ଗର୍ବ ର ସହିତ କହିବି ମୁ ସାନ୍ତାଳୀ ଆମ ମୟୂର ଭଞ୍ଜ ରେ ସମସ୍ତ ଜାତି ପ୍ରତି କାହାର ଭେଦ ଭାବ ନାହିଁ
    ଏବଂ ସମସ୍ତ କଳାକାର ମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଶୁଭକାମନା।
    ବହୁତ୍ ବହୁତ ବହୁତ୍ ବହତ୍ ବହୁତ୍ ଖୁସି ଲାଗୁଛି ଏଇ ଗୀତ ଶୁଣି ଧନ୍ୟବାଦ୍
    Proud to be a mayurbhanj

    • @sibammusic
      @sibammusic  ปีที่แล้ว

      Thanks brother 🙏

  • @mayurikaproductions7443
    @mayurikaproductions7443 ปีที่แล้ว +16

    ଖୁବ୍ ସୁନ୍ଦର ଗୀତ ରଚନା,ସ୍ୱର ସଂଯୋଜନା ତା ସହିତ ଖୁବ୍ ବଢିଆ ଭିଜୁଆଲ ମଧ୍ୟ ଏହି ଗୀତ ପାଇଁ ସମୟ ଦେଇ ଥିବା ସମସ୍ତ ବ୍ୟକ୍ତିଙ୍କୁ ହୃଦୟରୁ 🙏🙏🙏🙏🙏

    • @prakashkumarbehera9443
      @prakashkumarbehera9443 ปีที่แล้ว

      ବହୁତ ସୁନ୍ଦର ଗୀତଟିଏ, ସ୍ବର ସଂଯୋଜନା ଏବଂ ତା ସହିତ ହେଇଥିବା ଭିଜୁଆଲ ଓ ଏହି ଗୀତରେ ଅଭିନୟ କରିଥିବା ପ୍ରମୁଖ କଳାକାର ମାନେ ବହୁତ ସୁନ୍ଦର ଅଭିନୟ କରିଛନ୍ତି ସେମାନଙ୍କୁ ହୃଦୟରୁ 🙏🙏🙏👌👌👌👌👌

    • @sibammusic
      @sibammusic  ปีที่แล้ว

      Thanks 🙏

  • @boythedigital
    @boythedigital ปีที่แล้ว +25

    Proud to be a Mayurbhanjia 😎🔥🤩

    • @sibammusic
      @sibammusic  ปีที่แล้ว +1

      Thanks 🙏

    • @boythedigital
      @boythedigital ปีที่แล้ว

      @@sibammusic aise hi sundar Sundar song upload koribe bhai😊

  • @bholanathsahu8117
    @bholanathsahu8117 ปีที่แล้ว +2

    Jabardast..

  • @dibyaranjanbiswal4334
    @dibyaranjanbiswal4334 ปีที่แล้ว +2

    ମୟୂରଭଞ୍ଜ ଜିଲ୍ଲା ରୋ ଗୋଟିଏ ପୁତ୍ର ହେବା ବହୁତ ଗର୍ବ ରୋ କଥା ❤❤

  • @dolagobindabehera3663
    @dolagobindabehera3663 ปีที่แล้ว +3

    Bahut sundar.. Mo jilla pain evergreen song.. Thanks to all team members

  • @niharranjan6972
    @niharranjan6972 ปีที่แล้ว +9

    Nice Song. I m so proud that I m MAYURBHANJIA

  • @baripadabhanjbayar9536
    @baripadabhanjbayar9536 ปีที่แล้ว +6

    ମୟୁରଭଞ୍ଜ ମାଟି ମା ଆମର ଗର୍ବ। 🔥🙏🙇‍♂️

  • @sangrambehera8874
    @sangrambehera8874 ปีที่แล้ว +5

    ମୁଁ mayurbhanjya ବୋଲି ଗର୍ବିତ 🙏❤️

  • @digarbabucreation
    @digarbabucreation 11 หลายเดือนก่อน +6

    Beautiful song 👌
    Dil se Mayurbhanjia ❤❤❤

    • @sibammusic
      @sibammusic  11 หลายเดือนก่อน

      Thanks 🙏 🌹 🌹 🌹

  • @deolasoren5473
    @deolasoren5473 ปีที่แล้ว +17

    Great composition... Loved it 🥰🥰.... Proud to be mayurbhanjian

  • @samitranjankunal2085
    @samitranjankunal2085 ปีที่แล้ว +1

    Haye ..ମୋ ଗର୍ବ ମୋ ପରିଚୟ । ମୋ ସୁନ୍ଦର ମୟୁରଭଞ୍ଜ 😍😍😍😘

  • @nanditatudu317
    @nanditatudu317 ปีที่แล้ว +1

    "Tinang soresh aa tinang napaya aabo Bhonj Disom"😍😍😍.....Bahut badhiya sakalu sakalu suniki Ananda miligola.....Johar🙏

  • @debashishsethi1715
    @debashishsethi1715 ปีที่แล้ว +13

    Beautiful song, fantastic 👌👌👌 jay Mayurbhanj 🙏

  • @rajibbarik9588
    @rajibbarik9588 ปีที่แล้ว +30

    What a presentation ..this is not only a theme song of Mayurbhanj but a power-packed representation of our rich culture, life & eternal love..great work Raja bhai & team..

    • @sibammusic
      @sibammusic  ปีที่แล้ว +1

      Thanks for your valuable comments 🙏

  • @Bipin_Jagannath_Das
    @Bipin_Jagannath_Das ปีที่แล้ว +1

    ଅତି ସୁନ୍ଦର ଉପସ୍ଥାପନା 🙏🙏🙏🙏

  • @bhalapila3443
    @bhalapila3443 ปีที่แล้ว +2

    ସତରେ ନିଜକୁ ବହୁତ ଗର୍ବ ଅନୁଭବ ହଉଛି ଏଇ ଗୀତ ଶୁଣିଲା ପରେ। Proud to be a Mayurbhanjia 👌👌👌👌👌👌👌👌👌🙏🏻🙏🏻🙏🏻🙏🏻🙏🏻🙏🏻

  • @dashamurmu5984
    @dashamurmu5984 ปีที่แล้ว +5

    I'm proud to be a Mayurbhanj

  • @dbapi3357
    @dbapi3357 ปีที่แล้ว +8

    🥰🥰🥰🥰🥰 I feel proud, because I am from Mayurbhanja ♥️♥️♥️♥️♥️♥️♥️♥️♥️♥️

  • @debabratapradhan3077
    @debabratapradhan3077 2 หลายเดือนก่อน +1

    Hrudaya ku sparsha kalapari sangita, bahut badhia. Video re Jatin Das au Nandita Das nku dekheithile au tike complete lagithanta. Jaya maa Kichakeswiri.

  • @sunaramsingh3047
    @sunaramsingh3047 2 หลายเดือนก่อน +1

    This song touches the heart...indeed our Baripada is so beautiful...I am proud to be Mayurbhanjiya.

  • @SB-cv1ki
    @SB-cv1ki ปีที่แล้ว +10

    Iamvery proud of my Mayurbhanj as my native.

  • @nirmalabehera2032
    @nirmalabehera2032 ปีที่แล้ว +7

    Really fantastic , proudly saying Mayurbhanjia

  • @snsingh7081
    @snsingh7081 2 หลายเดือนก่อน

    ଗୀତ ଟି ଶୁଣିଲା ପରେ ଛାତି ଟା ଗର୍ବରେ ଫୁଲି ଗଲା ...ଯେ ହେତୁ ମୁଁ ମୟୂରଭଞ୍ଜ ମାଟି ର ସନ୍ତାନ.... ଗୀତ ଟି ର ସୃଷ୍ଟି କର୍ତ୍ତା ସମସ୍ତ କଳାକାର ଓ ଅଭିନୟ କରିଥିବା ସମସ୍ତ କଳାକାର ମାନଙ୍କୁ ମୋର ଆନ୍ତରିକ ଧନ୍ୟବାଦ.....❤️❤️❤️

  • @manasranjanmohanta516
    @manasranjanmohanta516 ปีที่แล้ว +2

    ❤❤❤❤Hamar mayurbhanja ❤❤❤❤❤

    • @sibammusic
      @sibammusic  11 หลายเดือนก่อน

      Thanks 🙏 🌹 🌹 🌹 🌹 🌹

  • @sarojsahu1228
    @sarojsahu1228 ปีที่แล้ว +11

    Proud to be Mayurbhanjia

  • @laxmidharmohanta1542
    @laxmidharmohanta1542 ปีที่แล้ว +3

    Dil se❤️ mayurbhanja

  • @goodtimemahakud
    @goodtimemahakud 8 หลายเดือนก่อน +1

    ମୋ ମୟୂରଭଞ୍ଜ ସତରେ କେଡ଼େ ସୁନ୍ଦର ଏ ଗୀତ ଅବିସ୍ମରଣନୀୟ ହୋଇ ରହିବ .❤❤❤

    • @sibammusic
      @sibammusic  8 หลายเดือนก่อน +1

      Thanks🌹🌹🌹

  • @laxmantudu85
    @laxmantudu85 ปีที่แล้ว +13

    I proud of Mayurbhanjia...❤️❤️❤️❤️I love Mayurbhanj

  • @mayurbhanjiajhio7785
    @mayurbhanjiajhio7785 ปีที่แล้ว +4

    ମନ ଖୁସି ହେଇଗଲା ❤️😅

  • @sakhitudu4077
    @sakhitudu4077 ปีที่แล้ว +22

    I ❤️ my Mayurbhanj 💞💞💞..... Proud to be a Mayurbhanjia ❤️❤️❤️

  • @skhakimuddin7877
    @skhakimuddin7877 ปีที่แล้ว +15

    Proud to be a mayurbhanjia❤❤✨

  • @dhalmanoj75
    @dhalmanoj75 11 หลายเดือนก่อน +3

    Proud to be a Mayurbhanj❤❤❤

    • @sibammusic
      @sibammusic  11 หลายเดือนก่อน

      Thanks 🙏 🌹 🌹 🌹

  • @rajashreebaskey9397
    @rajashreebaskey9397 ปีที่แล้ว +19

    Superb👌👌..proud to be a mbj nd also santali...aadi napay❤❤

  • @tanusardar3219
    @tanusardar3219 ปีที่แล้ว +11

    Proud to be a Mayurbhanjia.....🌹🌹🌹superb editing ❤❤❤

  • @singerbadrinarayan304
    @singerbadrinarayan304 8 หลายเดือนก่อน +1

    ମୟୁରଭଞ୍ଜ ମାଟିକୁ ପ୍ରଣାମ 🙏🙏🙏🙏

  • @SAMIRMALLICKVLOGS
    @SAMIRMALLICKVLOGS ปีที่แล้ว +2

    सच में मयूरभझ का गाना बहुत अच्छा है ❤ 🌿 🌿 🌾 ☘ proud of Mayurbhanja ❤❤❤👌👌👌👌

    • @sibammusic
      @sibammusic  ปีที่แล้ว

      Thanks 🙏 ❤️❤️❤️❤️🌷🌷🌷🌷

  • @ranjitacreation3260
    @ranjitacreation3260 ปีที่แล้ว +16

    Proud to be a mayurbhanjia ❤✌✨

  • @devrajsinghofficial
    @devrajsinghofficial ปีที่แล้ว +6

    @RAJA SIR DHANYABAAD... FOR INCLUDING OUR MUNDARI TRADITIONAL DANCE ALSO & FOR ADDING OUR LOVING BIKAN P. NAG SINGH BHAI AND DASHARATH KAA...

    • @sibammusic
      @sibammusic  ปีที่แล้ว +1

      Thanks for your valuable comments 🙏

  • @bibhutinayak7751
    @bibhutinayak7751 ปีที่แล้ว +1

    Mayurbhanj ro best song.... By abhijeet majumdaar.. Best singing style... Many many thanks..

    • @sibammusic
      @sibammusic  ปีที่แล้ว

      Thanks for your valuable comments 🙏 🙏 🙏

  • @mburuautoparts.6866
    @mburuautoparts.6866 ปีที่แล้ว +1

    ମୁ ମୟୁରଭଞ୍ଜ ପାଇଁ ଗର୍ବିତ, ହୃଦୟ ରୁ ସଲାମ

    • @sibammusic
      @sibammusic  ปีที่แล้ว

      ସଲାମ ଆପଣଙ୍କୁ 🙏❤️❤️❤️❤️

  • @nabinmarndi56192
    @nabinmarndi56192 ปีที่แล้ว +11

    Super lyrics and song. Love from satali proudly

  • @barialhembram7070
    @barialhembram7070 ปีที่แล้ว +12

    So nice presentation and..domdar Lyrics with perfect voice of Abhijeet Sir..

    • @sibammusic
      @sibammusic  ปีที่แล้ว

      Thanks 🙏 for your comments

  • @chhotuhindustaniofficial5368
    @chhotuhindustaniofficial5368 ปีที่แล้ว +1

    କେଡେ ସୁନ୍ଦର ଆମ ମୟୂରଭଞ୍ଜ I LOVE MAYURBHANJ ❤️❤️❤️❤️I PROUD TO BE A MAYURBHANJIA ❤️❤️❤️❤️💐💐💐

  • @bijayagrawala5445
    @bijayagrawala5445 ปีที่แล้ว +2

    I ❤️ Mayurbhanj 👌👌👌👍

  • @kanhusoren2559
    @kanhusoren2559 9 หลายเดือนก่อน +7

    What an exceptional song, really feel the lyrics. It gives goosebumps. Really many many thanks to the team. Proud to be Mayurbhanjia ❤❤❤❤

    • @sibammusic
      @sibammusic  9 หลายเดือนก่อน

      Thanks 🙏 🌹 🌹 🌹 🌹

  • @gayatripatra2072
    @gayatripatra2072 ปีที่แล้ว +6

    Thanks for this type of song.Jay Mayurbhanj...

  • @swatichandni1956
    @swatichandni1956 ปีที่แล้ว +1

    I m from mayurbhaj...in santal culture...ND I m very proud

    • @sibammusic
      @sibammusic  ปีที่แล้ว +1

      Thanks 🙏 🌹 🌹 🌹 🌹

  • @Subrat150
    @Subrat150 ปีที่แล้ว +1

    I love MAYURBHANJA ♥️♥️♥️ I AM FROM -KORAPUT

    • @sibammusic
      @sibammusic  ปีที่แล้ว

      Thanks 🙏 🌹 🌹 🌹

  • @rohitkumarhansdah6513
    @rohitkumarhansdah6513 ปีที่แล้ว +5

    This song represent my mayurbhanj

  • @LoopsRudraaa
    @LoopsRudraaa ปีที่แล้ว +4

    Love from Adaspur, Cuttack 🥰🥰🥰, mayurbhanj is a great place and it's culture are amezing, it's a very peaceful district in odisha ❤️🥰

  • @ghstdip5424
    @ghstdip5424 ปีที่แล้ว +2

    Mo ମୟୁରଭଞ୍ଜ 💛

  • @subratranjan9658
    @subratranjan9658 ปีที่แล้ว +5

    Nice song describes the true spirit of mayurbhanj.

  • @brilliantkrishna5006
    @brilliantkrishna5006 ปีที่แล้ว +3

    ହୃଦୟକୁ ଛୁଇଁ ଗଲା ❤️❤️❤️🔥🔥

  • @gobindamurmu8089
    @gobindamurmu8089 ปีที่แล้ว +1

    ଦିଲ ସେ ମୟୂରଭଞୀୟା👍👍👍👍👍

  • @jagabandhusing3166
    @jagabandhusing3166 ปีที่แล้ว +2

    Proud to be a Mayurbhanjia

  • @sorenbabuproduction2716
    @sorenbabuproduction2716 ปีที่แล้ว +7

    This is a heart touching song

  • @ddftyyruyeesinging3287
    @ddftyyruyeesinging3287 ปีที่แล้ว +6

    Proud to be mayurbhanjia

  • @rkkiskucreation3848
    @rkkiskucreation3848 ปีที่แล้ว +1

    ବଢିଆ ସଂଳାପ ସହିତ ସୁନାମ ଧନ୍ୟ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଙ୍କ ଯାଦୁକରୀ ସ୍ୱର ମନକୁ ଛୁଇଁ ଦେଉଛି। ଧନ୍ୟ।

    • @sibammusic
      @sibammusic  8 หลายเดือนก่อน

      Thanks🙏🌹🌹🌹🌹🌹

  • @subodhnayak1657
    @subodhnayak1657 ปีที่แล้ว +2

    ବହୁତ ସୁନ୍ଦର ।

  • @anitasingh7509
    @anitasingh7509 ปีที่แล้ว +4

    I ❤️ Mayurbhanj 👌🙏🏻

  • @itishreemohanta9169
    @itishreemohanta9169 ปีที่แล้ว +13

    I ❤️ My Mayurbhanj...I proud to be Mayurbhanj ❤️❤️❤️

  • @MRcrazyDEEWANA
    @MRcrazyDEEWANA 10 หลายเดือนก่อน +1

    ମୟୁରଭଞ୍ଜିଆ ବୋଲି ମୁଁ ଆଜି ଗର୍ବ କରୁଛି ❤ ହୃଦୟସ୍ପର୍ଶି ଭିଡ଼ିଓ ସହିତ ଆମ ମୟୁରଭଞ୍ଜ ଗୀତ ❤❤️❤️

    • @sibammusic
      @sibammusic  10 หลายเดือนก่อน

      Thanks 🙏 🌹 🌹 🌹 🌹

  • @sailendripatra5234
    @sailendripatra5234 ปีที่แล้ว +2

    Proud to be mayurbhanjia❤

    • @sibammusic
      @sibammusic  ปีที่แล้ว

      Thanks 🙏 🌹 🌹 🌹 🌹 🌹

  • @BiduchandanMurmu
    @BiduchandanMurmu ปีที่แล้ว +4

    ❤️ Dil Se Mayurbhanjia 🤟

  • @sriyadibyalifestyle2028
    @sriyadibyalifestyle2028 ปีที่แล้ว +18

    Proud to be a mayurbhanjia 💞❤️

  • @swagatikaparida1229
    @swagatikaparida1229 ปีที่แล้ว +2

    Best song..best singer abhijit Majumdar..thanks to visual director .Raja Mishra

    • @sibammusic
      @sibammusic  ปีที่แล้ว

      Thanks 🙏 🌹 🌹 🌹

  • @mangalentertainment6898
    @mangalentertainment6898 ปีที่แล้ว

    ସତରେ ଗୀତ ଶୁଣି ଆଖିର ଲୁହ ବାହାରିଗଲା ମୟୂରଭଞ୍ଜ କେଡେ ସୁନ୍ଦର ଅବର୍ଣ୍ଣନିୟ ମୟୂରଭଞ୍ଜ ଜିଲ୍ଲା ଆଡି ନାପାୟା

  • @muluhchandomurmuproduction7770
    @muluhchandomurmuproduction7770 ปีที่แล้ว +12

    Heartly congratulations by Muluh Chando Murmu production ! very nice Composition Thanks to Composer ! All the best !Presentation is very fine ! Proud for all inhabitants of Mayurbhanj! ᱟᱭᱢᱟ ᱥᱟᱨᱦᱟᱣ ! ᱥᱟᱱᱟᱢ ᱠᱚ ᱞᱟ.ᱜᱤᱫ
    ᱨᱟ.ᱥᱠᱟ.ᱟᱱ ᱠᱟ.ᱢᱤ ᱦᱚᱨᱟ ᱥᱟᱵ ᱨᱟᱠᱟᱵ
    ᱟᱠᱟᱱᱟ ! ᱟ.ᱰᱤ ᱟ. ᱰᱤ ᱱᱟᱯᱟᱭ ! 🙏🙏🙏

  • @somugochayat9106
    @somugochayat9106 ปีที่แล้ว

    Wah.. beautiful.. abhijeet majumdar..proud of mayurbhanj soil...

  • @SibaMunda-eg2kk
    @SibaMunda-eg2kk ปีที่แล้ว

    ବହୁତ ବହୁତ ଧନ୍ୟବାଦ ଆମ ମୟୁରଭଞ୍ଜ ନାମ ଲେଖା ଗୀତ ଶୁଣି ବହୁତ ଖୁସି

  • @moviesclip5477
    @moviesclip5477 ปีที่แล้ว +7

    I like this song ❤️❤️❤️❤️❤️❤️❤️❤️❤️❤️❤️❤️❤️❤️❤️

    • @sibammusic
      @sibammusic  ปีที่แล้ว

      Thanks 🙏 🌹🌹🌹🌹

  • @sudhirtheartlover6169
    @sudhirtheartlover6169 ปีที่แล้ว +12

    Tremendous song and careful making Best wishes to all the team.

  • @hemantabehera385
    @hemantabehera385 ปีที่แล้ว +1

    Super ,I love you all for creat a great song ,,it's not only beautiful song it's proude be a mayurbhanjia

  • @dibyasmitasamal655
    @dibyasmitasamal655 3 หลายเดือนก่อน +1

    Proud to be a Mayurbhanjia😍❤

  • @milantudu6435
    @milantudu6435 ปีที่แล้ว +8

    🥰 Proud to be MBJ 🥰

  • @dishomkumblu2453
    @dishomkumblu2453 ปีที่แล้ว +24

    The founder of SCB medical college & hospital Cuttack
    Sri Ram Chandra bhanjdeo the King 👑 of Mayurbhanj his son Also founder of MPC autonomous collage baripada
    Mayurbhanj men's : king's title BHANJ And Mayur men's peacock 🦚 = Mayurbhanj
    I am too proud of my dist Mayurbhanj Love you Mayurbhanj 💗
    And Also founder of MSCB University in North Odisha ( baripada)

    • @sibammusic
      @sibammusic  ปีที่แล้ว

      Thanks 🙏 for your comments

  • @bharatimohanta2881
    @bharatimohanta2881 ปีที่แล้ว +1

    I ❤ My Mayurbhanj.. Proud to be Mayurbhanj

    • @sibammusic
      @sibammusic  ปีที่แล้ว

      ଜୟ ଜଗନ୍ନାଥ 🙏

  • @deepakbehera1411
    @deepakbehera1411 ปีที่แล้ว +1

    Love you mayurbhanja❤❤❤

  • @ugresanmajhi532
    @ugresanmajhi532 ปีที่แล้ว +5

    Added santhali language....so super song ...liked to listening... many thanks to Abhijeet Majumdar singer

  • @careerpoint27
    @careerpoint27 ปีที่แล้ว +5

    Really heart touching 💖